'ଟଚ୍ କଣ କରୁଛୁ ବେ'
Vložit
- čas přidán 5. 07. 2024
- '#ଟଚ୍_କଣ_କରୁଛୁ_ବେ'
ରାତି ଅଧିଆ ବାର ଉପରେ ଚଢାଉ ବେଳେ ମହିଳା ଅବକାରୀ ଅଫିସର ତଥା ଭୁବନେଶ୍ବର ଜିଲା ଅବକାରୀ ଅଧିକ୍ଷକଙ୍କୁ ଦୁର୍ବ୍ୟବହାର ସହ ଅଶାଳୀନ ମନ୍ତବ୍ୟ ।
#Cuttack #Bhubaneswar #ExcisePolice #Odisha #OTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
CZcams: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଏଠି କାହାର କଣ ଭୁଲ କହିପାରିବିନି କିନ୍ତୁ ପୋଲିସ ବାଲା ବହୁତ ଖରାପ ଭାଷା କହୁଛନ୍ତି
Tama ku kahile ki tu kahuchu bhala kahuchu
@@UsharaniNayak-hw1ox ମୋ ସହ ଘଟିଛି ଏମିତି ସେଥିପାଇଁ କହିଲି
@@UsharaniNayak-hw1oxapon durniti ku support koruchanti
mgh police ku bada
Fst tome odia sikho@@UsharaniNayak-hw1ox
ଏ ଲେଡି ପୋଲିସ ଗୁଡାକ ଆତି ଛୋଡ଼ିଆନି ଗୁଡାକ
Bar re kana maa Saraswati nka pain samana ra stana ki sethare gyana udaya heba sebhali heba kichi aschajya ra katha nuhen normal katha se lady police nku jibara nathila sethaku anya male police bar malikanku handal karithante mu kana Kariparibi samastanka mangala kalyana hau
They are Excise department officials... Not police ... Madua(drunken )mane ebhali level ku adi sarichhanti purba govt. Pain....
😂😅
Magia police ra bhul adhika chodi hauchi jemiti ta ghare kehi piantini
Wah Re Police ,
Police Khali Ahi Kama hi bhal bhabe Kari Pariba Dam Achhi ta Chora nku Dhara Murderer Nku Dhara , Chalenge karuchi Murder case au Chori Case Jete achhi 100% ru 10% bi Solve Kari Paru Nahanti , Mora Gote Chori Case Achhi Enjayen Solve Karu nahanti 1 year Hebaku Jauchhi 😂😂😂
ଧେତ ତେରିକା , ଏହି ବାର ର ଲାଇସେନ୍ସ ଅଛିକି କି ନାହିଁ ବିଭାଗୀୟ ଅଧିକାରୀ ଯଦି ଜଣା ନାହିଁ ତେବେ ଏମାନେ ଏକ୍ସସାଇଜ ବିଭାଗ ରେ ଚାକିରି କେମିତି କରୁଛନ୍ତି , ଛି ଛି ଛିରେ ବିଭାଗ
😂bkls
ଓକାତ୍ ବାହାର କୁ ପଳ ଉ ଛନ୍ତି ଓଡ଼ିଶା ପୋଲିସ୍
Lady police ହିଁ ମାନସିକ ରୋଗୀ ବୋଲି ଜଣା ପଡୁଛି l ସୁଧୁରି ଯାଅ ପୋଲିସ. ସାରା ଓଡିଶା ତମକୁ ଦେଖୁଛି.
Apana kn doctor ki😅
@@rajeshmoharana4516 siye thik hi kahuchhi jadi siye mada piichhi tebe Tara pakhare kahiki chhida hauthila au siye hose re nahi ta siye pakha lokaku dhariki uthila ta sethi siye dekhini kiye achhi boli. Police upare bharasa Kariba public manankara sabuthu bhul.
Mora case ta kahibi mora jetabele emergency thila ye department phone uthei ha kahi katidei thile sebethu bujhili emananka upare bharasa Kariba hi kharap.
@@rajeshmoharana4516 au gote secret achhi taku kahidele public Mari hi daba police balanku batare dekhile
Right
Madua bar malika ku support karucha.
ପୋଲିସ ଵାଲା ବହୁତ ଖରାପ ସବୁ ଠାରେ ଖରାପ ବ୍ୟବହାର କରୁଛନ୍ତି
Police ku bahut Saman die hele amar odisa re loka mane bhala nahi ok
Taha hele sabu loka mane nije kam kara loka mane bhabuchanti ame police ki juga re kau thi kie kan kole police ku dakucha kan pain
E mane mohon Majhi loko😅😅
They are Excise department officials... Not police ... Madua(drunken )mane ebhali level ku adi sarichhanti purba govt. Pain....
Se police nuha
ଏ ପୋଲିସ୍ ନିନ୍ଦନୀୟ କାମ କରୁଛନ୍ତି। ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।
ପୋଲିସ୍ ମାନେ ବହୁତ ଖରାପ ବ୍ୟବହାର କରୁଛନ୍ତି। ସେମାନେ ଟିକେ ଭାବନ୍ତୁ ଯଦି ସେ ଲୋକ ଟି ଜାଗା ରେ ତାଙ୍କ ବାପା, ମା କି ଭଉଣୀ ଥିଲେ ଏଭଳି ବ୍ୟବହାର କରିଥାନ୍ତି। ଛି ଛି ଓଡ଼ିଶା ପୋଲିସ୍। ଏମାନେ ବହୁତ୍ ଉତୁରୁଛନ୍ତି। ସେଥିପାଇଁ ତ ଏମାନଙ୍କ ଚୁଆ ମାନେ ଭଲ ମଣଷଟିଏ ହୋଇ ପାରୁନାହାନ୍ତି ଏବଂ ମଲା ବେଳେ ପେଟ୍ରୋଲ ଢାଳି ଲେ ଜଳୁଛନ୍ତି।
Se heiuchhi Gote Man Lady Sethaku jibara Katha Nuhe Police Seti Na Thile ki 😡😡.
