Another Scam of BJD Leader Bobby Das Exposed ! Jajpur Kusuma Lake House | Argus Digital

Sdílet
Vložit
  • čas přidán 30. 06. 2024
  • କୁସୁମା ଘରେ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି ବବି ?କୋରିଆ ଛତା ନା ନାହିଁ, ଧରାପଡ଼ିଲାଣି ସବୁ ସତ I
    #ArgusDigital #bobbydas #jajpur #ArgusSpecial
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    Another Scam of BJD Leader Bobby Das Exposed ! Jajpur Kusuma Lake House | Argus Digital
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    CZcams- / @argusdigital.official
    Instagram: / argustvdigital

Komentáře • 329

  • @prasanta-kumar-sahoo-650
    @prasanta-kumar-sahoo-650 Před 2 dny +142

    ଖାଲି ଗୁମର ଖୋଲିଲେ କଣ ହେବ ଯେ, କାର୍ଯ୍ୟାନୁଷ୍ଠାନ ତ.. ଶୂନ 000000...
    ଗୁମର ଖୋଲି ଖୋଲି ତମର ଦିନ ସରିଯିବ.

    • @ManoranjanP2023
      @ManoranjanP2023 Před 2 dny +8

      You are right

    • @mmnewsodia
      @mmnewsodia Před 2 dny +1

      😄😄😄😄👍🏻

    • @bnmcreations4670
      @bnmcreations4670 Před 2 dny +4

      କଣ କରିବା କଂଗ୍ରେସ ଓ ବିଜେପି ପା ଚୁପ

    • @kalicharanbehera1399
      @kalicharanbehera1399 Před dnem

      Gumara sata hei thile Sina kn kajyanusthana haba

    • @Sagar11532
      @Sagar11532 Před 17 hodinami +2

      Bjp Bala b sabu corruption re samil . Sethipain action nauni. Bjd bjd ek . Misiki luta

  • @SmashEnough
    @SmashEnough Před 2 dny +168

    ବବି ଦାସ ର ସମସ୍ତ କଳା କାରନାମା ଯଦି ସତ ତେବେ ବବି ଦାସ କୁ ଜୀବନ୍ତ ସମାଧି ଦେଲେ ମଧ୍ୟ ଦଣ୍ଡ କମ୍ ହେବ

  • @sarojrout9173
    @sarojrout9173 Před 2 dny +109

    ଇଡି ତଦନ୍ତ ର ନିର୍ଦ୍ଦେଶ ନିଆଯାଉ

  • @Sahityapanda
    @Sahityapanda Před 2 dny +85

    ଯଦି ସିଏ ଦୋଷୀ ତାକୁ ଆରେଷ୍ଟ କରୁନ, କୁକୁର ପରି ଖାଲି ଭୋକୁଚ କଣ ପାଈଁ

    • @ManoranjanP2023
      @ManoranjanP2023 Před 2 dny +1

      You are right...bho bho😂

    • @harekrushnabehera3138
      @harekrushnabehera3138 Před 2 dny +4

      ଭାଇ ଭୂକିବା ଏମାନଙ୍କ କାମ ଆଉ ଆରେଷ୍ଟ କରିବା ଆଇନ୍ ଆଉ ପୁଲିସର କାମ ।

    • @NIHARFINANCIALbusinessservices
      @NIHARFINANCIALbusinessservices Před 2 dny

