News Point: Feasibility Of Alcohol Ban In Odisha | Separating Hype From Reality

Sdílet
Vložit
  • čas přidán 25. 06. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews

Komentáře • 984

  • @mmnewsodia
    @mmnewsodia Před 2 dny +290

    ମ - ମରିବ ଆଉ ମାରିବ
    ଦ - ଦରିଦ୍ର ହେବ ଏବଂ ଦଙ୍ଗା ସୃଷ୍ଟି କରିବ
    ୧- ମଦ ବନ୍ଦ ହେଲେ ଦୁର୍ଘଟଣା କମିବ
    ୨- ମଦ ବନ୍ଦ ହେଲେ ପରିବାର ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା କମିବ
    ୩-ସ୍ୱାସ୍ଥ୍ୟବି ବହୁତ ଭଲ ରହିବ
    ୪- ଗରିବ କମିବ ଆମ ଦେଶ ଏବଂ ଆମ ରାଜ୍ୟରେ ଅର୍ଥନୀତି ବଢିବ

  • @SusantaSesa
    @SusantaSesa Před 2 dny +241

    ମଦ ବନ୍ଦ ହେବା ଦରକାର କାହିଁକି ନା
    1-ମଦ ପିଇକି ବହୁତ ଲୋକ ଖରାପ ହେଉଛନ୍ତି ଆଉ ବହୁତ ଘରେ ଝଗଡା ହେଉଛି
    2-ମଦ ପିଇକି ଗାଡି ଧକା ହେଉଛି ଅଧିକ

    • @SoumyaRanjan250
      @SoumyaRanjan250 Před 2 dny +3

      1st point ta sata katha

    • @skshitish
      @skshitish Před 2 dny +5

      ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

    • @skshitish
      @skshitish Před 2 dny +4

      ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

    • @sscreationtv8711
      @sscreationtv8711 Před 2 dny +1

      ​@@skshitish sie bi bandha haba wait kara... Good decision by cm

  • @tarunkumarsingh675
    @tarunkumarsingh675 Před 2 dny +44

    ଯେଉଁ ଲୋକ ମାନେ ଦେଶୀ ମଦ ପ୍ରସ୍ତୁତ କରିବ ସେହି ଲୋକ ମାନଙ୍କୁ । ପୋଲିସ ଧରି ଲେ ସେମାନଙ୍କୁ ପାଞ୍ଚ ଲକ୍ଷ ଜରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ଦିଅନ୍ତୁ ସରକାର ।

  • @ARUNPADHAN-g9c
    @ARUNPADHAN-g9c Před 2 dny +103

    ଓଡିଶାରେ ମଦ ବନ୍ଦ ହେବା ଦରକାର

  • @ashokkumarpal596
    @ashokkumarpal596 Před 2 dny +162

    ସରକାର ଯଦି ଚୋରା ମଦ କୁ ସମ୍ପୂର୍ଣ ବନ୍ଦ କରିପାରିବେ ତେବେ ମଦ ବନ୍ଦ କରିବା ଉଚିତ .

    • @dhananjaysahoo4579
      @dhananjaysahoo4579 Před 2 dny +4

      BJD ସେତିକି ତ କରୁ ନ ଥିଲା

    • @Yzx.869
      @Yzx.869 Před 2 dny +5

      ​@@dhananjaysahoo4579ଏଠି bjd /bjp ର ପ୍ରଶ୍ନ ଉଠୁନି। ଯଦି bjp ଭଲ ତାହେଲେ ଦେଶରୁ ମଦ ବନ୍ଦ କରି ଦେଇ ନାହାଁନ୍ତି।

    • @skshitish
      @skshitish Před 2 dny +2

      ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

    • @user-cd6nc6qw5g
      @user-cd6nc6qw5g Před 2 dny

      Mada ta chora kemiti hela taku ta garment sikruti dela chora kemiti hela tike bujha be maduaa

    • @satyanarayanpanda2461
      @satyanarayanpanda2461 Před 2 dny

      @@user-cd6nc6qw5g are bhai tu nije gorment spelling vul lekhuchu aau bjhibaku kahuchu , se chora ,mada bole desi mada katha kahuchi aau jou mada black re bikri hauchi taku kahuchi

  • @maheswetamohanty8695
    @maheswetamohanty8695 Před 2 dny +27

    ମଦ ଖାଲି ନୁହେଁ ସବୁ ‌ନିଶା ବନ୍ଦ ହେବା ଦରକାର ଓଡ଼ିଶା ରୁ❤

  • @yudhistirbabul8491
    @yudhistirbabul8491 Před 2 dny +73

    ମୁଁ ହେଲି ଘୋଡ଼ା ମଦୁଆ ମୋର ଦିନ ଆରମ୍ଭ ମଦ ରେ ଦିନ ଶେଷ ମଦ ରେ କିନ୍ତୁ ମାଡ଼ି ଯଦି ଓଡ଼ିଶାରେ ବନ୍ଦ ହେବ ମୋ ପରିବାର ବହୁତ ଖୁସି ହେବେ ।

