HELP INDIA ODISHA
HELP INDIA ODISHA
  • 691
  • 2 012 686
ସରକାର ଆମକୁ ଖଟିଆ ଦିଅ || Help India Odisha
Part - 2
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗗𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗧𝗮𝗻𝗶𝗮𝗽𝗮𝗱𝗮 & Kendusahi - 𝗩𝗶𝗹𝗹𝗮𝗴𝗲, 𝗣𝗮𝗻𝗰𝗵𝗮𝘆𝗮𝘁 - 𝗞𝗼𝗿𝗮𝗱𝗮 , 𝗕𝗹𝗼𝗰𝗸 - 𝗡𝘂𝗮𝗴𝗮𝗼𝗻, 𝗗𝗶𝘀𝘁𝗿𝗶𝗰𝘁 - 𝗡𝗮𝘆𝗮𝗴𝗮𝗿𝗵, 𝗢𝗱𝗶𝘀𝗵𝗮
ଟାଣିଆପଡା ଓ କେନ୍ଦୁସାହି - ଗ୍ରାମ, ପଞ୍ଚାୟତ - କୋରଡ଼ା , ବ୍ଲକ - ନୂଆଗାଁ, ଜିଲ୍ଲା - ନୟାଗଡ, ଓଡିଶା | ଏହି ଗ୍ରାମରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ରାସ୍ତା ଦେଇ 3km ଯିବା ପରେ ଆମ ଟିମ ପହଁଚିଥିଲା ଟାଣିଆପଡା - ଗ୍ରାମରେ | ଲୋକଙ୍କ ଅବସ୍ଥା ବିଷୟରେ କିଛି ନକହିବା ଭଲ | 25 ବର୍ଷ ହେବ ଗାଁକୁ ରୋଡଟିଏ କରିବା ପାଇଁ ସରକାର ଙ୍କୁ କହିକହି ଥକି ପଡ଼ିଲଣି କିନ୍ତୁ ଆଜି ପର୍ଯ୍ୟନ୍ତ ଗାଁ ରୋଡ ଟିଏ ହୋଇ ପାରିଲା ନାହିଁ | ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଠାରୁ ବହୁତ ଦୂରରେ ଏହି ଗ୍ରାମ | ଗାଁ କୁ ଯିବା ପାଇଁ ରୋଡ ବିଷୟରେ ନକହିବା ଭଲ | ଖରା ଦିନେ 108 ଆମ୍ବୁଲାନ୍ସ ଆସିବା ସମ୍ଭବ କିନ୍ତୁ ବର୍ଷ ଦିନେ ଦେହ ଖରାପ ହେଲେ 3 km ଚାଲି ଚାଲି ଜଙ୍ଗଲ ରାସ୍ତାରେ ଯିବାକୁ ପଡେ ଯଦି ରୋଗୀର ଅବସ୍ଥା ସଂକଟପୂର୍ଣ ତାହାଲେ ଖଟିଆ ଭରଷା | ଏହି ଗ୍ରାମକୁ କପଡା ନେଇ ପ୍ରଥମେ ଆମ ଟିମ ପହଁଚିଥିଲା | vote ବେଳେ ଏହି ଗ୍ରାମରେ ନେତା ମନ୍ତ୍ରୀଙ୍କର ପ୍ରତିଶୃତି କରିକି ଯାଆନ୍ତି vote ସରିଲା ପରେ ଆଉ କିଛି ମନ ପଡେନି ସବୁ ଭୁଲିଯାନ୍ତି ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି | ଲୋକ ମାନେ କପଡା ପାଇ ଏତେ ଖୁସି ହୋଇଥିଲା ତାର ସୀମା ନଥିଲା | ଗାଁର ଲୋକମାନେ ଅଭିଯୋଗ କରିଥିଲେ ସରକାର 25 ବର୍ଷ ହେବ ରୋଡ ଟିଏ ଆମ ଗାଁକୁ କରିପାରିଲେ ନାହିଁ ଯଦି ରୋଡ ନ କରିବେ ଆମ ଗାଁ ରେ ଖଟିଆ ଯୋଜନା ଆରମ୍ଭ କରନ୍ତୁ ଏହି କଥା ଶୁଣି ବହୁତ ଦୁଃଖ ଲାଗିଥିଲା | ଆମ ଟିମ ତରଫରୁ ସରକାରଙ୍କୁ ଅନୁରୋଧ ଗାଁ ଲୋକଙ୍କ ପାଇଁ ରୋଡଟି ବନାଇବା ପାଇଁ, ରୋଡ ଟି ହେଲେ 25 ବର୍ଷର ଗାଁର ଦୁଃଖ ଦୂର ହୋଇପାରିବ | ଏତିକି ସରକାରଙ୍କୁ ଅନୁରୋଧ ଏହି ଗାଁର ଲୋକ ମାନଙ୍କର ସମସ୍ୟା ବହୁତ ଶୀଘ୍ର ସମାଧାନ କରିବା ପାଇଁ | ଧନ୍ୟବାଦ ଦେବି ଆମ ସଦସ୍ୟ ମାନଙ୍କୁ ତାଙ୍କ ସହଯୋଗ ପାଇଁ ଏହି କାଯ୍ୟକ୍ରମ ସଫଳ ହୋଇପାରିଛି |
#helpindia #tribalpeople #donateclothes #fooddonation #Odisha #helpneedypeople #helptribalpeople #kandhatribal #kandha #nayagada #Bhubaneswar #rahaganda #rahagandavillage #Khandapada #koska #rubangi #luharakhanivillage #Taniapada #noroads #road #problem #korda #taniapadavillage
zhlédnutí: 236

