Velikost videa: 1280 X 720853 X 480640 X 360
Zobrazit ovladače přehrávání
Automatické přehrávání
Přehrát
ଓଡିଶା ର ସଂଗୀତ, କଳା, ସଂସ୍କୃତି ଓ ପରମ୍ପରା କୁ ପୁରା ଭାରତ ଓ ବିଶ୍ୱ ଦରବାରରେ ଗୌରବ ମଣ୍ଡିତ କରିଥିବାରୁ ତୁମକୁ ଜଗନ୍ନାଥ ପ୍ରଭୁ ଆଶୀର୍ବାଦ ପ୍ରଦାନ କରନ୍ତୁ। ଧନ୍ୟବାଦ 🌻🙏🌻
This show's concept is to bring India's folk songs to the world..
@@25ajitmishra ବହୁତ ଭଲ ପଦକ୍ଷେପ 🙏
ନିଜର ସଂସ୍କୃତି ଓ କଳାକୁ ସାରା ବିଶ୍ବ ଭୁମଣ୍ଡଳ ରେ ଦେଖି ନିଜକୁ ମଧ୍ୟ ଗୌରବ ଅନୁଭବ ହୁଏ ଯେ ମୁଁ ଜଣେ ଓଡ଼ିଆ ❤ଜୟ ଜଗନ୍ନଥ 🙏 ଅତି ସୁନ୍ଦର ବର୍ଣାଲି ଦି 👏🤗🥰
ଶିରା ପ୍ରଶିରା, ଲୋମକୁପକୁ ଉଦ୍ଧିପନା ଯୋଗାଇବା ପାଇଁ ଓଡିଶୀ ସଂଗୀତ କୁ ଗବେଷଣା କରିଥିବା ଜଣେ ଉତ୍କୃଷ୍ଟ କଳାକାରଙ୍କ ଏଇ ପରିବେଷଣ କୋଟି କୋଟି ସଂଗୀତପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରୁଥିବ |
ଜୟ ଜଗନ୍ନାଥ
ଖୁବ ସୁନ୍ଦର ଏତେ ବଡ଼ ମଞ୍ଚ ରେ ଆମ ଜଗା ର ଭଜନ ଗର୍ବ ଅନୁଭଵ ହେଉଛିଜୟ ଜଗନ୍ନାଥ
ଓଡ଼ିଆ ଝିଅ ଓଡିଶା ର ଗର୍ବ 🙏
ମୁଁ ବାରମ୍ବାର ବର୍ଣ୍ଣାଲି ଗାଇଥିବା ଏ ଗୀତକୁ ଦେଖୁଛି ଏବଂ ଆଖିରେ ଲୁହ ଆପେ ଆସିଯାଉଛି
Odisha bale like karo❤❤
ପିଲାଦିନରୁ ଥିବା ମୋର ଏହି ଅଭିପ୍ସାକୁ ବର୍ଣ୍ଣାଳୀ ଦିଦି ପୂରା କରିଦେଲେ 🙏🙏🙏❤❤❤
ଗୀତା ଗୋବିନ୍ଦ ଭଜନ ଥରୁଟିଏ ମଞ୍ଚ ଉପରେ ଦୟା କରି ଗାନ କରାଯାଉ .......
