ରାଷ୍ଟ୍ରପତି Droupadi Murmu ଙ୍କ ପାଦକୁ ସରିହେବନି Mukesh Ambani ଙ୍କ ପରି ଧନୀ ଲୋକ | ZEE7 ODIA

Sdílet
Vložit
  • čas přidán 21. 08. 2024
  • ରାଷ୍ଟ୍ରପତି Droupadi Murmu ଙ୍କ ପାଦକୁ ସରିହେବନି Mukesh Ambani ଙ୍କ ପରି ଧନୀ ଲୋକ | ZEE7 ODIA
    #Draupadimurmu #Draupadi #Odisha #Naveen #Naveenpatnaik #Narendramodi #Bjd #Bjp #Bjpnews #Politics #Political #Politicalnews #Politicsnews #Politic #Politicnews #Politic #President #Presidentofindia #India #Indian #Viral #Election #Odia #Latest #Breakingnews #Latestnews #Cuttack
    #ZEE7ODIA is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    Facebook - / zee7odia
    Instagram - / zee7odia
    Twitter - / odiazee7
    CZcams- / zee7odia
    Website- www.zee7odia.com
    ________________________________________________
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    🔹CONTACT US🔹
    Email : zee7odia@gmail.com
    Whatsapp No : 8984355505
    #Odianews #OdishaNewsChannel #SpecialReport

Komentáře • 144

  • @mahamadrafiqqq8373
    @mahamadrafiqqq8373 Před rokem +25

    Dhanya Tama news wala ku

  • @biswanath1603
    @biswanath1603 Před rokem +36

    ଏହି ସବୁ ଗାଣ୍ଡିମରା ରିପୋଟର ଜାତ ଜନ୍ମ ହେଲା ବେଳେ ଆଗ ପଟରୁ ନା ପଛ ପଟରୁ ବାହାରିଲେ ।

  • @khirodkumura
    @khirodkumura Před rokem +36

    ଆମେ ସମସ୍ତେ ଚାହୁଁଚୁ କି ଆମ ରାଜ୍ୟ ରେ ନିଶା ବା ମଦ ପୁରାପୁରି ବନ୍ଦ କରା ଯାଉ. ମଦ ପାଇଁ ବହୁତ କିଛି ହରାୟୀ ବାକୁ ବସିଛୁ . ସୁତରାଂଙ୍ଗ, ମଦ ବନ୍ଦ ହେବା ଦରକାର. ମୁ........ ମାନ୍ୟବର ରାଷ୍ଟ୍ରପତି ଶ୍ରୀ.. ଦି. ମୁର୍ମୁ କୁ ମେମ ଙ୍କୁ ନିବେଦନ କରୁ ଛି କି ସାରା ରାଜ୍ୟ ମଦ ବେଣ୍ଡ କରା ଯାଉ.........

  • @prasantapattanaik862
    @prasantapattanaik862 Před rokem +32

    ସେଥିପାଇଁ ସମସ୍ତେ ଗାନ୍ଧୀ ସୁବାସ ଗୋପବନ୍ଧୁ ଭଳି ଦେଶ ସେବା ନ କରି ରାଜନୀତିରେ ଯୋଗଦେବା ପାଇଁ ଶତ ପ୍ରତିଶତ ଆଗ୍ରହୀ ଦେଖ ମିଶୁ ଏ ଜନତା ଏ ଦେଶ ମାଟିରେ ରାଜନେତା ଚାଲି ଯାଆନ୍ତୁ ପିଠିରେ

  • @munathewriter1234
    @munathewriter1234 Před 5 měsíci +14

    ଏଇଟା ଗୋଟେ ଅପଦାର୍ଥ ରାଷ୍ଟ୍ରପତି ହେବାପାଇଁ ଯୋଗ୍ୟ ନୁହେଁ ଭାଗ୍ୟ ଟାଣ ଥିଲା ବୋଲି ରାଷ୍ଟ୍ରପତି ହେଇଛି କଣ ନ୍ୟାୟ ଦେଇଛି ଦେଶ କୁ ବରଂ ବାରମ୍ବାର ଓଡ଼ିଶା ଆସି ଅନେକ money ନଷ୍ଟ କରୁଛି

