ସରକାରୀ ଜମି ମାଡ଼ି ବସିଲେ ସାବଧାନ ! ଜାଣନ୍ତୁ କେଉଁ ଧାରା ଲାଗିବ ? କେତେ ବର୍ଷ ଜେଲ ହେବ ? Dinanka TV |
Vložit
- čas přidán 9. 07. 2024
- ସରକାରୀ ଜମି ମାଡ଼ି ବସିଲେ ସାବଧାନ ! ଜାଣନ୍ତୁ କେଉଁ ଧାରା ଲାଗିବ ? କେତେ ବର୍ଷ ଜେଲ ହେବ ? #prashantsahoo #advocate #polt #govtplot #dinankatv #jail #ips #cmoodisha #odishagovt #odishapolitics #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.
ସରକାରୀ ଅଧିକାରୀ ମାନେ ସରକାରୀ ଜମି ମାଫିଆ ଆଉ ରାଜନେତାଙ୍କ ଦ୍ଵାରା ବେନିୟମ ରେ ଦୃନିତି କରି ଓଡ଼ିଶାର ପ୍ରାୟ ସବୁ ଆଡେ ବଡ ବଡ ଅଟ୍ଟାଳିକା ଅନେକ ପ୍ଲଟ୍ ମାଡ଼ି ବସିଛନ୍ତି।
ଏମିତି ହେଲେ ସରକାର ଜଲଦି ପଲେଇବୋ?
ଗାଲୁଆ ସରକାର ବଜେପି 😊😊
ବିଜେପି କୁ ହଟାଓ
ଭୋଟ ପାଇଁ ସବୁ ଧାରା ନେତାଙ୍କ ଗାଣ୍ଡି ତଳେ ପଶି ଯାଉଛି, ଆଉ ବେଶି ଧାରା କହନା, ଆମ ସମ୍ବିଧାନ ର ନା ଗାଣ୍ଡି ଅଛି ନା ମୁଣ୍ଡ 🙏 ଆଇନ ବ୍ୟବସ୍ଥା ଦୋ ମୁହାଁ 🙏
ବଢ଼ୁ ଥିବା ଜନ ସଂଖା କମ କରଂତୁ ସବୁ ଠିକ hoi ଯିବ
ଭାଇ ଆମେ ଗୋଟେ କେବିନ ପକେଇଛୁ ଆଉ ପାଉତି କାଟୁଚି ବର୍ଷକୁ 600ଟଙ୍କା
BHAI SAME 2U
Sir Prathame Puruna Patta Laagu Karajau. Nutana Patta Re Bahuta Her Fer Heichhi .......
Bjp ଜମି ଚୋରି କରିବାରେ 1 ନମ୍ବର au se ଜମିକୁ ବଡ ବଡ business ଲୋକଙ୍କୁ ବିକିବ
Adani and all electoral bond company getting free land and subsidy loan 😂😂😂 but poor people suffering always due to BJP 😢
Good
Ghara thela kn uthi daba anabadi/gauchara jaga re jadi heithiba ki?
Bhubaneswar re kebala real estate malika mane sabu jungle jami, government jami madibasi bada bada project tiari kariparibe, aga engineering college jungle jami re jou malika ku lease diajaichi taki vanga
Tama.dhara tama pakhore rakha aga gariba lokonku jaga dio mo tapare ghara bhangiba katha.kahiba
Turanta hatajiba darkar
Agaru sarakar kuade jaithila.Gariba loka Jane nahi keun ta sarakari keun ta besarakari
Appono law roparichay dele kintu appononku lokonko unnati ro. Byobosta Jona Nehi .
Odisha people please return back BJD sarkar
Sabashh sarkar,but e hi niyama sabu jaga ,sabu froad loka ra heba darkar..
Jadi arrest kareba darkhar bbsr bahut ae pari hechi sabu dariba darkhar au bagiba darkhar
Khali nonstop gapuchhi....
