BJD Sarpanch And Villagers Face Off Over Development In Shyamasundar Panchayat, Dhamnagar

Sdílet
Vložit
  • čas přidán 29. 08. 2024

Komentáře • 836

  • @srs2957
    @srs2957 Před rokem +139

    ଭାଇ କେତେ ବର୍ଷ ପରେ ଏମିତି ଜଣେ ସାମ୍ବାଦିକ ଭାଇ ଙ୍କୁ ଦେଖିଲି। ମନ ଖୁସି ହେଇଗଲା।।।

  • @debashishsamantray8436
    @debashishsamantray8436 Před rokem +42

    ଭାଇ ତମ reporting କୁ ବହୁତ୍ ବହୁତ୍ ଧନ୍ୟବାଦ... ଏଇ ଭଳି କେତେ ଟା ମୂର୍ଖ ଅଳ୍ପ ଶିକ୍ଷିତ ନେତା ଙ୍କ ପଛରେ ଜିନ୍ଦାବାଦ କହି କହି ସରପଞ୍ଚ ହେଇକି ଲୋକ ଙ୍କୁ ଲୁଟିକରି ଖାଉଛନ୍ତି

  • @pranabandhumenduli8926
    @pranabandhumenduli8926 Před rokem +41

    ସୁନ୍ଦର ଅତି ସୁନ୍ଦର ଭାବରେ ପଚାରିଲେ ସାର୍ ମୁଁ ଆପଣଙ୍କୁ ନମସ୍କାର କରୁଛି

  • @kumamuduli4062
    @kumamuduli4062 Před rokem +26

    ସାମ୍ବାଦିକ ଭାଇ ଙ୍କୁ ଧନ୍ୟବାଦ ଏମିତି ପ୍ରଶ୍ନ ପଚାରିବା ଆବଶ୍ୟକ

  • @kaliapradhan4686
    @kaliapradhan4686 Před rokem +27

    ଅର୍ଗସ ଟିଭି କୁ ଧନ୍ୟବାଦ । ସରପଞ୍ଚ ଅ ଆ ଅ ଅ ବ ବ ହେଉଛନ୍ତି ।୨୨ ବର୍ଷ ର ଦୀର୍ଘ ଶାସନ ସମୟରେ ଯାହା ହେବା କଥା ସେଇଆ ହୋଇନାହିଁ ।

  • @pradeepsahu7484
    @pradeepsahu7484 Před rokem +49

    Thinks argus ଏମିତି ସରପଞ୍ଚ କୁ ଜନତା ସାମ୍ନାକୁ ଆଣିବାରୁ

  • @subashbal6646
    @subashbal6646 Před rokem +28

    Thanks Santosh bhai ଏମିତି ପ୍ରଶ୍ନ ପଚାରିଥିବାରୁ

  • @gugulvlog4271
    @gugulvlog4271 Před rokem +114

    ଯାହା ହଉ ଏତେ ଦିନ ପରେ ଗୋଟେ ଭଲ ସାମ୍ବାଦିକ ଦେଖିବାକୁ ମିଳିଛି। ଧନ୍ୟବାଦ୍ Argus ଏବଂ ଧନ୍ୟବାଦ୍ ସାମ୍ବାଦିକ ଭାଇ

  • @chandramanipadhan3298
    @chandramanipadhan3298 Před rokem +27

    ରିପୋଟର୍ ୧ନମ୍ବର,,,,ଭାଇ ମନ ଖୁସ୍ ହୋଇଗଲା,,,,👍👍👍👍😄😄😄ଏମିତି ସବୁ ରିପୋଟର୍ ହେବା କଥା,,,ବହୁତ ଧନ୍ୟବାଦ ଭାଇ

  • @SarojKumar-yz6gf
    @SarojKumar-yz6gf Před rokem +160

    କୋଟି କୋଟି ନମସ୍କାର ସାମ୍ବାଦିକ ମହାଶୟଙ୍କୁ 🙏🙏🙏🙏....

