ମୋହନ ମାଝୀ ଆଦିବାସୀ ମୁଖ୍ୟମନ୍ତ୍ରୀ ବୋଲି ବିଜେଡି ଦଳ ମଜାକ ଉଡାଉଛି...

Sdílet
Vložit
  • čas přidán 6. 09. 2024

Komentáře • 476

  • @somanathsing7000
    @somanathsing7000 Před měsícem +57

    ଆମ ମୋହନ ସାର ଆଦିବାସୀ ନା ତାହାର କାମଦେଖି ବିଜେଡିର ଜଳୁଛି 😂😂😂

  • @santoshnanda7811
    @santoshnanda7811 Před měsícem +116

    ମୋହନବାବୁ ଭୂଇଁରୁ ଉଠିଛନ୍ତି, ସଂଗ୍ରାମ କରି ଆଜି ମୁଖ୍ୟମନ୍ତ୍ରୀ ହେଇଛନ୍ତି. Alibaba ଭଳି ଆକାଶରୁ ଖସି ନାହାନ୍ତି କି ବୋପା ନାଁ ବିକି ରାଜନୀତି କରୁନାହାନ୍ତି.

    • @banojsamal1909
      @banojsamal1909 Před měsícem +8

      👌👌👌

    • @babajinath2067
      @babajinath2067 Před měsícem +6

      👏👏👏

    • @uttambaba6800
      @uttambaba6800 Před měsícem

      Medha giha majhi balo jagyats thiba darkar cm heba pain bujhilu 😅😢😂

    • @trilochanpatnaik6321
      @trilochanpatnaik6321 Před měsícem +3

      @@santoshnanda7811 ଯିଏ ବୋପା ନାରେ ବଡ ହେବାକୁ ବା ବଡ଼ ବୋଲି କହେ ସେ କଣ ମଣିଷ ରେ ଗଣା ହେବା କଥା କି।

    • @susilkumarmahanta4588
      @susilkumarmahanta4588 Před měsícem

      ​@@uttambaba6800tu maghia kiea be

  • @AjayakumarGochhi
    @AjayakumarGochhi Před měsícem +73

    ସାର୍ ନବୀନ ପଟ୍ଟନାୟକ କୁ କଣ୍ଟାବାଂଝି ବାସୀ ଦେଖେଇ ଦେଲେ ସେ କେତେ ମହାନ୍ ଓ ବିରାଟ ନେତା

  • @bijayprakashpanda6583
    @bijayprakashpanda6583 Před měsícem +62

    ଜଳ ବିନା ମାଛର ଅବସ୍ଥା ଯାହା, ଆଜି ନବୀନ ପଟ୍ଟନାୟକ ଓ ବିଜେଡ଼ିର ପରିସ୍ଥିତି ସେଇଆ।

  • @birbalbagh7624
    @birbalbagh7624 Před měsícem +91

    ଭଲ କହିଲେ sir bjd କୁ ଲଜ୍ଜ୍ୟା ଲଗିବକଠା ଚୋର ଦଳ

  • @user-ki4nb6sk7g
    @user-ki4nb6sk7g Před měsícem +15

    ନବିନ ବାବୁ କେବେ ଓଡିଆ ଲୋକମାନଙ୍କୁ ଭଲ ପାଆନ୍ତି ନାହିଁ, ସେ ଜଣେ ଓଡିଆ ଦ୍ରୋହି

  • @PratapchandraMahakud-ns1no
    @PratapchandraMahakud-ns1no Před měsícem +16

    Very very thank you sir for your analytical criticism.

  • @nakuldhal1007
    @nakuldhal1007 Před měsícem +17

    ଏ କଥା ସତ ଯେ ଓଡ଼ିଶାରୁ ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଗଲେ ଓ ଆଉ ଜଣେ ଆଦିବାସୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଗଲା ପରେ ଅନେକଙ୍କୁ ଏହା ହଜମ ହେଉନାହି ।

  • @rabindrarath9474
    @rabindrarath9474 Před měsícem +27

    ନବୀନବାବୁ ବିକାଶ ନା ବିନାଶ କରିଛନ୍ତି? ଆଉ କେତେଦିନ ଓଡ଼ିଆଙ୍କୁ ଭୂଆଁ ବୁଲାଇବେ ଆଉ କଣ ପାଣ୍ଡିଆନ ବିକାଶ କରିଥାନ୍ତେ?

