ଥାନାରେ ଚାଲିଛି ଆଇଆଇସିଙ୍କ ଦବଙ୍ଗ ଗିରି, ମହିଳା ସାମ୍ବାଦିକଙ୍କୁ କଲେ ଅସଦାଚରଣ...

Sdílet
Vložit
  • čas přidán 13. 09. 2024
  • Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #OdishaNews #BreakingNews #OdishaLatestNews

Komentáře • 813

  • @jitupradhan6888
    @jitupradhan6888 Před 2 lety +346

    ସାମ୍ବାଦିକା ଭଉଣୀ ଙ୍କ ସାହସ ପାଇଁ ଅଶେଷ ଧନ୍ୟବାଦ.... 👌

    • @tnanda1432
      @tnanda1432 Před 2 lety

      Hon'ble chief minister sir, kindly follow your late father's foot print and immediately pull down it's all stars from shoulder

  • @debasahoo1950
    @debasahoo1950 Před 2 lety +137

    ଏଇ ସାମ୍ବାଦିକ ମାଙ୍କୁ ବହୁତ ଧନ୍ୟବାଦ

  • @123abcgugul8
    @123abcgugul8 Před 2 lety +114

    ଜଣେ ଜଦି ବାରମ୍ବାର ଭୁଲ୍ କରୁଛି ,ଏସବୁ ସରକାର ଜାଣି ମଧ୍ୟ କାହିଁକି ଡିଷିସନ୍ ନେଉନାହିଁ ଏ ବାଳ ସରକାର,, ମୁଁ ଅନୁରୋଧ କରୁଛି ଏଇ ହାରାମ୍ ଜାଦା ବେଈମାନ୍ ଆଇଆଇସି ର ଚାକିରି କଟା ଜାଉ,,,,
    ସେ ଜଣେ ପୋଲିସ ହୋଇ
    ନାରୀ କୁ ଅସନ୍ମାନ କରୁଛି
    ,,,,,,,,,,, ସେଇ ଆଇଆଇସି ଙ୍କୁ ଚାକିରି ରୁ ନିଲମ୍ବିତ କରାଯାଉ🙏🙏🙏🙏 ମୁଁ ଅନୁରୋଧ କରୁଛି

  • @snayak7837
    @snayak7837 Před 2 lety +135

    ଏ ହେଉଛି ଓଡ଼ିଶା ର , ନ 1ଲାଞ୍ଚୁଆ ପୋଲିଶି , ଟଙ୍କା ନ ପାଇଲେ କାମ କରେ ନାହିଁ, ଏହାର ଖରପ ରେକଡ଼ର୍ ଆଗରୁ ଅଛି

  • @lalitmohanmishra3561
    @lalitmohanmishra3561 Před 2 lety +152

    ଆମ ପୋଲିସ୍ ନା ବାଳ ପୋଲିସ

  • @kailashswainkailashswain6878

    ବାରିକର ଆଗରୁ ବହୁତ ରେକର୍ଡ ଅଛି। ସାମ୍ବାଦିକା ମହାଶୟାଙ୍କୁ ଧନ୍ୟବାଦ।

  • @pankajkumarofficial1
    @pankajkumarofficial1 Před 2 lety +31

    Salute ସାମ୍ବାଦିକା

  • @abhisek997
    @abhisek997 Před 2 lety +73

    ଓଡ଼ିଶା ପୋଲିସ୍‌ ଜନସାଧାରଣ ମାନଙ୍କ ଅସୁବିଧା ଦୂର କରିବା ପରିବର୍ତ୍ତେ ନିଜ ପକେଟ୍ ଗରମ କରିବାରେ ଲାଗିଛନ୍ତି । ଏଥିପାଇଁ ସରକାର ଉଚିତ ଏବଂ କଠୋର ନିୟମ ପ୍ରଣୟନ କରିବା ଅତ୍ୟନ୍ତ ଜରୁରୀ ।

