ଅଲଗା ହେବ ଜବରରୁ ଦଖଲ | ଆପଣ ବି ଦେଇପାରିବେ ତଥ୍ୟ | ସରକାରୀ ଜମି ମାଡ଼ିବସିଥିଲେ ସାବଧାନ ! DINANKA TV |

Sdílet
Vložit
  • čas přidán 8. 07. 2024
  • ସରକାରୀ ଜମିରେ ଘର କରିଥିଲେ ସାବଧାନ ! ସରକାରୀ ଜମି ମାଡ଼ି ବସିଥିଲେ ସାବଧାନ !ସରକାରୀ ଜମିରୁ ବେଆଇନ ଦଖଲ ହଟାଇବାକୁ ନିର୍ଦ୍ଦେଶ | ଜମି ମାଫିଆଙ୍କ ନିଦ ହଜାଇ ଦେଲା ମୁଖ୍ୟମନ୍ତ୍ରୀଙ୍କ ଆଦେଶ |ମାଫିଆଙ୍କୁ ସାବାଡ୍ କରିବାକୁ ସରକାର ଦେଲେ ସୁଯୋଗ | #landencroachment #cmoodisha #collector #mohanmajhi #land #illegal #liiegalland #crime #evacuations #remove #landscam #dinankatv #governmentland #encroachment #vacantland #DinankaTV #mohanmajhi #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Komentáře • 968

  • @RabindrachandraSahu
    @RabindrachandraSahu Před 15 dny +204

    BJP ସରକାର ଙ୍କର ଏହା ଗୋଟିଏ ଭଲ ପଦକ୍ଷେପ, କିନ୍ତୁ ଭୂମି ହୀନଙ୍କୁ ଜମି ଦିଆ ଯାଉ 👍👍👍🙏🙏🙏

  • @prasantapattanaik862
    @prasantapattanaik862 Před 15 dny +143

    ଦୁଇ ଡିସିମିଲ ପର୍ଯ୍ୟନ୍ତ ଭଙ୍ଗା ନ ଯାଉ। ପଟ୍ଟା ଦିଆଯାଉ। ଗରିବ ମଧ୍ୟବିତ୍ତ ଉପକୃତ ହେବେ।

  • @er.5165
    @er.5165 Před 15 dny +92

    Bhubaneswar ର KISS UNIVERSITY , ଯଦି ଜଙ୍ଗଲ ଜମିରେ ତିଆରି ହୋଇଥିବ , ସେଇଟା ବି ଭାଙ୍ଗି ଦିଆ ଯାଉ ᱾ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଦରକାର ᱾

  • @amareshamohanty69
    @amareshamohanty69 Před 15 dny +101

    ପ୍ରଥମେ ଭୁବନେଶ୍ବର ରେ ଆରମ୍ଭ ହେଉ।

  • @sanjayapadhy8843
    @sanjayapadhy8843 Před 15 dny +87

    ଠିକ୍ କଥା ପ୍ରଥମେ ବଡ ବଡ ସହରରେ କାମ ହୋଉ ଦେଖିବା କେତେ ଦୂର କାମ ହୋଉଛି

  • @kruttibasbirua4761
    @kruttibasbirua4761 Před 15 dny +164

    ଏହି ନିୟମ ସାଧାରଣ ଲୋକଙ୍କୁ ଅତ୍ୟନ୍ତ ଦୁଃଖ ଦେବ। ବର୍ତ୍ତମାନର ଜନସଂଖ୍ୟା ଅନୁପାତରେ ଭୂମିହୀନ ଲୋକଙ୍କୁ ବାସସ୍ଥାନ ପାଇଁ ଜାଗା ଦେବା ଦରକାର। ବିଶେଷକରି ST,SC,and OBC ମାନଙ୍କ ପାଇଁ ଜରୁରି।

    • @ppcreations5074
      @ppcreations5074 Před 15 dny +2

      ଠିକ ଯେ କିନ୍ତୁ କିଛି ପରା ସେ ଜମି ବିକି ମାଲେମାଲ ଆଉ ସରକାରୀ ଯୋଜନାରେ କିଛି ନିର୍ମାଣ କରିବା ପାଇଁ ଦେଉନାହାନ୍ତି ସେ ଜମି ନିଜର କହି, ମୋ ଗାଁରେ ଘଟିଛି ଯାହାକି ସରକାରୀ ଗୋଷ୍ଠୀ କେନ୍ଦ୍ର, ମମତା ଗ୍ରୁହ, ଅଙ୍ଗନବାଡି କେନ୍ଦ୍ର ଲହେଇପାରୁନି କିନ୍ତୁ ବିକି ଦେଉଛନ୍ତି

