କାଲି ମାଆ କହୁଥିଲା "ମୋ ପୁଅ କିଛି କରିନି, ସେ ନିର୍ଦ୍ଦୋଷ...." ହେଲେ ଆଜି ସକାଳୁ ପୁଅକୁ ବାନ୍ଧିନେଲା ପୋଲିସ୍

Sdílet
Vložit
  • čas přidán 1. 07. 2024
  • Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #Bhubaneswar #CommissioneratePolice #ScientificTeam #Investigation

Komentáře • 263

  • @bijayalaxmisahoo7609
    @bijayalaxmisahoo7609 Před 8 dny +173

    ଦୋଷୀ କୁ ଦଣ୍ଡ ମିଳୁ ,କିନ୍ତୁ, ବିନା କାରନ୍ ରେ ଜଣକ ଭବିଷ୍ୟତ ନଷ୍ଟ ନ ହେଇଯାଉ, ଯଥା ଶୀଘ୍ର ମେଡିକାଲ୍ ରିପୋ୍ଟ ଜାନତୁ,

  • @mr.sanjayinformationdiscov3282

    ମାଉସୀ ଦୋଷ ସାବ୍ୟସ୍ତ ହେଲେ ଆମ ନୂଆ ଆଇନ ଅନୁଯାୟୀ ତମ ପୁଅ କୁ ଆଉ ଫେରି ପାଇବନି ସେ ଫାଶୀ ପାଇବା ସୁନିଶ୍ଚିତ!!!!!

  • @VIJAYKUMARJENA
    @VIJAYKUMARJENA Před 9 dny +323

    ସେ ଝିଅ ର ମେଡିକାଲ ଟେଷ୍ଟ ରିପୋର୍ଟ ଆସିଲା ପରେ ଜଣା ପଡିବ ଦୁଷ୍କର୍ମ ହେଇଚି କି ନାହିଁ, ବିନା ପ୍ରମାଣରେ କିଛି କହିବା ଠିକ ନୁହେଁ.

  • @binayjaypuria458
    @binayjaypuria458 Před 4 dny +32

    ମାଉସି ମିଛ କହୁଛନ୍ତି କାରଣ ସେ ପିଲା ଯଦି ପରିସ୍ରା କରିବା କୁ ବାହାରକୁ ଯାଇ ଥିଲା ତା ହେଲେ ସେ ପରିସ୍ରା କରି କି ସେଇ ଜାଗା ରେ ତା ପ୍ୟାଣ୍ଟ୍ ର ଚେନ୍ ଟା ନ ଲଗେଇ ଘରକୁ ଆସି କଣ ପାଇଁ ଲଗେଇ ବ ????

  • @sanam151
    @sanam151 Před dnem +3

    ଆଉ ଯଦି ଏଇ ପିଲା ଦୁଷ୍କର୍ମ କରିଥିବ ମାଗିହା କୁ direct ସୁଳି ଉପରେ ଚଢ଼ାଯାଉ ନହେଲେ ବହୁତ ଭୟଙ୍କର ଆଗକୁ ହବ.. 🙏🙏

  • @AbhayapatraAbhayapatra
    @AbhayapatraAbhayapatra Před 9 dny +84

    ଦୟାକରି ନୟାଗଡ଼ ପରୀ
    କେସ ପରୀ କରନ୍ତୁନି
    ଯାହା ସତ ତାହା କୁହନ୍ତୁ
    ଆଗରୁ ବହୁତ୍ ଜାମୁକୋଳି ଗପ ସୁଣିଚୁ ନୟାଗଡ଼ ରେ