  • @sudampradhan150
    @sudampradhan150 Před rokem +20

    ଧନ୍ୟ ବାଦ ସାମ୍ବାଦିକ ଭାଇ

  • @dillipbhoi758
    @dillipbhoi758 Před rokem +49

    ବହୁତ ଧନ୍ୟବାଦ ଏ ସରକାର କୁ ଏମିତି ପଚାରିବା କଥା

  • @jitendrapatrano5278
    @jitendrapatrano5278 Před rokem +18

    କଣ ପଚାରି ଲୋ ଅର୍ଗୁସ ଭାଇ ମୁଁ ବହୁତ ଖୁସି

  • @kshyanaprava_padhi
    @kshyanaprava_padhi Před rokem +95

    ଏମିତି ସବୁ ପଞ୍ଚାୟତ କୁ ଯିବା ଉଚିତ !!

  • @mks6533
    @mks6533 Před rokem +83

    Best reporter for this season

  • @malayakumar8542
    @malayakumar8542 Před rokem +10

    ସାମ୍ୱାଦିକ ବହୁତ୍ ଧନୟବାଦ୍ 🙏🙏

  • @purnakarjee3498
    @purnakarjee3498 Před rokem +33

    ଗାଲୁଆ ସରପଞ୍ଚ

  • @tapandash6488
    @tapandash6488 Před rokem +4

    ବହୁତ ବହୁତ ଧନ୍ୟବାଦ ସେ ସାମ୍ବାଦିକ ଭାଇଙ୍କୁ.

  • @rameshmohanty1211
    @rameshmohanty1211 Před rokem +22

    ଦେଶ ସ୍ବାଧନ ପର ଠାରୁ ଆଜି ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି,ସରୁନି

  • @divyajotiudya6141
    @divyajotiudya6141 Před rokem +8

    ଓହୋ ଓହୋ ବୋହୁତ ଭଲ ଲାଗିଲା 🙏🏻🙏🏻🙏🏻🙏🏻

  • @sankarbehera2901
    @sankarbehera2901 Před rokem +22

    ଏଭଳି ଆ,, ସରପଞ୍ଚ ମାନେ,, କେବଳ ରବର ଷ୍ଟାମ୍ପ

    • @ishwarchandrapatra604
      @ishwarchandrapatra604 Před rokem +1

      ଅସଲ ଜାଗାରେ କାହିଁ ହାତ ମାରୁଛ ଭାଇ !

  • @sarojde9808
    @sarojde9808 Před rokem +29

    ଏଇଟା ଗଜ ମୂର୍ଖ.....

  • @sanjaykumarbehera3771
    @sanjaykumarbehera3771 Před rokem +27

    ଏ ମଘିଅ ସରପଞ୍ଚ ନବୀନ ପଟ୍ଟନାୟକ ର ବଣ୍ଡ ଚଟା ଶାଲା

  • @ooi607
    @ooi607 Před rokem +71

    ତୁ କି ବାଳ ସରପଞ୍ଚ କିରେ କଥା କହି ପାରୁନୁ ଭଲସେ 😆😁😆
    ଆମେ ଲୋକ ମାନେ ହେଉଛନ୍ତି ମୂର୍ଖ ଏମିତ୍ candidate କୁ ସରପଞ୍ଚ କରିଛନ୍ତି।ମୁଁ ଗୋଟେ କଥା ବୁଝି ପାରୁନି ଯଦି ସମସ୍ତେ BJD କୁ ବିରୋଧ କରୁଛନ୍ତି। ତାହାଲେ BJD 22ବର୍ଷ ହେଲାଣି ଜିତୁଚି କିପରି। ଏ ବାଳ ଲୋକ ଦେଖାନିଆ ପାଈଁ କହୁଛନ୍ତି ପଛରେ 500 ନେଇକି BJD କୁ ଭୋଟ ଦେଉଛନ୍ତି।
    ଏ ସବୁ ଲୋକ ଦେଖାନି ବିରୋଧ।