  • @nareshmaharana6786
    @nareshmaharana6786 Před 2 lety +62

    ଓଡ଼ିଶାର ନାରୀ ସୁରକ୍ଷା ରେ ଆମ ମୁଖ୍ୟ ମନ୍ତ୍ରୀ No - 1

  • @stvodia073
    @stvodia073 Před 2 lety +38

    ଆରେ ମୁଁ ଆଗରୁ କହିଛି ନବୀନ ପଟ୍ଟନାୟକ ଦୁର୍ନୀତି ବୀର ଠକବୀର ବାହାପିଆବୀର ବେଲଜ୍ୟା ବୀର ଧର୍ଷଣ ବୀର ମଡର ବୀର ଗୁଣ୍ଡା ବୀର ବାକ୍ୟ ବୀର ମାନଙ୍କ ଫେକଟିରୀ ବସେଇଚି ଆଉ ମଦ ଦୋକାନ ଗାଁ ଗାଁରେ ଖୋଲିବା ପାଇଁ ପ୍ରତିଜ୍ଞା କରିଛି ନବୀନ

    • @tnda2
      @tnda2 Před 2 lety

      Hinjeda bira be

  • @deepaksahoo2420
    @deepaksahoo2420 Před 2 lety +39

    I salute this ledy journalist,

  • @jayabirahanuman9404
    @jayabirahanuman9404 Před 2 lety +47

    ଥାନାର ଅଧିକାରୀ ହେଲେ ତୋ ବାପା ର ଥାନା ନା କଣ,ଥାନା ହଉଛି ପବ୍ଲିକ ର, ପବ୍ଲିକ ର ଭଲ ମନ୍ଦ , ନ୍ୟାୟ ଅନ୍ୟାୟବୁଝିବା ପାଇଁ ସରକାର ଥାନା ର ଉପର ଅଧିକାରୀ ଭାବେ ନିଯୁକ୍ତି କରିଛନ୍ତି, ତା ମାନେ ନୁହେଁ ଯେ,ତୁ ଆଇଆଇସି ବାପା ର ଥାନା ବୋଲି ଧରି ନେଇଛୁ କି,ଦରକାର ପଡିଲେ ,ସେ ଥାନା ତତେ ବି arrest କରିବାକୁ ପଚେଇବ ନାହିଁ ok।

    • @spectrovision7466
      @spectrovision7466 Před 2 lety

      ଆଉ ଥାନା କଣ ମିଡିଆ ଵୋପାର ? ମିଡ଼ିଆ କଣ ଘଈତା । ସେ କଣ କଲା ତା ଉପର ଅଫିସର ଅଛନ୍ତି । ତୁମେ ନ୍ୟୁଜ୍ କର ଭୂଲ ଜିନିଷ କୁ ଦେଖାଅ । ତୁମେ କଣ ଚାର୍ଜ କରିବ , ତମେ କିଏ କି ??

    • @bishoyipradip4368
      @bishoyipradip4368 Před 2 lety

      @@spectrovision7466 a babu tume kan police ra pua ki ho

  • @bijaysatapathy7787
    @bijaysatapathy7787 Před 2 lety +66

    ଆରେଏ ବିଷ୍ଣୁ ବାରିକ.... Saloon ଖୋଲି ବସ... ଏଠି ki ବାଳ ଅଧିକାରୀ ହେଇଚ କିହୋ?

    • @babudash1336
      @babudash1336 Před 2 lety +5

      ବାରିକ ବାଳ କାଟିବା କଥା ଆଇଆଇସି
      କିଏ କଲା ତଦନ୍ତ ହେଉ ।

    • @Chagala43
      @Chagala43 Před 2 lety

      😅😆😆😆😆😆

  • @PANKAJ.SAMAL-jz9gb
    @PANKAJ.SAMAL-jz9gb Před 2 lety +11

    ଯଦି ଆଇନ୍ ନିଜ କାମ କରିବାକୁ ଅସମର୍ଥ ତାହେଲେ ସାଧାରଣ ଜନତା ଆଇନ୍ ର ରକ୍ଷା ପାଇଁ ଆଇନ୍ କୁ ନିଜ ହାତକୁ ନେବାକୁ ପଡ଼ିବ