  • @bharatdas318
    @bharatdas318 Před 8 dny +90

    ଡାକ୍ତର ବାବୁ ନିରପେକ୍ଷ ଭାବେ ଡାକ୍ତରୀ ପରୀକ୍ଷା କରନ୍ତୁ ,

  • @rudrakumar8024
    @rudrakumar8024 Před 8 dny +42

    ଏହା ତଦନ୍ତ ସଠିକ୍ ଭାବରେ କରା ଯାଉ ।

  • @mr.sanjayinformationdiscov3282

    ଷ୍ଟେଟମେଂଟ ର ତାଳ ମେଳ ରହୁନି ମତେ ଲାଗୁଛି ନିଶ୍ଚିତ ସେ ନିଷ୍ପାପ ଶିଶୁ ପ୍ରତି କିଛି ଅମାନବୀୟ କାଣ୍ଡ ହେଇଛି,,,
    ପାଣ୍ଟ ର ଚେନ ଯଦି ସେ ଟୋକା ର ଗୁଲ ରେ ଲାଗିଗଲା କଣ ଏତେ ବ୍ଲଡ଼ ବାହାରିଲା ଯେ ବ୍ଳଡ଼ ଯାଇ ଝିଅ ର ପିଠିରେ ଲାଗିଗଲା ଏହା ମିଛ,,,
    ନିରପେକ୍ଷ ତଦନ୍ତ ହେଉ ଦୋଷ ସାବ୍ୟସ୍ତ ହେଲେ ଦୋଷୀ କୁ ଫାଶୀ ମିଳୁ।।।।।।।

    • @ଦମ୍_ଦାର_ଟୋକା2.0
      @ଦମ୍_ଦାର_ଟୋକା2.0 Před 4 dny +3

      ସେ ନୁନି ତାର କଟା ହବ ବହୁତ୍ ଲମ୍ବା ହେଲାଣି😂😂🤣🤣 ମୁ ଏବେ କାଟିବା ପାଇଁ ଯନ୍ତ୍ର ପାତି ନେଇକି ଯାଉଛି

  • @khushirishilifetv9208
    @khushirishilifetv9208 Před 5 dny +9

    ଯଦି ସେଇ ପିଲା ଟି ନିର୍ଦ୍ଦୋଷ ତାହେଲେ ଫେରାର ହେଇଯାଇଥିଲା କାହିଁକି

  • @kalingatraveller
    @kalingatraveller Před 8 dny +22

    ମାଉସୀ ତମେ ବି ଜଣେ ନାରୀ .ସେ ଝିଅ ଜାଗାରେ ଯଦି ତୁମ ଝିଅ ହୋଇଥାନ୍ତା କି ତମ ସହ ଯଦି କେହି ଏମିତି କରିଥାନ୍ତା ....

  • @raja_______0831
    @raja_______0831 Před dnem +1

    DCP . Prateek singh really he is a great police officer ❤😊❤

  • @SandhyaraniSial-bq1dg
    @SandhyaraniSial-bq1dg Před 4 dny +7

    Mausi tame bahut bhala gapa kahucha

  • @puhandilkiabajtitu8166
    @puhandilkiabajtitu8166 Před 7 dny +6

    ସତରେ ଯଦି କେହିବି ଏମିତି କାମକରୁଚି ଦଣ୍ଡ ମିଳୁ ଯେମିତି କେହିବି ଭୁଲ କରିବେନି
    ନୂଆ ନିୟମ ଅନୁଯାଇ ଫାଶୀ ଦିଆ ଯାଉ
    କିନ୍ତୁ ଭଲ ଭାବରେ ସତ୍ୟ ବାହାକୁ ଆଣିବାକୁ ଅନୁରୋଧ ଆଇନ ର ରକ୍ଷକ 🙏

  • @oldisgold1379
    @oldisgold1379 Před 6 dny +11

    ପରିସ୍ରା କଲା ବାହାରେ ଆଉ ପ୍ୟାଣ୍ଟ୍ ଚେନ୍ ଲଗେଇଲା ଘର ଭିତରେ🥺🥺 ଏ କେମିତି କଥା ମାଉସୀ 😢ଆଉ ଯଦି ଚେନ ରେ କଟି ରକ୍ତ ବାହାରୁଛି ସେ ଚୁପ୍ ହେଇ କେମିତି ଶୋଇଥିଲା 😅

