୨୪ ବର୍ଷ ଧରି ବିଜେଡିରେ ପାଦ ଚାଟୁଥିଲେ ଦିବ୍ୟସିଂହ ଦେବ

Sdílet
Vložit
  • čas přidán 1. 07. 2024
  • #viralpost #purimaharaj #ganapati #divyasinghdeo #jagannathtemple #templecity #purijagannadh #rathayatra #slatbooking #odia #jagannath #bigbreaking #contervarsy #naveenpatnaik #vkpandian

Komentáře • 835

  • @chakradharswain9603
    @chakradharswain9603 Před 2 dny +241

    ଆମ ଓଡ଼ିଶା, ଆମ ଦେଶ, ଆମ ଠାକୁର, slat କଥା ଉଠୁଛି କେଉଁଠି ? ❤️👍👍👍

    • @BijayBijay-ek7wb
      @BijayBijay-ek7wb Před 2 dny +4

      Bhai jay jagannath

    • @nectar000
      @nectar000 Před 2 dny +1

      Jagata ra natha nku Tame book kriki rakhicha bodhe aan emiti Katha kahucha , slot book karibani kintu lamba line thile lancha deiki bhitaraku paleiba

    • @nilakanthgouda
      @nilakanthgouda Před 2 dny +1

      @@chakradharswain9603 absolutely right 👍

    • @puspabhanusamantaray7877
      @puspabhanusamantaray7877 Před 2 dny

      Raja gandi re darkar

    • @user-mb5kh1qh4q
      @user-mb5kh1qh4q Před dnem

      @@chakradharswain9603 slot booking hele galali kamiba.Na hele dalachakata hoi mariba

  • @user-sm1mv6ds4h
    @user-sm1mv6ds4h Před 2 dny +215

    ରାଜାଙ୍କର ଏଭଳି ମନ୍ତବ୍ୟରେ ଭକ୍ତଙ୍କ ମନକୁ କୁଠାରାଘାତ କରୁଛି । ଏଭଳି ହେଲେ ରାଜାଙ୍କୁ କେହି ସମ୍ମାନ ଦେବେ ନାହିଁ ।

    • @amareswarswain8261
      @amareswarswain8261 Před 2 dny +5

      @@user-sm1mv6ds4h pua tuta murkha ta Raja nku nka to bapa bachhichhi

    • @shivarampradhan8049
      @shivarampradhan8049 Před 2 dny +1

      @@amareswarswain8261 tu mghia ti bada pandita Sethi pain ta gote sentence bi thik se lekhi parunu 12 bandia chua maghia

    • @DronieeEye
      @DronieeEye Před dnem +2

      Puri Raja nku ame 2nd jagannath kahu tame Mane tanku eia kahucha

    • @thecflofdas
      @thecflofdas Před dnem +1

      To pachha fatuchi naa 😂😂😂
      Thakura Raja nku asanmana karauchu Jaa Tora sabu anartha haba Kula buda chhatarakhia 🖕

    • @asitmohanty8492
      @asitmohanty8492 Před dnem +1

      ଏମିତିବି ତାଙ୍କର କି ସମ୍ମାନ ଯେ? ବିଜେଡିର ପୃଷ୍ଠପୋଷକ।

  • @gobindachandranayak9576
    @gobindachandranayak9576 Před 2 dny +100

    ଭାଇ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍, ପ୍ରକୃତରେ ଓଡ଼ିଆ ରକ୍ତ ପ୍ରବାହିତ ହଉଛି

    • @AmiyaSc
      @AmiyaSc Před 8 hodinami

      @@gobindachandranayak9576 😁😁😁😁😁😁😁😁😆😆

  • @tutubishwas5652
    @tutubishwas5652 Před 2 dny +124

    Right 🙏🏻 ମାନିଗଲି ଭାଇ great

  • @hemendrasingh2043
    @hemendrasingh2043 Před 2 dny +87

    ଭାଇନା ବହୁତ ଭଲ କଥା କହିଲେ ମନକୁ ଛୁଇଁଲା

  • @BabaJCBBaba-e8w
    @BabaJCBBaba-e8w Před 2 dny +92

    Bravo ... Bravo my dear ... 👍
    ଜଗନ୍ନାଥଙ୍କୁ ଡଲା ଅଟୋରେ ବୁଲେଇ ଭିକ ମାଗିଲା ବେଳେ ରାଜା କାହିଁ ପଦେ ତ ଆପତ୍ତି କରିନଥିଲେ,,,,,

    • @santoshkumarpanda6201
      @santoshkumarpanda6201 Před 2 dny +4

      @@BabaJCBBaba-e8w right bro

    • @user-vb9zc9md3b
      @user-vb9zc9md3b Před 2 dny +3

      Agree👍🏻

    • @Humanity299
      @Humanity299 Před 2 dny +4

      Video ଦେଖିଲେ ସିନା ଜାଣିବ 😂😂😂 ସେ କହିଥିଲେ - BJD ର ଚାଉଳ ମଗାରେ ପୁରୀ ପ୍ରଶାସନ ତରଫରୁ ଅନୁମତି ନ ଥିଲା

    • @SoudaminiPanda-of2pn
      @SoudaminiPanda-of2pn Před 2 dny +3

      Odisha Raja bhari swarthapar se kichhi kahibeni kale aduare padijibe.

    • @nilendrisahoovlogs312
      @nilendrisahoovlogs312 Před dnem +2

      ​@@Humanity299han se nije nija mundaru dosa khasei deithile but kahaku dosi boli kahi nathile.....jouta kahiba kathal😢

  • @prasantapanda1703
    @prasantapanda1703 Před 2 dny +78

    ରାଜା ସେତେବେଳେ ବିଜେଡିର ଓ ନବୀନର ଚାଟୁଥିଲେ

    • @AbhiKumar-do3rr
      @AbhiKumar-do3rr Před 2 dny +2

      @@prasantapanda1703 Tame kahara chatu thila 🤣 Laguchi tame converted Panda hae thiba 😂 Jie Chalanti Narayana nku emiti apaman karuchi sea kemiti Brahmana hae thiba jana paduchi

    • @prasantapanda1703
      @prasantapanda1703 Před 2 dny +3

      @@AbhiKumar-do3rr ମୁଁ ତୋ ଭଉଣୀ ବିଆକୁ ଚାଟି ଚାଟି ତୋ ଭଉଣୀକୁ ପୁରା ଗରମ କରି ଗେହୁଥିଲି

    • @brajakisoremohanty3723
      @brajakisoremohanty3723 Před 2 dny +2

      Odisa itihasa re Puri namaka eka rajya nathila, tenu Puri Raja lekhiba, bhul .(B k mohanty,Puri )

    • @AbhiKumar-do3rr
      @AbhiKumar-do3rr Před 2 dny +1

      @@prasantapanda1703 Tama bhauni ra saeta nahi au kn achi bodhe 🤣 Tu kemiti Panda jana paduchi to bhasa ru 😂

    • @AbhiKumar-do3rr
      @AbhiKumar-do3rr Před 2 dny +1

      @@prasantapanda1703 Mo bhauni tama Bou ba 🌝

  • @sumantabhoi1492
    @sumantabhoi1492 Před 2 dny +63

    ଠିକ କଥା କହୁଛ ଭାଇ, ଗଜପତି ବି ବିଜେଡି ପାରଟି ର

    • @hariharapanigrahy
      @hariharapanigrahy Před dnem +1

      @@sumantabhoi1492 ଜଗନ୍ନାଥ ଙ୍କୁ କାହିଁକି ଛାଡ଼ି ଦେଲେ ????

