"ତାଙ୍କ ଭାଇଙ୍କ କିଡ଼ନୀ ମ୍ୟାଚ କଲାନି ..ହେଲେ ଅନ୍ୟ ଜଣଙ୍କ କିଡ଼ନୀ କେମିତି ମ୍ୟାଚ କଲା "ବୋମ୍ୟକେଶ ତ୍ରିପାଠୀ
Vložit
- čas přidán 20. 12. 2023
- Odisha Bhaskar is one of the leading Daily Newspaper and Digital Platforms of the state and is coming up with various objectives and issues of human interest for the last 18 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/OdishaBhaskar
OUR WEBSITE - odishabhaskar.com/
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#OdishaBhaskar #BreakingNews #LatestNews
ଅତି ଶୀଘ୍ର ଏହିକାଯ୍ୟରେ କିଏ କିଏ ଅଛନ୍ତି ତାଙ୍କୁ ଆରେଷ୍ଟ କରାଯାଉ ଆମ କେଉଁଝର ତରଫରୁ ଉକିଲ ବାବୁ ଙ୍କୁ ମା ତାରିଣୀ କୃପାରୁ ଆଶୀର୍ବାଦ
❤
ଯେତେ ଜଣ ସମ୍ପୃକ୍ତ ଅଛନ୍ତି ସମସ୍ତଙ୍କୁ ଜେଲ ହବା ଦରକାର, ଚୋରମାନେ ଆଖିରେ ଆଙ୍ଗୁଠି ପୁରେଇ ଲୁଟି ନେଉଛନ୍ତି ଧନ୍ୟବାଦ ଓଡିଶା ସରକାର ଧନ୍ୟବାଦ ଭାରତ ସରକାର
ଗରିବ ମାନଙ୍କ ତଣ୍ଟି ଚିପି ରକ୍ତ ପିଲେ କଣ ହବ ଭଗବାନ ଅଛନ୍ତି ଦିନଦିନେ ଆମେ ମାରିବା ଏତେ ଲୋଭ କଣ ପାଇଁ କରୁଛ କିଛି ଆଣିକି ଆସିନେ କିଛି ନେଇକି ଯିବା ନି ପ୍ଲିଜ଼ ଦୟାକରି ଗରିବଙ୍କୁ ସାହାଯ୍ୟ କର
ସେମାଙ୍କୁ ଧରନ୍ତୁ କେତେ ଲୋକ ହଇରାଣ ହଉଛନ୍ତି
ଏ ମାନ ଙ୍କୁ ଧର୍ମ ସହି ବନି।ଜୟ ଜଗନ୍ନାଥ।
ବମ ଭାଈ ଙ୍କ ବଡ଼ ଖୋଲାସା, ତଦନ୍ତ ହେବା ଦରକାର, ସତ୍ୟତା ଲୋକ ଲୋଚନ କୁ ଅଣା ଯାଉ 😭😭😭
Salute sir
ଗୋଟିଏ କଥା ହେଉଛି ଯଦିଓ କୌଣସି ଲୋକର ଚିକିତ୍ସା ସମୟ ରେ ମୃତ୍ୟୁ ହେଉଛି ।ସେ ଲୋକ ପାଇଁ ସବୁଛାଡ୍ ହେବା ଦରକାର
ଡକ୍ଟର ମାନଙ୍କୁ କିଛି ସମୟ ପାଇଁ ଆପଣଙ୍କ ଉଦ୍ୟମ ଗୁରୁତ୍ୱ ପୂର୍ଣ୍ଣ ହୁଏ
😱😱😱😱😱
ହେ ଭଗବାନ..?
Salute to you sir👏😊
Sir kash aponko bholi loko thile odisha bohut developed hobo
You are great Sir
Sir Apanknu bahut bahut danyabad amiti Jane okil darkar jahaki amanku sabad Kari paribe🙏🙏👍
Thank. You. Sir. , God bless. Him
Right sir
You r right Sir
Great humanity thanks 🙏 sir
Welcome. Sir. Hartly. Salut. KOTI. KOTI. Pranam. Mnu. Sabu. Baley. Apankara. Ytb. Dekhey
Lot of respect for your work. ...
ଧନ୍ୟବାଦ ବୟମକେସ ସାର୍
Great sir
ଅତ୍ୟନ୍ତ ଦୟନୀୟ।
ସେମାନଙ୍କୁ ଉଚିତ୍ ନ୍ୟାୟ ଦିଆଯାଉ ।
Right Sir ✅️.
Tq ବ୍ୟୋମକେଶ ସାର 👍
Odisha police No.1 PC chor.
