ଗରିବ କିପରି ଧନୀ ହୁଏ || ଆଚାର୍ଯ୍ୟ ଅରୁଣ || Gariba kipari Dhani Hue || Acharya Arun

Sdílet
Vložit
  • čas přidán 29. 05. 2021
  • ଗରିବ କିପରି ଧନୀ ହୁଏ , ଜାଣିବା ପାଇଁ ଚାହୁଁ ଥିଲେ ନିଶ୍ଚୟ ଦେଖନ୍ତୁ । ଦେଖନ୍ତୁ ଏଇ ଭିଡ଼ିଓ,ଏ କାହାଣୀ ଆପଣ ଙ୍କ ଭାଗ୍ୟ ବଦଳେଇ ଦେବ, ଆଉ ଭଲ ଲାଗିଲେ ସେୟାର କରିବାକୁ ଭୁଲିବେନି | Please watch this Inspirational & spiritual talk by Acharya Arun and If you like this do not forget to share and subscribe .
    This is A spiritual channel to provide life changing lessons through stories by ACHARYA ARUN . ACHARYA ARUN has been inspired from Baba Baikunthanath Brahmachari .
    ଏହା କେବଳ ଆଧ୍ୟାତ୍ମିକ ଜ୍ଞାନ ର ପ୍ରଚାର ପ୍ରଚାର ପାଇଁ ଯେମିତି,ଭଗବତ୍ ଗୀତା ,ରାମାୟଣ , ମହାଭାରତ , ଶ୍ରୀମଦ୍ ଭାଗବତ, ବେଦାନ୍ତ ଦର୍ଶନ, ଯୋଗ ଦର୍ଶନ,ଓ ସାଧୁ ସନ୍ଥ ମାନକର ଉପ ଦେଶ ଉପରେ ଆଧାରିତ ଏକ ଚ୍ୟାନେଲ | ସତ୍ ଉପଦେଶ ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଜ୍ଞାନ ର ବିକାଶ ,ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବା ଆମର ପ୍ରୟାସ |
    ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରଚାର ପ୍ରସାର , Be good do good (ଭଲ ହୁଏ ଭଲ କର ), ଏମିତି ହିଁ ଆମର ଲକ୍ଷ ଓ ଉଦ୍ଦେଶ୍ୟ.
    #satgyan #beststory #selfbelief

Komentáře • 2,6K

  • @rajendrasahoo2840
    @rajendrasahoo2840 Před 3 lety +6

    ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ ଆପଣ କଥା ରେ ଆପଣ ଏମିତି ଯାଦୁ କରୁଛନ୍ତି ଯେମିତି କିଛି କିଛି ଖରାପ ଲୋକ ବି ଭଲ ଲୋକ ହେଇପାରିବ ଆଉ ଆପଣ video ଦେଖିବା ପାଇଁ ବହୁତ ପ୍ରଶଂସା ବି କରିବା ଆପଣ ଙ୍କୁ ମୋ କୋଟି କୋଟି ପ୍ରଣାମ ଜୟ ଜଗନ୍ନାଥ

  • @daitariharijan4792
    @daitariharijan4792 Před 3 lety +33

    ଅତି ସୁନ୍ଦର କାହାଣୀ .... ମଣିଷ ର ମନକୁ ସମ୍ପୂର୍ଣ ଭାବରେ ବଦଳାଇଦିଏ........ ସାଫଲତା ର ଶୀର୍ଷ କୁ ଯିବାକୁ ହେଲେ ଏଭଳି ସତ ମାର୍ଗ ସତମନ, ଦୃଢ ଚେଷ୍ଟା, ସାହସ, ଆଉ ଧର୍ଯ୍ୟ 🙏🙏🙏🙏 100 %