  • @tukunabehera8932
    @tukunabehera8932 Před 2 dny +47

    ପାଣ୍ଡିଆନ ଗୋ ମାଂସ ଖାଇଥିବା କମିଆ ଜାନି କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିଥିଲା ତୋ ରାଜା ସେତେବେଳେ କୋଉଠି ଶୋଇଥିଲା ସେତେବେଳେ shirt booking କରିନଥିଲେ କାହିଁକି ପୁରୀ ମହା ରାଜା କୁହନ୍ତୁ

  • @user-fc2kf1kw5n
    @user-fc2kf1kw5n Před 2 dny +75

    ପ୍ରକୁତରେ ବିଜେଡି ସରକାର ଥିଲା ସମୟରେ ଆମ ରାଜା ଯାହା ବି କିଛି ପ୍ରତିକ୍ରିୟା ଦେଉଥିଲେ ଲାଗୁଥିଲା ସେ ଯେମିତି କାହା କୁ ଡରୁଥିଲେ

  • @user-en1uk5xs1n
    @user-en1uk5xs1n Před 2 dny +49

    ଧନ୍ୟବାଦ ଭାଇଙ୍କୁ, ଆପଣଙ୍କ କଥା ସମସ୍ତ ଓଡ଼ିଆଙ୍କ ହୃଦୟକୁ ଛୁଇଁଲା ଭଳି 🙏🙏🙏ଜୟ ଜଗନ୍ନାଥ

    • @shyama4185
      @shyama4185 Před 2 dny +1

      ଠିକ କଥା ସ୍ଲଟ ଓଡିଶା ବାସି କରିବେ ନାହିଁ

  • @raghumaninayak9593
    @raghumaninayak9593 Před 2 dny +48

    ଭାଇ ମଞ୍ଜ କଥାଟି କହିଲ ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ବଳଭଦ୍ର ଜୟ ଦେବୀ ସୁଭଦ୍ରା ।

  • @sharmisthaswain6107
    @sharmisthaswain6107 Před 2 dny +31

    ଅତି ସୁନ୍ଦର ମତା ମତ ଧନ୍ୟବାଦ

  • @suryasulochana4517
    @suryasulochana4517 Před 2 dny +33

    Absolutely correct

  • @kalyanpanda5885
    @kalyanpanda5885 Před 2 dny +49

    ରଜା ଆମର ବଢିଆ ରାଜନୀତି କରୁଛନ୍ତି

  • @rabindranathjena6052
    @rabindranathjena6052 Před 2 dny +54

    ଗଜପତିଙ୍କୁ ଏଇଭଳି ଶବ୍ଦ କାନକୁ ଭଲ ଶୁଭୁନି !!

    • @user-no2bd6xp9n
      @user-no2bd6xp9n Před 2 dny +6

      ମୋ କାନକୁ ବହୁତ ଭଲ ଶୁଭୁଚି l ଏ ରାଜା ଜଗନ୍ନାଥ ଙ୍କ ଚାକର ନୁହେଁ ଏ ବିଜେଡି ସରକାର ର ଚାକର l ଏଭଳି ବିଜେଡି ପଦାଚଟା ରାଜା ସଂମାନ ପାଇବା ଯୋଗ୍ୟ ନୁହେଁ

    • @Humanity299
      @Humanity299 Před 2 dny +1

      ​​@@user-no2bd6xp9n ସେ ରାଜା BJD ବିରୋଧରେ ବି କହିଛନ୍ତି। ଚାରିଦ୍ୱାର ଖୋଲି ଦେଇ କିଛି ବ୍ୟବସ୍ଥା କଲେନି ଯେଉଁଥିପାଇଁ ଲୋକେ ସୁବିଧାରେ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତେ। ଗର୍ଭ ଗୃହର ପାଖ ଗୃହକୁ ଯିବାପାଇଁ ଗୋଟେ ରାସ୍ତା ଅଛି ଆଉ ଫେରିବା ପାଇଁ ବି ଗୋଟିଏ 😂😂😂

  • @binapanijena1264
    @binapanijena1264 Před 2 dny +9

    ଜଗନ୍ନାଥ ଙ୍କ ପ୍ରଥମ ସେବକଙ୍କୁ ଏଇଭଳି ଭାଷା କହିବା ଉଚିତ୍ ନୁହେଁ। ଆପଣଙ୍କ ଚ୍ୟାନେଲ ଭବିଷ୍ୟତ ଭଲ ନାହିଁ।

  • @saradasahoo2409
    @saradasahoo2409 Před 2 dny +45

    ଯଦି ଓଷାବ୍ରତ କିଛି ପର୍ବପର୍ବାଣୀଗୁଡିକ ଦିନରେ ଭିଡ ହେଲେ କି ଲାଇନରେ ଛିଡା ହେଲେ କଷ୍ଟ ସରକାରଙ୍କ ଦୋଷ ଧାର୍ମିକ ଭାବନାରେ ଯଦି ଚାରିଦ୍ଵାର ଖୋଲାହେଲା ଛୁଟି ପଡିଲା ଏତେ ମାତ୍ରାରେ ଭକ୍ତ ଆସିଲେ ଭିଡ ହେଲା ସେଥିରେ ବି ସରକାର ଦୋଷୀ କୋଉ କାଳର ଶ୍ରୀମନ୍ଦିର ପୁଣି ମହାପ୍ରଭୁଙ୍କ ନିତୀକାନ୍ତିର ବହୁତ ନିୟମ ନିଷ୍ଠା ଅଛି ଯାହା ଭାରତର କୌଣସି ମନ୍ଦିର ରେ ନାହିଁ। ଏଠି ପରା ଲୋକ ଉଦାହରଣ ଦିଅନ୍ତି ସେ ସିରିଡିରେ ଏମିତି ସୁବିଧା ସେ ତିରୁପତିରେ ସେମିତି ସୁବିଧା ସେ ଅମୂକେଇ ମନ୍ଦିର ଭଳିଆ ସୁବିଧା କୋଉଠି ନାହିଁ ସେଥିପାଇଁ ଡିଜିଟାଲ ଭକ୍ତଙ୍କ ପାଇଁ ଡିଜିଟାଲ ବ୍ଯବସ୍ଥା ବୋଧେ ସରକାର କରୁଛନ୍ତି ଏଠି ପରା ଲୋକ ଡାକ୍ତର ଯଦି କହିବ କି ପେଟ କମେଇବା ପାଇଁ ସକାଳୁ ଉଠି ମୁହଁ ନଧୋଇ ପାଞ୍ଚ କିଲୋମିଟର ଚାଲୁଛନ୍ତି ବାହାଘର ଭୋଜିରେ ମଟନ ଖାଇବା ପାଇଁ ଅଇଁଠାରେ ସାଲୁବାଲୁ ହୋଇ ଲାଇନରେ ଛିଡାହେଉଛନ୍ତି କିନ୍ତୁ ଜଗନ୍ନାଥ ବଲ୍ଲଭ କାରପାର୍କିଂରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ଚାଲିବାକୁ କଷ୍ଟ ବଡ ଦାଣ୍ଡରେ ଖାଲି ପାଦରେ ଚାଲିବାକୁ କଷ୍ଟ ଏ ଘୋର କଳିଯୁଗର ଲୋକ ମାନଙ୍କୁ କୌଣସି ସରକାର ପ୍ରଶାସନ ଗଜପତି କି ନିଜେ ଜଗନ୍ନାଥ ମହାପ୍ରଭୁ ବୁଝେଇ ପାରିବେନି ସେଥିପାଇଁ ଦାରୁବ୍ରହ୍ମ ରୂପରେ ଲୀଳାକରୁଛନ୍ତି ଦ୍ବାପର ଯୁଗରେ ସିନା ଗୋଟିଏ ଦୁର୍ଯ୍ଯୋଧନ ଥିଲା ତା ଅହଙ୍କାର ଭାଙ୍ଗି ଛଳରେ ଲୀଳାକଲେ ଏଠି ପରା କୋଟି କୋଟି ଦୁର୍ଯ୍ଯୋଧନ ଗୁଣର ଲୋକ ଜନ୍ମ ନେଇଛନ୍ତି ମହାପ୍ରଭୁ ବି ବଡଚିନ୍ତାରେ ଥିବେ ।ଯିଏ ପ୍ରକୃତ ଭକ୍ତ ତାର କିଛି ଚିନ୍ତାନାହିଁ ଦିନବନନ୍ଧୁ ତାର ପାଖେ ପାଖେ ଅଛି ଦର୍ଶନ ନହେଉ ହୃଦୟରେ ତ ଅଛି ତାର ନାମ ଶୁଣିଲେ କି ଗାଇଲେ ଭାବର ଅଶ୍ରୁ ବହୁଛି ଆଉ କଣ ଦରକାର। ଜୟ ଜଗନ୍ନାଥ

    • @srikantadas707
      @srikantadas707 Před 2 dny +1

      Bhai tama bhabana ku satare salute

    • @sandeepbaliarsingh8463
      @sandeepbaliarsingh8463 Před 2 dny +1

      Are bhai agaru gadi nathila bhakta kasta kariki bhakti bhabare chali chali asuthila. Hele ebe ta ghare ghare gadi. Puri jiba gote fashion hei galani. Tenu bhakti bhabare kete jana asuchanti. Tenu semanka thu adhika kan asa karajaipare.

