ନବୀନଙ୍କ ପାଇଁ ଏମିତି କଲେ ରାଷ୍ଟ୍ରପତି! / President of India Draupadi Murmu Did for Naveen Patnaik!
Vložit
- čas přidán 7. 07. 2024
- July, 08, 2024, ନବୀନଙ୍କ ପାଇଁ ଏମିତି କଲେ ରାଷ୍ଟ୍ରପତି! / President of India Draupadi Murmu Did for Naveen Patnaik! // ଜଗା ଦର୍ଶନ କରିବାକୁ ଯାଇ କାନ୍ଦି ପକାଇଲେ ନବୀନ! / Naveen Patnaik got emotional at Puri Rathajatra! // Kartavya News / #rathajatra2024 #rathyatra #rathayatra #rath #naveen #emotional #sad #sadstory #prabhatiparida #ratnabhandar #puri #purijagannath #purinews #purisrimandir #jagannathpuri #rathyatra #rathajatra2024 #ratnabhandarnews #bjp #mohanmajhi #bjd #cmo #naveenpatnaik #odishapolitics #lord #kartavyanews #odisha #odianews #odia #cmo #pranabpraksh #mukhyamantri #cmnewstoday #cmnews #latestnews #odishanewstoday #vkpandian #specialnews #specialstory #god #kartavyanewsvideos #breakingnews #odialoka #government #bhubaneswar #2024elections #2029 #bhubaneswarnews #dharmendrapradhan
Disclaimer : It's a News video and we are aware about it... If you have any problem then you can contact us through our Facebook page @KartvyaNews 👈
📌Copyright Disclaimer: Copyright Disclaimer Under Section 107 of the copyright act 1976, allowance is made for "fair use" for purposes such as criticism, comment, news, reporting, teaching, scholarship and research. Fair use is a use permitted by copyright statute that might otherwise be infringing. Nonprofit, educational or personal use tips the balance in favour of fair use.
👉If you are new here so please subscribe to the channel 🙏 and press the Bell Icon 🔔📌
👉 Keep showering your love and support ❤️🙏😊
👉 Thank you 🙏
👉 contact us - info. Kartavyanews@gmail.com
ନବୀନ ଆମର ପ୍ରୀଓ ❤️❤️💕💕🌹🌹
ବିଶ୍ବ ଦେଖିଲା,ଜାଣିଲା ଓଡ଼ିଆ ସଂସ୍କୃତି କ'ଣ ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ... ... ...
ଭଗବାନ ଙ୍କ ଦରବାରରେ ସମୟ ର ଖେଳ,ଜୟ ଜଗନ୍ନାଥ
ନବୀନ ବାବୁଙ୍କ ନାମରେ ବହୁତ ଅପମାନ କରି ବିଜେପି ଜିତିଲେ, ଆମେ ନବୀନ ବାବୁଙ୍କୁ ହିଁ ଆମେ CM ବୋଲି କହୁଛୁ
ସୁନ୍ଦର ବ୍ୟବହାର ସୁନ୍ଦର ସମ୍ମାନ ମନୁଷ୍ୟ ଜୀବନକୁ ଅନେକ ଶାନ୍ତି, ଶୃଙ୍ଖଳା ସହିତ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ କରିବାରେ ସାହାଯ୍ୟ କରିଥାଏ।
😊😊😊😊😊😊😊😮
❤ se se wa@@rashmikantadas3123
BJP କେବେବି ସ୍ୱପ୍ନରେ ସୁଦ୍ଧା ନବୀନ ବାବୁ ଙ୍କୁ ସମ୍ମାନ ଦେବାରେ ଅବହେଳା କରିବ ନାହିଁ ।
Nice
Dhanyabad
Jay Naveen sir
ରାଷ୍ଟ୍ରପତି ଓ ବିଜେପି ନେତାମାନଙ୍କର ମହାନତା ସାରା ଦୁନିଆ ଜାଣିଲା l 🙏
ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ଵର, ଗୁରୁସକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରଵେ ନମଃ,ଏଇଟା ହେଉଛି ପ୍ରକୃତରେ ଗୁରୁ ପ୍ରତି ଉଚିତ୍ ସମ୍ମାନ.
Right
Totally speechless, beauty of democracy' what a scene.
