"ମୋ ପୁଅ ପୂରା ନିର୍ଦ୍ଦୋଷ ତା'ର କିଛି ଭୁଲ୍ ନାହିଁ, ଯଦି ତା'ର କିଛି ଦୋଷ ଅଛି ତାକୁ ଦଣ୍ଡ ଦିଅ ନହେଲେ..."

Sdílet
Vložit
  • čas přidán 30. 06. 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #Bhubaneswar #OdishaPolice #PoliceInvestigation #Odisha

Komentáře • 191

  • @SonuMaharana-lf8pt
    @SonuMaharana-lf8pt Před 24 dny +26

    ତଦନ୍ତ କରି ,ଦୋଷୀ କୁ ଦଣ୍ଡ ଦିଅ।ବିନା କାରଣ ରେ ବେଳେ ବେଳେ ନିର୍ଦଶି ଦୋଷୀ ହୋଇଯାଆନ୍ତି।କୌଣସି ଘରେଇ ହିଂସା ଯଦି ଥାଏ ତେବେ ବେଳେ ବେଳେ ମିଛ କେଶ୍ ଦେଈ ଦିଅନ୍ତି।
    ମିଛ ରେ ଜନ କୁ ଦୋଷୀ କରିବା ଠିକ୍ ନାହିଁ ।ଧର୍ମ ବୋଲି ଅଛି , ସିଏ ସବୁ ଦେଖୁଛନ୍ତି।

  • @pk5993
    @pk5993 Před 29 dny +33

    ଉଚିତ୍ ତଦନ୍ତ କରି ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରାଯିବା ଦରକାର

  • @UdeshOfficial3
    @UdeshOfficial3 Před 27 dny +55

    ମାଆ ବାପାଙ୍କ ଇଜ୍ଜତ୍ ରଖ ❤
    ସେମିତି ଖରାପ କାମ କରନି ଯଉଥି ପାଇଁ କି ମା ବାପାଙ୍କ ମୁଣ୍ଡ ତଳକୁ ହବ

  • @user-en1uk5xs1n
    @user-en1uk5xs1n Před 27 dny +72

    ଡାକ୍ତର ପରୀକ୍ଷା କରି ଠିକ ନିର୍ଣ୍ଣୟ ନିଅନ୍ତୁ, ବିନା ଦୋଷରେ ଦଣ୍ଡଦେବା ଠିକ ନୁହେଁ, ଯେଉଁମାନେ ଏମିତି ବିନା କାରଣରେ ଗୁଜବ କରିଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ

    • @kariamarandi9397
      @kariamarandi9397 Před 26 dny +4

      ଠିକ୍ କଥା ଭାଇ 😢😢😢😢

    • @brajeswarisingh909
      @brajeswarisingh909 Před 26 dny +8

      ଠିକ କଥା, ଏମିତି ବି ଲୋକ ଅଛନ୍ତି, ମିଛ କହି ଫସାଇ ବାକୁ ଚାହାଁନ୍ତି ଯଦି ପଡ଼ୁ ନ ଥାଏ

    • @kartikabariha9906
      @kartikabariha9906 Před 23 dny +1

      Bhai Bina Dosore Shaja mili jaushe

  • @bidyadharbehera8297
    @bidyadharbehera8297 Před 29 dny +92

    ମାଆ ର ଭୁଲ୍ maa Dhyan ରଖିବା katha ଆଜିକାଲି କାହାକୁ ଭରଷା କର ନାହିଁ

    • @KANHANETKING
      @KANHANETKING Před 23 dny +2

      Maa sabu bele pua sangare buliba aau taku najar rakhiba?

