ଏମିତି ପଢ଼ିଲେ ଗଧ ବି ଟପ୍ପର ହୋଇଯିବ | ବାବାଜୀ ଅମୃତାନନ୍ଦ ଦାସ | ସତ୍ ଜ୍ଞାନ | Sat Gyana | ଆଚାର୍ଯ୍ୟ ଅରୁଣ |

Sdílet
Vložit
  • čas přidán 18. 04. 2022
  • ସତ୍ ସଙ୍ଗ ୟୁଟ୍ୟୁବ ଚ୍ୟାନେଲ 👇 Subscribe କରନ୍ତୁ
    / @satsanga1
    ଶ୍ରୀ ଜଗନ୍ନାଥ ଏହିପରି ସାହାଯ୍ୟ କରନ୍ତି 👇 ଭିଡ଼ିଓ ଦେଖନ୍ତୁ
    • SHREE JAGANNATH EHIPAR...
    ଏମିତି ପଢ଼ିଲେ ଗଧ ବି ଟପ୍ପର ହୋଇଯିବ | ଥରେ ଭିଡ଼ିଓ ଟିକୁ ନିଶ୍ଚୟ ଦେଖନ୍ତୁ ।
    ବାବାଜୀ ଅମୃତାନନ୍ଦଙ୍କ ଠୁ ଦେଖନ୍ତୁ ଏଇ ଭିଡ଼ିଓ, ଆଉ ଭଲ ଲାଗିଲେ ସେୟାର କରିବାକୁ ଭୁଲିବେନି | Please watch this Inspirational & spiritual talk by Babaji Amrutananda and If you like this do not forget to share and subscribe .
    This is A spiritual channel to provide life changing lessons through stories by Babaji Amrutananda . Babaji Amrutananda has been inspired from Baba Baikunthanath Brahmachari .
    ଏହା କେବଳ ଆଧ୍ୟାତ୍ମିକ ଜ୍ଞାନ ର ପ୍ରଚାର ପ୍ରଚାର ପାଇଁ ଯେମିତି,ଭଗବତ୍ ଗୀତା ,ରାମାୟଣ , ମହାଭାରତ , ଶ୍ରୀମଦ୍ ଭାଗବତ, ବେଦାନ୍ତ ଦର୍ଶନ, ଯୋଗ ଦର୍ଶନ,ଓ ସାଧୁ ସନ୍ଥ ମାନକର ଉପ ଦେଶ ଉପରେ ଆଧାରିତ ଏକ ଚ୍ୟାନେଲ | ସତ୍ ଉପଦେଶ ମାଧ୍ୟମରେ ସମାଜରେ ଆଧ୍ୟାତ୍ମିକ ଜ୍ଞାନ ର ବିକାଶ ,ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବା ଆମର ପ୍ରୟାସ |
    ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରଚାର ପ୍ରସାର , Be good do good (ଭଲ ହୁଏ ଭଲ କର ), ଏମିତି ହିଁ ଆମର ଲକ୍ଷ ଓ ଉଦ୍ଦେଶ୍ୟ.
    #satgyan #beststory #selfbelief #natiacomedy #otv #kanaknews #kaliasandha#kaka#chandanbiswal#kaliasandha#rajudascomedy##babajiamrutananda#guluacomedy #odiamotivational #odiamotivation #prarthana #odiastory#odiaprabachana#odiajatra#sarthaktv#siddharthabhakti#sudarshanmohantymotivation#odiashakti#dekhosikho#odiaonline#papupompomcreation

Komentáře • 1,7K

  • @Akrutimotivation
    @Akrutimotivation Před 2 lety +173

    ପ୍ରଣାମ ଗୁରୁଜୀ I ଆଜି ଠାରୁ ମୁଁ ଆଉ ମୋ ଭାଇ ଆପଣ ଙ୍କ କଥା ମାନି ପଦ୍ମl ସନ ରେ ବସି ଦିନ ସାରା ପଢ଼ି ଥିବା ପାଠ ମନେ ପକାଇଲେ l ପ୍ରତିଦିନ ମଧ୍ଯ କରିବୁ l ମୁଁ କିମ୍ଵା ମୋ ନନl କଲେ ହେବନାହିଁ I ସମସ୍ତଙ୍କ ନିକଟରେ ଆପଣଙ୍କ ବାର୍ତ୍ତା ପହଞ୍ଚିବାକୁ ପ୍ରାୟସ କରିବି l

  • @renujsingh2844
    @renujsingh2844 Před 2 lety +147

    ମନରେ ଖରାପ ଓ ଅଶ୍ଳୀଳ ବିଚାର ଆସୁଥିଲେ କେମିତି ଦୂରେଇବା କୁହନ୍ତୁ ଗୁରୁ ଦେବ 🙏🙏🙏🙏 ଗୋଟିଏ ଭିଡିଓ ତିଆରି କରନ୍ତୁ ଗୁରୁଦେବ ମୋର ଅନୁରୋଧ 🙏🙏🙏

  • @bebinapradhan3223
    @bebinapradhan3223 Před 2 lety

    ଗୁରୁଜୀ ମୋର ଗୋଟିଏ ଅନୁରୋଧ ରଖାନ୍ତୁ ମୁଁ ପଢ଼ିବା କୁ ବହୁତ ଭଲ ପାଏ ହେଲେ ଏବେ ପଢ଼ିବା ରେ ମନ ଲାଗୁନି କଣ କରିବି କୁହନ୍ତୁ