    • @ଦମ୍_ଦାର_ଟୋକା2.0
      @ଦମ୍_ଦାର_ଟୋକା2.0 Před 4 dny +3

      ସେ ନୁନି ତାର କଟା ହବ ବହୁତ୍ ଲମ୍ବା ହେଲାଣି😂😂🤣🤣 ମୁ ଏବେ କାଟିବା ପାଇଁ ଯନ୍ତ୍ର ପାତି ନେଇକି ଯାଉଛି

  • @biswaranjan772
    @biswaranjan772 Před 4 dny +9

    ସେ କଣ ବାହାରେ ପରିଶ୍ରା କରୀକି ଘରେ ଆସିକି ଚେନ୍ ଦଉଚି🤔🤔🤔🤔🤔 ତମେ ବି ମାଉସୀ କଣ କରିବ ଯେ ସବୁ ପିଲା ଙ୍କ ଦୋଷ ମା ମାନେ ଲୁଚାନ୍ତି, ଭୁଲ୍ କରିବ ଯଦି ଫାଶୀ ହବ ଲୋ ବୁଢ଼ୀ😂😂😂😂😂

  • @user-le4hh3rj9w
    @user-le4hh3rj9w Před 5 dny +10

    ଯଦି ମିଛ ପ୍ରମାଣ ହୁଏ ସରକାର ସେ ପୁଅର ମାନହାନି ପାଇଁ ୧୦ଲକ୍ଷ ଦେବ ତ?

  • @kanhahomedecorating6602
    @kanhahomedecorating6602 Před 7 dny +14

    ମା ତମେ ମିଛ କହୁଛ? ବାହାରେ ପୁଅ ପରିସ୍ରା କରିବ ଘର ଖଟରେ ବସି ଚେନ ଦେବ ସେକଣ ଛୋଟ ଛୁଆ ମିଛ କହିବାର ଗୋଟେ ସୀମା ଥାଏ

  • @Jagat_Sahoo1
    @Jagat_Sahoo1 Před 9 dny +47

    ମଦ ପିଇଲେ ଏଇଭଳି ନିଜର ହିତ ହିତା ଜ୍ଞାନ ଭୁଲି ଯାଆନ୍ତି 😢😢

  • @user-uy5rw1kp8e
    @user-uy5rw1kp8e Před 8 dny +19

    ଧନ୍ୟ ଲୋ ବୁଢି 😂😂😂 ହାରାମଯାଦି

  • @sanam151
    @sanam151 Před dnem

    ଏହାର ତଦନ୍ତ ହେଉ ଆଉ ପ୍ରକୃତ ଦୋଷୀ କୁ କଠୋର ରୁ କଠୋର ଦଣ୍ଡ ମିଳୁ ଯେମିତିକି ଏମିତି କାମ କରିବା ପୂର୍ବରୁ ଜଣେ 1000 ଥର ଭାବିବ. ଜୟ ଜଗନ୍ନାଥ.. 🙏🙏

  • @BirendraKumar-xu2zh
    @BirendraKumar-xu2zh Před 4 dny +5

    ଭାଇ ରେ ସେ ପୁଅ ସେମିତି ନୁହଁ 🥺🥺🥺🥺🥺🥺 ଦୋଷ ନ କରିବି ସେ ଦୋଷୀ ହେଇଗଲା😔😔😔😔

  • @sudhakarsethi6511
    @sudhakarsethi6511 Před 8 dny +31

    ମାଉସୀ ଆପଣ ମିଛ କହୁଛନ୍ତି

  • @ଦମ୍_ଦାର_ଟୋକା2.0

    ଆରେ ହଁ ସେ ଚୁକା ପିଲା ସେମିତି କାମ କରିଛି ନହେଲେ ମୁହଁ ଲୁଚେଇ ଫେରାର ହବ ପାଇଁ ଲୁଚି ନଥାନ୍ତା ସେ ଶଶୁର ପୁଅ ଛୋଟ ଛୁଆ ନା ତା ନୁନିରେ ଚେନ୍ ଲାଗିଗଲା 😂😂😂 କି ସୁନ୍ଦର୍ ଅଭିନୟ କରୁଛନ୍ତି, ସେ ନୁନି ତାର କଟା ହବ ବହୁତ୍ ଲମ୍ବା ହେଲାଣି😂😂🤣🤣 ମୁ ଏବେ କାଟିବା ପାଇଁ ଯନ୍ତ୍ର ପତି ନେଇକି ଯାଉଛି