  • @manoj010-j6x
    @manoj010-j6x Před 29 dny +37

    ଯଦି ବାହାରକୁ ପାସ କରିବାକୁ ଯାଇଥିଲା, ଚେନ୍ ବାହାରେ ଦେଇକି ଆସିବ ନା ଘରେ ଆସି ଦବ,

  • @ranjitkumarbehera5746
    @ranjitkumarbehera5746 Před 29 dny +37

    ଏ ଗପ ରୁ ଜଣା ପଡୁଛି ଏ ଦୋଷୀ ହେଇଥିବ

    • @Biswo_143
      @Biswo_143 Před 28 dny

      Tama pua luchuchi kahinki,,,,bhul jadi Kari nathiba,,,,,kehi bi tamaku dosh dei ପାରିବେନି,,,,,,,, ସତ କୁ ସମ୍ନା କର,,,,,police ku help Kara,,,,nije jadi kichhi bi karina,,,,Tama upare thiba dosh ku michha re prove Kara,,, police ku proper investigation karibare help kara

    • @shyamsunderbhoi7522
      @shyamsunderbhoi7522 Před 22 dny

      Hoie thiba amiti pilaku fashidia

  • @user-eb8mt1he7v
    @user-eb8mt1he7v Před 26 dny +8

    ସୁପର ଆକଟର ବୁଢ଼ୀ

  • @ranjitkumarbehera5746
    @ranjitkumarbehera5746 Před 29 dny +16

    ଯଦି ସେ ଦୋଷୀ ନୁହଁ ତାହା ହେଲେ ଗୁଆଡେ ଗଲା କୁହ

  • @srimandevnayak9620
    @srimandevnayak9620 Před 29 dny +17

    Jhia ra maa kn karuthila ki jhia pila taku para ghare chadithila.....nija chuaa ku nija ghare rakhiparunthila ki

  • @ishakmajhi1268
    @ishakmajhi1268 Před 29 dny +53

    ଯେତେ ପୁଅ ମାନେ କମେଣ୍ଟ କରିଛ ଫାଶୀଦିଆଯାଉ ବା xyz କହୁଛ ବୁଢ଼ୀ ମିଛ କହୁଛି ବଲୁଛ ସେଟା ଭୁଲ୍ କଥା ଭାଇମାନେ ସେହି ମହିଳା ଜଣଙ୍କ ତ କହୁଛି ପୁଅର ଭୁଲ୍ ଥିଲେ ଯାହାଇଛା ତାହାକର ବୋଲି ଛାଡ଼ିଲା ତେବେ ସେ ମିଛ କେମିତି କହିଲା ପ୍ରଥମେ ଯୋଉ ପୁଅ ମାନେ କମେଣ୍ଟ କରିଛ ତମେ ପ୍ରଥମେ ଚିନ୍ତା କର ଭୁଲ୍ ସବୁବେଳେ ପୁଅ ମାନଙ୍କୁ ଦିଆଯାଏ ଭୁଲ୍ ସବୁବେଳେ ପୁଅର ନଥାଏ ଉଭୟଙ୍କ ଥାଏ ତେଣୁ ଦୁହିଁଙ୍କ ବ୍ଲଡ ଚେକ୍ କରାଯାଉ ଆଉ ଯାହାର ଭୁଲ୍ ତାହାକୁ ଆଇନ୍ ଅନୁଯାଇ ଦଣ୍ଡଦିଆଯାଉ ଝିଅ ହୋଉ ବା ପୁଅ ସମସ୍ତ ଙ୍କର ବଞ୍ଚିବାର ସମାନ ଅଧିକାର ଅଛି ( jay jawan jay kishan jay bharat )

    • @desipila1844
      @desipila1844 Před 29 dny +4

      Right Bro

    • @dibyaranjan7480
      @dibyaranjan7480 Před 28 dny +3

      ଆରେ ସିଏ ତିନି ବର୍ଷ ର ଝିଅ 😢

    • @kapdekidukaanlawda
      @kapdekidukaanlawda Před 27 dny

      She magic feral Kai hela be

    • @hm_miki
      @hm_miki Před 26 dny

      ​@@dibyaranjan7480 bala kahila purbaru bhabi ki kaha 3 year girl personal vada ghare rahu thila sala baiya