    • @lovelyBehera-i5f
      @lovelyBehera-i5f Před 15 dny

      Right bahi😢😢😢

    • @user-mq5wl6zj9r
      @user-mq5wl6zj9r Před 14 dny

      ❤❤🎉

    • @Oneplayer123
      @Oneplayer123 Před 14 dny

      Correct ମାଡିଚାଲ ଆଗକୁ ଆଗକୁ

    • @aarzoo4168
      @aarzoo4168 Před 13 dny +4

      Kebala sc st aau obc Vote re sarkaar heini . General manakara v bahuta bada avadan achhi. Chaakiri re sc st aau obc ra reservation utha jaau kebala general Bala ku chaakiri diaa jaau

  • @SatrughanNayak-qf1rt
    @SatrughanNayak-qf1rt Před 15 dny +142

    ଗ୍ରାମାଞ୍ଚଳରେ ଏହି ନିୟମ ଲାଗୁ କଲେ ବିଜେପି ସରକାର ପାଞ୍ଚ ବର୍ଷ ରୁ ଅଧିକ ଓଡିଶାରେ ତିଷ୍ଟିବେ ନାହିଁ, ଅନେକ ଗରୀବ ଶ୍ରେଣୀର ଲୋକ ସରକାରୀ ଜମିରେ ଘର ତୋଳି ବସବାସ କରୁଛନ୍ତି, ସେମାନେ ଯିବେ କୁଆଡେ, ବହୁତ ଜମି ହୀନ ଲୋକ ଅଛନ୍ତି ସେମାନଂକୁ ପ୍ରଥମେ ଘର ଦେଇ ଥଇଥାନ କରାଯାଉ ତା ପରେ ଘର ଛାଡ଼ିବେ

    • @sujit_sahoo
      @sujit_sahoo Před 15 dny +9

      ଗ୍ରାମାଞ୍ଚଳ ରେ ବି ବହୁତ ବଡ଼ ବଡ଼ ଧନିଘର ଲୋକ ବି ସରକାରୀ ଜମି କୁ ମାଡି ବସିଛନ୍ତି

    • @hembramonam4250
      @hembramonam4250 Před 15 dny +3

      Right

    • @barunbarik5963
      @barunbarik5963 Před 15 dny +2

      5 years sufficient..vote na diantu kintu bhala kama heba darkar...jau dhani loko mane jaga madi basichanti semane kn governor

    • @BonyNahak
      @BonyNahak Před 15 dny +6

      ​@@sujit_sahoo jou mane dhani semanaku uthao gariba lokonku hairana na karantu

    • @gabyaktanandaswamy5329
      @gabyaktanandaswamy5329 Před 15 dny +1

      Thik kahila

  • @jaytrimayreview887
    @jaytrimayreview887 Před 15 dny +73

    ସରକାର ଜମିରେ ଗରିବ ଲୋକ ଘର କରିଥିଲେ। ସେମାନଙ୍କୁ କ'ଣ କରିବେ।

    • @kalavhoot4062
      @kalavhoot4062 Před 11 dny +6

      Kichi gariba nuha . Gariba banda dhari Mariba. Goment sabu subidha dauchi . Jete baharu rohigya au pathana sabu jabardakhal kari chanti

    • @brajamurmuentertainment2260
      @brajamurmuentertainment2260 Před 11 dny +3

      Aayu thore Election hebo CM, PM BODOLI JIBO

    • @prasant6357
      @prasant6357 Před 11 dny

      Kan pain govt land re ghara kari chhanti se mane? Jie odisha loka samasta nka nija nija jami achhi....tame kan pain adhika jami pain jabardsti ghara kariba

    • @ncaashiq7503
      @ncaashiq7503 Před 10 dny

      Good question 😢😢

    • @SleepyDrums-no9ij
      @SleepyDrums-no9ij Před 9 dny

      Are bhi badaloka besi gariba kam

  • @user-pk1tz5lf8w
    @user-pk1tz5lf8w Před 15 dny +59

    ଯେଉଁ ବ୍ୟକ୍ତି ଗରିବ ହୋଇଥିବ ସେମାନଙ୍କ ଘର 🏠 ଭାବିପାରିବନି ସରକାର ଏଥିପତି ଧାନ ଦେବା ଦରକାର

    • @samalsingh4912
      @samalsingh4912 Před 15 dny +4

      Goribo manonku magonare jagadiahebo

    • @user-yr1hq5ei7d
      @user-yr1hq5ei7d Před 14 dny

      BhAi. Aineta. Samastika. Paigota. Sea. Garib. Hau. Ki. Dhani. Jai. Shree. Ram

    • @aarzoo4168
      @aarzoo4168 Před 13 dny +1

      Aaji Kali kehi v gariba nuhe. Savinka paakhre smartphone hela tv recharge kale 1 lakh deiki gadi kinile sethire petrol pakaile .magana re rice,gas,bhatta etc paaile
      Kebal chhua janma Kariba magana hauni
      Samaya aasiba seita magana re diaa jiba