    • @saradasahoo2409
      @saradasahoo2409 Před dnem

      @@srikantadas707 ଜୟ ଜଗନ୍ନାଥ

    • @saradasahoo2409
      @saradasahoo2409 Před dnem

      @@sandeepbaliarsingh8463 ଜୟ ଜଗନ୍ନାଥ

  • @sagarpandit7029
    @sagarpandit7029 Před 2 dny +16

    ଠିକ୍ କଥା କହିଛ ଭାଇ ଯୋଉ ରାଜା ମୁସଲିମ ସମ୍ପ୍ରଦାୟର ଫକିର ପାଖରେ ଯାଇ ମୁଣ୍ଡ ନୁହଉଛି ସିଏ କୋଉ ଟାଇପ୍ ର ରାଜା ମୁଁ ବୁଝପାରୁନାହିଁ

  • @jayjagannath2569
    @jayjagannath2569 Před 2 dny +51

    ଗଜପତି ଏମିତି କହିବା ଟା ଠିକ୍ ଲାଗୁନି,

  • @jyotsnanayak1788
    @jyotsnanayak1788 Před 2 dny +23

    Right

  • @ranjansahoo7231
    @ranjansahoo7231 Před 2 dny +20

    Very good.

  • @user-ku8ud9jd1v
    @user-ku8ud9jd1v Před 2 dny +8

    ବହୁତ ଭଲକଥା କହିଛନ୍ତି। ଧନ୍ଯବାଦ।

  • @jagdishkumarrath4631
    @jagdishkumarrath4631 Před 2 dny +13

    ଦେଶରୁ ରାଜତନ୍ତ୍ର ଯାଇଛି କିନ୍ତୁଆମ ରାଜା ପୁରୀ ଗଜପତି ଯିଏ କି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ,ଆଜି ବି ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ହୃଦୟ ରେ ରାଜା। ଶ୍ରୀ ମନ୍ଦିର ସ୍ବାର୍ଥ ରେ ସେ ମୁହଁ ଖୋଲିବା କଥା ନିର୍ଭୟରେ। ସିଏ ମୁହଁ ଖୋଲିଲେ ଓଡ଼ିଶା ହଲଚଲ ହେବ।ତାଙ୍କ ପ୍ରତି ପ୍ରତ୍ୟେକ ଓଡ଼ିଆ ଙ୍କ ର ସମ୍ମାନ ଅଛି।

  • @sureshchandradash6900
    @sureshchandradash6900 Před 2 dny +13

    ରାଜାଙ୍କ ପାଟିରୁ slot booking word ବିନାଶ କାଳେ ବିପରୀତ ବୁଦ୍ଧି ଓ ନୂଆ ସରକାରଙ୍କୁ ବଦନାମ କରିବା ଯୋଜନା

    • @jamunamurmu4427
      @jamunamurmu4427 Před 23 hodinami

      @@sureshchandradash6900 badnam nuhe bas real Katha kahi chhanti

  • @radhikeshtripathy4572
    @radhikeshtripathy4572 Před 2 dny +17

    Thik kahuchha bhai

  • @rajiblochanparida2546
    @rajiblochanparida2546 Před 2 dny +16

    100% Right

  • @SUJITKUANARGALLERY
    @SUJITKUANARGALLERY Před dnem +3

    ମହାରାଜା ଙ୍କୁ ହୃଦୟରୁ ଭକ୍ତି ଭରା ପ୍ରଣାମ,,, ଆମ ଓଡିଶା ର ଗର୍ବ ଓ ଗୌରବ ହେଉଛନ୍ତି ଆମ ଗଜପତି ମହାରାଜା...ଚଳନ୍ତି ଜଗନ୍ନାଥ ଙ୍କ ସ୍ଵରୂପ ଆମ୍ଭେ ଆମ୍ଭ ମହାରାଜା ଙ୍କୁ ହୃଦୟ ରେ ସ୍ଥାନ ଦେଇଚୁ, ମହାରାଜାଙ୍କର ଏଭଲି ମନ୍ତବ୍ୟ ମନ ଆଉ ହୃଦୟକୁ ଗଭୀର ଭବରେ ଆଘାତ କରୁଚି... ଆମ୍ଭେ ଏଭଳି ମନ୍ତବ୍ୟ କେବେବି ମହାରାଜା ଙ୍କ ପାଖରୁ ଆଶା କରି ନଥିଲୁ ...

  • @user-xm9fy3rk4h
    @user-xm9fy3rk4h Před 17 hodinami +2

    ଗଜପତି ମହାରାଜ ଙ୍କୁ ନେଇ ଏଭଳି ଶୀର୍ଷକ ଦେବା ଖୁବ ନିନ୍ଦନୀୟ।
    ଗୋଟେ ରାସ୍ତା ରେ ଚାଲୁଥିବା ଲୋକ ର ମତାମତ ନେଇ ଯେଉଁମାନେ ନିଜକୁ ପତ୍ରକାର କହୁଛନ୍ତି ସେମାନଙ୍କ ଜୀବନ ଧିକ।
    ଜଗନ୍ନାଥ ତମ ମାନଙ୍କୁ କ୍ଷମା କରିଵେ ନାହିଁ।

  • @subashsahoo3527
    @subashsahoo3527 Před 14 hodinami +2

    ଅତି ସୁନ୍ଦର ଉପସ୍ଥାପନା ମଞ୍ଜି ଜାଗାରେ ହାତମାରିଦେଲ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩

  • @kamalakantapani499
    @kamalakantapani499 Před 2 dny +21

    ଠିକ୍

  • @brajakishorepadhi4022
    @brajakishorepadhi4022 Před 2 dny +12

    ରାଜା ନା କଟୁଆଳ। ବିଜେଡି ଚାମଚା ଥିଲେ। ଖାଲି ମୁଚୁକୁନ୍ଦିଆ ହସ।

    • @Kalinga007.
      @Kalinga007. Před 2 dny

      Tu kana mundi ta Raja nku aminti katha kahuchu

    • @brajakishorepadhi4022
      @brajakishorepadhi4022 Před 2 dny

      @@Kalinga007. ନା ତୁ ମୁଣ୍ଡି, ରାଜ୍ୟହୀନ ରାଜା।

  • @bijayanandapanda8816
    @bijayanandapanda8816 Před 2 dny +9

    ପୁରୀ ରାଜା ଶ୍ରୀ ଜଗନ୍ନାଥ ଙ୍କ ଚଳନ୍ତି ପ୍ରତିମା
    ତାଙ୍କୁ ଏମିତି ...............

    • @AbhiKumar-do3rr
      @AbhiKumar-do3rr Před 2 dny +2

      Ae mananku khali badiba katha

    • @elizabehera6454
      @elizabehera6454 Před 2 dny +2

      ​@@AbhiKumar-do3rrRaja ebe chamacha hei galeni.jagannath nku bhika magei la bela ku kouthi thile?