  • @soumyafamilyvlog1993
    @soumyafamilyvlog1993 Před 26 dny +9

    ଚେନ ଦେଇଛି କଥା ମିଛ ପୁରା ମତେ ଲାଗୁଛି
    ସେ ଟୋକା କିଛି କରିଛି 👍

  • @onedayyouandme3268
    @onedayyouandme3268 Před 29 dny +32

    ମହିଳା ଜଣଙ୍କ ଭଲ କଥା କହିଲେ। ତାଙ୍କ କଥା ଠିକ୍ ବି ହୋଇଥାଇପାରେ। ଯଦି ପୁଅ ଠିକ୍ ଥିବ ଭଲ କଥା ନହେଲେ ତାକୁ ଦଣ୍ଡ ଦିଆ ଯିବ।

  • @gb8328
    @gb8328 Před 29 dny +39

    ଫାଶୀ ପାଇବ ରହ ବୁଢ଼ୀ

    • @saroj1296
      @saroj1296 Před 29 dny +1

      ଖାସୁ କରି ଆଣ୍ଡ କୋଷ କାଢ଼ିଦେବା ଉଚିତ

    • @gamingbishnu2370
      @gamingbishnu2370 Před 29 dny

      Ha ha ha

    • @user-jv9cd7wg7i
      @user-jv9cd7wg7i Před 27 dny

      ମୋ ମତରେ ଦୁଇ ଟି ଯାକ ଆଖି 👀 କୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେବା କଥା ଦେଖି ଲେ ତ ଉଠିବ।ନ ଦେଖିଲେ ​@@saroj1296

    • @nakulnaik1423
      @nakulnaik1423 Před 23 dny

      Chain ଟା କଣ କରୁଥିଲା ଯେ..... Blood ବାହାରୁଥିଲା

    • @nakulnaik1423
      @nakulnaik1423 Před 23 dny

      ଦୁଷ୍କର୍ମ କରୁ କି ନକରୁ but କିଛି ତ କରିବାକୁ try କରୁଥିଲା

  • @saikalyan4918
    @saikalyan4918 Před 26 dny +8

    Mor ନୂଆ ସରକାର କୁ ବିନମ୍ର ଅନୁରୋଧ ପ୍ରତି ଗାଁ ରୁ ଗୋଟେ ଗୋଟେ ବସ ଚାଲନ୍ତୁ ମାଳି ସାହି କୁ 100%ଏମିତି ଘଟଣା କମି ଯିବ

  • @Kunisabar-123
    @Kunisabar-123 Před 17 dny

    ହେ ପ୍ରଭୁ ମୋ କାଳିଆ ଠାକୁର..... ବଂଚିବା ବା ପାଇଁ କାହାକୁ ଆଉ ବିଶ୍ୱାସ କରିବି....ଦୟାକରି ଦୁନିଆ କୁ ଭସାଇ ଦିଅ ହେ...

  • @PradeepNaik-ul4wu
    @PradeepNaik-ul4wu Před 29 dny +16

    କଉ ଗୋଡ଼ରେ ଚେନ ଟା ଲାଗି ଗଲା ଆଉ ସେ ଫେରାର କାଇଁକି ଅଛି। ଆଉ କେତେ ରକ୍ତ ବାହାରିଲା ଯେ ସବୁ କପଡା ରକ୍ତ ହେଇଗଲା ସବୁ ମନଗଢା କାହାଣି

  • @ajitbarik4476
    @ajitbarik4476 Před 26 dny +3

    ଭାଇ ଦୋଷ କରିଛି ତ ଦଣ୍ଡ ଦିଆ ଯାଉ ଆଉ ଦୋଷ ନକରି ଥିଲେ ତାଙ୍କୁ ବି ଦେଖାଇବ ଜୟ ଜଗନ୍ନାଥ 🙏🙏🙏

  • @bnstudiocreations9619
    @bnstudiocreations9619 Před 29 dny +13

    Sabupare aga bhaskar news balankara pent koli check kariba darakar

  • @krishnaprasadrath
    @krishnaprasadrath Před 29 dny +11

    Jadi nabalikaa ku duskarm karichhi ta'ra jaunanga kati diajau aau jianta postmortem karajau 🙏 Jai ♥️🇮🇳🔥 Hind 🙏