    • @sanjeevbaitharu8716
      @sanjeevbaitharu8716 Před rokem

      Tame Bhai scheme bujhina ejae... Bjp ra total sangathan nahin... Loka dekhuchanti competition nahin.. Bjd Khali re jitijiba.. Loka dekheibe.. Na Bjp strong heigalani....media agare gapibe..jete against re gapibe.. Sete Maal asiba 3 dala ru.. Pakeideiki Sankha dekhkiki badei debe.. 😂😆😃😁😀Bjp bala bhabibe Ete loka media re gapuchanti mane seat Amara.. Ta pare gote dialogue Bapa pua rati anidra mugura gandi Mela.. 😆😃😅🤣😂

    • @ooi607
      @ooi607 Před rokem +4

      @@sanjeevbaitharu8716 ସେଥି ପାଇଁ କିଛି ସରକାରୀ ଯୋଜନା ମିଳୁନି ତମ ମନଙ୍କୁ ସେମିତି 1000-
      1500 ଧରିକି ଗାଣ୍ଡୀ ମେଲା କରିକି ଶୋଇବ ଆଉ BJD ଆଉ 5 ବର୍ଷ ପେଲୁଥିବ
      ଏଇଟା BJD Scheme ମୁଁ ବୁଝିଛି ଭଲସେ ତମେ ବୁଝ

    • @sanjeevbaitharu8716
      @sanjeevbaitharu8716 Před rokem

      @@ooi607 Eita Mg galua ta aau... Yeah Mg tA khau party ta... Bjp Ku vote diani Bhai mane.. Iee kn sarkari jojana neiki sabu Ghare pureidaba kahilani.. Tanka party asile.. 🤣😂😆😀😁

    • @ooi607
      @ooi607 Před rokem +2

      @@sanjeevbaitharu8716 ଆରେ ଭାଇ ତମେ ହେଉଛ ମୂର୍ଖ
      ମୂର୍ଖ ଭଳି କହୁଛ vote ଦଳ ଦେଖିକି ଦିଆ ଯାଏନି ଭଲ candidate କୁ ଦେଖିକି ଦିଆ ଯାଏ
      ତମେ ହେଉଛ 500 ଟଙ୍କିଆ ମୁଣ୍ଡ
      500 ଟଙ୍କାରେ ତମେ ଗାଣ୍ଡୀ ଦେଖେଇବା ଲୋକ

    • @sanjeevbaitharu8716
      @sanjeevbaitharu8716 Před rokem

      @@ooi607 candidate dekhiki jadi vote diajiba... Jie race re nahin... 5th candidate Jahara paisa nahin power nahin... Sie bhala candidate... Thn Ame Bjp candidate Ku kahiki dabu.. Pandite kahibe ki

  • @lucalpodalski2239
    @lucalpodalski2239 Před rokem +8

    ସତ କଥା ଭାଇ ଆପଣକଂ ଭଳି ସାମ୍ବାଦିକ ଓଡ଼ିଶା ରେ ନିଆରା ବହୁତ୍ କମ ସାମ୍ବାଦିକ ଅଛନ୍ତି ଯିଏ କ୍ୟାମେରା ସାମ୍ନାରେ ୟେଭଳି ଶାସକ ଦଳ ର ଲୁଗା ଖୋଲି ଦିଅନ୍ତି, ଗୋଟେ ନନ୍ଦିଘୋଷ ଟିଭି ଅଛି ନବୀନ ପଟ୍ଟନାୟକ ବାଣ୍ଡ ଧରି ପୂଜା କରନ୍ତି। ଗୋଟେ ଆନ୍ତର୍ଜାତିକ ସ୍ତରର ସାମ୍ବାଦିକତା ଦେଖିବାକୁ ମିଳିଲା

  • @Duryodhan244
    @Duryodhan244 Před rokem +6

    ବହୁତ ସୁନ୍ଦର ସମ୍ବାଦିକ

  • @srisaidesignvastu9209
    @srisaidesignvastu9209 Před rokem +25

    ଏମିତି ନବିନ ଶୁଣ ହେ ସୁଜନ
    ବଞ୍ଚି ଥିଲା ଯାଏ ଯେବେ
    ବିରୋଧି କୁ ଏ ସରକାର ଭକୁଆ ବନଉ ଥିବେ ।

