କୋଣାର୍କରେ ଏବେ ବି ଧର୍ମପଦ ବଞ୍ଚିଚି ମିଳିଲା ସାଙ୍ଘାତିକ ଖବର| Konark Temple Mystery odia | Konark Sun Temple

Sdílet
Vložit
  • čas přidán 2. 05. 2023
  • DURABARTA NEWS | ODISHA NEWS | KONARK SUN TEMPLE
    ଭିଡିଓ କୁ ଶେଷ ଯାଏଁ ଦେଖିବାକୁ ଅନୁରୋଧ..#Konark #Sun #Durabarttanews #Odisha #Durabarttaodianews #Konarknews #Konarklive #History #Temple #Malika #Bisumaharana #Dharmapada #Konarkvillage #Village #Bhakti #Devotional #Bhajan #Story #Specialstory #Latest #Breakingnews #Viral #Viralnews #Viralvideo #Malika #Malikabachan
    #DURABARTTANEWS is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    🔶Facebook : / durabarttanews
    🔶CZcams : / @durabarttanews
    ◾◾◾◾◾◾◾◾◾◾◾◾◾◾◾◾◾◾◾◾
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair.
    © Durabartta Digital Live
    #OdishaNews #OdiaNews #LatestNews

Komentáře • 475

  • @sujitkumarrout167
    @sujitkumarrout167 Před rokem +89

    ବର୍ଷ ବର୍ଷ ଧରି ଆମ ମାନଙ୍କର ସରଳତା ପାଇଁ ଏହିଲୋକମନେ ମିଥ୍ୟା କାହାଣୀ ପ୍ରସାର କରି ଭୂଆଁ ବୁଲାଇ ଚାଲିଛନ୍ତି। ଏଇ କାହାଣୀରେ କୌଣସି ସତ୍ୟତା ନାହିଁ।

    • @shubhamshubasis
      @shubhamshubasis Před 6 měsíci +2

      To pakhare kana pramana achi . Comment Dena purbaru 1000 ra thara bhabhi comment debu . Jia video banuchi se Tara Khali like , subscribers badheba pai karuni se dunia ku etihasara sata Katha kahuchanti. If u want to watch the video the then watch otherwise don't waste the world . The world is already wasted . Nija simare Rahi Katha khaiba sikhe . Bapa maa jadi pilabelu na sikheichanti tahele tanku ebe kaha sikhedebe nahele nija future re bohut pasteibu .

    • @Mr-Sarbeswar-music4
      @Mr-Sarbeswar-music4 Před 5 měsíci

      😃😃

    • @kingjamesraitakjr7536
      @kingjamesraitakjr7536 Před 13 dny

      Sabu kalpanik kstha....

  • @narayandalai9799
    @narayandalai9799 Před rokem +16

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🚩🌿 ରାଧେ🚩🌿 ରାଧେ 🚩🌿🍀🌻

  • @hiddenodisha880
    @hiddenodisha880 Před rokem +96

    Mo bhali kiy comment padhiba ku asicha like kara

  • @Minnu7
    @Minnu7 Před 28 dny +10

    ମୁଁ ଭିଡ଼ିଓ ନୁହେଁ କମେଣ୍ଟ ପଢ଼ିବା ପାଇଁ ଆସିଥିଲି ଆଉ କମେଣ୍ଟ ପଢ଼ି ପଢ଼ି ଆଉ ଇଚ୍ଛା ଲାଗୁ ନାହିଁ କିଛି କହିବା ପାଇଁ 😂😂😂😂😂