  • @khirodkumura
    @khirodkumura Před rokem +21

    ଆମ ରାଜ୍ୟରେ କହିବାକୁ ଗଲେ ରାଷ୍ଟ୍ରପତି ଙ୍କ ଶାସନ ଚାଲିବା କଥା କଣ କହୁଛ ଭାଇ......ଯଦି ତାଙ୍କ ଶାସନ ଚାଲେ ଗରିବଙ୍କ ପାଇଁ କେବଳ ଆମ ସମସ୍ତଙ୍କ ପାଇଁ ବହୁତ ଭଲ ହଇପାରିବ

  • @rnk6817
    @rnk6817 Před rokem +8

    ଅମ୍ବାନୀ କଣ ଏ କଥା ଜାଣନ୍ତି ?? ଯେ ସେ ମୁର୍ମୁଙ୍କ ପାଦ କୁ ବି ସରି ନୁହନ୍ତି . ଠିକ ଅଛି ଆମେ ତାଙ୍କୁ ଜଣେଇବା ଯେ ତମ ଚ୍ୟାନେଲ ଏଭଳି କହୁଛି .. କିନ୍ତୁ ଅମ୍ବାନୀ ଙ୍କ ପୁଅ ବାହା ଘର ରେ ବଡ ବଡ ଅଭିନେତା ଖାଦ୍ୟ ପରସୁ ଥିବାର ଆମେ ମେଡିଆ ରେ ଦେଖି ଚୁ ... ଏମିତି ଆଉ ଭିଡ଼ିଓ କରି କିଏ କା ପାଦ କୁ ସରି ନୁହଁ ଜଣାଅ ..ଏ ଭଳି ତୁଳନା କରି ପୋଷ୍ଟ କରିବା ଠିକ ନୁହେଁ

    • @melisha4236
      @melisha4236 Před rokem +1

      Kou bada bada abhineta ... Sei abhineta mane kn president tharu adhik powerful?

  • @goutamjena9327
    @goutamjena9327 Před rokem +15

    କି ବାଳ channel ..... ଜୋତା ରେ ପିଟିଲେ ବି ମନ ବୁଝିବ ନାହିଁ l

  • @patitakumarchoudhury9855
    @patitakumarchoudhury9855 Před rokem +37

    ଯେମିତି ଭାରତରେ ଆଗରୁ ରାଷ୍ଟ୍ରପତି କେହି ନ ଥିଲେ, ମହାମହିମ ରାଷ୍ଟ୍ରପତି ଙ୍କ ଗୋଟିଏ ସ୍ୱତନ୍ତ୍ରତା ଅଛି , ମୁକେଶ ଅମ୍ବାନୀଙ୍କ ଗୋଟିଏ ସ୍ୱତନ୍ତ୍ରତା ଅଛି, ମୁକେଶ ଦରମା ଦିଅନ୍ତି, ରାଷ୍ଟ୍ରପତି ଦରମା ନିୟନ୍ତି,ମୁକେଶ ଅମ୍ବାନୀ ଙ୍କୁ ଖାଇବାକୁ ନାହିଁ ଯେ ରାଷ୍ଟ୍ରପତି ଙ୍କ ଗୋଡ଼ ଧରିଥିଲେ,?? ଫାଲତୁ ନ୍ୟୁଜ ପ୍ରସାରଣ କରନି ,ଶିଳ୍ପପତି 2ମାସ ବ୍ୟବସାୟ ବନ୍ଦ କରିଦେଲେ ଦେଶ ଭିକ ମାଗିବ, ନାଁ ସମ୍ବିଧାନ ଥିବ, ନାଁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ପଦ ଥିବ. ରାଷ୍ଟ୍ରପତି ଯଦି ଧନି ବ୍ୟକ୍ତିଗତ ଙ୍କ କେତୋଟି ଶିଳ୍ପ ଅଛି? କେତେ ଲକ୍ଷ୍ୟ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି , ମାସକୁ କେତେସହ କୋଟି ଷ୍ଟାଫ ଦରମା ଦେଉଛନ୍ତି ? ଡିଟେଲ କହିଲେ ଭଲ ହୁଅନ୍ତା, ନେତାଙ୍କ ପୈତୃକ ସମ୍ପତିରେ ଦେଶ ଚାଲେନି, ଲୋକଙ୍କ ଟ୍ୟାକ୍ସ ଟଙ୍କାରେ ଦେଶ ଚାଲେ,

