STARS'S SECRET | Singer Barnali Hota | PrameyaNews7

Sdílet
Vložit
  • čas přidán 30. 04. 2024
  • STARS'S SECRET | Singer Barnali Hota | PrameyaNews7
    #starssecret #barnalihota #prameyanews7 #celebrity #lifestyle #odiasinger #songs
    Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
    For Latest News Follow us on:
    Website: www.prameyanews7.com/
    CZcams: / prameyanews7odia
    Twitter: / news7odia
    Facebook: / news7odia
    Instagram: / prameyanews7
    Playlists-
    Nua Jibana Nua Asha:
    • Nua Jibana Nua Asha
    ଶୁଣ...ଶୁଣ...ଶୁଣ:
    • Suna...Suna...Suna
    Explore Odisha:
    • Explore Odisha
    Breakfast Odisha:
    • Breakfast Odisha News7
    Maganna Oligi:
    • Maganna Oligi
    Biswas Abiswas Andhabiswas:
    • Biswas Abiswas Andhabi...
    Digital Special Stories:
    • Digital Special Stories
    Daffa | Crime Stories:
    • Daffa
    Jollywood Jalwa:
    • Jollywood Jalwa
    Face To Face:
    • Face To Face
    #PrameyaNews7 #News7 #OdishaNews

Komentáře • 47

  • @entertainment4you...974
    @entertainment4you...974 Před 22 dny +8

    ବହୁତ ସୁନ୍ଦର ଲାଗିଲା... ତୁମର ସବୁ ଗୀତ ମୁଁ youtube ରେ ଦେଖିଲି.. ବହୁତ ଭଲ presentation..। ଓଡ଼ିଆ ଲୋକଗୀତ ଗୁଡିକୁ ସାରା ଭାରତ ଏବଂ ଭାରତ ବାହାରେ ଲୋକଙ୍କୁ ଶୁଣେଇବା ର ପ୍ରୟାସ ଜାରିରହୁ... ବିଭିନ୍ନ ପ୍ରୋଗ୍ରାମ ମାଧ୍ୟ୍ୟମରେ... ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଏତେ ଭଲ musicdirector ଆଗଭଳି ନାହାନ୍ତି.... ଗାଁ କନିଆ ସିଂଘାଣିନାକି.... ଏଠି.... ଆମ Music director ମାନଙ୍କୁ ଓଡ଼ିଆ ଝିଅଙ୍କ voice ଭଲ ଲାଗେନି ସେମାନଙ୍କୁ ବାହାରୁ ସିଙ୍ଗର ଆଣି ଗୀତ କରିବାକୁ ପସନ୍ଦ କରନ୍ତି... ସେଥିପାଇଁ ତ ଆଜି ଓଡ଼ିଆ ସିନେମା ର ଏଇ ଅବସ୍ଥା... ତଥାପି ସେମାନଙ୍କ ର ଚେତା ପଶୁନି... ଭଗବାନ କରନ୍ତୁ ତୁମେ ବହୁତ ଆଗକୁ ଯାଅ...... ଜୟ ଶ୍ରୀ ଜଗନ୍ନାଥ

  • @rameshsahu1466
    @rameshsahu1466 Před 14 dny +5

    Barnali Odishara garba. Anchoring bahut bhala.

  • @rajshreesahoo2193
    @rajshreesahoo2193 Před dnem

    ଅତି ସୁନ୍ଦର କାର୍ଯ୍ୟ 🎉

  • @ambikasahoo9334
    @ambikasahoo9334 Před 6 dny

    Amazing voice,So talented,God bless you

  • @niranjankhuntia7651
    @niranjankhuntia7651 Před 10 dny +1

    Barnali God bless u and u reach the appex point of singing.

  • @bijaychoudhury8091
    @bijaychoudhury8091 Před měsícem +4

    Hidden talent of odisha

  • @radhaprasannamohapatra2338

    Go ahead. Lord Jagannath will bless you.

  • @roshnimohapatra2797
    @roshnimohapatra2797 Před 8 dny

    I am one of the great fans of your extremely excellent talented.......God bless you ❤

  • @kalpanabiswal2464
    @kalpanabiswal2464 Před měsícem +2

    Beautiful voice barnali❤

  • @chandrasekharamohanty6315

    Hi Barnali, you are definitely gifted. May God bless you! Look forward to listening top many more songs in your voice. Thanks a million!

  • @girishpanigrahi8924
    @girishpanigrahi8924 Před 20 dny +1

    Congratulations Barnali go ahead, God must help you for your attempt.

