ଜଗନ୍ନାଥଙ୍କ ଭଜନକୁ ଅପମାନ କରି ଗାଇବା ଭିଡ଼ିଓ ଭାଇରାଲ ପରେ କଣ କହୁଛନ୍ତି ଶୁଣନ୍ତୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗର |

Sdílet
Vložit
  • čas přidán 7. 07. 2024
  • #humansagar #srijagannathbhajan #viralvideo #NandighoshaTV
    ପ୍ରଭୁ ଜଗନ୍ନାଥଙ୍କ ଭଜନକୁ ଅପମାନ କରି ଗାଇବା ଭିଡ଼ିଓ ଭାଇରାଲ ହେବା ପରେ କଣ କହୁଛନ୍ତି ଶୁଣନ୍ତୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗର...
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 3,1K

  • @tarakiranpatnaik1049
    @tarakiranpatnaik1049 Před dnem +637

    ଦୀପ ଲିଭିଲା ବେଳେ ଖୁବ ଜଳେ, ଲାଗୁଛି Human & Ruku singer ଙ୍କ ଅନ୍ତିମ ପର୍ଯ୍ୟାୟ ଆସିଗଲାଣି

  • @rameshchandravlogs8655
    @rameshchandravlogs8655 Před dnem +746

    ଆଜି ଠାରୁ କେଉଁ ମାନେ ହୁମନ୍ ଶାଗର ର ଗୀତ ସୁନିବେନି like କରନ୍ତୁ

  • @srpcreatorsuman5317
    @srpcreatorsuman5317 Před dnem +55

    ଏମାନେ ଏକା ନୁହଁ ବହୁତ୍ ଜଣ ଏମିତି ଗୀତିକାର ଅଛନ୍ତି ଯେଉଁ ମାନେ ଓଡ଼ିଆ ଆଲବମ୍ ରୁ ଭଜନ ଆଉ ଭଜନ ରୁ ଆଲବମ୍ କରୁଛନ୍ତି,ସମସ୍ତ ଙ୍କୁ ବିରୋଧ କର ❤

  • @nwa5332
    @nwa5332 Před dnem +27

    ଆରେ ହ୍ୟୁମାନ ସାଗର ଓ ତୋର ବେହିଆ ସାଙ୍ଗ....ମୋ କାଳିଆ ସାଆନ୍ତଙ୍କ ଅପମାନ ପାଇଁ

  • @manasaranjanmahalikmansing7453

    ଯିଏ ଜଗନ୍ନାଥ ସଂସ୍କୃତି କୁ କୁଠାରଘାତ କରିଛି.... ସେ ଧ୍ୱଂସ ହେଇଛି..