    • @gopinathmarndi85
      @gopinathmarndi85 Před 11 dny

      ଆରେ ଏଇ ମୂର୍ଖ ସରକାର କାହାର ଦୁଃଖ ବୁଝି ପାରିବନି ।

    • @user-pk1tz5lf8w
      @user-pk1tz5lf8w Před 10 dny

      @@user-yr1hq5ei7d ଭାଇ ସରକାର ଜନତା କୁ ସବୁ ଯାଗାରେ ସୁରକ୍ଷା ବ୍ୟବସ୍ଥା କରିବା ଏକାନ୍ତ ଆବଶ୍ୟକ ଏଥି ନିମନ୍ତେ ଜନତା ସୁଖରେ ଅତିବାହିତ କରିଥାନ୍ତି ଏହା ଠିକ୍ କି ଭୁଲ୍ ଆପଣ ଚିନ୍ତିତ ହୋଇ କମେଟ କରିବେ କାହିଁକି ନା ଜଣେ ରାଜା କେବେ ପ୍ରଜାମାନଙ୍କ ର ଅମଙ୍ଗଳ କରନ୍ତି ନାହିଁ ତେଣୁ ସରକାର ଆରମ୍ଭ ରାଜା

  • @user-pk1tz5lf8w
    @user-pk1tz5lf8w Před 15 dny +35

    ଜାହାର ଘର ବାଡ଼ି ନଥିବ ତା'ର ଘର 🏠 ଭାଙ୍ଗି ପାରିବେ ନାହିଁ ସରକାର

  • @partimabarik2645
    @partimabarik2645 Před 13 dny +16

    ଗାଁ ଗହଳିରେ ଗଲାବେଳେ ପ୍ରଥମେ ପରିସ୍ଥିତି ଅନୁଧ୍ୟାନ କରିବା କଣ କିଏ ଗରିବ କିଏ ଯମି ଥାଇ ମଧ୍ୟ ଯବର ଦଖଲ କରିଛନ୍ତି ଏହା କୁ ଭୂଲି ନଯାନ୍ତୁ ଆମ ସରକାର

  • @chandramanisaraf-z2p
    @chandramanisaraf-z2p Před 15 dny +42

    ବହୁତ ସୁନ୍ଦର ପଦକ୍ଷେପ

  • @susantkumarnayak786
    @susantkumarnayak786 Před 15 dny +25

    ନିର୍ଦ୍ଦେଶ କେବେ କାର୍ଯକାରୀ ହଉଛି ଦେଖିବା କଥା ।

    • @satyabannaik4539
      @satyabannaik4539 Před 13 dny

      ଉଛେଦ କାମ ରାଉରକେଲା, keonjhar ରେ ଆରମ୍ଭ ହେଇ ସାରିଲାଣି ଆଉ ନିର୍ଦେଶ କଥା ପରେ l

  • @lokanathjena1868
    @lokanathjena1868 Před 15 dny +45

    ଯାତ୍ରା ପାର୍ଟି ଭଳିଆ ଏତେ ବାଜା ବଜୋଉଛନ୍ତି କାହିଁକି ।

    • @sujit_sahoo
      @sujit_sahoo Před 15 dny +4

      Ta ghara be vanga jiba

    • @user-en1bm3vx6z
      @user-en1bm3vx6z Před 15 dny +2

      Right bro

    • @niranjandas1953
      @niranjandas1953 Před 15 dny +2

      ଆରେ ଭାଇ ଆମ୍ବେଡ଼ା ଗଛରେ କଣ ଆମ୍ବ ଫଳେ BJP ମାନେ ଭାରତୀୟ ଯାତରା ପାର୍ଟି

    • @omprakashdansana2145
      @omprakashdansana2145 Před 10 dny

      Right...