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏପୋଗ୍ରମ ଟୀକୁ ଭାରତ ସରକାରଙ୍କ ଅଧିନରେ ଫରେନେ କଣ୍ଟରେ କରାଯାଉ
ମୋ ଓଡ଼ିଶା ର ଗୌରବ ଏ ଭଉଣୀ
ଓଡ଼ିଶାକୁ ଅଭିଲିପ୍ସା, ଅନନ୍ଯା ଓ ବର୍ଣାଳୀ ଅଗକୁ ନେବେ।
ଓଡିଶା ର ଗର୍ବ 🙏👌👍
କଳା,ସଂସ୍କୃତି ଓ ପରମ୍ପରାର ଗନ୍ତାଘର ଓଡ଼ିଶାକୁ ବିଶ୍ଵ ସ୍ତରୀୟ ମଞ୍ଚରେ ପ୍ରଚାର ଓ ପ୍ରସାର କରୁଥିବା ବର୍ଣାଳି ମାମ୍ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ
Barnali ତମେ ଓଡ଼ିଶାର ଗର୍ବ ଆଗକୁ ମାଡି ଚାଲ
ଓଡ଼ିଶାର ଗୌରବ ମୟ ସଂସ୍କୃତିକୁ ନେସନାଲ ସ୍ଥରରେ ପହଞ୍ଚାଇ ଥିବା ଆପଣଙ୍କ ପରି ବିରଙ୍ଗନା କିଏ ହୋଇପାରେ।🏵️🚩🚩🚩🏵️
ମହାପ୍ରଭୁଙ୍କ ଏହି ଭବ୍ୟ ସଙ୍ଗୀତ ପରିବେଷଣ କରି ଓଡ଼ିଶାର ମାନ ସମ୍ମାନକୁ ପରିଚିତ କରିଥିବାରୁ ପ୍ରଭୁ ଜଗନ୍ନାଥ ତୁମର କଲ୍ୟାଣ କରନ୍ତୁ ।
ଜୟ ଜଗନ୍ନାଥ 🙏🏻ଓଡ଼ିଆ ଝିଅ ଓଡିଶା ର ଗର୍ବ ❤️❤️
ଓଡ଼ିଆ କଳା ସଂସ୍କୃତି କୁ ବା ଓଡ଼ିଆ ଭଂଜନକୁ ବାହାରି ଶୋ ରେ ପଦର୍ପନ କରିଥିବାରୁ ଧନ୍ୟ ବାଦ
ଜୟ ଜଗନ୍ନାଥ ❤
ଏ ଗୀତ ପ୍ରତି ଓଡ଼ିଆର ହୃଦ ସ୍ପନ୍ଦନ joy jagannath
AME Odia bhari badhia Puri Pila like Kara Jay Jagannath 🎉🎉
Odisha ka no 1 singer
The emotion of people of Odisha when they hear prabhu Jagannath's Bhajan 🥺🥺😭😭jai jagannath 🙏🥰😊 mesmerizing 👌👌😻
ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ନେଇ ଆଗେଇଚାଲ ବର୍ଣାଳୀ.❤️❤️ ଜୟ ଜଗନ୍ନାଥ 🙏
ଲୋମ ଟାଙ୍କୁରି ଯାଉଛି ଆଖିରେ ଲୁହ ଆସି ଯାଉଚି
ଏଇଟା ଖୁସି ର ଗୀତ ହେଲେ ମୋ ଆଖି ଭରିଗଲା ପ୍ରଭୁ ଜଗନ୍ନାଥ ଆପଣଙ୍କ ଉପରେ ଏମିତି କୃପା ବନାଇ ରଖନ୍ତୁ ❤ Love from Kalahandi (Odisha)
ମହାପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଆପଣ ଆହୁରି ଆଗକୁ ଯାଆନ୍ତୁ ଭଉଣୀ।
ମୋ ଆଖିରୁ ଲୁହ ଆସିଗଲା❤
ସୁମଧୁର କଣ୍ଠ ଚିତ୍ତାକର୍ଷକ ପରିବେଷଣ । ଧନ୍ୟବାଦ ଭଉଣୀ।ତୋ ପାଇଁ ଓଡିଶା ଗର୍ବିତ।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ
Barnali ❤is the Best way to represent Odisha in the world🎉 keep it up🎉 all the person of odisha are proud of you Jay Jagannath❤
ଜୟ ଜଗନ୍ନାଥ...... ଅବର୍ଣ୍ଣନୀୟ ମୋ ଭାଷା ଆଉ ତାହାର ସଂସ୍କୃତି....
Kailash Sir and Ekamba Band Party have been blessed by Lord Jagannath.