  • @manasranjannayak946
    @manasranjannayak946 Před 2 lety +5

    Dhanyabad ସାମ୍ବାଦିକ ଦିଦି

  • @sriaurobindoashram7473
    @sriaurobindoashram7473 Před 2 lety +4

    ଧନ୍ୟବାଦ ଦିଦି

  • @RanjitKumar-bw6in
    @RanjitKumar-bw6in Před 2 lety +4

    ସାମ୍ବାଦିକା ମାଡାମ କୁ ବହୁତ ବହୁତ ଧନ୍ୟବାଦ

  • @AjayKumar-rr2mv
    @AjayKumar-rr2mv Před 2 lety +17

    ଓଡିଶା ପୋଲିସ କ୍ଷମତା ଶାଳୀ, ଏମାନେ ଚାହିଁଲେ ଏଫ ଆଇ ଆର ରୁ ନାଁ କାଟି ପାରିବେ, କାହାକୁ ମିଥ୍ୟା କେଶ ରେ ଫସେଇ ପାରିବେ ଏମାନେ ଚାହିଁଲେ ଗୋବିନ୍ଦ ସାହୁ ଭଳି ଅଭିଯୁକ୍ତ କୁ ଛାଡ଼ିଦେଇ ପାରିବେ ଦରକାର ପଡିଲେ ଅଦାଲତ ଆଦେଶ କୁ ବି ଫୁ କରି ଉଡେଇଦେବେ l

  • @jayantimalik8029
    @jayantimalik8029 Před 2 lety +35

    ମୋ ଶରକାର ମୋ ପୋଲିସ ର ଲୁକଙ୍କୁ କେମିତି ବ୍ୟବହାର କରୁଚନ୍ତି ଧିକ ଏ ପୋଲିସ ଧିକ ଏ ସରକାର

  • @ppconstruction6629
    @ppconstruction6629 Před 2 lety +8

    Great my sister🙏🙏🙏🙏God Bless you 👍

  • @satyabratasahoo7126
    @satyabratasahoo7126 Před 2 lety +21

    IIC should be arrested

  • @ratnakarbiswal2264
    @ratnakarbiswal2264 Před 2 lety +9

    Police ସରକାର ର , ନାରୀ ସଶକ୍ତିକରଣ ବି ସରକାର ର ଦେଖିବା ସରକାର କଣ କହୁଛନ୍ତି

  • @sanjibray3786
    @sanjibray3786 Před 2 lety +21

    Brave lady

  • @priyabrata2615
    @priyabrata2615 Před 2 lety +12

    ପୁଲିସ ଲାଞ୍ଚ ନ୍ ପାଇଲେ ସେ କିଛି ବୁଝିବ ନାହିଁ.

  • @shakuntalanayak896
    @shakuntalanayak896 Před 2 lety +10

    Great salute to lady journalist.

  • @samaruhernna4118
    @samaruhernna4118 Před 2 lety +6

    ତୁରନ୍ତ ପଦଖେପ ନିଅନ୍ତୁ ସରକାର ଆଇଆଇସିର ଏକି ବ୍ୟବହାର

  • @keshabkumarmoldtek7445
    @keshabkumarmoldtek7445 Před 2 lety +39

    SP sir look into the matter and take action on him immediately.