      Bhai ଅଗ୍ରଶ New tuma pakhare au kichi kam nahai❤❤❤❤

    • @pradipkumarsaha61
      @pradipkumarsaha61 Před 2 dny

      Bjp headquarter re bahut tanka kharcha hoichhi jao Sethi report Kariba

    • @harekrushnabehera3138
      @harekrushnabehera3138 Před 2 dny

      @@pradipkumarsaha61 ଠିକ୍ ହେଇପାରେ କିନ୍ତୁ ସରକାର ପରିବର୍ତ୍ତନ ହେଲାପରେ ।

  • @BadalBehera-ck3tu
    @BadalBehera-ck3tu Před 2 dny +71

    ଏବବିଟା କେଡେ ମାଁ ଗିଁହା ଟାକିରେ

  • @PradeepKumar_yt
    @PradeepKumar_yt Před 2 dny +45

    ବବି ସବୁ ଖାଇ ଯାଇଛି ଖୋଳତାଡ କରାଯାଉ

  • @omkarjethi2644
    @omkarjethi2644 Před 2 dny +15

    ଅତି ସିଘ୍ର ଆକ୍ସନ୍ ନିଆଗଲେ ଭଲହୁଅନ୍ତା,ଆଜିବନ କାରାଦଣ୍ଡ,କିମ୍ବା ଫାସି

  • @harekrushnabehera3138
    @harekrushnabehera3138 Před 2 dny +17

    "ସତ ହେଲେ ସାଙ୍ଘାତିକ "

  • @dharmendrakaran9956
    @dharmendrakaran9956 Před 2 dny +22

    Goverment should take action

  • @alokkumarmohanty8403
    @alokkumarmohanty8403 Před 2 dny +12

    This is the real case of why the middle class suffering a lot.

  • @manojbabu6690
    @manojbabu6690 Před dnem +5

    ED.CBI ଦରକାର👈

  • @pintupradhan9635
    @pintupradhan9635 Před 2 dny +4

    ନବୀନ ବାବୁଙ୍କୁ ହରାଇ ଓଡିଶାବାସି କାନ୍ଧୁ ନାହାଁନ୍ତି, କାନ୍ଧୁଛନ୍ତି କିଛି ଭ୍ରଷ୍ଟ ନେତା, କୁଜି ନେତା, ଖଣି, ପାଣି, ବାଲି ମାଫିଆ, ଭ୍ରଷ୍ଟ ଅଫିସର୍ ଆଉ ଠିକାଦାର ମାନେ ଯେଉଁ ମାନେ ଓଡିଶା ଟାକୁ ନିଜ ବାପା ସମ୍ପତି ବୋଲି ମନେ ମନେ ଭାବି ନେଇଥିଲେ ଓଡିଶା କୁ ଲୁଟି ଚାଲିଥିଲେ।

  • @aniketmishra5600
    @aniketmishra5600 Před 2 dny +15

    ନିଟ୍ ସ୍କାମ ର ଖବର ପ୍ରସାରଣ କରି ବାକୁ ଲାଜ ଲାଗୁଛି କାହିଁକି

    • @defenceupdatesindia6306
      @defenceupdatesindia6306 Před dnem

      Bhai investigation chalichi CBI karuchi byasta nahi sabu CBI Kariba tention niani

    • @kalicharanbehera1399
      @kalicharanbehera1399 Před dnem

      Dhire dhire dabi jiba

    • @sarojmallick75
      @sarojmallick75 Před 5 hodinami

      ​@@defenceupdatesindia6306 CBI କେତେ କଣ କରିଛି ଅତୀତ ରେ ସମସ୍ତଙ୍କୁ ଜଣା ଆଉ କୁହନା ଲାଜ ଲାଗୁଛି 😂

  • @user-yr2dd3ki9q
    @user-yr2dd3ki9q Před 2 dny +7

    Argus Tanku Rakhai dabani reee😅😅

  • @srimanthota8283
    @srimanthota8283 Před 2 dny +5

    ଏରା ବିଜେଡି ଦଳ ପ୍ରେମୀ ମାନଙ୍କୁ ଦେଖ ଯାଇନଥିବ😂😂😂

  • @surjyabhanurouta9600
    @surjyabhanurouta9600 Před dnem +2

    Direct ଆକ୍ସନ ହେଉ, ସିଆ ଏବେ କିଛି ପଦ ରେ ନାହାନ୍ତି, କେବଳ ପୂର୍ବ ତନ ଭ୍ରଷ୍ଟ ଚୋର ନେତା

  • @gourangamandal345
    @gourangamandal345 Před 2 dny +1

    Bobi sir No tension amiti aagoku madi chalo a news bala jaha kohibe aau kehi muho kholibeni