ଦିଦି plz ସାଲବେଗ ଙ୍କ ରଚନା ରୁ କିଛି ଗାନ୍ତୁ
I really proud of you barnali❤Odia song ku ate bada stage gaithibaru au ama odia bhasara man rakhi thibaru bahut bahut dhanyavad 🙏🙏
ଆମ ଓଡ଼ିଶାର ଗର୍ବ 😊ଜୟ ଜଗନ୍ନାଥ 🙏 ବନ୍ଦେ ଉତ୍କଳଜନନୀ 🚩🚩
🎉🎉🎉UTKALA 🎉🎉🎉UTKARSHA KALAAITI UTKALA 🎉🎉🎉🎉🎉 VANDE UTKALA JANANI
Waah waah!!...... congratulations barnali ma'am....Jay Jagannath 🙏❤️
All odisha proud of u...barnali ,
ଜୟ ଜଗନ୍ନାଥ । ଜୟ ଓଡି଼ଶା। ପ୍ରଭୁ ତୁମକୁ କୋଟି ପରିମାୟ ଦିଅନ୍ତୁ।
Lol 😆 🤣 😂
ଏହି ଗୀତ ଶୁଣିଲା ପରେ କାହାକୁ ଆଖିରେ ଲୁହ ବାହାରିଲା😢🙏❤
@@ullasjeju3320 jai jagannath 🚩
mor luha namani baharila ..
@@spectrovision7466 kn
ଜୟ ଜଗନ୍ନାଥ 😢😢😢🙏🙏🙏🙏🙌🙌🙌🙌🙌🙌🙌🙌🙌
We're proud of you Barnali (from nayagarh)
ଖୁବ୍ ମଧୁର❤❤❤❤❤❤❤❤
Excellent job @barnalihota
Oh my god mu bi ama odisha song suniki bahut bhabuk hoigali .barnali hotaku hrudayaru dhanyabad jete kahile bi Kam padiba .se jane odishara garv
ଓଡ଼ିଆର ସ୍ବର ଓଡ଼ିଶାର ସ୍ବର
Really. I want to see this and listen this repeatedly.
ମହାପ୍ରଭୁ ଜଗନ୍ନାଥଙ୍କ କୃପା ରୁ ତୁମେ ବହୁତ ଆଗକୁ ଯାଅ ।
Jay odisa jay jaganatha power full sang barnali singar super voice
ଜୟ ଜଗନ୍ନାଥ🎉
Thank you Barnali for making every Odia proud of their culture & conveying the same in national level. Jay Jagannath
You are credit for our odisha madam
Congratulations barnali hota, jagannath bhajan ku aepari gote show re gaiba ama odisha pain garva ,,great job barnali ❤❤❤❤
ବନ୍ଦେ ଉତ୍କଳ ଜନନୀ
ଅତି ସୁନ୍ଦର
What a tremendous performance. Hats off to you. Proud to be A Odishan.
ଆଖିରୁ ଲୁହ ବାହାରି ଆସିଲା...... ତୁମେ ଆହୁରି ଆଗକୁ ଯାଅ
Wooooooo 👍👍👌👌❤️❤️🌹🌹🌹❤️👍👌👌👌👍very nice
ଏହି ଗୀତରେ ବାଦ୍ୟଯନ୍ତ୍ର ର ତାଳମେଳ ଖାପ ଖାଉନାହିଁ ଖାସ୍ କରି ଆମ ଓଡ଼ିଆ ବାଦ୍ୟଯନ୍ତ୍ର ହୋଇଥିଲେ ଭଲ ଲାଗିଥାନ୍ତା
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🛕☸️🚩🇳🇵🇳🇵🇳🇵🇳🇵🇳🇵🇳🇵🇳🇵🪔🪔🪔🪔🪔🌷🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ପ୍ରଭୁ ଜଗନ୍ନାଥଙ୍କ କୃପା ଲାଭ ହେଉ
ମୋ ଜାଗା , ମୋ କାଳିଆ
Excellent singing, thank you for representing odisha. Jai Jagannath 🙏🙏
Proud of Odisha...Jai Jagannath.