  • @changeyourlife3995
    @changeyourlife3995 Před rokem +25

    ସେ ପଛରେ ତ୍ ସବୁ ଚାଳ ଘର 😂😂😂😂, ସାହସୀ reporter 👍👍👍 ଗଲୁଆ ସରପଞ୍ଚ 😂😂

  • @sankatarana1426
    @sankatarana1426 Před rokem +3

    ଏମିତି ପ୍ରଶ୍ନ ପଚାରିବା ଦରକାର ,ଏମିତି ଆମ ଓଡିଶା କୁ ାସାମ୍ଭାଦିକ ଦରକାର ,ଭଗବାନ ଆପଣ ଙ୍କୁ ମଙ୍ଗଳ କରନ୍ତୁ

  • @gouranga6949
    @gouranga6949 Před rokem +17

    Control Dealer 1000 ଟଙ୍କା ଲେଖାଁଏ ଭୋଟରଙ୍କୁ ବାଣ୍ଟିଲେ 500 lead କରିବା ସ୍ବାଭାବିକ

  • @bharatchandrabarik5921
    @bharatchandrabarik5921 Před rokem +15

    ସରପଞ୍ଚ ବାବୁଙ୍କର ପଢା କେତେ

  • @pramodsamartha235
    @pramodsamartha235 Před rokem +7

    ଗାଂ ର ବିକାଶ ହଉ କି ନ ହନନିୟ ସରପଂଚ ର ବିକାଶ 100

  • @lingarajdalua524
    @lingarajdalua524 Před rokem +10

    ୧୦୦ ବର୍ଷ ବି ହେଇପାରେ ଜୋଉ ଦିନ ସବୁ ଜାକ ଝିଅ ମାନଂକୁ ଧର୍ଷଣ କରିବେ ସେଇଦିନ ବିକାଶ ୟାପରେ ଆକାଶ ହବ ଡାଲି ଚୋରଣି ବେଧ କଣ କହିବ ମନ୍ତ୍ରୀ ବିଆରେ ପାଣି ପସିଲେ ବି କହିବେନି