  • @user-yf7ul6do1h
    @user-yf7ul6do1h Před 25 dny +2

    Excellent question 👏

  • @user-cx3ht5dm8p
    @user-cx3ht5dm8p Před 26 dny +10

    ଆରେ ଭାଇ ପୁଅ ଯେତେ ଭୂଲ୍ କଲେ ବି ମା ତ ମା ନା au kn ମାଆ କହିବ ମା ପୁଅ କୁ ଫାଶୀ ଦେଇଦିଅ,,

  • @user-mw9ij7un1i
    @user-mw9ij7un1i Před 29 dny

    Right mam

  • @Rasidkhan56663
    @Rasidkhan56663 Před 19 dny +1

    ଯଦି ସେ ଦୁଷ୍କର୍ମ କରିନାହିଁ ହେଲେ କଣ ପାଇଁ ଲୁଚି ରହିଛି. ମାଉସୀ ମିଛ କହୁଛନ୍ତି 😢

  • @Sibaram12370
    @Sibaram12370 Před 23 dny +2

    ସତ୍ଯ ତା ବାହାରକଲେ ହିଁ ଜଣାପଡିବ

  • @rakeshnayak6559
    @rakeshnayak6559 Před 29 dny +13

    Aji new act asichi eka tharake bampha neba re pua

  • @lituminuliki
    @lituminuliki Před 27 dny +3

    Mo janibare ta maa thik kauchi amiti bi hei pare se darare kuade palei jai pare ta pare maa bi kahuchi mo pua jadi vul karichi taku danda dia mun Raji jhiara pithire rakta lagichi se jhiara aja asi dekhila sabu thik achi ta Mane pua darare kuade paleichi kahinki na ajika date re loka Mane kichi bujhibe nahi age mada se darare bodhe pua ferar achi dekhiba ruha jadi medical test hua jadi micha pramanita hela pua nischya gharaku feriba ❤❤❤

  • @Ashok-dream-2m
    @Ashok-dream-2m Před 29 dny +6

    ପୁରା କରିଦେଇଛି ମାଘିଆ ।ବେଧ ଛୁଆ😂😂ମାଘିଆ କୁ ଫାଶୀ ହବ

    • @santoshpuhan8081
      @santoshpuhan8081 Před 27 dny

      ଫାଶୀ ଟା କଣ ପିଲା ଖେଳ,Are you confirm that he is accused.😮

  • @myheart279
    @myheart279 Před 29 dny +27

    ଚେନ କଣ ମଝି ଗୋଡ଼ ରେ ଲାଗି ଗଲା କି ଏ ବୁଢ଼ୀ ମିଛ କହୁଛି ଶଳା ନବୀନ ସରକାର ଯାହା ଥିଲା ଏ ମୋହନ ସରକାର କଣ same କେହି କଣ ଓଡ଼ିଶା ରେ ନାହାନ୍ତି rep କୁ ରୁକିବା ପାଇଁ ଧିକ ଆମ କୁ ସ୍ଵାଧୀନ ଦେଶ ରେ ଏମିତି କଣ ହଉଚି ସତରେ ଆମ ଦେଶରେ ଝିଅ ମା ମାନେ କଣ ସ୍ଵାଧୀନ ଆଉ ଏମିତି action ନେବା କଥା rap କଣ ଝିଅ କୁ ଦେଖିଲେ ଡରିବେ ଜମିତେ

    • @kamalakantapanda304
      @kamalakantapanda304 Před 29 dny +2

      Athie re cm kan karibe ama samvidhan jaha hata re lekha hiechhi sia gotia kamjuri hata thila abe puni new samvidhan aniba katha

    • @SwarnapriyaJena23
      @SwarnapriyaJena23 Před 29 dny +1

      Ebe puni bjp nua faujadari aini lagu karuchi dosinku au tike kuhala Kariba pain,sabu haramjada ethi