Tame ta police mane jaichha Bar ra Pain Ta Sethi Madua mane hin thibe, ta Sethi Gote man Achhi ta Ta pakhaku Lady Police kan pain jiba police Hetiki tike knowledge nahi.
Pura jana paduchhi Ahi bar bala Ku Semane Suni Phaseichanti ,
ଏ ଝିଅ ମାନେ ପୋଲିସ୍ ବିଭାଗରେ ଚାକିରି ପାଇଗଲେ ନିଜକୁ ଗୋଟେ ଗୋଟେ ମର୍ଦ ବୋଲି ଭାବୁଛନ୍ତି
😂
Tako biya tano
Cota re paichanti
Eee lady police sho kie gote reep koronta ki 😂😂boht moja asinto ghuda gei Mane
right
ଏ ମାଘିଆ ପୋଲିସ କୁ ପ୍ରଶାନ୍ତ ଜଗଦେବ ସାଇଜ଼
👍👍👍👍
They are Excise department officials... Not police ... Madua(drunken )mane ebhali level ku adi sarichhanti purba govt. Pain....
Hmm bhai tik kahila😊😅
Thik katha 1ka matra bharsha prashanta jagdev
🤣
ପୋଲିସ ବାବୁ ଓ ବାବୁଆଣୀ ମାନେ ଟିକିଏ ବେବହାର ଭଲସେ କରନ୍ତୁ ପୋଲିସ ଚାକିରୀ କଲେବଲି ମଣିଷ ମାନୁନାଁହାନ୍ତି. ଭଗବାନ ଆପଣଙ୍କୁ କ୍ଷେମା କରିବେନି.
ଏହି ପୁଲିସ ବାଲା ଚାକିରି ରୁ ନିଲମ୍ବିତ କରାଯାଉ। ନହେଲେ ଭଲ ଲୋକ ମଧ୍ଯ ଅସୁବିଧା ପଡିବ।
Officer and Staff ଙ୍କ Behave ଠିକ୍ ନ ଥିଲା, ସେ ଯାହା ବି ଭୁଲ୍ କରନ୍ତୁ ଆପଣ Behave ଠିକ୍ ନ କରି ନିଜର Power ଦେଖେଇଲେ, Video ଆମେ ଦେଖିଲୁ, Owner ନିଜ ଯାଗାରେ ଠିକ୍ ଅଛନ୍ତି,
ଆପଣ ମାନଙ୍କ Duty ଠିକ୍ ହେଲେ ବ୍ୟବହାର ନିନ୍ଦନୀୟ, Duty ରେ Mobile use କରିବା ମଧ୍ୟ ଭୁଲ୍, ଆପଣ ବାର ବାର mobile ଦେଖିବା In disciplines
Bar ବାଲାର ପୁରା ଦମ୍ ଅଛି ମାନିବାକୁ ପଡ଼ିବ bar ପାଇଁ linces ରେ ଯେତିକି ଟଙ୍କା ଖର୍ଚ୍ଚ କରିଛି ସେତେବେଳେ police କଣ କରୁଥିଲା, ପୋଲିସ ଠୁ ଅଧିକ powerful ଲୋକ bar ମାଲିକ
ଗୋଟେ ପୁଅ କୁ ଜଦି ଝିଅ touch କଲେ ଅସୁବିଧା ତେବେ ଝିଅ କଣ ପାଇଁ ପୁଅ କୁ touch କରିବ....??????
ଏଠି ମୁ ଯାହା ଦେଖୁଚି ପୋଲିସ ଅଧିକାରୀ ମାନେ ସେ ବାର୍ ମାଲିକଙ୍କୁ କଥା କହିବାକୁ ସୁଯୋଗ ଦଉନାହାନ୍ତି ଜୟ ଜଗନ୍ନାଥ 🙏
ପ୍ରଥମକଥା ଓଡିଶା ପୋଲିସ ନିଜର ବ୍ୟବହାର ଠିକ୍ କରନ୍ତୁ। ଗ୍ରୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମହୋଦୟ ଏହାକୁ ଗୁରୁତ୍ୱରସହ ବିଚାରକୁ ନିଅନ୍ତୁ।
They are Excise department officials... Not police ... Madua(drunken )mane ebhali level ku adi sarichhanti purba govt. Pain....
@@alok_kanungo he jaabe sala adhika gapuchhu be
Se heiuchhi Gote Man Lady Sethaku jibara Katha Nuhe Police Seti Na Thile ki 😡😡.
Tame ta police mane jaichha Bar ra Pain Ta Sethi Madua mane hin thibe, ta Sethi Gote man Achhi ta Ta pakhaku Lady Police kan pain jiba police Hetiki tike knowledge nahi.
Pura jana paduchhi Ahi bar bala Ku Semane Suni Phaseichanti ,
Bhai CM nije madua
Kana police ku khali byabahara upare thik Kariba katha nagarika manakna bibek nahi ki
ଆଉ ଏମାନେ କାଳେ ଆଇନ୍ ର ରକ୍ଷକ ଟିକେ ଲାଜ ଅଛି ନା ଏମାନଙ୍କ ମୁହଁ କୁ ଯୋଉଠି ହାତ ଉଠେଇବା କଥା ଉଠେଇ ପାରୁନାହାନ୍ତି ଅଯଥା ବିନା କାରଣରେ ଯାହାକୁ ପାରିବେ ମନ ଇଚ୍ଛା ହାତ ଉଠେଇ ଦେବେ ଏମାନଙ୍କୁ ଖାଲି ଅଭାବ ହଉଚି ବେଲଜ୍ୟ ସରକାର କୁ ତାଙ୍କ ବେଲାଜ୍ୟ ସରକାରୀ କର୍ମଚାରୀ।।। ଧିକ ତମ ଜୀବନ ରେ
Wahh re power!