  • @satyatiku0513
    @satyatiku0513 Před měsícem +11

    Bjp ସରକାର ବହୁତ୍ ଭଲ
    ମୋହନ ଚରଣ ମାଝି sir ତୁମେ ଆଦିବାସୀ ରାମ ରାଜ୍ୟ ପାଇଁ କିଛି ବି କରୁଚ, ତୁମେ ଆଗକୁ ବି ମୁଖ୍ୟମନ୍ତ୍ରୀ ରହିବ
    I love you bjp sarkar

  • @satrughanchattar7222
    @satrughanchattar7222 Před měsícem +46

    ସାର ଆପଣଙ୍କୁ ଧନ୍ୟବାଦ, ଆପଣ ଠିକ କଥା କହିଛନ୍ତି ଓଡ଼ିଆ ଏବଂ ଓଡିଶା ଲୋକ ଏ କଥା ବୁଝିବା କଥା ପ୍ରକୃତ ସତ୍ୟ କଥା ଆପଣ କହିଛନ୍ତି 24 ବର୍ଷର ସରକାର ଚାହିଁଥିଲେ ଓଡିଶା ଆଉ ଓଡିଶା ଲୋକଙ୍କର ଯଥେଷ୍ଟ ଉନ୍ନତି କରିପାରିଥାନ୍ତା 24 ବର୍ଷ ସରକାର ତୁଳନାରେ ବହୁତ ହିଁ କମ କାମ ହେଇଛି ମୁ ଭାବୁଛି....

    • @ChunuMunda-r3v
      @ChunuMunda-r3v Před měsícem +1

      Hii

    • @ChunuMunda-r3v
      @ChunuMunda-r3v Před měsícem +1

      ଜଳଘାଂମଦବଦକରତୁ

    • @uttambaba6800
      @uttambaba6800 Před měsícem

      Haan jatebele mohabatya bikolango hoi Jai thila pura odisha taku kon gote dinare sojadi huonta 😅😢😂

  • @gandhitudu5535
    @gandhitudu5535 Před měsícem +32

    Right katha kohichanti sir..

  • @bajunath3828
    @bajunath3828 Před měsícem +23

    ହେ ନଵୀନ ଏକମାସ ସରକାରକୁ ଆଇନ ଭୂସୁଡିଗଲା ଛିଛିଛି ନବୀନ ମୁହରେ ଲାଜ ନାହି

  • @biramhembram2124
    @biramhembram2124 Před měsícem +21

    ଆଦିବାସୀ ଲୋକ ଚରି କରିବାଜାଣେନି ଓଡିଆ ଲୋକପରି

  • @ShibasankarHansdah-um4wd
    @ShibasankarHansdah-um4wd Před měsícem +32

    ଠିକ୍ କଥା କହୁଛନ୍ତି ,ଧନ୍ୟବାଦ୍ ।

  • @prahaladasatpathy4146
    @prahaladasatpathy4146 Před měsícem +16

    Excellent analysis. Continue this for life long. May God bless you.

  • @user-hk4sk4fs9h
    @user-hk4sk4fs9h Před měsícem +9

    ନବୀନ ଆଦିବାସୀଙ୍କ ଉନ୍ନତିରେ ତାହାଙ୍କ ଦେହ ଜଡିଯାଉଛି ସେ ଓଡ଼ିଶାକୁ ଠକି ଜାଣିଛି ଆଉରି ଠକିବା ପାଇଁ ଚେ଼ଷ୍ଟା ଚାଲିଛି କିନ୍ତୁ କଦାପି ନୁହଁ।

  • @geetaranisamal6638
    @geetaranisamal6638 Před měsícem +20

    ଧ୍ରୁବ ସାହୁ କୁ ଗୃହ ରୁ ନିଲମ୍ବନ କରିବା ପ୍ରଥମ ଜରୁରୀ କଥା ଥିଲା।

    • @bijaykumarmishra7689
      @bijaykumarmishra7689 Před měsícem

      Marshall lagi ki assembly gruha ru tantia Mari bahar Kari thile bhala hoithanta

  • @user-hk4sk4fs9h
    @user-hk4sk4fs9h Před měsícem +11

    ନବୀନ ହେଉଛି ଚୋର ସେ ଆଦିବାସୀମାନଙ୍କର ଅନ୍ୟାୟ କରଛନ୍ତି ।

  • @srikantbehera6106
    @srikantbehera6106 Před měsícem +22

    Pura thik

  • @user-fq5gb9ep9e
    @user-fq5gb9ep9e Před měsícem +10

    ଦଲାଲ୍ B J D ପଲ ତମେ ଏ ତିକି ଜାଣି ରଖ ତମକୁ ମୁ ହରେଇଚି ,ମୋହନଙ୍କ ପଛରେ ମୁଁ ହିଁ ଅଛି ମୋତେ ତମେ ଜାଣିଛ ମୁଁ କିଏ ,? ସେ ମୋହନ ସେ ମୋ ପ୍ରାଣ ।