Video

30 ବର୍ଷ ହେବ କହି କହି ଥକି ଗଲୁଣି || Reality Of Nayagada || Taniapada & Kendusahi || Help India Odisha
zhlédnutí 367Před 2 hodinami
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗧𝗮𝗻𝗶𝗮𝗽𝗮𝗱𝗮 & Kendusahi - 𝗩𝗶𝗹𝗹𝗮𝗴𝗲, 𝗣𝗮𝗻𝗰𝗵𝗮𝘆𝗮𝘁 - 𝗞𝗼𝗿𝗮𝗱𝗮 , 𝗕𝗹𝗼𝗰𝗸 - 𝗡𝘂𝗮𝗴𝗮𝗼𝗻, 𝗶𝘀𝘁𝗿𝗶𝗰𝘁 - 𝗡𝗮𝘆𝗮𝗴𝗮𝗿𝗵, 𝗢𝗱𝗶𝘀𝗵𝗮 ଟାଣିଆପଡା ଓ କେନ୍ଦୁସାହି - ଗ୍ରାମ, ପଞ୍ଚାୟତ - କୋରଡ଼ା , ବ୍ଲକ - ନୂଆଗାଁ, ଜିଲ୍ଲା - ନୟାଗଡ, ଓଡିଶା | ଏହି ଗ୍ରାମରେ ରହୁଥିବା ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ରାସ୍ତା ଦେ...
ମୁଁ ମଲା ପରେ କାଳେ ହେବ || Luharakhani Village || Nayagarh || Help India Odisha
zhlédnutí 2KPřed dnem
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗟𝘂𝗵𝗮𝗿𝗮𝗸𝗵𝗮𝗻𝗶 - 𝗩𝗶𝗹𝗹𝗮𝗴𝗲, 𝗞𝗼𝘀𝗸𝗮 - 𝗣𝗮𝗻𝗰𝗵𝗮𝘆𝗮𝘁, 𝗞𝗵𝗮𝗻𝗱𝗮𝗽𝗮𝗱𝗮 - 𝗕𝗹𝗼𝗰𝗸, 𝗡𝗮𝘆𝗮𝗴𝗮𝗿𝗵 - 𝗶𝘀𝘁𝗿𝗶𝗰𝘁 ଲୁହାରଖଣୀ - ଗ୍ରାମ, କୋସକା - ପଞ୍ଚାୟତ, ଖଣ୍ଡପଡା - ବ୍ଲକ, ନୟାଗଡ - ଜିଲ୍ଲା | ଏହି ଗ୍ରାମରେ ରହୁଥିବା କନ୍ଧ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ରାସ୍ତା ଦେଇ 6 ରୁ 7 km ଯିବା ପରେ ଆମ ଟିମ ପହଁଚି...
ଆସ ବିଲିଯିବା ରୁଗାବାଦୁ ଗାଁ | kandha || Rugabadu Village || Khandapada || Nayagarh || Help India Odisha
zhlédnutí 15KPřed 14 dny
𝗖𝗹𝗼𝘁𝗵 & 𝗙𝗼𝗼𝗱 𝗶𝘀𝘁𝗿𝗶𝗯𝘂𝘁𝗶𝗼𝗻 𝗣𝗿𝗼𝗴𝗿𝗮𝗺 𝗯𝘆 𝗛𝗲𝗹𝗽 𝗜𝗻𝗱𝗶𝗮 ( 𝗞𝗮𝗻𝗱𝗵𝗮 𝗧𝗿𝗶𝗯𝗮𝗹 𝗖𝗼𝗺𝗺𝘂𝗻𝗶𝘁𝘆 ) 𝗮𝘁 𝗥𝘂𝗴𝗮𝗯𝗮𝗱𝘂 - 𝗩𝗶𝗹𝗹𝗮𝗴𝗲, 𝗞𝗼𝘀𝗸𝗮 - 𝗣𝗮𝗻𝗰𝗵𝗮𝘆𝗮𝘁, 𝗞𝗵𝗮𝗻𝗱𝗮𝗽𝗮𝗱𝗮 - 𝗕𝗹𝗼𝗰𝗸, 𝗡𝗮𝘆𝗮𝗴𝗮𝗿𝗵 - 𝗶𝘀𝘁𝗿𝗶𝗰𝘁 ରୁଗାବାଦୁ - ଗ୍ରାମ, କୋସକା - ପଞ୍ଚାୟତ, ଖଣ୍ଡପଡା - ବ୍ଲକ, ନୟାଗଡ - ଜିଲ୍ଲା | ଏହି ଗ୍ରାମରେ ରହୁଥିବା କନ୍ଧ ଆଦିବାସୀ ସମ୍ପ୍ରଦାୟ ର ଭାଇ, ଭଉଣୀ ଓ ପିଲାମାନଙ୍କୁ ବସ୍ତ୍ର , ଚପଲ, ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିଲା | ଜଙ୍ଗଲ ରାସ୍ତା ଦେଇ 6 ରୁ 7 km ଯିବା ପରେ ଆମ ଟିମ ପହଁଚିଥିଲ...
ଗାଁ କୁ ଭରସା କାଠ ପୋଲ || Dhepaguda village || Ganjam || Help India Odisha
zhlédnutí 243Před 14 dny
ଗାଁ କୁ ଭରସା କାଠ ପୋଲ || Dhepaguda village || Ganjam || Help India Odisha
ଗାଁ ଉର୍ନତି ପାଇଁ ଛାଡ଼ିଲେ 1ଲକ୍ଷ ଟଙ୍କା ଚାକିରୀ Left 1lakh salary Job For his Village | Help India Odisha
zhlédnutí 201Před 21 dnem