Beutiful brother & sister relation. Long live this relation.
କୋଟି ବ୍ରହ୍ମାଣ୍ଡ ର ଠାକୁର ଓ ଓଡ଼ିଶାର ଏକମାତ୍ର ମହାରାଜା ପ୍ରଭୁ ଶ୍ରୀ ଜଗନ୍ନାଥ ର ଏସବୁ ଖେଳ/କୃପା। ମଣିଷ ପଣିଆ କଣ/କାହାକୁ କୁହନ୍ତି, ଏହା ସମସ୍ତଙ୍କୁ ବିଶେଷ କରି ପ୍ରତ୍ୟେକ ଦଳର କର୍ମୀ ଓ ନେତାଙ୍କୁ ଏହି ଅଭୂଲନୀୟ ଘଟଣା ରୁ ଶିଖିବା ଆବଶ୍ୟକ।
ବହୁତ୍ ଧନ୍ୟବାଦ ସମସ୍ତ ନେତୃବୃନ୍ଦଙ୍କ ସୁନ୍ଦର୍ ବ୍ୟବହାର ପାଇଁ, ବିଶେଷ କରି ସମ୍ମାନୀୟ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କୁ ହୃଦୟରୁ ଅନେକ୍ ଅନେକ୍ ଧନ୍ୟବାଦ.
Nice
Speech less
Jay jagannath 🙏🙏
ଜୟ ଜଗନ୍ନାଥ 🌷🙏🌷 ଜୟ ନବିନ ସାର୍
Jay jagannath,,🙏🙏🙏🙏🙏
Jay Jagannath
Jay jagannath jay jagannath jay jagannath🎉❤
Jay Jagannath Jay Naveen sir
Love you Naveen sir
ସନମ୍ମାନୀୟ ଧର୍ମେନ୍ଧ୍ର ପ୍ରଧାନ ଙ୍କର ଏହି ଉଚକୋଟିର ବ୍ୟବହାର ପାଇଁ ଶ୍ରୀ ଜଗନ୍ନାଥ ଚିର ସହାୟ ହୁଅନ୍ତୁ,ସାରା ବିଶ୍ୱ ଖୁସି ହେଲେ l ସ୍ୱାଗତ ଯୋଗ୍ୟ .
Naveen Babu unic
Naveen babunku besi gurutwa dela pari jana jauchi Odisha ra etey khyati kala pare madhya
Atisundar sn
Jay Jagnnath Jai Naveen sir 🙏🙏🙏
ସଦ୍ୟ ବ୍ୟବହାର ଓ ସମ୍ମାନ ଜାଣି ନ ଥିବା ମଣିଷ ମଣିଷ ନୁହେଁ।
Navin patnayak sir odisha no1
Jay jagannath Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻❤❤❤❤❤❤❤❤❤
Bahuta sundar kale
❤Great sir
Dharmendra sir 🙏🙏🙏🙏
Odisha s great.Lord Jaganath is god of universe.we all r one here .Great msg to indi alliance.Rahul should behave properly.
Love you neveen sir ❤
Naveen Patnaik sir best
Thainku our prcident madam 🙏🙏🙏
🙏🤝👌💯👍🏿
Naveen sir is best cm of odisha.
❤❤❤👍👍👍
Proof of perfect democracy
Great treatment of respect towards NAVEEN BABU...BY all the Guests of Puri Bodo Dando Meeting ...It's Odisha's Asmita
Naveen sir really great👍
🙏🙏🙏🙏👌💐
I miss you nabin Sir Jay Jagannath 👍🙏
Duryodhan Khatua
HON'BLE MADAM PRESIDENT ! HON'BLE FORMER C.M.NABIN SIR! HEARTY CONGRATULATIONS FROM D.K.BHAKTI CHANNEL ! I WISH GOOD LUCK BOTH OF YOU ! LORD JAGANNATH MAY BLESS BOTH OF YOU !
