Big Conspiracy Planned Against Government In Badadanda ! | Nirbhay Gumara Katha

Sdílet
Vložit
  • čas přidán 10. 07. 2024
  • Big Conspiracy Planned Against Government In Badadanda ! | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 479

  • @nikunjabiharisahani2070
    @nikunjabiharisahani2070 Před 20 dny +30

    ୨୫ ବର୍ଷର ମହୁ ଖାଇଥିବା ଲୋକମାନେ ମୋହନ ସରକାର ବିରୁଦ୍ଧରେ ଷଡ଼ଯନ୍ତ୍ର କରିବେନି,ଆଉ କଣ ବସି ରହିବେ?
    ସାବଧାନ ମୋହନ ସରକାର!
    ବିଜେଡ଼ି ର ମନ୍ଦ ଗତିବିଧି କୁ ଭଲଭାବେ ଦେଖାଯାଉ।
    ନଚେତ୍...
    ସରକାର ବିପଦରେ ପଡ଼ିବେ।

  • @user-sl4yh2yt4c
    @user-sl4yh2yt4c Před 20 dny +56

    ବିରବିକ୍ରମ ଯାଦବକୁ ତୁରନ୍ତ ଗିରଫ କରାଯାଉ... ଯେଉଁମାନେ ଏ ଚକ୍ରାନ୍ତରେ ସାମିଲ ଅଛନ୍ତି ସେମାନଙ୍କୁ ଠାକୁରଙ୍କ ସେବାରୁ ବିରତ ରଖନ୍ତୁ 🙏🙏🙏

    • @10subrat
      @10subrat Před 20 dny +3

      Govt should take moral responsibility and resign. As this first time happen

  • @manasdas5715
    @manasdas5715 Před 20 dny +13

    ମନ୍ଦିରରେ ଚୁଲି ଭାଙ୍ଗିବା ଏବଂ ଅଣହିନ୍ଦୁ କାମିଆଜାନି ମନ୍ଦିର ରେ ଭୈରବ ଙ୍କ ସହିତ ଅଭଡ଼ା ଖାଇବା ବେଳେ ଏ ରୁଦାଲିମାନେ ସେତେବେଳେ କୁଆଡେ ଜାଇଥିଲେ ?

  • @laxmidharapanda6086
    @laxmidharapanda6086 Před 20 dny +23

    ଯେଉଁମାନେ ବଡ଼ଦାଣ୍ଡରେ ଭିକ୍ଷାଥାଳ ଧରି ବସନ୍ତି ସେମାନେ ପୂର୍ବଜନ୍ମରେ ନିଶ୍ଚିତ ଭାବରେ ସେବାୟତ ହୋଇଥିବେ !

    • @Stutee24
      @Stutee24 Před 20 dny

      Na semane secretariat kirani😂😂

    • @user-yd7dq7ij6w
      @user-yd7dq7ij6w Před 20 dny

      Kirani.nuhani.adhikari.hoithibe

    • @Stutee24
      @Stutee24 Před 20 dny

      @@user-yd7dq7ij6w 😂😂

    • @ranajitsahu4363
      @ranajitsahu4363 Před 20 dny

      Hiiin h mool hiii bhul bhul mool hiii bbye bbye gn h bhul,hoon bhulu until h hiii😮bbye t bhul mool bhul bbye book bbye your ttyl your bhul bbye bbye bbye bbye bbye bbye bbye deep roots bhul bhul noor:bbye bbye hoon 😢buyers and ttyl I mp noor koon​mool vg@@Stutee24

  • @gourangasa6027
    @gourangasa6027 Před 20 dny +17

    ବଳଭଦ୍ର ଠାକୁର ଙ୍କ ସେବାୟତ ମାନେ ନିଜେ ନିଜେ ନିଜ ଦାୟିତ୍ୱ ତୁଲାଇଥିଲେ ଏପରି ହୋଇ ନ ଥାନ୍ତା। ବଡ଼ ଠାକୁର ଙ୍କ ବାଡ ରେ ଥିବା ସେବାୟତ ମାନେ ଏହି ଚକ୍ରାନ୍ତ ଚଳାଇଛନ୍ତି ବୋଲି ମନେ ହୁଏ।