left 1lakh salary Job For Help his Village tribal people true Story of Odisha #helpindia #bhubaneswar #helpneedypeople #rurallife #kandhmal 𝗣𝗹𝘇 𝗦𝘂𝗽𝗽𝗼𝗿𝘁 𝗛𝗲𝗹𝗽 𝗜𝗻𝗱𝗶𝗮 Bank details 𝗣𝘂𝗻𝗷𝗮𝗯 𝗡𝗮𝘁𝗶𝗼𝗻𝗮𝗹 𝗕𝗮𝗻𝗸 𝗡𝗮𝗺𝗲 - 𝗛𝗲𝗹𝗽 𝗜𝗻𝗱𝗶𝗮 𝗔/ 𝗻𝗼 - 7378002100001043 𝗜𝗙𝗦 𝗖𝗼𝗱𝗲 - 𝗣𝗨𝗡𝗕0737800 𝗚𝗼𝗼𝗴𝗹𝗲𝗽𝗮𝘆 /𝗣𝗵𝗼𝗻𝗲𝗽𝗮𝘆 /𝗣𝗮𝘆𝘁𝗮𝗺 - 91 7008476997 ସମସ୍ତ ଓଡିଶାବାସୀ ମାନଙ୍କୁ ଅନୁରୋଧ କିଛି କିଛି ସହଯୋଗ କରିବା ପାଇଁ ଏହି ମହତ୍ୱ କାଯ୍ୟପାଇଁ | ଆପଣଙ୍କ ସହଯ...
କପଡା ନଷ୍ଟ କରନ୍ତୁ ନାହିଁ ଦାନ କରନ୍ତୁ || dont't waste ur cloth || Help India Odisha
zhlédnutí 145Před 28 dny
𝗼𝗻'𝘁 𝗪𝗮𝘀𝘁𝗲 𝘆𝗼𝘂𝗿 𝗖𝗹𝗼𝘁𝗵 𝗣𝗹𝘇 𝗼𝗻𝗮𝘁𝗲 𝗡𝗲𝗲𝗱𝘆 𝗣𝗲𝗼𝗽𝗹𝗲 ବସ୍ତ୍ର ନଷ୍ଟ କରନ୍ତୁ ନାହିଁ ତାକୁ ଦାନ କରନ୍ତୁ ଲୋକ ମାନଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ କେତେ କଷ୍ଟ କରିବା ପାଇଁ ପଡେ ଆପଣ ଏହି ଭିଡ଼ିଓ ଦେଖିଲା ପରେ ଜାଣି ପାରିବେ | ଆମ ଟିମ ସବୁବେଳେ କପଡା ବାଣ୍ଟିବା ଫୋଟ ଓ ଭିଡ଼ିଓ ଆପଣ ଆମ page ଓ group ରେ ଦେଖିଥିବେ କିନ୍ତୁ ତା ପାଇଁ କେତେ କଷ୍ଟ ଓ time ଦେବାକୁ ପଡେ ତାର କଳ୍ପନା ନାହିଁ | Contact us if possible* Call / whatsapp = 91 8249085705 / 99384778...
ହାତୀ ଏବେ ବିପଦରେ || Save Elephant || Keonjhar || Help India Odisha
zhlédnutí 265Před měsícem
ହାତୀ ଏବେ ବିପଦରେ || Save Elephant || Keonjhar || Help India Odisha
ହେଲ୍ପ ଇଣ୍ଡିଆ ସହାୟତାରେ ପାଠ ପଢିଲା ପୁଅ || Help India Odisha
zhlédnutí 1,2KPřed měsícem
𝗢𝗻𝗲 𝗮𝗰𝗰𝗶𝗱𝗲𝗻𝘁 𝗰𝗵𝗮𝗻𝗴𝗲𝘀 𝗵𝗶𝘀 𝗹𝗶𝗳𝗲 𝘄𝗵𝗶𝗰𝗵 𝗯𝗿𝗶𝗻𝗴𝘀 𝗮𝗹𝗹 𝘁𝗵𝗲 𝘁𝗿𝗮𝗴𝗲𝗱𝘆 𝘁𝗼 𝗵𝗶𝘀 𝗳𝗮𝗺𝗶𝗹𝘆. 𝗔𝗳𝘁𝗲𝗿 𝗴𝗲𝘁𝘁𝗶𝗻𝗴 𝗮𝗹𝗹 𝘁𝗵𝗲 𝗶𝗻𝗳𝗼𝗿𝗺𝗮𝘁𝗶𝗼𝗻 𝗳𝗿𝗼𝗺 𝗞𝗮𝗻𝗵𝘂 𝗦𝘄𝗮𝗶𝗻 𝗼𝗳 35𝘆𝗿𝘀 𝗼𝗹𝗱 𝗮𝘁 𝗣𝗵𝘀𝗵𝘄𝗮𝗿𝗶 𝗩𝗶𝗵𝗮𝗿 , 𝗪𝗮𝗿𝗱 𝗻𝗼 - 65, 𝗣𝗮𝘁𝗿𝗮𝗽𝗮𝗱𝗮, 𝗕𝗕𝗦𝗥. 𝗦𝗼 𝘄𝗲 𝘀𝘁𝗲𝗽 𝗳𝗼𝗿𝘄𝗮𝗿𝗱 𝘁𝗼 𝗵𝗲𝗹𝗽 𝗛𝗶𝗺 𝗮𝗻𝗱 𝘁𝗮𝗸𝗲 𝗵𝗶𝘀 𝘀𝗼𝗻'𝘀 𝗮𝗱𝗺𝗶𝘀𝘀𝗶𝗼𝗻 𝗶𝗻 𝘀𝗰𝗵𝗼𝗼𝗹. କାଁହୁ ସ୍ୱାଇଁ, ବୟସ - 35, ଠିକଣା - ଫୁଲେସ୍ୱରୀ ନଗର, Ward no - 65, ପତ୍ରପଡା, ଭୁବନେଶ୍ୱର | auto ଚଲାଇ ନିଜ ପରିବାର ଭରଣ ପୋଷଣ କରନ୍ତି କାଁହୁ ସ୍ୱାଇଁ | କରୋ...
ବୋତଲ ଗୋଟାଇଲେ ମୁଁ ଚଳୁଛି || Sad Story || Help India Odisha
zhlédnutí 1KPřed měsícem
ବୋତଲ ଗୋଟାଇଲେ ମୁଁ ଚଳୁଛି || Sad Story || Help India Odisha
ସୁନ୍ଦରଗଡ ର ଅସୁନ୍ଦର ଚିତ୍ର || Sad Story Of The Mining Capital Koida || Sundargarh || Help India Odisha
zhlédnutí 26KPřed měsícem
ସୁନ୍ଦରଗଡ ର ଅସୁନ୍ଦର ଚିତ୍ର || Sad Story Of The Mining Capital Koida || Sundargarh || Help India Odisha
