6 ମାସ ହେଲା 1 ନମ୍ବର, ମାସେ ପୂରିନି ବିଜେପିକୁ ଦୋଷ |BJD Targets BJP Govt On Price Hike In Odisha | BJP |OR

Sdílet
Vložit
  • čas přidán 2. 07. 2024
  • ମୁଦ୍ରାସ୍ଫୀତିରେ 6 ମାସ ହେଲା ଆମ ରାଜ୍ୟ, ଦେଶରେ 1 ନମ୍ବର ରହି ରେକର୍ଡ କରିଛି । 24 ବର୍ଷ ମଧ୍ୟରେ ଆମର ଉତ୍ପାଦନ ଶୂନ ଅନ୍ୟ ଉପରେ ନିର୍ଭର ଅଧିକ । ଅଣ୍ଡାଠୁ ଆଳୁ ଯାଏଁ ଡାଲିଠୁ ପନିପରିବା ଯାଏଁ ସବୁ ପଡୋଶୀଙ୍କ ଉପରେ ନିର୍ଭର । ସରକାର ବଦଳିବା ମାସେ ପୂରନି ବିଜେପି କ୍ଷମତାକୁ ଆସିବାରୁ ଦର ବଢିଲା କହି ବିଜେଡିର ଆଟାକ୍ । ଓଡ଼ିଶାକୁ ଆତ୍ମନିର୍ଭରଶୀଳ ରାଜ୍ୟ କରିବାକୁ ବିଜେପିର ବଡ଼ ଯୋଜନା ,କଞ୍ଜୁମର ରାଜ୍ୟ ନୁହେଁ ଉତ୍ପାଦନଶୀଳ ରାଜ୍ୟ ହେବ ଓଡ଼ିଶା। Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    CZcams: bit.ly/OdishaReporteronCZcams
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #PriceHike #vegitablesPriceHike #BJPGovernment #BJD #Reportcard

Komentáře • 1,6K

  • @subasguru
    @subasguru Před 2 dny +63

    ଲେଖା ଦୋହା ମୁହା। ଆଉ ଗୋଟୋ ଡାଲି ଚୋରଣି 24 ବରସ କଣ କରୁଥିଲ ଚୋର ଦଳ ବିଜେଡି ବାଲା

  • @kalandimurmu3303
    @kalandimurmu3303 Před 2 dny +48

    ତୁମେ ଅନ୍ଯ ଉପରେ ନିର୍ଭର କରୁଥିଲ, ବିଜେପି ନିଜେ ଆତ୍ମ ନିର୍ଭରଶୀଳ ହେବେ❤❤❤❤❤

  • @rasmiranjanmishrs8393
    @rasmiranjanmishrs8393 Před 2 dny +20

    ଆଲୋ ଆଲୋ ଏ ଲେଖା ଦିଦି ତ ବିଜେପି ନେତ୍ରୀ ଥିଲେ

  • @narayanprasadbehera5540
    @narayanprasadbehera5540 Před 2 dny +17

    24ବର୍ଷ BJD କଣ କରୁଥିଲା ଆଜି BJP କୁ ଦୋଷୀ କରୁଛି, ଦରଦାମ ବୃଦ୍ଧି ପ୍ରସଙ୍ଗ ନେଇ।

    • @mastiwithfriends4791
      @mastiwithfriends4791 Před dnem

      Bhai pura desha re badhichi dar dam ta kn BJD desha re sashana karuthila😂😂

  • @shashikantabehera7172
    @shashikantabehera7172 Před 2 dny +54

    ଡାଲି ଚୋରଣୀ ଡାଲି ଦରଦାମ ଉପରେ ଭାଷଣ ଦେଉଛି ଦେଖି ଖୁସି ଲାଗିଲା

  • @kameshwadaka3143
    @kameshwadaka3143 Před 2 dny +26

    2023ରେ ଟୋମାଟ କେତେତିଲା ପ୍ରମିଳାକୁ ପୋଛାର ଲେକାଶ୍ରୀ ବିଜେଡିକୁ ଆସିଲାପୋରେ ବିଜେପିକୁ ଦୋଷ ଦେଉଛି ଜୟ ଜଗନ୍ନାଥ

  • @SatrughanNayak-qf1rt
    @SatrughanNayak-qf1rt Před 2 dny +18

    ଚବିଶ ବର୍ଷ ରେ ଜନତା ଧନୀ (ଲକ୍ଷ୍ୟପତି) ଥିଲେ ମାସେ ଭିତରେ ସମସ୍ତେ ଗରୀବ ହୋଇଯାଇଛନ୍ତି, ଆଗରୁ ଦରଦାମ୍ ବୃଦ୍ଧି ହୋଇଯାଇଛି,

    • @banamalisahoo9664
      @banamalisahoo9664 Před dnem

      gote katha jadi dar dam kameiparunahi tahele resign deideu

    • @Lovesports41
      @Lovesports41 Před 20 hodinami

      ​@@banamalisahoo9664tumara jadi adhika hauchi dardam tahale 5 tankare bisa kiniki khaidia sabu kam re heijiba BC

  • @krushnasahu7514
    @krushnasahu7514 Před 2 dny +22

    ଓଡ଼ିଆ ଙ୍କୁ ନିକମା କରିବାରେ ବିଜେଡି ନମ୍ବର 1. ଯେତେ ଗାଲୁଆ ଆଉ ଅଲଜ୍ୟା ଆଙ୍କୁ ଠାରୁ କେହି ଟପି ପାରିବେନି.

  • @manasranjanjena3588
    @manasranjanjena3588 Před 2 dny +97

    🚩🙏ପାଠ କମ ବସ୍ତାନି ବେଶୀ.ଏ ନାନୀ ଦି ଜଣଙ୍କର ମୁଣ୍ଡ ଖରାପ ହେଇଯାଇଛି 25 ବର୍ଷ ଲମ୍ବା ଶାସନ କିଛି କରିପାରିଲେନି ତାହା 25 ଦିନର ସରକାର କୁ ପଚାରୁ ଛନ୍ତି ନା ନିଜକୁ ଛି........ 🚩🙏

    • @sunitadas4855
      @sunitadas4855 Před 2 dny +1

      May be bjd rule at orissa before 25 years but bjp also rule in India continuously 10 years what changes in India neet exam ghotala

    • @adityamallick7881
      @adityamallick7881 Před 2 dny

      ​​@@sunitadas4855 ଅଶୋକ ଗେହଲୋତ କହିପାରିବ....େ

    • @beheramonalisa8418
      @beheramonalisa8418 Před dnem +2

      Besi katha kahuchha 2 jana 25 year's re kan bala chhidei pakeila.khali sabu pandu _re khali tela maruthila😂😂😂😂😂😂 naveen sarkar thila bele kichhi jinisa re rate badhinathila bjp ku khali target karuchha tama ku sabu bhasa abhab hauchhi😂😂😂😂

    • @beheramonalisa8418
      @beheramonalisa8418 Před dnem +2

      Se mane khali para ku dosa dauchhanti😂😂😂

    • @krusanmaharana4529
      @krusanmaharana4529 Před dnem +1

      ​@@sunitadas4855are u a mad woman😂😂😂

  • @SurendrarautSurendraraut-uf1th

    ପ୍ରତ୍ୟେକ ବର୍ଷ ଏ ସମୟରେ ପରିବା ଏବଂ ସରକାର ପରିବର୍ତ୍ତନ ସମୟରେ ବିଗତ ସରକାରୀ ଦଲାଲ ଏମିତି କରନ୍ତି