  • @just4funindia869
    @just4funindia869 Před 20 dny +17

    ପାଣ୍ଡିଆନ ପ୍ରରୋଚନା ରେ ଯେତେ ଷଡ଼ଯନ୍ତ୍ର କଲେ ବି ଆଉ ବିଜେଡି ଆସି ପାରିବନି

  • @brajakishorepadhi4022
    @brajakishorepadhi4022 Před 20 dny +71

    ମୋହନ ବାବୁ ତୁରନ୍ତ ବିଜେଡି ର ନବୀନ ପଟ୍ଟନାୟକ ଆଉ ବବି ଦାସ, ବିଜେଡି ନେତା କଂ ଉପରେ କାର୍ୟ୍ଯନୁଷଟାନ ଗ୍ରହଣ କରନ୍ତୁ। ନଚେତ୍ ତୁମ ପଛରେ ଏମିତି ଲାଗିବେ ତୁମେ ଲୋକଙ୍କୁ ବୁଝାଇ ପାରିବ ନାହିଁ।

    • @Brosujit
      @Brosujit Před 20 dny +9

      ଏ ଚନ୍ଦା ଗାଣ୍ଡିରେ ତେଲମରା କିଳା ବାଡ଼ିଆ ହବ ବହୁତ୍ ଶୀଘ୍ର,ଏ ଶଳା ବହୁତ୍ ଭୁକୁଛି,ଶଳା ଦଲାଲ୍🎉

    • @10subrat
      @10subrat Před 20 dny +1

      Mohan Babu 1st find out who is responsible, What was govt doing to avoid this kind unfortunate incident( as clever people told this accident, but this is man created incident)

    • @bhramarbarbiswal2427
      @bhramarbarbiswal2427 Před 20 dny

      ​@@Brosujite🎉xxa🎉🎉e😂eM

    • @chandana2713
      @chandana2713 Před 20 dny

      Bukachuda nabin is ta best

    • @sudhanshusekharbahinipati9750
      @sudhanshusekharbahinipati9750 Před 20 dny +1

      ❤❤❤😂😂😢😢😮😊😊😊😊😢

  • @ramakantachhotaray1002
    @ramakantachhotaray1002 Před 20 dny +5

    Pranam angya, Ekdam thik.

  • @projectronics
    @projectronics Před 20 dny +6

    ସାର୍ ଦୟାକରି, କେନ୍ଦ୍ରରେ ଅପରାଜିତା ଆଉ ରାଜ୍ୟରେ ଜୟ ନାରାୟଣ ଙ୍କୁ ଅବହେଳା କରା ଯାଇଥିବା ଉପରେ ଗୋଟେ ଅଧ୍ୟାୟ କରନ୍ତୁ, ବିନମ୍ର ଅନୁରୋଧ। ଯେଉଁ ମାନେ ଅଧିକ ସ୍ବର ଉଠାଇଥିଲେ ଦୁର୍ନୀତି ବିଷୟରେ

    • @aswinibehera7181
      @aswinibehera7181 Před 19 dny

      ଭାଇ ୟାଙ୍କ ରୋଜାଗର ବନ୍ଦ କରିବ ନା କଣ, ପେଟ ପାଟଣା କଥା... ଜଗନ୍ନାଥ ତେଲିଆଙ୍କୁ ସଦବୁଦ୍ଧି ଦିଅନ୍ତୁ..

  • @Manoranjansahoo34680
    @Manoranjansahoo34680 Před 20 dny +9

    ସାର ନମସ୍କାର, ଏହି ବୀର ବିକ୍ରମ ଯାଦବ ହିଁ ଚକ୍ରାନ୍ତର ମୂଳ ତାକୁ ଖୁବ ଶୀଘ୍ର ହଟାଯିବା ଦରକାର, ତାପରେ ମନ୍ଦିର ପ୍ରଶାସନ ଏବଂ ସେବାୟତମାନଙ୍କୁ ପରିବର୍ତ୍ତନ କରିବା ଅତ୍ୟନ୍ତ ଆବଶ୍ୟକୀୟ ହୋଇଯାଇଛି, ଧନ୍ୟବାଦ, ଜୟ ଜଗନ୍ନାଥ 🙏🌺🚩🙏🌺🚩🙏🌺🚩

  • @successfullife6722
    @successfullife6722 Před 20 dny +8

    ଅଣ ଓଡ଼ିଆ IAS ଓ IPS ଅଫିସର ମାନଙ୍କ କବଳରୁ ଓଡିଶା ରକ୍ଷା କରିବାକୁ ହେଲେ, ଓଡିଶାବାସୀ ନିଜ ପିଲାମାନଙ୍କୁ UPSC ବିଷୟରେ ବୁଝାଇବା ସହିତ କିପରି ଅଧିକ ରୁ ଅଧିକ IAS ଅଫିସର ସୃଷ୍ଟି କରିହେବ ସେ ବିଷୟ ରେ ଅବଗତ କରାଇବା ଆବଶ୍ୟକ l ଜୟ ଓଡିଶା l🙏

