Kantabanji MLA Laxman Bag Face-off with Railway Official Over Eviction Drive Process

Sdílet
Vložit
  • čas přidán 22. 08. 2024
  • ଜବରଦଖଲ ଉଚ୍ଛେଦ ସମୟରେ ମୁହାଁମୁହିଁ ରେଲୱେ ଅଧିକାରୀ ଓ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ |
    #LaxmanBagh #Balangir #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

Komentáře • 2K

  • @CNyZ440.
    @CNyZ440. Před měsícem +518

    ଜୀବନ ରେ first time ଏମିତି ବିଧାୟକ ଦେଖୁଛି ☺️ great job sir 👍

  • @TANUJHEALTHCHANNEL
    @TANUJHEALTHCHANNEL Před měsícem +407

    ଆପଣଂକୁ ଜିତେଇଥିବା ସମସ୍ତ ଭୋଟର ଙ୍କୁ ଧନ୍ୟବାଦ. GREAT MLA SIR❤❤❤🙏

  • @arunnaik3454
    @arunnaik3454 Před měsícem +361

    କଣ୍ଟାବାଞ୍ଜି ଜନସାଧାରଣଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ଏପରି ଜଣେ ବ୍ୟକ୍ତିଙ୍କୂ MLA ରେ ଚୟନ କରିଥିବାରୁ

  • @AnandaKumarPatra-dd4ck
    @AnandaKumarPatra-dd4ck Před měsícem +113

    ଧନ୍ୟବାଦ ଲକ୍ଷ୍ମଣ ଆଜ୍ଞା, ଆପଣଙ୍କ ଭଳି ସବୁ ବିଧାୟକ ହେଲେ ଓଡ଼ିଶା ସୁଧୁରି ଯିବ।

  • @ramaojha1074
    @ramaojha1074 Před měsícem +944

    ଅନ୍ୟ ବିଧାୟକ ଓ ମନ୍ତ୍ରୀ ମାନେ ଟିକେ ଦେଖିବା ର ଆବଶ୍ୟକ ରହିଛି

  • @dolamanipodh6329
    @dolamanipodh6329 Před měsícem +590

    ଲକ୍ଷ୍ମଣ ବାଗ ଜିନ୍ଦାବାଦ

    • @amarmoharana875
      @amarmoharana875 Před měsícem +2

      Aare

    • @Royalking75912
      @Royalking75912 Před měsícem

      ଲଷ୍ମଣ ମାଦରଚୋଦ ଏତେ ଛୋଡୁଛୁ ଓଡ଼ିଆ କଣ ପାଟିରେ ପଶୁନି....ଛୋଡ଼ି ବେଶୀ ଓଡ଼ିଆ ଅସ୍ମିତା ଅସ୍ମିତା ହଉଥିଲୁ....ଏବେ କଣ ତୋ ବୋପା ବାଣ୍ଡ ପାଟିରେ ପଶିଗଲା

    • @ayushmansahu1649
      @ayushmansahu1649 Před měsícem +1

      Nice❤❤

  • @ଜଗଦିଶ-ଭାଇନା-ଭୁବନେଶ୍ୱର

    ବହୁତ ଧନ୍ୟବାଦ ଜଣାଉଛି କଣ୍ଟାବାଞ୍ଜି ବିଧାୟକ ଙ୍କୁ, ଏହି ଭଳି ନେତା ଆମେ ଚାହୁଁଛୁ ସମସ୍ତ ବିଧାୟକଙ୍କୁ ଏହି ଭିଡିଓ ଦେଖାଯାଉ, ବିଧାନ ସଭା ରେ, ସବୁ ଜାଗାରେ, ବିଜେପି ସରକାର ଠିକ୍ ସାସନ ,ଏଥର ସବୁ ସାବାଡ , ବୋଲଡୋଜର ଚଢ଼ିବ ,