  • @ashisswain8499
    @ashisswain8499 Před 29 dny +6

    Right maa

  • @craxygames9653
    @craxygames9653 Před 29 dny +7

    ଝିଅ ମୁଁହ ଦେଖେଇ ବେ ନାହିଁ କିନ୍ତୁ ପୁଅ ମୁଁହ ଦେଖେଇ ଦେବେ ଏଟା କଣ ନିୟମ

    • @MyHouse-dc2hd
      @MyHouse-dc2hd Před 27 dny

      3 barsa r jhia ku ahuri dejhauthibe nei

    • @hm_miki
      @hm_miki Před 26 dny

      ​@@MyHouse-dc2hd3 year jhia ku kie personal room die puni vada ghare ? Careless parents

  • @sudarshanmurmu1033
    @sudarshanmurmu1033 Před 29 dny +9

    ବେଧ ପିଲା

  • @user-pv8ki4ji8n
    @user-pv8ki4ji8n Před 24 dny +1

    Pent re kemiti rokata lagibo

  • @Vibek5678
    @Vibek5678 Před 29 dny +3

    ଯିଏ ଦୋଷ କରିଛି ଦଣ୍ଡ ତ ମିଳିବ

  • @Hot_News3722
    @Hot_News3722 Před 29 dny +3

    माया बिनी बूढ़ी सबू मिछ कथा 😢 नाबालिका को न्याय दियायाऊ 😅😅

  • @BibinBishoy
    @BibinBishoy Před 25 dny

    🙏🙏🙏🙏

  • @raajdas4977
    @raajdas4977 Před 29 dny +1

    Bhai next video dia

  • @allinonetv4977
    @allinonetv4977 Před 29 dny +21

    ମାଳି ସାହି ର adress ସବୁ ଆଡ଼େ ଲଗା ଯାଉ. ମୋ bus ର ମାଳି ସାହି ରେ ଗୋଟେ bus stop ହଉ

    • @SuryaKantaDas66
      @SuryaKantaDas66 Před 29 dny +9

      ଭାଇ ଏଇ ଦାବି ପତ୍ର ନେଇ ଆସନ୍ତା ସମୋବାର ଦିନ ତମେ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟ 🤣🤣🤣

    • @rasmitadutta3679
      @rasmitadutta3679 Před 29 dny +3

      😆😄😆😄😄😄😄😄😄😆😆😄

    • @kamalakantapanda304
      @kamalakantapanda304 Před 29 dny +4

      Sata katha kahila

    • @DayanidhiSahoo-xf7tw
      @DayanidhiSahoo-xf7tw Před 26 dny +1

      ​@@SuryaKantaDas66😅😅😅

  • @smrutiart5133
    @smrutiart5133 Před 25 dny +1

    Satya ghatana kn samnaku aasu dosiku danda au nirdosa ku nyaya milu eatiki pratharna

  • @KamallochanKhillo-ct2ec

    ଭାଲୋଭବରେ ପରୀକ୍ଷା ନିରୀକ୍ଷା କୋଲା ପୋରେ , ଯଦି ପୁଓର ଭୁଲ୍ ଅଛି , ତା ହେଲେ ଦଣ୍ଡ ଦେବା କଥା , କିନ୍ତୁ , ନ ଜାଣି ଏତେ ସବୁ କରିବାଟା ଠିକ୍ ନାହିଁ !

  • @kavitakisku
    @kavitakisku Před 25 dny

    If investigate goes right ..will new law on child rape for Hanging will apply ???