  • @pratapmallick3096
    @pratapmallick3096 Před 6 dny +6

    ଆଛା ଯଦି ସେ ଝିଅ ଦୁଷ୍କର୍ମ ତାହାଲେ ଦୋଷୀ କୁ ଦଣ୍ଡ ଦିଆଯିବ,, ଆଉ ଯଦି ନିର୍ଦ୍ଦୋଷ ସାବ୍ୟସ୍ତ ହେଲା ତାହାଲେ ସେ ପୁଅ ଯୋଉ ଜେଲ୍ ଗଲା ମାନ୍ ସମ୍ମାନ ଗଲା ସାରା ପବ୍ଲିକ୍ ଦେଖିଲେ ତାର କଣ ହେବ ସେ ଝିଅର ବାପା ମା ଭରପୁର କରିବେ କୁହତ କୁହ ଜବାବ ଦିଅ ଆଇନ ଆଉ ପୋଲିସ୍ ବାଲା ଫେରେଇ ପାରିବ

  • @maheshkumar-fn4gc
    @maheshkumar-fn4gc Před 9 dny +73

    ମାଉସୀ ପୁଅ ପାଶେ ଗଲା ପାଶେ ବସିକି ସେ ସେଇଠି ଚେନ ନ ଦେଇକି ଘର ଭିତରୁ କୁ ଆସିକି ଘଟ ପାଖରେ କାଇଁ ଚେନ ଦେଲା ଯୋଉଠି ପାଶେ ବସନ୍ତି ସେଇଠି ତ ଚେନ ଦବ ନା 😂

  • @dhirendrasahu517
    @dhirendrasahu517 Před 9 dny +8

    Jay Jagannath moha Prabhu tume jaana🙏🙏🙏

  • @BanitaRoutray-qj2nu
    @BanitaRoutray-qj2nu Před 4 dny +3

    ଧନ୍ୟ ମା ମାନିବାକୁ ପଡ଼ିବ ଲାଜ ଲାଗୁନି ମିଛ କହିବାକୁ 🤬😡

  • @sudarshanmalla5489
    @sudarshanmalla5489 Před 5 dny +7

    ଟା ପେଳ କୁ ହାତୁଡ଼ି ରେ ପିଟି ପିଟି ଫଟା ଯାଉ

  • @95Kanhu95
    @95Kanhu95 Před 5 dny +5

    ମା ତୁମେ ମିଛ କହୁଚ,,, ଆମକୁ ଆଉ ଗପ ଶୁଣିବାକୁ ଭଲ ଲାଗୁନି

  • @mahaveer109
    @mahaveer109 Před 8 dny +40

    ମିଛ କହିବାରେ ଗୋଟେ ସୀମା ଅଛି ଲୋ ବୁଢ଼ୀ ଛୁଡ଼ି 😡😡😡😡

  • @amitadas1085
    @amitadas1085 Před 5 dny +6

    Jou parents mane a vedio dekhuchhanti tanku request... please kaha gharaku pilanku eka chhadantuni ki below 10 yr pilanku eka ghare chhadi kuade jantuni ..padosi b sarbanash kari pare

  • @hareshchandranaik8065
    @hareshchandranaik8065 Před 8 dny +4

    Mother saves her son we feeling it

  • @nakulnaik1423
    @nakulnaik1423 Před 8 dny +3

    ପୁଅ ଝିଅ ଯେତେ ଖରାପ କି ଅପରାଧୀ ହୁଅନ୍ତୁ, ନିଜ ମାଆ ନିଜ ପୁଅ ଝିଅ ସପକ୍ଷରେ ଯୁକ୍ତି ବାଢିବା ସ୍ୱାଭାବିକ ! ଏମିତି ଦୋଷ ଅପରାଧ ଘୋଡ଼ାଇ ସମାଜର ବର୍ତ୍ତମାନ ଅବସ୍ଥା ଏମିତି !କିଛି ତ ଲଫଡା ନିଶ୍ଚୟ ଅଛି !