  • @golson.q6567
    @golson.q6567 Před měsícem +32

    ଲକ୍ଷ୍ମଣ ବାଗ sir ବହୁତ୍ good 👍 👍 sentence

  • @gajanancreation1409
    @gajanancreation1409 Před měsícem +134

    ଅଯୋଧ୍ୟା ମେ ରାମ
    କାଟାବାଞ୍ଜି ମେ ଲକ୍ଷ୍ମଣ

  • @arajunmaharana6147
    @arajunmaharana6147 Před měsícem +204

    ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ସାର୍ ମହୋଦୟଙ୍କୁ ମୋର ଅନ୍ତଃ ହୃଦୟର ନିଭୃତ କୋଣରୁ କୋଟି କୋଟି ଜୁହାର l ସମସ୍ତ ବିଧାୟକ ଲକ୍ଷ୍ମଣ ସାର୍ ଙ୍କ ପରି ହେଲେ ଲକ୍ଷ୍ମଣଙ୍କ ବଡ଼ଭାଇଙ୍କ (ରାମଚନ୍ଦ୍ର) ରାମଙ୍କ ରାଜ୍ୟ ଓଡିଶା ସୁନିଶ୍ଚିତ ହେବ.. ଏଥିରେ ଦ୍ବିମତ ନାହିଁ l
    🙏ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏

  • @DibyasinghaNayak
    @DibyasinghaNayak Před měsícem +25

    🙏🙏🙏🙏🙏🙏ରାମ ରାଜ୍ୟ ଆସିଗଲା 🙏🙏🙏🙏❤️❤️❤️❤️❤️❤️❤️
    ଆଉ ଭୟ କରିବାର ନାହିଁ, ଏହିଭଳି MLA ଆମ ଓଡିଶା ରାଜ୍ୟର ଦରକାର.
    Sir ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏

  • @ajupadhan1056
    @ajupadhan1056 Před měsícem +163

    ଏବେ ଓଡ଼ିଶାର ଶାସନ ବଦଳିଛି ଏ ହେଉଛି୧୦୦% ମୋଦି ଗ୍ୟାରେଣ୍ଟି ସରକାର
    ଏଠି ଦଲାଲ ଗିରି ଚଳିବ ନାହିଁ ।
    MLA ଲକ୍ଷ୍ମଣ ବାଗ୍ ସାର୍ ଧନ୍ୟବାଦ

  • @premanandasuna7436
    @premanandasuna7436 Před měsícem +262

    ବହୁତ ଧନ୍ୟବାଦ ବିଧାୟକ ମହୋଦୟ ଆପଣଙ୍କ ପରି ସମସ୍ତେ ଯଦି କାର୍ଯ୍ୟ କରିବେ ସତରେ କିଛି ଦିନ ପରେ ଆମେ ଏକ ସୁନାର ଓଡ଼ିଶା ନିହାତି ପାଇବା ।

  • @chittaranjanojha9439
    @chittaranjanojha9439 Před měsícem +194

    Sir ଆପଣଙ୍କୁ ମୋର ଶତ ଶତ ପ୍ରଣାମ 🙏
    ଆପଣ ଏମିତି ସଦାସର୍ବଦା ରହିଥାନ୍ତୁ 🙏

  • @onedayyouandme3268
    @onedayyouandme3268 Před měsícem +31

    ବାସ୍ ଏମିତି ନେତା ଅମର ଦରକାର❤

  • @biswabhusanrath2814
    @biswabhusanrath2814 Před měsícem +2

    ନେତାମାନେ ଏହିପରି ସାହସୀ, ସ୍ପଷ୍ଟବାଦୀ ଓ ନ୍ୟାୟବାଦୀ ହେବା ଦରକାର l ଏହିପରି ବ୍ୟକ୍ତିଙ୍କଠାରୁ ଅନ୍ୟ ନେତା ଓ ଉଚ୍ଚ ପଦାଧିକାରୀ ଶିଖିବା ଉଚିତ୍ l ଗଣତନ୍ତ୍ରର ସଫଳତା ପାଇଁ ଏପରି ବ୍ୟକ୍ତି ନିହାତି ଆବଶ୍ୟକ l ଧନ୍ୟବାଦ ବିଧାୟକ ମହୋଦୟଙ୍କୁ l
    ଜୟ ଜଗନ୍ନାଥ l 🙏