Police marile law aau public questions kale accused..
Bhai bar owner jail ru bail re asi personal attack kara...ama ganjam district re semti hueni police quarters re pasi badanti police ku..mu mo front re hi dekhichi
ଏମାକୁ ଜଥା ସିଗ୍ର ଚାକିରିରୁ ନିଲମ୍ବିତ କରା ଜାଉୁ 🎉🎉🎉🎉🎉🎉ନୁଆ ଓଡିଆ
ପୋଲିସ ହାତ ଉଠେଇଲା କଣ ପାଇଁ, ଏ କେଶ ଟିକୁ ବ୍ୟମକେଶ ତ୍ରିପାଠୀ ସାର ଙ୍କୁ ଦିଆଯାଉ । ତୁ ବହୁତ ଆଙ୍ଗୁଠି ଦେଖେଇ କଥା ହଉଛୁ ତତେ କିଏ ସେ ଅଧିକାର ଦେଲା ମ 😢ମାନବିକତା କ୍ଷୁର୍ଣ୍ଣ କରିଛୁ ଭାଇ ର
Self defence and nijara privacy ku protect kariba ta taanka adhikaar 🙏
Sei hisaab re sie haata utheipaaribe aau sabu bele sabu police maada khaaiba adhikaar nuhanti kichi honest officer thaanti jou maane emiti Gunda and criminal maananka against work karanti and self defence re haata bhi uthaanti so seithire police ku gaali daba thik nuha bhai 🙏
@@darkassassin255 ଭିଡ଼ିଓ ରୁ ସ୍ପଷ୍ଟ ଜଣା ଯାଉଛି କି ସେ କେତେ Honest ଅଫିସର
@@darkassassin255 ଠିକ କହିଛନ୍ତି ଭାଇ ସେ ପୋଲିସ ଯାହା କରିଛି ଠିକ କିନ୍ତୁ ସେ ଭାଇଙ୍କୁ ଆଙ୍ଗୁଠି ଦେଖେଇ ତୁ ତା ବ୍ୟବହାର କରିବା କେତେଦୂର ଠିକ ମୋତେ କୁହନ୍ତୁ ତ
Kitabat he re teri jana ku sahajita au janaku cira
excise ବାଲା ଭଲ acting କରୁଛନ୍ତି କାଲି ପର୍ଯ୍ୟନ୍ତ ଠିକ୍ ଥିଲା ଆଜି ସରକାରଙ୍କୁ ଖୁସି କରିବା ପାଇଁ ଏ ଯାତ୍ରା
100% right
Hmmm
Yes
Bhai pura 100000% sata kahidela agaru nugurami karuthile abe duty mane padila
Naveen sarkar re jaha hoeni taha haba now
ଗୋଡ଼ ଧରିଲେ ମିସବିହେବ ବୋଲି ମୁଁ ଆଜି ପ୍ରଥମ ଜାଣିଲି ଆପଣ ମାନେ ଯାଇଥିଲେ କି ଆଜ୍ଞା......
ଏମାନେ ମାସିକିଆ ଚାନ୍ଦା ନିଅନ୍ତି କାରଣ ରାଜଧାନୀ ଭଳିଆ ଜାଗାରେ ବିଳମ୍ବିତ ରାତିରେ bar କେମିତି ଚାଲୁଥିଲା
ଏଭଳି କର୍ମ ଲାଗି ପୁଲିସ ବାଲା କର ପୁଅ ଝିଅ ଭଲ ମଣିଷ ନେଇପାରନ୍ତି ନାହଁ ଯେବେ ପଇସା ବଳ ରେ ମଣିଷ ହୁଅନ୍ତି ଅଳ୍ପ ଆୟୂସ ରେ ମରନ୍ତି
Se heiuchhi Gote Man Lady Sethaku jibara Katha Nuhe Police Seti Na Thile ki 😡😡.
Tame ta police mane jaichha Bar ra Pain Ta Sethi Madua mane hin thibe, ta Sethi Gote man Achhi ta Ta pakhaku Lady Police kan pain jiba police Hetiki tike knowledge nahi.
Pura jana paduchhi Ahi bar bala Ku Semane Suni Phaseichanti ,
ପୁରୁଷ Police ମରିଗଲେ କି 🙏🏻🙏🏻
Peliba Sabu Dina dekhuna kemti dudha bada hei jaichiii
ଅଭଦ୍ର ବ୍ୟବହାର କିମ୍ବା , ଅଶାଳୀନ ବ୍ୟବହାର ସତ୍ୟ ମହାନ୍ତିଙ୍କ ଠାରୁ ତ ଦେଖିଲୁନି କିନ୍ତୁ ମହିଳା ପୋଲିସ ର ହାତ ସତ୍ୟ ମହାନ୍ତି ଗାଲରେ ଶକ୍ତ ପ୍ରହାର କଲା l ଏଇଟା କିନ୍ତୁ ଭିଜୁଆଲ ରେ ମୁଖ୍ୟ ଆକର୍ଷଣ ଥିଲା l
ପୋଲିସ ବୋଲା ବହୁତ ଖରାପ ବ୍ୟବହାର କରୁଛନ୍ତି.....