  • @mitunahakdas1423
    @mitunahakdas1423 Před měsícem +13

    Bjd ଚୋର ଓଡ଼ିଶାକୁ ଖାଈ ସାରିଲା ପରେ ବିକଳ ହେଉଛନ୍ତି

  • @bhaktimarga853
    @bhaktimarga853 Před měsícem +10

    ନଵୀନ ବାବୁ ସରକାରରେ ଥିଲା ବେଳେ କେବେ ମଧ୍ୟ ବିରୋଧୀଙ୍କୁ ସୌଜନ୍ୟତା ଦେଖାଇନାଁହାନ୍ତି.

  • @JogeswarMajhi-lt7hj
    @JogeswarMajhi-lt7hj Před měsícem +11

    ଆଜି ବି ଆମ ର କିଛି ଓଡ଼ିଆ ମାନଙ୍କ ର ଉଚ୍ଚ ନୀଚ୍ଚ ଚିନ୍ତା ଧାରା ଭରପୁର ରହିଛି,,,ବିଜେପି ସରକାର କୁ ପ୍ରତ୍ୟାଖାନ କରିବା ଆଳ ରେ ଆଦିବାସୀ ମୁଖ୍ୟମନ୍ତ୍ରୀ କୁ ଟାର୍ଗେଟ କରୁ ନାହାନ୍ତି କି,,ଆଜିବି ଗ୍ରହଣ କରି ପାରୁ ନାହାଁନ୍ତି ଜଣେ ନିମ୍ନ ମଧ୍ୟବିତ୍ତ ଆଦିବାସୀ ନେତା ଆମକୁ ସେବା ଦେବ,ତାଙ୍କ ସ୍ଥାନ ରେ ଜଣେ ଉଚ୍ଚ ବର୍ଗ କିମ୍ବା
    ସମ୍ଭ୍ରାନ୍ତ ଶ୍ରେଣୀ ର ଜଣେ ମୁଖ୍ୟମନ୍ତ୍ରୀ ହେଇଥିଲେ ସମସ୍ତେ ଅକ୍ଷରେ ଅକ୍ଷରେ
    ଗ୍ରହଣ କରି ଥାନ୍ତେ

  • @anantadharua56
    @anantadharua56 Před měsícem +5

    24 ବର୍ଷ ସରକାର ହେଲେ ଯେ ସେ କିଛି ନା କିଛି କମ କରିବ ଯେତିକି ହେବା କଥା ହୋଇ ନାହିଁ
    ଦେଢ଼ ମାସ ସରକାର ହେଉଛି ଆଗକୁ ଦେଖ

  • @gobindachandrasubudhi3268
    @gobindachandrasubudhi3268 Před měsícem +5

    Mohan sir continue 20 year

  • @birajakumarbarik3038
    @birajakumarbarik3038 Před měsícem +5

    ନିର୍ଲଜ ନବୀନ ପଟ୍ଟନାୟକ

  • @anatanayak5275
    @anatanayak5275 Před měsícem +4

    ସାରମାନଙ୍କର ଧନ୍ଯବାଦ। ତଥ୍ଯଗୁଡ଼ିକ ଖୁବ ଉନ୍ଦେର ହୋଇଛି କନ୍ତୁ ସାର୍ ଚବିଶ ବର୍ଷ ଭିତରେ ଖାଲି ଗୁଡିଏ ଗରିବ ଅଳଶୁଆ ଓ୍ବାର୍ଡ ସୃଷ୍ଟି କରାଯାଇଛି ଆଗ୍ନେୟ ଦଳିଅ କର୍ମୀଙ୍କୁ କୋଟିପତି ଓ ମନ୍ତ୍ରୀ ଏମ ଏଲ ଏ ମାନେ ଚଉଦ ପୁରୁଷ ପାଇ ଧନ ରଖିଦେଇଛୁ ।ଆଉକେତେକ ବିକାଶ କରିଥାନ୍ତେ ? ଧନ୍ଯ ଅଲଜ୍ଯା ।