  • @satyapradhan9616
    @satyapradhan9616 Před dnem

    ଅଧର୍ମ ଧନ ବଢେ ବହୁତ ଗଲା ବେଳେ ଯାଏ ମୂଳ ସହିତ ଏ କଥାଟି ଯିଏ ଲେଖିଛି ସେ ମଦପିଇ କି ଲେଖିନି ବହୁତ ଭାବି ଚିନ୍ତି ଲେଖିଛି ଜୟ ଜଗନ୍ନାଥ 🙏🙏

  • @nilambarmohanty9385
    @nilambarmohanty9385 Před 2 dny +8

    Block kaama re 20% pc nianti ,BABI DAS & tanka Dada Thuluaa das,Pc nadele village ku kaama diaa jiba nahin😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

  • @subodhabarik8278
    @subodhabarik8278 Před 2 dny +4

    ବବି ଦାସ ବିଷୟରେ କାହିଁକି ଏତେ ଆଲୋଚନା ଦମ ଅଛିତ ତାଙ୍କୁ ଝାରପଡା ଦେଖା ଏ

  • @chittaranjanbiswal1749
    @chittaranjanbiswal1749 Před 2 dny +3

    Pari case, souma case, mamita&gobinda case, tikiri case, pipili case, sale pur double murder case CBI investigation

  • @harekrushnabehera3138
    @harekrushnabehera3138 Před 2 dny +1

    ବବି ଭାଇ .......... ବାଦ୍ ।

  • @MKD886
    @MKD886 Před 2 dny +3

    ଖାଲି ଗୁମର ଖୋଲିଲେ କଣ୍ ହେବ କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୂନ।ତମେ ବିଜେଡି ବିଜେପି ସଳେ ଏକ୍ ।ନୂଆ ମୁଖ୍ୟମନ୍ତ୍ରୀ କିଛି କରିପାରିବନି।ଖାଲି ନାଁକୁ ମୁଖ୍ୟମନ୍ତ୍ରୀ।

  • @gggamer5478
    @gggamer5478 Před 2 dny +13

    କିଛି ହେବନି ରିପୋର୍ଟର ଏମିତି ଭୁକିବେ ଲାଭ କିନ୍ତୁ ଜିରୋ।।।।।😂😂😂😂

  • @purnanayak5383
    @purnanayak5383 Před dnem +1

    ବିଧିବଦ୍ଧ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଅନୁରୋଧ।

  • @12sa098abcdrkkkl
    @12sa098abcdrkkkl Před 2 dny +1

    Tume mane vip ta se chota room ku jibaku bada khusi. Jetebele singer bahar dakei function karagala setebele ta bahut khusi heuthila

  • @amitbehera3346
    @amitbehera3346 Před 2 dny +1

    ବାନ୍ଧୁନ କାହିଁ ସେ ମାଘିୟା କୁ
    ଆଉ କଣ ଖୋଜୁଚ

  • @banditabarik2872
    @banditabarik2872 Před 2 dny +9

    Belazya Baby Das ku shighra arrest kari jail pathajau.Tapare tadanta heu.Kan karichhi Baby Odisha?Bapa nka sampati pari kharcha karichhi.Garib lok muthe khaiba ku pau nahanti.Au ae dakayat mane sabu Odisha ku luti chalichhanti.

  • @user-gx4uh4vb2r
    @user-gx4uh4vb2r Před 15 hodinami

    ପ୍ରଶାସନ କିଛି କରିପାରିବ ନାହିଁ ବବି ଦାସ ର ବବି ଦାସ ଓଡ଼ିଶାର ଡାନ ନମ୍ବର 1

  • @oll_-areshote6907
    @oll_-areshote6907 Před dnem +1

    ବିଜେପି ସରକାର କଣ କରୁଛନ୍ତି

  • @user-ke8ol7zj7o
    @user-ke8ol7zj7o Před 2 dny

    Wait kara

  • @santoshsatapathy4249
    @santoshsatapathy4249 Před 2 dny +4

    Gotia Manisha gotia ghare rahiba Saha Saha ghara baneibare ki Ananda ? Dine na dine mariba na sabudina banchithiba chhi ete lobha?