Mo nabin sir😢
❤
Ame Kalinga mati ra sei santana jie ki dine samrat ashoko nku prema ,snaha au ahinsa dyara chandashoko ru dharmashoko re paribartan karithilu aita ama odia asmita Jay naveen ❤
Very Good Dharmendra Padhan
Bahut bhala katha 🎉🎉🎉🎉
Bahut khusi lagila
Bjd❤❤❤❤❤❤❤❤
Congratulations 🎊 👏
Nabin pattanaik pari odisha re au hebe i
Aau thare vote hau.. Nabin jaldi asantu
This is humanity for society
Nabin babu jindabad
Dharmendra babu nije aasithile kehi tanku pathai nathile. Rajya BJP neta Dharmendra babu nka tharu sisthachar sikhiba darakaar. Naveen Sir is great.
Priya nabin babu
Rama rajya Agata praya
Jesaku tesa Kariba aka Sundar byabahar
ମୁଁ କେବେ ମୋହନା କୁ ମୁଖ୍ୟ ମନ୍ତ୍ରୀ ବୋଲି କହିବି ନାହିଁ ମରିଯିବି ପଛେ ହାର ମାନୀବି ନାହିଁ ନବୀନ ଇଜ୍ ଦ ଗ୍ରେଟ ସିଏମ ଓଡ଼ିଶା ର
Ehi news chalithiba.
Jay nabin sir ❤❤❤❤❤❤❤❤❤
Perhaps insistence n instructions of first lady of India propelled Dharmendra to lead Naveen ji to the pendal.
Jay nabin sir
Nabin sir cm hero
A sabu manaba rupi bhagaban 🙏 jaganath nka khela
Navin sir desorb it...
A ହେଉଛି ମାନବିକତା
Jay naveen sir
ଏ ଓଡିଆର ସନମାନ
Odisha ra sanskar
ମାଡାମ ସାଲୁଟ.
Loka dekhania BJP neta.
Mg. Pandua jogu aama Priya Nabin babunkara a abstha Hela,panduku fasi diajau.
Cangraculation sour rastrapati nabin babu other cm s
Ara mandha giha jay nabin nuha jay durpadi.murmu kuha
ଏ ଗୋଲାମ ଟିଭି ମାନେ ହିଁ ପ୍ରଳୟ ଆଣିବା ପାଇଁ ସହାୟକ ହେବେ। ଯିଏ ଜଗନ୍ନାଥଙ୍କ ବେକ ଧରିବା କୁ ବି ଚେଷ୍ଟା କଲା। ଯେ ସମସ୍ତ ପ୍ରକାର ର କଷ୍ଟ ଠାକୁର ଙ୍କୁ ଦେଲା। ଭିକ ମଗେଇ ଛାଡ଼ିଲା। ଭକ୍ତ , ସାଧୁ ସନ୍ଥ ଙ୍କୁ ଅତ୍ୟାଚାର କଲା। ରତ୍ନ ଭଣ୍ଡାର ନକଲି ଚାବି ଦେଖେଇ ଥଟ୍ଟା କଲା। ରଥ ଯାତ୍ରା ବନ୍ଦ ପାଇଁ ସମସ୍ତ ପ୍ରସ୍ତୁତି କରି ବିଫଳ ହେଲା। ସେ ସମ୍ମାନିତ ? ଚମତ୍କାର ପ୍ରଦର୍ଶନ? ଜଗନ୍ନାଥଙ୍କ ସହିତ ଯୁଦ୍ଧ ହିଁ ଏଇଟା ଥିଲା। ପରାଜିତ ହେବା ପାଇଁ ଦୁଇଟା ଯୁଗ ଲାଗିଲା। ଦଳ ସବୁ କୋଳ ହେବେ। ନିଜେ ଓ ନିଜର ସୁଖ ସୁବିଧା ପାଇଁ ଯେତେବେଳେ ଠାକୁରଙ୍କୁ ଠକିବା କୁ ଚାହିଁବେ ଏ କୋଳା କୋଳି ଚାଲିବ। ଏହାର ପରିଣାମ ଆଗକୁ ବି ଆସିବ। ନ୍ୟାୟ ହୋଇ ପାରିବ ନାହିଁ। କରିବ କିଏ? ସବୁ ଏକାକାର ହେବା ହିଁ ସାର ହେବ। ଯୁଦ୍ଧ, ମହାମାରୀ ଓ ପ୍ରଳୟ ନିଶ୍ଚିତ ହେବ।
Nabin babu jindabad you are the great for odisha dharmendra babu you are the great for ous
❤