  • @sujitkumarjani1
    @sujitkumarjani1 Před měsícem +359

    ଆମର କଣ୍ଟାବାଞ୍ଜି MLA Zindawad

  • @bidyadharpadhan1355
    @bidyadharpadhan1355 Před měsícem +110

    ଏମିତି ଜନନାୟକ ହେବା ଦରକାର👌👌👌👍

  • @kishorjati8258
    @kishorjati8258 Před měsícem +21

    Kantabanji MLA Respect button🫡
    👇

  • @kusumabatipradhan6692
    @kusumabatipradhan6692 Před měsícem +6

    ବିଧାୟକ ମାନେ ଏପରି ହେବା ଦରକାର 🙏🙏🙏🙏ବାଗ Sir ଙ୍କୁ ମୋର 🙏🙏🙏🙏

  • @DillipBhoi-mu1dk
    @DillipBhoi-mu1dk Před měsícem +266

    ଆପଣଙ୍କୁ ଧନ୍ୟବାଦ MLA SAHEB 🌹🙏🙏🙏

  • @user-mv9cr3dj4Nihar
    @user-mv9cr3dj4Nihar Před měsícem +137

    ଏଇଟା କୁ ଶାସନ କୁହାଯାଏ.... ଲକ୍ଷ୍ମଣ ଭାଇ ନବୀନ sir ଙ୍କୁ ହରେଇକି ଆସିଛି.... ଭାବ ଟିକେ କମିତିଆ ଲୋକ ହେଇଥିବେ..... 🤣🤣🤣

    • @Anandapadhan12
      @Anandapadhan12 Před měsícem +2

      A rum

    • @bibhuti5999
      @bibhuti5999 Před měsícem

    • @shibasishmeher5305
      @shibasishmeher5305 Před měsícem +1

      Naveen Patnaik ru bahut bhal person nijar mati ta chhua boli mukhyamantri stand Karla pare b tahaku harei dele au assembly gale

    • @dbki9524
      @dbki9524 Před měsícem

      ​@@Anandapadhan12 ni bujhe ho...rum bele... taar bhasa ne hudo... Baala bala Baalaa

    • @ramakanta5430
      @ramakanta5430 Před měsícem +1

      ଆଉ ଯୋଗୀ ଯୋଉ ବୁଲଡୋଜର ଚଢ଼େଇ ଦେଲା ସେ ଗୁଡ଼ାକ ଆଉ ଗରିବ ଲୋକ ଙ୍କ ଘର ନଥିଲା?

  • @user-bc5sy6xt3c
    @user-bc5sy6xt3c Před měsícem +21

    ବହୁତ୍ ବହୁତ୍ ଧନ୍ୟବାଦ୍ ମାନ୍ୟବର

  • @mbjcreator9505
    @mbjcreator9505 Před měsícem +10

    ଆପଣ ଜନତା ଙ୍କ ପାଇଁ ଭଗଵାନ sir Because ଆପଣ ଗରିବଙ୍କ କଥା ବୁଝି ପାରୁଛନ୍ତି Thanks you so much sir

  • @santosadas6505
    @santosadas6505 Před měsícem +158

    Mo odisha badaluchi...mu bahut khusi

  • @sanjibmajhiyadav9746
    @sanjibmajhiyadav9746 Před měsícem +179

    MLA ହେବ ତ ଆପଣଙ୍କ ପରି ❤

  • @bagarfarming9632
    @bagarfarming9632 Před měsícem +2

    I salute you sir.

  • @OrganicAgriculture-ex6gx
    @OrganicAgriculture-ex6gx Před měsícem +10

    ଜୟ ହୋ,ଲକ୍ଷ୍ମଣ ବାଗ ❤❤❤🙏🙏

  • @ramakantasingh009
    @ramakantasingh009 Před měsícem +65

    ଲକ୍ଷ୍ମଣ ସାର୍... ଆପଣ କମେଣ୍ଟ୍ ଦେଖୁଛନ୍ତି ତ ? ପ୍ଲିଜ୍, ଆପଣ ସବୁବେଳେ ଏମିତି ହିଁ ରୁହନ୍ତୁ 🙏🏻

    • @dbki9524
      @dbki9524 Před měsícem +3

      Actually a kaama t MP maankara.... but MLA karuchhanti... great job MLA...

  • @SurendraRana3
    @SurendraRana3 Před měsícem +61

    ଲକ୍ଷ୍ମଣ ବାଗ ସାର୍ ଭଳିଆ ନେତା ଦୁନିଆ ରେ ଗୋଟେ ଏ ❤❤❤

  • @sanjayamallik143
    @sanjayamallik143 Před měsícem +8

    ଲକ୍ଷଣ ବାବୁ ଜିନ୍ଦାବାଦ ।

  • @parshuramugurshandi642
    @parshuramugurshandi642 Před měsícem +7

    ବହୁତ ବହୁତ ଧନ୍ୟବାଦ ଆପଣ ଙ୍କୁ ❤❤❤❤ ସାର

  • @ramakantarout4556
    @ramakantarout4556 Před měsícem +113

    Ese MLA Odisha ku chahiye , Thankyou MLA ji .