  • @indiantradition88
    @indiantradition88 Před 26 dny

    😮😮

  • @fitburn07
    @fitburn07 Před 24 dny +1

    To puo ro doso ochi mausi fasi paibo
    Big reason FERAR chhua taku peli dela nalua ta , do investigation from every angle 😂

  • @chandrakantpradhan5134

    , ସେ ପ୍ରକୃତ ଅପରାଧୀ

  • @saroj1296
    @saroj1296 Před 29 dny +2

    ଏହାକୁ ଖାସୁ କରିଦିଅ

  • @bisgutejana6720
    @bisgutejana6720 Před 29 dny +2

    କଣ କରା ଯିବ ଉଥିଲା ସେ କଣ କରିବ 😂

  • @chittafoodbuzzexplore
    @chittafoodbuzzexplore Před 29 dny +8

    ଯଦି ଗୋଡ ରେ ଖଣ୍ଡିଆ ହେଇଛି.. ସେ ପୁଅ କଣ ଜାଣିପାରେଲାଣି...... ଏତେ ମିଛ ମା କାହିଁକି କହୁଚ........
    ରକ୍ତ ବାହାରିଲା ସେ ପୁଅ ପୁଣି ଶୋଇପଡ଼ିଲା.. ଏତେ ବାହାନା କଣ ପାଇଁ କରୁଛ... ଗୋଟେ ଛୋଟ ପିଲା ସହ ଏମିତି କରିକି କିଛି ଭଲ ହେଲାନି.....
    ହେ ଭଗବାନ ଏତେ ଛୋଟ ଚିନ୍ତାଧାରା... 😔😔😔😔

    • @onedayyouandme3268
      @onedayyouandme3268 Před 29 dny +1

      ଗୋଡ଼ ନୁହଁ ଗୁଡ କହିଲା ସେ ମାନେ ବୁଝି ଜା😂😂

  • @kalingaveera3424
    @kalingaveera3424 Před 29 dny +5

    Mausi chain laagigale blood kn ete bahariba.....jadi sata baharilaa ....ebe jau rule hoichhi sidha faasi paiba....

  • @mitrabada4309
    @mitrabada4309 Před 25 dny

    🙏🙏🙏🙏🙏🙏🙏

  • @lifewithdance403
    @lifewithdance403 Před 26 dny

    😢

  • @user-dy9bm5ph5d
    @user-dy9bm5ph5d Před 27 dny +1

    ସେଇଟା ଗୋଟାଏ ମା ଗିଆଟା

  • @sibaprasadrout2269
    @sibaprasadrout2269 Před 25 dny

    Ary say halyieki ta nunu opona karidyice saty paie blod bahuta baharutiba valary dykha dykie kara

  • @binayakumar4653
    @binayakumar4653 Před 29 dny +2

    Ta main point katidio sobu thu bholo

  • @raghugolari7220
    @raghugolari7220 Před 29 dny +1

    Yodi dosi dandha milu ..yidi nirdosi tahele dandha dia na jau..

  • @pratapdalei2580
    @pratapdalei2580 Před 29 dny

    👊

  • @upendranathsoren3130
    @upendranathsoren3130 Před 24 dny

    Salam ma

  • @bnstudiocreations9619
    @bnstudiocreations9619 Před 29 dny +2

    Jhia ra age kete

  • @AjitDas-cp3xk
    @AjitDas-cp3xk Před 29 dny +3

    ମାଉସୀ ସବୁ କହିଲା ଭିତରେ ଗୋଡରେ ଚେନ୍ ଲାଗି ବ୍ଳଡ୍ ବାହାରିବା ପୁଣି ଏତେ ମାତ୍ରାରେ , ଏଇ କଥାଟା ସ୍ପଷ୍ଟ ହେଇ ପାରିଲା ନାହିଁ ,ସେ କିଭଳି ଚେନ୍ ଓ କେତେ ଧାର ଯେ ବ୍ଳଡ୍ ଏତେ ଗୁଡାଏ ଲାଗିଲା ,ଆଉ ସବୁ ଠିକ୍ ଅଛି ଚେନ୍ ଟିକୁ ନେଇ ତଦନ୍ତ କରିବା ନିତ୍ୟାନ୍ତ ଜରୁରୀ ।

  • @SwarnapriyaJena23
    @SwarnapriyaJena23 Před 29 dny +1

    Maran mohi bath room re mutila au khata upare chain deo thila na ta pua bathroom dei parila nahi,dudha khia chua ta t, tu dei deo thilu bodhe bedha fasi paiba ruha mohan sarkar kn karuchanti dekhiba.