  • @bipinbiharikhamari1925
    @bipinbiharikhamari1925 Před měsícem +4

    ନମସ୍କାର ଆଜ୍ଞା 🙏🙏🙏ପ୍ରକୃତ ସତ୍ୟ ଘଟଣା ଓ ସତ୍ୟତା କୁ ଉଦାହରଣ ସହ କରିଥିବାରୁ, ଏହା ସମସ୍ତ ଓଡିଶା ର ଅସ୍ମିତା ଓ ଓଡ଼ିଆ ଙ୍କ ସରଳତା ଓ ବିଶ୍ୱାସ ପ୍ରତି ଅନ୍ଧ ଧୃତରାଷ୍ଟ୍ର ନବୀନକୁ ପଦାଘାତ କରି ବିଳାସୀ ମଦ୍ୟପ ଜୀବନ ଯାପନ ର ସଦ୍ୟ ପ୍ରମାଣ, ମଦ୍ୟପକୁ ଉପଯୁକ୍ତ ଦଣ୍ଡ ଦରକାର

  • @jashmimanimarndi2947
    @jashmimanimarndi2947 Před měsícem +29

    Mohon adibasi boli opoman koruchhanti Right

  • @user-so1ig3ln7f
    @user-so1ig3ln7f Před měsícem +8

    ଆଦିବାସୀ ଙ୍କୁ ଏତେ ନି ଛ ଦେଖୁ ଛି ନବୀନ

  • @ganeshpanigrahi5258
    @ganeshpanigrahi5258 Před měsícem +9

    ନବୀନବାବୁ ଭଳି ଜଣେ ଅପାରଗ, ଅଯୋଗ୍ୟ, ଅବାଞ୍ଛିତ ଏବଂ ଅଣଓଡିଆ ମାନସିକତା ସମ୍ପର୍ଣ୍ଣକୁ ଆଶ୍ଚର୍ଯ୍ୟ ଚକିତ କଲାଭଳି ଏ'ଓଡିଆ ହିଁ ତାଙ୍କୁ ଜାତୀୟ ସ୍ତରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଭାବେ ପରିଚିତ କରାଇଛନ୍ତି... !!!???

  • @trilochanpatnaik6321
    @trilochanpatnaik6321 Před měsícem +6

    ନବୀନ ବାବୁ ଙ୍କ ର ମୁଖ ଲଜ୍ୟା ନାହିଁ। ତେଣୁ ସେ ବିଧାନ ସଭା ଭିତରେ ଏପରି ଅଭଦ୍ର ବ୍ୟବହାର ଦେଖାଉ ଛନ୍ତି। ଏଥି ପାଇଁ ସେ ନମ୍ବର ୱାନ ମୂଖ୍ୟ ମନ୍ତ୍ରୀ ହୋଇ ଥିଲେ କି?

  • @sarojsabat9196
    @sarojsabat9196 Před měsícem +8

    ନବୀନ ବାବୁ ଜଣେ ଅପାରଗ ଅଯୋଗ୍ୟ ନହେଲେ ଚାକର ଟେ ମୁଖିଆ ହେବେ ଓ ଗୋଇଠା ହାତ ଝିନିବା କେଉଁ ରାଜ୍ୟ ଦେଖି ନ😂 ଥିବେ। ଏହା ଚୋବିଶ ବର୍ଷର ଶାସନରେ।

  • @user-fq5gb9ep9e
    @user-fq5gb9ep9e Před měsícem +6

    😊ନବିନଙ୍କୁ ଲଣ୍ଡନରୁ ଆଣି ଦଳେ ବେଇମାନ୍ ଓଡିଶାର ଯେଉଁ କ୍ଷତି କରିଛନ୍ତି ତାହା ସତ୍ୟ ଯୁଗରେ ବି ପୁରଣ ହେବା ମୁସ୍କିଳ୍ ।ମୋହନଙ୍କ କେଉଁ ଗୁଣକୁ B J D ପଲ ସରି ହେବ କହ ?ମୋ ମୋହନ ଥରକେ ଓଡିଶାର ସାସନ ଓଡ଼ିଆ ରେ ହିଁ ହେବ ସରକାରୀ ବେସର କାରି କାର୍ଯ୍ୟଳୟ ହେବ ଓଡ଼ିଆ ତମେ ଇଂଗ୍ଲିଶ ସାସନ ରେ ଆମକୁ ଶୋଷଣ କରୁ ଥିଲ ଆଉ କରିବ ତ ?ମୋହନ ବିରୁଦ୍ଧରେ ଜାଇ ଦେଖ ତ? ମୋ ପ୍ରଭୁ ତମକୁ ଏପରି କରିବେ ଯେ ବୋପା ନା ଆସିବନି ।