  • @DDK12344
    @DDK12344 Před měsícem +84

    ବଢିଆ ହେଇଛି। ଏମେତି ନେତା ଦରକାର। ଠିଆ ଠିଆ ରେ ଆକ୍ସନ ।

    • @charankisan6393
      @charankisan6393 Před měsícem

      Bala neta

    • @DDK12344
      @DDK12344 Před měsícem

      @@charankisan6393 କଉ ହିସାବରେ। ତୁମ କୁ ଆଉ କମେତି ଦରକାର।

    • @KanchanNayak-df6so
      @KanchanNayak-df6so Před měsícem

      Odia re kahi paruni 😂😂😂😂

    • @kartikselma
      @kartikselma Před měsícem

      ​​@@KanchanNayak-df6so hae re bhanja western odisha re , sambalpuri chale bhanja

  • @dharmendrakumarherna2139
    @dharmendrakumarherna2139 Před měsícem +2

    Very good work Laxman Sir

  • @snehastor6828
    @snehastor6828 Před měsícem +9

    🙏🙏🙏 ଏମିତି ଲୋକ ପ୍ରତିନିଧି ନିହାତି ଆବଶ୍ୟକ ଅଛି ଓଡିଶାରେ

  • @srsmedia6672
    @srsmedia6672 Před měsícem +63

    ବହୁତ୍ ବହୁତ୍ ଧନ୍ୟବାଦ୍। ବହୁତ୍ ବଢ଼ିଆ। ଜନ ସାଧାରଣ ଲୋକଙ୍କ ଦୁଃଖ ସୁଖ ରେ ଏମିତି ଛିଡା ହୁଅନ୍ତୁ। ଜୟ ଜଗନ୍ନାଥ।

  • @omkarprasadbhoi6265
    @omkarprasadbhoi6265 Před měsícem +122

    ସୋନପୁର ବିଧାୟକ ନିରଞ୍ଜନ ପୂଝରୀ ଆଜ୍ଞା ଭି ଟିକେ ଦେଖୁନ ଏନ୍ତା ହେବାର କଥା mla

    • @buddhadevsa2654
      @buddhadevsa2654 Před měsícem

      କଇଁଚି ବଲସନ୍ ଯେ ଲୋକ

    • @bulmunbel4115
      @bulmunbel4115 Před měsícem

      କଇଁଚି ସବୁ ସିଖିଚେ । ସୋନପୁର ଜନତା ନାଇଁ ଶିଖବାର ଖାଲି

    • @khatragamesofficial7967
      @khatragamesofficial7967 Před měsícem +1

      He kana karbaa ho he to hinjida aye

  • @RASHMITANAIK-zz3cr
    @RASHMITANAIK-zz3cr Před měsícem +1

    ରାମ ରାଜ୍ୟ ହେବା ଓଡ଼ିଶା Great leder Laxman Bag sir

  • @user-bf5zb6vb6s
    @user-bf5zb6vb6s Před měsícem +1

    Solute you Laxman sir, you are only one of our dearest mla who fighting with government servants .

  • @SmashEnough
    @SmashEnough Před měsícem +53

    ସ୍ୱଚ୍ଛ ନିର୍ମଳ ଶାସନ ଜନ ପ୍ରତିନିଧି ନିର୍ଭୀକ ଭାବରେ କାର୍ଯ୍ୟ କଲେ ଜନତା ଆଶୀର୍ବାଦ ରହିବ ହିଁ ରହିବ 😢 ଜୟ ଲକ୍ଷ୍ମଣ

  • @udayalima9094
    @udayalima9094 Před měsícem +49

    ବହୁତ ଧନ୍ଯବାଦ ବିଧାୟକ ମହୋଦୟ 🙏🏻 ସେଥିପାଇଁ ଆପଣଙ୍କୁ ଜନ ସାଧାରଣ ଜୟ ଯୁକ୍ତ କଲେ. ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଶକ୍ତି ଦିଅନ୍ତୁ. ଜୟ ଜଗନ୍ନାଥ🙏

  • @dasharathiswain956
    @dasharathiswain956 Před měsícem +2

    ସାରେ ଅବୈଧ ଅକ୍ତିଆର କରିଥିବା ଅଳରେ ଜ୍ନୁମ୍ପୁଡ଼ି ବନେଇ ଥିବା ଜିହାଧି ମାନଙ୍କୁ ଘର ଭାଙ୍ଗି ଦେବା ଭଲ ଏ ବିଧାୟକ କଣ ଠିକା ନେଇଛି ନା କଣ