  • @soumyaranjandas678
    @soumyaranjandas678 Před rokem +129

    Background music ଆଉ ତମ dialogue ପୁରା ଯାତ୍ରା ହେଲା ଭଳିଆ ଲାଗିଲା । 😂😂😂😂 କଣ ଭାଇ 😂😂😂😂😂

  • @LovelyBabyTurtles-li2bg
    @LovelyBabyTurtles-li2bg Před 6 měsíci +6

    ଏମିତି ଅନେକ ମିଛସତ ମିଶା କାହାଣୀ ଅଛି। ଜଗନ୍ନାଥ ଲକ୍ଷ୍ମୀ ଶ୍ରୀୟା ଚଣ୍ଡଳୁଣୀର କାହାଣୀ ସେହିପରି। ଜଗନ୍ନାଥ ବଳଭଦ୍ର ଶ୍ରୀ ମନ୍ଦିର ଛାଡି ଖାଇବା ନପାଇ ବୁଲିଲେ, ପଣ୍ଡା ବଡ଼ପଣ୍ଡା କେହି ଜାଣିପାରିଲେ ନାହିଁ। ମନ୍ଦିର କଣ ଫାଙ୍କା ଥିଲା।ଧର୍ମପଦ ଯଦି ମନ୍ଦିର ଉପରୁ ସମୁଦ୍ରକୁ ଡେଇଁଲା। ତାହାଲେ long jump ରେ ଅଲମ୍ପିକ୍ସ ରେ ଗୋଲ୍ଡ ମେଡାଲ ଥୁଆ।

  • @bhabanisankar1397
    @bhabanisankar1397 Před 4 měsíci +32

    ଏବେବି ରାବଣର ଆତ୍ମା ବୁଲୁଛି ଆମ ଗାଁ ବିଭିଷଣ ଦେହରେ ଲାଗିକି ତା ପୁଷ୍ପକ ବିମାନ ଖୋଜୁଥିଲା

    • @sambitkumarnayak9683
      @sambitkumarnayak9683 Před 4 měsíci

      😂😂😂

    • @abadhutadas571
      @abadhutadas571 Před 4 měsíci

      Ha ha😂

    • @odishaanubhuti2020
      @odishaanubhuti2020 Před měsícem

      ତା ପୁଷ୍ପକ ବିମାନ କୁ ମୁଁ ମଡିଫାଏ କରି ପୁଷ୍ପକ ଏୟାର ଲାଇନ କରିଛି... ତତଗେଇପୁର ରୁ.. ଘଇତାମାରୀ ପାଟ ଯାଏ 🥱

    • @pinkiram8999
      @pinkiram8999 Před měsícem

      😂😂😂

    • @AkashBarik-zy6qq
      @AkashBarik-zy6qq Před měsícem

      Osalang pa Ama gan pakhare 😅

  • @purnachandramurmu2605
    @purnachandramurmu2605 Před 10 měsíci +25

    ଅସମ୍ଭବ କଥା, କେବଳ ଏହା ନାମକୁ. କାହାଣୀ l କୋଣାର୍କ ମନ୍ଦିର ଅଛି, ମନ୍ଦିର ଛାଡି କିଛି. ଦୂରରେ ବେଢା ଅଛି l ଧର୍ମପଦ ଏତେ ଡେଇଁ ପାରେ ଯେ ବେଢା ଉପରେ ଉପରେ ନଦୀରେ ପଡି ଜୀବନ. ହାରିଲା l ଟିକେ doubt ଲାଗେ.....

  • @subalnaiksanu4429
    @subalnaiksanu4429 Před 5 měsíci +24

    କୋଣାର୍କ ସୂର୍ଯ୍ୟ ମନ୍ଦିର ନିମନ୍ତେ ବାଳକ ଧର୍ମପଦ କୁ ହତ୍ୟା କରି ନରବଳି ଦିଆଯାଇଛି 🙏🙏... କାରଣ ସେ ସମୟ ରେ ନରବଳି ଦିଆଯାଉଥିଲା ଆଉ ଏବେ ବି ଭାରତ ର ବିଭିନ୍ନ ସ୍ଥାନ ରେ ପଶୁ, ପକ୍ଷୀ ଓ ନରବଳି ଦିଆଯାଉଛି

  • @mrutupatia1234
    @mrutupatia1234 Před rokem +50

    ଯାହାବି ହଉ ତମ କଣ୍ଠ ଆଉ ତମ କଥା କୁହା ଷୌଇଳି ରୁ ବହୁତ ଡର ଲାଗୁଛି ୧0.୧୨ ବର୍ଷର ପିଲା ଶୁଣିଲେ ସେ ପ୍ୟାଣ୍ଟରେ ହଗି ମୁତି ପକେଇବ କି କଣ୍ଠ ଲୋ ମା 🤣😄

  • @niashasahoo2562
    @niashasahoo2562 Před rokem +41

    ତୁ ଶଳାଟି ତାକୁ ମାରିଦେଇଛୁ

  • @ManasKar623
    @ManasKar623 Před rokem +17

    ଆମ ଘର ଓଷଳଙ୍ଗ ପାଖରେ 100 ମିଟର ଦୂରରେ କୋତାଙ୍ଗ କାଇଁ ଆମେ ତ ଏକଥା ଜାଣିନୁ, ବିନା ପ୍ରମାଣରେ ଭୁଲ ତଥ୍ୟ କାଇଁ ଦେଉଛନ୍ତି.