  • @IMABHIy
    @IMABHIy Před dnem +375

    ଦୟାକରି ଭଗବାନଙ୍କୁ ଅସମ୍ମାନିତ କରନ୍ତୁନାହିଁ। 🙏❤️😊

  • @AmitBadanayak
    @AmitBadanayak Před dnem +8

    ହ୍ୟୁମାନ ସାଗରଙ୍କ ପରି କଣ୍ଠଶିଳ୍ପୀ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଆବିର୍ଭାବ ହୋଇ ନାହାନ୍ତି... ବର୍ତ୍ତମାନର ଯୁବପିଢୀ ପାଇଁ ହ୍ୟୁମାନ ସାଗର ହେଉଛନ୍ତି ପ୍ରେରଣାର ଉତ୍ସ। ବର୍ତ୍ତମାନ ଯୁଗରେ ହ୍ୟୁମାନ ସାଗର ଙ୍କ ବିନା ଓଡିଆ ସଙ୍ଗୀତ ଜଗତ ସଂପୂର୍ଣ୍ଣ ଅଧୁରା... ହ୍ୟୁମାନ ସାଗର ଆମ ଓଡ଼ିଶାର ଗର୍ବ ଓ ଗୌରବ.... ହ୍ୟୁମାନ ସାଗର ଆସିଲା ପରଠାରୁ ଓଡ଼ିଆ ସଙ୍ଗୀତ ଜଗତର ବେଶ୍ ଚାହିଦା ବଢ଼ିଲା... ହ୍ୟୁମାନ ସାଗର ଓଡ଼ିଆ ସଙ୍ଗୀତ ଜଗତକୁ ପ୍ରବେଶ କରିବା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ମାନେ ବାଧ୍ୟ ହୋଇ କୁମାର ସାନୁ, ଉଦିତ୍ ନାରାୟଣ, ବାବୁଲ ସୁପ୍ରିୟ ମହମ୍ମଦ ଅଜିଜ୍ ଓ ସୋନୁ ନିଗମ ଭଳି ଗାୟକ ମାନଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ଦେଉଥିଲେ... ହ୍ୟୁମାନ ସାଗର ଆସିବା ପର ଠାରୁ ବହୁଳ ମାତ୍ରାରେ ତାହା ହ୍ରାସ ଘଟିଛି। ଗୋଟିଏ କଥା ଜଣେ କଳାକାରକୁ ସବୁ ଗୀତ ଗାଇବା ପାଇଁ ବାଧ୍ୟ କରା ଯାଇ ପାରିବ ନାହିଁ...ତାଙ୍କୁ ଯାହା ଗାଇବା ପାଇଁ ଭଲ ଲାଗିବ ନାହିଁ ତାହା ସେ ଗାଇବ ନାହିଁ ତାଙ୍କ ଇଛା ବିରୁଦ୍ଧରେ କେହି ବି କିଛି କରି ପାରିବେ ନାହିଁ। ହ୍ୟୁମାନ ସାଗରଙ୍କ ରାଜ୍ ଓ ଲୋକପ୍ରିୟତା ଦେଖି ଲୋକେ ଈର୍ଷାରେ ଜଳୁଛନ୍ତି ତାଙ୍କୁ ବାଧ୍ୟ କରି ବିବାଦ ମଧ୍ୟକୁ ଠେଲି ଦେଉଛନ୍ତି। ତାଙ୍କୁ ବ୍ୟାନ୍ କଲେ ତାଙ୍କର ଗଳା କିମ୍ବା ଗାୟନ ଶୈଳୀରେ କିଛି ଫରକ ପଡିବ ନାହିଁ। ଏ Video ରେ କ'ଣ ଏମିତି ଭୁଲ୍ ହେଇ ଯାଇଛି ଯେ ଦୁଇ ବର୍ଷ ତଳର Video କୁ ନେଇ ଏତେ ସରଗରମ, ବାକ୍ ବିତଣ୍ଡା , ପୋଲିସ ଅଭିଯୋଗ ସବୁ ଚାଲିଛି । ଏମିତି କେତେ ଗୁଡ଼ିଏ ଗୀତର ନଜିର ରହିଛି ଯାହାକି କଦର୍ଯ୍ୟ, ଅଭଦ୍ର ,ତାତ୍ସଲ୍ୟ ଉପରେ ଆଧାରିତ... ସେ ଗୀତ ଗୁଡ଼ିକ ଉପରେ କାହିଁ ଏତେ ଚର୍ଚ୍ଚା ଜୋର ଧରୁନି କେବଳ ହ୍ୟୁମାନ ସାଗର ଉପରେ ହିଁ ସମସ୍ତଙ୍କର ବିଦ୍ରୋହ ଚାଲିଛି । ଏ Video ରେ ହ୍ୟୁମାନ ସାଗର ତ କିଛି ଗାଇ ନାହାନ୍ତି ରୁକୁ ସୁନା ଗାଇଛନ୍ତି... ଭୁଲ୍ କରୁଛି ଜଣେ ଦୋଷୀ କରା ଯାଉଛି ଆଉ ଜଣଙ୍କୁ ଧିକ୍ ଏ ଦୁନିଆ ଧିକ୍ ଏ ବିଚାର ଧାରା।

  • @pinunaikofficial2643
    @pinunaikofficial2643 Před dnem +8

    ଆଗ କୁହ ଜଗନ୍ନାଥ ଭଜନ ଥିଲା ନା ସ୍ୱର ଟା ଥିଲା

  • @DushmantaKudei
    @DushmantaKudei Před dnem +80

    ଗୋଟିଏ ଗଞ୍ଜଡ ଓ ଗୋଟିଏ ମଧୁଆ

  • @brajakishorepadhi4022
    @brajakishorepadhi4022 Před dnem +425

    ମା ଗିହା ପଠାଣ ହୁମାନ କୁ ଯୋତା ମାଡ।

  • @ramaananta2176
    @ramaananta2176 Před dnem +9

    ଏସଳାମାନକୁ କିଏସେ ଗିତଦଛି ଗାଇବାକୁ ଟୋଟାଲିବଦକରିଦିଅ

  • @MoneyMaster2898
    @MoneyMaster2898 Před dnem +2

    ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛ, ତୁମ ମାନଙ୍କୁ ଟିକେ ଲାଜ ଲାଗୁନି କିରେ ? ଧର୍ମ ନାମରେ ଅନେକ ବାବା ବେପାର କରୁଛନ୍ତି ଆଉ ଅନ୍ଧ ବିଶ୍ବାସର ପ୍ରଚାର କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ତୁମେ ତ କେବେ ପଦେ ଅଧେ ଡରି କି କହୁନ। ହେଲେ ମୋ ଭାଇ ରୁକୁ ସୁନା ଆଉ ହ୍ୟୁମାନ ସାଗର କିଛି ଗୋଟେ ଗାଇଦେଲେ ବୋଲି ତୁମ ମାନଙ୍କର ଜଳି ଯାଉଛି। ଯେକୌଣସି ମଣିଷ କେଉଁଠାରେ ଅସୁବିଧାରେ ପଡ଼ିଥିଲେ ତୁମେ ତାକୁ ସାହାଯ୍ୟ ନକରି ମୋର କ'ଣ ଯାଉଛି ବୋଲି ଖସ୍ ଖସ୍ ଚାଲି ଆସୁଛ, ପୁଣି ନିଜକୁ କହୁଛ ହିନ୍ଦୁ ବୋଲି ! ମୁଁ ଏମିତି ହିନ୍ଦୁ ବହୁତ ଦେଖିଛି। ଯିଏ କହନ୍ତି ଗୋଟିଏ ଓ କରନ୍ତି ଆଉ ଗୋଟିଏ। ପୋଡ଼ି ଯାଉ ତୁମ ମାନଙ୍କର ମୁହଁରେ ହିନ୍ଦୁ ମାନେ..😡😡😡