  • @ghasiramdalapati523
    @ghasiramdalapati523 Před 2 dny +14

    ଡ଼ାଲି ଚୋରଣୀ କହୁଛି ଡାଲିର କଥା,

  • @ramchandramandal3539
    @ramchandramandal3539 Před dnem +4

    ଦିଦି ସବୁ ଡାଲି ତ ବିକି ଖାଇଦେଲେ ବର୍ତମାନ sabu🙏 ଜିନିଷ କାହିଁକି ଦରଦାମ ବଢିବ ନାହିଁ ? ଏହାର ଜବାବ ଶୀଘ୍ର ଓଡିଶାବାସୀଙ୍କୁ ଦିଅନ୍ତୁ , ଲାଜ ନ ଥାଇ ଏହିପରି ଜବାବ ଦେଉଛନ୍ତି, ଛି ଛି ଲାଜନାହିଁ 👍 👍 👍

  • @Drmcare
    @Drmcare Před 2 dny +113

    ବିଜେଡି ପାଇଁ ଚାଷୀ ମାନେ ଠିକ ଦାମ ପାଉନଥିଲା, ଏବେ ଚାଷୀ ହେବ ନିଜେ ସରକାର

    • @AkhyayaMohanty
      @AkhyayaMohanty Před 2 dny +3

      Chadi rate paauchhi na bepari janataparty ra dalal paauchhi?tnije chasihele janibu

    • @dibyaranjanbehera7927
      @dibyaranjanbehera7927 Před 2 dny

      👍👍👍👍👍

    • @lilianaik5756
      @lilianaik5756 Před 2 dny +3

      ଦରଦାମ କେନ୍ଦ୍ର ସରକାର ବଢାଏ

    • @mainnahibataunga9712
      @mainnahibataunga9712 Před dnem +1

      ଏଯାଏଁ msp ର ଲିଗାଲ୍ ଗ୍ୟାରେଣ୍ଟି ଦେଇ ପାରିଲେନି କହିଲା କଣ ନା ଚାଷୀ ନିଜେ ସରକାର ହେଇଯିବେ 😂😂😂

    • @maheswarhansdah5384
      @maheswarhansdah5384 Před dnem

      ​@@mainnahibataunga9712 kom dam re khauthilo bele energy bodhu thila tumoro ebe rate hela energy paunu bodhe

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9oc Před 2 dny +146

    BJD ଦଳ କଲଷ୍ଟର 24 ବର୍ଷ ମଧ୍ୟରେ କେତୋଟି କରିଛି ତାର ଉତ୍ତର ଦିଆ ବେଢ଼ା ଲେଖାଶ୍ରି ।

    • @omprasadmishra3641
      @omprasadmishra3641 Před dnem +1

      Thik re lekhe sikhe nahale English re le khe. Murukha 🤣🤣🤣

  • @ommkrishna15
    @ommkrishna15 Před 2 dny +6

    Right ଆମକୁ ପ୍ରଡକ୍ସନ କରିବାକୁ ପଡ଼ିବ

  • @user-fr9nn8nn1z
    @user-fr9nn8nn1z Před 2 dny +13

    ବିଜେଡି ସରକାର ଥିଲା ବେଳେ ଟମାଟୋ କିଲୋ ଦୁଇ ଶହ ହୋଇ ଥିଲା

    • @chitaranjanbhuyan3131
      @chitaranjanbhuyan3131 Před dnem

      Au abika kn kami jaichhi

    • @Motivational__video56
      @Motivational__video56 Před dnem

      ​@@chitaranjanbhuyan3131are maghiaa mane chasa kara be , samaste kiniki khaile se hisab re utpadan houchhi ki

    • @prasantpradhan1988
      @prasantpradhan1988 Před 21 hodinou

      ସାରା ଦେଶରେ ବୋଧହୁଏ ସେତେବେଳେ ଟମାଟୋ କିଲୋ ୧୦ ଟଙ୍କା ଥିଲା !

  • @user-tq6ru8ln6e
    @user-tq6ru8ln6e Před 2 dny +295

    ତମ ସସରକାର ବେଳେ କଣ ପନି ପରିବାର ଦର ବଡି ନ ଥିଲା ଶାଳୀଙ୍କ ଲାଜ ଲାଗୁନି ବିଲାତି 200ଟଙ୍କା ପିଆଜ 50ଟଙ୍କା 24ବର୍ଷ ହେଲା କଣ କରିଛ

  • @rabindrakumarbehera7310
    @rabindrakumarbehera7310 Před 2 dny +62

    ଏଗୁଡିକ ପାଣ୍ଡୁର କମାଲ ବିଜେପି ର ନୁହେଁ, ପାଣ୍ଡୁ ଯେଉଁ ଟଙ୍କା ବର୍ବାଦ କରିଛି ଏହା ତାର ପରିଣାମ

  • @ashirbadsamantaray884
    @ashirbadsamantaray884 Před 2 dny +21

    ଦରଦାମ୍ ବୃଦ୍ଧି ହଉ ପଛେ ମଦ ବନ୍ଦ୍ ହେଉ।

  • @KailashBhoi-kp4wf
    @KailashBhoi-kp4wf Před 2 dny +3

    ଏଇଟା ହଉଚି ଡବଲ ସରକାର ବିଜେପି କେମିତି ବଢୁଛି ଦର ଦମ

  • @gangabag1156
    @gangabag1156 Před 2 dny +73

    25 ବର୍ଷ ରେ ବେଜେଡି କେତୋଟି ଶିତଳ ଭଣ୍ଡାର କରିଛ ହିସାବ ଦିଅ

  • @kananbiharipattanayak6602
    @kananbiharipattanayak6602 Před 2 dny +441

    ପ୍ରମିଳା ଡାଲି ଚୋରି କରିବା ଦିନଠାରୁ ଡାଲିର ଦର ବଢିଛି।

  • @premchandmahanta9398
    @premchandmahanta9398 Před 2 dny +3

    ବିଜେଡି ସରକାର ଥିଲାବେଳେ ଦରଦାମ ଦେଖି ପାରନ୍ତି ନାହି

  • @ramakantamuduli3087
    @ramakantamuduli3087 Před 2 dny +4

    କେବଳ ଓଡ଼ିଆ ରେ ନୁହେଁ ସବୁ ଦେଶରେ ହେଇଛି।

  • @SalkhanHembram-yp5us
    @SalkhanHembram-yp5us Před 2 dny +218

    ଧନ୍ୟବାଦ ଡାଲି ଚୋର ପ୍ରମିଳା ମଳିକ

  • @haraprasadmahanta4657
    @haraprasadmahanta4657 Před 2 dny +223

    ବିଜେଡି ୨୪ ବେବଳ ରଙ୍ଗସାଳାରେ ଖର୍ଚ କରୁଥିଲା

    • @parvakarnayak645
      @parvakarnayak645 Před 2 dny +5

      Bhai juhar jabardast message

    • @user-uk9xo8uq7s
      @user-uk9xo8uq7s Před 2 dny +3

      Right

    • @user-wz8iv3kh1q
      @user-wz8iv3kh1q Před 2 dny +1

      Right bro👍

    • @bhagyalaxmisamal8733
      @bhagyalaxmisamal8733 Před 2 dny +1

      Hou athara BJP 5 barsa re jou gadha Kariba tume sathire swiming Kariba nischaya...
      After 5yr we'll have a talk