  • @tafikmohanty1138
    @tafikmohanty1138 Před 2 dny +110

    ଓଡ଼ିଶା ରେ ମଦ ବନ୍ଦ ହେବ ଦରକାର

    • @priyabratabhol2287
      @priyabratabhol2287 Před 2 dny +3

      Balana 😂😂😂😂

    • @skshitish
      @skshitish Před 2 dny +1

      ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @SoumyaRanjan250
    @SoumyaRanjan250 Před 2 dny +88

    ଜଲଦୀ ବନ୍ଦ ହେବା ଦରକାର, କାରଣ ବହୁତ ପରିବାରରେ ଝଗଡ଼ା ହେଉଛି ମଦ ପିଏବାରୁ, ମଦ ନିଶାରେ ଏମିତି ଅଭ୍ୟାସ ହୋଇଯାଉଛନ୍ତି ଯା କି ଦେହ ଖରାପ ହେଲା ପରେ ପି ଡକ୍ଟର ମନା କଲା ପରେ ବି ଲୋକ ମେଡ଼ିସିନ୍ ସାଙ୍ଗରେ ମଦ କୁ ପିଉଛନ୍ତି, ଯା ଫଳରେ ବେଶୀ ଅସୁବିଧା ହଉଚି

  • @Manojbagsingh
    @Manojbagsingh Před 2 dny +49

    ମଦ ଆମ ଓଡିଶା ର ବିକାଶ କରେଇ ଦେବନାହିଁ ହେଲେ ପିଲାମାନେ ଶେଷରେ ମାଫିଆ ଵନିଯିବେ

    • @skshitish
      @skshitish Před 2 dny

      ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

    • @HappyMajhimo
      @HappyMajhimo Před dnem

      Ma geha kn kohucchu be ma geha

  • @u.kgodblessyou742
    @u.kgodblessyou742 Před 2 dny +30

    ମଦ ବନ୍ଦ କରାଯାଉ Sir.. ବହୁତ ଭଲ ହେବ ଆମ ରାଜ୍ୟ ପାଇଁ..

  • @jayramsahoo1032
    @jayramsahoo1032 Před 2 dny +26

    ମଦ ବନ୍ଦ ହେବା ଦରକାର
    ୧. ମଦ ପିଇ ମୃତ, ବଳାତ୍କାର , ନାରୀ ନିର୍ଯ୍ୟାତନା,ଯୁବ ସମାଜ ନିମ୍ନଗାମୀ ଆଡ଼କୁ ଗତି କରୁଛି।
    ଏଣୁ ନୂତନ ସରକାରଙ୍କ ପାଖରେ ଆମ ଯୁବ ସମାଜ ଙ୍କର ଅନୁରୋଧ କି ମଦ ବନ୍ଦ କରାଯାଉ ଆଉ ଆମ ଓଡ଼ିଶା କୁ ନୂତନ କରି ଗଢାଯାଉ ।

  • @mahendratoppo311
    @mahendratoppo311 Před 2 dny +39

    ମଦ ବନ୍ଦ କରା ଯାଉ ଓଡ଼ିଶାରେ ଲୋକ ମାନେ ଖରାପ ହେଉଛନ୍ତି

  • @oldisgold1379
    @oldisgold1379 Před 2 dny +10

    👉ମଦ ବନ୍ଦ ହେବା ଦରକାର,, ରାଜସ୍ବ କମିଲେ କମୁ,,ମଦ ପାଇଁ ଲୋକଙ୍କୁ ମାରିବେ ନା କଣ ।
    👉ଆଉ ନା ହେଲେ ମଦ କେସ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

  • @user-gv4mh8xh2t
    @user-gv4mh8xh2t Před 2 dny +71

    ମଦ ବନ୍ଦ ହେବା ଦରକାର

  • @sarojkumarbehera6697
    @sarojkumarbehera6697 Před 2 dny +20

    ମଦ ମୁକ୍ତ ଓଡ଼ିଶା👍👍👍👍

  • @adaityakumarsahu8061
    @adaityakumarsahu8061 Před 2 dny +32

    ବନ୍ଦ୍ ହୋଇଗଲେ ଅତି ସୁନ୍ଦର୍ ହେବ

  • @khusirajalaxmidiptiexpress5041

    ମଦୁଆରେ ଓଡିଶା ଏକ ନମ୍ବର ରହିବ ହେବ, sir ଯେମିତି ବାଖ୍ୟା ଆପଣ କରୁଛନ୍ତି ଲାଗୁଚି ରାଜ୍ୟରେ ମଦ ବନ୍ଦ ଶବ୍ଦ କହିବା ଭୁଲ....