  • @rajeshsahoo5601
    @rajeshsahoo5601 Před dnem +278

    ଭାଇ ଆଜି କାଲି ଯାହାକୁ ବେଶୀ ଟେକିବ ସେ ହିଁ ପ୍ରଥମେ ଗୋଡ଼ ହାଣିବ 😢 ଆମ ର ପ୍ରଭୁ ଜଗନ୍ନାଥଙ୍କ ଗୀତ କୁ ପରିହାସ କରିବାରୁ ତାଙ୍କୁ ନିହାତି ଦଣ୍ଡ ଦିଆଯାଉ ଜୟ ଜଗନ୍ନାଥ 🙏🙏🙏

  • @ashokkumarsahoo7372
    @ashokkumarsahoo7372 Před dnem +36

    ଏଥିପାଇଁ ଆମେ ହିନ୍ଦୁମାନେ ଦାୟୀ।ଆମେ ତ ସବୁ ଧର୍ମକୁ ସମ୍ମାନ ଦେବା ଆମ ଧର୍ମକୁ ଅନ୍ୟ ମାନେ ସମ୍ମାନ ଦେଉଛନ୍ତି କି?

  • @indeedsatya
    @indeedsatya Před dnem +2

    ଧର୍ମ ସହିବନି ଇତିହାସ ସାକ୍ଷୀ ଅଛି କେଡେ ବଡ ବଡ ରଥି ମହାରଥୀ, ତାନ୍ତ୍ରିକ, ସାଧକ ଆସି ମହାପ୍ରଭୁଙ୍କ ଆଗରେ ମୁଣ୍ଡ ନୁଆଁଇବା ପାଇଁ ବାଧ୍ୟ ହୋଇଛନ୍ତି। ଏ ତ ସାଧାରଣ ଗୀତିକାର ଟିଏ ବିପରିତ ବୁଦ୍ଧି! Jay Jagannath ବିନାଶ କାଳେ

  • @rabindrasrambutika1129

    ଆରେ ଭାଇ ସେମାନେ ତ ସମ୍ବଲପୁରୀ ଗୀତ ଗାଇବା ଟା ଆମେ ସୁଣୁଚୁ ଜଗନ୍ନାଥଙ୍କର ଭଜନ କେତେବେଳେ ଗାଇକି ଜଗନ୍ନାଥଙ୍କୁ ଅପମାନ କଲେ, ଏଠି ଜଗନ୍ନାଥଙ୍କ ଭଜନ ତ ଶୁଭୁନି ହେଲେ କେତେବେଳେ ଅପମାନ କଲେ, ତା ଛଡା ହୁମନ୍ ତ ଗାଈ ନାହାନ୍ତି ତା ଉପରେ କେମିତି ଦୋଷ ଲଦୁଛନ୍ତି,ଠିକ୍ ଠିକ୍ ଜାଗାରେ ଭୁଲ ଭୁଲ ଜାଗାରେ ତେଣୁ ବିଚାର କରିକି କୁହନ୍ତୁ

  • @santoshkumarmukhi1056
    @santoshkumarmukhi1056 Před dnem +142

    ହୁମାନ ସାଗର ତମେ କଳାକାର ସବୁଧର୍ମ ର ସନ୍ନମାନ କର ଓଡିଶା ରେ ଜଗନ୍ନାଥ ମାଟି ୟେ ଓଡିଶା 🙏

  • @narayandas369
    @narayandas369 Před dnem +205

    ମଦ ପିଇ ଏମିତୀ ଗାଇଛନ୍ତି ବୋଧ ହୁଏ

  • @Gouttam_Creation_
    @Gouttam_Creation_ Před dnem +13

    ଜୟ ଜଗନ୍ନାଥ || ଆମ ଧର୍ମ କୁ ସଂମାନ ଦିଅ 🙏⭕‼⭕🙏

  • @abhayakumarmall5773
    @abhayakumarmall5773 Před dnem +2

    ସେ ସମସ୍ତ ଓଡିଶା ବାସୀଙ୍କୁ ଭୁଲ ମାଗିବା ଦରକାର ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ତଡିବା ଦରକାର ଜୟ ଜଗନ୍ନାଥ 🙏