  • @anantadharua56
    @anantadharua56 Před měsícem +4

    ଯିଏ ସୁବିଧା ସୁଯୋଗ ପାଇଛି ସେ କହୁଛି ବିଜେଡି ଉନ୍ନତି କରିଛି

  • @ranjanjena5379
    @ranjanjena5379 Před měsícem +4

    1000%.Right sir

  • @laxmansahoo4681
    @laxmansahoo4681 Před měsícem +3

    ଦେହ ସାରା କଳଙ୍କ, ମହତ ଲୋକ ହୋଇ ଥିଲେ ମୁହଁ ଖୋଲନ୍ତା ନାହିଁ, ଇଡି, ସିବିଆଇ ତଦନ୍ତ ଆରମ୍ଭ ହେଲେ ବିଧାନ ସଭାରେ ଦେଖା ମିଳିବ ନାହିଁ,,🎉

  • @kishorchandra2531
    @kishorchandra2531 Před měsícem +5

    ଏ ସୁର ମଧ୍ୟ ଆଦିବାସୀ ବୋଲି କହି ଚିଲାଉଛି।

  • @abhayakumar2129
    @abhayakumar2129 Před měsícem +3

    Thik katha

  • @trilochanpatnaik6321
    @trilochanpatnaik6321 Před měsícem +7

    ଯାହାର ନିଜର ପରିବାର ନାହିଁ ସେ ଅନ୍ୟ ପରିବାର କଥା କଣ ବୁଝିବ। ସେ pandian ପରିବାର କଥା ବୁଝୁଛନ୍ତୀ କି। ଯଦି ବୁଝୁ ଥାଆନ୍ତେ ତେବେ ତାଙ୍କ ଶ୍ରେଷ୍ଠ ଶିଷ୍ୟ କଣ ସଦାବେଳେ ତାଙ୍କ ନିବାସରେ ଡେରା ପକାଇ ରହି ଥାଆନ୍ତେ।

    • @uttambaba6800
      @uttambaba6800 Před měsícem

      Kaharo achhi se looti bare besto😅😢😂

  • @samarmohapatra-jr3ne
    @samarmohapatra-jr3ne Před měsícem +15

    ଭଗବାନ ନକରନ୍ତୁ , ଆଉ ସେ ଅନ୍ଧାରି ଓଡିଶାକୁ ପୁଣି ଫେରିଆସୁ . ସକାଳର ନୂତନ ରଶ୍ମି ଓଡିଶାକୁ ଆଲୋକିତ କରୁ

  • @trilochanpatnaik6321
    @trilochanpatnaik6321 Před měsícem +6

    BJD ସରକାର ଅମଳରେ ଓଡ଼ିଶା ଓ ଓଡ଼ିଶାବାସୀ ଙ୍କର ଯେତିକି ବିକାଶ ଓ ଉନ୍ନତି ହେଇଛି ତାହା ଠାରୁ ବହୁ ଗୁଣରେ ବିକାଶ BJD ଦଳର ସାଧାରଣ କର୍ମୀଙ୍କ ଠାରୁ ଆରମ୍ଭ କରି ତାଙ୍କ ମୁଖିଆ ଓ ପାଣ୍ଡିଆ ପର୍ଯ୍ୟନ୍ତେ।