ପାଇଖାନା ସାଜିଛି ଘର || Help India Odisha
zhlédnutí 338Před měsícem
ପାଇଖାନା ସାଜିଛି ଘର || Help India Odisha
ଧନୀ ଜିଲ୍ଲାର ଦୁଃଖ କାହାଣୀ || Gandhamardan Mines || Keonjhar || Help India Odisha
zhlédnutí 905Před měsícem
ଧନୀ ଜିଲ୍ଲାର ଦୁଃ କାହାଣୀ || Gandhamardan Mines || Keonjhar || Help India Odisha
ଗାଁ କୁ ଜଗିଛନ୍ତି ମା || Most Dangerous Village of Bhubaneswar || Kandalai || Help India Odisha
zhlédnutí 1,8KPřed měsícem
ଗାଁ କୁ ଜଗିଛନ୍ତି ମା || Most Dangerous Village of Bhubaneswar || Kandalai || Help India Odisha
ବାବୁ ଆଜି ମୋ ଦୁଃଖ ଗଲା || Provide Tricycle || Leprosy || Help India Odisha
zhlédnutí 190Před měsícem
ବାବୁ ଆଜି ମୋ ଦୁଃ ଗଲା || Provide Tricycle || Leprosy || Help India Odisha
ଲୁହା ଖଣିରେ ପଶିଲା ହାତୀ || Elephant in Iron Mining Keonjhar || Save Elephant || Help India Odisha
zhlédnutí 67KPřed měsícem
ଲୁହା ଖଣିରେ ପଶିଲା ହାତୀ || Elephant in Iron Mining Keonjhar || Save Elephant || Help India Odisha
ଓଡ଼ିଶାର ଅଛୁଆଁ ଗାଁ || ଗାଁକୁ ଗଲେ ଫେରିବା ମନା || most Dangerous village || Help India Odisha
zhlédnutí 40KPřed měsícem
ଓଡ଼ିଶାର ଅଛୁଆଁ ଗାଁ || ଗାଁକୁ ଗଲେ ଫେରିବା ମନା || most Dangerous village || Help India Odisha
ହେଲ୍ପ ଇଣ୍ଡିଆ ପ୍ରତିଷ୍ଠାତା ପ୍ରଶାନ୍ତ || Help India Founder || Donate Cloth || Help India Odisha
zhlédnutí 170Před měsícem
ହେଲ୍ପ ଇଣ୍ଡିଆ ପ୍ରତିଷ୍ଠାତା ପ୍ରଶାନ୍ତ || Help India Founder || Donate Cloth || Help India Odisha
ସ୍ଵାମୀ ଆର ପାରିକୁ ଚାଲି ଗଲାପରେ || ସଙ୍ଘର୍ଷ କରୁଛି ଗୌରୀ || Vanivihar Bbsr || Help India Odisha
zhlédnutí 5KPřed měsícem
ସ୍ଵାମୀ ଆର ପାରିକୁ ଚାଲି ଗଲାପରେ || ସଙ୍ଘର୍ଷ କରୁଛି ଗୌରୀ || Vanivihar Bbsr || Help India Odisha
ପାଦ ଚଲା ଘାଟି ରାସ୍ତା ଉପରେ ନିର୍ଭର ଗ୍ରାମବାସୀ || ସରକାର ଆମ ଦୁଃଖ ଶୁଣିବେ କେବେ || Help India Odisha
zhlédnutí 834Před měsícem
ପାଦ ଚଲା ଘାଟି ରାସ୍ତା ଉପରେ ନିର୍ଭର ଗ୍ରାମବାସୀ || ସରକାର ଆମ ଦୁଃ ଶୁଣିବେ କେବେ || Help India Odisha
ଦିନେ ସଙ୍ଘର୍ଷ କରୁଥିଲେ || ଆଜି କିନ୍ତୁ ସଫଳ || True Story || Help India Odisha
