‘ମାଆଙ୍କ UPSC ଇଛା ପୂରଣ କରିବି’ | Odisha Reporter

Sdílet
Vložit
  • čas přidán 29. 06. 2024
  • ବର୍ଣ୍ଣାଳି ହୋତା ଏ ନାଁ ସମସ୍ତେ ଜାଣିଥିବେ, ପରିଚୟର ଆବଶ୍ୟକତା ପଡ଼ିବନି । ଜାତୀୟ ସ୍ତରରେ ପଣ୍ଡିତ ଗୋଦାବରୀଶଙ୍କ ଲିଖିତ ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଗୀତ ଗାଇ ଚର୍ଚ୍ଚାରେ ରହିଥିଲେ । ଆଜି ଓଡ଼ିଶା ରିପୋର୍ଟରକୁ ସାକ୍ଷାତକାରରେ ନିଜ ଜୀବନକୁ ନେଇ ଅନେକ ଜଣା ଅଜଣା କଥା କହିଛନ୍ତି । ଏ ଗୀତକୁ ବାଛିବା ପଛର କାରଣ ଏବଂ ଭବିଷ୍ୟତକୁ ନେଇ କଣ ଲକ୍ଷ୍ୟ ରଖିଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    CZcams: bit.ly/OdishaReporteronCZcams
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #barnalihota #singer #bhubaneswar #odisha

Komentáře • 21