  • @subucreation7364
    @subucreation7364 Před rokem +4

    ସାମ୍ବାଦିକ ଙ୍କୁ ମୋର କଟି ନମସ୍କାର 🙏

  • @sankarmahari3057
    @sankarmahari3057 Před rokem +3

    ସେ ସରପଞ୍ଚ ଗାଲ ନାଲିକରିଦେବି

  • @bibhuprasadsagadia9216
    @bibhuprasadsagadia9216 Před rokem +9

    Salute to argus Reporter.... Emti question media tharu asaa kara jae

  • @sambitmohapatra5570
    @sambitmohapatra5570 Před rokem +16

    well done Santosh sir best question of year

  • @jenasanjay2253
    @jenasanjay2253 Před rokem +11

    ଆରେ ଭାଇ ସବୁ ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା

  • @pujaraniparida5626
    @pujaraniparida5626 Před rokem +3

    Ekdam right question pacharichhanti
    Reporter bhai👍👍

  • @MRBtheatre1169
    @MRBtheatre1169 Před rokem +4

    Dil khus heigala ....thanks argus

  • @laxmidharapanda6086
    @laxmidharapanda6086 Před rokem +3

    ପଂଚାୟତ ନିର୍ବାଚନ ସମୟ ଅତୀତ ହୋଇଗଲାଣି ! ସେ ସମୟର ନବୀନ ଏବେ ନାହିଁ ସମ୍ପୂର୍ଣ ଅସହାୟ ନବୀନର ଅବସ୍ଥା ! ଅର୍ଚନା ବିଜେଡି ଓ ନବୀନକୁ ବିଚଳିତ କରିସାରିଛି ଏବେ ଏବେ ରାଜୁ ଦାସ ଓ ନବ ନିର୍ମାଣ କୃଷକ ସଙ୍ଘ ଦ୍ୱାରା ନବୀନ ସମ୍ପୂର୍ଣ ଘାଇଲା ! ଆଜି ଗୋଟିଏ ଦିନରେ ନିଜ ନିର୍ବାଚନ ମଣ୍ଡଳୀରେ ଅତନୁ ସବ୍ୟସାଚୀକୁ ଲୋକଙ୍କ ବିରୋଧ ତଥା ରଣେନ୍ଦ୍ର ସ୍ୱାଇଁ ଙ୍କୁ କଳା ପତାକା ପ୍ରଦର୍ଶନ ଓ ଧାମନଗରରେ ପ୍ରମିଳା ମଳିକ ଙ୍କୁ ଡାଲି ଚୋରଣୀ କହି ଘଉଡ଼ାଇବା ଇତ୍ୟାଦି ପ୍ରମାଣିତ କରୁଛି 22ବର୍ଷର ଶାସକ ବିଜେଡିର ଅବସ୍ଥା କଣ !2024ବେଳକୁ ଦଳୀୟ କନ୍ଦଳ ଓ ବିଦ୍ରୋହୀ 147ଟି ସ୍ଥାନରେ ଦେଖାହେବାର ସମ୍ଭାବନା ନିଶ୍ଚିତ !

  • @bireswarbishi7980
    @bireswarbishi7980 Před rokem +3

    ସରପଞ୍ଚ ର ଅର୍ଥ ଜାଣିଛନ୍ତି, ଆପଣଙ୍କର କଥାରୁ ଜଣାପୁଡ଼ିଛି ସରପଞ୍ଚ ବାବୁ ଆପଣ ଜଣେ ବିଜେଡି ଦଳର ଚାକର। ଭୋଟ ଦେଳେ ପଞ୍ଚାୟତ ଲୋକ କିନ୍ତୁ ଏଲୋକ ଜଣକ କେବଳ ନବୀନ ବିଜେଡି ସରକାରର କଥା କହୁଛନ୍ତି ସେଥିରୁ ଜଣାପଡୁଛି ଏ ସରପଞ୍ଚ ନୁହେଁ ପଞ୍ଚାୟତର ସରକାରି ଚାକର।

  • @Niranjansahoo249
    @Niranjansahoo249 Před rokem +3

    ଭାଇ ଗୁଡ ଜବ୍

  • @tapanpradhan9678
    @tapanpradhan9678 Před rokem +22

    The best reporter award goes to this brother.....

  • @amitofficial4056
    @amitofficial4056 Před rokem +13

    ସାମ୍ବାଦିକ ଭାଇ କୁହନ୍ତୁ ଆପଣକଂ news କେତେ ଦିନ ପରେ ସାଢେ଼ ଚାରି କୋଟି ଓଡିଆଙ୍କ ପାଖରେ ପହଞ୍ଚିବ...???

  • @manoranjanmalla1349
    @manoranjanmalla1349 Před rokem +9

    Very good job by Our journalist brother.. 🙏

  • @basudevsahu8023
    @basudevsahu8023 Před rokem +13

    Really great great sambadik 🙏🙏🙏

  • @Dreamsortime
    @Dreamsortime Před rokem +11

    Non educated ଭଳି ଲାଗୁଛି ଏ ସରପଞ୍ଚ ବାବୁ. ହେ ଓଡିଶା ବାସି ତମେ କେବେ ସୁଧୁରିବ.

  • @niranjantudu5033
    @niranjantudu5033 Před rokem +2

    Dhanyavaad media bhai

  • @haraprasadjena3502
    @haraprasadjena3502 Před rokem +7

    କେତେ ପଢିଛ ସରପଞ୍ଚ ବାଵୁ

    • @BJPBHANJANAGAR
      @BJPBHANJANAGAR Před rokem +1

      BBA ପଢ଼ିଚି kukura ସରପଞ୍ଚ

  • @sudhansubaral3042
    @sudhansubaral3042 Před rokem +6

    Good question bhai I love Orgus news

  • @tapaspanda5390
    @tapaspanda5390 Před rokem +2

    No1 Reporters for Argus news

  • @debashisharan9868
    @debashisharan9868 Před rokem +5

    Good argus news
    Plz bhai apana asantu tike fatepur panchayat ku

  • @ANGANWADI_EDUCATION975
    @ANGANWADI_EDUCATION975 Před rokem +2

    Thanks argus

  • @riderboysubham2438
    @riderboysubham2438 Před rokem +8

    I like argus news.