    • @AbhiKumar-do3rr
      @AbhiKumar-do3rr Před 2 dny

      @@elizabehera6454 Raja adhika time news re asantini. Mandira niti chada Raja nka katha kahi manantini kahinki na aeta Ganatantra Desha. Au Raja bhut katha kahuchanti hele BJD mane ni. Ebe Argus Podcast tike dekha🙂

    • @AbhiKumar-do3rr
      @AbhiKumar-do3rr Před 2 dny

      @@elizabehera6454 Au Raja jaha karanti ba Puri jaha kichi hue sabu Mahaprabhu nka icha re

  • @ajayakumarb957
    @ajayakumarb957 Před 2 dny +8

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏🙏 ଭାଈନା କଥା ସରକାର ରଖନ୍ତୁ

  • @MahendraKumarNayak-dp9nz
    @MahendraKumarNayak-dp9nz Před 16 hodinami +2

    ଭାଇ ନମସ୍କାର। ଆପଣ ଠିକ୍ କହୁଛନ୍ତି, ଏହା ପ୍ରଚଳିତ ହେଲେ ସାରା ଓଡ଼ିଶା ରେ ଆନ୍ଦୋଳନ ହେବ। ଜୟ ଜଗନ୍ନାଥ।

  • @parsuramsahoo7509
    @parsuramsahoo7509 Před dnem +5

    ତୁମେ କୌ ବାଲ ଲୋକ, ନିଜକୁ କଣ ଭାବୁଛ ,ଗଜପତି ମହାରାଜଙ୍କୁ ସମ୍ମାନ ଦେଇ ଶିଖ ,ଲକ୍ଷେ ରାଜାର ମାଉଡ ମନି ,ଅସମ୍ମାନ କର ନାହିଁ। ତମେ ଲକ୍ଷେ ଚେଷ୍ଟା କଲେ,ଛେରାପହଁରା କରି ପାରିବ,।ତୁମଶୀମା ଭିତରେ ରୁହ।ଜୟ ଜଗନ୍ନାଥ ❤🎉🎉🎉🎉🎉❤

  • @pk5993
    @pk5993 Před 2 dny +4

    ଭାଇଙ୍କର ପ୍ରତ୍ୟେକ ବାକ୍ୟ ସ୍ବାଗତ ଯୋଗ୍ୟ

  • @mralingi2082
    @mralingi2082 Před 2 dny +9

    ସମ୍ବାଦ ମାଲିକ ରାଜାଙ୍କୁ ବେବହାର ଠିକ୍ କରନ୍ତୁ

  • @sandhyaranidhal1709
    @sandhyaranidhal1709 Před 2 dny +10

    Right 👍

  • @amitaacharya9342
    @amitaacharya9342 Před dnem +3

    ଜଗନ୍ନାଥ ଙ୍କୁ ଟ୍ରାଲିରେ, ଅଟୋ ରେ ଦ୍ଵାର, ଦ୍ଵାର ବୁଲାଇ ଚାଉଳ, ନଡ଼ିଆ ସଂଗ୍ରହ କରୁଥିଲା ନବୀନ ସେତେବେଳେ ଏ ରାଜା କୁଆଡେ ଥିଲେ? ପାଇଖାନା ୪ଟା ମହାପ୍ରଭୁ ଙ୍କ ପ୍ରାଚୀର କୁ ଲଗିକି ହେଲା ରାଜା ଙ୍କ ପାଟି ନଥିଲା କି? ଗୋ ମାତ(ଆମ ହିନ୍ଦୁ ଧର୍ମ ର ପୂଜ୍ୟ) କୁ କାଟି ମାଂସ ଖାଉଥିବା କାମିଆ ଜାଣି କୁ ମନ୍ଦିର ଭିତରେ ପଶା ଯାଇ ଫଟୋ ଉଥାଗଲା ରାଜା କୁଆଡେ ଯାଇଥିଲେ କି? ଆଜି ଆମ ଠାକୁର ଙ୍କୁ ଆମେ ଓଡ଼ିଆ ଦର୍ଶନ କଥା ବିଷୟରେ slots କଥା କହିଛନ୍ତି। ଧନ୍ୟ ରାଜା। ନିଜ ସମ୍ମାନ ନିଜେ ରଖନ୍ତୁ।

  • @subhaprasadpradhan2093

    ଆମେ ରାଜାଙ୍କୁ ସମ୍ମାନ କରୁ, କିନ୍ତୁ ଏହି ପଦକ୍ଷେପ ରେ ଜମା ରୁ ଭି ସମ୍ମତ ନୁହଁ।ଏହି ନିଷ୍ପତ୍ତି କୁ ବଦଳା ଯାଉ।

  • @TruptiBarik-oj5vm
    @TruptiBarik-oj5vm Před 2 dny +8

    Correct 💯.

  • @KarunakarDhani-eo2sl
    @KarunakarDhani-eo2sl Před dnem +2

    କଥାଟି ଭୁଲ ହୋଇପାରେ କିନ୍ତୁ ରାଜା ଙ୍କୁ ଏଭଳି ଅପମାନ କଥା ଆଦୌ ଗ୍ରହଣୀୟ ନୁହେଁ।

  • @rameshnayak6188
    @rameshnayak6188 Před 2 dny +4

    ସେ ରାଜା ନୁଅ ପାଗଳ

  • @ganeshkumardash6833
    @ganeshkumardash6833 Před 16 hodinami +1

    ଭାଇ ମୁଁ ଆପଣଙ୍କୁ ପ୍ରଥମେ ପ୍ରଣାମ କରୁଛି
    ଜୟ ଜଗନ୍ନାଥ,🙏🙏🙏

  • @prasantkumarpatra6293
    @prasantkumarpatra6293 Před dnem +2

    ଏତେ ବଡ ବଡ କଥା କହୁଥିବା ଲୋକମାନେ କେବେ ରାଜାଙ୍କୁ ସମ୍ମାନ ଦେଉଛନ୍ତି କି

  • @user-gx8oj2kl6n
    @user-gx8oj2kl6n Před dnem +1

    ଆପଣଙ୍କ ମନ୍ତବ୍ୟ ବହୁତ ଶୁଣି ବହୁତ ଖୁଶି ଲାଗିଲା ଯାହା କହିଲ ଠିକ କଥା କହିଲ ଧନ୍ୟ ବାଦ ଆପଣଙ୍କୁ

  • @ChinmayaMissionBrahmapur

    ମହାଶୟ, ଆପଣ ଜଣେ ବିଜ୍ଞ ବ୍ୟକ୍ତି ମାତ୍ର ଓଡ଼ିଆ ଜାତିର ପ୍ରାଣ ସ୍ବରୂପ ଶ୍ରୀ ଶ୍ରୀ ଗଜପତି ମହାରାଜାଙ୍କୁ ଏପରି ଭାଷା ଅତ୍ୟନ୍ତ ଦୁଃଖର ବିଷୟ !

  • @enjoywithdpradhan8552
    @enjoywithdpradhan8552 Před dnem +3

    ଭାଇ ଏହା କୁହନ୍ତୁ ସେ କଥା ମାନୁଥିଲେ ତାଙ୍କର
    ଦୟାପୂର୍ବକ ପାଦ ଚାଟିବା କଥା କୁହନ୍ତୁ ନି

  • @gggamer5478
    @gggamer5478 Před 2 dny +3

    Correct 💯 bhai. ରାଜା ବୋଧେ ଓଲ୍ଡ age heigalani❤❤

  • @manojmukhi4078
    @manojmukhi4078 Před 2 dny +10

    Ek dum thik katha. We support you sir app Jaise log hazar sall jiyo

  • @AmiyaSc
    @AmiyaSc Před 10 hodinami +1

    ଶ୍ରୀଜଗନ୍ନାଥ କ'ଣ କେବଳ ତୁମର।ସମଗ୍ର ବିଶ୍ୱ ଶ୍ରୀ ଜଗନ୍ନାଥଙ୍କ ର। ନିଜ କୁ ଓଡ଼ିଆ କହିବା ଭଲ।କିନ୍ତୁ ତା ମାନେ ନୁହେଁ ଯେ ଶ୍ରୀଜଗନ୍ନାଥ କେବଳ ତୁମର ।ତମ ମାନଙ୍କ ଚିନ୍ତା ଧାରା ଆଉ ହୀନ କର୍ମ ପାଇଁ ଓଡ଼ିଶା ଆଜି ସବୁ ରାଜ୍ୟ ତୁଳନାରେ ପଛରେ। ନିଜ ର୍ଗବ ଅହଂକାର ଛାଡ ନହେଲେ ମରିବ ସବୁ

  • @nrusingha209-dn6tn
    @nrusingha209-dn6tn Před 17 hodinami +2

    ବାଇସି ପାହାଚ ଦେଇ, ନାଟ ମଣ୍ଡପ ଭିତରେ, ଭିତର କାଠ ପର୍ଯ୍ୟନ୍ତ ଧାଡ଼ି ଦର୍ଶନ ରେ ଅସୁବିଧା କୋଉଠି.... ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ଏକମାତ୍ର ସୁବିଧା ଉପାୟ.. ସ୍ଲଟ୍ ବୁକିଂ ସଠିକ୍ ବ୍ଯବସ୍ଥା ନୁହେଁ...