    • @SatGyana
      @SatGyana  Před 3 lety +3

      ଜୟ ଜଗନ୍ନାଥ

    • @adikandasahoo7483
      @adikandasahoo7483 Před 2 lety +3

      Cry Chris

    • @chayakantasadangi6181
      @chayakantasadangi6181 Před rokem +2

      Thank yousir

    • @user-pd1fj6pm1i
      @user-pd1fj6pm1i Před 4 měsíci

      ​QA aaqq QA aaaaa QA aaaaaa QA aaaa QA aaaa QA QA aaaa aà QA QA QA QA QA aaaaqqqqq QA aa QA aaaq QA qq QA QA QA QA qqqaaaqqaaqqaaaaaq QA aaa QA a QA QA QA q QA aaaa QA qaaaaaaaa QA qqqaaaaàaaa QA aaaaqqa QA aaa QA aq QA qqqaaq QA aaa QA QA qqqaqqq QA qqqaqqq QQ QA aaaàaa QA QA QA QA aà QQ aaaàaà QA qqa QA QA QA QA àaaaaààaaaaaaàaa QA qaaàqqq QA qqq QA qaa aq QA qq aq aq aq aq aq aq qqq QA qaaqqaaqqq1 aq qqq aq aqqaqqqqQQ QA qqqaaaaàaaa aq aq 1qq aq qqqaaaqqaaaqa aq aaaaa aq qqq aq aaqqa aq aq qqaaaq aq qa aq aq aq aq aqqaqqqqQQ aq aq aq qq aq aq aq aqq aq aaqq aq aq aa aq aq qqaqqqq aq aq a add aq qq aq aqq aq aq q add qqaaaa aq aq aaqaaqqqqq aq qqaaqqqqqaqqaqaaaqaqaq au a aq aqaa QQ q aq aq aq aq aaaaqqa aqq aq aaqaqaaaqq aq aq QQ aq aq aq aq aq aq q aqq aq a aq aq aqq aq aaa aq aq q1qaa1q1qaa aq aqqqaaaaa
      Qqqqqqqqqqqqqq

    • @SangramSahu-ht8xp
      @SangramSahu-ht8xp Před 2 měsíci

      P😅😮😢 GV ni😮😢😊😅😮😅 11:17 😢😮😅​@@SatGyana

  • @bhaskarburudi9485
    @bhaskarburudi9485 Před rokem +6

    ବହୁତ ଭଲ ବାର୍ତ୍ତା,,, ପ୍ରେତ୍ୟକଟି ମଣିଷ ଏଇ ୬ ଗୋଟି ନିୟମ ପାଳନ କଲେ ନିଶ୍ଚିତ ଲକ୍ଷ୍ଯ ସ୍ତଲ ରେ ପହଞ୍ଚି ପାରିବେ।।।।। ବିଡିଓ ବହୁତ ବହୁତ ଭଲ ଲାଗିଲା।।।।। ଧନ୍ଯବାଦ 🙏🙏🙏🙏

  • @sarbeswarpatra8015
    @sarbeswarpatra8015 Před rokem +1

    ବାସ୍ତବିକ୍ ମଣିଷର ଚେଷ୍ଟା,ଉଦ୍ୟମ ଓ ଇଚ୍ଛାଶକ୍ତି ଜାରି ରହିଲେ ତାହା କେବେ ବ୍ୟର୍ଥ ହୁଏ ନାହିଁ, ଧନ୍ୟବାଦ ମହାଶୟ, ଆପଣଙ୍କର ଏ ଆଲୋଚନା ବହୁତ ବଢ଼ିଆ।

  • @janardhanpatra466
    @janardhanpatra466 Před 3 lety +122

    ଗୁରୁଜୀ ଆପଣଙ୍କୁ ସତ୍ ସତ୍ ପ୍ରଣାମ,ଆପଣ କହିବା ଅନୁସାରେ ଯିଏ କାମକରିବ,ସିଏ ନିଶ୍ଚୟ ସଫଳ ହେବ,ଜୟ ଜଗନ୍ନାଥ,ଜୟ ଗୁରୁ ଦେବ

  • @devrjrudai1988
    @devrjrudai1988 Před 3 lety +20

    ଧନ୍ୟବାଦ୍ ଗୁରୁଜୀ ପ୍ରଣାମ
    🙏🙏🙏

  • @jitujena3627
    @jitujena3627 Před 2 lety +3

    ଏମିତି କାହାଣୀ ୟୂଟୁବ ମାଧ୍ୟମରେ ଲୋକଙ ପାଖରେ ପହଞ୍ଚି ପାରୁଥିବା ରୁ ଗୁରୁଜୀ ମୁ ଆପଣଙୁ ଶତ ଶତ ନମନ