  • @Shree_910
    @Shree_910 Před 2 dny +37

    ମଦ ନମିଲେ ତ ବହୁତ ଭଲ ହବ😊

  • @merimaasachinrout9733
    @merimaasachinrout9733 Před 2 dny +7

    ଓଡ଼ିଶାରେ ଯଦି ମଦ ବନ୍ଦ ହୁଏ ।ଚୋରା ମଦ ର କାରବାର ହବ ଆଉ ଦେଇ ମଦ କାରବାର ହବ ।। କାରଣ ଗୁଜୁରାଟ ରେ ମଦ ବନ୍ଦ ଅଛି କିନ୍ତୁ ଚୋରା ମଦ ଚାଲୁଛି l ଆଉ ଦେଇସି ମଦ ଖୁଲମ୍ ଖୁଲା ବିକ୍ରି ହଉଚି । ଯଦି ସରକାର ମଦ ବନ୍ଦ କରିବେ ଚୋରା ମଦ ଆଉ ଦେଶୀ ମଦ ବନ୍ଦ କରିପାରିବେ ଭଲ କଥା ନହେଲେ କିଛି ଫାଇଦା ନାହିଁ ଚୋରା ମଦ ଅଧିକ ପଇସାରେ ବିକ୍ରି କରିବେ

  • @nayak.creation1991
    @nayak.creation1991 Před 2 dny +42

    ମଦ ବନ୍ଦ ହେବା ଉଚିତ୍ ତା ସାଙ୍ଗେ ସାଙ୍ଗେ ଦେଶୀ ଭାଟି ବି ବନ୍ଦ ହେବା ଦରକାର
    ତାପରେ ବି ଯେତେକ ନିଶା ଦ୍ରବ୍ୟ ସାମଗ୍ରୀ ଅଛି ଯଥା ଗଞ୍ଜାଇ ଚରସ ଡ୍ରଗ୍ସ ବ୍ରାଉନ ସୁଗାର ଏମିତି କି ଗୁଟଖା ସିଗାରେଟ ବି ବନ୍ଦ ହେବା ଦରକାର
    ଜୟ ଜଗନ୍ନାଥ 🙏🏻

  • @prakash35b
    @prakash35b Před 2 dny +14

    ବହୁତ ଭଲ କଥା

  • @TXZM.ANU.
    @TXZM.ANU. Před 2 dny +41

    ମଦ ବନ୍ଦ ହେଉ ଜଲଦି ଓଡିଶା ରେ

    • @skshitish
      @skshitish Před 2 dny

      ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @AmusedJapaneseMaples-rl1sv

    ମଦ ବନ୍ଦ ହେଲେ ପରିବେଶ ଶୃଙ୍ଖଳିତ ରହିବ 😊😊

  • @rjsoy4432
    @rjsoy4432 Před 2 dny +6

    ଯଥା ଶିଘ୍ର ବନ୍ଦ ହେବା ଜରୁରୀ❌🍹❌🚫 ମଦ ବନ୍ଦ ହେଲେ ରାଜ ନେତା ମାନେ Vote ସମୟ ରେ voter ମାନଙ୍କୁ ହିଁଶ୍ର କରି ପରିବେ ନି ଏହା ସମାଜ ଓ ଗଣତନ୍ତ୍ର ପାଇଁ ହିତ କାରକ ✅ 👍🙏🙏

  • @subalkumarswain1457
    @subalkumarswain1457 Před 2 dny +14

    ମଦ ବନ୍ଦ ହେଲେ ଓଡିଶା ରାମ ରାଜ୍ୟ ହୋଇଯିବ

  • @deepakkumarnaik885
    @deepakkumarnaik885 Před 2 dny +10

    Very nice 👍 decision govt of odisha.

  • @khusirajalaxmidiptiexpress5041

    ବହୁତ ବହୁତ ଭଲ ହେବ ଏତିକି ହେଲେ ଦରକାର

  • @liteshkumar2496
    @liteshkumar2496 Před 2 dny +4

    ଅତିଶୀଘ୍ର ଓଡିଶା ରେ ସବୁ ପ୍ରକାର ନିଶା ଜିନିଷ ବନ୍ଦ ହେଉ 🙏

  • @bimalpradhan5623
    @bimalpradhan5623 Před 2 dny +6

    ନିଶା ଦ୍ୱାରା 99ପ୍ରତିଶତ ସଡ଼କ ଦୁର୍ଘଟଣା ଘଟଣା ଘଟୁଛି,,,

  • @SKeducation2839
    @SKeducation2839 Před 2 dny +3

    ସମସ୍ତ ପ୍ରକାରର ମଦ ବନ୍ଦ କରିବାର ନିଷ୍ପତି ନେବା ଦରକାର l ଦେଶୀ ହେଉ କି ବିଦେଶୀ l ଓଡ଼ିଶା କୁ ଦେବ ଭୂମି କୁହାଯାଏ l ଏହି ମଦ ଲାଗି ଏହି ପବିତ୍ରୀ ଭୂମି ର ପରିବେଶ ତଥା ପରିବାର ନଷ୍ଟ ହେଉଛନ୍ତି l ମଦ ପାଇଁ ଭାବିବା ଦରକାର ଅଛି l🙏

  • @Jiten9382
    @Jiten9382 Před 2 dny +11

    ବହୁତ ଭଲ ହେବ, ଓଡ଼ିଶାରେ ମଦ ବନ୍ଦ୍ ହେଲେ, very good decision of liquor 🥃 banned 🚫 take it to very seriously govt..of Odisha..
    .....