ଓଡିଶା ର ପୋଲିସ ମାନେ ଏତେ ଖରାପ୍ ଯେ ନିଜର ଓକାତ୍ ଭୁଲି ନିଜକୁ ମୁଖ୍ୟମନ୍ତ୍ରୀ ବୋଲି ଭାବୁଛନ୍ତି
Mohan sir size Kari debe....
Toh bapa Ku Kahi police department Ku uthai de,
@@anantanahak2718 kan tu bi police wala ki.
@@mrutyunjaya146ବାଣ୍ଡ ଛୋଡିବେ!!!!!! ଆରେ ମାଘିଆ ସେ ମଦ ପିଇକି ବିନା ଲାଇସେନ୍ସ ରେ ବାର ଖୋଲିଚି ପୁଣି ବାହାଦୁରୀ ମାରୁଚି ଯେ ୨୨ ବର୍ଷ ହେଲା କେହି ହାତ ମାରିନାହାନ୍ତି ତା ବାର୍ ରେ!!! ମାନେ ବିଜେଡି ଗୁଣ୍ଡା ଇଏ?????? ଯଦି କାଲି କିଏ ବିଷାକ୍ତ ମଦ ପିଇ ମରିଗଲା ପୋଲିସ୍ କୁ ଭୁଲ୍ ଦବ???????
They are not Police... They are Excise department officials...
କଣ ଚାଲି ଥିଲା , ନବୀନ ଶାସନ କାଳରେ? ତାପରେ ଏତେ ଦିନ ପରେ ପୋଲିସ ଜାଣି ପାରିଲେ? ଏତେ ଦିନ କଣ କରୁଥିଲେ?
Yes
ଆପଣ କଣ ଜାଣିନାହାନ୍ତି କୋଉଟା bad touch ଆଉ କୋଉଟା good touch❌❌❌❌
କିଛି ନାଜାଣି ମତାମତ ଦେବାଟା କେତେ ଯୁକ୍ତି ସଂଗତ ଆଇନୀକୁ ତାକାମ କରିବାକୁ ଦିଆଯାଉ ସେଠାରେ କାହିଁକି ପୋଲିସ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଗଲା ସବିଶେଷ ବିବରଣୀ ଗଣ ମାଧ୍ୟ୍ୟମରେ ପ୍ରକାଶ ପାଇବ ଧନ୍ୟବାଦ
Police ମାଡ଼ମ ତମେ ଆଇନିର ରକ୍ଷକ ହେଇ ତମେ ଆଘ ଭାଷା ଠିକ୍ କର,ok ନାହିତ କେତେବେଳେ, ତମର ପଲିସି ବାହାରି ଯିବ
,, ଆଜି ପର୍ଯ୍ୟନ୍ତ କୋଉଠି ଥିଲେ ମାଦମ୍, ଯାହା ହେଲେ ବି ଆଉ ଲାଞ୍ଚ ମିଳିବ ନାହିଁ, ପୋଲିସ ବାଲା କୁ cbi ରେଡ୍ କରାଯାଉ,
ଏମାନଙ୍କୁ କଣ ଆଗରୁ ଜଣା ନ ଥିଲା ଏଠି ବାର ଚାଲିଛି,
ପୋଲିସ ଭୁଲ କଲେ ଜୋତା ରେ ସେକିବା କଥା ସେଥି ପାଇଁ ସମାଜରେ ପୋଲିସ ର ଇଯତ୍ ନାହିଁ
ଗୋଟିଏ ଲୋକ ପାଖକୁ male ପୋଲିସ ନ ଯାଇ ladies ପୋଲିସ କାହିଁକି ଗଲା.... ଆଉ ଯଦି ଗଲା ତ ଗୋଡ଼ ଗୋଡ଼ ଛୁଇଲେ ମାରିବ କାହିଁକି ???
They are Excise department officials... Not police ... Madua(drunken )mane ebhali level ku adi sarichhanti purba govt. Pain....
ସବୁ ଦେଖୁଛନ୍ତି ପୋଲିସି କଣ କରୁଛି
Auu Maro modua ku
Koti koti naman Sanatani Maa mane, Good Job
CM sir ମହାନ୍ ଚରନ୍ ମାଝୀ Odisha ପୋଲିସ କୁ ଟିକେ najar ପକାନ୍ତୁ
Police behaviour is very bad .
Suspend lady police officer.
Naaa re bhai suspend boli kichhi nuhe direct sehi loka sehi lady police ku samasta aagare pitiba darkar....
Se heiuchhi Gote Man Lady Sethaku jibara Katha Nuhe Police Seti Na Thile ki 😡😡.
Tame ta police mane jaichha Bar ra Pain Ta Sethi Madua mane hin thibe, ta Sethi Gote man Achhi ta Ta pakhaku Lady Police kan pain jiba police Hetiki tike knowledge nahi.
Pura jana paduchhi Ahi bar bala Ku Semane Suni Phaseichanti ,
ଟଚ୍ କରିବା ର ଅଭ୍ୟାସ ଏ police ବାଲା ଓ excise ବାଲା ଶିଖାଇଚନ୍ତି
Yes😂
Police behaviour not good not odia Asmita
Yes
Bjd Bala sahasa deichhanti @@DrAnshu-uz3gc
😂
Manybar CM nku request...
Odisha needs rule like CM Yogi Adityanath in UP...