  • @dillipsahoo8301
    @dillipsahoo8301 Před 12 dny +8

    ସରକାର ଙ୍କ ଏ ପ୍ରକାର ପଦକ୍ଷେପ ବାସ୍ତବ ରେ ସ୍ୱାଗତଯୋଗ୍ୟ। କିନ୍ତୁ ଗରିବ ଲୋକ ତଥା ଭୂମିହୀନ ଲୋକମାନଙ୍କ ପାଇଁ ସରକାର ଦୃଷ୍ଟି ଦେଲେ ଭଲ ହେବ।

  • @bigyanranjnpradhan9669
    @bigyanranjnpradhan9669 Před 15 dny +15

    କିଛି ବିଲଡର ଗେଚର ଜାଗାରେ ରାସ୍ତା କରିଛନ୍ତି ସେ ସବୁଥିରେ ଗଛ ଲଗାଇବା ପାଇଁ ଚେଷ୍ଟା କଲେ ଭଲ ହୁଅନ୍ତା

  • @user-mp6wc8zq3l
    @user-mp6wc8zq3l Před 12 dny +7

    ୫୩ ବର୍ଷ ଧରି ରହିଆସୁଥିବା ପରିବାର କଣ କରିବା,୧୯୭୨ ମସିହାରେ ସରକାର ଭୂମି ହୀନ ପରିବାରକୁ ଦିଆଯାଇ ଥିଲା ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଉ

  • @rushikeshnayak5396
    @rushikeshnayak5396 Před 15 dny +13

    UP ରେ ମାନନୀ ଯୋଗୀ କିପରି ସରକାର ଜମିତ JC P ଲଗେଇ ବାହାର କରୁ ଛନ୍ତି ଇଛା ଶକ୍ତି ଜଦି ଅଛି ସବୁ ସମ୍ଭବ

  • @RabiDev-i7c
    @RabiDev-i7c Před 6 dny +2

    ଅନେକ ଗରିବ ଲୋକ ବହୁତ୍ ବର୍ଷ ଧରି ସରକାର ଜମି ରେ ରହୁଛନ୍ତି।। ସେମାନେ ଏବେ କୁଆଡେ ଯିବେ😢😢

  • @niranjansabar8499
    @niranjansabar8499 Před 15 dny +13

    Good action

  • @user-st7nm5ho6y
    @user-st7nm5ho6y Před 15 dny +18

    ଠିକ୍ ଆଇନ ଜୋର୍ ଜବରଦସ୍ତି ଆମ ଗାଁରେ ଲୋକ ଘର କରିଛନ୍ତି ବାଂଲାଦେଶ ରୁ ଆସିଛନ୍ତି।

  • @bikramkeshari2980
    @bikramkeshari2980 Před 14 dny +4

    ଆମ ଗ୍ରାମରେ ଯିବା ଆସିବ କରିବା ପାଇଁ ଯଥେଷ୍ଟ ଜାଗା ଥିଲେବି ତାହା ଜବର୍ଦଖଲ୍ରରେ ରହିଛି ସରକାର ଯଦି ଆମ ଗ୍ରାମ ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତି ତାହା ହେଲେ ଆମ୍ଭେ ଚିର ଉପକୃତ ହେବୁ:

  • @pragatipradhanlucky9702
    @pragatipradhanlucky9702 Před 15 dny +8

    କିନ୍ତୁ ପୂର୍ବ ସରକାର ଗରିବ ବସ୍ିବାସିନ୍ଦାଙ୍କ ଲୋକଙ୍କ ମାନଙ୍କର ପାଇଁ ଥଇଥାନ ବ୍ୟବସ୍ଥା କହିଛନ୍ତି ତେଣୁ ତାକୁ ଦୁଷ୍ଟି ରଖି କାଜ୍ୟ ଅନୁଷ୍ଠାନ ନିଆଯିବା ଉଚିତ୍

  • @prabodhapanda5184
    @prabodhapanda5184 Před 14 dny +7

    ସ୍ୱାଗତ ଯୋଗ୍ୟ ନିଷ୍ପତି. ଯଥାଶୀଘ୍ର କରାଯାଉ.

  • @NilakanthaKhillo
    @NilakanthaKhillo Před 15 dny +10

    Niriya garibo loko kuade jibe

  • @NARAYANBESRA-c7b
    @NARAYANBESRA-c7b Před 15 dny +24

    ମୁଁ ଭୁମି ହିନ

  • @biramkumarmandal4669
    @biramkumarmandal4669 Před 14 dny +13

    ବହୁତ ସୁନ୍ଦର ସ୍ବାଗତଯୋଗ୍ୟ ପଦକ୍ଷେପ କିନ୍ତୁ ସବୁ ଜିଲ୍ଲାକୁ ଏ ଭାଇରସ କେତେଦୂର ସଙ୍କ୍ରମଣ ହେଉଛି ପ୍ରତିକ୍ଷାରେ ଓଡ଼ିଶାବାସୀ।

  • @ShreeyasPatel
    @ShreeyasPatel Před 15 dny +15

    Jau ମାନେ tax ଦେଉ ନାହାନ୍ତି ସେଇଟା ଷ୍ଟିକ କରନ୍ତୁ.