  • @satyapany3231
    @satyapany3231 Před dnem +2

    ଅଙ୍କଲ ବହୁତ intelligent ଲାଗୁ ଛନ୍ତି। ମହାରାଜ ଏଠି ଗୋଟେ ପ୍ରସ୍ତାବ ରଖିଲେ। ତୁମ ଭଳି ଜ୍ଞାନୀ ଲୋକ ତା ଉପରେ ତର୍ଜମା ନକରି - ମହାରାଜା ଙ୍କୁ ଅପମାନିତ କରୁଛ। ଏଇମିତି ଅଳିଆ ଙ୍କ ପାଇଁ ଆଗକୁ ଭଲ ଓ ଉଚିତ ପ୍ରସ୍ତାବ ଦେବାକୁ ମହାରାଜ ଅନିଚ୍ଛା ହେବେ।

  • @frompureindiansvillagers7607

    ବେ ମୂର୍ଖ ପୁରୀ ରାଜା ଆମର ମଉଡ଼ମଣି... ତାଙ୍କ ବିଷୟରେ କିଛି କୁହନ୍ତୁ ନାହିଁ

  • @gourikumartripathy1816
    @gourikumartripathy1816 Před 20 hodinami +2

    ସ୍ଲଟ ବୁକିଂ ହେଲେ ବହୁ ପୁରାତନ ପରମ୍ପରା ଭାଙ୍ଗି ଯାଇପାରେ ।

  • @malayakumarpanda9899
    @malayakumarpanda9899 Před dnem +1

    ଶୀର୍ଷକ ଟା ଠିକ ଭାବେ ଲେଖନ୍ତୁ। ଦର୍ଶକ ମାନଙ୍କୁ ଆକର୍ଷଣ କରିବାକୁ କଣ ଏମିତି ଲେଖା ଯାଏ? ଯିଏ ବାଇଟ୍ ଦେଇଛନ୍ତି ବହୁତ ସୁନ୍ଦର କଥା କହିଛନ୍ତି। ତାଙ୍କୁ ଧନ୍ୟବାଦ୍।

  • @amitabhmohanty2458
    @amitabhmohanty2458 Před 12 hodinami +1

    ଭାଇ ସତକଥା କହିଲେ ରାଜାଙ୍କ ଭୂମିକା ସମ୍ପର୍କରେ ସନ୍ଦେହକରିବା ସ୍ଵାଭାବିକ

  • @sagarsahoo611
    @sagarsahoo611 Před dnem +2

    ତମେ କିଏ ହୋ, ରାଜାଙ୍କୁ ଏପରି ଭାଷାରେ କହିବାକୁ ? ରାଜା ନିଜ ମନରୁ କିଛି କହିନାହାନ୍ତି, ପରିଚାଳନା କମିଟିର ଏକ ପ୍ରସ୍ତାବକୁ ସେ ସାମ୍ବାଦିକଙ୍କୁ କହିଛନ୍ତି. ଏହା କାର୍ଯ୍ୟକାରୀ ହେବ କି ନାହିଁ, ସେକଥା ରାଜ୍ୟ ସରକାର ନିଷ୍ପତି ନେବେ. ତମେ ନଈ ନଦେଖୁଣୁ ଲଙ୍ଗଳା କାହିଁକି ହେଉଛ ?

  • @user-hm9ll4kq9k
    @user-hm9ll4kq9k Před dnem +2

    ଭାଇ ଠିକ୍ କହିଛନ୍ତି.... ଜୟ ଜଗନ୍ନାଥ👏👏👏

  • @vladimirputin6530
    @vladimirputin6530 Před 20 hodinami +2

    କେଡେବଡ ଆତଂକବାଦୀ କି ତମେ ?? ଏପ୍ରକାର ହେଡଲାଇନ ଦେଇ ଉତ୍କଳ ଲେଖିଛ ତମ ଖବର ର ନାଁ ? ତୁରନ୍ତ ହଟାଅ ।
    ଗଜପତି ମହାରାଜ କାହା ଘରର ଚାକର ନୁହଁନ୍ତି । ଏଇ ବଂଶର ରକ୍ତ ଦାନ ରେ ଓଡିଶାର ହିନ୍ଦୁ ଆଜି ସୁରକ୍ଷିତ ତାଂକୁ ଅପମାନିତ କରୁଛ ଭଗବାନ ସହିବେନି ।
    ନିଜର କଥା ରେ ଶାଳୀନତା ରକ୍ଷା କରନ୍ତୁ । ଗଜପତି ମହାରାଜ ଆପଣଂକ ଘରର ସେବକ ନୁହଁନ୍ତି ବା ସେ କୌଣସି ରାଜନୈତୀକ ଦଳ ସହ ସଂପୃକ୍ତ ନୁହଁନ୍ତି ।
    ଏପରି ଶବ୍ଦ କହିବା ପୂର୍ବ ରୁ ନିଜସ୍ୱ ଶବ୍ଦ ଉପରେ ନିୟତ୍ରଣ ରଖନ୍ତୁ ।
    ମୁର୍ଖତାର ଗୋଟେ ସୀମାଥାଏ ।
    ଗଜପତି ମହାରାଜ କଣ କହିଛନ୍ତି ନାହାଁନ୍ତି ସେ ତ ଲଦି ଦେଇନାହାଁନ୍ତି ।