  • @binodkumar-px7ld
    @binodkumar-px7ld Před 2 dny +7

    ମଦ ବନ୍ଦହେଲେ ବହୁତ୍ ଭଲ ସାର୍

  • @RahulModi_
    @RahulModi_ Před 2 dny +3

    Into ଟା ଟିକେ casual ଥିଲା 😂😂😂

  • @sp.education1006
    @sp.education1006 Před 2 dny +9

    ମଦ ଯଦି ସଂପୂର୍ଣ୍ଣ ରୂପେ ବନ୍ଦ ହେବ ତେବେ ଭଲ ହେବ, ନଚେତ୍ କୌଣସି ମୂଲ୍ୟ ନାହିଁ

  • @purusottamdas2401
    @purusottamdas2401 Před 2 dny +6

    ମଦ ବନ୍ଦ୍ ହେଲାପରେ drugs ଭଲ ବେପାର ହେବ। ସବୁ ଦୋକାନୀ ଗଞ୍ଜେଇ ରଖିବେ

  • @bhagabandora1734
    @bhagabandora1734 Před 2 dny +4

    Yes sir ମଦ ବନ୍ଦକରିବା ଧରକାର

  • @ShreeKrishna276
    @ShreeKrishna276 Před 2 dny +28

    ମୁଁ ଏ news ରେ ଉତ୍ତର ରଖୁଛି ଯେ ମଦ ବନ୍ଦ ହେବା ଦରକାର କଣ ପାଇଁ।
    ୧- ଲୋକ ମାନେ ମଦ ପିଇ ସ୍ତ୍ରୀ ଙ୍କୁ ମାରପିଟ୍ କରନ୍ତି କିଛି ଲୋକ
    ୨- ବହୁତ୍ ଘର ଉଜୁଡ଼ି ଯାଉଚି
    ୩- ମଦ ବନ୍ଦ ହେଲେ ଏଲେଷ୍କନ୍ ରେ ବି କାହାରିକୁ ମଦ ଦେଇ ପାରିବେନି
    ୪- ଯୁବକ ମାନେ ମଦ ପାଇଁ ବେକାରୀ ହେଉଛନ୍ତି

    • @hemanthdhir6835
      @hemanthdhir6835 Před 2 dny +1

      Modo pi gadi chalai baru
      acdent heuchi

    • @skshitish
      @skshitish Před 2 dny +1

      ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @gourangaseth8025
    @gourangaseth8025 Před 6 hodinami +1

    ମଦ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଉ ଏହା ଅଧିକ ସଂଖ୍ୟକ ଲୋକ ତଥା ପରିବାରର ପରିପୋଷଣ କୁ ନଷ୍ଟ କରୁଛି।

  • @sailendupanda2027
    @sailendupanda2027 Před 2 dny +2

    ଶୀଘ୍ର ବନ୍ଦ ହଉ ମୋର ଅନୁରୋଧ ସରକାର କୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @badalsinghhumble
    @badalsinghhumble Před 2 dny +7

    Bahut Bhala

  • @abhimanyumohanta-dx9on
    @abhimanyumohanta-dx9on Před 2 dny +6

    ମଦ ବନ୍ଦ ହେବା ନିହାତି ଦରକାର
    ମୋ family re mu nije ଭଗୁଛି mo tharu kehi adhika jani nathibe nihati ବନ୍ଦ ହେଉ

  • @surajjhodia8247
    @surajjhodia8247 Před 2 dny +2

    ମଦ ସହ ବିଡ଼ି ସିଗାରେଟ୍ ଗୁଟକା ଇତ୍ୟାଦି ସବୁ ନିଶା ଦ୍ରବ୍ୟ ସବୁ ବନ୍ଦ ଦେଲେ ଭଲ ହୋଇଥାନ୍ତା।

  • @Sudhansuhappy06
    @Sudhansuhappy06 Před 23 hodinami +1

    ଦୟାକରି, ମଦ, ଭାଙ୍ଗ, ଏ ସବୁ ନିଶା ଦ୍ରବ୍ୟ କୁ ଓଡ଼ିଶା ରୁ ବନ୍ଦ୍ କରିବା ବହୁତ୍ ଜରୁରୀ।।।।।

  • @dukedibya
    @dukedibya Před 2 dny +3

    Banned Liquor 🥃 All Over Odisha 💔

  • @rajeshmajhi2218
    @rajeshmajhi2218 Před 2 dny +10

    ମଦ ବିକ୍ରି ବନ୍ଦ କରିବା ଦରକାର

  • @LBARIKLBARIK
    @LBARIKLBARIK Před 2 dny +2

    ମଦ ଜଦି ବନ୍ଦ କରାଯାଉଛି.
    ପୁରା ବନ୍ଦ କରାଯାଉ..
    ଓଡିଶା ନିଶା ଦ୍ରବ୍ୟ ରାଜ୍ୟ ହୋଉ ....