    • @shubhamshubasis
      @shubhamshubasis Před 6 měsíci

      Semane thik hi kahuchanti. Tu tora CZcams profile re bada loka pari photo rakhidele tu badaloka heijibuni . Murkha loka sadhabele murkha heikihi ruhe . Taku sata kahile se sabu taku bhul boli hi kahiba .

  • @gangadhartudu2632
    @gangadhartudu2632 Před rokem +2

    Jai jagannath

  • @user-lw3il2rv6q
    @user-lw3il2rv6q Před 14 dny +3

    ଧରମା ଆଉ ମୁଁ ଗୋଟେ ସ୍କୁଲ ରେ ପଢ଼ୁଥିଲି

  • @Jotrimay
    @Jotrimay Před 14 dny +1

    👍👍🙏🙏

  • @sikunsethi-kf4xn
    @sikunsethi-kf4xn Před 10 dny +5

    ଏହି ଗପ ମୁଁ ତୃତ୍ରୀୟ ଶ୍ରେଣୀରୁ ପଢ଼ି ଆସିଛି , ତୁମେ ଏବେ ଏହାର ସୂଚନା ପାଇଛ 😂😂

    • @clay_desire
      @clay_desire Před 2 dny

      Thk kothha bhai 😅😂nua kichhi nahin sei same kahani

  • @anandanayak8421
    @anandanayak8421 Před rokem +4

    ତମ ମା ଵି
    ଆ ରେ କୋଉଠୁ ପାଉଚ ଏମିତି ବୁଦ୍ଧି

  • @trishu864
    @trishu864 Před rokem

    Are ba ete sundara news

  • @saradu8609
    @saradu8609 Před rokem +18

    କଣାର୍କ ଗଣନାଟ୍ୟର ଅପେରାର ଡାଇଲଗ

  • @soberboysuraj1183
    @soberboysuraj1183 Před 10 měsíci +6

    Konark ku nei odia film 🎥 hele bahut bhala heba Konark story bahut badhia

  • @kunalsenapati3290
    @kunalsenapati3290 Před rokem +2

    ଆଜି ପର୍ଯ୍ୟନ୍ତ କୋଣାର୍କ କାମ ହୋଇନି

  • @Bikashjena-bf8re
    @Bikashjena-bf8re Před rokem

    😮😮😮😮😮

  • @SukantaMallick-jj1gp
    @SukantaMallick-jj1gp Před 5 měsíci

    Thikana kahilani

  • @user-sx9ru6qc2p
    @user-sx9ru6qc2p Před 8 měsíci +1

    Hallelujah

  • @sumanpradhan.
    @sumanpradhan. Před rokem +11

    Super jatra diolock badhia karuchha

  • @sanjeebbarik4405
    @sanjeebbarik4405 Před 6 měsíci +1

    ହେଲାଯେ କିନ୍ତୁ ବିଶୁମହାରଣା ଙ୍କ ଗାଁ କେଉଁଠି ଠିକ ସେ କହିଲେନି ତ

  • @soudaminiswain7045
    @soudaminiswain7045 Před rokem

    Sabu michha katha yankar super galuata

  • @sethihome4189
    @sethihome4189 Před rokem

    Jatra

  • @chinmayeepanda4378
    @chinmayeepanda4378 Před rokem +7

    Sibani nahele Konarka Gananatya re join kara ....it will be best for you.

  • @INDIANTIGEROFFICIAL
    @INDIANTIGEROFFICIAL Před rokem +1

    Han sata katha Rama Kan rabanaku marithile se lajyare atmahata karithila

  • @pujapanda1410
    @pujapanda1410 Před rokem +1

    😢😢😢😢

  • @PrasantaGuruji
    @PrasantaGuruji Před 2 dny

    Chandra bhaga re dharmapada ke bheti thili, bahut kandu thila, news wale tar bisayare khali thakuchhant kahuthila