zhlédnutí 179Před měsícem
ଦିନେ ସଙ୍ଘର୍ଷ କରୁଥିଲେ || ଆଜି କିନ୍ତୁ ସଫଳ || True Story || Help India Odisha
ଝରଣା ସେପାରି ରେ ଗାଁ || Most Dangerous Village Of Odisha | Tadama || Ganjam || Help India Odisha
zhlédnutí 993Před měsícem
ଝରଣା ସେପାରି ରେ ଗାଁ || Most Dangerous Village Of Odisha | Tadama || Ganjam || Help India Odisha
ଆଦିବାସୀ ଲୋକ ଭାରି ନିରୀହା || ଏକାଠି ହେଲେ 3000 ଲୋକ || Help India Odisha
zhlédnutí 807Před měsícem
ଆଦିବାସୀ ଲୋକ ଭାରି ନିରୀହା || ଏକାଠି ହେଲେ 3000 ଲୋକ || Help India Odisha
କାନାଡ଼ା ରେ ରହି ମଧ୍ୟ ଭୁଲିନାହାନ୍ତି ଓଡିଶା ମାଟିକୁ | Birthday Celebration || Tribal || Help India Odisha
zhlédnutí 247Před měsícem
କାନାଡ଼ା ରେ ରହି ମଧ୍ୟ ଭୁଲିନାହାନ୍ତି ଓଡିଶା ମାଟିକୁ | Birthday Celebration || Tribal || Help India Odisha
ଚନ୍ଦକା ଜଙ୍ଗଲ ଭିତରେ ଗାଁ ଢୋଲକାଟ | Chandaka Forest | Dholokata Tribal Village Bbsr | Help India Odisha
zhlédnutí 931Před 2 měsíci
ଚନ୍ଦକା ଜଙ୍ଗଲ ଭିତରେ ଗାଁ ଢୋଲକାଟ | Chandaka Forest | Dholokata Tribal Village Bbsr | Help India Odisha
ଟୋପାଏ ପାଣି ପାଇଁ ଚାଲିବାକୁ ପଡୁଛି 3km || Water Problem || Ganjam || Help India Odisha
zhlédnutí 430Před 2 měsíci
ଟୋପାଏ ପାଣି ପାଇଁ ଚାଲିବାକୁ ପଡୁଛି 3km || Water Problem || Ganjam || Help India Odisha
ଗୁଟୁଆ ମୋ ପରିବାର ବର୍ବାଦ କରିଦେଲା || କ୍ୟାନ୍ସର || Mouth Cancar || Khandagari || Bbsr | Help India Odisha
zhlédnutí 2,7KPřed 2 měsíci
ଗୁଟୁଆ ମୋ ପରିବାର ବର୍ବାଦ କରିଦେଲା || କ୍ୟାନ୍ସର || Mouth Cancar || Khandagari || Bbsr | Help India Odisha
24 ବର୍ଷ ଶାସନର ବିକଳ ଚିତ୍ର || Help India Odisha
zhlédnutí 130Před 2 měsíci
24 ବର୍ଷ ଶାସନର ବିକଳ ଚିତ୍ର || Help India Odisha
ନି ସନ୍ତାନ ବାପା ଓ ମାଙ୍କ || ଦୁଃଖ ବୁଝିବ କିଏ || Help India Odisha
zhlédnutí 420Před 2 měsíci
ନି ସନ୍ତାନ ବାପା ଓ ମାଙ୍କ || ଦୁଃ ବୁଝିବ କିଏ || Help India Odisha
ମାଡି ବସୁଛନ୍ତି ଦିଅ ଦେବତା || ଯାଉଛି ପିଲାଙ୍କ ଜୀବନ || Ganjam || True Story || Help India Odisha
zhlédnutí 2,2KPřed 2 měsíci
ମାଡି ବସୁଛନ୍ତି ଦିଅ ଦେବତା || ଯାଉଛି ପିଲାଙ୍କ ଜୀବନ || Ganjam || True Story || Help India Odisha