    • @dishomkumblu2453
      @dishomkumblu2453 Před rokem +2

      Tome gote berajgar. Bodhe. Surat dadan khata

    • @chitrangadapanigrahi5822
      @chitrangadapanigrahi5822 Před rokem +1

      Right brother....dalita 🤢

    • @barunmajhi5337
      @barunmajhi5337 Před rokem +1

      Adibasi upore ate ghuruna kahinki bhai

    • @pradeeptadash6501
      @pradeeptadash6501 Před 11 měsíci +1

      ଠିକ କହିଛନ୍ତି..... 💯

    • @pradeeptadash6501
      @pradeeptadash6501 Před 11 měsíci +1

      ମୁକେଶ ଅମ୍ବାନୀ ଙ୍କ ସହ ପୃଥିବି ର ଜଣେ ଦୁଇଜଣ compare କରି ହେବ.... ଆଦିବାସୀ ବୋଲି ସେତକ ପଦବି ପାଇଲେ.... ସାଧାରଣ ବର୍ଗ ର ହେଇଥିଲେ ସରପଞ୍ଚ ଖଣ୍ଡେ ହେଇ ପାରିନଥାନ୍ତ.... ମୁକେଶ ଅମ୍ବାନୀ ସହ ତୁଳନା ବାହୁଲ୍ୟ....

  • @KPJJK
    @KPJJK Před 5 měsíci +2

    5 ବର୍ଷ ମିଳିଛି କିଛି ଗୋଟେ ଏମିତି କାମ କର ଆମ ଓଡ଼ିଶା ପାଇଁ ଯେ ଲୋକେ ଚିରକାଳ ମନେ ପକାଇବେ ନହେଲେ valuless, we can't proud of her
    Do something valuable to our Odisha

  • @nityanandasahoo9549
    @nityanandasahoo9549 Před rokem +13

    ମୁକେଶ ଅମ୍ବାନୀ ଦ୍ରୌପଦୀ ମୁର୍ମୁ ଗୋଡ଼ ତଳେ ପଡ଼ିବା ମେଡିଆବଲା ଦେଖିଥିଲେ । ପାଟି ରେ ସାଣ ଦିଆଯାଇଛି

  • @rajatkumarmeher5275
    @rajatkumarmeher5275 Před 3 měsíci +1

    ଯିଏ ଯାହାଠୁ ଯେତେ ଧନୀ ହେଲେବି ଆମର କୋଉ ପେଲ ଗଲା 😂😅

  • @nunaramsoren9355
    @nunaramsoren9355 Před rokem +3

    ତମ ବାଳ news ସବୁ ପ୍ରଚାର କରୁଛ

  • @abhimanyudash8360
    @abhimanyudash8360 Před 8 měsíci

    ସବୁଠାରୁ ମହାନ ହେଉଛି ଜନତା.. ନେତାମାନେ ରାଷ୍ଟ୍ରପତି ଙ୍କୁ ନିର୍ବାଚନ କରନ୍ତି, ନେତା ମାନଙ୍କୁ ଜନତା ନିର୍ବାଚିତ କରିଥାନ୍ତି, ତେଣୁ ଜନତା ସବଠୁ ମହାନ ଅଟନ୍ତି..ଏମାନେ ସମସ୍ତେ ଜନତା ର ସେବକ..ମାଲିକ ନୁହଁନ୍ତି.. ଗର୍ବ କଲେ 5ବର୍ଷ ପରେ ଊଭାନ ହେବେ.. କେହି ପଚାରିବେନି ... ଜନତା ପାଇଁ.. ଜନତା ଙ୍କୁ ନେଇ.. ଜନତା ଦ୍ବାରା.. ସବୁବେଳେ ମନେ ରଖିବା ଆବଶ୍ୟକ...