  • @odishajobacademy2151
    @odishajobacademy2151 Před 21 dnem +3

    ହେ ହେ ହେ ଅଇଲା ହେ ହେ ଅଇଲା ଯାତ୍ରା ଆଜି ର ନାଟକ ଧରମ ବଞ୍ଚିଚି କୋଣାର୍କ ମନ୍ଦିରରେ

  • @ugrasenmeher88
    @ugrasenmeher88 Před 18 dny

    All the best

  • @amulyakrushnamishra7661

    007

  • @debasishgomango8364
    @debasishgomango8364 Před 5 měsíci +2

    Yes aneka bisu maharana baharibe kintu darmapadha baharibe nahin Jai shree ram,

  • @binayakmuduli1198
    @binayakmuduli1198 Před rokem +13

    This story is not only a story, it's an emotion for us. Stone craving is our pride❤

  • @AlokDas-qi1jn
    @AlokDas-qi1jn Před 11 měsíci

    🤔🤔🤔🤔🤔🤔🤔

  • @bishnuhati1855
    @bishnuhati1855 Před 8 dny

    ଏ କଥା କୁ ତଦନ୍ତ କରି ଦୋଷୀକୁ ଦଣ୍ଡ ଫାସୀ ଦଣ୍ଡ ଦିଆଯାଉ

  • @bhikaricharandas2046
    @bhikaricharandas2046 Před rokem +11

    12 ସହ ଵଢେଇ ଓ ତାକଂ ପରିଵାର କୁ ଵଂଚେଇ ରଖିଵାକୁ ଯାଇ ସେମାନେ ଜାଣି ଜାଣି ଵିଶୁ ମହାରଣା କୁଂ ମାରି ଦେଇଥିଲେ ।ଏହା ଥିଲା ପ୍ରକୃତ ସତ୍ୟ ।

  • @Tushar-br8lw
    @Tushar-br8lw Před 11 měsíci

    Story Start 4:00

  • @user-je7id3do3s
    @user-je7id3do3s Před měsícem

    😊

  • @PuriToka91
    @PuriToka91 Před rokem +3

    ଶଳା ଦଲାରିୟା ଦଳ

    • @allnewupdated5536
      @allnewupdated5536 Před měsícem

      Tu hin dharmapada ku marichhu. Mo pakhare cctv footage achhi

  • @odishakhabar5088
    @odishakhabar5088 Před rokem +6

    Durabartta news dhanyavaad...
    ❤❤❤❤❤❤ sataku samnna ku anichanti bahut bahut dhanyavaad Story editing bahut sundar.. Aagaku amiti madichalla

  • @sasmitas94
    @sasmitas94 Před rokem +10

    Ete drama style re truth serve karucha. Simply kahile besi effective heba

  • @maheswarpatel2123
    @maheswarpatel2123 Před rokem +1

    Apera ku jaldi ja Bhai dailog bhala achhi

  • @subhransusekhar7774
    @subhransusekhar7774 Před rokem

    Durabartta news channel ku ashesh ashesh dhanyabad. Semane kete kasta re e sabu collection karuchhanti

  • @babulubariha2098
    @babulubariha2098 Před rokem +17

    ଭୂତ ମାନଙ୍କ ର ପ୍ରେସିଡେଣ୍ଟ ପାଖକୁ ଟିକେ ଯା

  • @sarbeswarpradhan9427
    @sarbeswarpradhan9427 Před 12 dny

    🙏🏻🙏🏻🙏🏻🙏🏻

  • @khushimaa2196
    @khushimaa2196 Před 18 dny

    ଯେଉଁ ମାନେ କୋଣାର୍କ ଯାଇଥିବେ ସେମାନେ ଜାଣିଥିବେ,କୋଣାର୍କ ମନ୍ଦିର ଚାରିପଟେ ବୁଲିବାକୁ ଆମକୁ ଆମକୁ ଏକ ଘଣ୍ଟା ରୁ ଅଧିକ ଲାଗିଥାଏ,ତେବେ ଅନୁମାନ କର ଯେ ଉପରଭାଗ ଦଧିନଉତି କେତେ ଫୁଟ ଓସାର ହୋଇଥିବ,ଗୋଟେ ବାରବରଶ ପିଲା ଉପରକୁ କେମିତି ଚଢିଲା ଆଉ ରାତାରାତି କିପରି ମୁଣ୍ଡି ମାରିଲା,ଯଦି ମୁଣ୍ଡି ମାରିଲା ଆମେ ଚିତ୍ରରେ ଦେଖିଛେ ଧରମା ପାଣିକୁ ଡେଇଁଲା,ଜଣେ ବାରବର୍ଷ ପିଲା ଡ଼େଇଁ ଡ଼େଇଁ କେତେ ପୁଟ ଡେଇଁବ,ଯଦି ଡେଇଁବ ସେ ସେଇ ଦଧିନଉତି ଉପରେ ମାଡ ହୋଇ ଆସି ତଳେ ପଡିବ llll ଆହୁରି କିଛି ରହଶ୍ୟ ଅଛି କିନ୍ତୁ ଲେଖିବା ପାଁଇ ସମୟ ଅଭାବ -ଯଦି ଅଧିକ ଜାଣିବାକୁ ଚାଁହାନ୍ତି ତେବେ. +917735579928 ରେ call କରନ୍ତୁ