  • @RajveerY119
    @RajveerY119 Před dnem

    Radhe Radhe ❤

  • @dusmantakumarnaik6254
    @dusmantakumarnaik6254 Před 3 lety +6

    ଧନ୍ୟବାଦ ଗୁରୁଜୀ 🙏🙏🙏🙏🙏

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @sankarsanadandasena9400
    @sankarsanadandasena9400 Před 3 lety +4

    ଗୁରୁଦେବ ପ୍ରଣାମ 🙏🙏🙏🙏ଆପଣଙ୍କ video ଟି ବହୁତ ଭଲ ଲାଗିଲା ଗୁରୁଦେବ...

    • @SatGyana
      @SatGyana  Před 3 lety

      ପ୍ରଣାମ । ଜୟ ଜଗନ୍ନାଥ

    • @sankarsanadandasena9400
      @sankarsanadandasena9400 Před 3 lety

      ଆପଣଙ୍କ ନମ୍ବର ଦିଅନ୍ତୁ ଗୁରୁଦେବ 🙏🙏🙏🙏

  • @pritishbapuni2071
    @pritishbapuni2071 Před 15 hodinami

    ବହୁତ୍ ବହୁତ୍ ସୁନ୍ଦର୍ କାହାଣୀ ଟିଏ

  • @sanjuktadalai
    @sanjuktadalai Před 2 lety +1

    ବହୁତ୍ ସୁନ୍ଦର୍ ଲାଗିଲା ଆପଣଙ୍କ ଉପଦେଶ । ଆଜିର ଯୁବ ପିଢ଼ି ପାଇଁ ଏହା ଏକ ପ୍ରେରାଦାୟୀ ମାର୍ଗ ଦର୍ଶନ । କେବଳ ଯେ ଚାକିରୀ କରିବା ପଛରେ ଧାଇଁବା ତାହା ନୁହେଁ , ଛୋଟ ଛୋଟ କାମ ରୁ ଆରମ୍ଭ କରି ବଡ଼ ବଡ଼ ସଫଳତା ହାସଲ କରିପାରିବ । ବହୁତ୍ ବହୁତ୍ ଧନ୍ୟବାଦ୍ ଗୁରୁଜୀ ।

    • @SatGyana
      @SatGyana  Před 2 lety

      ଜୟ ଜଗନ୍ନାଥ

  • @nakul822
    @nakul822 Před 3 lety +9

    ଆପଣଙ୍କ କଥା ଶୁଣି ମୋତେ ପରିବର୍ତ୍ତନ କରିଦେଲ ଧନ୍ୟବାଦ Guruji

  • @chittaranjanmahali6864
    @chittaranjanmahali6864 Před 3 lety +106

    ଆପଣ କ କଥା ଦିନେ ନା ଦିନେ ଗୋଟେ ମଣିଷ କୁ Vala ରାସ୍ତା ଦେଖେଇବ 🙏

  • @prakashbhoi3070
    @prakashbhoi3070 Před 2 lety +1

    Aachary arun maha saya.... Aapananku bahut bahut dhanyabad....