  • @baidharsahu1011
    @baidharsahu1011 Před rokem +3

    ଅତ୍ୟନ୍ତ ଦୁଃଖର ସହ ଲେଖୁଛି ।ଅମ୍ଵାନୀ ଜଣେ ଶିଳ୍ପ ପତି ।ଦେଶକୁ କେତେ ଅଵଦାନ ,ତାର ହିସାଵ ନାହିଁ ।ଆଉ କଣ କହିଵା ଅନ୍ୟ କଥା ,ଅନୁଭଵ କରୁଥିଵେ ।

  • @obcsangramsamiti
    @obcsangramsamiti Před 5 měsíci

    ଧନ ସହ କଣ ତୁଳନା କରୁଛ ନ୍ୟାୟ କଥା ଆଉ ନାହିଁ କି

  • @ashokkumartakri8908
    @ashokkumartakri8908 Před rokem +9

    କହିବା ପୂର୍ବରୁ ଥରେ ବିବେଚନା କରିବା ଆବଶ୍ୟକ

  • @Dayanidhi-rv9er
    @Dayanidhi-rv9er Před rokem +2

    Jay jagannath

  • @Reenabehera0
    @Reenabehera0 Před rokem +6

    Jay jagannath Jay jagannath Jay jagannath 🙏🙏🙏🙏🙏

  • @jaysrirambulurakhal
    @jaysrirambulurakhal Před rokem +4

    ଜୟ ଶ୍ରୀ ରାମ ରାମ ରାମ ରାମ ରାମ ରାମ ଜୟ 🙏💞🌹🌷🥀🎉🇮🇳🚩

  • @rajputranial274
    @rajputranial274 Před rokem +9

    Namaskar Madam U R Proud Of Odisha & Proud Of Odia .

  • @nirodakumarsatapathy8168
    @nirodakumarsatapathy8168 Před 3 měsíci

    JAY JAGANNATH. JAY JAGANNATH

  • @prasantapattanaik862
    @prasantapattanaik862 Před 2 měsíci

    ବେକାର କଥା କହ ନାଇଁ।ସେ ତ ଦେଶବାସୀଙ୍କୁ ସେବା କରନ୍ତି।

  • @gautamswain5107
    @gautamswain5107 Před rokem +6

    Jay Maa Durga 🙏🙏🙏🙏🙏

  • @mamatakhillo6781
    @mamatakhillo6781 Před rokem +4

    Very good job 👍👍👍👍👍❤❤❤❤❤❤

  • @user-cc3wm8hj1p
    @user-cc3wm8hj1p Před rokem +2

    ଫାଲତୁ କଥା, ଆମ ରାଷ୍ଟ୍ରପତି ଭଲ। ଦଲାଲ chennel ଫାଲତୁ କଥା କହୁଛ

  • @manashnayak2794
    @manashnayak2794 Před 5 měsíci

    ଲାଗୁଚି ଏରିପଟର ଜଣକୁ ତା ଵଉ ଗାଡିରୁ ଜନ୍ମ ହେଇଚି 😂😂😂

  • @bharatasahoo699
    @bharatasahoo699 Před 5 měsíci

    Good news. Correct.