  • @Aguilar98
    @Aguilar98 Před 14 dny +7

    କେନାଲ ର ଉଭୟ ପାର୍ଶ୍ଵ ରୁ ଜବର୍ ଦଖଲ ହଟା ଯାଉ।jay ବିଜେପି

  • @Subash_Murmu
    @Subash_Murmu Před 15 dny +25

    ଏହା ନିହାତି କରିବା ଦରକାର, ସରକାର ଜମି ନିଜେ ସରକାର ହାତରେ ରଖିବା ଯୋଗୁ ଦେଶର ଉନ୍ମତି ହେବ. CM ମାଝୀ ଓଡିଶା ର ରାଜଧାନୀ ଠୁ ଆରମ୍ଭ କଲେ ବହୁତ ଭଲ ହେବ... ଜହାର

  • @BuddhadebKarmi
    @BuddhadebKarmi Před 15 dny +10

    Bahut badhia sabujagare amiti heo tq

  • @jadunathputel3855
    @jadunathputel3855 Před 12 dny +4

    ଆମେ ବି ଜମିହିନ ଜମିହିନ ଲୋକ କୁ ଡମି ନ ଦିଆଯାଏ ୫ବଷ ରେ ଭୋଟ ମିଲିବନି

  • @pradeepdas8491
    @pradeepdas8491 Před 12 dny +2

    Good job CMji

  • @Liyankumarmahanta
    @Liyankumarmahanta Před 14 dny +2

    Perfect Cm in odisha ❤❤
    Jay odisha 😊
    Jay keonjhar 😈💪

  • @nabinamanatya4345
    @nabinamanatya4345 Před 15 dny +8

    ଓଡ଼ିଶା ହେବେ ଉଟିବ ପଡ଼ିବ

  • @chaturbhujamahakuda3301
    @chaturbhujamahakuda3301 Před 15 dny +13

    Mohan sarakar besi dina nuhan

  • @rajeswaridharua1909
    @rajeswaridharua1909 Před 14 dny +2

    👍👍 good

  • @gopabandhupradhan4526
    @gopabandhupradhan4526 Před 14 dny +2

    Very good decision

  • @srisaidesignvastu9209
    @srisaidesignvastu9209 Před 15 dny +8

    ପାଣ୍ଡିୟାନ ପାଇଁ ସାବଧାନ ଫୁ

  • @dumarbhatra7910
    @dumarbhatra7910 Před 15 dny +4

    Kounasi gaon re jami pata mili nahi kahibaku gole Emitiki mohan majhi ra bi no thiba.

  • @SatyabanNayak-nw4rk
    @SatyabanNayak-nw4rk Před 15 dny +2

    great CM Odisha 🙏🚩

  • @RajanikantaMajhi-lx7gt
    @RajanikantaMajhi-lx7gt Před 15 dny +3

    Ati sundar

  • @daskidscartoon857
    @daskidscartoon857 Před 11 dny +5

    ବହୁତ୍ ପଠାଣ, ତେଲୁଗୁ ଲୋକ ବିହାରୀ ମାଡ଼ି ବସିଛନ୍ତି

    • @daaniishhh
      @daaniishhh Před 5 dny

      Mane ae desa tankara nuhe ki? Khali tora desa ki?

    • @daskidscartoon857
      @daskidscartoon857 Před 5 dny

      @@daaniishhh mo desa taa desa nuha nije jami kiniki ghara kara

    • @daskidscartoon857
      @daskidscartoon857 Před 5 dny

      Gov land ku madibasi ghara karuchanti bangladesi pathana aasi sabu samudra pakhare gov land ku madibasileni

  • @devodiaminivlog
    @devodiaminivlog Před 3 hodinami

    ବହୁତ ଭଲ ପଦକ୍ଷେପ।। ପ୍ରଥମେ ଭୁବନେଶ୍ବର ରେ ଆରମ୍ଭ କରାଯିବା ଦରକାର।। 💪💪🎉👏👏

  • @user-gq1kb8tf3b
    @user-gq1kb8tf3b Před 14 dny +2

    Very nice

  • @padminimajhi7555
    @padminimajhi7555 Před 12 dny +3

    ଯାହାର ମୋଟ ଜମି ନାହିଁ ହେଲେ ସରକାରୀ ଜମି ରେ ଚାଷ କରି ଚଳୁ ଛନ୍ତି

  • @user-tr8hi4hg4q
    @user-tr8hi4hg4q Před 15 dny +3

    ଗାଁ ଗହଳିରେ ମଧ୍ୟ୍ୟ ସେହି ନିୟମ ରହିବ

  • @Mr_rohan10
    @Mr_rohan10 Před 12 dny +1

    Very good Mahan sir

  • @ramchandrabadra7951
    @ramchandrabadra7951 Před 14 dny +2

    Good job.