  • @stuluachary
    @stuluachary Před měsícem +15

    ହତ୍ୟାକାରୀ ବିଜେଡ଼ି ଦଳ = ଉଦାହରଣ - ପରି, ପିହୁ, ବେବିନା,ଇତିଶ୍ରୀ,ACP ସୈ।ମ୍ୟରଞ୍ଜନକୁ ବିଜେଡ଼ି ହିଁ ଦାୟୀ । ଏବେ ଚୋର ନବୀନ ପଟ୍ଟନାୟକ କହୁଚି ଓଡ଼ିଶାରେ ଆଇନ୍ ବିଗିଡି ଜାଇଚି। ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲା ଭଲ ହେଲା । 24 ବର୍ଷ କାଳ ବିଜେଡ଼ି ସାଧାରଣ ଲୋକମାନଙ୍କୁ ହାଣିଚି ମାରିଚି ମଧ୍ୟ । ଏବେ ବିଜେଡ଼ି ମାଡ଼ ଖାଇବା ସ୍ବାଭାବିକ କଥା । ବିଜେଡ଼ି ଉତ୍ପାତ ହେଲେ 100% ମାଡ଼ ଖାଇବ ☠️☠️☠️☠️

  • @dinabandhunayak624
    @dinabandhunayak624 Před měsícem +10

    Ati saral bhabe bujhai thibaru apanku dhanyawad sir

  • @SouravKumar-nu7pb
    @SouravKumar-nu7pb Před měsícem +15

    Mohan babu ahuri 10 yrs rajuti karibe

    • @user-rt7ic2xi5b
      @user-rt7ic2xi5b Před měsícem

      25 Barsa BJD chhuli paribeni

    • @BISHU968
      @BISHU968 Před měsícem +1

      Dekho agoku kn houchi ranga bola chalichi ou 80 barsa bayasare 3000nebo bhata

  • @LaxmanaKisku
    @LaxmanaKisku Před měsícem +8

    You are right

  • @makundaraita530
    @makundaraita530 Před měsícem +9

    Right sir

  • @bhaktimarga853
    @bhaktimarga853 Před měsícem +3

    ନବୀନ ବାବୁ ଆଉ ଫେରିବାକୁ ଇଛା କରନ୍ତୁନି.

  • @SureshKumar-ow2bg
    @SureshKumar-ow2bg Před měsícem +3

    Right katha

  • @rabindrarout7824
    @rabindrarout7824 Před měsícem +4

    Thank you sir Jay Jagannath

  • @binaykumar399
    @binaykumar399 Před měsícem +3

    Good news 👍👌

  • @GouramohanMurmu-hn2id
    @GouramohanMurmu-hn2id Před měsícem +3

    Thank sir

  • @geetaraniraul7819
    @geetaraniraul7819 Před měsícem +3

    Very decent discussion

  • @UttamMohanty-pe2wv
    @UttamMohanty-pe2wv Před měsícem +2

    ନବୀନ ପଟ୍ଟନାୟକ ଜଣେ ସ୍ଵାଧିନ ଭାରତରେ ପ୍ରଥମ ମାଗିହା ଥିଲେ

  • @DumuniMurmu-hx9mm
    @DumuniMurmu-hx9mm Před měsícem +3

    Very very thank you sir

  • @krushnajena3702
    @krushnajena3702 Před měsícem +4

    Thik kahi chhanti sir

  • @SaralaMallick-ny1jh
    @SaralaMallick-ny1jh Před měsícem +4

    Right sir kahuchhnti

  • @subratsoren7154
    @subratsoren7154 Před měsícem +2

    Right ❤❤❤❤❤

  • @jayramsk8449
    @jayramsk8449 Před měsícem +2

    Right 👍👍👍

  • @AnjaliSahu-tu5tn
    @AnjaliSahu-tu5tn Před měsícem +5

    Nabin babu 24 barsa vitare kn kale aji bjp roll dekhi jeiolus hebare lagichhanti odisa ra sasak hei odia kahiparile nai tenu sarb sadharan kn t.vre news aji vali dekhuthile
    Thanks mohan babu
    Long live
    God bless you 🙏

    • @uttambaba6800
      @uttambaba6800 Před měsícem

      Rongo mora au naamo change kamo nije gote kichhi karu 😅😢😂

  • @mihirdwivedi8843
    @mihirdwivedi8843 Před měsícem +2

    Well analysed n judged about Naveen Ji 's tenure. Corruption n crime was the main aim of BJD

  • @haladharmahanta7227
    @haladharmahanta7227 Před měsícem +7

    Jay mohan majhi

  • @snehalatagouda2248
    @snehalatagouda2248 Před měsícem +2

    R8 sir👍

  • @sadanandmohanty3537
    @sadanandmohanty3537 Před měsícem +4

    Jay sriram Jay Odia 🙏🙏🙏🙏

  • @manjulasahoo9530
    @manjulasahoo9530 Před měsícem +2

    Thank you sir🎉🎉

  • @geetaranisamal6638
    @geetaranisamal6638 Před měsícem +3

    ବିନାଶ ପୁରୁଷ ନବୀନ

  • @nimaicharandeheri9064
    @nimaicharandeheri9064 Před měsícem +4

    right

  • @suchandrabiswal9406
    @suchandrabiswal9406 Před měsícem +1

    Thank u sir apananka bichar thik

  • @user-yj4cr2eg7z
    @user-yj4cr2eg7z Před měsícem +6

    Nabin govt has destroyed Odisha in last 24 years.