  • @kamalakantadas6050
    @kamalakantadas6050 Před 20 dny +9

    ଶ୍ରୀ ଜଗନ୍ନାଥ ମହାପ୍ରଭୁ ସବୁ ଦେଖୁଛନ୍ତି । ବ୍ୟସ୍ତ ହେବାର ନାହିଁ ,ସମୟ ଅନୁସାରେ ଦୋଷୀ ଦଣ୍ଡ ପାଇବେ ।🙏

  • @satyabrataparida1925
    @satyabrataparida1925 Před 20 dny +13

    ସୁନ୍ଦର କଥା କହିଛନ୍ତି ।ଯେଉଁ ମାନେ ଭିଡିଓ ଦେଖିଛନ୍ତି ସେମାନେ ଜାଣିଗଲେଣି ଏହା ଏକ ଚକ୍ରାନ୍ତ ।ବିଜେଡି ଯେତେ ଯାହା କଲେବି କିଛି କରିପାରିବେ ନାହିଁ ।

    • @10subrat
      @10subrat Před 20 dny

      Na Bandhu, This is govt responsibility to identify the right person to place on right place. This kind of story is not accepted when thing went wrong.

    • @BuluSingh-d9w
      @BuluSingh-d9w Před 8 dny

      Ok

  • @rajanikantabiswal2669
    @rajanikantabiswal2669 Před 20 dny +7

    ସାର୍ ନମସ୍କାର ମୋହନ ସରକାର ବିର ବିକ୍ରମ ଯାଦବଙ୍କୁ ବହିସ୍କାର ନ କରି ବେ ଗୋଟିଏ ବଡ ଆନ୍ଦୋଳନ ହେବ ଲେଖି କି ରଖନ୍ତୁ

  • @ODISHA_KUHE
    @ODISHA_KUHE Před 20 dny +12

    ଜୟ ଜଗନ୍ନାଥ ଆପଣ ଙ୍କ ମତ ରେ ମୁ ସହମତ କିନ୍ତୁ BJP ସରକାର ସବୁ କଥା ରେ ପ୍ରାୟ ଚୁପ୍ ରହୁଛି, BJP ସରକାର ଙ୍କୁ ଜନସାଧାରଣ ରାଜ୍ୟ ସୁଧାରିବା ପାଇଁ ଭୋଟ ଦେଇ ବିଜୟ ମୁକୁଟ ଦେଲେ ନାକି ପୂର୍ବ ସରକାର ଙ୍କ ଭୁଲ୍ କୁ ଦର୍ଶାଇ ଚୁପ୍ ରହି ଯିବାକୁ, ସବୁ ଦୁର୍ନୀତି ର ପୁଙ୍ଖନୁ ପୁଙ୍ଖ ତଦନ୍ତ କରି action ନ ନେଲେ ବହୁ ଶୀଘ୍ର BJP ସରକାର ଲୋକଙ୍କ ଆସ୍ଥା ଭାଜନ ହରେଇବ। ଜୟ ଜଗନ୍ନାଥ 🙏

  • @ajitkumarpanda6388
    @ajitkumarpanda6388 Před 20 dny +12

    ବିର ବିକ୍ରମ ଯାଦବ ଙ୍କୁ ବଦଳି କରାଗଲେ ଲାଭ କଣ ତୁରନ୍ତ ତଦନ୍ତ କରି ଉପଯୁକ୍ତ ଦଣ୍ଡ ଦିଅନ୍ତୁ,,,,,,ମୋହନ ସରକାର ଏତେ ନୀରବ କାହିଁ କି,,,,,,,,

  • @Uttamdihudi
    @Uttamdihudi Před 20 dny +41

    ମୋହନ ସରକାର ଯଦି କିଛି ବଡ଼ ଧାରଣର କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ଏମିତି ହିଁ ମୋହନ ସରକାର କୁ ତଳେ ପକାଇବା ପାଇଁ ଚେଷ୍ଟା ଚଳାଇବେ

    • @bhubanbehera2379
      @bhubanbehera2379 Před 20 dny

      @@Uttamdihudi Taking action against bureaucrats is a difficult task.Mohan babu has to be determined.Like west Odisha people, North Odisha people are simple & easy going,no ill feeling against other human being.So it may be an audacious taak,hence have patience, something will happen.

  • @hrushikeshsahoo5289
    @hrushikeshsahoo5289 Před 20 dny +6

    ମୋହନ ସରକାର ଚକ୍ରାନ୍ତ ବୁଝି ନ ପାରିେଲ ଫସିଯିବେ। ବେଳ ଥାଉ ଥାଉ ସାବଧାନ ା

  • @ghasiramsing4216
    @ghasiramsing4216 Před 20 dny +1

    Corect 💯 right..
    Thank you nabindas sir 🙏.