    • @SatGyana
      @SatGyana  Před 2 lety

      ଜୟ ଜଗନ୍ନାଥ

  • @AnirudhMandangi
    @AnirudhMandangi Před 3 měsíci

    ଅତି ସୁନ୍ଦର କାହାଣୀ

  • @rajibsahu1717
    @rajibsahu1717 Před 3 lety +6

    ଧନ୍ୟବାଦ, ଗୁରୁଜୀ ଆପଣଙ୍କ ନିତି ବାଣି ଟି ବହୁତ ଭଲ ଲାଗିଲା, ଜୟ ଜଗନ୍ନାଥ

  • @Pratyasha_Panda
    @Pratyasha_Panda Před 3 lety +48

    ବହୁତ୍ ସୁନ୍ଦର ଲାଗିଲା।।ଧନ୍ୟବାଦ ଗୁରୁଜୀ।।🙏🥺

  • @desiamonaranjan8178
    @desiamonaranjan8178 Před 2 lety +1

    So nice sir ...ବହୁତ ଭଳ ଲାଗିଲା ମୋ ମନକୁ ଛୁଇଁ ଲା

    • @SatGyana
      @SatGyana  Před 2 lety

      ଜୟ ଜଗନ୍ନାଥ

  • @dibyaranjannath3298
    @dibyaranjannath3298 Před 2 lety

    ଜୟ ବୈକୁଣ୍ଠ ବ୍ରହ୍ମଚାରୀ

  • @shreeyapriyadarshi2298
    @shreeyapriyadarshi2298 Před 3 lety +58

    ଗୁରୁଜୀ ପ୍ରଣାମ , ଆପଣଙ୍କର ଏହି କାହାଣୀଟି ମୋର ବହୁତ ଉପକାରରେ ଆସିବା ଆପଣ ମୋ ଉପରେ କୃପା କରନ୍ତୁ ମୁଁ ଯେପରି ସଫଳ ହୁଏ ।

  • @muralibehera3409
    @muralibehera3409 Před 3 lety +6

    ଜୟ ଜଗନ୍ନାଥ 🙏🙏🙏🙏ଜୟ ହରେ ବିଷ୍ଣୁ 🙏🙏🙏🙏🙏🙏

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @user-mb8hy6uq1d
    @user-mb8hy6uq1d Před 3 lety

    ଆପଣ ଙ୍କ କଥା ଆଉ ଜ୍ଞାନ ମୋତେ ବହୁତ୍ ଭଲ ଲାଗିଲା

  • @vishalcreation1227
    @vishalcreation1227 Před 2 lety

    ଆପଣଙ୍କ ବଚନ ମୋତେ ପରିବର୍ତ୍ତନ କରିବା ଉଚିତ.

  • @pupunbagha3768
    @pupunbagha3768 Před 3 lety +7

    Love you guruji. Om Sai ram

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @ranjanranjan563
    @ranjanranjan563 Před 3 lety +6

    Very nice motivation guruji..

    • @SatGyana
      @SatGyana  Před 3 lety +1

      ଧନ୍ୟବାଦ୍ । ଜୟ ଜଗନ୍ନାଥ

  • @srikantnanda750
    @srikantnanda750 Před 2 lety +1

    ଜୟ ବାବା ବୈକୁଣ୍ଠ

    • @SatGyana
      @SatGyana  Před 2 lety

      ଜୟ ଜଗନ୍ନାଥ

  • @umasankarbarik7
    @umasankarbarik7 Před 2 lety +1

    ହରି ଓଁ

    • @SatGyana
      @SatGyana  Před 2 lety

      ଜୟ ଗୁରୁ ଜୟ ଜଗନ୍ନାଥ

  • @bharativlog6479
    @bharativlog6479 Před 3 lety +4

    Jai jagannatha swami nayana patha gami bhaba tu me 🙏🙏🙏

    • @SatGyana
      @SatGyana  Před 3 lety +1

      ଜୟ ଜଗନ୍ନାଥ

  • @jitendrakumarpradhan4397
    @jitendrakumarpradhan4397 Před 3 lety +24

    Thanks guruji really I am appreciate with your teaching.

  • @sarangibiru2084
    @sarangibiru2084 Před 2 lety

    ବହୁତ ଭଲ କାହାଣୀ ମୁଁ ବହୁତ ଖୁସି

  • @subhamreddy1
    @subhamreddy1 Před 2 měsíci

    ଜୟ ଜଗନ୍ନାଥ 🙏🏼🙏🏼🙏🏼

  • @snehalataray2834
    @snehalataray2834 Před 3 lety +7

    Pranam 🙏🙏 Guruji , ehi video ti re bahut kichhi sikhiba pain achhi .