  • @wayoflife2349
    @wayoflife2349 Před rokem +3

    WOW THANKS FOR CLEAR QUESTIONS

  • @Dreamsortime
    @Dreamsortime Před rokem +8

    Very good Questions anchor bro

  • @jagadishsatapathy5669
    @jagadishsatapathy5669 Před rokem +6

    Many many thanx to reporter

  • @kandarpasahu1989
    @kandarpasahu1989 Před rokem +3

    Excellent Report bro.

  • @Miteemurmu
    @Miteemurmu Před rokem +2

    No1 reporter bhai🙏🙏👍👍

  • @pradeepbehera3974
    @pradeepbehera3974 Před rokem +3

    Good job Argus news

  • @prashantabehera5836
    @prashantabehera5836 Před rokem +1

    ଭାଇ ଆପଣଙ୍କୁ ନମସ୍କାର 🙏 ଭଗବାନ୍ ଆପଣଙ୍କୁ ଆହୁରି ଶକ୍ତି ଦିଅନ୍ତୁ ଏବେ ପଞ୍ଚାୟତ ସ୍ତରୀୟ O L M ମିଶନ ଶକ୍ତି ରେ
    ପ୍ରବଳ,,, ଖାଲି ଫୋଟୋ ରେ ଫୋଟୋ ରେ,,,,

  • @nayakvlogs4556
    @nayakvlogs4556 Před rokem +7

    Good job sir,keep it up.Definitely you make a change in electronic media line.

  • @munamohanta7101
    @munamohanta7101 Před rokem +3

    ଶଳା ସରପଞ୍ଚ ମାନେ କେବେରୁ party ର ଲୋକ ହେଲେ,,ଦଳୀୟ ଚିନ୍ହ ରହିଛି କି ,,ଏ ଶଳା କଣ୍ ବିଜୁ ଜନତା ଦଳ ର କହୁଛି,,,,ଜୋତା ରେ ପିଟ ଶଳାକୁ ମାରି କି କର୍ଣ୍ଣ ମୁଳି ଗରମ କର ଖାଲି ଭାଁ ଭାଁ ସୁଭିବ