  • @bhagabatkathapratapnanda6308

    ଜୟ ହୋ

  • @aaobusinesskare7788
    @aaobusinesskare7788 Před 2 lety +12

    salute to the reporter

  • @balabhadra5458
    @balabhadra5458 Před 2 lety +7

    ଉଚିତ୍ ପଦକ୍ଷେପର ପ୍ରଶ୍ନ ଉଠୁନାହିଁ। ଏ ସରକାର ଦୁର୍ନୀତି ଶିଖେଇଛି ଆଉ କହିଛି ତୁ ନ ଡରି ଦୁର୍ନୀତି କର ଅସୁବିଧା ହେଲେ ଆମ ସରକାର(ବିଜେଡ଼ି) ତୋ ପଛରେ ଅଛି। ତେଣୁ ଡର କାହାକୁ ଭୟ କାହାକୁ, ବିଜେଡ଼ି ଅଛି ପରା ଚଉ ବାହାକୁ।

  • @pramodapradhan9257
    @pramodapradhan9257 Před rokem +2

    ନବୀନ ସରକାରଙ୍କ ଏହା ମହିଳାଙ୍କୁ ସ୍ନମାନ ତେଣୁ କାର୍ଯ୍ୟାନୁଷ୍ଠାନ କାହଁକି ନେବେ

  • @biswajeetpatra8000
    @biswajeetpatra8000 Před 2 lety +5

    Good job madam

  • @ullashmaharana6320
    @ullashmaharana6320 Před 2 lety +5

    ପୋଲିସ୍ ବାବୁ ବୁଝିପାରୁ ନାହାନ୍ତି, ପବ୍ଲିକ୍ tax ଦେଲେ ,ସେ ଦରମା ନେଉଛନ୍ତି ,ସେବକ ହୋଇ ପବ୍ଲିକଙ୍କୁ ନାଲି ଆଖି ନ ଦେଖାନ୍ତୁ ।

  • @munathewriter1234
    @munathewriter1234 Před 6 měsíci +2

    ଏଭଳି ମିଡିଆ madam ଙ୍କୁ thanks

  • @papunadas4378
    @papunadas4378 Před 2 lety +6

    ଏ କଳୁଷିତ କଳଙ୍କ ବେହିଆ ଅଫିସର ଙ୍କୁ ଏମିତି ଜବାବ୍ ନିହାତି ଆବଶ୍ୟକ....

  • @misterlove7013
    @misterlove7013 Před 2 lety +5

    Very good 🙂

  • @sureshsamarath1898
    @sureshsamarath1898 Před 2 lety +2

    ବହୁତ୍ ଭଲ ହେଇଛି ସାମ୍ବାଦିକା

  • @baidharsahu7903
    @baidharsahu7903 Před 2 lety +10

    ଏହି ଭଳି କେତେ ଜଣ ହାତଗଣତି ଶଳା ପୋଲିସ ଙ୍କ ପାଇଁ ସମସ୍ତ ପୋଲିସ ଅଧିକାରୀ ମାନେ ବ୍ଲେମେ ହେଉଛନ୍ତି.... ଜୟ ଓଡ଼ିଶା

  • @ranurani6670
    @ranurani6670 Před 2 lety +15

    Police ra dadagiri chalichi odisha re

  • @parthasarathimaharana4468
    @parthasarathimaharana4468 Před 2 lety +10

    Media re Emiti jane jane Sambadika darkar Thank you Madam 🙏

  • @bhagabatkathapratapnanda6308

    ଚତୃର୍ଥ ସ୍ତମ୍ଭ ❤❤❤🙏🏻

  • @jeetendapanda2591
    @jeetendapanda2591 Před 2 lety +31

    The IIC must be placed under suspension with immediate effect & should not be posted as IIC during his entire career.

    • @surajaroutray391
      @surajaroutray391 Před 2 lety +3

      iic ra uniform kain?? Gote macha
      🐠🐋🐟🐠🐋🐟bikali valia dekhajauchi

    • @itsmesantanu619
      @itsmesantanu619 Před 2 lety

      @@surajaroutray391 🤣🤣🤣🤣🤣

  • @b.s.ballveraitchannel1000

    God sampadika madam

  • @brahmaachary3955
    @brahmaachary3955 Před 6 měsíci +1

    ମହିଳା ସାମ୍ବାଦିକା ଙ୍କୁ ବହୁତ ଧନ୍ୟବାଦ୍ ସହ ପୋଲିସ ଆଇ,ଆଇ, ସି,ଉପରେ ଉଚିତ କାର୍ଯ୍ୟାନୁଷ୍ଠାନ ଠିକ କି ନାହିଁ

