ଝରଣା ସେପାରି ରେ ଗାଁ || Most Dangerous Village Of Odisha | Tadama || Ganjam || Help India Odisha

Sdílet
Vložit
  • čas přidán 29. 08. 2024
  • 𝗣𝗿𝗼𝗴𝗿𝗮𝗺 𝗮𝘁 𝗧𝗵𝗲 𝗠𝗼𝘂𝗻𝘁𝗮𝗶𝗻 𝗩𝗶𝗹𝗹𝗮𝗴𝗲, 𝗧𝗮𝗱𝗮𝗺𝗮, 𝗗𝗶𝘀𝘁 - 𝗚𝗮𝗻𝗷𝗮𝗺, 𝗢𝗱𝗶𝘀𝗵𝗮
    #ଅପହଞ୍ଚ_ପାହାଡି_ଗ୍ରାମ_ରେ_ପହଁଚିଲା_ହେଲ୍ପ_ଇଣ୍ଡିଆ
    #ତଡମା_ଗ୍ରାମ, #ବାଇବାଲି_ପଞ୍ଚାୟତ, #ଭଞ୍ଜନଗର_ବ୍ଲକ, #ଜିଲ୍ଲା_ଗଞ୍ଜାମ, #ଓଡିଶା
    ହେଲ୍ପ ଇଣ୍ଡିଆ ତରଫରୁ ତଡମା - ଗ୍ରାମ ରେ ପହଁଚି ଥିଲା ଆମ ଟିମ | ଏହି ଗ୍ରାମ କୁ ନା ଅଛି ଯିବାକୁ ରାସ୍ତା ନା କିଛି ସୁବିଧା | ପାହାଡ ଘେରା ରାସ୍ତାରେ ଗାଡ଼ିରେ ଯିବା ପରେ 5 km ଚାଲି ଚାଲି ଦୁର୍ଗମ ଅଂଚଳରେ ପହଁଞ୍ଚିଥିଲା ହେଲ୍ପ ଇଣ୍ଡିଆ ଟିମ | ତଡମା ଗ୍ରାମ ର ଲୋକମାନଙ୍କୁ ହେଲ୍ପ ଇଣ୍ଡିଆ ତରଫରୁ Blanket, ଜୋତା,ପୋଷାକ, ଖାଦ୍ୟ ବଣ୍ଟନ କରାଯାଇଥିଲା |
    ଏହି ଗ୍ରାମ ର ଲୋକ ମାନେ ବହୁତ ସରଳ | ତାଙ୍କ ସହିତ ସମୟ ଅତିବାହିତ କରି ବହୁତ ଖୁସି ଲାଗିଲା | ସେଠାରୁ ଆସି ବାକୁ ଇଚ୍ଛା ହେଉ ନଥାଏ | ଏତେ ସୁନ୍ଦର ଏହି ଜାଗାଟି ଚାରିଆଡେ ପାହାଡ ପର୍ବତ ଘରେ ରହିଛି | ପ୍ରକୃତିକ ପରିବେଶ ବହୁତ ମନରମ |
    𝗣𝗹𝘇 𝗦𝘂𝗽𝗽𝗼𝗿𝘁 𝗛𝗲𝗹𝗽 𝗜𝗻𝗱𝗶𝗮
    Bank details
    **************
    𝗣𝘂𝗻𝗷𝗮𝗯 𝗡𝗮𝘁𝗶𝗼𝗻𝗮𝗹 𝗕𝗮𝗻𝗸
    𝗡𝗮𝗺𝗲 - 𝗛𝗲𝗹𝗽 𝗜𝗻𝗱𝗶𝗮
    𝗔/𝗖 𝗻𝗼 - 7378002100001043
    𝗜𝗙𝗦𝗖 𝗖𝗼𝗱𝗲 - 𝗣𝗨𝗡𝗕0737800
    𝗚𝗼𝗼𝗴𝗹𝗲𝗽𝗮𝘆 /𝗣𝗵𝗼𝗻𝗲𝗽𝗮𝘆 /𝗣𝗮𝘆𝘁𝗮𝗺 - +91 7008476997
    ସମସ୍ତ ଓଡିଶାବାସୀ ମାନଙ୍କୁ ଅନୁରୋଧ କିଛି କିଛି ସହଯୋଗ କରିବା ପାଇଁ ଏହି ମହତ୍ୱ କାଯ୍ୟପାଇଁ | ଆପଣଙ୍କ ସହଯୋଗ ପାଇଲେ ଆମ ଟିମ ଆହୁରି ଅଧିକ ସହଯୋଗ କରିପାରିବ ଆଦିବାସୀ ଓ ଅସହାୟ ଲୋକ ମାନଙ୍କୁ |
    #Clothesdistribution #helpindia #helpneedy #chandaka #dholakata #damapadaforest #help #tribalvillage #Bhubaneswar #bhubaneswardiaries #BhubaneswarNews #rurallife #ruralamerica #RuralLiving #rural
    #tribalarea #khordha
    Call/ Whatsapp - (Help India) - +91 9938477888
    #daman #ଦମନ #ganjam #bhanjanagar #helpindia #ହେଲ୍ପ_ଇଣ୍ଡିଆ #PMOIndia #CMO #CMOOdisha #helpneedypeople

Komentáře • 9