  • @prasantkumarmallick5636
    @prasantkumarmallick5636 Před měsícem +8

    ଏବେ ନିର୍ବାଚନ ହେଉ ଶତାର୍ଦ୍ଧିକ ସିଟ ପାଇ ପୁଣି ମୁଖ୍ୟମନ୍ତ୍ରୀ ହେବେ l ଲୋକେ ଅଢେଇ ଦିନରେ ବୁଝି ଗଲେଣି, ଏ ରଙ୍ଗ ଦିଆ ସରକାର କୁ l ଏ ହେଉଛି ଏକପାଖିଆ ନିୟୁଜ l

    • @uttambaba6800
      @uttambaba6800 Před měsícem +1

      Kohi thiba kotha karichhi kohi thila 3500 vota debo ebe debo odisha basi khusi😅😢😂

  • @bijaypanda1843
    @bijaypanda1843 Před měsícem +1

    ପୂର୍ବତନ ଧୂର୍ତ୍ତ cm ନବୀନ

  • @sukanahati5628
    @sukanahati5628 Před měsícem +1

    Thank you sir.

  • @user-ln3bm8cz7j
    @user-ln3bm8cz7j Před měsícem +2

    Bjp ମାଗିଆ ବଡ଼ ଚର ଟା କହୁଚି ଗୋଟେ କରୁଚି ଗୋଟେ ମାଗିଆ ମାନେ BJP, ଜୟ BjD im ଗ୍ରେଟ୍ ଓଡ଼ିଶା ସରକାର ନବୀନ ପଟ୍ଟନାୟକ ହାରିଲେ ବି ଗ୍ରେଟ୍

  • @user-vo8gb8wo8f
    @user-vo8gb8wo8f Před měsícem +1

    ଜୟ ଜଗନ୍ନାଥ ସାର୍ ❤❤❤❤❤❤❤❤❤❤❤❤❤

  • @kamallochannayak9660
    @kamallochannayak9660 Před měsícem +3

    Nischaya Mahon CM Panchabarsha Rahibe,Abom Odisha Ra Unnati Karibe .

  • @Sabanahansdahbi1bu
    @Sabanahansdahbi1bu Před měsícem +7

    Nobin maghiya odisa khai sari deba

  • @rabinarayansahoo2237
    @rabinarayansahoo2237 Před měsícem

    ଆପଣଙ୍କର ଆଲୋଚନା ଖୁବ୍ ସୁନ୍ଦର ହୋଇଛି।କିନ୍ତୁ ଏହା କ'ଣ ନବୀନବାବୁଙ୍କ କାନରେ ବାଜିବ?ବାଜିଲେ ସିନା ସେ ଟିକେ ହେଜନ୍ତେ।

  • @pallimadhuriodiafolksong2771
    @pallimadhuriodiafolksong2771 Před měsícem +1

    ପଟ୍ଟନାୟକ ଓଡିଶା କୁ ଖାଇ ଖୋଳ କରିଦେଲେ। ମୋହନ ମାଝି ଓଡିଶା କୁ ନୂତନ ଭାବେ ଗଠନ କରିବାକୁ ପ୍ରତିସ୍ମୃତି ବଦ୍ଧ।

  • @shatrughanluha8527
    @shatrughanluha8527 Před měsícem

    1 number subjection Thank you

  • @Official_B.kanhar7289

    ଯେଉ ଗଛ ରେ ଅଧିକ ଫଳ ସେ ତଳକୁ ନାଇଥାଏ । ସେଇ ଗଛକୁ ଅଧିକ ଟେକା ପକାନ୍ତି।❤❤❤❤

  • @jashobantatarai963
    @jashobantatarai963 Před měsícem

    ସାର୍ ଧନ୍ୟବାଦ ଆପଣ ଠିକ୍ କହୁଛନ୍ତି BJP ଠାରୁ କିଛି ଶିଖନ୍ତୁ ......