  • @JagannathMuduli-nu2dw
    @JagannathMuduli-nu2dw Před 15 dny +4

    Odisha re 4.50 Cr loka sethiru 2 Cr loka bhumihina se loka manku pata diyajau ta pare ucheda karibe

  • @mrakumar6070
    @mrakumar6070 Před 13 dny +4

    Sarkar, next jiba amiti kale... Garibnku first thaethan kara

  • @durgaprasadnayaknayak299
    @durgaprasadnayaknayak299 Před 13 dny +2

    Jeypore ବିଧାୟକ training centre ର ଜାଗା ମାଡି ବସିଛି ବୋଲି ପ୍ରସାରଣ ହେଇଥିଲା ଯଦି ଜବରଦଖୋଲ କରିଛି ବିଧାୟକ ତେବେ ତାହା ଉଦ୍ଧlର କରାଯାଉ 👍

  • @nabaghanbagh8985
    @nabaghanbagh8985 Před 14 dny +2

    Very good 👍

  • @niranjanpradhan4800
    @niranjanpradhan4800 Před 14 dny +3

    ଆଗ ଭୁବନେଶ୍ୱର ଅଚ୍ୟୁତ ସାମନ୍ତ ଠାରୁ ସରକାରି ଜମି ଆଣ

  • @panchananbarik2029
    @panchananbarik2029 Před 15 dny +33

    ବୋଉତ ଦିନପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଭଲ ଆଇନ କରିଛନ୍ତି ଧନ୍ୟବାଦ 🙏

    • @BonyNahak
      @BonyNahak Před 15 dny +8

      Are bhai tu Sina private plot re rahuchu jou mane gariba loko semane ta govt plot re achanti semane kn karibe e Katha tike bhabe

    • @stylestar486
      @stylestar486 Před 15 dny +4

      ଗରିବ ଲୋକଙ୍କ ଲୁହରେ BJP ସମ୍ପୁର୍ଣ୍ଣ ଭାସିଯିବ ☝️

    • @Bhagi-s7s
      @Bhagi-s7s Před 15 dny +3

      ଠିକ କଥା ​@@BonyNahak

    • @Suryaarts77451
      @Suryaarts77451 Před 14 dny

      ​@@BonyNahakAagaru kouthi thile.tanka bapa gosa bapa .........

  • @mrkaluramentertainment5031

    Jahara jami nahin sie kouthi rahiba angya, kon odisha chadi paleibaki

  • @MithunSubudhi-wl1fu
    @MithunSubudhi-wl1fu Před 14 dny +2

    If a person encroachment a govt land for his livinghood then govt should not take action about it.

  • @user-qr1ju7mw3p
    @user-qr1ju7mw3p Před 15 dny +4

    ଏ ସବୁ ଗରିବ ମାନଙ୍କ ପାଇଁ ନା ସମସ୍ତଙ୍କ ପାଇଁ

  • @user-xz1bb6em4o
    @user-xz1bb6em4o Před 15 dny +28

    ବହୁତ ଭଲ ପଦକ୍ଷେପ ନେବାକୁ ସରକାର ଯାଉଥିବା ରୁ ଆମେମାନେ ଖୁସି ଅଛୁ

  • @user-gd6fj7mn2u
    @user-gd6fj7mn2u Před 15 dny +6

    Good

  • @samardas526
    @samardas526 Před 15 dny +4

    ଖୋଲା ଅଭିଯୋଗ - ମୌଜା - ଜଗନ୍ନାଥପୁର,ଥାନା - ବାଲିଅନ୍ତା,ଥାନା ନମ୍ବର -୧୦, ଖାତା -୫୪୭, ପ୍ଲଟ - 1274, area -1.6900 de(ଗୋଚର) କୁ ବିଲଡର ଜବର ଦଖଲ କରିଛି