  • @ManoranjanP2023
    @ManoranjanP2023 Před 2 dny +4

    Media ku kichi miligale se bi santa haijibe😂

  • @pravanjan4795
    @pravanjan4795 Před dnem +1

    ED&CBI investigation karajau

  • @user-oz9ww4ru2z
    @user-oz9ww4ru2z Před 2 dny

    Badhiya sar ji ka to pura future planning fit hai

  • @dibyajyotiray4263
    @dibyajyotiray4263 Před 2 dny +1

    Right

  • @bijayaharichandan1592
    @bijayaharichandan1592 Před 2 dny +1

    ଓଡିଶା ଇତିହାସ ରେ କଳଙ୍କିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କୁ ସମସ୍ତ କଳାକିର୍ତ୍ତୀ ପାଇଁ ନୂଆ BNS ଆଇନ ଅନୁଯାଇ ଯାହା ଦଣ୍ଡ ଵିଧି ଅଛି ତାହା ପ୍ରୟୋଗ ର ଶୁଭାରମ୍ଭ କରାଯାଉ

  • @suryakantamahalik3462
    @suryakantamahalik3462 Před 2 dny +2

    ରିପୋର୍ଟର ମହୋଦୟ ନାକରେ କାହିଁକି କହୁଛ... 😄😄😄😄
    ଖାଲି ଭୁକିବ କିଛି କରିପାରିବନି...

  • @peoplescouncilforsocialwel7677

    He should first go to jail asap 😊

  • @manojkumarparida8697
    @manojkumarparida8697 Před 2 dny +6

    Now it's time for BJP to take action. What will happen if he joins BJP?

  • @bnmcreations4670
    @bnmcreations4670 Před 2 dny +2

    ଏବେ ବି କିଛି କୁଜି ନେତା କହୁଛନ୍ତି ଆମେ ତାଙ୍କ ପଙ୍ଖା

  • @binapanimusicworld300

    ସବୁ ତାଢିବ ତାର। Argus building ପାହଳ ରୁ ଭାଙ୍ଗିବ ଆଗେ

  • @jitendrapanigrahi3240

    ଅର୍ଗସ ଓଟିଭି ସବୁ ମିଛ ଖବର ଦେଖାଉଛି ଆକ୍ସନ କିଛି ନେଉନାହାନ୍ତି ମାନେ ମିଛୁଆ ଚେନଲ

    • @bidyadhardwari4933
      @bidyadhardwari4933 Před dnem

      Where is.ed...cbi...why..they.ate.silent❤❤❤ now..also BJD ku.dara kahiki❤❤

  • @sanjayakumargachhayat9026

    ଆରେ ଭାଇ ଖାଲି ଉଠୁଛି ପ୍ରଶ୍ନ। ହେଲେ ଉତ୍ତର କାହିଁ?

  • @user-db7rk7nh6g
    @user-db7rk7nh6g Před dnem

    ମାଗିହା ଚୋର ପବିଲିକ୍ ଉଚ଼ିତ୍ ଜବାଜ ଦେବେ

  • @user-sf4lp7sp7f
    @user-sf4lp7sp7f Před dnem +1

    ବବି ଭାଇ ଯାଜପୁର ପାଇଁ ବହୁତ କିଛି କରିଛି ଯିଏ କରେ ସିଏ ବଦନାମ ହୁଏ

  • @ajitnayak5890
    @ajitnayak5890 Před dnem

    ଏ ଜଗମୋହନ ର ବୋପା ଅଛି 👍👍

  • @janardanmohanty831
    @janardanmohanty831 Před dnem

    ଅଫିସର ମାନଙ୍କ ବଡ ବଡ ଘରେ ନଜର ପଡିଲେ ଆଖି ଖୋସି ହୋଇଯାଉଛି l ଏତେ ଟଙ୍କା ଆଣିଲେ କେଉଁଠୁ?

  • @ManojNaik-vz8jw
    @ManojNaik-vz8jw Před dnem

    ଫାଶୀ ଦିଆଯାଉ

  • @suryanarayanmishra8772
    @suryanarayanmishra8772 Před 2 dny +4

    The family is in Paris.