    • @Blacktiger248
      @Blacktiger248 Před 2 dny +2

      ​@@bhagyalaxmisamal8733 Magia BJD JETE BELE THILA BAIGANA 1KG 100 TOMATO 1KG 100 ALU 1KG 80 KN MANA NAHIKI BJD JOU ETE ETE DAM KARITHILA PARIBA UPARE NAA SABU BHULIGALA🤣🤣🤣

  • @user-fc2kf1kw5n
    @user-fc2kf1kw5n Před dnem +1

    ଆଜି ଓଡିଶା ଲୋକେ ଯେତେ ସବୁ ଅସୁବିଧା ଭୋଗୁଛନ୍ତି ସେଥି ପାଇଁ bjd ଦାୟୀ

  • @sdpsamrat3180
    @sdpsamrat3180 Před 2 dny +1

    ଓଡ଼ିଶା ର ସବୁ ଚାଷ ଜମି କମି କମି ଯାଉଛି କୋଠା ବାଡ଼ି ବଢ଼ି ବଢ଼ି ଯାଉଛି
    ଚାଷ ପାଇଁ ଜମି ନିଅଣ୍ଟ
    ଯଦି ଚାଷ ହେବା ଯୋଗ୍ୟ ଯେତେ ସରକାରୀ ଗୋଚର ଜମି ଅଛି
    ସରକାରଙ୍କ ଅନୁମତି ଯୋଗେ ସେ ସବୁ ଚାଷ ହେଇ ପାରନ୍ତା ତା ହେଲେ
    ଅନ୍ୟ ରାଜ୍ୟ ଉପରେ ନିର୍ଭର ହେବାକୁ ପଡିବ ନାହିଁ
    ଯଦି ମୋ କଥା ଭୁଲ ତାହେଲେ କ୍ଷମା,🙏

  • @iloveodisha6003
    @iloveodisha6003 Před 2 dny +105

    ସରକାର କୁ ଅନୁରୋଧ ସବୁ ପଂଚାୟତ ରେ ଗୋଟିଏ ପନିପରିବା, ଫାର୍ମ କରନ୍ତୁ, ଯାହାଦ୍ଵାରା ଦରଦାମ କମ ହେବ, ନିଯୁକ୍ତି ମିଳିପାରିବେ

    • @harekrishnamajhi4326
      @harekrishnamajhi4326 Před 2 dny +1

      ଭାଇ ଏଟା ଘରର କଥା ନୁହେଁ ଯେ ଚାହିଁଦେଲେ ହେବ ଟିକେ ଚିନ୍ତା କର. ଆଉ କହ....

    • @ErkamalDharua
      @ErkamalDharua Před 2 dny +3

      Chasi ra pani pariba rate hele tmr mankr ate fatuche knje baki ta rate badhle kanje kebe kichi nai kahebr

    • @ErkamalDharua
      @ErkamalDharua Před 2 dny +2

      Chas nai karba rate ta heba

    • @MNDIGITALSARAKANA
      @MNDIGITALSARAKANA Před 2 dny +5

      ଭଲ suggestion କାରଣ ସବୁ ପଞ୍ଚାୟତରେ ସରକାର ଙ୍କର ଏକର ଏକର ଜମି ଅଛି ଚାହିଁଲେ କରି ହେବ.
      କିନ୍ତୁ ଆମ ଲୋକ ମାନଙ୍କର ସମ୍ପତ୍ତି ଥାଇ ପରିବା ଚାଷ କରୁ ନାହାଁନ୍ତି ମାଗଣା ଚାଉଳ ପାଇ ତାସ୍ ଖେଳୁଛନ୍ତି

    • @Blacktiger248
      @Blacktiger248 Před 2 dny +2

      ​@@MNDIGITALSARAKANAଜାହା କହିଲ ଭାଇ ତୁମ କଥା ଟା ମନ କୁ ପାଇଲା ❤❤❤

  • @SurathBehera-fj1id
    @SurathBehera-fj1id Před 2 dny +141

    ତମ ମୋହକୁ ଟିକେ ଲାଜ ନାହିଁ ଲାଜ ଥୀଲେ ଏଭଲିଆ କଥାମାନ କହି ନ ଥାନ୍ତ

    • @AjitKumar-vlg
      @AjitKumar-vlg Před 2 dny

      Everything has been stolen in 24 years

    • @chingarivideo
      @chingarivideo Před 2 dny +3

      ତୁ କେତେ ନମ୍ବର ମାଘିହା

    • @LalitRana-lj1yr
      @LalitRana-lj1yr Před 2 dny +3

      Tama nabin ku tike laja laguni 25 barsha banam 25 dina

    • @skdcreation2839
      @skdcreation2839 Před 2 dny +3

      ​@@chingarivideoଗତ ବର୍ଷ ଟମାଟୋ 250 ଥିଲା ଜୁନ ମାସରେ ସେତେବେଳେ ତୁ କଉଠି ଥିଲୁ ବେ ଶଳା BJD କୁକୁର 😡😡😡

    • @user-nd4lm5su1v
      @user-nd4lm5su1v Před 2 dny +1

      ​@@LalitRana-lj1yrgreat replay bro

  • @user-xi3yb2dt6p
    @user-xi3yb2dt6p Před 2 dny +1

    କିଏ କରି ଦିଅନ୍ତା ଯେ ଗେଫିବ। ସାଧାରଣ ଲୋକେ ଜାଣୁଛନ୍ତି ସେମାନେ ଚାଷ ସହିତ ସଂଶ୍ଳିଷ୍ଟ ଥିବାରୁ ତାଙ୍କୁ ଚାଷ ଜମିଠାରୁ ମିଳିଯାଉଛି। ଅସୁବିଧା ସେମାନଙ୍କୁ ହେଉଛି ଯେଉଁ ମାନେ ମୋଟା ଅଙ୍କ ଦରମା ଗଣି ଆରାମ କରିବାର ପ୍ରୟାସ ଲଗେଇଛନ୍ତି। ତମେ ଉତ୍ପାଦନ କର ତୋଳିକି ଆଣି ଖାଅ। ଦର ତ ବଢିବ ଉତ୍ପାଦନ ହେଉନାହିଁ ଜାଣୁ ନାହକି। ଜାଣୁଛ ତ ନିଜେ ଆଜିଠୁ କିଚେନ୍ ଗାର୍ଡନ୍ ରେ କରଲା କୁନ୍ଦୁରୁ ପା ଘଣ୍ଟା ନାଡୁ ବିମ୍ବ ସିମ୍ବ ଶାଗ ଲେମ୍ବୁ ଲଗାଇବାରେ ଲାଗିପଡ।
    ଏ ରାଜନୀତି ଦୋଷାରୋପ ଆଉ କାମ ଦେବନି ନିଜେ କାମ କର।

  • @ramachandrabehera4696
    @ramachandrabehera4696 Před 2 dny +2

    ଏବେ ଆଗକୁ ବିଜେପି ଯିବା ବିଜେଡ଼ି ଆଗକୁ ଆସିବ

  • @user-vv2pv2rz3t
    @user-vv2pv2rz3t Před 2 dny +68

    ଯୀଏ କହୁଛି ସେ ମାଗିଆ ମାନେ ଏ ଚାଷୀ ଚାଷ ନ କଲେ ଦାମ ଦର ଅଧିକ ହୋଇଥାଏ, ଜୁନ୍ ଶେଷ ସୁଦ୍ଧା ଚାଷ ସରିଯାଏ, ବର୍ଷା ହେଲେ ପୁଣିଥରେ ଚାଷ ଲଗାଇବା ଫଳରେ ଦର ଦାମ କମ ହୁଏ। ଏଥିରେ ସରକାର ର ଦୋଷ ନାହିଁ।