  • @puspalatarana2340
    @puspalatarana2340 Před měsícem +1

    Very very Tq you sir❤

  • @kalandikandi2324
    @kalandikandi2324 Před měsícem +158

    ଆପଣଙ୍କୁ ଧନ୍ୟବାଦ ଗରିବଙ୍କ ଦୁଃଖ ର ସାଧି ଜୟ ଜଗନ୍ନାଥ 🙏🙏

  • @jagannathgouda8585
    @jagannathgouda8585 Před měsícem +66

    Every body larn from this MLA.... What is saying.... 100%%👍👍👍
    ଯାହା କୁହ ଭାଇ ଓଡ଼ିଶାର ଅନ୍ୟ MLA / MP, ମନ୍ତ୍ରୀ, ଙ୍କ ପାଟିରୁ କଥା ବାହାରେନି..... ହେଲେ public ର ଟଙ୍କା ହଡପ କରିବାକୁ ହାତ, ପାଟି ଥାଏ.....
    ଶାବସ କଣ୍ଟା ବାଞ୍ଜି MLA🙏🙏🙏

  • @ashishkumarbiswal817
    @ashishkumarbiswal817 Před měsícem +2

    Wow ମୁଁ କେବେ ବି ଭାବି ନଥିଲି ଓଡ଼ିଶା ରେ ଏଭଳି ନେତା ଏଭଳି ପ୍ରଶ୍ନ କରିପାରିବାର ସାହସ ଅଛି । ଯାହା ହେଉ ଅଫିସର ଶାସନ ହଟିଲା।

  • @NalaBag-tz8xn
    @NalaBag-tz8xn Před měsícem +1

    ଏମିତି MLA ଆମ ଜୁନାଗଡ଼ ରେ ହେବା ଦରକାର କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ସାର୍ ଟିକେ ଦେଖି ନିଅନ୍ତୁ

  • @baikunthamajhi3416
    @baikunthamajhi3416 Před měsícem +91

    ଲୋକଙ୍କ ପ୍ରତିନିଧି ଏମିତି ହେବା ଦରକାର

  • @SusantJena-qk5hn
    @SusantJena-qk5hn Před měsícem +38

    ସାର୍ ଆପାଣଙ୍କୁ ଭହୁତ୍ ଭହୁତ୍ ଭହୁତ୍ ଧନ୍ୟବାଦ ସାର୍ ଆପଣଙ୍କ ପରି ସମସ୍ତେ ହେବାଦରକାର୍

  • @user-xi3yb2dt6p
    @user-xi3yb2dt6p Před měsícem +6

    ଲକ୍ଷ୍ମଣ ଭାଇ ଠିକ୍ କହିଛନ୍ତି

  • @laxmanpradhan837
    @laxmanpradhan837 Před měsícem +4

    Ohh...bhai Gazab❤❤❤❤❤❤❤❤ maja asi gala

  • @kamaleshmoharana8868
    @kamaleshmoharana8868 Před měsícem +47

    ଏମିତି mla ଙ୍କ ଠାରୁ କ୍ୱାଟର ଭିତରେ swimming ପୂଲ କରୁଥିବା mla କିଛି ଶିଖନ୍ତୁ, କୋଉ ଦିନ 24ବର୍ଷ ଭିତରେ ଲୋକ ଙ୍କ ପାଇଁ ଅଫିସ କୁ ଯାଆନ୍ତି, କେବଳ ସୁପ୍ରିମୋ କହିକହି ଲୁଟିଲେ, 4:47

  • @user-rr1ly3hw8k
    @user-rr1ly3hw8k Před měsícem +21

    ଆମ ରାଜ୍ୟରେ ଏମିତି ନେତା ଆବଶ୍ୟକ, ଯିଏ ସମସ୍ତଙ୍କର ଦୁଃଖରେ ରହିବ, ସାର୍ ଆପଣ ଗ୍ରେଟ୍

  • @rakeshakumar351
    @rakeshakumar351 Před měsícem +1

    Bahut bahut dhanyavad

  • @lalitamohanmallick5779
    @lalitamohanmallick5779 Před měsícem +4

    ଧନ୍ୟବାଦ ବିଧାୟକ ଭାଇଙ୍କୁ.ବିଧାୟକ ହେବ ତ ଏପରି

  • @amitbehera3346
    @amitbehera3346 Před měsícem +30

    Great leader, Dil se salaam , ଏ ମାହାଘୀୟା ଅମଲା ମାନଙ୍କର 25 ବର୍ଷ ହେବ ମୁଁହଁ ବଢ଼ି ଜା ଇ ଥିଲା