Komentáře

  • @mamatamaharana1784
    @mamatamaharana1784 Před 16 minutami

    Sarkar nku kahi bridge karantu , chaliba bhala abhyas Bhai 🙏 , shyaml sundar prakrutik paribesa ❤❤❤ , Shanti re achha maa mane 😊 chak chakya ru kn miliba . Prakriti sahita ruhantu gram basi mane , aprakritik ku kebe b Jai nahi , Bhai mane loka seba karantu ❤️❤️ dhanyawad apana nku 🙏.

  • @SaraswatiNayak-nh2co
    @SaraswatiNayak-nh2co Před 9 hodinami

    🙏😭😭😭

  • @village623
    @village623 Před 20 hodinami

    Thank you help india ❤❤❤

  • @SuryaPradhan-el7rb
    @SuryaPradhan-el7rb Před 21 hodinou

    🙏🙏🙏🙏

  • @bijayabehera3302
    @bijayabehera3302 Před 21 hodinou

    Pra krutika saundarja ama ganre

  • @ODIANATAKA
    @ODIANATAKA Před 22 hodinami

    Kahara Personal photo kahinki use karuchhanti, delete karibe na mu action nebi

    • @helpindiaodisha1586
      @helpindiaodisha1586 Před 21 hodinou

      3 ଟି ଫୋଟ ମଧ୍ୟରୁ କେଉଁ ଫୋଟ ଟି ଆପଣଙ୍କ ଟିକିଏ କହିବେକି | ମୁଁ ତାପରେ ଜାଣି ପାରିବି ଭୁଲ କେଉଁଠି ରହିଲା

    • @helpindiaodisha1586
      @helpindiaodisha1586 Před 21 hodinou

      ଆପଣଙ୍କ କେଉଁ ଫୋଟ ଟି ଉପରେ ଆପତ୍ତି ଅଛି ମୁଁ ଜାଣି ପାରିନାହିଁ ଯଦି ଭୁଲ ଥିବ ମୁଁ ନିଁଚିତ ସଂଶୋଧନ କରିବି |

    • @ODIANATAKA
      @ODIANATAKA Před 5 hodinami

      Majhire jeun jhia photo deichhanti . Please remove this pic.

    • @helpindiaodisha1586
      @helpindiaodisha1586 Před 3 hodinami

      Ok

    • @helpindiaodisha1586
      @helpindiaodisha1586 Před 3 hodinami

      ମୁଁ ଚେଞ୍ଜ କରି ଦେଇଛି କିନ୍ତୁ ସେ ଫୋଟ ଟି ମୁଁ ଇଣ୍ଟେର୍ନେଟ ରୁ download କରିଥିଲେ | ଆପଣଙ୍କ personal ଫୋଟ google ରେ upload କରନ୍ତୁ ନାହିଁ ଏତିକି request | ଆପଣଙ୍କ ଏହି ଫୋଟ net ରେ available ଅଛି ତାକୁ 1st ଆପଣ delete କରଦିଅନ୍ତୁ

  • @ODIANATAKA
    @ODIANATAKA Před dnem

    You are given 10 minutes

  • @ODIANATAKA
    @ODIANATAKA Před dnem

    Please delete the photo. Otherwise I will be forced to report. Do you understand?