  • @nalinibag1349
    @nalinibag1349 Před 2 lety +8

    Power of nabin babu aapana mane khusi ta

  • @DeepakDeepak-zf2lc
    @DeepakDeepak-zf2lc Před 2 lety +5

    I AM proud of you madam

  • @ullashmaharana6320
    @ullashmaharana6320 Před rokem +1

    ସାମ୍ବାଦିକାଙ୍କୁ ଅନେକ ଅନେକ ଧନ୍ୟବାଦ

  • @jugajyotimahanta5623
    @jugajyotimahanta5623 Před 2 lety +17

    99.9% policemen are this type

  • @user-jt1tk9fd1i
    @user-jt1tk9fd1i Před 3 měsíci

    ଏହି ଥାନା ଅଧିକାରୀଙ୍କ ବିଜେଡି ନେତାଙ୍କ ସହ ହାତ ଅଛି ଏଣୁ ଦବଙଗିରି କରୁଛି ।ଧନ୍ୟବାଦ୍ ସାମ୍ବାଦିକା ମହାଶୟା।

  • @sarojde9808
    @sarojde9808 Před 2 lety +2

    ଶଳା ଆଇଆଇସି କୁ ଖାଲି ମାଡ଼ ଦରକାର.....

  • @bhagirathiprusty7804
    @bhagirathiprusty7804 Před 2 lety +5

    All should come to the matter for right decision

  • @omsai5012
    @omsai5012 Před 2 lety +2

    Iic ବିଷ୍ଣୁ ବାରିକ ଏହି ପରି ବହୁତ , ଲୋକଙ୍କୁ ହଇରାଣ କରିଛି, ଥାନାକୁ ବାପର ଜଗିର୍ ଭାବୁଛି, ତାଉପରେ କଡ଼ା କାର୍ଯ୍ୟାନୁଷଠାନ ନିଆଯାଉ, God media ଭଉଣୀ 🙏🙏🙏🙏🙏

  • @gaganbiharibehera3105
    @gaganbiharibehera3105 Před 2 lety +3

    ସାଧାରଣ ଲୋକଙ୍କ ଠାରୁ ପ୍ରଶାସନ ମନ୍ତ୍ରୀ ପର୍ଜନ୍ତ ଯଦି ସଚ୍ଚୋଟ ତେବେ ସାମ୍ବାଦିକ ପ୍ରଶ୍ନ ର ସଠିକ୍ ଉତ୍ତର ଦେବାପାଇଁ ଅସୁବିଧା କାହିଁକି

  • @pareshsahoo7025
    @pareshsahoo7025 Před 2 lety +12

    Odisha re police ra dabanggiri

    • @Chagala43
      @Chagala43 Před 2 lety

      Bala na. Maghianku sekidebe je kuade paleibe. Dadagiri sabu chadijiba

  • @motilaldash4645
    @motilaldash4645 Před rokem +1

    ଧନ୍ୟବାଦ ସାମ୍ବାଦିକା ଙ୍କୁ

  • @sunilkumarnaik2693
    @sunilkumarnaik2693 Před 2 lety +7

    immediately take action

  • @manoranjan647
    @manoranjan647 Před rokem +1

    ସବେ ଲାଞ୍ଚ ନେଉଛନ୍ତି।ଆମପାଖରେ ଖବର ଅଛି।ହା ହା ହା

  • @promadamishra1397
    @promadamishra1397 Před 2 lety +1

    ମହିଳା ସାମ୍ବାଦିକ ଜଣକ ଯେଉଁ ଭଳି କଥା କହିଛନ୍ତି ତାହା ତ ଗାଁ ଗହଳି ର ଅଶିକ୍ଷିତ ମହିଳା ଙ୍କ ଠାରୁ ବଳେ। ଆଇଆଇସି ଙ୍କ ବ୍ୟବହାର ଠିକ୍ ନୁହେଁ କିନ୍ତୁ ସାମ୍ବାଦିକ ଆଢ଼ୁଆଳରେ ମଧ୍ୟ ଅନେକ ଭୁଲ୍ କରୁଛନ୍ତି।ଏଣୁ ନିରପେକ୍ଷ ବିଚାର ଆବଶ୍ୟକ।