  • @tankadharsabar1656
    @tankadharsabar1656 Před 2 dny +19

    ।ଡାଲି kg 500 ହେଲେବି ଚଳିବ କିନ୍ତୁ duplicate certificate କିଣି ଥିବା ଚାକିରି କରୁଥିବା ଲୋକଙ୍କୁ ବାହାର କରାଅ
    July ରେ ସମସ୍ତଙ୍କୁ ବାହାର କରି ଖାଇଥିବା ଟଙ୍କା ଫେରସ୍ତ କରାଅ ମୁ cm Majhi ଙ୍କୁ ଅନୁରୋଧ କରୁଛି

  • @RabindranathSethi-bl4wl
    @RabindranathSethi-bl4wl Před 2 dny +1

    ବିଜେଡି ଚବିଶି ବର୍ଷ ଶାସନ କଲାପରେ ତମେ ସବୁ ଲୋକମାନଙ୍କୁ ଠକିଛ ଆଉ ଯଦି ବିଜେପି ସରକାର ପ୍ରଥମ କରି ଓଡ଼ିଶାରେ ଆସିଛନ୍ତି ଏଥିରେ ଅସୁବିଧା କଣ, ଚବିଶି ବର୍ଷ ରେ କଣ ସବୁ ଜିନିଷ ବଢ଼ିଚି କମିଛି ବିଜେପି ଶାସନ କାଳରେ ସେମିତି ହବ

  • @basantanaik9158
    @basantanaik9158 Před dnem +1

    Bjd 24 ବର୍ଷ ଶାସନ ରେ ପିଇବା ପାଣି ଟିକେ ଲୋକଙ୍କୁ ଯୋଗେଇ ପାରିଲ ନାହିଁ ଲୋକେ ଚାଷ କରିବେ କେମିତି bjp ଆସୁ ଆସୁ କଣ କରିବ ଅଭିଯୋଗ କରିଥିବାରୁ bjd ଧନ୍ୟବାଦ

  • @karchittaranjan9757
    @karchittaranjan9757 Před 2 dny +45

    ଆଲୋ ରାଣ୍ଡି ଡାଲି ଚୋରଣି,କୁ ଶ୍ରୀ ଖଣ୍ଡି କ'ଣ ତମ ଗଲୁ ମରୁନି,ପାଣ୍ଡୁ ନାହିଁ ତ ବୁଢୀ କିଏ କରିବ ଶଳା ଦୁନିଆ ରଙ୍ଗ ଶାଳା ଖୋଲି ସାରିଲଣି ଆସ ଧର୍ମଶାଳା ବଲ୍ଲେ ବଲ୍ଲେ

  • @satyabratamaharana8058
    @satyabratamaharana8058 Před 2 dny +14

    ଚାମଚା ଗିରି ଛାଡ ‌ସାଧରଣ ଲୋକଙ୍କ ସୋର ସରକାରଙ୍କ ପାଖରେ ରଖନ୍ତୁ

  • @user-sl1rs9ij8y
    @user-sl1rs9ij8y Před 2 dny +2

    ଲୋକ ମାନେ ଚାଷ କଳେ ସବୁ ଶସ୍ତା ହେବ ସରକାର କଣ ସର୍ଗ ରୁ ଆଣିବେ

  • @user-yr3to2nb4q
    @user-yr3to2nb4q Před dnem +1

    ବିଜେଡି ସରକାର କ'ଣ free ଦେଉଥିଲେ କି ?

  • @premjyotisambalpurivlog3775

    ଗଲା ବର୍ଷ କଣ ବଢ଼ି ନ ଥିଲା କି ତମକୁ ଲାଜ ଲାଗୁନି ଏଇଭଳି ଆମ ନୂଆଁ ସରକାର କୁ ନିନ୍ଦା ଦଉଛ

    • @AjitKumar-wz1xj
      @AjitKumar-wz1xj Před 2 dny +1

      Ri8 vai

    • @AkhyayaMohanty
      @AkhyayaMohanty Před 2 dny

      Production storage re kebala dar badhinathae tasahita transportation,illigal storage aaumadhya bibhinna Karan rahichhi.taaku khoji barakara

  • @aiamoodisha
    @aiamoodisha Před 2 dny +114

    ସେ ନେତ୍ରୀ ଦି ଜଣ ଙ୍କ କଥାର ମୂଲ୍ୟ ଅଛି କି ଜଣେ ଡାଲି ଚୋରଣି ଆଉ ନେଖା ନାନୀ କଥା ଛାଡ

    • @pradyumnapradhan3107
      @pradyumnapradhan3107 Před 2 dny +4

      Yes dada

    • @SidhantaMalik-tm6xh
      @SidhantaMalik-tm6xh Před 2 dny

      Kire nekha Nani pa tama dalare thila oh sete bele bhal thila na

    • @manonayak1452
      @manonayak1452 Před 2 dny

      ହାହାହା଼,,, ,

    • @linkukumarroul8320
      @linkukumarroul8320 Před 2 dny

      Nekha nani ku lagya nahi 😂aama balasore re aasi amanat re hari ki jai bbsr re pagalami karuchi😃😃😃😃taa jibana ta kati jina birodhi dalare rahi rahi ka 😂😂🕺🕺🕺

  • @sibanandadigal2399
    @sibanandadigal2399 Před 2 dny +5

    ପ୍ରମିଳା ଡାଳି ଚୋରି କରିବା ଦିନଠାରୁ ଡାଲିର ଦର ବଡିଛି

  • @niranjan.padhiharypadhihar737

    ଦର ଦାମ୍ ଵଢିବାଋ ପଚିଶଵଷ ସରକାର ଦାୟୀ ଳା ପଚିଷ ଦିନର ସରକାର ଦୟୀ

  • @manasranjanjena3588
    @manasranjanjena3588 Před 2 dny +12

    🚩🙏ଲେଖା ନାନୀ କଥା ନ କହିବା ଭଲ, ଭୁକିବା ତାର କାମ, ବାକିରହିଲା ଡାଲି ଚୋର ଣି ଧାମନଗର ଡାଲି ଚୋର ଣି କହି ଗୋଡ଼େ ଲେ ଓଡିଶା ବାସି ସରକାର ବଦଳେଇ ଦେଲେ ନାମ ନଉ ଥା ଗୁଣ ଗାଉଥା 🚩🙏

    • @amarmoharana875
      @amarmoharana875 Před 2 dny +1

      ଲେଖା ଖାଲି ରାଗରେ ଜଳୁଛି ।ସେ ଜାଣିବା ଉଛିଟ ଯେ,ତାର ରାଜନୈତିକ ଅଭିଯାନ ଶେଷ । BJD ଦଳ ଆଉଥରେ ଆମ ଓଡ଼ିଶାର ଶାସନ କରିବା ଆଦୌ ସମ୍ଭବ ନୁହେଁ,କାରଣ ଏଇ ଅପରିଣମ୍ ଦର୍ଶୀ ନବୀନ ପଟ୍ଟନାୟକ,ପ୍ରତାପ ଦେବ, ଶସ୍ମିଟ ପାତ୍ର ,sulata ଦେଓ,ପ୍ରଣବ ଲଣ୍ଡା ,ଦିବ୍ୟାସଙ୍କର,babi ଓ ପାଣ୍ଡିଆ ଆମ ରାଜ୍ୟକୁ ଶ୍ରୀହୀନ କରିଦେଇଛନ୍ତି