  • @arjunpradhan5615
    @arjunpradhan5615 Před 8 měsíci

    ଏତେ ଗୋଡ଼ା ଏ ଟଙ୍କା କଣ ସେ ଖର୍ଚ୍ଚ କରିପାରିବେ କି।

  • @biswabhusanmallik5440
    @biswabhusanmallik5440 Před 8 měsíci

    ଏଇ ଛୋଡ଼ିଆ କଥା ପାଇଁ ତମ ମାନଙ୍କ ଚାନେଲ ଦେଖିବାକୁ ଇଚ୍ଛା ହଉନି

  • @sukantimallick1372
    @sukantimallick1372 Před 6 měsíci

    ରାଷ୍ଟ୍ରପତି କହିଥିଲେ ଗୋଟେ କଥା,,,ଜେଲ୍ ଘର କଣ ପାଇ ହଉଛି,,ଆମେ ସେ ବିସୟରେ,,କଥା ହବା କଣ ହେଲା,,

  • @dhaneswarmangaraj5751

    Yes right

  • @gaurangacharanasahu6033
    @gaurangacharanasahu6033 Před 6 měsíci

    Super news

  • @Babulibarik-jq3tk
    @Babulibarik-jq3tk Před 10 měsíci +1

    🙏👑🎉❤💎babuli barik

  • @kunasahoosahoo
    @kunasahoosahoo Před 9 měsíci +1

    Proude odisha

  • @sriseshkumarkar3499
    @sriseshkumarkar3499 Před 10 měsíci

    ରାଷ୍ଟ୍ରପତିଙ୍କୁ ସାଧାରଣ ନାଗରିକଙ୍କ ସହିତ ତୁଳନା କରିବା କେତେଦୂର ସଙ୍ଗତ? ଅମ୍ବାନୀ ଜଣେ ସାଧାରଣ ନାଗରିକ ।

  • @user-xc6yp9ui8l
    @user-xc6yp9ui8l Před 6 měsíci

    ଓଡ଼ିଶା କ'ଣ ପାଇଲା। ଓଡ଼ିଶା ର କଣ ଉନ୍ନତି ହେଲା । ଓଡ଼ିଆ ମାନେ କ'ଣ ଦେଖି ‌ଖୁ‌ସି ହେବେ।

  • @nayakpratyush4379
    @nayakpratyush4379 Před rokem +2

    Kahaku emiti insult karani

  • @pabitrakumardash6698
    @pabitrakumardash6698 Před 8 měsíci

    Jay Hind Jay ho sada Bharat Mata ki

  • @Story_Theater_774
    @Story_Theater_774 Před rokem +1

    Odisha re company heiparuni ate high level ku jaiki ki66i faida nanhi

  • @phulamani59
    @phulamani59 Před rokem

    Koti koti naman

  • @AshokKumar-qw5kd
    @AshokKumar-qw5kd Před 8 měsíci

    No never.. M A is the Richest

  • @kunjabiharisahoo3945
    @kunjabiharisahoo3945 Před rokem +1

    Jadi rastrapatjiku five lakh miliba aku adha ret modiji milu🙏🌷♥️

  • @rajatkumarrath5367
    @rajatkumarrath5367 Před 9 měsíci

    କିଏସେ ଦୌପଦୀ ମୁର୍ମୁ ଙ୍କୁ ଅନିଲ ଅମ୍ବାନୀ ସହିତ ତୁଳନା କରିଛି । ସିଏ ହେଲେ ରାଷ୍ଟ୍ରପତି, ଅନିଲ ଅମ୍ବାନୀ ପୁରା ବେପାରୀ, ତେଣୁ ଜଣେ ରାଷ୍ଟ୍ରପତିଙ୍କୁ ଜଣେ ବେପାରୀ ସହିତ ତୁଳନା କରିବାର କିଛି ଆବଶ୍ୟକ ଅଛି କି ?

  • @abanisahoo4948
    @abanisahoo4948 Před rokem +1

    She is the no . I citizen of India any person comparing her with others is a foolish