First teach to corrupted Officer... Odisha will automatically developed.. namaste
ପୋଲିସ ବିଭାଗ ଯେବେ ସଚ୍ଚୋଟ ହୋଇ ଯିବ ସେତେବେଳେ ଆମ ରାଜ୍ୟ ରାମ ରାଜ୍ୟ ହୋଇ ଯିବ
ଆଗେ ଚାପୁଡ଼ା ମାର ତାପରେ କହିବ ସାର ମତେ ଟଚ୍ କଲା...ବାହା କି ଅଫିସର୍... ନିଜେ ପୋଷ୍ଟ ରେ ଥାଇ ବି ନାରୀ ହେବା ର କେତେ ସୁନ୍ଦର୍ ଲାଭ ଉଠାଇଲେ
Hmm ହେବା ଦରକାର ମାଡ ମାହାଗିହା ମାନଙ୍କୁ ପୋଲିସ ଵାଲା ଭୁଲ ଦେଖିଲେ ପିଟ ବେ ବାଳ ଲୋକ ବହୁତ ଚଢି ଯାଉଛନ୍ତି, ବହୁତ ଉତପାତ ହେଉଛନ୍ତି 🔥🔥🔥ହାତରେ ନୁହଁ ଲାଠିରେ ପିଟ ଗାଣ୍ଡି ମୁଣ୍ଡ ଅନ୍ଧାର କର ପୋଲିସ ଵାଲା duty duty ଭଳିଆ କର 🔥🔥🔥
Right bro.
Police is behaving rudely.. suspension should be issued against her..
କାଳିଆ ସବୁ ଦେଖୁଛି ଓଡ଼ିଶା ରୁ ନାଚ ଦୋକାନ ବନ୍ଦ କରାଜାଉ
କାଳିଆ ସବୁ ଦେଖୁଛି ଜୟ ଜଗନ୍ନାଥ 🙏
ଚୋରା ମଦ ବେପାରୀଙ୍କ ବିରୁଦ୍ଧରେ ଏପରି Action ନେଲେ ଭଲ ହୁଅନ୍ତା l
Action nele police ra payment band hee jiba 😂😂😂
Action never rupees nebe
@@lalitnarayanrath7580😂😂
Excise police forest ye department most corrupt department.
Tankara kichhi chhodi paribeni....se pa Mota dauchanti ....excise bala tanka g re purauchanti..
Exciser all great actor and actress
Courageous man I salute to you bar owner what's your name I don't know
ମାଡ଼ାମ ନିଜକୁ ବହୁତ ବଡ଼ ଭାବୁଛନ୍ତି । ଏମିତି ପୋଲିସ ଭାବିଲେ ନିଜ କୁ ଲାଜ ଲାଗୁଚି । ମାଡମ ଙ୍କ କଥା ବହୁତ ଖରାପ କଥା । ସେ ତାଙ୍କ ପିଲା ମାନଙ୍କୁ କେମିତି ଶିକ୍ଷା ଦଉଥିବେ ଜଣା ପଡୁଛି ।
They are Excise department officials... Not police ... Madua(drunken )mane ebhali level ku adi sarichhanti purba govt. Pain....
Odisha police Dadagiri
Good owner🎉
Very good,, club check କରାଯାଉ
ଖାଲି ଏଇ ଘଟଣା ନୁହ ସବୁବେଳେ ଦେଖିବାକୁ ମିଳେ ସାଧାରଣ ସରକାରୀ ଚାକର ମାନେ ରାଜ୍ୟ ର ନାଗରିକ ଙ୍କୁ ଯେଉଁ ପ୍ରକାରର ବ୍ୟବହାର ଦେଖାଉଛନ୍ତି ବିଶ୍ୱାସ ହଉ ନାହିଁ ଯେ ଆମ୍ଭେ ଗଣତନ୍ତ୍ର ବ୍ୟବସ୍ଥା ରେ ରହୁଛୁ । ତାଙ୍କୁ ଏ ଅଧିକାର ମିଳୁଛି କୋଉଠୁ। ଇଂରେଜ ଅମଳ ରୁ ଚାଲିଆସୁଥିବା ଖାକି ଶାସନ ର ପରିବର୍ତ୍ତନ ଅତ୍ୟନ୍ତ ଆବଶ୍ୟକ ସେ ଖାକି ପୋଷାକ ଅବା ମାନସିକତା ହୋଇପାରେ । ମୋର ବିଶ୍ୱାସ ଲୋକ ମାନେ ସଚେତନ ହେବେ ଆଉ ତାଙ୍କୁ ତାଙ୍କ ଉଚିତ ସ୍ଥାନ ପ୍ରଦାନ କରିବେ ।
👍👍👍👍👍
They are Excise department officials... Not police ... Madua(drunken )mane ebhali level ku adi sarichhanti purba govt. Pain....
ଲୋକ ଟି ତଳୁ ଛିଡ଼ା ହେବା ପାଇଁ ପୋଲିସ ର ଆଣ୍ଠୁ ବା ଗୋଡ଼ ର ଆସରା ନାଉ ଥିଲା କୀନ୍ତୁ lady police ଜଣକ ଏମିତି ବ୍ୟବହାର କରିବାର ନଥିଲା ତୁ ତାକର ସହିତ ଚାପୁଡ଼ା ମାରିବା ଅତି ନିନ୍ଦନୀୟ ମୁଖୟମନ୍ତ୍ରୀଙ୍କ ଙ୍କୁ ଅନୁରୋଧ ଏହିପରି ପୋଲିସ ମାନଙ୍କୁ ନିଲମ୍ବିତ କରାଯାଉ
Pi thila ta Kan mapp
Video ru Jana paduchhi tume police sabu kete bhadra bhabare katha barta karuthila
Hnn au gote katha jadi ladies police heichu tahale male people ku tu kichi kohiparibuni tahale tome mane jadi ate ladies police ladies police heucho tahale kahiki athaku asicho, loko ta tk godo dhoriki uthuthila aethire taro bhul kn hela tome ladies police adhika dekhiheucho, aeta kintu thik nuho...