  • @maabanadurgavlogs6669

    Bhala jatra heichhi......

  • @udayabhanujena6233
    @udayabhanujena6233 Před 15 dny

    ହେଇଥାଇ ପାରେ ସତ କିନ୍ତୁ ଗୋଟେ ସନ୍ଦେହ ମନକୁ ଆସୁଛି ଯେ ସେ ସମୟରେ ଓ ତାର ପରବର୍ତ୍ତୀ ସମୟରେ ତ ଶିଳାଲେଖନ ଓ ତାଳପତ୍ର ଲେଖନର ପ୍ରମାଣ ମିଳେ ଓ ଆଧୁନିକ କାଗଜପତ୍ର ଲେଖନ ତ ଉନବିଂଶ ଶତାବ୍ଦୀରୁ ଆରମ୍ଭ ହୋଇଛି କିନ୍ତୁ ନକ୍ସା ତ ଆଧୁନିକ କାଗଜ ପତ୍ର ରେ ଅଙ୍କିତ କେମିତି ଏହା ସମ୍ଭବ ମୁ ତ ଆଶ୍ଚର୍ଯ୍ୟ

  • @tapas_ranjan007
    @tapas_ranjan007 Před 3 měsíci +1

    ହଁ ଧର୍ମପଦ ର ଭୂତ ଅଛି ଆମ ଗାଁରେ😱👻

  • @pruthibrajbisoyi2564
    @pruthibrajbisoyi2564 Před rokem +2

    ଭଲ ଆଙ୍କର ଟି ହେଇଥୀଲୁ ବୋଧେ

  • @kanhusahoo9054
    @kanhusahoo9054 Před 9 dny

    😮😮😅😅

  • @patu143.
    @patu143. Před 16 hodinami

    Jau mane like karocha samanya mendha😂

  • @NayakSunilkumar
    @NayakSunilkumar Před rokem +1

    Right

  • @NIRANJAN.5.Youtube
    @NIRANJAN.5.Youtube Před rokem +1

    ଧର୍ମ ପଦ ଇତିହାସ କହେ

  • @cuttackvlog4472
    @cuttackvlog4472 Před rokem +20

    ଠିକ କଥା ଆମ ମନକୁ ସେ ଲାଗୁଚି 🙏🙏🙏🙏

  • @khushimaa2196
    @khushimaa2196 Před 18 dny

    ଏହା ସବୁ ମିଥ୍ୟା କଥା

  • @arjunmohanoram9928
    @arjunmohanoram9928 Před 10 měsíci +1

    ଶଶୁର ଭଲ ଡାଇଲଗ ମାରୁଛ

  • @Mahakal_Putra
    @Mahakal_Putra Před rokem +1

    ଶଳେ ତୁମ ମାନଙ୍କ ମୁହଁରେ ଲାଜ ନାହିଁ ଜମା !

  • @bijaykhatua8716
    @bijaykhatua8716 Před rokem

    Nua kain kichhi nahita..

  • @prunamahantw833
    @prunamahantw833 Před měsícem

    Remember after many years

  • @SuperRockyx
    @SuperRockyx Před rokem +1

    Bhai e case CBI KI CID ACP pradyumna ku dio se daya au abhijit ku kahiba semaney khoji anibey dharma ku

  • @arpitabehera7877
    @arpitabehera7877 Před rokem +8

    🤣🤣🤣🤣 class 3re ame ପଢ଼ିଚୁ, ଧର୍ମପଦ, ପୁରୁଣା କୁ ପୁଣି review କରନି, ଆମର ମନେ ଅଛି 🤣🤣🤣🤣🤣🤣