  • @amareshamohanty69
    @amareshamohanty69 Před 2 lety +15

    ଏ ଶାସକ ଦଳର ଲୋକ । କିଛି ହେବ ନାହିଁ ?

  • @samaruhernna4118
    @samaruhernna4118 Před 2 lety +7

    ଏ ଥାନା ହେଉଛି ବିଷ୍ଣୁ ଚରଣ ବାରିକ ଙ୍କ ନା ରେ ଚାଳୁଛି ବଧେ ସେଥି ପାଇଁ ଦାଦାଗିରି ଏଦାଦା ଗିରିବନ୍ କର ପବ୍ଳିକ ଯଦି ଚାହିବେ ତୁମ ର ଏ ଦାଦାଗିରି ପଣବି ଚାଳିଜିବ

  • @subashchandrachoudhury8279

    ଏ ସରକାର ଥିବା ଯାଏ ଏମିତି ହବ

  • @sumantahansda1644
    @sumantahansda1644 Před 2 lety +2

    Good job

  • @chandanpradhan7662
    @chandanpradhan7662 Před 2 lety +10

    Suspend this nonsense officer.

    • @sonupradhan3721
      @sonupradhan3721 Před 2 lety

      ବାଳନା ମିଡ଼ିଆ କଣ ମୁଣ୍ଡି ତାକୁ ଅଧିକାର ଦେଲାକିଏ

  • @sudhakarm6335
    @sudhakarm6335 Před 2 lety +13

    Well-done correspondent Maam.... 🇮🇳🇮🇳🇮🇳🙏

  • @prananathpati9976
    @prananathpati9976 Před 2 lety +2

    ଗନ୍ଦିଆ ଥାନାର ଗନ୍ଧିଆ ଆଇ ଆଇ ସି।

  • @babunamallick5594
    @babunamallick5594 Před 2 lety +1

    ଏ ଖବର ଦେଖିଲା ପରେ ଲାଗୁଛି ଏ ଆଇଆଇସି ମହାଶୟ ଲାଞ୍ଚ ଖିଆ ଅଭଦ୍ର

  • @piyushrajkumar15
    @piyushrajkumar15 Před 2 lety +1

    ଏ ମୂର୍ଖଟା କୁ ପୋଲିସ ଚାକିରୀ ଦେଲା କିଏ ଯିଏ ଦେଇଛି ସେ ହାରାମିକୁ ଆଗେ ମାଡ ଦରକାର ତାପରେ ଏଟାକୁ ଥାନା ଭିତରୁ ପଦାକୁ ଘୋଷାରି ଆଣି ତଳେ ପକେଇ ଚଢି ଯିବା ଦରକାର.
    ସମୟ ପାଖେଇ ଆସିଲାଣି ଏବେ ସମ୍ବିଧାନର ମୌଳିକ ଅଧିକାର ଜନତା ବ୍ୟବହାର କରିବା ଦରକାର.