  • @kunarout9284
    @kunarout9284 Před dnem +1

    ସରକାର ମଦ ପିଛା ଛାଡ଼ି, ଯେଁଉ ମନକୁ ଧରି ଜେଲ ପଠାଇବା କଥା କରନ୍ତୁ, ଯେଁଉ ଥିରୁ କୋଟି କୋଟି ରାଜସ୍ବ ଯାଉଚି, ଜାଉ,କିନ୍ତୁ e ବାବଦରେ କଡ଼ା ସଚେତ କାର୍ଯ୍ୟ କ୍ରମ କରାଯାଉ , ନଚେତ ଏ ସରକାର ବଙ୍ଗୋପ ସାଗର ଗର୍ଭରେ ଲୀନ ହେବ ।

  • @lakhindrabhoi1244
    @lakhindrabhoi1244 Před 2 dny +3

    ମଦ ବନ୍ଦହେଉ ସାର

  • @sashidharnaik5180
    @sashidharnaik5180 Před 2 dny +5

    ସରକାରୀ ଚାକରିଆ କୁ ମଦ ମିଳିବ ଦରକାର

  • @bimalpradhan5623
    @bimalpradhan5623 Před 2 dny +2

    ମଦ, ଗଂଜେଇ, ପାଉଡର ସବୁ ବନ୍ଦ ହେଲେ ଭଲ ହେବ

  • @ghanashyampatra6914
    @ghanashyampatra6914 Před 2 dny +1

    ଭାଇମାନେ ଆପଣ ମାନେ ବିଶ୍ୱାସ କରିପାରିବେନି ସ୍କୁଲ ଯିବା ପିଲାମାନେ ଓ 18 Age ରୁ କମ ପିଲାମାନେ ମଦ ପିଉଛନ୍ତି ଠିକ କଥା ଜଲ୍ଦି ଆମ ODISHA ରେ ମଦ ବନ୍ଦ ହେବା ଦରକାର Thanku ODISHA Goverment 🙏🙏🙏🙏

  • @GadiBehera-sr5mv
    @GadiBehera-sr5mv Před 2 dny +4

    Bjp ra Gandhi phati jiba

  • @jayaprakashsamantray8674

    Good to ban Alcohol from the LORD JAGANNATH STATE OF ODISHA.
    IT WILL SAVE THOUSANDS OF LIFE AND FAMILIES UNNECESSARY DISTRUBANCE.
    ALL PEOPLE WILL HAPPY TO LIVE.
    JAYAPRAKASH SAMANTARAY
    Puri. ODISHA

  • @prafulladash748
    @prafulladash748 Před 23 hodinami +1

    ମଦ ଵନ୍ଦ ପାଇଁ ଅନେକ ବର୍ଷ ରୁ ଆନ୍ଦୋଳନ ଲୋକେ କରି ଆସୁଛନ୍ତି କିନ୍ତୁ ପ୍ରଶାସନ ନିରବ ଦ୍ରଷ୍ଟା ସାଜି ନିଜ ରାଜ କୋଷ ବୃଦ୍ଧି କରି ଚାଲିଥିଲେ ଆଉ ହଜାର ଲୋକ କଲ୍ୟାଣ ଯୋଜନା କରି ଲୋକ ଙ୍କ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇ ଥିଲେ. ଲୋକେ ଯେବେଳେ ବୁଝିଗଲେ ଯେ ନିଁଶା ଯଦି ଓଡିଶାରୁ ବନ୍ଦ ନ ହେବ ତେବେ ହଜାର ଯୋଜନା ର ଫଳ ଶୂନ ଘର. କେବଳ ଭୋଟ ସମୟ କୁ ଅପେକ୍ଷା ଥିଲା.. ଯାହା ଘରେ ସାପ ପଶିବ ନିଁଶା ଖୋର ପାଇଁ ଭୁକ୍ଷେପ ନାହିଁ ବାକି ପରିବାର ଲୋକ ଙ୍କ ପାଇଁ କାଳ ରାତ୍ରି. ଦେଶ ମଧ୍ୟ ଏକାଦଶା ଆପଣ ମଦ ସପକ୍ଷ ରେ ଯାହା କହିଲେ ମୁ ଅନ୍ତର ସହ ଅସମ୍ମତି ପ୍ରକାଶ କରି ଛି ତେଣୁ ତାର ଅନିଷ୍ଟ କାରି ତାକୁ ପ୍ରାଧାନ୍ୟ ଦିଏ

  • @sukantjena1984
    @sukantjena1984 Před dnem +1

    ମଦ ବେପାର ବନ୍ଦ ହେବା ଦରକାର. ଗୁଟକା ବନ୍ଦ ହେବା ଦରକାର. କିନ୍ତୁ ଖିଲି ପାନ ବେପାର ବନ୍ଦ ନ ହେବା ଦରକାର...