Original original but this style so unic make this song
ଓଡିଶା ର ଗର୍ବ ଆଉ ଗୌରବ, ଓଡିଶା ର ସରସ୍ବତୀ ବର୍ଣ୍ଣ|ଳୀ ହୋତା
God bless you
Sachmuch ankho mein Ashu aa gayi😢😢....just wow
Tumo gito re mu jaga ro anubhuti paili...ta bodo danda ro anubhuti...mo akhiru luho ape ape asigola bhauni❤
ବର୍ଣାଲି ଦିଦି ତୁମ ଭଜନ ସୁନିକି ମୁ କାନ୍ଦି ପକାଇଲି 😢😢😢 ଜୟ ଜଗନ୍ନାଥ
Jay Jagannath. 🙏🌑❗️🌑🙏
3:36 Jay jagannath Swami Nayan patha gami bhaba tume 🙏🙏🚩 love from odisha
ଓଡ଼ିଶାର ଗର୍ବ ତୁମେ❤❤
Barnali mama suravi aunty Kaliaanku dakuchi amiti gaiki bohut prasansa pauthau..bohut garba laguchire maa...❤
Spb Sis ama odisha ra garba gauraba tame bahut Sundar 🙏Lord jagannath emiti Krupa rakhantu
Nice song barnali ji
love from our beloved state odisha......incredible india
Oh my god 🙏🙏🙏🙏🙏🥺🥺🥺🥺🥺🥺🥺how I explain my feelings in here but this style of singing is supp as well one of the best best best best best best of my favorite 🙏🙏🥺🥺🥺🥺🥺🥺🥺🥺
🙏🥰
Jay jagannath jay jagannath jay jagannath
I love barnali ❤❤❤❤❤❤
I am also proud of u❤
Proud of our Odisha
ଜୟ ଜୟ ଜଗନ୍ନାଥ ❤❤❤❤❤❤
My fav bhajan jay Jagannath ❤❤❤❤
ଏଇ ଆମ ଓଡିଶା, ଆମେ ଓଡ଼ିଆ
Odia jatir Saman badhechan hare Krishna Hari bol
Proud of you... I also want to someone sing odia song in national platform
Me bar bar ye gana ko suna barnali ke voice me
Jay jagannath,,,,all the best Burnali,,,yr voice is so sweet,,,
🎉sabhi odia basi jagannath premi Mane like karo comments karo Jaya jagannath
Proud of you.... Your are the real Star 👍👍👍 ଅତି ସୁନ୍ଦର, ବଢିଆ 🙏🙏
Jay Jagannath
Sundar prachestha excellent thanks
ଜୟ ଜଗନ୍ନାଥ 🙏🙏🙏🙏🪔🪔
Dhanyawad Barnali .very proud of u God bless you
ଜୟ ଜଗନ୍ନାଥ ସ୍ବାମୀ
We are proud of you Barnali ....Lots of love and blessings from Goa 👍
Lord Jagannath may bless to all of staffs and channel.. Jai jagannath.
Iam proud of you ki haam odisha ki beti hui
ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏💞🙏🙏🙏🙏🙏🙏
ଓଡିଶା ର ସଂଗୀତ, କଳା, ସଂସ୍କୃତି ଓ ପରମ୍ପରା କୁ ପୁରା ଭାରତ ଓ ବିଶ୍ୱ ଦରବାରରେ ଗୌରବ ମଣ୍ଡିତ କରିଥିବାରୁ ତୁମକୁ ଜଗନ୍ନାଥ ପ୍ରଭୁ ଆଶୀର୍ବାଦ ପ୍ରଦାନ କରନ୍ତୁ। ଧନ୍ୟବାଦ 🌻🙏🌻
This show's concept is to bring India's folk songs to the world..