  • @satyabanbeuria2545
    @satyabanbeuria2545 Před dnem

    Immediately action

  • @debabratamohanty4926
    @debabratamohanty4926 Před 2 dny

    What is the value tender of kusuma park and it's cottage value.

  • @pratapkumarpratapanayak3487

    ଆପଣ ମାନେ t,v,ପରଦାରେ କହି ଚାଲି ଛନ୍ତି।ହେଲେ ବବି ବେବି ହୋଇ ବୁଲୁ ଛନ୍ତି। କାହିଁ ଆଇନି ତାଙ୍କର କିଛି କରି ପାରୁନାହାନ୍ତି

  • @happyworld2135
    @happyworld2135 Před dnem

    ତମେ ଖାଲି ଗୁମର ଖୋଲିକି ଲୋକଙ୍କୁ ଜଣାଅ ଆଉ କିଛି ବାଳ ବଙ୍କା କରିପାରିବନି ବିଜେଡି ନେତାଙ୍କର

  • @debabratamohanty4926
    @debabratamohanty4926 Před 2 dny

    Is there any under ground luxurious cottage at kusuma park. Please look into the matter.

  • @BadalBehera-ck3tu
    @BadalBehera-ck3tu Před 2 dny +3

    ତାମାଇପଛାୟାଳେ ଗଂଜେଇ ଚାଷ କରିଥିବ ଦେଖ ବେଧଛୁଆ

  • @chakradharmahanta6131

    ଆରେ ବାଳ ଭୋକିଲେ କ'ଣ ହବ ଏ ଶଳା କୁ ଜେଲ ନିଏ

  • @annadashankardas1845
    @annadashankardas1845 Před 6 hodinami

    Media bhai Action kain?.....

  • @ABHAYKUMARSETHI
    @ABHAYKUMARSETHI Před dnem

    arGus news channel tanka kharcha karichi

  • @damodarsatapathy6418
    @damodarsatapathy6418 Před 2 dny

    Coldstoragetakariparilani

  • @saisankarsahoo8365
    @saisankarsahoo8365 Před 2 dny

    CBI enquiry

  • @itsmebiswajit91roul37

    Immediately Action

  • @s.khurdha9371
    @s.khurdha9371 Před 2 dny +1

    😂😂😂😂😂 ଏବେ କିଛି ହେବ ନାହି ଆଗକୁ 2027ରେ ରାଷ୍ଟ୍ରପତି ନିର୍ବାଚନ ମୋଦି କୁ କରିବା ପାଇଁ RSS ର ଯୋଜନା ଆଉ BJP -ONE NATION ONE ELECTION କରିବ ପାଇଁ ଆଇନ ମଧ୍ୟ ଆଣିଚି ତେଣୁ 2027 ରେ ସାରା ଦେଶରେ ନିର୍ବାଚନ ହୋଇ ପାରେ ତାକୁ ଆଖି ଆଗରେ ରଖି ଦିଲ୍ଲୀ ରେ ED ଗୁହାଳ ଖୋଲା ହେବ /OTV ଆଉ ARGUS ଟିଭି ଦେଖି କଣ BJP ଶାସନ କରିବ ନା କଣ କେବଳ BJP ର ପ୍ରଚାର ତନ୍ତ୍ର ଏହି ଦୁଇଟି ଟିଭି ଚ୍ୟାନେଲ

  • @mukundamohapatra7577
    @mukundamohapatra7577 Před 2 dny +1

    Bjp must start to take action through due process of law instead of no barred sensationalization of series of videos of disproportionate assets of the MLA. Prove your sincerity not by sensationalising it but by initiating action as deemed fit and proper. Public want truth from fiction and hard truth of course.