  • @ratanmajhi4759
    @ratanmajhi4759 Před 25 dny

    It is very very important news for all thank you very much Shri Ratan Majhi Vice President District janajati surakha Manch Nabarangpur

  • @user-fr3nk7gv4y
    @user-fr3nk7gv4y Před měsícem +1

    Right katha kahichanti sir mahan sarkar ku dekhi nabin babu jaluchanti

  • @ranjitpatra533
    @ranjitpatra533 Před měsícem +2

    Bjd sarkar mahan babu adibasi bali grahan kariparu nahanti ebang Bjd haribata madhya, Many many thanks for your enalyicisis.

  • @balaramjhankar9002
    @balaramjhankar9002 Před měsícem +1

    Right sir...🙏🙏🙏🙏🙏

  • @BasantaNayak-kk7ut
    @BasantaNayak-kk7ut Před měsícem +2

    mohan sarkara Actually beshi dina rahi paribani karan prathama ru Bhatta samata ku 3000 debe kahithile kanpai samastanku deleni

    • @uttambaba6800
      @uttambaba6800 Před měsícem

      Andhbhakto manonkaro comments dekhi mu kaba 😅😢😂

  • @SanatanNayak-hi5ut
    @SanatanNayak-hi5ut Před měsícem +2

    ଥଟା ନୁହଁ ଲାଇନ ରେ କାମ କରୁ ନାହାନ୍ତି ତେଣୁ କୁହା ଯାଉଛି, ରହିଲା ବିକାଶ ବିଜେପି ଶାସିତ ଜାଗାରେ କାମ ହଉନହିଁ ଓଡ଼ିଶାରେ ବହୁତ ହୋଇଛି ଜନତା ବିଜେପି ପାଖୁରୁ ମୁହଁ ଫେରେଇ ନେଲଣି ଆଉ ବିକାଶ ବିକାଶ ହେଉଇଛି ଓଡିଶା

  • @ParabirPanda-to3rh
    @ParabirPanda-to3rh Před měsícem +1

    U r ok.Thanks for these bold yet true pouring out.

  • @laxmansahoo4681
    @laxmansahoo4681 Před měsícem +1

    ଓଡ଼ିଶାର ଆଉରଙ୍ଗ ଜେବ 🎉

  • @duryodhanmahanta7766
    @duryodhanmahanta7766 Před měsícem

    ଗଣତନ୍ତ୍ର ଲୋକମାନଙ୍କ ଦ୍ବାରା, ଲୋକମାନଙ୍କର ଓ ଲୋକମାନଙ୍କ ପାଇଁ ଶାସନ ବ୍ୟବସ୍ଥା।ଏହା ଏହି ସରକାରରେ ପ୍ରତିଫଳିତ ହୋଇଛି।

  • @prasantapattanaik862
    @prasantapattanaik862 Před měsícem +3

    Adivasi CM should think for d welfare of Adivasi.

  • @banjumajhi1298
    @banjumajhi1298 Před měsícem

    Thank you sir.Good news.

  • @gaganabiharijena6400
    @gaganabiharijena6400 Před měsícem +1

    Very nice🙏🙏🙏

  • @kalpatarugauntia2942
    @kalpatarugauntia2942 Před měsícem +3

    ନହେଲେ କହିଥାନ୍ତି ଉତ୍କଳ ମଣି ମଧୁ ସୁଦାନ ଦାସ

  • @GobindaMeher-yw5ow
    @GobindaMeher-yw5ow Před měsícem +1

    ଇଂଗ୍ରାଜି ଥିକହ ନବିନ ଓଡିଆ କାଣାବୁଝିବା

  • @birakishorpanda1515
    @birakishorpanda1515 Před měsícem +2

    ଓଡ଼ିଆ ବୁଝି ପାରୁଛନ୍ତି କି ନବୀନ ବାବୁ

  • @biswassuchandra9189
    @biswassuchandra9189 Před měsícem

    Very good, right analysis sir.

  • @laxmansahoo4681
    @laxmansahoo4681 Před měsícem +4

    ହାତ ପାପୁଲି କଟା 🎉କଳିଙ୍ଗ ନଗର ଗୁଳିକାଣ୍ଡ 🎉

  • @rushinayak5830
    @rushinayak5830 Před měsícem

    ସୁନ୍ଦର ଉପସ୍ଥାପନା