  • @shusantsahu5014
    @shusantsahu5014 Před 2 dny +84

    ଡାଲି ନାନୀ କହୁଚି ଡାଲି କଥା

  • @prakashchandrasahu6031

    ଲେଖାଶ୍ରୀ ମାଡାମ ଆପଣ ଯୋଉ ଦଳକୁ ଯାଉଛନ୍ତି ସେ ଦଳ ହାରି ଯାଉଛି ଆପଣ ରାଜନୀତି ଛାଡ଼ିଦେବା କଥା ଆପଣଙ୍କ ବେଳା ଖରାପ ଆପଣ ବିଜେପି ଦଳରେ ଥିଲେ ବୋଲି ବିଜେପି ହାରି ଯାଉଥିଲା ଏବେ ବିଜେଡି କୁ ଗଲେ ବିଜେଡି ସରକାର ମୂଳରୁ ଚାଲିଗଲା କାହାକୁ କହିବେ ସେଥିପାଇଁ ରାଜନୀତି ଛାଡିଦିଅନ୍ତୁ ଘରେ ଆରାମ କରନ୍ତୁ ଜୟ ଜଗନ୍ନାଥ

  • @Vibek5678
    @Vibek5678 Před dnem

    କଥା ଟା BJP କିମ୍ବା BJD ର ନୁହେଁ କଥା ଟା ହେଲା ଏଇଆ ଯେପର୍ଯ୍ୟନ୍ତ ମାଗଣା ଖାଇବ ସେ ପର୍ଯ୍ୟନ୍ତ ସବୁ ବଢିବ । ମାଗଣା ସରକାର ଦେଲେ ସେ ତ ପୁଣି କେଉଁ ବାଟେ ନବ କି ନାହିଁ । ସରକାର କଣ୍ ମନ ଇଚ୍ଛା ପଇସା ଛପେଇ ଦେବ ନା କଣ୍ । ଏଇଟା ବୁଝିବା କଥା । ହଁ ମାଗଣା ଦିଅ ମନା ନାହିଁ କିନ୍ତୁ ମାଗଣା ସେଇମାନଙ୍କୁ ଦିଅ ଯେଉଁମାନେ ଭୂମିହୀନ ଆଉ ରହିବା ଛଡା ତାଙ୍କ ପାଖରେ ଆଉ କିଛି ନଥିବ

  • @jatraloverramachandra4471

    ଏ ଶଳା ଙ୍କୁ ବିଛୁଆତି ଛାଟ ରେ ମାଡ ଦରକାର ।

  • @mahendrakumarmahanta8767
    @mahendrakumarmahanta8767 Před 2 dny +22

    ପନିପରିବା ରେଟ ଅଧିକ ରହିଲେ ଚାଷୀକୁଳ ପାଇଁ ଭଲ । ତେଣୁ ପନିପରିବା ରେଟ୍ ନିୟନ୍ତ୍ରଣ କରା ନ ଯାଉ

  • @UttamDas-lm6rk
    @UttamDas-lm6rk Před dnem

    ଭୋଟ ପୂର୍ବରୁ ନବୀନ ପଟ୍ଟନାୟକ ଙ୍କୁ 1 ନମ୍ବର କହୁଥିବା ମୋଦି ଇଲେକ୍ସନ ବେଳେ ନବୀନ ଅପାରଗ ବୋଲି କେମିତି କହିଲା।
    ପଇସା ଖାଇ ନିଉଜ୍ ଦେଖାଉଛୁ ଅଲଜ୍ୟା ଚ୍ୟାନେଲ।

  • @amarmoharana875
    @amarmoharana875 Před 2 dny

    ୨୪ବର୍ଷ ଧରି ଶାସନ କରିଥିବା ନବୀନ ପଟ୍ଟନାୟକ ଲାଗି ଆମ ଓଡ଼ିଶାର ବିଭିନ୍ନ ଯୋଜନା ନାଁରେ ଅଜସ୍ର ଧନ ଲୁଟି ନେଇ ଥିବାରୁ ଆମ ଓଡ଼ିଶାର ଅବସ୍ଥା ।ଏଥିପାଇଁ ସମ୍ପୂର୍ଣ ଅଭଦ୍ର ଧୃତରାଷ୍ଟ୍ର ନବୀନ ପଟ୍ଟନାୟକ ହିଁ ଦାୟୀ।ଆଉ ପ୍ରମିଳା ମଲ୍ଲିକ ଡାଲି ଚୋର୍ଣି ଗୋଟେ ମଣିଷ ଯେ ,ସେ ପ୍ରେସ ମୀଟ କରୁଛି। ତା ମୁହଁକୁ ଟିକେ ଲଜ୍ଜା ଲାଗୁନି, ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି ଛି

  • @panditnayak293
    @panditnayak293 Před 2 dny +19

    ତାଙ୍କ ଶାସନ କାଳରେ ଆଳୁ ରସୁଣ ପିଆଜ ସୋରିଷ ତେଲ ବାଇଗଣ ଓ ପେଟ୍ରୋଲ ଡିଜେଲ ତଥା ସମସ୍ତ ଡାଲି ର ଦର କେତେ ଥିଲା ? ଯଦି ମନେ ନ ପଡୁଛି ଅନ୍ୟର ସହାୟତା ନିଅ

  • @user-qd2vr5pr5i
    @user-qd2vr5pr5i Před 2 dny +21

    BJD ଆଗରୁ କ'ଣ ଛୋଡ଼ି ପକାଉଥିଲା । ଏଥିପାଇଁ ପାଇଁ ବିଜେଡି ଦାୟୀ । ଭୁଲି ଯାଅନାହିଁ କି ୨୦୧୫ ବେଳକୁ ପିଆଜ କିଲୋ ପିଛା ୨୫୦ ଟଙ୍କା ଥିଲା । ପ୍ରତ୍ୟେକ ନିର୍ବାଚନ ପରେ, ପରେ ପ୍ରତ୍ୟେକ ଜିନିଷ ର ମୂଲ୍ୟ ବଢୁଥିବାର ଆମେ ଦେଖି ଆସୁଛୁ ।

  • @pn5100
    @pn5100 Před 2 dny

    ନବୀନ ସରକାରଙ୍କ ନେତା ମନ୍ତ୍ରୀ ବଡ଼ ବଡ଼ ଭାଷଣ ମାରି ବେ ହେଲେ କିଛି କାମ ନାହିଁ ୨୪ ବର୍ଷ ହେଲା କଣ କରୁଥିଲ ସଳା ଆଜି ପର୍ଯ୍ୟନ୍ତ ଆମ ଗାଁ କୁ ରାସ୍ତା ନିର୍ମାଣ ନାହିଁ