  • @mamilatasahoo9869
    @mamilatasahoo9869 Před 2 dny

    Amra hoi rahiba

  • @sudiptrainofrhythm8529

    ଏଇ ମାଘିଆ ର ସବୁ ସମ୍ପତି କୁ ଗରିବ ଙ୍କ ମଧ୍ୟ ରେ ବଣ୍ଟା ଯାଉ

  • @subasjena1252
    @subasjena1252 Před 2 dny

    Government turant action neu

  • @ullashkhandual2670
    @ullashkhandual2670 Před 2 dny

    ଏ ଶଳା ବବି ଦାସ ଚୋର କୁ ତୁରନ୍ତ arreste କରାଯାଉ

  • @hrudanandasahuofficial
    @hrudanandasahuofficial Před 2 dny +4

    ବବିଚୋର ଛି 👍

  • @lifeofodia195
    @lifeofodia195 Před 19 hodinami

    BJP ପେଟ୍ରୋଲ ଡିଜେଲ ଗ୍ୟାସ ଶିକ୍ଷ୍ୟ କ୍ଷେତ୍ର ରେ ଖାଦ୍ୟ କେତେ GST ଲଗେଇଛି ଦେଖାଓ 😡ସାରା ରାଜ୍ୟ ପିଲାଙ୍କ ସ ଖେଳୁଛ ଭବିଷ୍ୟତ ପାଇ NEET ଘୋଟାଲା ହେଇଛି ଦେଖା ଓ

  • @Chandan.....2682
    @Chandan.....2682 Před dnem

    ତଥାପି ସମୟ କହେ ମୁଁ ବଡ଼, ଅପେକ୍ଷା କରନ୍ତୁ

  • @debabratamohanty4926
    @debabratamohanty4926 Před 2 dny

    Who kept government land near ballavi ghat bridge. Please glance on this subject.

  • @saratnayak1567
    @saratnayak1567 Před 2 dny +3

    After huge amount irregularities and curruption he has no reaction as if he does not know any thing .

  • @nooreplyy
    @nooreplyy Před dnem

    24 barshra 24000 koti ra ghotala. Next 24 Barsha lagiba sabu thik kariba pain

  • @defenceupdatesindia6306

    ସେଇଟା କର୍ମକର୍ତ୍ତାଙ୍କୁ ଭେଟିବା ପାଇଁ ହେଇଛି ବା
    ...😅😅😅😅

  • @ratikantajenarn2209
    @ratikantajenarn2209 Před 2 dny

    Good Chief Minister of odisha 🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @biswajitdash6022
    @biswajitdash6022 Před dnem

    ଗୋଟେ ଖ୍ରୀଷ୍ଟିଆନ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା କୁ ବନ୍ଦ କରିବା ପାଇଁ କୁଚକ୍ରାନ୍ତ କରିଥିଲା ଶେଷରେ ସେହି ମହାପ୍ରଭୁ ତାକୁ ମାଟିରେ ମିଶେଇ ଦେଲେ..ଏବେ ଆଉ ଗୋଟେ ମୁସଲିମ୍ , ପାର୍ଶି , ଖ୍ରୀଷ୍ଟିଆନ ଯାହାର ନାମ ପପୁ ସେ ସବୁ ହିନ୍ଦୁ ମାନଙ୍କୁ ହିଂସ୍ର କହିଦେଲା ...ଏ ଗଣ୍ଡୁ ନବୀନ ଆଉ ସେ ହାରାମି ପପୁ ହିନ୍ଦୁ ମାନଙ୍କୁ ପୁରା ତଳିତଳାନ୍ତ କରି ସାରିଲେଣି ...ଏବେ ସମୟ ଆସିଛି ସବୁ ହିନ୍ଦୁ ଏକ ଜୁଟ ହବାର ନଚେତ ଏ ରାବଣ ଏ କଂଶ ଏ ଦୁର୍ଯ୍ୟଧନ ଏ ସୈତାନ ମାନେ ଆମ ଭବିଷ୍ୟତ କୁ ବର୍ବାଦ କରିଦେବେ .. ପୁଣି ଆଉଥରେ ସେ ସମୟ ଆସିବ ଆମେ ଆମ ଆରାଧ୍ୟ ପ୍ରଭୁଙ୍କୁ ଧରି ବାଟବଣା ହେଇଜିବା ..