ସୁନ୍ଦରଗଡ଼ ଜିଲ୍ଲା, ବିଶ୍ରା ତହସିଲ ରେ ସରକାରୀ ଜମି କୁ ଦଲାଲ ମାନେ ତହସିଲଦାର ଙ୍କୁ ଧରି ରୟତି କରି ଦେଲେ । ରାୟତି ହେଲା ପରେ ପଟ୍ଟା ଦାର ଲୋକମାନଙ୍କୁ ପଟ୍ଟା ଓ ଜମି ଦେଖାଇ ଲୋକମାନଙ୍କୁ ବିକ୍ରି କରିଦେଲା । ଯେତେ ବେଳେ ଲୋକମାନଙ୍କ ପଟ୍ଟା ହେବାକୁ ଫର୍ମ 3 ତହସିଲ କୁ ଗଲା ସେତେବେଳେ ଅନ୍ୟ କିରାଣୀ ସେଇ ସିଟ୍ ରେ ଥିବାରୁ ସବୁ କଥା ଜଣା ପଡ଼ିଲା ଏବଂ ଲୋକମାନଙ୍କ ପଟ୍ଟା ହେଲା ନାହିଁ । ଏଥିରେ ଲୋକ ମାନଙ୍କ ଦୋଷ କଣ । ସରକାର ସବୁ ଜାଣି ଶୁଣି ନୀରବ । ଲୋକ ମାନେ ସର୍ବ ଶାନ୍ତ।
🚩🚩🙏🚩🚩🚩🚩🙏🙏🙏
Very good sarkari gami kahaku diani biki biki koti pati hebe ganitha sarkar first sundargarh ku dekha lok mane sarkari gami dalal achanti
ବହୁତ ଜମିହୀନ ଲୋକ ସରକାରୀ ଜମିରେ ଘର କରି ବସ ବାସ କରନ୍ତି ଗାଁ ଗହଳିରେ, ଘର ବ୍ୟତୀତ ଆଉ ତାର ଜମି ନାହିଁ ତା ଘର ଟି ସରକାର୍ ଭାଙ୍ଗିଲେ ସେ ଯିବ କୁଆଡେ?
sei katha ta
ଆସନ୍ତା ନିର୍ବାଚନରେ BJP ସରକାର ହଟିବ ବୋଧହୁଏ ଏମିତି କରାଯାଉଛି *****
ସୁନ୍ଦରଗଡ଼ ଜିଲ୍ଲା ସବଡେଗା ତହସିଲ ରେ ସରକାରୀ ଘର ଥିବା, ଗୋଷ୍ଠୀ ଉନ୍ନୟନ ବିଭାଗ ନାମ ପଟ୍ଟା ର ମନ୍ତବ୍ୟ ଘରେ ଲେଖା ଥିବା ଜମି କୁ ଖଳ ପ୍ରକୃତି ଲୋକ ଫର୍ଯାରି କରି ପଟ୍ଟା ତିଆରି କରି ସରକାରୀ ଘର କୁ ଭାଙ୍ଗି ସେଥି ଆଲିଶାନ building ତିଆରି କରିଦେଲା , ଗାଁ ଲୋକ ସରକାର ଙ୍କୁ ଘର ଭାଙ୍ଗିବା ଓ ପଟ୍ଟା ତିଆରି କରିବ ଆଗରୁ ଅଭିଯୋଗ କରି କରି ଆସୁଛନ୍ତି ହେଲେ ସରକାରୀ ବାବୁ ମାନେ କଣ କାରବାର କଲେ କେ ଜାଣେ । ଗାଁ ଲୋକ ଙ୍କ କଥା କେହି ଶୁଣିଲେ ନାହିଁ । ମିଡ଼ିଆ ଭାଇ ଙ୍କୁ ଅନୁରୋଧ ଏହାକୁ cover କରାଯାଉ
Jajpur ree kebe heba
Pratham 81jansankhya per 2024 jansankhya chinta Karan ntu tapare bhasana marantu
Ghara Bhanga Sarkar BJP
Next Ram Mandir Bhangiba Ready hua 🙏
Nare pua ram mandir rahib hela jai shree Ram 💯🕉️🙏
Anabadi jami ku incroas bandhi ki Chas karuchhi kemiti heba sir
Saturday.bekar
40 barsa helani.... Mo jami 1985 ru 9 ta Encloment.. Heichi..abe pata nadele.... Sabu naxal... Misiba katha.... Au...
Goribo kotha bujhuno ta gadi re
Bodo bodo ghoro loko sobu anabadi jamin re ghoro kori chonti jodi dum ochi mahan sir arest kori k dekhau auu ghoro bhnagi dekhau khali garibo pain niym ochi bodo loko pain kichi nahi tu besi kohuchu nichy anabadi jamin nei k ghoro korithibu
Ri8
Balua chanel
Oti sigro lagu koro.
Patia kiit Chirgal tola basti kebe bhangiba kahila