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @prahalladmeher3950
    @prahalladmeher3950 Před 3 lety +8

    ବହୁତ୍ ସୁନ୍ଦର ଉପସ୍ଥାପନା ଆଜ୍ଞା ,ନମସ୍ତେ ଜୟ ଜଗନ୍ନାଥ ସ୍ୱାମୀ

    • @SatGyana
      @SatGyana  Před 3 lety +1

      ଧନ୍ୟବାଦ୍ । ଜୟ ଜଗନ୍ନାଥ

  • @user-bo9vm6xt6v
    @user-bo9vm6xt6v Před 13 dny

    ଧନ୍ୟବାଦ

  • @SekharSatya7743
    @SekharSatya7743 Před 9 dny +1

    ବହୁତ୍ ସୁନ୍ଦର କଥା ଆଜ୍ଞା 🙏🏻 ମୁ ଚାକିରି ପାଇଁ ବହୁତ୍ ଚେଷ୍ଟା କରୁଛି କେବେ ହେଲେ ଭାଙ୍ଗି ଯାଇନି , ଚେଷ୍ଟା ଜାରି ରଖିଛି, ମୋରୋ ଦୃଢ ବିଶ୍ୱାସ ଅଛି ନିଜ ଉପରେ ମୁ ଦିନେ ନା ଦିନେ ନିଶ୍ଚୟ ଚାକିରି କରିବି 🙏🏻ବହୁତ୍ ଖୁସି ଲାଗିଲା ଆପଣଙ୍କ କଥା ମୋ ମନ କୁ ଆହୁରି ଶକ୍ତି ଦୃଢ ସାହାସ ଧାର୍ଯ୍ୟ ମାନବଳ ଆଣି ଦେଇଛି 🙏🏻ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ 🙏🏻

    • @SatGyana
      @SatGyana  Před 5 dny

      ଜୟ ଗୁରୁ ଜୟ ଜଗନ୍ନାଥ

  • @aadhikari7615
    @aadhikari7615 Před 3 lety +8

    💯✔️🙏🌹🙏🌹🙏 ଜୟ ଜଗନ୍ନାଥ

    • @SatGyana
      @SatGyana  Před 3 lety +1

      ଜୟ ଜଗନ୍ନାଥ

  • @skpcreations6083
    @skpcreations6083 Před 3 lety +4

    ସାର ଭଲ କାହାଣୀ ଟିଏ ମୁଁ ଶୁଣିଲି ନିହାତି ଭାବରେ କାମରେ ଲଗେଇବି

  • @bhabaniprasadpatra4613

    Ati sundar katha guruji

  • @lrspresent4181
    @lrspresent4181 Před 3 lety +5

    100% Right katha

    • @SatGyana
      @SatGyana  Před 3 lety +1

      ଜୟ ଜଗନ୍ନାଥ

  • @agastidas6788
    @agastidas6788 Před 3 lety +13

    Thank you so much sir 👋

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @jitujitupahan926
    @jitujitupahan926 Před rokem +2

    So valuable speech guruji

  • @surendridalei6321
    @surendridalei6321 Před rokem +1

    ବହୁତ ଭଲ ଲାଗେ ତମର ପ୍ରତି କାହାଣୀ,,ହେ ମହାପୁରୁଷ ତମକୁ ମୋର କୋଟି ପ୍ରଣାମ କରୁଛି ଏବଂ ଏମିତି ଭଲ ଭଲ ଶିକ୍ଷା କାହାଣୀ କହନ୍ତୁ,, ଏବଂ ତମ ର କାହାଣୀ ଶୁଣି ମୁଁ ବହୁତ ଖୁସି,, ଲୋକ ଙ୍କୁ ମଧ୍ୟ ବୁଝାଇବାକୁ ଚେଷ୍ଟା କରିବି,,