Right ...uthiba pain .godo dhariki uthu thila
Lady police complain deichanti je "mo thigh ku touch kala se".
ପୋଲିସ ମାନଙ୍କ ଖରାପ ବ୍ୟବହାର ଯୋଗୁଁ ହିଁ ଲୋକେ ନିଜ ଧର୍ଯ୍ୟ ରଖି ପାରୁ ନାହାଁନ୍ତି । ପ୍ରଥମେ ପୋଲିସ ଜନ ସାଧାରଣ ଲୋକଙ୍କ ସହ କିପରି ବ୍ୟବହାର କଲେ matter ଟା ଭଲରେ ଭଲରେ solve ହେବ ତାହା ଜାଣିବା ଦରକାର । ପୋଲିସ ଚାକିରି ପାଇଛନ୍ତି ବୋଲି କଣ ମନ ଇଚ୍ଛା ଲୋକଙ୍କୁ ହାତ ଉଥେଇବେ.........
ଓଡ଼ିଶାର ଯେମିତି ମୂର୍ଖ ସରକାର
ଠିକ୍ ସେମିତି ମୂର୍ଖ ପୋଲିସ ରାଜ ଚାଲିଚି
ଏହି ପୋଲିସ monthly ବଟି ନିଅନ୍ତି, ଆଜି କାହା ନିର୍ଦ୍ଦେଶ ରେ ରେଡ୍ କରିଛନ୍ତି
Se heiuchhi Gote Man Lady Sethaku jibara Katha Nuhe Police Seti Na Thile ki 😡😡.
Tame ta police mane jaichha Bar ra Pain Ta Sethi Madua mane hin thibe, ta Sethi Gote man Achhi ta Ta pakhaku Lady Police kan pain jiba police Hetiki tike knowledge nahi.
Pura jana paduchhi Ahi bar bala Ku Semane Suni Phaseichanti ,
Kalinga vihar re 500 tanka baati adaya hue😂😂😂
Madamnku batimilini
Correct
Pura sata Katha bhai ama area re semiti hi heuchu
No separate behaviour required for lady officer... Both male and female are equal...
Great bro
Great police...❣️
ସେ ବ୍ୟକ୍ତି ମଦ ପିଇ ଉଠୁଥିବା ବେଳେ ଟିକେ madam ଙ୍କ ସାହାରା ଦେଇ ଉଠୁଧିବା ବେଳେ ମାଡ଼ ଖାଇବା ନିନ୍ଦନୀୟ madam ନିଜେ ଭୁଲ୍ ଅଛନ୍ତି।
Right katha
Right brother
right
Right
Right
ଏମିତି police officer ମାନଙ୍କୁ suspend କରାଯାଉ।ଏମାନେ respect ଯାଣିନାହାତି।
Ok
କଣ ଜାଣିଛ ଭାଇ କାଲି ର୍ ଘଟଣା ବିଷୟ ରେ ତମେ କାହାକୁ suspend କରିବ
ପୋଲିସର ଭୁଲ
Bar owner arrest heigaleni madam nka upare action nahi
@@bishnupriyabehera5924 jebe Bina uniform re bahare kouthi dekhiba seithi direct acid muha ku fingile ledu officer sabu sabad hebe
ପଲିସ ଭାଇ ଙ୍କର ଭୁଲ ହେଇଚି
Odisha police amaku protect Kariba badalare amar khyati karuchhanti.chhi odisha police.we did not expect that 🥺🥺🥺🥺
ସେ ଭାଇ ଜଉ କହିଲେ କି କାଲି press conference କରିବେ superintendent madam କହିଲେ କି ମୁଁ ବହୁତ ଦେଖିଚି ଏତେ dareness କଣ ପାଇଁ ଆଗେ suspend କରାଯାଉ, ଏତେ ଗାରିମା କାହିଁକି କଣ ପୋଲିସ ବୋଲି ବଟି ଆଦାୟ କରିବା ଚୋର ଏମାନେ
Slapping a common man when he unintentionally touched her leg while standing and she slapped wtf ... The case is separate but slapping is unconstitutional... The commissioner should take action on this as soon as possible...
Edit : If police officer unintentionally touch a common man then does we have the right to slap him/her back ???
Touch karuchhi tote…
Cm should be take strict action against the bloody idiot police woman…not officers
Good job..
Emiti kama karichalantu police ...
ଏ ପୋଲିସ୍ ମାନଙ୍କୁ ଅନ୍ଧାରରେ ଡ଼ାକି କଳା କନା ମୁହଁରେ ବାନ୍ଧି ଗୋଟେ ଗୋଟେ କୁ ଚପଲ୍ ରେ ସେକି ନବ ବେଲେ ଏମାନେ ଭାଷା ଠିକ୍ କରିବେ 👍
Bhai tu bhala,kahuchhu tu jadi Police officer heithantu au gote tate chapal deithile kemiti lagithaanta
@@alokpradhan4406 ବ୍ୟବହାର ଭଲ ରହିଲେ କିଏ କାହିଁକି ଚପଲରେ ମାରିବ, ବରଂ ଭକ୍ତିରେ ମୁଣ୍ଡ ନଇଁଯିବ ।
@@alokpradhan4406 ଭାଇ ମୁଁ ଯଦି ପୋଲିସ୍ ହେଇଥାନ୍ତି ତା ହେଲେ ଦେଖି ଥାଆନ୍ତ ଏମିତି କା କାମ କରିଥାନ୍ତି ଲୋକେ କହି ଥାଆନ୍ତେ ସତ୍ୟ ହେଲା ଜୟ ଓକେ 🙏
To bansha re kiye police heithile kire sabu chore dakhayt hin thibe janapaduchi
@Mohan-uo8hn sejogu police wala marigale samaste khusi hauchhanti , army wala male samaste kanduchhantimt
କଣ କଲା ସେ ଲୋକ. ତାକୁ ମାରିଲେ କଣ ପାଇଁ??