  • @arunchandrahota9072
    @arunchandrahota9072 Před dnem +2

    ଗଜପତି ଶ୍ରୀ ଜଗନ୍ନାଥ ଙ୍କ ଚଳନ୍ତି ପ୍ରତିମା ।
    ତାଙ୍କୁ ଅପମାନିତ କରନ୍ତୁ ନାହିଁ।

  • @UmamaniRoutUma-js5ss
    @UmamaniRoutUma-js5ss Před 2 dny +2

    ଜଗନ୍ନାଥ ଙ୍କୁ ନେଇ ରାଜନୀତି ବନ୍ଦ କରନ୍ତୁ

  • @swapnamanasiprusty9101

    ଅତୀତ ରୁ ଶୁଣିଛୁ ଯେତେବେଳେ ଶ୍ରୀ ମନ୍ଦିର କି ଉତ୍କଳ ରେ ବିପଦ ପଡେ ପୁରୀ ର ଯିଏ ବି ରାଜା ଥିବେ ପ୍ରଭୁ ଙ୍କ ମନ୍ଦିର ରେ ଚରଣ ରେ ଗୁହାରି ପଡନ୍ତି, ତାଙ୍କୁ ପ୍ରଭୁ ଙ୍କ ସ୍ବପ୍ନ। ଦେଶ ବି ହୁଏ । କୋରୋନ। ମହାମାରୀ ରେ ରଥ ଟଣ। ହେବ କି ନାହିଁ, ବିଧି , ନୀତି ହେବ କି ନାହିଁ, ପରିକ୍ରମା ପ୍ରକଳ୍ପ ରେ ରଥ ବୁଲିଲା, ମୁଠି ଚାଉଳ ସଂଗ୍ରହ ହେଲା ଏହା ଠିକ୍ କି ଭୁଲ ଥିଲା କିଏ ଜାଣେ?ଏମିତି କେତେ କଣ ନୀତି, ଅନିତୀ ସମୟରେ ରାଜା କାହିଁ ପ୍ରଭୁ ଙ୍କୁ ଗୁହାରି କରି ନାହାନ୍ତି, କି ନିଜ ମତାମତ ରାଜ୍ୟବାସୀ ଙ୍କୁ ଦେଇନାହାନ୍ତି । ସେତେବେଳେ ଆମ ଭଳି ସାଧାରଣ ଲୋକ ବହୁତ୍ ଭାବିଛୁ ଏ ସବୁ ଠିକ୍ କି ଭୁଲ ହେଲେ ଉତ୍ତର ମିଳିନାହିଁ। ରାଜା ଇନ୍ଦ୍ରଦ୍ୟୁମ୍ନ ତ'' ମୁଁ ' ର ଅହଙ୍କାର ତାଙ୍କ ଠାରେ ନ ଆସୁ ବୋଲି ନିଜେ ନିର୍ବଂଶ ହେବା ର ପ୍ରଭୁ ଙ୍କୁ ମାଗି ନେଇଥିଲେ । ମା ଗୁଣ୍ଡିଚା ତ ଥିଲେ ମହାନ ଆତ୍ମା । ସେମାନଙ୍କ ଭକ୍ତି ରେ ହିଁ ଶକ୍ତି ଥିଲା,ତେଣୁ ରାଜା ଜଣେ ଭକ୍ତ ହେବା ଏତେ ସହଜ ନୁହେଁ ବହୁତ୍ ବହୁତ୍ କଷ୍ଟ । ସେତିକି ନିଷ୍ଠା, ଶ୍ରଦ୍ଧା,ସମର୍ପଣ, ନିଃସ୍ଵାର୍ଥପର, ନିରପେକ୍ଷ ହେବା ଦରକାର ।

  • @prasantchinara9911
    @prasantchinara9911 Před 2 dny +4

    Right brother

  • @niharpalai3774
    @niharpalai3774 Před dnem +2

    Se ହାରାମି ଗଜପତି ସବୁ chalaki କରିଛି BJD saha misiki, Kahuchhi ପରିକ୍ରମା ପ୍ରକଳ୍ପ ବହୁତ୍ ସୁନ୍ଦର ବୋଲି, ଯୋଉ 4200 କୋଟି ଖାଇଗଲେ ସେ ଗଜପତି ରାଜା ସେଥିରୁ ଲାଞ୍ଚ ନେଇଛି ବୋଧେ ସେ ଲାଗି ଦୁର୍ନୀତି ନବୀନ ମଦୁଆ ସରକାର କୁ ଭାରି ପ୍ରଶଂସା କରୁଛି💮🌿Jagannath🌿💮 Sena ଆନ୍ଦୋଳନ କରନ୍ତୁ ନହେଲେ e ghodamuhan Gajapati ku 💮🌿Mahaprabhu🌿💮 nije ଦଣ୍ଡ ଦେବେ🙏

  • @SrikanthSrikanth-on6ld
    @SrikanthSrikanth-on6ld Před 2 dny +2

    ଠିକି କଥା ଯେତେ ବେଳେ ଚାହିଁବୁ ସେତେବେଳେ ପ୍ରବହୁଙ୍କୁ ଦେଖିବୁ

  • @RJVlogers-gu3gt
    @RJVlogers-gu3gt Před 21 hodinou +1

    ସବୁଠୁ ଭଲହବ ଆଧାର କାର୍ଡ ଦେଖିବ ତା ପରେ ଛାଡ଼ିବ ହେଲା ତୋ ହେ ପ୍ରଭୁ ଆପଣ ହିଁ କହିପାରିବେ ଏଇ ମଣିଷ ମୁଣ୍ଡରେ କଣ ଅଛି 🙏🙏🙏

  • @sarojkumarswain1587
    @sarojkumarswain1587 Před 2 dny +4

    Absolutely right said brother 👍

  • @gopiramray8284
    @gopiramray8284 Před 18 hodinami +1

    ମନ୍ଦିର ସର୍ବଦା ଭକ୍ତ ମାନଙ୍କ ପାଇଁ। ଯଦି ମନ୍ଦିରକୁ ନେଇ ଅଧିକ ରାଜନୀତି କେହି କରନ୍ତି ତାହା ହେଲେ ପ୍ରଶାସନ ଆଉ ନେତା ମାନେ ମନ୍ଦିରକୁ ତାଙ୍କ ଘରେ ରଖନ୍ତୁ।

  • @surendramallik8749
    @surendramallik8749 Před 2 dny +2

    ଜଗନ୍ନାଥଙ୍କ ପାଖରେ କେ ହୀ ବଡ଼ ନୁହଁ, ରାଜା କିଏ, ରାଜା କିଛି ନୁହେଁ, ରାଜା ଙ୍କ ର କୌଣସି ଅଧିକାର ନାହିଁ ଜଗନ୍ନାଥଙ୍କ ପାଖରେ

  • @pratapchpradhan3607
    @pratapchpradhan3607 Před 2 dny +2

    ଏଇଟା କହିବା ମହାରାଜା ଙ୍କ ପାଇଁ ଠିକ ନୁହଁ. Slat ବୁକିଙ୍ଗ କରିବା ଠିକ habani

  • @narottambarik1637
    @narottambarik1637 Před 2 dny +4

    Mani goli Bhai you are great..

  • @BuluRashmivlogs
    @BuluRashmivlogs Před dnem +1

    ବହୁତ ସୁନ୍ଦର ଉପସ୍ଥାପନା

  • @kulamanibaral5041
    @kulamanibaral5041 Před 2 dny +2

    ଠିକ୍ କଥା ଗଜପତି ବିଜେଡିର ପାଦଚଟା

  • @somanathkhara8368
    @somanathkhara8368 Před 2 dny +3

    ଧନ୍ୟବାଦ ସାର ଆପଣଙ୍କୁ ବଢିଆ କହିଲେ।

  • @panchananpradhan2199
    @panchananpradhan2199 Před dnem +1

    100%ଠିକ କହୁଛନ୍ତି ଏ ଭାଇ 👍🏻👍🏻👍🏻👍🏻👍🏻👍🏻👍🏻, ଜୟ ଜଗନ୍ନାଥ 🙏🏻

  • @dukhishyampattanaik7302

    ତମେ ରାଜା ଙ୍କ ପ୍ରତି ଏଭଳି ମନ୍ତବ୍ୟ ଭଲ ଲାଗୁନି । ତମେ କିଏ, କଣ ମନ୍ଦିର ଦାୟିତ୍ଵ ରେ ଅଛ । ବାଜେ କଥା କହୁଛ l।

  • @KushaRaut-eg1yr
    @KushaRaut-eg1yr Před 2 dny

    ଏ ରାଜା ବାବୁ ବିଜେଡ଼ି ରାଜା ବାବୁ ଯାହା ତାମିଲ୍ ବାବୁ ର ଦରମା ରେ ଅବସ୍ଥିତ ଅଛନ୍ତି ଧନ୍ୟ ଦନ୍ୟ ରାଜା ଜି👌👍

  • @ManojKumar-wb8yu
    @ManojKumar-wb8yu Před 2 dny +2

    ଆମ ଠାକୁର ଆମେ ଯେତେବଳେ ଚାହିଁବୁ ଆମେ ଦେଖିପାରିବୁ, ତାଙ୍କୁ ନ ଦେଖିଲେ ଆମେ ପାଗଳ..... ହେ ମହାବାହୁ ଏ slot ବୁକିଂ ନ ହେଉ ପ୍ରଭୁ ।

  • @jayjagatgroups9775
    @jayjagatgroups9775 Před dnem +2

    ସତ କହିଲେ ଭାଇ ଏହି ରାଜା ଟା ବଡ଼ ହା_ମି ଭଳିଆ ଦୀର୍ଘ ୨୫ ବର୍ଷ ପର୍ଯ୍ୟନ୍ତ ପୁରା ମାଇଚା ଭଳି ଥିଲା !ପିଣ୍ଡିଆନ ହାରାମୀର ମନ ଇଛା ଲୁଟ୍ ବିରୋଧରେ ପଦେ ବି କହିଲେ ନାହିଁ !