  • @gb8328
    @gb8328 Před 29 dny +7

    ତୁ ବେଧେଇ ବୁଢ଼ୀ

  • @Rimadash-wy51u
    @Rimadash-wy51u Před 20 dny

    Ete blood baharuchi pochiki ghara bhitaraku jiba katha au malam lagaebara katha se tahaku ta kasta hauthiba kana pain jhia ku dharila au pua ra ma karuthila ete bela jaye pua ra bhul achi

  • @nirmalyaswain8352
    @nirmalyaswain8352 Před 27 dny

    Ei news dekha bala bhaskar

  • @amit.KumarMahar
    @amit.KumarMahar Před 28 dny +1

    Bhoji kari kiri mada pi ki asila bodhe au .tapare .sabu kama.

  • @nehasahoo1095
    @nehasahoo1095 Před 24 dny

    Aji kali kahaku biswas nahin jeja manaku jetebele biswas asiparuni para pua manaku kana biswas,,parikhya nihati kara jadi dosa karichi se pua ta private part ku se chua ra maa sidha jau kati dau

  • @user-lo9bg6ps2r
    @user-lo9bg6ps2r Před 29 dny

    25 year Kam hela

  • @Rebel_satya
    @Rebel_satya Před 29 dny +1

    Danda kn paiba mala se

  • @aashman6646
    @aashman6646 Před 29 dny +1

    Blood ta asila kouthu

  • @pbhatra864
    @pbhatra864 Před 29 dny

    Perar heichi Mane bhul karichi

  • @radhasyampradhan9728
    @radhasyampradhan9728 Před 29 dny +4

    Micha kahuchi

  • @alokmohanty-pk5kj
    @alokmohanty-pk5kj Před 29 dny

    emiti bele bele chen lagijae tenu samanya katha ku nei ete halapata kariba uchit nuha . tadant kara sighra

  • @laxmipriyanaik8438
    @laxmipriyanaik8438 Před 29 dny +1

    Dactori maina kora jau

  • @Experimentagent
    @Experimentagent Před 24 dny

    ଏମିତି Case ରେ ପୁଅ ଫସିଯାଆନ୍ତି ମିଛରେ Virgin Test କରାଯାଉ 😮

  • @Lushan475
    @Lushan475 Před 28 dny

    Chi...chain re lagiki ete jor re blood baharila..?? J sabu odaa heigla😑
    Chi...2.5 yrs chhota jhia😢

  • @Itzmyworldu3d
    @Itzmyworldu3d Před 29 dny

    ନାଳୁଆ ଭଡୁଆ ଯଦି କିଛି କରିନି ଫେରାର ଅଛି କାହିଁକି?????

  • @bapunbehra1931
    @bapunbehra1931 Před 29 dny +2

    ତୋ ପୁଅ ଯଦି ଭଲ ତୋ ପୁଅ ଯୋଉଠି ମୂତି ବାକୁ ଯାଇଥିଲା,ସେଠି କଣ ପ୍ୟାଣ୍ଟ ର ଚେନ୍ ଦେଇ ପାରିଲା ନାହିଁ,ଘର ଭିତର କୁ ଆସି ପ୍ୟାଣ୍ଟ ର ଚେନ ଦେଉଚି, ଯଦି ତୋ ପୁଅ ନିର୍ଦୋଷ୍ ତାହା ହେଲେ ଲୁଚି ଚି କାହିଁକି,ଆଉ ଗୋଟେ କଥା ପ୍ୟାଣ୍ଟ ର ଚେନ୍ ଯଦି ତୋ ପୁଅ ର ଗୁଲ ରେ ଲାଗିଗଲା ତ ଏତେ ରକ୍ତ ତ ବାହାରି ବନି

  • @padmalayasarangi3907
    @padmalayasarangi3907 Před 29 dny

    Yee micha kahuchi

  • @crazyvlog879
    @crazyvlog879 Před 29 dny +2

    Ta banda re chen lagila ta ate blood baharila bala katha kuhani

    • @bhagbatpradhan2365
      @bhagbatpradhan2365 Před 29 dny

      ମୁଁ ସେଇ କଥା ଭାବୁଚି ଏତେ ବ୍ଲଡ଼ ବାହାରିବ🙆🏼‍♂️

    • @rudrakumar8024
      @rudrakumar8024 Před 29 dny

      😂😂😂

  • @ChandanRana-vs8ig
    @ChandanRana-vs8ig Před 29 dny +7

    A budhi sabu michha kahuchi . Pua ku banchei baku a budhi amiti kahuchi .