  • @brazildhani324
    @brazildhani324 Před rokem

    ଗୁରୁଜି ମୁଁ ଗୋଟାଏ କଥା ପଚାରିବି mobile ରୁ ଟିପିକି pariksha ଦେବି ସେଇଟା ଠିକ୍ ନା ମୁଁ ବହିରୁ ପଢିକ ପରୀକ୍ଷା ଦେବି

  • @nakulonachika557
    @nakulonachika557 Před rokem

    Pranam guruji, 🙏🙏🙏ଗରୁଜୀ ମୁଁ ଯେତେ ପାଠ ପଢିଲେ ବି ମନେ ରହୁନି ଗୁରୁଜୀ ,ମୁଁ କଣ କରିବି ଦୟାକରି ଏହି ପ୍ରସଙ୍ଗରେ ମୋତେ କିଛି ଉପାୟ ଦିଅନ୍ତୁ ଗୁରୁଜୀ , please guruji reply me 🙏🙏🙏🙏🙏🙏

  • @technicalboy7855
    @technicalboy7855 Před 2 lety +16

    ମୁଁ ବି ଚେଷ୍ଟା କରିବି ଶତ ପ୍ରତିଶତ ଆଣିବାକୁ ମୋର ଆଗାମୀ ପରୀକ୍ଷାରେ । ଆପଣଙ୍କ ବହୁମୂଲ୍ୟ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବି🙏🙏🙏🙏🙏🙏🙏🙏

  • @rashmitaparija7426
    @rashmitaparija7426 Před 2 lety +85

    ଆପଣ ଠିକ କହିଛନ୍ତି, ବହୁତ ସୁନ୍ଦର ଲାଗିଲା, ପ୍ରତ୍ୟକ students ଏଇ କଥାକୁ ଉପଲବ୍ଧି କରି... କାମ ରେ ଲଗେଇବା ଉଚିତ.....

  • @bebinapradhan3223
    @bebinapradhan3223 Před 2 lety

    ମୋର+3 3d year

  • @rajumadhi1578
    @rajumadhi1578 Před rokem

    ଗୁରୁଜୀ ପରୀକ୍ଷା ସମୟରେ ଭଲ ଲେଖୁଛି mark ଆସୁ ନାହଁ କାହିଁକି କ'ଣ ଅସୁବିଧା ଅଛି ବତେଇ ଦିଅନ୍ତୁ plz

  • @Sk_Ps_Gamer
    @Sk_Ps_Gamer Před rokem

    ଗୁରୁଜୀ ଏମିତି ପଢ଼ିଲେ ପାଠ ସିଓର ମନେ ରହିବ

  • @prabhatkumarnaik8440
    @prabhatkumarnaik8440 Před rokem +22

    ଆଜ୍ଞା ପ୍ରଣାମ ଗୁରୁଜୀ।ଆପଣ ଏହି ଭିଡିଓ ରେ ଯାହା କହିଲେ ଏହା ସମ୍ପୁର୍ଣ୍ଣ ସତ୍ୟ କଥା ଅଟେ। ଏହି ଭିଡିଓ ରୁ ମୋତେ ବି ମଧ୍ୟ ବହୁତ କିଛି ଶିଖିବାକୁ ମିଳିଲା। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

  • @ajitchalan8976
    @ajitchalan8976 Před 2 lety +49

    ହୃଦୟ ସହିତ ବହୁତ ବହୁତ ଧନ୍ୟବାଦ ଗୁରୁଦେବ 🙏🙏🙏🙏🙏

  • @manasmoharana2182
    @manasmoharana2182 Před 2 lety +10

    ଗୁରୁ ଦବ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଗୁରୁ ଦବ

  • @shreeyapriyadarshi2298
    @shreeyapriyadarshi2298 Před 2 lety +9

    ଜୟ ଜଗନ୍ନାଥ ଗୁରୁଜୀ, ଚରଣରେ କୋଟି କୋଟି ପ୍ରଣାମ।

  • @dr.saswat9540
    @dr.saswat9540 Před rokem +7

    ଜୟ ଜଗନ୍ନାଥ ସ୍ୱାମୀ

  • @sanjaykumarjena8468
    @sanjaykumarjena8468 Před dnem +1

    Dhanyavaad gurujii 🙏

  • @bkcoaching8242
    @bkcoaching8242 Před 2 lety +19

    ଜୟ ଜଗନ୍ନାଥ ଗୁରୁଜୀ🙏🙏🙏

  • @sima-gn6zn
    @sima-gn6zn Před 2 lety +6

    Jay guru Jay Jagannath.jay Baba baikuntha nath ki jay

  • @user-jo8es2vx7p
    @user-jo8es2vx7p Před 14 dny +1

    Jay jaganatha❤❤❤❤❤

  • @malatilatasahooo173
    @malatilatasahooo173 Před 14 hodinami

    Hare krishna dandvat pranam guruji mu Janmejay kahuchi Apananka kathA bahuta bhala lagila Hare krishna 🙏🙏🙏