  • @anjanadeo7899
    @anjanadeo7899 Před dnem +2

    Right 👍👍👍
    Jay Jagannath 🙏

  • @jibanjyotirout2066
    @jibanjyotirout2066 Před 2 dny +6

    ଆମେ ଓଡ଼ିଆ ଲୋକ ବୋଲି ବାହାର ରାଜ୍ୟରେ ବହୁତ ଶୁଣିବାକୁ ପଡେ ଯେମିତି ଗରିବ ରାଜ୍ୟ, ଉପହାସ, ବଙ୍କା ବଙ୍କା ଭାଷା, ଆମ ସଂସ୍କୃତି ଆମ ଭାଷା ଚାଲି ଚଳନ ଉପରେ ବାହାରେ ଉପହାସ ସହିଆସୁଛୁ but ଆମ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଆମେ ଗର୍ବ କରୁ, ସେ ଅଧିକାର ଆମ ଠାରୁ କେହି ଛଡେଇ ନେଇପରିବେନି ନହେଲେ କାହାରିକୁ କି ଛାଡ଼ିବୁନୁ, ଯୁଦ୍ଧ ଆରମ୍ଭ କରିବୁ

  • @subodhakumarray6136
    @subodhakumarray6136 Před 2 dny +3

    ବ୍ୟବହାର ଠିକ୍ କରି କୁହନ୍ତୁ। ଯାହାହେଲେ ସେ ଠାକୁର ରାଜା।

    • @golapsahoo3210
      @golapsahoo3210 Před 2 dny

      @@subodhakumarray6136 ଭାଇ ଟିକେ କୋମେନ୍ଟ ପଢ କେତେ ଭଲ କୋମେନ୍ଟ ଆସୁଛି

  • @suryanarayanbadatya7555
    @suryanarayanbadatya7555 Před 15 hodinami +2

    ପୁରୀ ମହା ରାଜା ଙ୍କୁ ତୁ ଯଦି ନିନ୍ଦା କରୁଛୁ ଜଗନ୍ନାଥଙ୍କ ଅପମାନ ତୁ ଚେଷ୍ଟିପରିବୁନି ,,,,

    • @susantatandia4539
      @susantatandia4539 Před 11 hodinami

      @@suryanarayanbadatya7555 tanka sahita semeti link rahuchhe ke.sir

  • @santoshmaharana5800
    @santoshmaharana5800 Před dnem +1

    , ଗରୁଡ଼ ସ୍ତମ୍ବ ପାଖରୁ ଠାକୁର ପର୍ଯ୍ୟନ୍ତ ବ୍ୟାରିକେଡ଼ ରେ ଲାଇନ ବ୍ୟବସ୍ଥା ହେଉ

  • @bikashmahanta7579
    @bikashmahanta7579 Před 2 dny +4

    Right ଭାଇ

  • @pusparani4987
    @pusparani4987 Před dnem +1

    ରାଜା କହିଛନ୍ତିମାନେ କିଛିଭଲ କହିଥିବେ ତା ପରେ ବିଜେଡି କୋଉଠୁ ଆସିଲା

  • @sundhip9789
    @sundhip9789 Před dnem +2

    Jay Jagannath Swami 🙏🙏🙏🚩🕉️

  • @jesusray1191
    @jesusray1191 Před 22 hodinami +1

    Bhai Bahut badhiya kahile, dhanyawad 🙏🙏🙏🙏

  • @dromkarhota
    @dromkarhota Před dnem +1

    ଭକ୍ତ ଓ ଭଗବାନ ଭିତରେ slot booking, ବହୁତ ହାସ୍ୟାସ୍ପଦ

  • @Shivron
    @Shivron Před 14 hodinami +1

    Very true . Well said . The main crowd is inside the temple where it’s too difficult to get the glimpse of Lord Jagannath bcz of the huge crowd.Govt has to make some arrangements there itself so that people can see Lord Jagannath peacefully.

  • @mvkuudsjvlydts1115
    @mvkuudsjvlydts1115 Před dnem +1

    ଭାଇ ପୁରା correct କଥା କହିଛନ୍ତି 🤝🤝ଆମ ଠାକୁର ଆମେ ଯାହା କରିବୁ l ସଳେ bjp ଵାଲେ ଆମ ଠାକୁରଙ୍କୁ online ବ୍ୟାପାର ଚଲେଇଛନ୍ତି

  • @sudhansupatra9792
    @sudhansupatra9792 Před 2 dny +5

    Thik katha

  • @RabindraKumarDhir
    @RabindraKumarDhir Před dnem +1

    ତୁମକୁ କିଛି ରାଜାଙ୍କ ବିଷୟରେ ଜଣାନାହିଁ କାରଣ ଇଜତ କଣ ସେ ଜାଣିଛନ୍ତି ସେ ନିରୁମୂଲୀଲାତାନୁହଁ ରାଜାଙ୍କ ଇଜତ କୁ ଜଗନ୍ତିନିଜେ

  • @shakaharipruthivi8696
    @shakaharipruthivi8696 Před 2 dny +12

    ଭାଇ ଟି ସତ କହୁଛନ୍ତି। ଗଜପତି ନବୀନ ସରକାର ରେ ମୁକ ହେବାର ଅଭିନୟକଲେ। ନିଜର କିଛି ସ୍ବାର୍ଥ ଥିବ। ମାତ୍ର ମଠ ମନ୍ଦିର ଭାଙ୍ଗିବା ଓ ଲୁଣ୍ଠନ ରେ ମୁକ ରହିଲେ। ଏ ସରକାର ରତ୍ନ ଭଣ୍ଡାର ଖୋଲିବା କଥା କହିଲା ମାତ୍ର ଆପଣ ନବୀନ ସରକାର କୁ ଏ କୃତିତ୍ୱ ଦେବା କୁ ଚାହାନ୍ତି। ଗୋଟେ ଚେନାଲ ରେ କହୁଥିଲେ ଆର ବର୍ଷ august ରେ ନିଷ୍ପତି ହୋଇ ଥିଲା। ଏଥିରୁ ଆପଣଙ୍କ ମତ ବୁଝି ହୁଏ।
    ମିଡିଆ ଓ ସରକାର ଶଙ୍କରାଚାର୍ଯ୍ୟ ଓ ରାମଚନ୍ଦ୍ର ବଡ ପଣ୍ଡା ଙ୍କ ପରାମର୍ଶ କାହିଁକି ଦେଖାଉ ନାହିଁ? ସେ ମାନେ ଠାକୁରଙ୍କ ଲୋକ କଣ ନୁହନ୍ତିକି ?

    • @AbhiKumar-do3rr
      @AbhiKumar-do3rr Před 2 dny

      Tame jemiti dekhila bhalia Argus Podcast dekha ebe ra dine adhe Puri asiba ta dhere Ama Gajapati nku emiti kahucha laja laguni

    • @AbhiKumar-do3rr
      @AbhiKumar-do3rr Před 2 dny

      Bada Panda kie ki ? Tanka paramasha nebe samaste. Sea bhi jane sadharana sevaka . Paramarsha Chalanti Narayana au Sankaracharya nka ra nia jae

    • @shakaharipruthivi8696
      @shakaharipruthivi8696 Před 2 dny +1

      @@AbhiKumar-do3rr ବଡ ପଣ୍ଡା କିଏ? ଶଙ୍କରାଚାର୍ଯ୍ୟ କିଏ? ଭଲ ପ୍ରଶ୍ନ। ସମୟ କୁ ଦେଖି ଚାଲ ନିଜ ପ୍ରଶ୍ନ ର ଉତ୍ତର ନିଜେ ଦିନେ ପାଇଯିବ।

    • @shakaharipruthivi8696
      @shakaharipruthivi8696 Před 2 dny +1

      @@AbhiKumar-do3rr ଲଜ୍ଜ୍ୟା ସେଇ ମାନଙ୍କୁ ଲାଗିବ ଯିଏ ମିଛ କହନ୍ତି। ଯିଏ ବିନା ସ୍ବାର୍ଥ ରେ ନିରପେକ୍ଷ ଦେଖେ ସେ କାହିଁକି ଲଜ୍ଜ୍ୟା ଅନୁଭବ କରିବ?