  • @janardanpanda5378
    @janardanpanda5378 Před 20 dny +7

    ସାର୍ ଆପଣ ଜାଣିଥିବେ ବିଜେଡି 5.t.ନାଁରେ ବହୁତ ଦୁର୍ନିତି କରୁଥିଲେ ଏଥର ନିର୍ବା ଚନ ରେ ହାରିଗଲେ ତେଣୁ ଏମାନେ ବହୁତ କିଛି ଷଡଯନ୍ତ୍ର କରିବା ଆରମ୍ଭ କରିଛନ୍ତି

  • @priyabratadalai18
    @priyabratadalai18 Před 20 dny +6

    ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସୁପୁତ୍ର । ଏତେଥର ସାଂସଦ ହେଇଛନ୍ତି । ସଂସଦରେ ପୁରସ୍କାର ପାଇଛନ୍ତି । ଗୁମାସ୍ତା ଦ୍ବାରା ରିମୋଟରେ କଣେଇ ହେଇପାରିବେନି ବୋଲି ବିଜେଡ଼ି ଛାଡିଲେ
    ଏପଟେ ଆଉ ଜଣେ ମୁଖ୍ୟମନ୍ତ୍ରୀଙ୍କ ସୁପୁତ୍ର । ଏତେ ଥର ମୁଖ୍ୟମନ୍ତ୍ରୀ ହେଇଛନ୍ତି, କିନ୍ତୁ ଆଜି ଗୁମାସ୍ତା ର କଣ୍ଢେଇ🙏🏻♥️

  • @subashchandradas1638
    @subashchandradas1638 Před 20 dny +7

    ଏହି ଭ୍ରଷ୍ଟ ଅଧିକାରୀ କୁ ସସ୍ପେଣ୍ଡ କରୁନାହାନ୍ତି କାହିଁକି ଏ ସରକାର।

  • @abhiramsahoo5642
    @abhiramsahoo5642 Před 20 dny +5

    ଏବେ ମୋହନ ସରକାର ସିରିୟସ୍ ହେବା ଦରକାର ! ନେଡିଗୁଡ କହୁଣୀକୁ ବୋହିଗଲାଣି,ଏବେ ଭାଷଣ କମାଅ ! ଏବେଠୁ ଦୁର୍ନୀତିର ଗେଣ୍ଡୁ ତାଡିବାକୁ ପୂରା ଦମ୍ ଲଗାଅ ! ନହେଲେ ଲୋକେ କ୍ଷମା ଦେବେନି !

  • @chandipadapanda4707
    @chandipadapanda4707 Před 20 dny +5

    ବହୁଦିନ ଧରି 5 ଟି କୁ ଆଧାର କରି ଯେଉଁସବୁ ଆଖିବୁଜା ଦୁର୍ନୀତି ହୋଇଛି ତାହା ର ଖୋଳତାଡ କରିବାରୁ ବିଜେପି ସରକାରଙ୍କୁ ବିରତ ରଖିବା ନିମନ୍ତେ ନବୀନ ନିବାସରେ ସ୍ଥାନିତ ସନ୍ଯାସୀ ଶକୁନି ର ପଶାକାଠି ଚଳାଇ ଚକ୍ରାନ୍ତ କରାଯାଉଛି ।

  • @chittaranjandeo1187
    @chittaranjandeo1187 Před 20 dny +4

    ଆମ ଓଡିଶାରେ ବହୁତ ସେବାୟତ ଅଛନ୍ତି,ଭୁଲ କରିଥିବା ସେବାୟତଙ୍କୁ ସସ୍ପେଣ୍ଡ କରି ନୁଆ ସେବାୟତଙ୍କୁ ସୁଯୋଗ ଦିଆଯାଉ

  • @BanitaNanda-on9ld
    @BanitaNanda-on9ld Před 19 dny +2

    ଅନୁମାନ କରି କିଛି କହିଲେ ଆଉ ବିଶ୍ବାସ କରୁନାହାଁନ୍ତି ଲୋକ ପ୍ରମାଣ ଦେଇ କୁହ

  • @OdisharBikash
    @OdisharBikash Před 20 dny +8

    ଏତେ ସବୁ ହେଉଛି ଦେଖି ଦେଖି କରି ବି ମୋହନ ସରକାର୍ ର ଚେତା ଫେରୁନି ଆଉ ସିଷ୍ଟାଚର ସିଖାଉଛି

    • @10subrat
      @10subrat Před 20 dny

      This is govt responsibility to identify the right person to place on right place. This kind of story is not accepted when thing went wrong

  • @mituprdhan2020
    @mituprdhan2020 Před 20 dny +5

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻

  • @BuluSingh-d9w
    @BuluSingh-d9w Před 8 dny

    Best and Right News Nirvaya Tq

  • @manojkumarsaint7803
    @manojkumarsaint7803 Před 20 dny +1

    Jay Shree Jagannath ❤❤❤

  • @trilochanpatnaik6321
    @trilochanpatnaik6321 Před 20 dny +6

    ପୀକୁ ପଟ୍ଟନାୟକ is quite right always.