  • @bharatpatra2631
    @bharatpatra2631 Před 2 dny +1

    ବି ଜେ ଡି, ଶ ର କା ର, ଥି ଲା ବେଳେ, ଡ଼ା ଲି, କି ଲ, ଥି ଲା, 2ଟ କା ଆ ଉ, ଆ ଲୁ, ବା ରେ ଣା, ପି ଆ ଜ, ପ ଚା ସ, ପ ଇ ଶା, ଆ ଉ ତେଲ, ଚା ର ଣା
    ଆ ଉ, ଗ ରି ବ ମା ନ କୁ, ଦେ ଉ ଥି ଲେ, ଫୁ ଲ ମା ଗ ଣା
    ସାରେ, ଆ ଉ କା ହା କୁ, ଦୁଶ,
    ଦେ ବା ଆ ଗ ରୁ, ପ୍ରଥ ମେ
    ଆ ପଣନି ଜ କ ଥା ଥ ରେ ହେ ଲେ, ଭା ବି ଚ ନ୍ତିତ
    ଦ ୟା କ ରି ଦେ ହ କୁ ନେ ବେ ନି , ଜ ୟ, ଜ ଗ ନ୍ନା ଥ ❤❤❤❤❤😂😂😂😂😂😂

  • @sissis8654
    @sissis8654 Před 2 dny +45

    ବିରୋଧୀ ଦଳର ନେତାମାନେ
    ଶଳା,ଶରବଦା, ବ୍ୟର୍ଥ ଢାଞ୍ଚା ତିଆରି କରି କହିବେ,ନିଜ,ଦୋଷ,କୁ, ଟିକେ ଦେଖନ୍ତୁ

  • @rohitameher84meher41
    @rohitameher84meher41 Před 2 dny +62

    ଗତ ବର୍ଷ 200 ଥିଲା ଟମାଟୋ kg ବାକି ପରିବା ନ କହିଲେ ଭଲ ମାଡାମ

  • @bireswarbishi7980
    @bireswarbishi7980 Před 2 dny +4

    ଏହାକୁ ଡାଳି କେମିତି କମିବ ଟିକେ ପଚାର ପ୍ରମିଳା ମଲ୍ଲିକ ଏବଂ ଲେଖାଶ୍ରୀ କେତେ ଡାଳି ଚୋରେଇ ରଖିଛି ୨୪ ବର୍ଷରେ ପଚାରନ୍ତୁ।

  • @sushantakumardebata1241

    ୨୪ବ ର୍ଷ ନାହିଁ ଭାଗିଦାରିରେ ୯ ବର୍ଷ ସେ ୯ବର୍ଷର କଥା କୁ ମନେପକାଇଲ ପ୍ରଥମେ କୁହ ପରେ ଅନ୍ୟ କୁ କହିବ

  • @prafullamajhi12345
    @prafullamajhi12345 Před 2 dny +23

    ତମକୁ ଲାଜ ଲାଗିବା କଥା ତମ ସରକାର ର କେତେ କମି ଥିଲା

  • @user-cq7th6gx3q
    @user-cq7th6gx3q Před 2 dny +15

    ଲଜ୍ୟା ନାହିଁ ଏ ବିଜେଡି ସମୟ ରେ କଣ ପନିପରିବା ର ଦରଦାମ ବୃଦ୍ଧି ହେଉନଥିଲା କି?

  • @MaheswarDehury-nk7ei

    25 ବର୍ଷ ଧରି କ'ଣ ଓଡ଼ିଶା ବାସୀ ସଂସ୍ଥାରେ ପାଉଥିଲେ ବିଜେଡି କୁ ଲାଜ ଲାଗିବା କଥା

  • @ShyamsundarMerli-nq1sw
    @ShyamsundarMerli-nq1sw Před 22 hodinami

    ଦୁଇ ହଜାର ତେଇ ସ ରେ ବି ଟମାଟର ଶହେ କୁଡ଼ିଏ ଆଳୁ ପଚାଷ ହେଇ ଥିଲା 👍

  • @bhikaripatra3146
    @bhikaripatra3146 Před 2 dny +21

    ତୁମେ 25 ବର୍ଷରେ କଣ କରିଥିଲ

  • @basantakumarpanda9022
    @basantakumarpanda9022 Před 2 dny +8

    ଜମି ପଡ଼ିଆ, ମଦ ପ୍ରବଳ ମାଗଣାରେ ସମସ୍ତ ଙ୍କ ମନ ଦରଦାମ୍ ବୃଦ୍ଧି ହେବା ନିଶ୍ଚିତ।

  • @user-eu4mg4rr9f
    @user-eu4mg4rr9f Před 2 dny

    ଆରେ ଭାଇମାନେ ଈ ପ୍ରମୀଳା ମାଳିକ ଜାଣୀନାନିକି ଜୁଳାଇରେ ଏମୀତୀ ରେଟବଡେ ଵଳୀ ଏଈ ସଯନରେ ଓଡିସାଵୋଳୀ ନୁହ ସାରା ଦେସରେ ରେଟ ଅଛୀ ପନୀପରିବାର

  • @prakashchandrarout.9136

    ପରିବା rate seasonal ବଢେ ଆଉ କମେ । ଆଉ ଯେଉଁ ଡାଲି ଆଳୁ rate ବଢ଼ିଛି ଏହାକୁ କୃତ୍ରିମ ଉପାୟ ରେ ୨୪ ବର୍ଷ ର ଚୋର ବଢ଼େଇ ଛନ୍ତି । Bale Balle dhabaku ଯାଇ ହେଉନି ତ ଦେହ ଝାଇଁ ଝଇଁ ହୋଇ ଯିବଣି ।

  • @satyabratasahoo2577
    @satyabratasahoo2577 Před 2 dny +6

    ୨୪ ବର୍ଷ ଧରି ପରିବାର ମାଗଣା ଦେଉଥିଲ , ରାଜ୍ୟ ରେ ସବୁ ଜିଲ୍ଲା ରେ ଶୀତଳ ଭଣ୍ଡାର ଖୋଲିଥିଲ, ବିଜେପି ସରକାର ଆସିଲା ପରେ ସବୁ ଶୀତଳ ଭଣ୍ଡାର ଭାଙ୍ଗି ଦେଇଛି, ସେଥିପାଇଁ ବିକାଶ ର ନେତ୍ରୀ ଆସି ରାଜ୍ୟ ଲୋକ ମାନଙ୍କୁ ଭାଷଣ ମାରୁଛନ୍ତି ଲାଜ ଲାଗୁନି ତୁମ ମାନଙ୍କୁ

    • @ajitakar4373
      @ajitakar4373 Před 2 dny

      Cong sasana samya re dara dam thik thila.

  • @ranjitsabar6103
    @ranjitsabar6103 Před 2 dny +10

    ଭଲ ହୋଇଛି ଆହୁରି ବଢିବା କଥା

  • @user-cf8om9mo5z
    @user-cf8om9mo5z Před 2 dny

    ଲାଜଲାଗୁନି.... 25ବର୍ଷ କଲେ ରଙ୍ଗ ଶାଳରେ ଗଲୁ ମରିନି ଯେ ପୁଣି ଶଲ ଶଲ କଲାଣି ଲେଖା ଯୋଡିବାକୁ ଏ ଦିଟା ର

  • @dhaneswardas7823
    @dhaneswardas7823 Před dnem

    ପୃଥିବୀର ସବୁ ଡାଲି କିଏ ଖାଇଲା,
    ନିର୍ବାଚନ ହେଲା ସବୁ ଲେଖା ଛିଡିଲା।

  • @shankarjhodia5181
    @shankarjhodia5181 Před 2 dny +21

    25 ବର୍ଷରେ ତୁମେ, କେବେ ଦର ଦାମ୍ କମ୍ କରିଛ। ଦୁଇଟି ଗଡ଼ା ମୁହିଁ, ଛି ଛି ଲଜ୍ୟା

  • @biswajitnayak9010
    @biswajitnayak9010 Před 2 dny +14

    ଚାଲୁଣି କହୁଚି ଛୁଞ୍ଚି କୁ। ଚାଷୀ ଟମାଟୋକୁ ଫୋପାଡିଲେ ବିଜେଡି ଥିବା ସମୟରେ। ଏବେ କହୁଚ ଦର ଟିକେ କମା।।