    • @AbhiKumar-do3rr
      @AbhiKumar-do3rr Před 2 dny

      @@shakaharipruthivi8696 Sankaracharya kie boli kete bele pacharili ? Mu kn lekhichi thik se padha. Mu lekhichi Bada Panda nka paramarsha nia jaeni kitnu Sankaracharya au Gajapati nkara nia jae. Emiti bhi Bada Panda bhi Gajapati au Sankaracharya nka ra paramarsha nianti. Ame Shrikshetra re rahuchu ame jainchu. Bada Panda mana nuhe j sea sabu thu bada samaste tanka katha re chalibe. Jagannatha Sanskruti ama ku jana achi. Jagannatha nka adhya sevaka hela Gajapati na ki bada panda. Au Badapanda jete bada sevaka bhabucha setiki Vitarcha, Puja Panda anyanya sevaka bhi setiki bada.

  • @user-hm9ll4kq9k
    @user-hm9ll4kq9k Před 2 dny +19

    ପୁରୀ ଶଙ୍କରାଚାର୍ଯ୍ୟ ମଧ୍ୟ ଏ ମାନେ ସବୁ ଗୋଟେ ଲାଉ ର ମଞ୍ଜି

    • @sabitabehera3588
      @sabitabehera3588 Před 2 dny +1

      Apana kebe Puri Sankara nka katha suninahanti .sebhali byakti nka pain epari vranta chintadhara nindaniya.

    • @user-hm9ll4kq9k
      @user-hm9ll4kq9k Před 2 dny

      @@sabitabehera3588 ଆପଣ ମୋତେ ଜ୍ଞାନ ଦେବା ଦରକାର ନାହିଁ । ୪ ଜଣ ଶଙ୍କରାଚାର୍ଯ୍ୟ ଧର୍ମ ଗୁରୁ ଙ୍କ କଣ ଅବଦାନ କହିଲେ ? କଂଗ୍ରେସ ସମୟରେ ନିଯୁକ୍ତି ଶଙ୍କରାଚାର୍ଯ୍ୟ ପଦ ପାଇଥିଲେ । ରାମ ମନ୍ଦିର କୁ ବିରୋଧ କଲେ । ସାଧୁ ସନ୍ଥଙ୍କ ହତ୍ୟା କାଣ୍ଡ ରେ ମୁହଁ ଚୁପ୍ ରୁହନ୍ତି । ଜାତିବାଦି ହିନ ମାନସିକତା ରେ ଆକ୍ରାନ୍ତ । ସର୍ବୋଚ୍ଚ ଧର୍ମ ଗୁରୁ ପରା ? ହିନ୍ଦୁତ୍ବ ଓ ହିନ୍ଦୁ ସମାଜ ହିନ୍ଦୁ ଯୁବ ପିଢ଼ି ଙ୍କୁ କଣ ବାର୍ତ୍ତା କଣ ଅବଦାନ ଏମାନଙ୍କର ? କେବଳ ଗୋବର୍ଦ୍ଧନ ମଠ ଆଶ୍ରମ ରେ ac ରୁମ୍ ରେ ଜୀବନ ଜାପନ ଦେଶୀ ଗାଈ ଘିଅ ରାବିଡି ସ୍ଵାଦିଷ୍ଟ ଖାଦ୍ୟ ଭୋଜନ କରି ଦିନ କାଟନ୍ତି ଏହା ହିଁ ଅପ୍ରିୟ ସତ୍ୟ ଧନ୍ୟବାଦ୍ ଜୟ ଜଗନ୍ନାଥ👏👏

    • @user-hm9ll4kq9k
      @user-hm9ll4kq9k Před 2 dny

      @@sabitabehera3588 ଆପଣ ମୋତେ ଜ୍ଞାନ ଦେବା ଦରକାର ନାହିଁ । ୪ ଧାମ ର ୪ ଧର୍ମଗୁରୁ ଶଙ୍କରାଚାର୍ଯ୍ୟ ଙ୍କ ହିନ୍ଦୁତ୍ବ ପ୍ରତି କଣ ଅବଦାନ କହିଲେ ? ଏମାନେ ତ ରାମ ମନ୍ଦିର କୁ ବିରୋଧ କଲେ । ସାଧୁ ସନ୍ଥ ଙ୍କ ହତ୍ୟା ରେ ମୁହଁ ବନ୍ଦ୍ । ଏ ୪ ଜଣ ଶଙ୍କରାଚାର୍ଯ୍ୟ କଂଗ୍ରେସ ସମୟରେ ପଦ ପାଇଥିଲେ କଂଗ୍ରେସ ଦ୍ଵାରା । ଏମାନେ କେବଳ ac ରୁମ୍ ରେ ଆରାମ କରନ୍ତି । ଗୋବର୍ଦ୍ଧନ ମଠ ରେ ଦେଶୀ ଘିଅ ରାବିଡି ସ୍ଵାଦିଷ୍ଟ ଭୋଜନ କରନ୍ତି । ଏମାନେ ସବୁ ଜାତି ବାଦି ଅହଙ୍କାରୀ । ହିନ୍ଦୁ ସମାଜ ପ୍ରତି କିଛି ଅବଦାନ ନାହିଁ ଏହା ହିଁ ଅପ୍ରିୟ ସତ୍ୟ... ଜୟ ଜଗନ୍ନାଥ👏👏

    • @Humanity299
      @Humanity299 Před 2 dny +1

      ରାଜା ଙ୍କ ବିଷୟରେ କିଛି ଜଣା ନାହିଁ ନା ଶଙ୍କରାଚାର୍ଯ୍ୟ ଙ୍କ ବିଷୟରେ😂😂😂 ରାଜା ଜଗନ୍ନାଥଙ୍କ ଅଟୋ ବୁଲା ଚାଉଳ ମଗା BJD ବିଷୟରେ ବି ମୁଁହ ଖୋଲିଥିଲେ

    • @user-hm9ll4kq9k
      @user-hm9ll4kq9k Před dnem

      @@Humanity299 ତମକୁ ବହୁତ ଜଣା ଜ୍ଞାନ ପେଲା bjd ଚାଟୁକାର । ମହାପ୍ରଭୁ ଙ୍କୁ ବାର ଦୁଆର କଲା ପରେ ରାଜା ଭଲେଇ ହେବା ପାଇଁ ଲୋକ ଦେଖନିଆ ମୁହଁ ଖୋଲି ଥିଲେ ! ଗୋ ମାଂସ ଭକ୍ଷଣକାରି କମିଆ ଜାନି ମନ୍ଦିର ପ୍ରବେଶ ବେଳେ ରାଜା ମୌନ ରହିଲେ କଣ ପାଇଁ ? ଶଙ୍କରାଚାର୍ଯ୍ୟ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କୁ କାହିଁ ବିରୋଧ କଲେ ? ଆମନ୍ତ୍ରଣ ପାଇ ମଧ୍ୟ ଗଲେନି ? ଆଉ ଅଧିକ କିଛି କହିବାରେ ନହିଁ ଏତିକି ଯଥେଷ୍ଟ । ରାଜା bjd ଦଲାଲ ଆଉ ଶଙ୍କରାଚାର୍ଯ୍ୟ ହେଲେ କଂଗ୍ରେସ ଦଲାଲ କାରଣ କଂଗ୍ରେସ ପିରିୟଡ଼ ରେ ଶଙ୍କରାଚାର୍ଯ୍ୟ ପଦ ପାଇଥିଲେ....ବୁଝିଲୁ

  • @ManasDas-rv4mc
    @ManasDas-rv4mc Před dnem +2

    Jay shree jagannath 🙏🙏🙏

  • @santoshjena5811
    @santoshjena5811 Před 2 dny +1

    ଦେଖ ଭାଇ ଏମାନେ ଆଗକୁ ଆହୁରି କଣ କରିବେ ,ଜୟ ଜଗନ୍ନାଥ

  • @ASHOKKUMARTOIKA
    @ASHOKKUMARTOIKA Před 2 dny +1

    ରାଜା ନୁହେଁ ବରଂ BJP ସରକାର କହୁଛି ସ୍ଲୋଟ ବୁକିଙ୍ଗ ପାଇଁ