  • @ArjuncharanMaharana-mt8qm

    ଆରେ ତାକୁ ମାରିଦେଲ ଛୋଟ ପିଲା ସମୁଦ୍ର କେତେ ବାଟରେ ଥିଲା , କୋଣାର୍କ ମନ୍ଦିର ର ଗଭା ଟା, କେତେ ଉଡଡା,ଥିଲା ଏମିତି 😊😊

  • @ArunSingh-ex5ei
    @ArunSingh-ex5ei Před rokem +224

    ଆରେ ହଁ ସତ କଥା । ଆମ ଗାଁ ରେ ଜଣକ ଦେହରେ ଧର୍ମପଦ ର ଭୂତ ଲାଗିଥିଲା । ସେ ସବୁ ସତ କଥା କହିଲା, ତାକୁ କିଏ ଗୋଟେ ପଛରୁ ଠେଲି ଦେଲା, ଆଉ ସେ ତଳେ ପଡ଼ିକି ତା ଅଣ୍ଡା ମାଡ଼ ହେଇଗଲା । ମରିଗଲା । ମୁ ଜାଣିଛି ପା

  • @simanchalajena2396
    @simanchalajena2396 Před rokem +2

    dharmpada ku kia marithila ame abe janilu Ame agharu janinathilu🤔 Thank you Durabarta news 😂😂au really thank you ki ama sanskruti ku mane pakai deba ru

  • @sphouse143
    @sphouse143 Před 4 měsíci

    ଧର୍ମପଦ କୁ ମାରିଦିଆ ଯାଇଛି

  • @omofficial7788
    @omofficial7788 Před 3 dny

    ଲୋକମାନେ ଆଉ ଭକୁଆ ନାହାନ୍ତି ଏ ନ୍ୟୁଜ ବଲାଙ୍କର ଆୟୁଷ କମିବ

  • @SleepyNautilus-tv4ji
    @SleepyNautilus-tv4ji Před 6 měsíci

    Ham bhai se dina ratire ame konarka jaithilu dharma kaduthila taku rumal khade deiki ailu

  • @Bisworanjanbehera-o4r
    @Bisworanjanbehera-o4r Před 17 dny

    Am ghara ta konarak my sabu janichi

  • @pintusahoo2385
    @pintusahoo2385 Před rokem +1

    Mu A News dekhiki aji kandibi

  • @khageswarkumar1791
    @khageswarkumar1791 Před rokem

    SEI Kahani ta janichu.
    Nije marichi na Mari diaheichi.
    Seita kahiluni knpain

  • @KailashKarmi-sr6um
    @KailashKarmi-sr6um Před 4 dny

    Tame sabu janicha au

  • @pradiptakanungo1675
    @pradiptakanungo1675 Před 10 dny

    No additional News about Konark temple except old News which is known to all.

  • @subhranshushekharsahuvlogs9237

    Bhai emiti awaz Kan pain karuchh

  • @kcindiannayak
    @kcindiannayak Před 7 měsíci

    Please maramati

  • @rajeshrout5010
    @rajeshrout5010 Před rokem +1

    Aram se kuhontu ete kunthei kain heuchhonti

  • @mamatamalik5390
    @mamatamalik5390 Před rokem

    Jaha saty juga re baharilani kali jugare baharichi

  • @srgroup5149
    @srgroup5149 Před 22 dny

    ଆରେ ଭାଇ ସେତେବେଳେ ସେ ରାଜା କିଏ ଥିଲା, ସିଏ କଣ ଖାଲି ମୁଣ୍ଡ କାଟିଦିଏ, ଧର୍ମ ପଦ ଆତ୍ମା ଯଦି ଏବେବି ବୁଲୁଛି ସେଠି ତାହେଲେ ମୁଁ ହେଉଛି ବବି ଦୟାଲ

  • @trishu864
    @trishu864 Před rokem

    Bisumaharana aama gaon madan bhalia laguchhi

  • @mr_abhaya_143
    @mr_abhaya_143 Před 9 měsíci +1

    ଧରମା ମରିନି ସେ ତ ଆମ ଗାଁ ରେ ରହୁଛି 😂

  • @amrutakoli781
    @amrutakoli781 Před rokem +1

    ଭୁଳ କଥା କହୁଛ କୋଣାର୍କ ଆଉ ଚନ୍ଦ୍ର ଭାଗା 2କଳୋମିଟର କେମେତି ଧର୍ମପଦ ମନ୍ଦିର ଉପରୂ ଡେଈ଼ଳା ଚନ୍ଦ୍ର ଭାଗା ରେ ସଵୁ ଭୁଳ କଥା କ ହୂଛ