  • @indramanisahu2459
    @indramanisahu2459 Před 19 dny

    Sir, Namaskar. You are the most praise worthy critic. God bless you sir. Please keep on your work on ward for ever.

  • @madanlohar8284
    @madanlohar8284 Před 20 dny +3

    ଆପଣଙ୍କ ଉପଦେଶ ବହୁତ ବହୁତ ସତ ସାର ଖାଲି ସରକାର ଗ୍ରହଣ କରିବା ଉଚିତ

  • @sudhanandaparida7325
    @sudhanandaparida7325 Před 20 dny

    ଅତି ସୁନ୍ଦର ଉପସ୍ଥାପନା l

  • @prabhasray675
    @prabhasray675 Před 20 dny +1

    Jay Jagannath

  • @pranatidildilbecharasahoo6719

    You are absolutely right sir.

  • @rajeshkumarsing4384
    @rajeshkumarsing4384 Před 20 dny +4

    ସାର୍ ଆପଣଙ୍କ କଥା ମୋହନ ସରକାରଂକ ପାଖକୁ ପହଞ୍ଚି ପାରୁନାହିଁ , ଦୟାକରି ସାର୍ କ'ଣ ଗୋଟେ କରନ୍ତୁ ଯେମିତି ସରକାରଙ୍କ ପାଖରେ ପହଁଚି ପାରିବ। ଆପଣଙ୍କ କଥା ହେଲେ ଯାଇକି ଚେତା ପସିଵ

    • @girdharsahu3663
      @girdharsahu3663 Před 19 dny

      ସେ ନିଜେ କହିଛନ୍ତି ,ଯେ ମୁଁ ନବୀନ ଦାସ ଙ୍କ ନିର୍ଭୟ ଦେଖେ

  • @anadicharansamal7033
    @anadicharansamal7033 Před 20 dny +4

    କିଏ କହିପାରିବ ବଡ଼ ଠାକୁରଙ୍କ ବିଭ୍ରାଟ ରେ ଛୁଆପୁଅର ହାତ ନଥିବ ବୋଲି।

  • @bijoykumarnayakcongratulat5733

    ଜଗନ୍ନାଥଙ୍କ ସହିତ ଖେଳ ଖେଳିବା ଓ ରାଜନିତି କରିବା ଲୋକଙ୍କ ବିଚାର ମହାପ୍ରଭୁ ନିଜେ କରି ଦେଖାଇ ଦେବେ। ଅର୍ପଣ ରଥ ଖେଳ କରିବାର କିଛି ଦିନ ପରେହିଂ ବିଜୁ ଜନତାଦଳ ତାର ଫଳ ପାଇଲା। ଏଥିରୁ ଶିକ୍ଷାଲାଭ କରିବା ଉଚିତ।

  • @bishnucharnrana3282
    @bishnucharnrana3282 Před 20 dny +5

    ବଡ଼ଠାକୁରଙ୍କ ପଡ଼ିବାରେ ଯେଉଁମାନେ ଚକ୍ରାନ୍ତ କରିଛନ୍ତି ସେମାନେ ଖୁବ୍ ଶୀଘ୍ର ବ୍ରହ୍ମଚାପୁଡ଼ା ଖାଇବେ ।ଚକା ଆଖି ସବୁ ଦେଖୁଛି।

  • @gayadhargiri6258
    @gayadhargiri6258 Před 20 dny +1

    Your analysis is the best

  • @RanjanBehera-ge1kf
    @RanjanBehera-ge1kf Před 20 dny

    ❤...Ghaita Ajogya Pane....Maipa Suila Chakuda Bane...❤...Musha Anapurusua Dekhi Bilei Karam Karuchhi Basi...❤❤❤❤❤...Thank You Sir.🎉🎉🎉🎉🎉🎉🎉🎉🎉🎉