  • @ranjansamal6157
    @ranjansamal6157 Před 2 dny +3

    ଭୁଲୁ ନିସପ୍ତି

  • @user-yr2dd3ki9q
    @user-yr2dd3ki9q Před 2 dny +4

    Right dicision of Cm Mohan Majhi sir Salute for your good word. ❤

    • @skshitish
      @skshitish Před 2 dny +1

      ଆଉ ଭାଇ ସିଗାରେଟ ଆଉ ବିମଳ ଆଉ ଗଞ୍ଜେଇ

  • @ganeshchalan5441
    @ganeshchalan5441 Před 2 dny +2

    ମଦ ବନ୍ଦ ହେବା ଦରକାର,, ଅନେକ କାରଣ ଅଛି,,,

  • @atozkirtanvideo
    @atozkirtanvideo Před dnem +1

    ମଦ ଓଡିଶାରେ ବନ୍ଦ ହୋଇଗଲେ. ମୁଁ ଯାଇକି ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ଭୋଗ କରିବି
    କାହିଁକିନା ମୋ ଭାଇ ବେକାର ହୋଇଗଲା

  • @SarojVlogsIndia
    @SarojVlogsIndia Před 2 dny +3

    ମଦ ବନ୍ଦ କରନ୍ତୁ ଓଡ଼ିଶାରେ

  • @premanandamallik3546
    @premanandamallik3546 Před 2 dny +2

    ମଦ ବଦହେଲେ ବଦୁଆ ମରିଜିବେକି ନାହିଁ କିନ୍ତୁ ମଦୁଆ ପରିବାର ବଚିଜିବ ଉଜୁଡିଜିବା ପରିବାର ବଚିଜିବ ଜଦିମଦଟିଆ୍ସ ଅର୍ଥନୈତିକୁ ସବଳକରୁଛି ତାହେଲେ ଓଡ଼ିଶା ରେ କାରଖାନା ଓ ଶୁତାମିଲ କପଡାମିଲଖୋଲାଜାଉ ଓ ବେକାରିହଟିବ ଡବଲଫାଇଦାମିଳିବ ଘରଚରିବ ବେକାରୀ ହଟିବ

  • @PapuKisan-oq7gj
    @PapuKisan-oq7gj Před dnem

    ଆରେ ସଭିଏ ଜାନୁଛନ ମଦ ଖରାପ କିନ୍ତୁ ପିଉଛନ କାଏ କରମା ଭଗବାନ ସମସ୍ତଙ୍କୁ ସତ୍ ବୁଦ୍ଧି ଦିଅନ୍ତୁ❤❤

  • @gkmasteruday
    @gkmasteruday Před 2 dny +2

    ନିଶ୍ଚୟ ବନ୍ଦ ହେବା ଦରକାର

  • @user-cw9gp5ty9f
    @user-cw9gp5ty9f Před dnem +1

    ଯାହା ଆମର ସବୁଠୁ ମୂଲ୍ଯବାନ ସମ୍ପଦ (ମାନବ ସମ୍ବଳ) କୁ ନଷ୍ଟ ଭ୍ରଷ୍ଟ କରିସାରିଲାଣି,ଭବିଷ୍ୟତ ପିଢ଼ିଙ୍କୁ ଉଜାଡ଼ି ସାରିଲାଣି ତା'କୁ ଆମେ ଆପଣେଇବା ଠିକ୍ ହେବ କି ? ମଦ ସଂସ୍କୃତିକୁ ଧୀରେ ଧୀରେ ବନ୍ଦ କରିବା ନିହାତି ଜରୁରୀ । ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...