  • @pramoddikhit9269
    @pramoddikhit9269 Před dnem

    ଡାଲି 10 ଟଙ୍କା ବଢ଼ିଛି ଚୋରୀ ହୋଇନି ତ ପ୍ରମିଳା ନାନୀ। ତା ହେଲେ 24 ବର୍ଷର ସୁଶାସନ କୁଆଡେ଼ ଗଲା ପୁଣି 1 ନମ୍ବର, କୋଲ୍ଡ଼ ଷ୍ଟୋର କଲନି, ଚାଷୀଙ୍କୁ ଠକିଲ ତୁମ ଦୁଇ ନେତ୍ରୀଙ୍କୁ ଅନୁରୋଧ ପଚାର ଧୃତରାଷ୍ଟ୍ର ଆଉ ମାନସ ପୁତ୍ର ପାଣ୍ଡୁ କୁ। 24ବର୍ଷରେ ଛୁଆ କରି ପାରିଲନି ଏ ପରା ମାସେ ପୁରିଲା ଟିକେ ଧର୍ୟ ଧର।

  • @arunmusic7410
    @arunmusic7410 Před 2 dny

    ଏ ଦୁଇଜଣଙ୍କୁ ରାଜନିତି ଜଣା ନାହିଁ,, କାହିଁକି ଏମାନଙ୍କ ପାଖକୂ ଯାଉଛ।। ସେମାନଙ୍କ ର ଟଙ୍କା ଅଛି ବୋଲି ରାଜନିତି ରେ ଛିଡ଼ା ହୋଇଛନ୍ତି।।ନ ହେଲେ ଏମାନଙ୍କ ର ପ ଠପଢା କେତେ ଆମେ ଜାଣିଛୁ। ସେ ଯେଉଁ ବାଈଟ୍ ଦେଇଛନ୍ତି, ତାଙ୍କର ଦଳର ଯିଏ ମୁଖିଆ,, ତାଂକୁ ଟିକିଏ ପଚାର ଏମାନେ ଠିକ୍ କହୁଛନ୍ତି ନା ଭୁଲ୍ କହୁଛନ୍ତି।। କେମିତି ମନ ଈଛା ଗପି ଯାଉଛନ୍ତି

  • @AjayaBaba-gw8vs
    @AjayaBaba-gw8vs Před 2 dny +14

    ଯଉ ପରିବା ର ଦରଦାମ ବଢୁଛି ସେହି ପରିବା ବିଜେଡି ନେତ୍ରୀ ଖାଆନ୍ତୁ ନାହିଁ।

  • @nabinbabu3280
    @nabinbabu3280 Před 2 dny +5

    କାମ କରିବା କୁ ମହାନ୍ ସରକାର କୁ ଦିଅ BJD ଵାଲେ ନ ପୁରା ଲେଖା ଚିଣ୍ଡିବ 😊

  • @subasdehuri2290
    @subasdehuri2290 Před 2 dny +1

    ନବୀନ୍ ପଟ୍ଟନାୟକ ଜିନ୍ଦାବାଦ୍

  • @balabhadramahanty5466

    ୭ ହଜାର କୋଟି ଟଙ୍କା ର ଡାଲି ଚୋରଣୀ କହୁଚି ମସେ ନ ପୁରିଥିବା ସରକାର ମହଙ୍ଗା କଥା ,ଆଉ ଆମ ଲେଖା ନାନୀ ତ ଖାଲି ଥେଇ ଥେଇ।

  • @Biru135
    @Biru135 Před 2 dny +8

    ଡାଲି ଚରୋଣି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବା କଥା ଭୁଲ ରେ ମୋହନ ମାଝି ହେଇଗଲା
    ସବୁ ଓଲଟେଇ ପକେଇଥାନ୍ତା ୟେ
    ନବୀନ ପଟ୍ଟନାୟକ 25 ବର୍ଷ ଶାସନ କଲା ବିଜେପି କୁ 5 ବର୍ଷ ସମୟ ଦିଆ ହେଇଚି
    ଯଦି ଭଲ କାମ ନ କଲା 2029 ରେ ସରକାର ବଦଳିବ
    ଆଉ ୟେ ଯେମିତି କହୁଛି ଯେ ଆଜି ବାହାଘର ଦୁଇ ଦିନ ରେ ଛୁଆ ହେଇଯାଉ

    • @HaraprasadRana-fm1uu
      @HaraprasadRana-fm1uu Před 2 dny

      ଧନ୍ୟ ବାଦ ସାର୍

    • @jullysamal6626
      @jullysamal6626 Před 2 dny

      Majhi to bopa na ଭିଣେଇ ,ମିଶିକି ହାଣ୍ଡିଆ ପିଉଚୁ

    • @Biru135
      @Biru135 Před 2 dny +2

      @@jullysamal6626 ତାମିଲ୍ chamchaaa ବୋଧେ ବାଧିଲା 😉

  • @bhabanishankarmishra6343
    @bhabanishankarmishra6343 Před 2 dny +17

    ଆଲୋ ଡାଲି ଚୋରଣି, ତୋର ଜାଣିବା କଥା ବର୍ଷା ଆରମ୍ଭରେ ବିଲବାଡ଼ିରେ ଥିବା ଫସଲ ନଷ୍ଟ ହୁଏ। ପଦା ଓ ଢିପ ଜମିରେ ଫସଲ ଅମଳ ହେଲେ ମୂଲ୍ଯ କମିଯାଏ।

    • @Sahoo.odia.vlog.
      @Sahoo.odia.vlog. Před dnem

      ଭାଇ ସତରେ ପ୍ରମିଳା ଡାଲି ଚୋରଣିଁ

  • @aswinipradhan2237
    @aswinipradhan2237 Před 2 dny

    ଏ ଶଳା ଚୋର ବିଜେଡି ୨୪ ବର୍ଷ ଭିତରେ କିଛି କରିନି ଏ ଅଲାଜୁକି ଲେଖାଶ୍ରୀ କଥା କେହି ଶୁଣନି

  • @KedarJena-ki9el
    @KedarJena-ki9el Před 2 dny

    24 ବର୍ଷରେ କୃଷିକି ସରକାର ଧ୍ୟାନ ଦେଲେ ନାହିଁ,no cold storage in odisha, ଭୋକ ବିକଳରେ ତାଟିଆ କା ମୁଡୁଛି,ଛି

  • @rajamishra2312
    @rajamishra2312 Před 2 dny +3

    ସତରେ ମଧ୍ୟମ ବର୍ଗ ର ଲୋକ ବହୁତ୍ ହଇରାଣ ହେଉଛନ୍ତି।ସରକାର ଧ୍ୟାନ ଦିଅନ୍ତୁ

  • @basantapanda5941
    @basantapanda5941 Před 2 dny +16

    ମାଉସୀ ଭୁଲି ଗଲୁଣି ବୋଧେ 2023 ମସିହା ଏଇ ଦିନ ପିଆଜ 120 ଓ ଆଳୁ 60 ଟଙ୍କା ଥିଲାଲୋ ଟମାଟୋ 200 ତୁ ଡାଲି ଚୋରଣି କୁଆଡେ ଥିଲୁ ଆଉ ପାଖର ଯୋଉ ନାନୀ ଗତବର୍ଷ ତମ ଠୀ ମୂଳା ପୁରାଉ ଥିଲା ଆଜି ଅଧିକ ଲୋଭରେ ତମ କୋଳରେ ବସିଛି, ଭଲ ଆଲୋ ମୁତୁରୀ ଶୋଇବା ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଂସ କାହିଁ ପାଇଁ ଧୋଇବା। ଜୟ ଜଗନ୍ନାଥ।