ALCHOHOL PERCENTAGE....FIXING ON WHICH BASIS IN BEER AND WINE...LIQUOR....
Police ତମେ ନିଜକୁ କଣ ଭାବୁଛ 🤬😡
ଠିକ ଜବାବ ଦେଉଛି ଏ ମାଲିକ
ପିଇଲେ ଟାକ୍ସ ମିଳୁଛି....
ପୋଲିସ ଜବାବ ଦେଉନି.....
ତାଙ୍କୁ ସାହସ ଦେବାର ଫଳ ପାଇଯାଇଛି ପୋଲିସ
ଓଡ଼ିଶା ପୋଲିସ୍ ର ବ୍ୟବହାର ଜନ ସାଧାରଣଙ୍କ ପ୍ରତି ଅତି କଦର୍ଯ୍ୟ.! ଅନ୍ୟ ରାଜ୍ୟକୁ ଯାଇ ପୋଲିସ୍ 'ବ୍ୟବହାର' ଶିଖିବାକୁ ନୂଆ ସରକାର ବ୍ୟବସ୍ଥା କରନ୍ତୁ
Really don't know, how these lady officers are behaving. But the opposite side man is really being humble keeping his statement politely.
ଅବ୍ କାରି ବିଭାଗ ଲାଞ୍ଚୁଆ ହେବେନିତ
Action against this lady police officers should must be taken...
ଆମ ଓଡିଶାରେ କିଛି ପୋଲିସ ଅଛନ୍ତି ନିଜକୁ ନିଜେ ସରକାର ବୋଲି ଭାବୁଛନ୍ତି ସାଧାରଣ ଲୋକଙ୍କୁ ପୋଲିସ ଗାଳି କଲେ ଚଳିବ ଖରାପ ବ୍ୟବହାର କଲେ ବି ଚଳିବ କିନ୍ତୁ ଜଦି ଜଣେ ସାଧାରଣ ଲୋକ ପୋଲିସ କୁ କିଛି କହିଦିଏ ତାହେଲେ ଗୋଟିଏ କଥାକୁ ଆଉ 100ଟା କଥା ମିସେଇକି କହିବେ ଆଉ ଆକ୍ସନ ନେବେ ତାଙ୍କୁ ମାରିବେ ଆଉ କେତେଦିନ ଆମ ଓଡ଼ିଶାରେ ଏମିତି ପୋଲିସ ମାନଙ୍କର ଦାଦାଗିରି ଚାଲିବ.....
ଲୋକ ଜଣଙ୍କ ମଦ ପିଇଛନ୍ତି ସତ କିନ୍ତୁ ବ୍ୟବହାର ଖରାପ କରୁନାହାନ୍ତି.
ଯଦି ଝିଅ ପୋଲିସ ପୁଅ କୁ ଚୁଇଲେ ଆମେ ମଧ୍ୟ ଚାପୁଡ଼ା ମାରିବା ଦରକାର ।
Jay jay hind 🇮🇳🇮🇳🇮🇳 jay jay
ବାର ମାଲିକ କିଛି ଭୁଲ କରିଥିବ ଜଣା ପଡ଼ୁଛି, କିନ୍ତୁ ପୋଲିସ ର ଏଭଳି ବ୍ୟବହାର ବେଶୀ ଚକିତ କରୁଛି, ସରକାରଙ୍କୁ ଅନୁରୋଧ ପୋଲିସ ମାନେ କିମିତି ଭଲ ବ୍ୟବହାର କରିବେ ସେଥି ପ୍ରତି ଧ୍ୟାନ ଦିଆନ୍ତୁ।
ଓଡ଼ିଶା ରେ ମଦ ବନ୍ଦ ହେବା ଦରକାର୍
ଜୟ ଜଗନ୍ନାଥ 🙏🏻
ମଦ ବେନ କର sala pruthibi raj harichandan madua supporter taku mantri ru kada aue ban kara
Bilkul nuha kain band kariba? Ghuda madua nka paain jau mane occasionally piuchhanti tanku kain saja deba. Beer is stressed relief for Depression people, love failure people. Nahele suicide percentage badhi jiba. This is my point view.
ଗୁଜରାଟ ରେ ବହୁତ ଆଗରୁ ମଦ ବନ୍ଦ ହେଇଚି ଗୁଜରାଟ ରେ କେତେଜଣ depression ରେ ରହୁଛନ୍ତି ???
ଓଡିଶା ରେ ଲୋକ ମାନେ ମଦ ପିଉନlହlନ୍ତି
ମଦ ଲୋକମାନଙ୍କୁ ପିଉଛି
ସେଥିପାଇଁ ମଦ ବନ୍ଦ ହେବା ଦରକାର ଓଡ଼ିଶା ରେ ।
ଜୟ ଜଗନ୍ନାଥ 🙏🏻
@@hjayrinkupresents3714 tama kathabarta ru janapaduchi tame kete bada murkha, depression re thila wala loka ku jetebele mada dia jae tahale ta condition ahuri bigidi jae au love failure katha re mada peiba katha kahinki kahucha, eguda sabu film ru sikhiki asicha sethipai emiti baje point of view daucha, kebe bhagwad gita padhicha, kebe yoga karicha
laguni ae sabu kara boli kahinki na se sabu kariba kasta tamaku, jouta sahaja lagiba jemiti mada peiba gandagola kariba seita kariba
wah re wah kete sasta tame, manibaku padiba tamaku
Ban on alcohol will only increase illegal liquor shops.