  • @raghunathguruna
    @raghunathguruna Před měsícem +22

    ସତରେ sir ଆପଣ ଗଟେ ସର୍ବସାଧାରଣ ହେତେ ସାହାଯ୍ୟ କରିପାରୁଛନ୍ତି ସେଇତି ପାଇତ ନବୀନ ପଟ୍ଟନାୟକଙ୍କ ମଧ୍ୟ ହରାଇଲା ❤❤

  • @akshayamallik1808
    @akshayamallik1808 Před měsícem

    ଧନ୍ୟବାଦ୍ ଲକ୍ଷ୍ମଣ ସାର୍ , ଗରିବ ଲୋକମାନଙ୍କ ପାଖରେ ବିପଦବେଳେ ସାହାରା ହୋଇଛନ୍ତି ।

  • @user-bd8nu5iy6i
    @user-bd8nu5iy6i Před měsícem

    ବିଧାୟକ ଲକ୍ଷ୍ମଣ ଵାଗ ଜିନ୍ଦାବାଦ। ବିଧାୟକ ନମ୍ବର 1 ଲକ୍ଷ୍ମଣ ଭାଇ।

  • @rajaranimahala
    @rajaranimahala Před měsícem +36

    Kantabanji MLA Laxman Bag Sir thank you good work

  • @dambrudharnayak7809
    @dambrudharnayak7809 Před měsícem +83

    ବହୁତ ଭଲ କାମ କରୁଛନ୍ତି ଧନ୍ୟ ବାଦ ସାର❤❤ ଜୟ ଜଗନ୍ନାଥ

  • @princejagarnathbehera1506
    @princejagarnathbehera1506 Před měsícem +4

    Katak jabab Laxman bag ❤

  • @darksnipergaming308
    @darksnipergaming308 Před měsícem +1

    BHAHOT ACHHI BAT KAHI HE SRI 🙏🙏🙏 ALOG KIY SAMAJH RAHE HE AP NE AP KO APP UNKE OKAT DIKHA DIYA LOVE YOU SRI

  • @naiknikhil5394
    @naiknikhil5394 Před měsícem +16

    ଅନ୍ୟ ବିଧାୟକ ମାନଙ୍କ ପାଇଁ ଉଦାହରଣ ଲକ୍ଷ୍ମଣ ବାଗ୍ ଧନ୍ୟବାଦ ।,,🙏🙏🙏🙏🙏🙏 🙏🙏🙏

  • @balaimandal4263
    @balaimandal4263 Před měsícem +52

    Very very thank you. Sir

  • @soumyaranjanmohanty4746
    @soumyaranjanmohanty4746 Před měsícem +5

    ବହୁତ୍ ବଢିଆ

  • @amulyasahoo678
    @amulyasahoo678 Před měsícem +3

    ଶୁଭ ଅଭନନ୍ଦନ ସାର୍ . ଏହି ପରି ଭ୍ରଷ୍ଟାଚାରକୁ ଓଡ଼ିଶା କୁ ପୁନର ଉଦ୍ଧାର କରୁଥିବାରୁ . 🎉🎉🎉🎉🎉🎉❤

  • @brajakishorepadhi4022
    @brajakishorepadhi4022 Před měsícem +32

    କଂଟାବାଞ୍ଜି ବିଧାୟକ କି ଜୟ ହୋ।

  • @Iamsonofshivbhagwan
    @Iamsonofshivbhagwan Před měsícem +78

    କଣ୍ଟାବାଞ୍ଜି ମେ ଶେର ଖଡା ହୈ

  • @seemacreation9922
    @seemacreation9922 Před měsícem +1

    ଧନ୍ୟବାଦ ସାର୍ ଏମିତି ମନ୍ତ୍ରୀ ହେବା ଦରକାର

  • @nadimaharaj
    @nadimaharaj Před měsícem +1

    Bahut bodhiaa sir..Jay Jagannath 🙏👍👍

  • @Nakayoutubeshorts
    @Nakayoutubeshorts Před měsícem +64

    Emiti M. L. A dorkar, jie ki goribo ro dukho bujhuthibo

  • @BhagyabantaAdbang
    @BhagyabantaAdbang Před měsícem +32

    Dhanyabad laxman bag sar🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @radhakantadeep2197
    @radhakantadeep2197 Před měsícem +1

    great salute sir❤❤

  • @brajabandhupodh1505
    @brajabandhupodh1505 Před měsícem +1

    Laxman bag sir is real hero

  • @technicalkalahandi129
    @technicalkalahandi129 Před měsícem +66

    Ye hai MLA ka power.. only for public works ❤

  • @deepakpradhan3738
    @deepakpradhan3738 Před měsícem +12

    ଜନ ସମାଜର ଦୁଃଖ କୁ ବୁଝୁ ଥିବା ଏମିତିକା MLA ସାର୍ ହେବା ଦରକାର । ଧନ୍ୟବାଦ ...