  • @shreejagannathblessings

    ହେ ମହାପ୍ରଭୂ, ଶ୍ରୀ ଜଗନ୍ନାଥ

  • @pramodkumarbiswal4883
    @pramodkumarbiswal4883 Před 20 dny

    Nabin sir, ur talking most welcome and I hope it would be highly appreciated by all

  • @successfullife6722
    @successfullife6722 Před 20 dny +2

    ଜୟ ଶ୍ରୀରାମ l🙏

  • @gopalsamall8365
    @gopalsamall8365 Před 20 dny +30

    ଚକ୍ରାନ୍ତ କାରୀ ନବୀନ ନିବାସ ର ଆଶ୍ରା ରେ ନିରାପଦ l

    • @10subrat
      @10subrat Před 20 dny

      What about the leader of Odisha who are doing photo shoot and VIP treatment during Rathayatra, what is their responsibility

  • @akshayakumarnayak3480
    @akshayakumarnayak3480 Před 20 dny +3

    ବ୍ରହ୍ମସ୍ୱ ଦେବସ୍ୱ ଓ ରାଜସ୍ୱ ଲୁଟ ପାଟ କରି ଥିବା ବ୍ୟକ୍ତି ଙ୍କୁ ଜଗନ୍ନାଥ କେବେ କ୍ଷମା କରିବେନି

  • @BabitaMishra-yx2hr
    @BabitaMishra-yx2hr Před 20 dny +9

    ରାଜସ୍ବ ମନ୍ତ୍ରୀ ବିଜେଡି ଭାଷା କହି ଦାୟିତ୍ୱ ହୀନତାର ପରିଚୟ ଦେଇଛନ୍ତି । ବଡ଼ଠାକୁର କଷ୍ଟ ପାଇଛନ୍ତି , ହେଲେ ରାଜସ୍ବ ମନ୍ତ୍ରୀ ଙ୍କ ମନ କଷ୍ଟ ନାହଁ , ପ୍ରଭୁଙ୍କ ଲୀଳା କହି ଘଣ୍ଟ ଘୋଡୋଉ ଛନ୍ତି । ଦୋଷୀଙ୍କୁ ଚିହ୍ନଟ କରି ଦଣ୍ଡ ଦିଅନ୍ତୁ ।

  • @padmalayaprusty4526
    @padmalayaprusty4526 Před 20 dny +4

    ଦୁଇଟି ରାବଣ। ଗୋଟାଏ ଦଶମୁଣ୍ଡିଆ ଆଉ ଗୋଟେ ସହହ୍ରବାହୁ। ତଥାପି ସେମାନଙ୍କ ର ଯବନିକା ପଡିଲା

  • @pranatidildilbecharasahoo6719

    Thank you sir.

  • @mishrabishnu7848
    @mishrabishnu7848 Před 20 dny +1

    Mohan sir sidha Sadha Loka.odisha ra cm up cm yogi bhali heba nihati darkar

  • @KalpanaRout-ww3yt
    @KalpanaRout-ww3yt Před 20 dny

    You are so intelligent sir.Your prediction is 1000 percent always.

  • @kabitasahoo8385
    @kabitasahoo8385 Před 20 dny

    🙏👍❤ Loved " half done" in your opening analysis.

  • @SagarNaik-pk4qj
    @SagarNaik-pk4qj Před 20 dny

    Das Babu aapanka sahas ku mora pranam 🫡

  • @bulusethy9220
    @bulusethy9220 Před 20 dny +2

    ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @chakradharsahoo3684
    @chakradharsahoo3684 Před 20 dny +1

    Thanks for your statement.

  • @debasispadhi504
    @debasispadhi504 Před 20 dny +1

    Jay jagannath 🙏🙏🙏

  • @nrusinghacharananpalai8034

    ଜୟ ଜଗନ୍ନାଥ

  • @Spysince95
    @Spysince95 Před 20 dny +12

    ମୋହନ ସରକାର ଷ୍ଟ୍ରଙ୍ଗ ଆକ୍ସନ ନେଇ ପାରୁନାହାଁନ୍ତି। ମଦ ବନ୍ଦ କରିବୁ କରିବୁ କହିଲେ ଏବେ କହୁଛନ୍ତି ଆମ ଏଜେଣ୍ଡାରେ ନାହିଁ ।

    • @10subrat
      @10subrat Před 20 dny

      Kan kahiba ,kahaku kahiba, kahile kula kutumba ku laja, na kahile kula bhasi jauchi

  • @Jagannath-oc9ht
    @Jagannath-oc9ht Před 20 dny

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @ramachandrapanipani7424

    Jay Sri Jagannath! ଜୟ ଶ୍ରୀ ଜଗନ୍ନାଥ !