    • @SatGyana
      @SatGyana  Před 11 měsíci

      ଧନ୍ୟବାଦ୍ । ଜୟ ଗୁରୁ ଜୟ ଜଗନ୍ନାଥ

  • @ashiskumargochhayat7764
    @ashiskumargochhayat7764 Před 3 lety +7

    Jay Jagannath
    Jay tetiskoti deva debi

    • @SatGyana
      @SatGyana  Před 3 lety +1

      ଜୟ ଜଗନ୍ନାଥ

  • @amitadas2757
    @amitadas2757 Před 11 měsíci +3

    ଅତି ସୁନ୍ଦର କାହାଣି ଟି,ଗରିବ ହେଇ କେହି ଜନ୍ମ ହୋଇ ନଥାନ୍ତି କିନ୍ତୁ ଗରିବ ହୋଇ ମରିବା ବହୁତ୍ କଷ୍ଟ,ଯେହେତୁ ଭଗବାନ୍ ଆମକୁ ମହତ୍ ଉଦ୍ଦେଶ୍ୟ ଦେଇ ଏ ସଂସାର କୁ ପଠେଇ ଛନ୍ତି ,ଆମକୁ ତା ପାଇଁ କର୍ମ ବା ପରିଶ୍ରମ କରି ନିଜକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ପଡିବ,ଜୟ ଜଗନ୍ନାଥ🙏💐

    • @SatGyana
      @SatGyana  Před 11 měsíci

      ଜୟ ଗୁରୁ ଜୟ ଜଗନ୍ନାଥ

    • @SatGyana
      @SatGyana  Před 11 měsíci

      ବହୁତ୍ ବହୁତ୍ ଧନ୍ୟବାଦ୍

  • @srikantaswain9661
    @srikantaswain9661 Před 2 lety +2

    ଜୟ ମା ମଙ୍ଗଳା

  • @pradeepraut5417
    @pradeepraut5417 Před 2 lety +1

    Bhala lagila baba

    • @SatGyana
      @SatGyana  Před 2 lety

      ଜୟ ଜଗନ୍ନାଥ

  • @balaramnayak5802
    @balaramnayak5802 Před 3 lety +5

    Pranam baba

    • @SatGyana
      @SatGyana  Před 3 lety +1

      ଜୟ ଜଗନ୍ନାଥ

  • @RajuKumar-cq3ln
    @RajuKumar-cq3ln Před 3 lety +6

    ⚫❗⚫ ଜୟ ଜଗନ୍ନାଥ 🙏🙏🙏

    • @SatGyana
      @SatGyana  Před 3 lety +1

      ଜୟ ଜଗନ୍ନାଥ

  • @babirajmachha5408
    @babirajmachha5408 Před 2 lety +1

    Mind blowing and Heart Touching Tips Guru Ji......?

    • @SatGyana
      @SatGyana  Před 2 lety

      ଜୟ ଗୁରୁ ଜୟ ଜଗନ୍ନାଥ

  • @ManjulataPati-bo5wp
    @ManjulataPati-bo5wp Před měsícem

    Radhe Radhe pranam sadguru

  • @dipumohanty8217
    @dipumohanty8217 Před 3 lety +6

    🙏🙏🙏🙏🙏🙏

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @narayanajhodia1940
    @narayanajhodia1940 Před 3 lety +4

    Pranam gurudev

    • @SatGyana
      @SatGyana  Před 3 lety

      ପ୍ରଣାମ । ଜୟ ଜଗନ୍ନାଥ

  • @prananath118
    @prananath118 Před 2 lety

    ଜୟ ଶ୍ରୀ ରାମ 🚩

  • @cbm9604
    @cbm9604 Před 2 lety +1

    Koti koti pronam....

  • @abhayasenapati7948
    @abhayasenapati7948 Před 3 lety +4

    Namaste Guruji 🙏 jay Jagannath

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @Parikhita...9842
    @Parikhita...9842 Před 3 lety +23

    ଜୟ ଗୁରୁ ଜୟ ଶିଶୁ ଅନନ୍ତ 🙏

    • @SatGyana
      @SatGyana  Před 3 lety +4

      ଜୟ ଜଗନ୍ନାଥ

  • @kuralfoundation6259
    @kuralfoundation6259 Před 2 lety

    ପ୍ରଣ।ମ 👏 ବହୁତ ସୁନ୍ଦର ଉପଦେଶ 💐 ଗୁରୁଜୀ
    ମଣିଷ ଜନ୍ମ ହୁଇଛି କଣ ପାଇଁ? ? ପ୍ରକୃତ କଣ କରିବା ଉଚିତ ?
    ଦୟାକରି କହିଲେ ମୁଁ ଖୁସିରେ ବିଭୋର ହୁଅନ୍ତି।