  • @user-ne1od4lj9k
    @user-ne1od4lj9k Před 9 měsíci +1

    Jay hind vharta maata ki jay 🙏

  • @prasantapattanaik862
    @prasantapattanaik862 Před rokem

    ୟାକୁ କହନ୍ତି କହିବ କୋମଳ ବଚନ ଆଉ ବାକି ଅନ୍ୟ ଧାଡ଼ି ଆପଣ ଭଲ ଭାବେ ଜାଣିଥିବେ

  • @ranjanbehera3374
    @ranjanbehera3374 Před rokem +2

    Sabu faltu news

  • @RanjanMohanta-jd2vg
    @RanjanMohanta-jd2vg Před rokem

    Right

  • @rishikesh4340
    @rishikesh4340 Před rokem

    ତୁମ ଚାନେଲ ମୂର୍ଖ
    ରାଷ୍ଟ୍ରପତି ମାନେ ରାଷ୍ଟ୍ରର ମୁଖ୍ୟ
    ତାଙ୍କ ସହ କିଏ ସରି ହୁଅନ୍ତା କି ।

  • @mrfactforyou
    @mrfactforyou Před 5 měsíci

    ❤❤❤❤❤❤❤❤

  • @user-fm3no6br3y
    @user-fm3no6br3y Před rokem +1

    Thank, you.

  • @earningsfy
    @earningsfy Před měsícem

    Mukesh Ambani par day income= Rs 163 crore
    Elon Musk par day income= 1L crore
    Rastara Pati Manthly income= 5L😅😅😅😅😅 5 year pani

  • @srinibassethy4349
    @srinibassethy4349 Před rokem +1

    Very good

  • @Sweety_official84
    @Sweety_official84 Před rokem

    Good morning all 🙏 Jai jagannath 🙏🙏

  • @hansdahcreation4k849
    @hansdahcreation4k849 Před rokem +1

    I proude of president🇮🇳❤ salute🇮🇳

  • @kapilbarada7515
    @kapilbarada7515 Před 10 měsíci

    Bharatara gariba loka foota pathare soi jibana katu chha nti adi basi jilare bijuli pani nahi teliphone ra kichhi subidha nahi kintu bhara ta mahana👌🙏

  • @dipakbagh5535
    @dipakbagh5535 Před rokem

    ❤❤

  • @debasishamishra244
    @debasishamishra244 Před rokem +1

    Paisa thilay gyana peliba ku au sunibaku maja lagay😂

  • @biswanathpujari8802
    @biswanathpujari8802 Před 9 měsíci

    🙏🙏🙏

  • @AshokKumar-qw5kd
    @AshokKumar-qw5kd Před 9 měsíci

    No its wrong.. Mukesh ambanee. Is the richest of Asia.. not misses murmu

  • @simanchalapaik4248
    @simanchalapaik4248 Před rokem

    Sir Raisina seals ya hills just confirm

  • @binodkumarmahanta3251
    @binodkumarmahanta3251 Před rokem +1

    Rastrapati,Odisha re kahiki alcohol close heuni

  • @saratchsatapathy9115
    @saratchsatapathy9115 Před rokem +1

    ତମର ହେଡ ଲାଇଁ ନ thik ନା nhi

  • @manojkumarjeena1483
    @manojkumarjeena1483 Před rokem +1

    Yes, why not? 😎

  • @simanchalapaik4248
    @simanchalapaik4248 Před rokem

    Whatbis the meaning of raisina seals

  • @debendranayak5009
    @debendranayak5009 Před 10 měsíci

    ONLY SEVENTYFIVE RUPEES

  • @GunaiSaho
    @GunaiSaho Před rokem

    Madam mu bahut gariba jhia pila mate apanak saport darkar plz madam

  • @gyanaranjanbehera1400
    @gyanaranjanbehera1400 Před 10 měsíci

    Are bhai Ama Country ra Adhika khyamata Sentral G.O.V pakhare achhi Ame janichhu 😂😂😅

  • @ChaitanyaBhuktaGamas
    @ChaitanyaBhuktaGamas Před 10 měsíci

    Nice information

  • @prafullamaharajmaharaj7309
    @prafullamaharajmaharaj7309 Před 10 měsíci

    Bhagya bhagaban ekathi hele epari hoithae. Don't compare with RASTRAPATI AND AMBANI.