  • @RanjitBariha-kc1it
    @RanjitBariha-kc1it Před 8 dny +21

    ସବୁ କଥାରେ ଆ.... ଆ ...ଆ.. କଣ ପାଇଁ ମ ପୋଲିସ .

  • @itishreemallik4583
    @itishreemallik4583 Před 9 dny +29

    Badamas maa ku abhadra pua

  • @iamsweetpoison2523
    @iamsweetpoison2523 Před 7 dny +4

    Aaaa aaaa aaaa re vedio sarigala 😅😂

  • @madanmohannayak8460
    @madanmohannayak8460 Před 8 dny +5

    ପ୍ରତୀକ ବାବୁ IPC ନୁହଁ BNS ବେଲାଣି 🙏🙏🙏

  • @StephenDominick-r1k
    @StephenDominick-r1k Před 9 dny +7

    Blood baharila talaku asiki soipadila au taku kasta helani ki superb story mausi tiyari karichanti

  • @SantilataMunda-rv4yt
    @SantilataMunda-rv4yt Před 8 dny +8

    ପିଲା କଡିସନ କେମିତି ରେ 😂😂😂

  • @dillippatra3068
    @dillippatra3068 Před 7 dny +1

    Thanks bbsr 👮 police

  • @mrrajdancer4944
    @mrrajdancer4944 Před 8 dny +4

    Repot jadi positive achhi taha hele tara des kati fasi danda diajau jay jaganath 🙏🏻🙏🏻

  • @laxmidharbarik5867
    @laxmidharbarik5867 Před 8 dny +3

    ଠିକ୍ ସେ ତଦାରକ କରାଯାଉ ଯେଭଳି କେବେବି ଭୁଲ ନହେଉ

  • @Dhruva-g3o
    @Dhruva-g3o Před 5 dny +1

    Finally

  • @arabindapradhan
    @arabindapradhan Před 9 dny +26

    Maa ta bahut tautar achhi

  • @user-hi9yr8pw7o
    @user-hi9yr8pw7o Před 9 dny +12

    Mausi tam puara chen ketay lamba ki

  • @laxmipriyabarik9238
    @laxmipriyabarik9238 Před 8 dny +2

    Hey prabhu se chua bisyare kehi bhabu nahanti se kete kasta pauthiba hey prabhu

  • @user-cm4mq5in2o
    @user-cm4mq5in2o Před 9 dny +24

    Maa 1no pua 2no 😂😂😂😂😂😂

    • @satyajitmallick804
      @satyajitmallick804 Před 8 dny

      Tume 3 na

    • @shantanupradhan3310
      @shantanupradhan3310 Před 8 dny +5

      First time sunili😂 chain lagile blood bahare boli 😂 pila bele ame janichu kete blood bahare🤣🤣 ମିଛ କହିବାର ସିମା ଥାଏ

  • @tejashjashipuria4453
    @tejashjashipuria4453 Před 8 dny +8

    2.5ବୟସ 😭😭😭😭😭😭

  • @Msdofficialvideo7
    @Msdofficialvideo7 Před 2 dny +1

    ଅ... ଅ.... ଅ.....

  • @bijaykumar346
    @bijaykumar346 Před 9 dny +10

    Kia sata kahu chi kia micha kahuchi Hospitality hela pore jana podiba

  • @Mukuniabhinetri1
    @Mukuniabhinetri1 Před 6 dny +1

    😢😢😢

  • @jajpurrani
    @jajpurrani Před 8 dny +4

    Medical test karantu

  • @user-uf9zh5kx8o
    @user-uf9zh5kx8o Před 4 dny +1

    Aau maa pura sati Savitri aau

  • @user-uq2xq6dq4k
    @user-uq2xq6dq4k Před 5 dny +1

    Maa to no thila ghore hele kemiti kohuchhi ta puo kichhi korini

  • @sukantapatra7478
    @sukantapatra7478 Před 8 dny +4

    Maa sampurn mich kouchi.