  • @kuanrtudu9960
    @kuanrtudu9960 Před rokem +2

    ସାମ୍ବାଦିକ ଭାଇଙ୍କୁ ପ୍ରୋମସନ୍ କରାଯାଉ । ଏ ପୋରି ମେଣ୍ଢା ସରପଞ୍ଚ ପାଇ b j d ଜିତୁଛି ।

  • @pradeepswain29
    @pradeepswain29 Před 2 měsíci +1

    ଧନ୍ୟବାଦ ସାମ୍ବାଦିକ ଵାଵୁ

  • @sumankumar5843
    @sumankumar5843 Před rokem

    ଆରେ ସରପଂଚ ଭାଇ, ସାମ୍ବାଦିକ ଭାଇ କହୁଛନ୍ତି ମାନେ ୫ବର୍ଷ ଭିତରେ ସବୁ ବିକାଶ କରିଦିଅ। ଆଗକୁ ଆଉ ଯେପରି ନିର୍ବାଚନ ହିଁ ନ ହେଉ। ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ ପାନୀୟ, ଗମନାଗମନ , ଶିଳ୍ପ, କୃଷି, ବୈଷୟିକ,....... ଇତ୍ୟାଦି ସବୁ ଯେମିତି ପାଞ୍ଚ ବର୍ଷ ଭିତରେ ବିକାଶ କରିବ। ଚୋରି ଡକାୟତି, ହତ୍ୟା, ଧର୍ଷଣ ନାରୀ ନିର୍ଯାତନା ର ଅଭିଯୋଗ ଯେପରି ଗୋଟେବି ନ ଆସୁ, ନ ହେଲେ ତମ ସରକାର କୁ ଅପରାଗ କୁହାଯିବ।
    ଆଉ ଯଦି ପାରିବନି ତେବେ ଗାଦି ଛାଡ଼ ଫୁଲ ଦଳଙ୍କୁ ଦେଖିବ ୫ବର୍ଷ ଭିତରେ କେମିତି ବିକାଶ କରିଦେବେ। ଲୋକଙ୍କର ଆଉ କିଛି ଅଭିଯୋଗ ଶୁଣିବାକୁ ମିଳିବନି।
    ଆଉ ସବୁ ବାସହୀନ,ଗୃହହୀନ, ଅଭାବି, ଗରିବ ବୋଧେ ସରପଞ୍ଚ ମହାଶୟ ଆପଣଙ୍କ ଗାଁ ରେହିଁ ଅଛନ୍ତି। ଓଡ଼ିଶାରେ ଆଉ କୋଉ ଗାଁ ରେ ନାହାନ୍ତି। ତେଣୁ ସବୁ ବିକାଶ ପ୍ରଥମେ ଆପଣଙ୍କ ଗାଁ ରେ ହଉ। ବୁଝିଲନା.... ପାଞ୍ଚ ବର୍ଷ ଭିତରେ ସବୁ ବିକାଶ ସାରିବାକୁ ବାଧ୍ୟ।
    ଆଗକୁ ଯେପରି ନିର୍ବାଚନ ହିଁ ନ ହଉ.... ଆରେ କାହିଁକି ହେବ ସବୁ ବିକାଶ ତ ପାଞ୍ଚ ବର୍ଷ ଭିତରେ ହେଇଗଲା। ଜଦି ନିର୍ବାଚନ ହୁଏ ଆଉ କୌଣସି ଦଳ କ୍ଷମତା କୁ ଆସେ, ଆସିକି କଣ କରିବ। କଣ ଶାସନ କରିବ କାହାକୁ ଶାସନ କରିବ ସବୁ ବିକାଶ ତ ହେଇ ସରିଛି ୟୁରୋପୀୟ ଦେଶ ଗୁଡିକ ଭଳି।😜

  • @chandamanimunduri2291
    @chandamanimunduri2291 Před rokem +1

    Thanks Argus chanle

  • @rahulroutray41
    @rahulroutray41 Před rokem +6

    Reporter 👌👌

  • @PrakashPrakash-dz4eb
    @PrakashPrakash-dz4eb Před rokem +4

    Bhai good question

  • @pabitramohandas6943
    @pabitramohandas6943 Před rokem +1

    ଭାଇ, ସରପଞ୍ଚ କୌଣସି ଦଳ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ଅନୁଚିତ୍ l ସେ ନିର୍ଦ୍ଦଳୀୟ l

  • @susantadalei8571
    @susantadalei8571 Před rokem +1

    Thanks news Bhai

  • @japankumarparida1877
    @japankumarparida1877 Před rokem +8

    Yeah Sarpanch 1crore Pariba.

  • @jyotirmayjena1869
    @jyotirmayjena1869 Před rokem +2

    Thanks Journalists bhai

  • @sibanisingh4485
    @sibanisingh4485 Před rokem +1

    Thanks sombadh bhai ku

  • @debashisdhada3186
    @debashisdhada3186 Před rokem +1

    Tq argus
    Love u repotor bhai🌹🌹🌹

  • @sumantanayak8543
    @sumantanayak8543 Před rokem +1

    Thanku santosh bhai best repoting 👍🏽👍🏽👍🏽

  • @bkm6046
    @bkm6046 Před rokem +1

    thank you sambadik bro..

  • @nakkapeddilakshmi1321
    @nakkapeddilakshmi1321 Před rokem +1

    In India b. J. P. Government forms 18 states. All b. J. P. States people lived in happily and safety. So please give chance modiji.