  • @YoutubeShorts-pf1tx
    @YoutubeShorts-pf1tx Před 15 dny +2

    good decision

  • @sanjaymohanty3719
    @sanjaymohanty3719 Před 15 dny +2

    Welcome

  • @debaduttamohanty1188
    @debaduttamohanty1188 Před 15 dny +4

    ଭଲ ସ୍ଲୋଗାନ୍ ଟେ

  • @ok6846
    @ok6846 Před 15 dny +7

    School re teacher nahi.
    BJP ra drama saruni😂

  • @vickygroupers5266
    @vickygroupers5266 Před 15 dny +2

    Very good

  • @SurendraNundruka-dc1rj
    @SurendraNundruka-dc1rj Před 15 dny +2

    Good decision

  • @aswinibanchhor8945
    @aswinibanchhor8945 Před 15 dny +12

    ସରକାର 5ବର୍ଷରେଅଧିକଦିନରହିପାରିବିନି ଅତିଲେମ୍ବୁଚିପୁଡ଼ିଲେ ପିତା

  • @ruhyasingh2570
    @ruhyasingh2570 Před 13 dny +8

    ଭୂମି ହୀନ(ଆର୍ଥିକ ଅବସ୍ଥା ଦେଖି )ମାନଙ୍କୁ ଚି଼ହ୍ନଟ କରି ସହରାଞ୍ଚଳ ରେ 4/5ଡେସମିଲ ଜମି ଦିଆ ଯାଉ ଓ ଗ୍ରାମାଞ୍ଚଳ ରେ ଅଧା ଏକର ଜମି ଦିଆ ଯାଉ

  • @TrinathParida-yh6fz
    @TrinathParida-yh6fz Před 10 dny +1

    ସରକାରୀ ଜମି ଜବରଦଖଲ ଉଚ୍ଛେଦ ହେବ ନିହାତୀ ଦରକାର ସୁନ୍ଦର ପଦକ୍ଷେପ

  • @user-qo8ch1rm1i
    @user-qo8ch1rm1i Před 10 dny +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଙ୍କୁ ମୋର ବିଶେଷ ଅନୁରୋଧ ଏଇ ଯେ. ଜଙ୍ଗଲ୍ କାଟି କାଟି ଘର ଜମି କରୁଛନ୍ତି ବାହାର୍ ରାଜ୍ୟରୁ ଆସି. ଏଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ. ଅନେକ୍ ଯାଗାରେ ଜଙ୍ଗଲ୍ କାଟି ସଫା ହୋଇଛି

  • @rakeshkumarmohantymohanty8620

    🌼💚🌼 ତୁରନ୍ତ କାର୍ଯ୍ୟ ପାଇଁ ତଦନ୍ତ ଆରମ୍ଭ ହେଉ ନୂଆ ଓ ପୁରୁଣା ସେଇ ସବୁକୁ କଡ଼ା କଡି ହେବ ବୋଲି ମୋର ଆଶା ଓ ବିଶ୍ବାସ ରହିଛି 🙏 ହରି ଓମ୍ ଅଲ୍ ଓଡିଶା ବାଶି 🏵️💚🏵️

  • @subadgiri9846
    @subadgiri9846 Před 15 dny +3

    Nice step

  • @dhirusafar777
    @dhirusafar777 Před 12 dny +1

    Sarkar gariba loka nka ghara bhangi aeta loka seba karuchhanti

  • @anilsenapati7317
    @anilsenapati7317 Před 13 dny +1

    ବହୁତ ଭଲ ପଦ ଖେପ୍

  • @hembramonam4250
    @hembramonam4250 Před 15 dny +6

    ଦଙ୍ଗା ନିଶ୍ଚିତ ହେବ

  • @gangadharmishra1403
    @gangadharmishra1403 Před 15 dny +7

    Sarakarijaga jie madi basichhi tatharu jamira mulya nei patta deidele lokamane upakruta o govt.malamal Hebe.Meeting Kari decide karantu.

  • @giridhari849
    @giridhari849 Před 14 dny +1

    Jay jagannath

  • @JayGoram
    @JayGoram Před 13 dny +1

    ବଢିଆ ବଢିଆ ବଢିଆ

  • @ଅଭୟ
    @ଅଭୟ Před 15 dny +3

    Kalahandi ରେ ବହୁତ ଜମି ମାଫିଆ ଅଛନ୍ତି

  • @user-hj3iu9ge7o
    @user-hj3iu9ge7o Před 14 dny +4

    Bahut bhala katha

  • @bikrammohanty5688
    @bikrammohanty5688 Před 15 dny +2

    CM sir please visit Ganjam district you will see how people are occupied illegal property of Odisha government.