  • @ashokkumarmallick1375
    @ashokkumarmallick1375 Před 8 dny +8

    ଫାସୀ ଦିଆ ଯାଉ

  • @Experimentagent
    @Experimentagent Před 2 dny

    ଏମିତି ବହୁତ ପୁଅ ମିଛରେ ଫସିବାର ଦେଖିଛି😅

  • @Gugu-ql9dx
    @Gugu-ql9dx Před 5 dny +1

    Ta maa sabu janiki kahuchi kichi kare ni mo pua

  • @user-sb9sw8wu5i
    @user-sb9sw8wu5i Před 8 dny +2

    A...aa.....a.....aa😅bahare police officer

  • @krushnachandranaik1896
    @krushnachandranaik1896 Před 8 dny +1

    ପୁଅତ ରେପ୍ କରିନି ଫେରାର ହେଲା କାହିଁକି ମା କହୁଚି ଚେନ୍ ଲାଗିଗଲା ତା.......ରେ ତୋ ପୁଅ କ୍ଷୀର ଖାଉଛି

  • @SNayak-kq5wd
    @SNayak-kq5wd Před 7 dny +1

    Nesw Reporter bhainku anurodh tike jhia ghara lokanka byte diantu

  • @Alpa_hashiba_Alpa_sikhiba

    Daya Kari Bina pramana re kichi bi Action nia ntu nahi karana sie bi kahara pua ie bi kahara jhia,,upare Jana sabu dekhu chhi

  • @JatindraNaik-wd2mp
    @JatindraNaik-wd2mp Před 8 dny +1

    rama

  • @khushirishilifetv9208
    @khushirishilifetv9208 Před 5 dny +1

    ଭାସ୍କର ତୁ ଶେଷରେ

  • @walkingalone-yy4hu
    @walkingalone-yy4hu Před 9 dny +51

    ମା ଓ ପୁଅ 2 ଜଣ କୁ ଫାଶୀ ଦଣ୍ଡ ଦିଆଯାଉ..

    • @satyajitmallick804
      @satyajitmallick804 Před 8 dny +4

      Tame kn court ra judge na kmiti jnila rafe heichii ki nhi murkha pri kohani jama patha pdhicha na bhai na ja mnaku ase khidaba

    • @SantoshiMahapatra-ko4zd
      @SantoshiMahapatra-ko4zd Před 8 dny +2

      ଭାଇ କିଛି ନଜାଣିକି କଣ ପାଇଁ ଏମିତି କହୁଛ ବହୁତ ଥର ଏମିତି ହୋଇଛି ମୁଁ ଟଏଲେଟ ରୁ ଆସେ ହେଲେ ଚେନ ଦେବାକୁ ଭୁଲିଯାଇଥାଏ ଆଉ ସାଙ୍ଗ ମନେ କୁହନ୍ତି ଚେନ ଦେବାପାଇଁ.....
      ତମ ର ଏତେ ଖରାପ ଚିନ୍ତାଧାରା କଣ ପାଇଁ ତାଙ୍କୁ ତାଙ୍କ କାମ କରିବାକୁ ଦିଅ ତୁମର ଅଧିକାର ନାହିଁ କାହାକୁ ଦୋଷୀ କହିବା ପାଇଁ

    • @walkingalone-yy4hu
      @walkingalone-yy4hu Před 8 dny +2

      ​@@SantoshiMahapatra-ko4zdକୋଉ ମା ନିଜ ଝିଅ ର rape case ଖାଲି ରେ ଦିଏନି। କିଛି ଅଛି ବୋଲି ଦେଇଛି। ଏ ପୁଣି ଛୋଟ ଝିଅ...