Not a solution.
Just stupid to think that.
ଦେଖ ଏ ପୋଲିସ ମାନଙ୍କ ବ୍ୟବହାର...?
ଲଜ୍ଜ୍ୟା....
ଏମିତି ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁମକୁ ନିର୍ଦ୍ଦେଶ ଦେଇଛନ୍ତି?
Odisha re lady police mane nijaku singham bhavanti
Police madam ku suspend kara
ତୋ ବାପା cm na ତାକୁ suspend କରିବେ
Au to ma ochhonti kine c.m mather chu police ro dadagiri kemiti heuchhi seita bholo lagichhi to tosohito jodi heithanata
@@Ramesha4samstai toh bapa pari Chhota Loko nuhai rai bhai toh naa ru Jana paduchhi toh bapa rikshawala....
@@abinashdani5407🤣🤣🤣🤣🤣
@@abinashdani5407right😂😂😂
ସରକାର ଙ୍କୁ ଅନୁରୋଧ ତୁରନ୍ତ ଆକ୍ସନ ନିମନ୍ତେ ଏ ଭଳିଆ ପୋଲିସ ପାଇଁ ଗରିବ ପରିବାରରେ ଭୟର ବାତାବରଣ ଖେଳିଯାଇଛି
Aare murkha se Gariba nuha se bar & Restaurant Aau club ro malika kn jaanichu tu se kn
@@AbhijeethAk ସରି
@@purnaodisha5712tame Mane kebala comment karipariba au kichhi chhodiparibani 😡😡ok
They are Excise department officials... Not police ... Madua(drunken )mane ebhali level ku adi sarichhanti purba govt. Pain....
@@AbhijeethAk Se heiuchhi Gote Man Lady Sethaku jibara Katha Nuhe Police Seti Na Thile ki 😡😡.
Tame ta police mane jaichha Bar ra Pain Ta Sethi Madua mane hin thibe, ta Sethi Gote man Achhi ta Ta pakhaku Lady Police kan pain jiba police Hetiki tike knowledge nahi.
Pura jana paduchhi Ahi bar bala Ku Semane Suni Phaseichanti ,
ପୋଲିସ୍ ବାଲା ନିଜକୁ ମାଜିଷ୍ଟ୍ରେଟ ଭାବୁଛନ୍ତି
ଲେଡି ପୋଲିସ ମାନେ power ର miss use ବେଶି କରନ୍ତି
Bar ମାଲିକ ର ଦମ ଅଛି. ମାନିବାକୁ ପଡିବ ତାକୁ
Chua nuha bhai ....damm achi boli bar karichi ...police ku badeiba katha
Mada deithile bhala heithanta@@officialsrikanta1910
Bar malika malika bhali rahiba katha,Madua ta gote
@@alokpradhan4406 mada bikiba boli govt ru order anichi ,mada pieba kn achhi
Thik katha
Police attitude very bad
3:25 Best scenes 😂
Thik kahicha bhauni
ଯୋଉ ପୋଲିସ ମଦ ନ ପିଲେ ଡିଉଟି କରେ ନାହିଁ ସେଇ ପୋଲିସ ପରିବର୍ତନ ନା ରେ ମଦ ଭାଟି ରେ ଜେନ୍ସ ପୋଲିସ ନୁହେଁ ଲେଡୀସ ପୋଲିସ ଆସି ଜ୍ଞାନ ଦେଉଛି ଆଉ ଜେନ୍ସ ପୋଲିସ ମଦ ପଈକି ପ୍ରିଟୋଲିଙ୍ଗି କରୁଛି hahahaha 🤪😄🤭🤪😄🤭
Tu kn Police ku dekhuthilu Madam pila belaku.
କହୁନୁ ମାଗିଆ ତୋ ମା ବିଆ ନ ଚାଟିଲେ ପୋଲିସ duty କୋରେ ନାହିଁ ବୋଲି। ହଇରେ ମାଗିଆ ସେଠୀ ଯିଏ in-charge ଥିବ ସେ ହିଁ ଚେକ୍ କରିବ। ଘୋଡ଼ା ଗେହୀ ପୁଅ ପଲେଇ ଆସିଲା ଭାଷଣ ମାରିବା କୁ। ଛଡି ପୁଅ କେବେ କରିପାରିବୁ ପୋଲିସ୍ duty ମାଗିଆ ଲଣ୍ଡା ହେବି ତୋ ଆଗରେ। ଜଉ ପୋଲିସ୍ ଭାଇମାନେ ତୁମ ର କିଛିଟା ନେତା ପାଈଁ ରାଲି ରେ ନ ଖାଇକୀ ଦିନ ରାତି ଡ୍ୟୁଟି କରୁଛନ୍ତି। ଯଦି ବିଶ୍ୱାସ ହେଉନି ଯାଇକି ପଚାର constable ଠାରୁ iic ପର୍ଯ୍ୟନ୍ତ ଅଛନ୍ତି। କେତେ ଘଣ୍ଟା duty କରୁଛନ୍ତି ସେ ଭାଈ ମାନେ
Good job aeita agaru hebara thila
Bhai sata Katha kahila
Police sabu chhora
ପୋଲିସ ସୀମା ଟପି ଗଲେଣି ଏଵେ
Wah re odisha police
Correct 💯 sction
ଏମାନକୁଂ ଅଫିସର କଲା କିଏ? ପଦବୀ ରେ ରହି ତୁ.. ତା.. ବେ.. ବା କହିବାକୁ ଲଜ୍ଜା ଲାଗିବା କଥା, ପଦବୀ ପାଇବାପରେ ଏତେ ଅହଂକାର କାହିଁକି?
A ahankara besidina rahibani