  • @ajitmunda4011
    @ajitmunda4011 Před 2 lety +2

    Thanks guruji Really

    • @SatGyana
      @SatGyana  Před 2 lety

      ଜୟ ଜଗନ୍ନାଥ

  • @aadhikari7615
    @aadhikari7615 Před 3 lety +8

    ବାବା ଆପଣଙ୍କ କଥା ବହୁତ ଶିକ୍ଷଣୀୟ ।🙏🙏

  • @biprabarabehera7370
    @biprabarabehera7370 Před 3 lety +3

    Pranam aacharya Jay Jagannath

    • @SatGyana
      @SatGyana  Před 3 lety

      ପ୍ରଣାମ । ଜୟ ଜଗନ୍ନାଥ

  • @prakashjani920
    @prakashjani920 Před 2 lety +1

    thanks gurujii 🙏🙏🙏🙏🙏🙏

    • @SatGyana
      @SatGyana  Před 2 lety

      ଜୟ ଗୁରୁ ଜୟ ଜଗନ୍ନାଥ

  • @jagannathelectronic5713
    @jagannathelectronic5713 Před 4 měsíci

    ବହୁତ୍ ଭଲ କଥା ଆପଣ କହୁଛନ୍ତି ଜୟ ଜଗନ୍ନାଥ ଜୟ ଜଗନ୍ନାଥ

  • @magasiraluha7547
    @magasiraluha7547 Před 3 lety +3

    Pranam gurujii

    • @SatGyana
      @SatGyana  Před 3 lety

      ପ୍ରଣାମ । ଜୟ ଜଗନ୍ନାଥ

  • @parthasarathisarangi7426
    @parthasarathisarangi7426 Před 3 lety +4

    Excellent video

    • @SatGyana
      @SatGyana  Před 3 lety

      ଧନ୍ୟବାଦ୍ । ଜୟ ଜଗନ୍ନାଥ

  • @hrishikeshsankhua2212
    @hrishikeshsankhua2212 Před 2 lety +1

    Jai sri ram

    • @SatGyana
      @SatGyana  Před 2 lety

      ଜୟ ଜଗନ୍ନାଥ

  • @rajeshkumarbehera6999
    @rajeshkumarbehera6999 Před rokem +1

    Guruji jaha aapana kahile pura right
    Jay jagannath

  • @jitendrakumarpradhan4397
    @jitendrakumarpradhan4397 Před 3 lety +10

    Really sir it's a good story of Teaching to us.

    • @SatGyana
      @SatGyana  Před 3 lety

      ଧନ୍ୟବାଦ୍ । ଜୟ ଜଗନ୍ନାଥ

  • @jayantamahar4936
    @jayantamahar4936 Před 2 lety +3

    Pranam guru ji 🙏❤

  • @manahembadaraita2575
    @manahembadaraita2575 Před 2 lety +1

    Thank you gurujii

    • @SatGyana
      @SatGyana  Před 2 lety

      ଜୟ ଗୁରୁ ଜୟ ଜଗନ୍ନାଥ

  • @chandramajhi8049
    @chandramajhi8049 Před dnem

    Thanks you guruji 🙏🙏🙏

  • @rihanmajhi9908
    @rihanmajhi9908 Před 3 lety +6

    Thanks for your information sir. Thank you so much

  • @factandmotivatorsir2484
    @factandmotivatorsir2484 Před 3 lety +3

    Namaste guruji🙏.
    Ajira motivation ta sabu video apekhya best thila

    • @SatGyana
      @SatGyana  Před 3 lety +1

      ଧନ୍ୟବାଦ୍ । ଜୟ ଜଗନ୍ନାଥ

  • @Akshaya486
    @Akshaya486 Před 3 lety +1

    Bohuta bhala lagila guruji

  • @padamsaibhatra4787
    @padamsaibhatra4787 Před 2 lety

    ବହୁତ ସୁନ୍ଦର ଲାଗିଲା ସାର୍ବଜନୀନ ସାର ଧନ୍ୟବାଦ

    • @padamsaibhatra4787
      @padamsaibhatra4787 Před 2 lety

      ଗୁରୁଜୀ ଧନ୍ୟବାଦ ଆପଣଙ୍କ ନଂ ଦିହ

  • @bhabanimishra6142
    @bhabanimishra6142 Před 3 lety +6

    Jay Jagannath 🙏

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @narayanpradhan7148
    @narayanpradhan7148 Před 3 lety +3