@@25ajitmishra ବହୁତ ଭଲ ପଦକ୍ଷେପ 🙏
ନିଜର ସଂସ୍କୃତି ଓ କଳାକୁ ସାରା ବିଶ୍ବ ଭୁମଣ୍ଡଳ ରେ ଦେଖି ନିଜକୁ ମଧ୍ୟ ଗୌରବ ଅନୁଭବ ହୁଏ ଯେ ମୁଁ ଜଣେ ଓଡ଼ିଆ ❤
ଜୟ ଜଗନ୍ନଥ 🙏 ଅତି ସୁନ୍ଦର ବର୍ଣାଲି ଦି 👏🤗🥰
ଶିରା ପ୍ରଶିରା, ଲୋମକୁପକୁ ଉଦ୍ଧିପନା ଯୋଗାଇବା ପାଇଁ ଓଡିଶୀ ସଂଗୀତ କୁ ଗବେଷଣା କରିଥିବା ଜଣେ ଉତ୍କୃଷ୍ଟ କଳାକାରଙ୍କ ଏଇ ପରିବେଷଣ କୋଟି କୋଟି ସଂଗୀତପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରୁଥିବ |
ଜୟ ଜଗନ୍ନାଥ
ଖୁବ ସୁନ୍ଦର
ଏତେ ବଡ଼ ମଞ୍ଚ ରେ ଆମ ଜଗା ର ଭଜନ
ଗର୍ବ ଅନୁଭଵ ହେଉଛି
ଜୟ ଜଗନ୍ନାଥ
ଓଡ଼ିଆ ଝିଅ ଓଡିଶା ର ଗର୍ବ 🙏
ମୁଁ ବାରମ୍ବାର ବର୍ଣ୍ଣାଲି ଗାଇଥିବା ଏ ଗୀତକୁ ଦେଖୁଛି ଏବଂ ଆଖିରେ ଲୁହ ଆପେ ଆସିଯାଉଛି
Odisha bale like karo❤❤
ପିଲାଦିନରୁ ଥିବା ମୋର ଏହି ଅଭିପ୍ସାକୁ ବର୍ଣ୍ଣାଳୀ ଦିଦି ପୂରା କରିଦେଲେ 🙏🙏🙏❤❤❤
ଗୀତା ଗୋବିନ୍ଦ ଭଜନ ଥରୁଟିଏ ମଞ୍ଚ ଉପରେ ଦୟା କରି ଗାନ କରାଯାଉ .......
ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏପୋଗ୍ରମ ଟୀକୁ ଭାରତ ସରକାରଙ୍କ ଅଧିନରେ ଫରେନେ କଣ୍ଟରେ କରାଯାଉ
ମୋ ଓଡ଼ିଶା ର ଗୌରବ ଏ ଭଉଣୀ
ଓଡ଼ିଶାକୁ ଅଭିଲିପ୍ସା, ଅନନ୍ଯା ଓ ବର୍ଣାଳୀ ଅଗକୁ ନେବେ।
ଓଡିଶା ର ଗର୍ବ 🙏👌👍
କଳା,ସଂସ୍କୃତି ଓ ପରମ୍ପରାର ଗନ୍ତାଘର ଓଡ଼ିଶାକୁ ବିଶ୍ଵ ସ୍ତରୀୟ ମଞ୍ଚରେ ପ୍ରଚାର ଓ ପ୍ରସାର କରୁଥିବା ବର୍ଣାଳି ମାମ୍ ଶୁଭେଚ୍ଛା ଓ ଅଭିନନ୍ଦନ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ଭବ ତୁମେ ଭବ ତୁମେ
Barnali ତମେ ଓଡ଼ିଶାର ଗର୍ବ ଆଗକୁ ମାଡି ଚାଲ
ଓଡ଼ିଶାର ଗୌରବ ମୟ ସଂସ୍କୃତିକୁ ନେସନାଲ ସ୍ଥରରେ ପହଞ୍ଚାଇ ଥିବା ଆପଣଙ୍କ ପରି ବିରଙ୍ଗନା କିଏ ହୋଇପାରେ।🏵️🚩🚩🚩🏵️
ମହାପ୍ରଭୁଙ୍କ ଏହି ଭବ୍ୟ ସଙ୍ଗୀତ ପରିବେଷଣ କରି ଓଡ଼ିଶାର ମାନ ସମ୍ମାନକୁ ପରିଚିତ କରିଥିବାରୁ ପ୍ରଭୁ ଜଗନ୍ନାଥ ତୁମର କଲ୍ୟାଣ କରନ୍ତୁ ।
ଜୟ ଜଗନ୍ନାଥ 🙏🏻ଓଡ଼ିଆ ଝିଅ ଓଡିଶା ର ଗର୍ବ ❤️❤️