  • @lifeofodia195
    @lifeofodia195 Před 19 hodinami

    NEET ର ଘୋଟାଲା ହେଇଛି ମା ଗିଆ Orgus news ଦେଖୋଉନା କାହିକି ଖାଲି ED CBI IT RED କର ମା ଗିଆ News 😡Kie ପାର୍କ କଲା kie hotel କଲା ଦେଖୋଉଛ ଶଳା ତମ BJP ଗୁମର ଖୋଲା ହବ ରୁହ

  • @odiamusiccare
    @odiamusiccare Před dnem

    ୧୭ କୋଇଲା ଖଣି ଏବେ ୧୧ ଏଆର୍ ପୋଟ୍ ଆଉଚ୍ଚିଛି ଦିନପରେ ମା ଭଉଣି ତା ପରେ ପୂରା ଓଡ଼ିଶା ଲିଲାମ ହେବ କିନ୍ତୁ ମିଡ଼ିଆ କିଛି କରିବନି ଦେଖିବ କରଣ ସେମାନେ ବି ଲିଲାମ ହୋଇ ଗାଲେଣି

  • @bipinsahoo329
    @bipinsahoo329 Před 2 dny +2

    aji prayanta kn karuthila

  • @bijoyapriyadarsinidash922

    ଝାରପଡା ରେ କଣ ଜାଗା କମ୍ ଅଛି କି

  • @KedarJena-ki9el
    @KedarJena-ki9el Před 2 dny +3

    Pc money,

  • @rankanayak9953
    @rankanayak9953 Před 2 dny

    ମାଗିହାକୁ ଖାଲିଠେଗାଂରେ ବାଡେଇକି ମାରିବାକଥା

  • @manojsardar8374
    @manojsardar8374 Před dnem

    ED.Cbi ଦରକାର😮😮😅

  • @ashishpanigrahy7675
    @ashishpanigrahy7675 Před 2 dny

    Kai agaru kuade jaithila e argus news ta

  • @manojjena1971
    @manojjena1971 Před 2 dny +1

    Action kebe.

  • @dhananjaymishra5370

    Not only this also his own house is made of rajasthan pink stone.

  • @user-bd3me5cj2q
    @user-bd3me5cj2q Před 2 dny

    heale action keabe

  • @haresh69
    @haresh69 Před dnem

    Sahi bangala ku Sulabha souchalayaya re parinata Karajau

  • @rin2vlogs
    @rin2vlogs Před 2 dny

    Abe jete bhukucha bhuka tara kichi b kariparibani raja sabubele gadhi re rahe💚💚

  • @RajaMoharana-rx2uz
    @RajaMoharana-rx2uz Před 2 dny

    Comments deiki kichi lava Bh manaeay nahi mora aaji last... Media bala emitia dehautibeay sarkaar kichi action emitia nau na thiba pandian kuadeay gala ta katha aau uthuni

  • @Kuwarjeetsingh.
    @Kuwarjeetsingh. Před dnem

    ସେଠି ନବୀନ ବାବୁକଂ ପଲଂକ ସେବା ହଉ ନଥିଲା ତ ?😂

  • @PabitraBastia-wz4ew

    Ha ha ha ha ha ha ha ha ha ha ha ha ha puspa 3 ra shutting 😄 😆 🤣 😀 chalichi..

  • @user-iz3kq6xp1g
    @user-iz3kq6xp1g Před 2 dny +1

    Ed କ'ଣ କରୁଛି

  • @purnachandramohanty9525

    ଖାଲି ଲୋକ ଦେଖାଣିଆ power ଅଛି ବୋଲି

  • @priyaranjansahoo478

    Park bhitare Children park ku bhangi ba bad thing
    Children are disappointed and not agree to go inside Kusuma3

  • @sanatandas5160
    @sanatandas5160 Před 2 dny

    It is not fault of Babi Das but fault of voters those who had elected hi.

  • @santoshpradhan9732
    @santoshpradhan9732 Před 2 dny +1

    Khudara nusega tempul pakha ray school be ache babe das ra

  • @sandipmishra8448
    @sandipmishra8448 Před 2 dny

    NIIT paper leak why not broadcasted

  • @aatish6769
    @aatish6769 Před dnem

    ହେ ନବୀନ ବାବୁ ଆମେ ତୁମ Fan😂😂😂😂