  • @Mamitanayak-hz2dt
    @Mamitanayak-hz2dt Před 9 dny

    You are great singer Jay jagannath

  • @ramachandrapanipani7424

    ଜୟ ଜଗନ୍ନାଥ !
    ଭାଇ ଅଙ୍କିତଙ୍କୁ ଅଭିନନ୍ଦନ ।

  • @ramachandrapanipani7424

    ଭାଇ ଅଙ୍କିତଙ୍କର ଏହି ସାକ୍ଷାତ୍କାର ଭଊଣୀ ବର୍ଣାଳୀଙ୍କ ବିଷୟରେ ବହୁତ କଥା ଜାଣିବାର ସୁଯୋଗ ଦେଲା। । ଏଥିପାଇଁ ଧନ୍ୟବାଦ ।

  • @chittaranjanhota5189
    @chittaranjanhota5189 Před 29 dny +2

    Nice voice
    So talented

  • @shovajena3011
    @shovajena3011 Před 9 dny

    Bahut sundar barnali ❤God bless u❤️

  • @newstarodia2023
    @newstarodia2023 Před 21 dnem

    May God bless you
    You represent ed odia traditional bhajan

  • @sonaroji723
    @sonaroji723 Před měsícem +1

    Very nice

  • @subhashree-shreyanshikhurd9956

    👌👌👌

  • @hrsa3875
    @hrsa3875 Před 22 dny

    Very very talented. Please post full song -sabu bandan mo kholi dei Prabhu tuma bandhan re rakha 🎉🎉🎉

  • @snehalatarout-bh6zz
    @snehalatarout-bh6zz Před 28 dny +1

    God bless you beti

  • @JogendraDalai-so7ce
    @JogendraDalai-so7ce Před měsícem +1

    Mo favorite singer varnali dee

  • @chitaranjanchhualasingh8026

    Jai jagannath 🙏🙏🙏🙏🙏🙏

  • @basantipadhi64
    @basantipadhi64 Před 19 dny

    👌👌👌wow

  • @kumudininayak6881
    @kumudininayak6881 Před 25 dny +1

    I salute u👍barnali

  • @ajitkumbhar7489
    @ajitkumbhar7489 Před 2 měsíci +2

    Great Work Kishor Kumbhar Ji ☺️

  • @samarpita3158
    @samarpita3158 Před 24 dny +1

    Barnali ur great

  • @nilapari9955
    @nilapari9955 Před 25 dny +1

    ❤❤❤❤❤❤❤❤❤❤

  • @user-gm2qp6nm3t
    @user-gm2qp6nm3t Před 9 dny

    Jay jaganatha

  • @Jogeshree
    @Jogeshree Před 19 dny

    ❤❤

  • @ramachandrapanipani7424

    ବର୍ଣାଳୀଙ୍କ ଗୀତ ଶୁଣିଛି । ବହୁତ ଭଲ କଣ୍ଠସ୍ୱର । Play Back Singer easily ହୋଇ ପାରିବେ । ପ୍ରଭୁ ଜଗନ୍ନାଥଙ୍କ କୃପା ମିଳୁ । ମା ସରସ୍ଵତୀ ସହାୟତା କରନ୍ତୁ ।
    ରାମଚନ୍ଦ୍ର ପାଣି
    ଶ୍ରୀଅରବିନ୍ଦ ଆଶ୍ରମ, ପଣ୍ଡିଚେରୀ ।
    ୨୧ । ୬ । ୨୦୨୪, ଶୁକ୍ରବାର
    ଜୟ ମା ! ଜୟ ଜଗନ୍ନାଥ !

  • @ramachandrapanipani7424

    ସବୁ ବନ୍ଧନ ମୋ ଖୋଲି ଦେଇ ପ୍ରଭୁ!
    ତୁମରି ବନ୍ଧନେ ରଖ... ଜଣାଣଟି ଭାବପୂର୍ଣ୍ଣ ଭାବରେ ଗାଇଲେ ଭଊଣୀ ବର୍ଣ୍ଣାଳୀ । ତାଙ୍କୁ ପ୍ରଭୁ ଜଗନ୍ନାଥ ଲକ୍ଷ୍ୟ ପଥରେ ଆଗେଇ ନିଅନ୍ତୁ ।
    ରାମଚନ୍ଦ୍ର ପାଣି
    ଶ୍ରୀଅରବିନ୍ଦ ଆଶ୍ରମ ପଣ୍ଡିଚେରୀ ।
    ୯୪୮୭୦ ୮୩୦୬୩

  • @IndiraMIshrawriter
    @IndiraMIshrawriter Před 9 dny

    🌹✍🏻👌🏻

  • @santosh_tripathy
    @santosh_tripathy Před 21 dnem

    I am 100% sure Barnali Hota is an uncommon singer of Odisha. By the grace almighty,
    days are not far away when
    Barnali becomes a famous singer not only in Odisha ,but
    also in India.