ଓଡ଼ିଆ କଳା ସଂସ୍କୃତି କୁ ବା ଓଡ଼ିଆ ଭଂଜନକୁ ବାହାରି ଶୋ ରେ ପଦର୍ପନ କରିଥିବାରୁ ଧନ୍ୟ ବାଦ
ଜୟ ଜଗନ୍ନାଥ ❤
ଏ ଗୀତ ପ୍ରତି ଓଡ଼ିଆର ହୃଦ ସ୍ପନ୍ଦନ joy jagannath
AME Odia bhari badhia
Puri Pila like Kara Jay Jagannath 🎉🎉
Odisha ka no 1 singer
The emotion of people of Odisha when they hear prabhu Jagannath's Bhajan 🥺🥺😭😭jai jagannath 🙏🥰😊 mesmerizing 👌👌😻
ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ନେଇ ଆଗେଇଚାଲ ବର୍ଣାଳୀ.❤️❤️ ଜୟ ଜଗନ୍ନାଥ 🙏
ଲୋମ ଟାଙ୍କୁରି ଯାଉଛି ଆଖିରେ ଲୁହ ଆସି ଯାଉଚି
ଏଇଟା ଖୁସି ର ଗୀତ ହେଲେ ମୋ ଆଖି ଭରିଗଲା ପ୍ରଭୁ ଜଗନ୍ନାଥ ଆପଣଙ୍କ ଉପରେ ଏମିତି କୃପା ବନାଇ ରଖନ୍ତୁ ❤ Love from Kalahandi (Odisha)
ମହାପ୍ରଭୁ ଜଗନ୍ନାଥ ଙ୍କ କୃପା ରୁ ଆପଣ ଆହୁରି ଆଗକୁ ଯାଆନ୍ତୁ ଭଉଣୀ।
ମୋ ଆଖିରୁ ଲୁହ ଆସିଗଲା❤
ସୁମଧୁର କଣ୍ଠ ଚିତ୍ତାକର୍ଷକ ପରିବେଷଣ । ଧନ୍ୟବାଦ ଭଉଣୀ।ତୋ ପାଇଁ ଓଡିଶା ଗର୍ବିତ।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ
Barnali ❤is the Best way to represent Odisha in the world🎉 keep it up🎉 all the person of odisha are proud of you Jay Jagannath❤
ଜୟ ଜଗନ୍ନାଥ...... ଅବର୍ଣ୍ଣନୀୟ ମୋ ଭାଷା ଆଉ ତାହାର ସଂସ୍କୃତି....
Kailash Sir and Ekamba Band Party have been blessed by Lord Jagannath.
ଦିଦି plz ସାଲବେଗ ଙ୍କ ରଚନା ରୁ କିଛି ଗାନ୍ତୁ
I really proud of you barnali❤
Odia song ku ate bada stage gaithibaru au ama odia bhasara man rakhi thibaru bahut bahut dhanyavad 🙏🙏
ଆମ ଓଡ଼ିଶାର ଗର୍ବ 😊ଜୟ ଜଗନ୍ନାଥ 🙏 ବନ୍ଦେ ଉତ୍କଳଜନନୀ 🚩🚩
🎉🎉🎉UTKALA 🎉🎉🎉
UTKARSHA KALAA
ITI
UTKALA 🎉🎉🎉🎉🎉 VANDE UTKALA JANANI
Waah waah!!
...... congratulations barnali ma'am....