  • @kshitishkumar2412
    @kshitishkumar2412 Před 2 lety +1

    ଥାନା ହେଲା ଏମିତି ଗୋଟିଏ ଜାଗା ସେଠି ଖାଲି ମଦ ପଇସା କାରବାର ହୁଏ

  • @Nitish86858
    @Nitish86858 Před 6 měsíci +2

    God bless you sambadika

  • @priyasethi6350
    @priyasethi6350 Před 2 lety +2

    ସଳାଟା ଚାକିରୀ ପାଇଛି ବୁଲି ,ନିଜକୁ ପ୍ରଧାନମନ୍ତ୍ରୀ ଭାବୁଛି ।

  • @manoranjanpanda5536
    @manoranjanpanda5536 Před rokem +1

    ଆଇ, ଆଇ, ସି, ଙ୍କର ଦେଖ ଦବଗଂ ଗିରି, ଥାନାଟା କୁଆଡେ ୟୋର, ନା ତାବାପର ଯାଗାରେ, ଏତେ ଅହଂକାର, ଏହା ଗଣତନ୍ତ୍ର ରେ ଚଳିବନି, ଲୋକଙ୍କ ପାଇଁ ଚାକିରୀ କରି ଲୋକଙ୍କ ପ ଇସାରେ ଏତେ ଦାଦାଗିରି, ଛି ଯାଣିପାରୁନି,

  • @techb689
    @techb689 Před 2 lety +23

    The general public should also be held accountable for corrupt government officer,officials, leaders and ministers, not the media.

  • @sasmitakanungo3460
    @sasmitakanungo3460 Před 2 lety +6

    1st suspend him...His behaviour is so rude

  • @keshabkumarmoldtek7445
    @keshabkumarmoldtek7445 Před 2 lety +32

    Suspend him immediately as this type behavior to others.

    • @prafullamohanty4150
      @prafullamohanty4150 Před 2 lety +1

      I.G.sir a.drastic.action.may.plz.be.taken.as.soon as.possible Failing which.people will lose their morality

    • @nabamajhi8357
      @nabamajhi8357 Před 2 lety +1

      No....suspend....😀.....anani a jolohosti sambadika t...ku tk thonda cha....pani dorkar thila....bichora khora re ghanti hei hei body pura gorom heijaichi....jouthi maal matra no milibo seithi bodnam koribe....au maal dele bholo guno gaibe....faltu sambadika....🤣🤣🤣

  • @ythutrr4
    @ythutrr4 Před 2 lety +7

    ଆକୁ suspend କରାଯାଉ

  • @SusantkumarPradhan-vw4vm
    @SusantkumarPradhan-vw4vm Před 6 měsíci

    ସ୍ବାଧିନ ଓ ନିରପକ୍ଷ ଅଧିକା ର ଜନ ତାଙ୍କର। ରହିବା ଦ ରକା ର ।

  • @jagannathsarangitravelblog7018

    Great sister....

  • @gopabandhubehera453
    @gopabandhubehera453 Před 11 měsíci +1

    ସାମ୍ବାଦିକ ମାନେ,ମାଳମାଳ,ଅଫିସରଙ୍କୁ,ଟଙ୍କାମାଗୁଛଂତି ଟଙ୍କା,ନଦେଲେ,ଅଫିସର,ନାମରେ,ଇଆଡୁ,ସିଆଡୁ,ଖବର,ବାହାର,କରୁଛ,ଜଦି,ଟଙ୍କା,ମିଳିଗଲି,କହିବ,ବଢିଆ,ଅଫିସର,ଏଇଆ,ହଉଛି,ତମ,ମହିଳା,ସାମ୍ବାଦିକ, ମାନଙ୍କକାମ।

  • @user-vx6ob6pl6b
    @user-vx6ob6pl6b Před 2 měsíci

    ଏଭଳି ପୋଲିସ ଅଧିକାରୀ ଉପରେ କାର୍ଯ୍ଯାନୁଷ୍ଠାନ ହେଉ

  • @ashokbehera4968
    @ashokbehera4968 Před 2 měsíci

    ନିର୍ଭୟ ସାମ୍ବାଦିକ jai sriram

  • @trilochanpati9697
    @trilochanpati9697 Před 2 lety +8

    Eia ama odissa police ra byabahar.jouthi sambadika..surakhita nunhe Sethi sadharana janata kete surakhita chi chi chi chi 😭😭