  • @pitbasabhatra2238
    @pitbasabhatra2238 Před 2 dny +7

    ଲେଖା ଦିଦି ଆପଣଙ୍କର ପାଟିରେ ଏପରି କଥା ବାରିଲା କେମିତି

  • @azharkkhan8822
    @azharkkhan8822 Před 2 dny +6

    🙏 ଜାଗୃତ 🌹 ଓଡ଼ିଶା 🌹ଜାଗୃତ🙏

  • @awhaan5276
    @awhaan5276 Před 2 dny

    ତମ ସରକାର ବେଳେ ମେ,ଜୁନ,ଜୁଲାଇ,ଅଗଷ୍ଟ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ଖାଉଟି ଠୁ ନେଇକି ପନିପରିବା ବହୁତ ରେଟ ବଢିଥିଲା,,,, ତମକୁ ଲାଜ ଲାଗିବା କଥା ୨୫ ଦିନ ସରକାର ର ଗଠନ ହୋଇନି,,ଆଉ ଦରଦାମ ବୃଦ୍ଧି ର ଦାୟୀ କେବଳ ବିଜେଡି

  • @arunmusic7410
    @arunmusic7410 Před 2 dny +4

    ଚାଷ ଆଉ ତା'ର ଦାମ୍ ବିଷୟରେ ଏମାନଂକୁ ଜଣା ଅଛିନା ଟୀକେ ପଚାରିଲ

  • @user-gv3pl6bm9t
    @user-gv3pl6bm9t Před 2 dny +6

    ଆଲୋ ଡାଲି ଚୋରୋଣି ଏଇ ସମୟରେ ସବୁ ସ୍ଥାନରେ ପରିବା ର ରେଟ୍ ରୂହେ ବୋଲି ତୁ କଣ ଜାଣିନୁ

    • @jullysamal6626
      @jullysamal6626 Před 2 dny

      ତୁ ହାଣ୍ଡିଆ ଖିଆ ମଦୁଆ

  • @pradeepkumarjena4162
    @pradeepkumarjena4162 Před 2 dny +5

    ହାସ୍ଯାସ୍ପଦ ଲାଗୁଛି୤ ତୁମ ମାନଙ୍କ ବାଇଟ୍ କୁ
    ଲାଜ ନାହିଁ ୨ମାସ ହୋଇ ନାହିଁ ସବୁ ସସତା ହୋଇ ଯିବ ବିଜେଡି ଓଡ଼ିଶା ରେ ସଫା ହୋଇ ଯିବ

  • @amrjitbiswal7243
    @amrjitbiswal7243 Před 2 dny

    ପ୍ରମିଳା ମାଡାମ କହିବେକି ବିଜେଡି ଜିତିଥିଲେ ଦରଦାମ କମାଇ ଦେଇଥାନ୍ତା ଲେଖାଶ୍ରୀ ମୁହଁ ରେ ଲାଜାଲାଗୁନି

  • @user-bi9yt3cx1p
    @user-bi9yt3cx1p Před 20 hodinami

    ଚାଷୀମାନଙ୍କ ଉନ୍ନତୀ ନହେଲେ,
    ଓଡ଼ିଶାର ଉନ୍ନତୀ ହେବନାହିଁ ।
    ଛତିଶଗଡ ଓ ଆନ୍ଧ୍ର ପ୍ରଦେଶର ଚାଷୀମାନଙ୍କର ଉନ୍ନତୀ ଦେଖନ୍ତୁ , ସରକାର

  • @AjayakumarGochhi
    @AjayakumarGochhi Před 2 dny +11

    ବୁଢ଼ୀ ବୟସେ ଝଲମଲ ମଧୁବାଲା ଏଇ ରଙ୍ଗ ତମ ରହିଲେ ହେଲା ମଧୁବାଲା 😂😂😂

  • @harekrishnaradheradhe3577

    ଗତ ବର୍ଷ ତ ପତଲଘଣ୍ଟା ୨୦୦ ଟଙ୍କା ଥିଲା

  • @SrikanthSrikanth-on6ld

    ବିଜେଡି ତମେ କଣ କରୁଥିଲ ତମେ ଲୋଟିଛ ତମେ 24 ବର୍ଷ କେତେ ଖାଇଛ ତମେ ଗୋଟେ ଶୀତଳ ଭଣ୍ଡାର କରି ପାରିଲାନି 24 ବର୍ଷ ରେ ତମ କଥା କିଏବା ଶୁଣେ ଜୟ ଜଗନ୍ନାଥ ଜୟ ବିଜେପି

  • @rajupatika4290
    @rajupatika4290 Před 2 dny

    ଆପଣ ଏହା କୁହନ୍ତୁ ନାହିଁ ଆପଣଙ୍କ ସରକାର ଥିଲା ବେଳେ ବେମାନ ଆପଣ ଚିନ୍ତା କରିଛନ୍ତି ଏବେ ବିଜେପି ଆସିଛି ବୋଲି ଏହା କହୁଛନ୍ତି ବିଜେଡ଼ି ଲାଜ ସର୍ମ ନାହିଁ 😊
    4:31

  • @user-su7md3pu9l
    @user-su7md3pu9l Před 2 dny +21

    BJD ମାଧୁରୁଚୋଦ ଦଳ ଓଡ଼ିଶାକୁ ଉନ୍ନତି କରିବା ପାଇଁ ଚାହୁଁନାହିଁ ସଳା BJD ଦଳ

  • @bhaktabandhumohanta3147
    @bhaktabandhumohanta3147 Před 2 dny +55

    ପରିବା ଦର ଯେତେ ବଢିବ ସେତ ଭଲ ହେବ ।ଚାଷୀ କଣ ୫୦ଟଙ୍କା ସାରି ୧୦ ପାଇଲେ ଆପଣ ଖୁସି ହେବେ ।ପ୍ରତି ବର୍ଷ ଡିସେମ୍ବର୍ ମାସରେ ବିଲାତି k.g ୫ଟଙ୍କା ହେଉଛି ।ସେତେବେଳେ ତ କିଛି
    କହୁନାହାନ୍ତି ।

    • @ranjitsabar6103
      @ranjitsabar6103 Před 2 dny +1

      ବହୁତ୍ ଭଲ ହୋଇଛି

    • @DasamantaKhila
      @DasamantaKhila Před 2 dny

      Bhai

    • @ErkamalDharua
      @ErkamalDharua Před 2 dny

      Bhai tama mata re mu sahamata chasi ra sabu rate hau

    • @PhyBra-y2m
      @PhyBra-y2m Před 2 dny

      ପେଟ୍ରୋଲ, ଗ୍ୟାସ, ସବୁଥିରେ ଯୋଉ ବଢୁଛି ତାଉପରେ କଣ କହିବେ ଆଉ

    • @sunilbehera9253
      @sunilbehera9253 Před 2 dny

      Bartaman tamato baharu asuchhi