  • @sudeepkumardian1548
    @sudeepkumardian1548 Před 20 dny +1

    ପୃଥ୍ୱୀରାଜ ହରିଚନ୍ଦନ ନିଜ ଦାଇତ୍ୱରୁ ହଟି ଅତି ଦାଇତ୍ୱହିନ ମନ୍ତବ୍ୟ ଦେଇଛନ୍ତି

  • @tunagochhi6050
    @tunagochhi6050 Před 20 dny

    Right sir.

  • @BabitaMishra-yx2hr
    @BabitaMishra-yx2hr Před 20 dny +3

    ସାର୍ , ସବୁ ଧୀରେ ଧୀରେ ହେବ । ଏମିତି ହେଉ ହେଉ ବିଜେଡି ବଳ ଗୋଟେଇ ସାରିଥିବ ।

  • @apkstatus9807
    @apkstatus9807 Před 20 dny

    Sir thik kahuchanti❤🙏🏻🙏🏻

  • @gadadharrout8769
    @gadadharrout8769 Před 20 dny

    Good very good

  • @bikramkesharijena48
    @bikramkesharijena48 Před 20 dny +2

    ସୁଲୋଚନା ମାଉସୀ କଂ ଆଖି ରେ ବହୁତ ଲୁହ । ନିଜ କାର୍ୟ୍ଯ ଠିକ୍ ରେ କରିପାରୁନାହାନ୍ତି। ନୀରିହ ବାଳକ ର ଜୀବନ ଚାଲିଗଲା ସେତେବେଳେ କୋଉଠି ଥିଲେ ଆପଣ ?????

  • @laxmidhardas9546
    @laxmidhardas9546 Před 15 dny

    Very nice 👍👍👍

  • @snitaentertainment
    @snitaentertainment Před 20 dny

    great analysis👌👌🙏

  • @rabindrapanda5936
    @rabindrapanda5936 Před 18 dny

    Right

  • @dpmishra2850
    @dpmishra2850 Před 20 dny

    Bhandami

  • @sagarnaik5508
    @sagarnaik5508 Před 18 dny

    Good analysis sir.

  • @sadanandmohanty3537
    @sadanandmohanty3537 Před 20 dny

    Jay sriram
    Jay jagannath
    Jay Odia 🙏🙏🙏🙏🙏🙏🙏🙏

  • @ashokkumarpanda5127
    @ashokkumarpanda5127 Před 20 dny +2

    Jay Shree Jagannath 🙏🏼

  • @dollymohanty4449
    @dollymohanty4449 Před 20 dny +1

    ଆଜ୍ଞା ନମସ୍କାର । ପୁରୀ ମନ୍ଦିର ର ବିଭିନ୍ନ କାର୍ଯ୍ୟ ରେ ଶଙ୍କରାଚାର୍ଯ୍ୟ ଙ୍କ ମତାମତ କାହିଁକି ନିଆଯାଇ ନାହିଁ ? ଏହା ଦୁଃଖ ର ବିଷୟ।

  • @GadadharsamalGada
    @GadadharsamalGada Před 20 dny

    Right sir

  • @bhabanemallick1801
    @bhabanemallick1801 Před 20 dny

    Wright sir

  • @odiacomedyforu2896
    @odiacomedyforu2896 Před 16 dny

    ଦେଶ ବାଲା ନବୀନ ଦାସ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ !

  • @rabindramohansahu2459
    @rabindramohansahu2459 Před 20 dny

    Take action against sevayat

  • @tirtharajpanda7237
    @tirtharajpanda7237 Před 20 dny +1

    Jai Jagannath

  • @santoshbiswal6256
    @santoshbiswal6256 Před 20 dny +2

    Mohan babu turanta mathivatnan nku service ru bahiskar karantu.

  • @manjupravamishra8000
    @manjupravamishra8000 Před 20 dny +2

    ଜୟ ଶ୍ରୀ ଜଗନ୍ନାଥ 🌹🙏

  • @prakashdash9209
    @prakashdash9209 Před 17 dny

    Good Analysis

  • @chandramanikharsel1892

    Well creatise

  • @harihardhal1974
    @harihardhal1974 Před 20 dny

    Right sir Nirat satakatha kahuchhanti

  • @sailendranathnaik446
    @sailendranathnaik446 Před 19 dny

    Nabin sir gumar katha ku bahut bahut dhanyabad. Rafha yatra dina badadanda sasha karanji ki jadu karanji teba keba karajaithila . Seithi pai .