    • @helpindiaodisha1586
      @helpindiaodisha1586 Před 19 hodinami

      ଆପଣଙ୍କ କେଉଁ ଫୋଟ ଟି ଉପରେ ଆପତ୍ତି ଅଛି ମୁଁ ଜାଣି ପାରିନାହିଁ ଯଦି ଭୁଲ ଥିବ ମୁଁ ନିଁଚିତ ସଂଶୋଧନ କରିବି | 3 photo ଅଛି ସେ ଫୋଟ ରୁ କେଉଁ ଫୋଟ ଟିରେ ଆପଣଙ୍କ ଆପତ୍ତି ଅଛି ମତେ କୁହନ୍ତୁ

    • @ODIANATAKA
      @ODIANATAKA Před 5 hodinami

      ​@@helpindiaodisha1586 majhire jeun jhira photo deichhanti

  • @nilamanidas8312
    @nilamanidas8312 Před 3 dny

    Good

  • @NarayanBehera-n2w
    @NarayanBehera-n2w Před 3 dny

    Thank you bro

  • @SanjibNayak-us4bz
    @SanjibNayak-us4bz Před 4 dny

    😢😢😮😊😅😅😅

  • @PardanNaik
    @PardanNaik Před 5 dny

    ସାହାଯ୍ୟ କରିବା

  • @sanatanmallick2759
    @sanatanmallick2759 Před 5 dny

    ଏ ମାନଙ୍କ ଜୀବନ ଧନ୍ୟ ବହୁତ ଶାନ୍ତି ଜୀବନ ଜୀବିକା ଏ ମାନଙ୍କ ଦେହ ପ୍ରାୟ ଖରାପ୍ ହୁଏ ନାହିଁ କାରଣ ପରିବେଶ ଦୂଷିତ ନୁହେଁ ଖାଦ୍ୟ ପେୟର ମିଶ୍ରଣ ଓ କେମିକାଲ ଯୁକ୍ତ ନୁହେଁ ଏଣୁ ଦେହ ଖରାପ ହୁଏ ନାହିଁ

  • @KumarSanjumallick
    @KumarSanjumallick Před 6 dny

    Se Dali chorani kuade . Sala bjp ku gheri Baku bhubaneswar jaithila ... Sala aga to gaan Ganda .to dist ku sudhari pariluni 25 barsa sasana re ahuri bada katha kahuchu chorani

  • @KumarSanjumallick
    @KumarSanjumallick Před 6 dny

    Ei video ta se genda dala nnku dekhao .. 25 barsa sasana re odisha re aji pichu rasta hei parilani . Ahuri kahuchanti ama sange bjp dhoka Kari jitichi. . Eibhali gariba manaka abhisap padila genda upare.... Jai jagannath Bhai mane

  • @sagarmajhi2039
    @sagarmajhi2039 Před 6 dny

    Mu jaithile ae gaon ku rasta bahut kharap

  • @MadhabJena-p1b
    @MadhabJena-p1b Před 6 dny

    🙏🙏🙏 ଜୟ ଜଗନ୍ନାଥ

  • @MadhabJena-p1b
    @MadhabJena-p1b Před 6 dny

    ଜୟ ଜଗନ୍ନାଥ 🙏🙏🙏

  • @srikantadalai8246
    @srikantadalai8246 Před 6 dny

    He bhagaban 2:11 2:12

  • @tinamunimoharana7969

    Sarakar nku anurodha tanka pain kichi karantu

  • @user-ee6jy9fh3l
    @user-ee6jy9fh3l Před 7 dny

    bhai village guda sabu semiti sale khali futani mariki eta kali sea kali. ml mp sabu kahuchhanti chor guda sabu

  • @Akshaya.SahooAkshaya

    Bhai helps me personally.... I am in badamba

  • @KamallochanKhillo-ct2ec

    ବହୁତ୍ ବଢିଆ ,, ବିଜେପି କି RSS ଦଳ ଦେଖିଲେ ଏମିତି ଦେଇକି ଧର୍ମାନ୍ତିକରଣ କରୁଛନ୍ତି କହିବେ ଏହି ଗରିବଙ୍କୁ ସେ ସରକାରଙ୍କୁ ଦିଶୁନାହିଁ !!

  • @sanatanmallick2759
    @sanatanmallick2759 Před 8 dny

    ଏମାନଙ୍କୁ ସବୁ ସମସ୍ୟାର ସମାଧାନ ସହ ଶିକ୍ଷା ଜରୁରୀ ଆବଶ୍ୟକ, କେବଳ ଶିକ୍ଷା ନୁହେଁ ଶନାତନୀ ଆଧ୍ୟାତ୍ମିକ ଜ୍ଞାନ ଶିକ୍ଷା ମଧ୍ୟ ଦେବା ଆବଶ୍ୟକ।

  • @birasingg
    @birasingg Před 8 dny

    Thank you bhai

  • @baishnabcharansahoo9119

    ବହୁତ ସୁନ୍ଦର ପ୍ରାରମ୍ଭ,ଆପଣମାନେ ବହୁତ ବଢିଆ କାମ କରୁଛନ୍ତି।ଏହି ବିଷୟରେ ଓଡ଼ିଶା ସରକାର ଙ୍କ କର୍ଣ୍ଣ ଗୋଚର କରାଇ ପାରିଲେ ବହୁତ ଭଲ ହୁଅନ୍ତା।