Jay Jagannath 🙏❤️
All odisha proud of u...barnali ,
ଜୟ ଜଗନ୍ନାଥ । ଜୟ ଓଡି଼ଶା। ପ୍ରଭୁ ତୁମକୁ କୋଟି ପରିମାୟ ଦିଅନ୍ତୁ।
Lol 😆 🤣 😂
ଏହି ଗୀତ ଶୁଣିଲା ପରେ କାହାକୁ ଆଖିରେ ଲୁହ ବାହାରିଲା😢🙏❤
ଜୟ ଜଗନ୍ନାଥ ❤
@@ullasjeju3320 jai jagannath 🚩
mor luha namani baharila ..
@@spectrovision7466 kn
ଜୟ ଜଗନ୍ନାଥ 😢😢😢🙏🙏🙏🙏🙌🙌🙌🙌🙌🙌🙌🙌🙌
We're proud of you Barnali (from nayagarh)
ଖୁବ୍ ମଧୁର❤❤❤❤❤❤❤❤
Excellent job @barnalihota
Oh my god mu bi ama odisha song suniki bahut bhabuk hoigali .barnali hotaku hrudayaru dhanyabad jete kahile bi Kam padiba .se jane odishara garv
ଓଡ଼ିଆର ସ୍ବର ଓଡ଼ିଶାର ସ୍ବର
Really. I want to see this and listen this repeatedly.
ମହାପ୍ରଭୁ ଜଗନ୍ନାଥଙ୍କ କୃପା ରୁ ତୁମେ ବହୁତ ଆଗକୁ ଯାଅ ।
Jay odisa jay jaganatha power full sang barnali singar super voice
ଜୟ ଜଗନ୍ନାଥ🎉
Thank you Barnali for making every Odia proud of their culture & conveying the same in national level. Jay Jagannath
You are credit for our odisha madam
Congratulations barnali hota, jagannath bhajan ku aepari gote show re gaiba ama odisha pain garva ,,great job barnali ❤❤❤❤
ବନ୍ଦେ ଉତ୍କଳ ଜନନୀ
ଅତି ସୁନ୍ଦର
What a tremendous performance. Hats off to you. Proud to be A Odishan.
ଆଖିରୁ ଲୁହ ବାହାରି ଆସିଲା...... ତୁମେ ଆହୁରି ଆଗକୁ ଯାଅ
Wooooooo 👍👍👌👌❤️❤️🌹🌹🌹❤️👍👌👌👌👍very nice
ଏହି ଗୀତରେ ବାଦ୍ୟଯନ୍ତ୍ର ର ତାଳମେଳ ଖାପ ଖାଉନାହିଁ ଖାସ୍ କରି ଆମ ଓଡ଼ିଆ ବାଦ୍ୟଯନ୍ତ୍ର ହୋଇଥିଲେ ଭଲ ଲାଗିଥାନ୍ତା
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ 🛕☸️🚩🇳🇵🇳🇵🇳🇵🇳🇵🇳🇵🇳🇵🇳🇵🪔🪔🪔🪔🪔🌷🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ
ପ୍ରଭୁ ଜଗନ୍ନାଥଙ୍କ କୃପା ଲାଭ ହେଉ
ମୋ ଜାଗା , ମୋ କାଳିଆ
Excellent singing, thank you for representing odisha. Jai Jagannath 🙏🙏
Proud of Odisha...Jai Jagannath.
Original original but this style so unic make this song
ଓଡିଶା ର ଗର୍ବ ଆଉ ଗୌରବ, ଓଡିଶା ର ସରସ୍ବତୀ ବର୍ଣ୍ଣ|ଳୀ ହୋତା
God bless you
Sachmuch ankho mein Ashu aa gayi😢😢....just wow
Tumo gito re mu jaga ro anubhuti paili...ta bodo danda ro anubhuti...mo akhiru luho ape ape asigola bhauni❤
ବର୍ଣାଲି ଦିଦି ତୁମ ଭଜନ ସୁନିକି ମୁ କାନ୍ଦି ପକାଇଲି 😢😢😢 ଜୟ ଜଗନ୍ନାଥ
Jay Jagannath.
🙏🌑❗️🌑🙏