  • @tulunayak9351
    @tulunayak9351 Před 2 dny +2

    ଓଡ଼ିଶାରେ ମଦ ବନ୍ଦ କରିବା ଦରକାର

  • @user-bb1ws8cz8x
    @user-bb1ws8cz8x Před 2 dny +2

    बंद होना जरूरी है बंद होना जरूरी है दारू बंद होना जरूरी है

  • @sonalipriyadarshinikhatoi2505

    ମଦ ମୁକ୍ତ ଓଡିଶା ହବା ଦରକାର 👍

  • @rajatbadamajhi960
    @rajatbadamajhi960 Před dnem +1

    ଓଡିଶା ରେ ମଦ ବନ୍ଦ କରିପାରିଲେ ସରକାର ଙ୍କୁ ଅଶେଷ ଅଶେଷ ଧନ୍ୟବାଦ

  • @krishnasethy8533
    @krishnasethy8533 Před 2 dny +1

    ମଦ ବନ୍ଦ ହେଲେ ଓଡିଶା ଲୋକ କୋଲକୋତ, ଆନ୍ଧ୍ର ଯାଇକି ପିଇବେ ଓଡିଶା ପଇସା ଆନ୍ଧ୍ର ଜୀବ

  • @niracreation
    @niracreation Před 2 dny +2

    ଓଡ଼ିଶା ରେ ମଦ ମୁକ୍ତ ଅଞ୍ଚଳ ହେବା ଦରକାର

  • @SRpradhan8179
    @SRpradhan8179 Před 23 hodinami

    ମଦ ବନ୍ଦ ହେବା ଦରକାର ? ସ୍କୁଲ ପିଲା ବହୁତ ଖରାଫ ରାସ୍ତାରେ ଯାଉଛନ୍ତି 👍👍👍🙏

  • @premanandamallik3546
    @premanandamallik3546 Před 2 dny +2

    ମଦବଦହେଉ କାରଖାନା ଓ କମ୍ପାନୀ ଖୋଲାଜାଉ ବେକାରୀହଟିବ ମଦୁଆ ବଚିବ ଓଡ଼ିଶା ହଶିବ

  • @ManojKumar-jf5rq
    @ManojKumar-jf5rq Před 2 dny +2

    ମଦ ନିହାତି ବନ୍ଦ ହେବା କଥା

  • @arunakumarkata6903
    @arunakumarkata6903 Před 2 dny +2

    ମଦ ବନ୍ଦ ହେବା ଦରକାର ମଦ ଦ୍ୱାରା

  • @tikumedia4749
    @tikumedia4749 Před 51 minutou

    ମଦ ବନ୍ ହେବା ଦରକାର୍ ❤❤❤❤❤

  • @Gtp-ls2zz
    @Gtp-ls2zz Před 2 dny +1

    ସରକାର ର ଦମ ନାହିଁ ମଦ ବନ୍ଦ କରି ପାରିବେ ନାହିଁ
    ମଦ ରୁ ତୋ ବହୁତ ଟଙ୍କା ପାଉଛନ୍ତି
    ଆହୁରି ଲାଇସେନ୍ସ ଦବ ସରକାର

  • @JemamaniVlogs023
    @JemamaniVlogs023 Před 2 dny +1

    ସରକାର ଆମକୁ ବୋକା ବନାଉଛି ।

  • @user-tb8rv4rj3x
    @user-tb8rv4rj3x Před 2 dny +2

    ବାଳ News ସଳା ଆମ ଗାଁରେ ମଦ ଭାଟି ବନ୍ଦ ହେଲା ଲୋକେ ବହୁ ଖୁସି ଅଛନ୍ତି ,ମଦ ହଟିବା ଦରକାର ,

    • @avijena9328
      @avijena9328 Před 2 dny +1

      Mada band hele ama odisha rama rajiya hai
      giba

    • @chandramajhi8049
      @chandramajhi8049 Před 11 hodinami

      ​@@avijena9328mada sahita maansa o sabu nisaa drabya bandahele ram rajya heba

  • @biswajitparija9841
    @biswajitparija9841 Před 2 dny +1

    What's about Gutkha, ciggerate, Ganja, drugs, charus, maguli etc ????

  • @banilkumar2156
    @banilkumar2156 Před 2 dny +1

    ଭଲ (👌👍👍👍👍👍👍👏👏👏👏👌👍

  • @saratmoharana5127
    @saratmoharana5127 Před 2 dny +2

    ଆଗେ ହାଡିଆ stop କର ହିନ୍ଦି ଜାଣିନି ସେ ପୁଣି କହୁଛି ତା ମା ମରୁ

  • @user-em3ur1hj3z
    @user-em3ur1hj3z Před 2 dny

    ସୁସ୍ଥ ଶରୀର ସ୍ୱଚ୍ଛ ମନ ଓ ସଭ୍ୟ ସମାଜ ନିର୍ମାଣ ପାଇଁ ଓଡିଶା ସରକାର ବିଶେଷ ଧ୍ୟାନ ଦେବା ଦରକାର...