  • @SanukadrakaSanukadra
    @SanukadrakaSanukadra Před 10 dny

    Danya bhai rajesh bhai

  • @user-wc3pt6ei8t
    @user-wc3pt6ei8t Před 12 dny

    Really brother lord bless you

  • @SudarSudarnaik
    @SudarSudarnaik Před 12 dny

    ବହୁତ ଧନ୍ୟବାଦ ଭାଇ

  • @user-cb9vf1cx4i
    @user-cb9vf1cx4i Před 13 dny

    ଧନ୍ୟବାଦ ଭାଇମାନେ ମାନବ ସେବା ହିଁ ମାଧବ ସେବା, ଆଶା ଆପଣ ଙ୍କ ଏ ଉଦ୍ୟମ ବ୍ୟର୍ଥ ହେବ ନାହିଁ.

  • @kedarnathpatara7358
    @kedarnathpatara7358 Před 13 dny

    Very big thankful brothers This is the happy moments Help adivasi ❤

  • @MTBabulivolgs
    @MTBabulivolgs Před 13 dny

    𝗕𝗵𝗮𝗶 𝘁𝗮𝗺𝗮 𝗚𝗵𝗮𝗿𝗮 𝗸𝗮𝘂𝘁𝗶𝗸𝗶 𝗽𝗶𝘇 𝘁𝗶𝗸𝗲 𝗸𝘂𝗵

  • @MTBabulivolgs
    @MTBabulivolgs Před 13 dny

    Hello bro

  • @MTBabulivolgs
    @MTBabulivolgs Před 13 dny

    କୋଟି କୋଟି ଧନ୍ୟବାଦ ମ ଭାଇ 🙏🙏🙏

  • @MTBabulivolgs
    @MTBabulivolgs Před 13 dny

    ବହୁତ ବହୁତ ଧନ୍ୟବାଦ ମ ଭାଇ 🙏

  • @PramodPradhan-o2k
    @PramodPradhan-o2k Před 13 dny

    Mobile No

  • @gedumallickgedumallick5101

    Kandhamal Dist k.Nuagaon block Gasanaju Village ku asantu sir mane

  • @adkamiBhima
    @adkamiBhima Před 14 dny

    thank you for your help sir

  • @SrinivasTadingi
    @SrinivasTadingi Před 14 dny

    DkDA sasta cores money expenditure heuchi kintu development hou nahi kahiki.

  • @jagabandhubimari9176
    @jagabandhubimari9176 Před 14 dny

    Koraput district village is beautiful

  • @mahendra.satareprobhunkbac937

    ଆପଣ ମାନଙ୍କୁ ସରକାର ଙ୍କ ଦ୍ଵାରା କିଛି ବିକାଶ ହେବା ପାଇଁ ଚେଷ୍ଟା ଜାରି ରହିବା ଉଚିତ୍ ଥିଲା । 25 ବର୍ଷ ରେ ଏମିତି ଭାବରେ ସଫଳତାର ପରିଚାୟ ସୃଷ୍ଟି ହଇଅଛି ଦୁଃଖ ନିଶ୍ଚୟ ଲାଗିବା କଥା ସରକାର ଏହାକୁ ତୁରଂତ development କାମ ହେବା ସହ ଆର୍ଥିକ ମୌଳିକ ଅଧିକାର ପାଇବା ନିହାତି ଆବଶ୍ୟକ ଅଟେ। ❤ ly village 😂😂

  • @ajaysahoo2858
    @ajaysahoo2858 Před 15 dny

    Bhai amte sahajya kara bhagaban tumara mangala.karantu

  • @ranendrapratapsahu440

    Pls help BJP government 🙏🙏🙏🙏🙏🙏🙏

  • @dcrewsghatal5210
    @dcrewsghatal5210 Před 16 dny

    Ame kn adibasi lako bhai ❤❤❤

  • @ranimurmu393
    @ranimurmu393 Před 16 dny

    ଭଲ ଗା

  • @user-qr2zs8ih4c
    @user-qr2zs8ih4c Před 16 dny

    ମୁଁ ବି ଏହି ଘାଟି ରାସ୍ତା ଦେଇ ଯିବାଆସିବା କରିଅଛି ଆପଣଙ୍କ କାମକୁ ଧନ୍ୟବାଦ 👍💐👌

  • @helpindiaodisha1586
    @helpindiaodisha1586 Před 16 dny

    🙏

  • @Malatisahu-xb2sf
    @Malatisahu-xb2sf Před 17 dny

    Amiti drusya khoji bhar kiba vl

  • @brundabanmandika5298
    @brundabanmandika5298 Před 17 dny

    ସେହି ଗାଁ ର ନାଁ ହେଉଛି ଗୁଞ୍ଜାପାଇ ମୁନିଗୁଡା ବ୍ଳକ ଭଲ ଭାବରେ ବୁଝି ଅମକ ଗାଁ ବୋଲି କୁହନ୍ତୁ।