    Bahut sundar inspiration story

    • @SatGyana
      @SatGyana  Před 3 lety

      ଧନ୍ୟବାଦ୍ । ଜୟ ଜଗନ୍ନାଥ

  • @kanhabeheruk355
    @kanhabeheruk355 Před rokem

    Yehi vdo ra information Deithibaru Bahut bahut Dhanyawad i love you Gyani Gurujee,🙏🙏

  • @jharanasethy4188
    @jharanasethy4188 Před 3 lety +4

    Jay Jagannatha guruji 🙏🙏👍

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @srikanta671
    @srikanta671 Před 3 lety +4

    Great sir

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @sunilsahoo1095
    @sunilsahoo1095 Před 2 lety +1

    Jay Sita Ram

  • @phagunmallick
    @phagunmallick Před 3 lety

    Thank u guruji bahuth bhalo upadesha deicho.... Ok

  • @b.ksunaniofficial9643
    @b.ksunaniofficial9643 Před 3 lety +6

    You are sir, excellent

  • @arunajena831
    @arunajena831 Před 3 lety +20

    Pranam guruji... You are a everyday stay happiness. GOD BLESS YOU

  • @odishapolicessb8369
    @odishapolicessb8369 Před 2 lety

    ଅତି ସୁନ୍ଦର 👍

  • @agastidas6788
    @agastidas6788 Před 3 lety +5

    So proud of you sir 👋

  • @nabakisordas7749
    @nabakisordas7749 Před 3 lety +3

    Your rate ansar sir Jay jagnnath swami nayan patha game vhabatomay 👏👏👏🌹🌹🌹

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @kamubadanayak5415
    @kamubadanayak5415 Před 15 hodinami

    Jai jagannatha swwami Nayana bhaba tu me

  • @mrniranjan1267
    @mrniranjan1267 Před 3 hodinami

    Good advice

  • @bishalmallick4389
    @bishalmallick4389 Před 3 lety +9

    Thank you very good job sir ❤️❤️🙏🙏

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @susantkumarmoharana1589
    @susantkumarmoharana1589 Před 2 lety +3

    Wonderful message

  • @manaskumarsenapati1025
    @manaskumarsenapati1025 Před 2 lety +1

    ଜୟ ଜଗନ୍ନାଥ 🙏

    • @SatGyana
      @SatGyana  Před 2 lety

      ଜୟ ଜଗନ୍ନାଥ

  • @narayannayak4798
    @narayannayak4798 Před 12 dny

    jai shri krishna 🙏

  • @madhusmitabarik6792
    @madhusmitabarik6792 Před 3 lety +4

    🙏🙏🙏

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @krushnakanjakakanjaka5247

    🙏🙏🙏🙏🙏🙏🙏🙏

    • @SatGyana
      @SatGyana  Před 3 lety

      ଜୟ ଜଗନ୍ନାଥ

  • @dinabandhukanjia7142
    @dinabandhukanjia7142 Před 2 lety +1

    Best suggestion
    Best
    Thank you

    • @SatGyana
      @SatGyana  Před 2 lety

      ଜୟ ଗୁରୁ ଜୟ ଜଗନ୍ନାଥ

  • @chitaranjanjena4823
    @chitaranjanjena4823 Před 2 lety

    ଜୟ ଜଗନ୍ନାଥ

  • @aswinibehera9559
    @aswinibehera9559 Před 3 lety +6

    Thanks you so much sir god blass you nice story 👍🏼👍🏼👍🏼👌🏻👌🏻👌🏻

  • @ranjanguru0395
    @ranjanguru0395 Před 2 lety +3

    Jay shree Jagannath 🙏🙏🙏

  • @suryakanta18
    @suryakanta18 Před rokem

    ଜୟ ଜଗନ୍ନାଥ 🙏ପ୍ରଣାମ 🙏