  • @BARUNBABU10tandi
    @BARUNBABU10tandi Před měsícem +1

    Laxmana bag sir is my favorite MLA

  • @Helloraj642
    @Helloraj642 Před měsícem +1

    You are right MLA who fight for public.... I salute you... Thousands of time

  • @debananbharasagar3360
    @debananbharasagar3360 Před měsícem +27

    ଲକ୍ଷ୍ମପଣ ବାଗ ଜିନ୍ଦାବାଦ ❤❤

  • @subratkumarsahoo5876
    @subratkumarsahoo5876 Před měsícem +111

    ଓଡିଶା ଅଫିସର ରାଜୁତି ଚାଲିବ ନାହିଁ

  • @nkmemes3657
    @nkmemes3657 Před měsícem +1

    ଅତି ସୁନ୍ଦର sir 😊

  • @krushnareddy1451
    @krushnareddy1451 Před měsícem +3

    ସିଦ୍ଧାନ୍ତ ମହାପାତ୍ର ଶିଖିବା କଥା ଏବେ ତ ଦିଗପହଣ୍ଡି ଅଞ୍ଚଳ କୁ ଭୁଲିଗଲେ କଣ କରିବ 😢

  • @TANUJHEALTHCHANNEL
    @TANUJHEALTHCHANNEL Před měsícem +12

    Great laxaman sir❤❤❤❤
    ସାରା ଓଡ଼ିଶା ବାସୀ ଆପଣଙ୍କ ପାଇଁ ଗର୍ବିତ. 🙏🙏🙏

  • @lipsa5949
    @lipsa5949 Před měsícem +9

    ଆପଣଙ୍କୁ ଧନ୍ୟବାଦ ସାର 💐🙏🏻🙏🏻

  • @ckdas6449
    @ckdas6449 Před měsícem

    ଭଲ ନ୍ୟାୟ, ପ୍ରଥମେ ଯେ କୌଣସି ସରକାରୀ ଜାଗା ରେ ଲୁଚିଛପି ଘର ତିଆରି କର ଆଉ ବିଭାଗ ନୋଟିସ କଲେ କ୍ଷତିପୂରଣ ଦାବି କର। ଭୋଟ ବ୍ୟାଙ୍କ ପାଇଁ ଘରବସାଇଥିବା ଲୋକର ପରିଚୟ ବି ଖୋଜିବା ଦରକାର ନାହିଁ। ସେ ତେଣିକି ବଙ୍ଗଳାଦେଶ, ପାକିସ୍ତାନ କିମ୍ବା ମ୍ୟାମାର ରୁ ରାତି ଅଧରେ ଲୁଚିକରି ଆସିଥାଉ।
    ଦେଶକୁ ଧର୍ମଶାଳା ବନେଇ ସାରିଲେଣି। ଦେଶର ସ୍ଥାୟୀ ନାଗରିକ ମାନେ ବେଳହୁଁ ସାବଧାନ ହୁଅନ୍ତୁ ନହେଲେ ଆମ ପର ପିଢ଼ି ଆଫଗାନିସ୍ତାନ ଭଳି ଦେଶ ରେ ରହିବାକୁ ବାଧ୍ୟ ହେବ।😢

  • @jayadevdas5832
    @jayadevdas5832 Před měsícem +1

    Our so meny 🎉🎉🎉 Salutes to the Voter of Kantabanjhi . Jay Odisha Jay Odia.