  • @manoranjan647
    @manoranjan647 Před rokem +1

    ହେବା କଥା ଲୁଟୁ ବାଲେ ସମୟ ଆସିଲେ ଭଦ୍ର ଦେଖାଇ ହୁଅନ୍ତି।ଭଲ କରିଛି ପୋଲିସ।

  • @Tareino1
    @Tareino1 Před rokem +1

    Verry verry good

  • @tarunkumarrout2264
    @tarunkumarrout2264 Před 2 lety +10

    Reporter mam I respect u 👏🙏👍

  • @BudhiaHansdah-c8r
    @BudhiaHansdah-c8r Před 6 měsíci +1

    ସାମ୍ବାଦିକ କେତେ ସମ୍ମାନରେ କଥା ହୁଏ କି ବାଳନା

  • @binapanisethy6298
    @binapanisethy6298 Před 2 lety +1

    Thanks sister

  • @KalyanKalyan-rv7mu
    @KalyanKalyan-rv7mu Před 4 měsíci

    ଧନ୍ୟ ବାଦ ଦିଦି

  • @munathewriter1234
    @munathewriter1234 Před 6 měsíci +2

    ମାର ଜୋତା ରେ ବାଡ଼େଇ ବାଡ଼େଇ ସେ ଆଇଆଇସି କୁ ବାଡ଼େଇ ବାଡ଼େଇ ଜୋତା ରେ ସେକିଦିୟନ୍ତୁ ପବ୍ଲିକ ଭାଇ ମାନେ ତା ଆଇଆଇସିଁ ମାଇପ ବିଆ ର ଗେହିଁ ଦିଅ

  • @mangalcharanmunda6077
    @mangalcharanmunda6077 Před rokem +1

    ଏମିତି ଅଫିସର୍ ପାଇ ପୋଲିସ department badnam ଏବଂ ପୋଲିସ ପାଖକୁ ଯିବାପାଇଁ ଇଚ୍ଛା କରନ୍ତି ନାହିଁ ପବ୍ଲିକ,ଲେଡୀ ସାମ୍ବାଦିକ ପାଇ ସାଲୁଟ

  • @ଓଡ଼ିଆଖଟି
    @ଓଡ଼ିଆଖଟି Před 2 lety +1

    Absolutely right mam

  • @pramodpradhan8792
    @pramodpradhan8792 Před 7 měsíci

    Jai ho odisha bhaskar

  • @TikeswarSa-n3w
    @TikeswarSa-n3w Před rokem +1

    ଭଉଣୀ ସାମ୍ବାଦିକା ଙ୍କୁ ମୋର ସେଲୁଟ

  • @sandhossandhos465
    @sandhossandhos465 Před 2 lety

    ଅତି ସୁନ୍ଦର ଦି ଦି

  • @LipunJally
    @LipunJally Před 2 měsíci

    Bada bhauni nku bahuta bahuta dhanyabad

  • @ajitkumarmallick8895
    @ajitkumarmallick8895 Před 2 lety +1

    Salute

  • @mutapan7
    @mutapan7 Před 2 lety +2

    ଆକୁ ଶୀଘ୍ର କୋରାଫୁଟ ନହେଲେ ମାଲକାନଗିରି କୁ ଟ୍ରାନ୍ସଫର କରାଯାଉ ସେଠି ମାଓବାଦୀ ସହିତ ଲଢେଇ ହେଲେ ଠିକ ଜାଣିବ

  • @sanjeetpatnaik7295
    @sanjeetpatnaik7295 Před 2 lety +1

    File 1 cc complain in court against the IIC and inform to the higher authority and Home department(CM)

  • @ritanjalirout331
    @ritanjalirout331 Před 2 lety

    Dhanyawad madam

  • @rantunarayanmohanty2450
    @rantunarayanmohanty2450 Před 2 lety +1

    Good👍👍

  • @narendranaik6973
    @narendranaik6973 Před 2 měsíci

    ସାମ୍ବାଦିକ ମହିଳା ମାନଙ୍କ ପ୍ରତି ଅସମାନ ପୁଳିଶ