    • @shantanupradhan3310
      @shantanupradhan3310 Před 8 dny +4

      ​@@satyajitmallick804 ଚେନ୍ ଲାଗିଲେ ଏତେ blood ବାହାରିହ😂 first time sunili😮

    • @duggubuggu8552
      @duggubuggu8552 Před 8 dny

      Khela lagichi

  • @ByamokeshRath-fb3cj
    @ByamokeshRath-fb3cj Před 9 dny +2

    Daktari maiena helapare Jana padib.without any concrete proof police should not arrest the person.

  • @sarbeswardas9828
    @sarbeswardas9828 Před 9 dny +7

    Nian nathile dhuan baharena

  • @user-hq1gj6xb5y
    @user-hq1gj6xb5y Před 9 dny +60

    ପୁଅର ମା ପୁରୁଣା ଖିଲାଡ଼ି

  • @user-wp6wv5pl7r
    @user-wp6wv5pl7r Před 8 dny +3

    Guptanga to amiti kete blood baharila ki jhia pithi re lagi bedsheet b bhiji gala
    Mi6a ta b kuha jemiti loka biswas karibe

  • @balajipanigrahi906
    @balajipanigrahi906 Před 8 dny +1

    Medical check up hele Jana padiba rap hoichi ki nahi

  • @prativaprusty1502
    @prativaprusty1502 Před 8 dny +1

    Pant ru jhhia pithhiku blood jiba sandeha janaka

  • @user-qu3kh3hf9z
    @user-qu3kh3hf9z Před 9 dny +3

    Sabo maa hemiti hi lage ki tha pua kichi karini ke the bhi galat karo maa ankhi rhe pua bala bala he maa bhi tha pua ra bol luchauchi

  • @bijayalaxmitikina701
    @bijayalaxmitikina701 Před 8 dny +4

    Gapa suna lo mausi aau to pua chota pila pant ra chain deiparuni blood baharuchi ,lajya laguni pua ra bhul ku ghodauchu .

  • @GayatriDas-or3xi
    @GayatriDas-or3xi Před 6 dny

    ଆବେ ମାଗିଆ ନିଉଜ ଚ୍ୟାନେଲ ବାଲା ଆଗ ସେ ପିଲା ଦୋଷୀ ସାବ୍ୟସ୍ତ ହେଇ ସାରୁ ତା ପରେ ତୁ ତାକୁ ଅଭିଯୁକ୍ତ କହିବୁ, ଯଦି ସେ ପୁଅ ଭୁଲ୍ କରି ନ ଥିବ ମାଗିଆ ତୋ ପାଇଁ ସେ ବେକାର ରେ ବଦନାମ ହେଇ ଯିବ, ଆଉ ସେ ଝିଅ ର ବି ଭବିଷ୍ୟତ ଖରାପ ହେଇ ଯିବ

  • @TechwithBNYT
    @TechwithBNYT Před 7 dny +1

    ଏମିତି ଦଣ୍ଡ ପାଇଁ ଫାସୀ ଦିଆଯାଉ।

  • @StephenDominick-r1k
    @StephenDominick-r1k Před 9 dny +10

    Pass basiki khata upare chain dauthila😅😅😅😅😅

    • @punammishra8396
      @punammishra8396 Před 8 dny

      Bhai kan esabu😂😂😂😂😂😂

    • @StephenDominick-r1k
      @StephenDominick-r1k Před 8 dny

      @@punammishra8396 ta maa jou point tu point details dauthila comedy lagilana details ta

  • @rashmitasahu441
    @rashmitasahu441 Před dnem

    Jie bi amiti karu tar amiti absta karajau sie jemiti kebe Baha hoi paribaani

  • @edisondas626
    @edisondas626 Před 9 dny +3

    Histryata

  • @prativaprusty1502
    @prativaprusty1502 Před 8 dny +1

    Jadi kichhi karinahi ferar kahinki thhila

  • @tosabantadhurua1936
    @tosabantadhurua1936 Před 8 dny +3

    Ebe fasi heba

  • @madhusmitamohanty2332
    @madhusmitamohanty2332 Před 2 dny +1

    Kain se jhiara test na kari Kan pain e pilaku dhari nela..?e ki katha...