ହେ ଭଗବାନ ଦୋଷି ମାନଙ୍କୁ ଶୀଘ୍ର ଦଣ୍ଡ ଦିଅ । ଜୟ ଜଗନ୍ନାଥ 🙏🙏
ନ୍ୟାୟ ମିଳୁ ❤
Iam form keonjhar full support Sir Apono tanku sahajia korontu Sir Jai maa tarini 🙏 Jai jagannath 🙏 Jai odisha ( Dosiku Dondo DiaJau)
Right sir 🙏🙏
I salute sir
Bahut badhiya padakhepa mei chhanti sir, bahut bahut dhanyawad,
Kintu athire jenumane samprikta achhanti samaste arrest heba darkar
Eita kebal s c b nuha sabu bada bada medical reheuchhi ten a Pani low rahiba darkar🙏🏻🙏🏻🙏🏻🙏🏻
,
Right Adbkd sir thank you 👍👍ସେମାନଙ୍କୁ ତୁରନ୍ତ ଆରେଷ୍ଟ କରାଯାଉ
Right
ଧନ୍ୟବାଦ ସାର
ବ୍ୟୋମକେଶ ତ୍ରିପାଠୀ ଆଜ୍ଞାଙ୍କୁ କୋଟି କୋଟି ପ୍ରଣାମ, ବ୍ୟୋମକେଶ ଆଜ୍ଞାଙ୍କ ପରି ସମସ୍ତ ଓକିଲ ହେବା କଥା ,ମୋତେ ଆଜ୍ଞାଙ୍କ ଫୋନ ନମ୍ବର ଦିଅନ୍ତୁ,ମୋ ନମ୍ବର-୮୯୮୪୬୧୯୦୬୦, ଜୟ ସୀତାରାମ, ଜୟ ଶ୍ରୀରାମ, ଜୟ ହିନ୍ଦୁରାଷ୍ଟ୍ର କି ଜୟ,ତ୍ରାହି ଜଗନ୍ନାଥ ତ୍ରାହି ଜଗନ୍ନାଥ ତ୍ରାହି ଜଗନ୍ନାଥ ❤❤❤
This is our 5T....look this matter our honourable 5TSachiba sir and cm sir odisha, governor sir odisha,saasan sachina odisha
କେବଳ ଡ଼ାକ୍ତର ହ ଉଛନ୍ତି ପ୍ରଥମ ଚେର ସମଥ ଙ୍କୁ ଧରାଜାଉ ଓ ସେ ଲେ।କର ଟଙ୍କା ଫେରା ଜାଉ।
ଏଭଳି ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣାକୁ ସାଂଘାତିକ ଭାବରେ ଗ୍ରହଣ କରି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ପ୍ରଶାସନ ଏବଂ ସରକାରଙ୍କୁ ଅନୁରୋଧ କରୁ'ଛି ...
ଆପଣ ଯାହା କହିବି ଭାଇ ଧନ୍ୟବାଦ ❤😮🎉
Sir apanku bahut dhanyabad. Jane niriha lokaku sahajya karuchanti
Byamakesh babu apananku bahut bahut dhanyabad iswar apananka karmaku dirgha stai karantu
All right sir neya miliba jarururi
you r right bro
Please gariba lakanku hairan karuthiba lakanku punishment diajau. Dukhiku ahuri dukha deuthiba laka khusire rahuchanti, nyayara jit heu
Jay Jagannath Swami Prabhu tumari padatale koti koti pranam amananku sahahua Prabhu 🙏🙏🙏
Right katha kahi6anti sar
Thank you sir, very much
Plz justice ⚖⚖🙏🙏
ମୁ ଜାଣିଛି SCB medical କଥା ସେଇଠି କିଛି କର୍ମୋଚରି ମାନେ ଖାଲି ଗାଣ୍ଡୀ ମାରିବା ରେ ଧୁରନ୍ଧର । ଛି...ଛି... ଛି...
Thanks sir
ଏ ଶଳା ଡାକ୍ତର ମାନେ ସବୁ କରୁଛନ୍ତି ଏ ଭଳି ଘୃଣ୍ୟ କାମ ଆଗ ଏହି ଡାକ୍ତର ମାନଙ୍କୁ ମାଡ଼ ଦରକାର ତା ପରେ ଆଉ SCB ରେ ଥିବା ସିକୁରିଟି ଗାର୍ଡ ଙ୍କୁ ମାଡ଼ ଦରକାର ଆଉ ସର୍ବ ଶେଷରେ ଆମର କୁକୁର ଭଳି ଥିବା police ଅଧିକାରୀ କେହିଜଣ ଙ୍କୁ ଗୋଡେଇ ଗୋଡେଇ ରାସ୍ତା ମଝିରେ ମାଡ଼ ଆକାର ରେ କିଛି ଦିଆ ଯାଉ
100%Right 👌👌👌
ଏହି କାର୍ଯାରେ ଯଉମାନେ ସଂପୃକ୍ତ ସେମାନ°କୁ ତୁରନ୍ତ ଆରେଷ୍ଟ କରାଯାଉ ଏବଂ ରୋଗୀ°କୁ ଉଚିତ ନ୍ୟାୟ ପାଇବା ଦରକାର ଏବଂ ଟଂକା ସବୁକୁ ଫେରସ୍ତ ମିଳିବା ଦରକାର ।
Sir tik kahile
Good news sir 🙏
Byomakesh sir thanks you very much.
thanks sir,you ara great sir
Thanks advocate je.