  • @sukantabarik8109
    @sukantabarik8109 Před 5 měsíci

    Mandira pakhare aau keun jagare nua konnark mandira baneile habani

  • @dibyalochannaik2455
    @dibyalochannaik2455 Před 10 dny

    ମୋ ବାଳ ଚାନେଲ ଶଳା କଣ କଣ ଗାଁ ଲୋକ କହିଲେ ଯେ ତୁମ ପାଦତଳୁ ମାଟି ଖସିଗଲା ସେ କଥା ନ କହି ସେଇ ପୁଣି ଗପ କହି ଏତେ ବାଳ ବାଳ ଭୁକି ହେଲେ କଣ ଲାଭ....

  • @snehashishpradhan4124

    ଏ ସବୁ ମହାତ୍ମା ଗାନ୍ଧି ଓ ଜବାହରଲାଲ ନେହେରୁ, ଓ କଂଗ୍ରେସ ପାଇଁ ହୋଇଛି

  • @user-ol2eu1fw6d
    @user-ol2eu1fw6d Před 14 dny

    Tama manakara dom achhi ta ratna bhandar pare konark mandira kholo dekhiba kete dom achhi tumar jou mana nku mo katha thik laguchi like karantu

  • @shinquanone8714
    @shinquanone8714 Před měsícem +1

    କଥା କମ୍ ଖାଲି ବିଜୁଳି ବେଶୀ।😅😅😅😅😅

  • @judhistirprathan4975
    @judhistirprathan4975 Před 19 dny

    ❤❤❤❤❤MARI CHHANTI DHARMA PADA KU...MAA GIHA। BADHEI MANE❤❤❤❤

  • @ramkrishnagouda9086
    @ramkrishnagouda9086 Před rokem

    ସବୁ ମିଛ କଥା କହୁଛ,କୋଣାର୍କ ମନ୍ଦିର ବିଷୟରେ ସବୁ ଜାଣିଛୁ ସବୁ ପଢିଛୁ ଶୁଣିଛୁ ଆଉ ଏବେ ସିନା ବିଶୁମହାରଣା ଙ୍କର ବଂଶଧର ମାନେ ଥିବେ ଆଉ ଧର୍ମପଦ ର ଆତ୍ମା କଣ ଅଛି ବୋଲି କହୁଛ

  • @khushimaa2196
    @khushimaa2196 Před 18 dny

    ଧରମା ପାଣିକୁ ଡେଇଁନାହିଁ

  • @BijaydasDasbijay
    @BijaydasDasbijay Před měsícem

    ତ୍ରେତୟା ଯୁଗରେ ରାମଚନ୍ଦ୍ର ସରୋଜ ନଦୀରେ ବୁଡି ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରି ନଦୀରେ ପକା ହେଇଥିଲା, ଦ୍ୱିତୀୟରେ ଦ୍ୱାପର ଯୁଗରେ କୃଷଚନ୍ଦ୍ରଙ୍କୁ ଜାରାଶବର ହତ୍ୟା କରିଥିଲେ, ଜାରାଶାବର ନାମରେ କଣ କେଶ ହେଇଥିଲା କି?

  • @barsaranimohapatra7946
    @barsaranimohapatra7946 Před 5 dny +1

    Gote new history lekha tm ku kn kichhi news miluni amite fake
    news kn pai show karucha kn adhika like au subscribe au view' pai 😏

  • @MayadharJena-wm6vm
    @MayadharJena-wm6vm Před rokem

    Bhasha kahibaku mana hauchi

  • @user-hx3zm5kp6c
    @user-hx3zm5kp6c Před 4 měsíci

    Bala ea gapa mu ta janichi kau bala explore karibaku jaithila tume

  • @sukantakumarswain2018
    @sukantakumarswain2018 Před rokem +2

    3 min jaae khali intro re intro re paleila..... ta pare sunibara interest kami gala 😢

  • @satishdas1248
    @satishdas1248 Před 9 měsíci +1

    ଧର୍ମପଦ ର ଗାଁ କେଇଁଠି

  • @rajeebmandal6796
    @rajeebmandal6796 Před 19 dny

    Ati ranjito