  • @user-zl8pi3up6t
    @user-zl8pi3up6t Před 15 dny +4

    Baripada re bhuta sarkar jami lut hechi

  • @SMARTRIDERRAHUL
    @SMARTRIDERRAHUL Před 15 dny +6

    Gariba lokanka bahut asubidha padbe😢😢😢

  • @user-hl8dv8bt7m
    @user-hl8dv8bt7m Před 15 dny +1

    Good step mohan sarakar

  • @amarbag5933
    @amarbag5933 Před 13 dny +2

    ବହୁତ୍ ଲୋକଙ୍କ ଜମି ଅଛି ହେଲେ ଗୋଚର ଜମି ରେ ଘର

  • @sampurnalifestyle8209
    @sampurnalifestyle8209 Před 12 dny +3

    ସହରାଞ୍ଚଳ ହେଉ ବା ଗ୍ରାମାଞ୍ଚଳ ପ୍ରଥମେ ଭୂମିହିନ ମାନଙ୍କୁ ଚିହ୍ନଟ କରାଯାଉ ଏବଂ ସେମାନଙ୍କୁ ଜମି ପଟ୍ଟା ସହିତ ଥଇଥାନ କରାଯାଉ ପରେ ସରକାର ନିଜ ଜମିକୁ ରାଜ୍ୟ ର ବିକାଶ ରେ ଲଗାନ୍ତୁ

  • @kanhubandia5290
    @kanhubandia5290 Před 13 dny +7

    ଜବରଦଖଲ ଉଚ୍ଛେଦ କଲେ ଓଡିଶା ହେବ ଗରିବ

  • @adityabehera1361
    @adityabehera1361 Před 12 dny +1

    ବହୁତ୍ ଭଲ, ସରକାରୀ ଜମିରୁ ଜବରଦଖଲ ହଟାଯାଉ।

  • @subasahsahu6914
    @subasahsahu6914 Před 10 dny +1

    ଗରିବମାନଙ୍କ ପାଇଁ ଚାଳଛପର ଧନୀଙ୍କ ପାଇଁ 2.2ଟା ଘର ଯାଗାଦିଆଯାଉ

  • @mstech6662
    @mstech6662 Před 15 dny +3

    Mohan Majhi Sir Yaha Thik Nuhain Ama Odisha Re Amiti Bohut Loka 1 Koti ru Adhika Gariba Loka Marijibe😢. Amiti karantu Nahin please

  • @SanatanchattarChattar
    @SanatanchattarChattar Před 15 dny +4

    କିଛି ଗରିବ ଲୋକ କରିଥିବା ଘର ମଧ୍ୟ ପଟ୍ଟା ହେଇ ନାହିଁ କିଛି ଚାଷ କରୁଛନ୍ତି । ସେମାନଙ୍କୁ ତଡ଼ି ଦେବେକି ,,,ବିଚାର ବିମର୍ଶ କର ନ ହେଲେ ଆଗାମୀ ଦିନରେ bjp ନିର୍ବାଚନ ରେ ତାଙ୍କ ଦ୍ଵାରା ମାଡି ପାରିବେ ନାହିଁ ।

  • @sureshnayak7715
    @sureshnayak7715 Před 15 dny +2

    ସତିଚୌରା ଏଇମାମ୍ ପଡ଼ା କଣ ଭଗା ଜିବକି ଶାର୍

  • @honey_creation8890
    @honey_creation8890 Před 14 dny +1

    Alreat Odisha Government The people of Odisha hate you because The people Of Odisha continue conserve Odisha Government Land

  • @dilipharichandan4042
    @dilipharichandan4042 Před 15 dny +3

    ବହୁତ ଭଲ ପଦକ୍ଷେପ ଜୟ ଜଗନ୍ନାଥ

  • @KedarJena-ki9el
    @KedarJena-ki9el Před 15 dny +3

    ଉଚିତ୍ ପଦକ୍ଷେପ, thanks to state govt

  • @user-vo8nj4gv3e
    @user-vo8nj4gv3e Před 14 dny +1

    Thanks

  • @Jisayanaringaka
    @Jisayanaringaka Před 12 dny +1

    ସରକାର ର ଜମି ସରକାର ର ଦାକଲ ରେ ରହିବା ଦରକାର କିନ୍ତୁ ଆଜିକାର ଯେଉଁ ସରକାର ଦେଶ କୁ ସବୁ ବିକି ସାରିଲା.. ଏ ସରକାର ଲୋକ ସେବା କିପରି କରିବ

  • @anandhhh143h
    @anandhhh143h Před 14 dny +4

    5 ବର୍ଷ ଆଉ ଆସିବ ନି BJP କାହିଁକି ନା ଆମେ ରହୁଛୁ ଗୌଚର୍ ରେ

  • @beherajamuna05
    @beherajamuna05 Před 14 dny +3

    ନିଜ ନାଁରେ ଥିଲେ ବି ଜମି ଏମାନେ ଘର ଭାଙ୍ଗି ଜମି ନେଇଯିବେ କାଇକି ନା ଏମାନେ ଲୋକଙ୍କୁ ଦେଖିବିନି ଏମାନେ ଓଡ଼ିଶା devlopment କରିବେ 😢 ରାଜନୀତି ଲୋକଙ୍କ ଦୁଃଖ ବୁଝିବେ କାଇଁ