  • @puspalatapati7406
    @puspalatapati7406 Před 15 dny

    Jay Jagnntha. Pakhe achhnti❤

  • @ramachandrapanipani7424

    Bharat Ka Amrit Kalas ରେ ଯେଉଁ ଗୀତ ଗାଇଥିଲେ ସେହି ଜାଗରଣ ଗୀତଟି ଗାଇଥଲେ ଭଲ ହୋଇଥାଆନ୍ତା ।

  • @swopnabatibehera6879
    @swopnabatibehera6879 Před 23 dny

    ଅନୁରୋଧ କରିବୁ , ସେ ଅତୀତର ସେ ସଙ୍ଗୀତ କୁ ,ସେ କବିଙ୍କର ଲେଖା କୁ ଆଗକୁ ଆଣନ୍ତୁ ।

  • @ramachandrapanipani7424

    ମାଆ ମମତା ହୋତା ଝିଅକୁ ଏତେ Freedom ଦେଇଥିବା ଆନନ୍ଦର କଥା । ତେବେ ଯେହେତୁ ସେ ଓକିଲ, ଝିଅକୁ confused ହୁଏ ବୋଲି କହିଦେଲେ, କିନ୍ତୁ ସେ ସବୁବେଳେ ଜଗନ୍ନାଥଙ୍କୁ ଜଣାଇ ତାଙ୍କ ନିର୍ଦ୍ଦେଶ ପାଇ କାର୍ଯ୍ଯ କରୁଥବା ଭକ୍ତର ଲକ୍ଷଣ ।
    ରାମଚନ୍ଦ୍ର ପାଣି

  • @subhabratamishra4465
    @subhabratamishra4465 Před měsícem +1

    ସଙ୍ଗୀତ୍‌ ଶିକ୍ଷକ୍‌ ବସନ୍ତ ପାତ୍ରଙ୍କ ଭଳି ଦେଖିବାକୁ ଓ କଣ୍ଠ ବି ପୁରା ବସନ୍ତ ପାତ୍ରଙ୍କ କଣ୍ଠ ଭଳି । ଆରେ ହେଇ ଦେଖ କମେଣ୍ଟ୍ ଲେଖୁ ଲେଖୁ ଜାଣି ଗଲି ଯେ ସେ ହିଁ ବସନ୍ତ ପାତ୍ର ଅଟନ୍ତି ।

  • @ramachandrapanipani7424

    ତାଙ୍କର ଉଚ୍ଚାଙ୍ଗ କଣ୍ଠସ୍ବର ଏହି ସାକ୍ଷାତ୍କାରରେ ନରମ ଲାଗୁଛି । କଥାରେ ମଧୁରତା ରହିଛି । ତାଙ୍କର ଭବିଷ୍ୟତ୍
    ଉଜ୍ଜ୍ବଳମୟ ।

  • @dharashreesatpathy562
    @dharashreesatpathy562 Před 22 dny

    Heavy make up

  • @sunandakumarsahoo4750
    @sunandakumarsahoo4750 Před 23 dny

    ସତରେ ତୁମେ ଓଡ଼ିଶାର ସଂଗୀତ କୁ ବହୁତ ଭଲ ଭାବରେ ଉପସ୍ଥାପିତ କରି ସର୍ବାଦୂତ କରିପାରିଛନ୍ତି।

  • @user-ir8tv1uu5l
    @user-ir8tv1uu5l Před měsícem

    M

  • @harigovindaacharya6242

    Kuch jyada ho gaya....

  • @deviprasadsahoo7553
    @deviprasadsahoo7553 Před 24 dny +1

    ପ୍ରଭୁ ଜଗନ୍ନାଥ ସାହା ହୁଅନ୍ତୁ ଝିଅ।।। ଜୀବନ ରେ ସବୁ ଇଚ୍ଛା ପୂର୍ଣ୍ଣ ହଉ❤

  • @kunabhoi6908
    @kunabhoi6908 Před 22 dny

    Tu maa nari nuha lo maa narayni
    Maa mahaamyaa