  • @sudhansubarik7544
    @sudhansubarik7544 Před 23 dny

    ବୁଢ଼ୀ ତୁ ଆଉ କେତେ ମିଛ କହିବୁ... ତ ପୁଅ କୁ ହିଷ୍ଟ୍ରିଆ ହେଇଚି... ରେପ୍ କରିଚି

  • @sarojkumarsahoo9310
    @sarojkumarsahoo9310 Před 29 dny +1

    News bhai final result kahiba

  • @laxmipriyasahoo2623
    @laxmipriyasahoo2623 Před 29 dny

    Ea michha kahuchi jadi sie kichhi bhulu karini tahale luchuchi kn pain

  • @RKB_1985
    @RKB_1985 Před 27 dny

    Duskarma karichi

  • @manaspradhan672
    @manaspradhan672 Před 29 dny

    beman dunia

  • @ncrodiaeng
    @ncrodiaeng Před 29 dny

    Fake case

  • @_nayera-mohanty
    @_nayera-mohanty Před 29 dny

    Dasi ra paribar loka sabu bele dosa lucheibaku chesta karanti.. pila loka ..bhaya ..aethi story sunauchi ...danda phasi diya jau

  • @focusstudy8435
    @focusstudy8435 Před 29 dny

    Tahele to pua pherar kn pi hela maa pua dijana plan karuchha pila loka 😂😂😂😂 acting

  • @Smiley_atb
    @Smiley_atb Před 29 dny +2

    To pua au tu maribu

  • @guddy2002-np8bv
    @guddy2002-np8bv Před 29 dny

    Kete Barsha ra jhia sie????

  • @KasinathJena-ws1nq
    @KasinathJena-ws1nq Před 29 dny

    Fasi diajau😂😂😂😂😂😂😂😂

  • @MunaHansdah-vc8nr
    @MunaHansdah-vc8nr Před 29 dny +2

    Hoy re budhi tote raep koriba darkar

  • @mr__pradhan___007
    @mr__pradhan___007 Před 29 dny

    Pura aai maa kahani kahuchi budhi😂😂😂

  • @purnachandratiriya7521

    [

  • @nirojedits
    @nirojedits Před 29 dny

    To pua jadi rape karithiba ...ta banda katiki ...kua ku diajiba 😅

  • @sarbeswardas9828
    @sarbeswardas9828 Před 29 dny +1

    Hoie thaie pare

  • @ranjanjena5724
    @ranjanjena5724 Před 23 dny

    Tq guda khandia achhi ki nahi dekh

  • @indianloverkaran
    @indianloverkaran Před 23 dny

    Natak karni hela

  • @blacknija4055
    @blacknija4055 Před 29 dny

    To pua khira puchi gendha januni

  • @soumyaranjanswain3944
    @soumyaranjanswain3944 Před 29 dny

    Odisha vaskar ra ea toka gote bafalo charaiba toka bahut jhatia toka

  • @JogeswarMajhi-lt7hj
    @JogeswarMajhi-lt7hj Před 29 dny +1

    ପିଲା ର ଯଦି ଦୋଷ ନାହିଁ ତା ହେଲେ କାହିଁ କି ଫେରାର ଅଛି,,,

  • @user-wx5ex9wb8j
    @user-wx5ex9wb8j Před 29 dny

    Mense hei thiba. Hala kariba kana darakara

    • @mytiger0
      @mytiger0 Před 28 dny

      2.5 yr chua ra period hue 😅😅wah wah