  • @sanjaykhamari2627
    @sanjaykhamari2627 Před rokem +1

    BJD ଏବେ ଏକାଛତ୍ର ଶାସନ୍ କରୁଛି। ଗାଆଁ ଠାରୁ ସହର ପର୍ଜନ୍ତ ସବୁଠି ବିଜେଡି ର ଅହଙ୍କାର,ଗର୍ବ ,ଦାଦାଗିରି ଦେଖିବାକୁ ମିଳୁଛି। ଲୋକ ସଚେତନ ହୁଅ।ଓଡ଼ିଶା ବଞ୍ଚାଅ।

  • @dibyajyotipanda5440
    @dibyajyotipanda5440 Před rokem +2

    Sambadika bhai nku manibaku padiba 🙏

  • @maheshpadhan4462
    @maheshpadhan4462 Před rokem +2

    Bahut badhia Repoter babu..good

  • @rabindraharijan3801
    @rabindraharijan3801 Před rokem +1

    Good Talented 👌 brother Media

  • @Watchworldd1
    @Watchworldd1 Před rokem +4

    Bhai tumko reporter Banna nahin chahie tha CBI officer Banna tha...👍

  • @rkdigitalstudio3612
    @rkdigitalstudio3612 Před rokem +1

    Thank you bhai

  • @shrutikantasahoo5678
    @shrutikantasahoo5678 Před rokem +2

    Gote thara amt Dolasahi panchyat ku asi sarapancha nku vetantu.. ବିଜୁ ଜନତା ଦଳର ନେତା କେତେ ସାକ୍ଷର ଆପଣ ଜାଣି ପାରିବେ।

  • @abinashpalei8254
    @abinashpalei8254 Před rokem +3

    Bhai right questions asking the great 👍

  • @juluchsahu7279
    @juluchsahu7279 Před rokem +3

    Good question media bro.. Argus news is a great👍

  • @ashok218biswal
    @ashok218biswal Před rokem +4

    Best reporter
    Other channel too

  • @rajendraghadai7503
    @rajendraghadai7503 Před rokem +2

    GOOD NEWS

  • @liza-lq7sr
    @liza-lq7sr Před rokem +1

    👌 argus new

  • @user-fq5gb9ep9e
    @user-fq5gb9ep9e Před 2 měsíci

    ଏ ଶାସକ ଦଳଙ୍କ ହାତ ଟେକା ସାମ୍ବାଦିକ ନୁହନ୍ତି ।ଏପରି ସାମ୍ବାଦିକଙ୍କ ଲାଗି ରାଜ୍ୟ ଗର୍ବିତ୍ ।

  • @mukeshsahu-ws8mn
    @mukeshsahu-ws8mn Před rokem +1

    Argus best chennel

  • @sambitkumar4807
    @sambitkumar4807 Před rokem +6

    ଘର ତୁମ ପଛପଟେ 😄

  • @nry1393
    @nry1393 Před rokem +4

    Argus BJP pracharako

    • @jagabandhudalai9823
      @jagabandhudalai9823 Před rokem

      Dhamangar monamohan samal darakar bjp

    • @nry1393
      @nry1393 Před rokem

      @@jagabandhudalai9823 We dont have have problem if BJP is winning.....bt Argus, BJP r dalla

  • @sarojtripathi2893
    @sarojtripathi2893 Před rokem +3

    Sabu bjp ku vot debe

  • @kumudinikanhar6715
    @kumudinikanhar6715 Před 2 měsíci +1

    Thank you media bhai

  • @deepakpradhan4667
    @deepakpradhan4667 Před rokem +1

    Bahut badhiya sambadika aau argus news

  • @debasisrout6156
    @debasisrout6156 Před rokem +1

    Best reporter in odisha

  • @narayanpatra1149
    @narayanpatra1149 Před rokem +1

    ସରପଞ୍ଚ ହେବ ତ ଏମିତି ଅଲୁମାନେ ସରପଞ୍ଚ ହୁଅ