Right speech brother
Point to be noted
Dosi ku punishment dia jau
I request honorable sp both kendujhar and Cuttack plz take action asap
Thank you very much sir
You are right
ଭାଇ କାହାକୁ ବିଶ୍ୱାସ କରିବା, ଏଇଠି କେହି କାହାର ନୁହଁନ୍ତି, ଭଗବାନ ଏମାନଙ୍କୁ ଦଣ୍ଡ ଦେବେ
Right 👍
ତୁରନ୍ତ ସମସ୍ତନ୍କୁ ଆରେସ୍ଟ କରାଯାଉ
You are Right Right kahichanti (Dr.)mane v. Imp roll karanti
Khali na medical nd bodo boli kohuthiba acb medical pura miserable medical.
ଯେତେ ଶୀଘ୍ର ହେଉ ସେମାନଙ୍କୁ ଆରେଷ୍ଟ କରାଯାଉ ଏବଂ ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ ଯେ SCB ମେଡିକାଲ ହେଉ କିମ୍ବା ପ୍ରାଇଭେଟ୍ ରେ , ଯେଉଁମାନେ ଏହି କାର୍ଯ୍ୟରେ ସଂପୃକ୍ତ ଅଛନ୍ତି ଯଥା ଶୀଘ୍ର ଦୃଢକାର୍ଯ୍ୟାନୁଷ୍ଠାନ ନିଆଯାଉ, ଏବଂ ସେମାନଙ୍କୁ ଅତି କଠୋର ଦଣ୍ଡ ଦିଆଯାଉ
100% arrest heba darkar
Thank you
Jia Jia samfructa achhanti se manku suspend kara jau
ଏ ମାନଙ୍କୁ ଅତି ଶିଘ୍ର ଆରେସ୍ଟ କରି ଟଙ୍କା ଫେରାଇ ବନ୍ଦୋବସ୍ତ କରା ଯାଉ ।
ଧନ୍ୟରେ ମଣିସ
❤ଠିକ କଥା କହିଛନ୍ତି ।
Amo renge re forest department job koruthile.....
Bhai ଏବେ ଗାଁ ରୂ ପିଲା ଚୋର ଏଇମାନେ କରୁଛନ୍ତି doctor with police all invalbe.
Nice job sir 👏👏🙏🙏
right sar
Right 👍👍👍👍
Mu apannku koti pranam karuchhi😢🙏🙏🙏🙏🙏🙏sir nyai dionti.
Baum.sir.dhanyabad
ଓଡ଼ିଶା ରେ କାହାକୁ ଜେଲ ହେବ ନି ଭାଇ ଏଠି ନବିନ ଓଡ଼ିଶା ଚାଲୁଛି
ସମସ୍ତେ ଠକା ଠକି ରେ ବ୍ୟସ୍ତ
Sir 🎉
Good
Right anchor
❤❤
ସାର୍ ଆପଣ ଠିକ୍ କଥା କହିଛନ୍ତି
😮Fraud must be punished & sent to jail until money is recovered
Police should do proper investigation, and all culprits to be jailed
Good report bhai
Please 🙏 ae news ku adhika ru adhika share Kara jao🥹🙏🙏🙏
Sir tkik.katha kahuchnti
Ate late kariba bhala nuha sir
Samaste maruchanti patients ku😢😢
A Cuttack medical SCB Ray 100docter Ru 90 doctor Sabu Dalai Kari duty thick bhabare karunahanti emanakar mukhya lockhya kemiti privet Ray treatment Kari adhika tanka rojagar kariba
ଡକ୍ଟର ଟ୍ରାକ୍ଟର ସମସ୍ତଙ୍କୁ ମାମୁଁ ଘର କୁ ନିଆଯାଉ ସେଠାରେ ବେସନ ଭଜା ପାପଡାହାଣ୍ଡି ଦହି ପଖାଳ ଭାତ ଆଉ ଶୁଖୁଆର ଛୁଙ୍କ ଦେଇ ଆରାମରେ ଦିନ କାଟିବେ 😅😂
Santilata ku arrest kara jau