  • @user-gk6iu7ff5q
    @user-gk6iu7ff5q Před měsícem +8

    ଜୟ ମା ସମଲେଶ୍ୱରୀ ଏନ୍ତା MLA ଦରକାର ଲକ୍ଷଣ ବାଗ ପରିକା

  • @prasannanial9507
    @prasannanial9507 Před měsícem +24

    Good MLA sir

  • @saratkumarbanchhor90
    @saratkumarbanchhor90 Před měsícem +4

    ଲକ୍ଷ୍ମଣ ବାଗ ବାଘ ଆଏ

  • @user-fq5gb9ep9e
    @user-fq5gb9ep9e Před měsícem

    ଏ ପରି ବିଧାୟକ ରାଜ୍ୟବାସୀ ମାନଙ୍କ ପାଇଁ ଦରକାର ମୁ କୋଟୀ ପ୍ରଣାମ ଜଣାଉଛି ।

  • @tusarkantasahu1064
    @tusarkantasahu1064 Před měsícem +10

    ଆପଣ ମାନେ ଖୁସି ହେବା ସ୍ୱାଭାବିକ କିନ୍ତୁ ଦୁଃଖ ମଧ୍ଯ ଲାଗୁଛି.. ଥରେ ଚିନ୍ତା କରନ୍ତୁ କି ଆମ ଓଡ଼ିଶା 25 ବର୍ଷ ରେ କେତେ ପଛକୁ ଚାଲି ଯାଇଛି.. କେତେ ଦୁର୍ନୀତି ରେ ବୁଡି ରହିଛି... ଶାସନ ପରିବର୍ତ୍ତନ ହୋଇଥିଲେ ମଧ୍ୟ ନୂଆ ସରକାର ବିରୋଧୀ ଙ୍କ ଭଳି କାମ କରି ବାକୁ ବାଧ୍ୟ ହେଉଛନ୍ତି. ତାହେଲେ ରାଜ୍ଯ ଚଳାଉଛି କିଏ ???
    ପୁରୁଣା ସରକାର ନା ଅମଲା ତନ୍ତ୍ର???ଏହା କଣ ଗଣତନ୍ତ୍ର ର ହତ୍ୟା ନୂହେଁ କି??? ଲୋକପ୍ରତିନିଧି ଙ୍କୁ ଉପେକ୍ଷା କରି ନିଜ ଆଇନ କାହା ନିର୍ଦ୍ଦେଶ ରେ ତାଲିବାନ ଶାସନ ଚାଲିଛି???

    • @bibekpanda9081
      @bibekpanda9081 Před měsícem

      Aei ta central government project railway project aei ta central government karuchi not State government

  • @brundabandasazad4214
    @brundabandasazad4214 Před měsícem +9

    MLA ସାହେବ ବସ୍ତି ବାସିନ୍ଦାଙ୍କ ପାଇଁ ସ୍ୱର ଉତ୍ତୋଳନ କରିଥିବାରୁ ଅଶେଷ ଅଶେଷ ଧନ୍ୟବାଦ, କିନ୍ତୁ ପୂର୍ବ ସରକାର ଯେଉଁ "ଜାଗା ମିଶନ" ବ୍ୟବସ୍ଥା କରିଛନ୍ତି ସେଥିରେ।ରେଲୱେ ଜାଗାରେ ବସ୍ତି କରିଥିବା ଲୋକଙ୍କ ପାଇଁ ଥଇଥାନ କରିବାର ନିୟମ ନାହିଁ, ତେଣୁ ଆପଣଙ୍କ ସରକାର ଏଥିପାଇଁ ଆଇନରେ ସଂଶୋଧନ କରିବାକୁ ଅନୁରୋଧ,

    • @Stutee24
      @Stutee24 Před měsícem

      Jeu jaga mission heithila Sethi bhoji bhata,au khatti heuchi😂😂

  • @prabhudas6641
    @prabhudas6641 Před měsícem +1

    Sabas. Sir. Apko selute. Bhaut bhaut dhanyabad .. amiti mla darkar sabu jagare

  • @JJMohanty
    @JJMohanty Před měsícem +1

    Ek dum Best 🎉🎉🎉
    Jay Sri Ram 💖
    Bharat Mata Ki Jay ❤❤❤❤

  • @gopabandhubehera8621
    @gopabandhubehera8621 Před měsícem +25

    Congratulations sir

  • @Emofficial0707
    @Emofficial0707 Před měsícem +16

    Wow first time dekhuchhi amiti MLA .. great salute

  • @mbjcreator9505
    @mbjcreator9505 Před měsícem +1

    ଆପଣ ବହୁତ ଭଲ କାମ କରୁଛନ୍ତି ଆମେ ଆପଣଙ୍କ ସାଙ୍ଗରେ ଓଛୁ sir

  • @ranjankumarsethy7184
    @ranjankumarsethy7184 Před měsícem

    Big salute to Shri Laxman Bag ji... Aise leader hona chahiye.