  • @panchabhue
    @panchabhue Před rokem

    Jay maa drurpati murmu rastapati 🙏🙏🙏🙏🙏❤❤❤❤❤🇮🇳🇮🇳🇮🇳🇮🇳🇮🇳🚩🚩🚩🚩🚩🚩🚩

  • @suryabiswal8882
    @suryabiswal8882 Před 6 měsíci

    Bhai kaomane e news subscribe karichanti😂😂😂 unsubscribe karidia pls report Mari chala

  • @sparida2005
    @sparida2005 Před 5 měsíci

    Hello dear Nasha 0:30

  • @binodkumarmahanta3251
    @binodkumarmahanta3251 Před rokem +1

    Odisha Highcourt r judgment baharunahi kahiki

  • @puspabatikilaka6753
    @puspabatikilaka6753 Před rokem

    Tanka re dani nuha madam mano re b dani

  • @Onlyodiapresents
    @Onlyodiapresents Před 9 měsíci

    Se param magya🤬🤬😡👿👹

  • @fagutudu5590
    @fagutudu5590 Před 5 měsíci

    Kn news eita

  • @RabindraSwain-id8ol
    @RabindraSwain-id8ol Před 6 měsíci

    Dr Eric Clapton the

  • @sparida2005
    @sparida2005 Před 5 měsíci

    Hello dear friend

  • @jyotinanda9931
    @jyotinanda9931 Před rokem

    Jay Bharat Mata Jay Modi ji Jay Draupadi Murmu Mam ji Bande Mataram Bande Utkal Janani Om Shanti

  • @ajitpradhan4977
    @ajitpradhan4977 Před 9 měsíci

    Ama odisa jagarnath odesa bhe pata khali thi labi amia raja kalia pakhra achi mania

  • @govindbihari2615
    @govindbihari2615 Před 10 měsíci

    କି ମୋ ନ ଜାଣି news fake chaduchaa

  • @Bhanupratap-gr8ry
    @Bhanupratap-gr8ry Před rokem

    Tamara kana hauchhi tankara rahile?

  • @user-nr2np6nw9c
    @user-nr2np6nw9c Před 9 měsíci

    🇮🇳🙏🪜🎇🪔 Jai mata Di 🔱🥗 Happy

  • @ahalyanaik835
    @ahalyanaik835 Před rokem

    Pranam mam

  • @Amit-cw5df
    @Amit-cw5df Před měsícem

    Mg kouthu news paucha re

  • @AshokPani-r5p
    @AshokPani-r5p Před měsícem

    Channel bala thik knews deichhanti.Tame bhai rastapatinku chinhina ki janina. Se real Droupadi,pandav patni,e kaliyugre. Murka janiparuna,malika padha o sunile janiba,se kia?

  • @satyanandaparida6423
    @satyanandaparida6423 Před 10 měsíci

    Help me madam

  • @kunjabiharisahoo3945
    @kunjabiharisahoo3945 Před rokem

    Amaku mitro sehi ankhremitro miluji

  • @ManitaBhatra-wr6wo
    @ManitaBhatra-wr6wo Před 9 měsíci

    Subu char mane

  • @hiranmayadash
    @hiranmayadash Před 2 měsíci

    Kama kete

  • @hdhddhdhdh8917
    @hdhddhdhdh8917 Před měsícem

    ବାଳ news

  • @bijayasatapathy1900
    @bijayasatapathy1900 Před rokem

    Ate ranthi heba darkar nahi asabu sabu jananti bekar news,

  • @agnihimirika8088
    @agnihimirika8088 Před rokem +2

    Mukesh Ambani gada tale durpati murmu.......

  • @RajKishor-gv5jl
    @RajKishor-gv5jl Před rokem

    Bhai ete radi ki kahuchha je jhada bahari jiba

  • @bhikari194
    @bhikari194 Před měsícem

    Fake news

  • @GunaiSaho
    @GunaiSaho Před rokem

    Apanka mob no darkar madam plz.madam mate apanka no darkar

  • @alokbabu5869
    @alokbabu5869 Před rokem

    ❤ Rairangpur Mati ro chuaa

  • @BSMUSICPRESENT
    @BSMUSICPRESENT Před 24 dny

    Mu garba