  • @sksahil9570
    @sksahil9570 Před 3 dny +1

    Sir apono bite kam AAA adhiko kohucho

  • @dreamwithyou9788
    @dreamwithyou9788 Před 6 dny

    E type r case jadi hauchi t police ta kama Karu investigation bi Karu .... But e pari case ku media re publice Kariba thik nuhe ....

  • @rasmitakumarinahak7801
    @rasmitakumarinahak7801 Před 8 dny +2

    Jadi Chan lagiki ate sara blood baharuchi wa 🙏

  • @SujataRoyDailyVlogs
    @SujataRoyDailyVlogs Před 8 dny

    Bina pramana re kahaku doshi karantuni.. Medical report ku wait kara

  • @tosabantadhurua1936
    @tosabantadhurua1936 Před 8 dny +4

    Pila duskarma karichi sabu jana paduchi

  • @gamingbishnu2370
    @gamingbishnu2370 Před 8 dny +2

    Jadi se kichi karini se police ku luchila kan pain & jadi blood baharila taku b pain heithiba na, ta ma ku se pila kahilani kan pain. Blood bahariki bed re au tale, ete blood baharilnai se kemiti se pua sahiki soiparuchi ba. Hau kali jana padijiba se kan kan karichi

  • @Anwesha_cutie
    @Anwesha_cutie Před 6 dny +1

    Gote katha se doshi na hoithile kebe b ferar hoinathanta ..sethipai se duskaram Karu ki na karu kintu se ta saha kn b kharap kama karithiba sethipai ferar hoigala pllzzz sabu choto jhia manaka pai jomane bed touch au good touch janiparunahanti..semanaku emiti kichi pila Mane sosona karuthibe ..yaku danda dia jauuuu 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @sarbeswardas9828
    @sarbeswardas9828 Před 9 dny +4

    Nonsense ku danda dia jau

  • @JanmejayBastia-rw9ug
    @JanmejayBastia-rw9ug Před 8 dny

    Hei bhagaban sei pua to semiti nakarithau maa bapa nku tk dekha thakure

  • @kirtimayee8787
    @kirtimayee8787 Před 8 dny +2

    Athipain liha jae ki...pua nkara besi bayasa haba jain taku rakhantini.....emit ae gote pua nuha..bahut pila emit karuchanti aji kali......Kichi case baharku asijauchi kichi smt luchiki rahijauchi......Ye pua b smt..jadi satare rape heithaee tahele se bhabichi hnn maw chua ta karidele kie janiparibeni se b kahibani kahaku mu dhara padibini 😂😂😂....hele gote ete choto chua saha karibaku laja kmt lagilani tk b bhabilani chua ta saha a sabu kariba thik nuhaa

  • @rkdas8711
    @rkdas8711 Před 8 dny

    ଆଗ ଶତ ଟା କଣ ଜାଣିକି ଯାହା କରିବା କଥା କର

  • @Pinku_kumar51
    @Pinku_kumar51 Před 8 dny

    3 year jhia ku kebe kia dushkarma karipariba plz thik se invetication kara jau

  • @rajkharsel5933
    @rajkharsel5933 Před 4 dny

    Bina medicals Report kichhi kahi hebani Bhai

  • @AntaramiSahoo
    @AntaramiSahoo Před 9 dny +1

    Kn chen baji ete kati jaichi

  • @basamatinanda2745
    @basamatinanda2745 Před 9 dny +2

    Kte thara aaaa karuchha sir

    • @User.no.420
      @User.no.420 Před 6 dny +1

      😂😂😂😂😂
      Mu tk derire bujhili.pare hasi hasi bedam

  • @rabikumarmohanty912
    @rabikumarmohanty912 Před 8 dny +4

    ଏମିତି ମା କୁ ଫାଶି ଦେଇ ଦେବା ଉଚିତ

  • @user-rh2nm2ue2e
    @user-rh2nm2ue2e Před 9 dny +1

    Yebe to puar OK heba

  • @Debendranaik-ff4xx
    @Debendranaik-ff4xx Před 8 dny +1

    A police babu tome. O o o kan karucha