  • @spacecuriosity2304
    @spacecuriosity2304 Před 2 dny +1

    ମାଗ୍ୟ ତମ କନକ ଵାଲା ମଦ ପିଉନ

  • @confirmthechoice8149
    @confirmthechoice8149 Před 2 dny +1

    ମଦ ବନ୍ଦ୍ ହେବ ନିଶ୍ଚିନ୍ତ

  • @Digitalromeovlogs
    @Digitalromeovlogs Před 2 dny +1

    ଖାଲି କହିଦେଲେ ହବନି, କରିକି ଦେଖେଇବାକୁ ପଡ଼ିବ

  • @learnwithfunb.k6091
    @learnwithfunb.k6091 Před 2 dny +1

    Essey ଲେଖିଛ କୈ ହୋ ଆଜ୍ଞା।।

  • @satyabratbiswal4914
    @satyabratbiswal4914 Před 2 dny +1

    bahut bhala step

  • @saisaburi4004
    @saisaburi4004 Před 2 dny +2

    Right

  • @LituSwain-jp8bj
    @LituSwain-jp8bj Před dnem

    ମଦ ଯେତେ ଦାମ
    ପରିବା ବି ସେତିକି ଦାମ ହବା ଦରକାର୍ ମନକୁ ମନ ମଦ ବନ୍ଦ୍ ହେବ

  • @RahonDora
    @RahonDora Před 2 dny

    ବାହାରେ ବ୍ୟବହାର ନ ହେଇ ବାର ଓ ୱିନ ସପରେ ବ୍ୟବହାର ହେଲେ ଭଲ ହେଇଥାନ୍ତା

  • @kumarprasantanayak5327
    @kumarprasantanayak5327 Před 2 dny +1

    ଭଲ ହେବ

  • @ashokkumarmishra6050
    @ashokkumarmishra6050 Před 2 dny

    Very nice 👍. Decision. Govt. Of. Odisha

  • @laxmigopalcreations7457

    ମଦ ବନ୍ଦ ହେବା ଦରକାର ।ସରକାର ତୁରନ୍ତ ବନ୍ଦ କରନ୍ତୁ।

  • @govindakusulia7741
    @govindakusulia7741 Před 2 dny +1

    ମଦ ବନ୍ଦ ହେଲେ ଦେଶ ଶାନ୍ତିରେ ଚାଲିବ।

  • @user-wq8cg7tn2u
    @user-wq8cg7tn2u Před 2 dny

    ତୁରନ୍ତ ମଦ ବନ୍ଦ କରାଯାଉ, ବହୁତ୍ ଲୋକ ଖରାପ ହେଉଛ ନ୍ତି, କେତେ ଲୋକଙ୍କ ଜୀବନ ଚାଲିଯାଉଛି ଓ ଗଣ ଧର୍ଷଣ ହେଉଛି, ବାପ ଝିଅକୁ ଚିହ୍ନି ପାରୁନି କି ପୁଅ ମାଆ କୁ ଚିହ୍ନି ପାରୁନି ସତରେ ବହୁତ୍ ଅସୁବିଧା ହେଉଛି ଏବଂ ଗାଡ଼ି ଚାଳକ ମାନେ ମଦ୍ୟ ସେବନ କରି ବହୁତ୍ ଅସୁବିଧାରେ ପଡ଼ିଛନ୍ତି please sir ମଦ ବନ୍ଦ କରାଯାଉ

  • @ODISHA-VOLG
    @ODISHA-VOLG Před 2 dny +1

    ଭଲ.. ହୋବ

  • @KuberSahu-nu4xt
    @KuberSahu-nu4xt Před 2 dny

    ଓଡିଶାର ୯୭ ପ୍ରତିଶତ ଲୋକେ ମଦପିଉଛନ୍ତି ୮ ବର୍ଷର ଛୁଆବି ଭଲହେବ ବନ୍ଦହେଲେ ମୋ ଭୋଟ ମଦବନ୍ଦ କାହିକିନା ମୋ ପୁଅ ବୟଷ କେବଲ ୧୧ ମାସ ବଡହେଲେ ସେବି ମଦୁଆ ହେଇଯିବ ଆଉ ଚୋରାଦେଶୀମଦ ବି ବନ୍ଦହେବା ଦରକାର କାହିକିନା ଭାଟିବନ୍ଦହେଲେ ଘରେଘରେ ଲୋକେ ମଦରାନ୍ଧିବେ

  • @MOGAON586
    @MOGAON586 Před dnem

    ମ-ମଶାଣି ଶୀଘ୍ର ଯିବା
    ଦ-ଦରିଦ୍ର ଶୀଘ୍ର ହେବା
    ୧- ମଦ ବନ୍ଦ ହେଲେ ଶାନ୍ତି ବଢିବ l
    ୨- ମଦ ବନ୍ଦ୍ ହେଲେ ଦେଶର ଉନ୍ନତି ହେବ l
    ଜୟ ଜଗନ୍ନାଥ ⭕‼️⭕🙏

  • @JagannathPujari-zi3ws

    ମଦ ପିଇବା ଖରାପ ନୂଅ କଣ ପାଇ କି ସପ୍ତାହ କୁ ଏକ ଦିନ ପିଇବା କରାଯାଉ ରବିବାର ଦିନ ସେ ଦିନ ବାଇକ କୁ ଚେକ କରିବା ଦରକାର ❤❤❤