  • @raghumaninayak9593
    @raghumaninayak9593 Před 20 dny +3

    ବୀର ବିକ୍ରମ ଯାଦବକୁ ଗିରଫ କରାଯାଉ ଏବଂ ଅର୍ଥ ପିପାସୁ ସେବାୟତମାନଙ୍କୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ 🙏🙏🙏🕉️🚩

    • @10subrat
      @10subrat Před 20 dny

      This is govt responsibility to identify the right person to place on right place. This kind of story is not accepted when thing went wrong

  • @modicareristadilka6124
    @modicareristadilka6124 Před 19 dny +2

    ଆମେ ଅପେକ୍ଷାରେ ରହିଛୁ ଆପଣ କେବେ କହିବେ ଏ ସରକାର ଅପାରଗ ସରକାର ବୋଲି!

    • @ManaskuArukh
      @ManaskuArukh Před 19 dny

      ଏ ଜନ୍ମ ରେ ନୁହେଁ... 😴😴😴.... ବ୍ରମହାଣ୍ଡ ପ୍ରଳୟ ହେଲେବି BJD ଦାଈ 😴😴😴

  • @DillipKumar-zv5mw
    @DillipKumar-zv5mw Před 20 dny

    ଗୁରୁବାର ରେ ହଳଦିଆ ବସ୍ତ୍ର ପିନ୍ଧିଥିବାରୁ, ଆପଣଙ୍କୁ ଧନ୍ୟବାଦ, ସେଇଥି ପାଇଁ ଉପସ୍ଥାପନା ଚମତ୍କାର ହୋଇଛି

  • @sarojkumarmohanty6139
    @sarojkumarmohanty6139 Před 20 dny +1

    Prathame B,Bikram jadav nku dandita Kariba uchit ,

  • @PURNA7382
    @PURNA7382 Před 19 dny

    ସିଂହାସନର ଲାଳସା ପାଇଁ ମଣିଷ ଶେଷରେ ବଡ ଠାକୁର ବଳଭଦ୍ରଙ୍କ ସହିତ ରାଜନୀତି କରିଦେଲେ। ଧନ୍ଯ ଏ ମଣିଷ।

  • @ajitmohanty4777
    @ajitmohanty4777 Před 20 dny

    ଏବେକା ସ୍ଥିତି ରେ ସରକାର ବଦଳିଲା ପରେ ବି ଆଇଏଏସ ମାନେ ନବୀନ ପଟ୍ଟନାୟକ ଙ୍କ ସ୍ବାର୍ଥ ପାଇଁ କାମ କରିଲା ପରି ସନ୍ଧେହ ହଉଛି।

  • @Jagannath-oc9ht
    @Jagannath-oc9ht Před 20 dny +1

    ମୋହନ ସରକାର ଙ୍କ ମନ୍ଥର ପଦକ୍ଷେପ । କିନ୍ତୁ ଏହି ପ୍ରକ୍ରିୟା ଦ୍ବାରା ଦୋଷୀ ଖସୀଜିଫାକଗ ପାଇଁ ଏକ ସୁଯୋଗ । ବୁଝି ସୁଝି କରନ୍ତୁ ଟିକିଏ ଜଲ୍‌ଦି ।

  • @ashoksamal7683
    @ashoksamal7683 Před 19 dny +1

    ଏବେ ଓଡିଶା ଅସ୍ମିତା କଥା କୁହନ୍ତୁ, ମୁଖ୍ୟ ସଚିବ କିଏ, ଟିକେ କୁହନ୍ତୁ

  • @bapimishra-sv4oz
    @bapimishra-sv4oz Před 20 dny +1

    Jai shree jagannath 🙏

  • @dravaranibal590
    @dravaranibal590 Před 20 dny +2

    ଠିକ୍ ଠିକ୍ sir

  • @kabitasahoo8385
    @kabitasahoo8385 Před 20 dny

    Incompetent and unholy people are massive. They and their families will face dwansh. No one wishes bad for anyone. But Prabhu is exposing everything. Prabhu 🙏 this is your world. Please take care of culprits because YOU know who they are. 🙏🙏🙏🙏

  • @arunsarangi4288
    @arunsarangi4288 Před 20 dny

    No action against Hemant. Instead he is being rewarded. Really sad.

  • @mantoshmohanty3712
    @mantoshmohanty3712 Před 19 dny

    Sundar Katha. Puri matter is a conspiracy.

  • @kalandimurmu3303
    @kalandimurmu3303 Před 20 dny

    ରଥ ଯାତ୍ରା ଓ ଜଗନ୍ନାଥକ କୁ ନେଇ ସବୁବେଳେ ରାଜନୀତି ଚାଲିଛି,,, ବନ୍ଦ କର ବନ୍ଦ କର।