What Secrets Of The Ratnabhandar Was Naveen Sarkar Trying To Conceal ? | Nirbhay Gumara Katha

Sdílet
Vložit
  • čas přidán 9. 07. 2024
  • What Secrets Of The Ratnabhandar Was Naveen Sarkar Trying To Conceal ? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 586

  • @mituprdhan2020
    @mituprdhan2020 Před 20 dny +18

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @khirodhota1440
    @khirodhota1440 Před 20 dny +27

    କଥାରେ ଅଛି ବହୁ ମଣିଷରେ ମୂଷା ମରେନି

    • @ghasiramsing4216
      @ghasiramsing4216 Před 9 dny

      Nabin patanayk maha tautar chura naabin pandian nka bugucha buha.mohan sir nabin patanayk ku sangare nei .chalanti mahon sarakar badanam. haijibaa

  • @basantajena5418
    @basantajena5418 Před 20 dny +52

    Sir, ରଥଯାତ୍ରା ପୂର୍ବରୁ ସରକାର କହିଲେ କୌଣସି ସେବାୟତ ଠାକୁର ମାନଙ୍କ ବାହୁରେ ଭରା ଦେଇ ଛିଡା ହେଲେ କାର୍ଯ୍ୟାନୁଷ୍ଠାନ କିନ୍ତୁ ଶ୍ରୀଗୁଣ୍ଡିଚା ଦିନ ହିଁ ଏହାର ଉଲ୍ଲଙ୍ଗନ ହେଲା ଓ ସରକାର ଚୁପ |

  • @badrinarayanbiswal
    @badrinarayanbiswal Před 20 dny +66

    ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ।

  • @user-qh6ws7eh5e
    @user-qh6ws7eh5e Před 20 dny +43

    ବଳଦେବଙ୍କୁ ବହୁତ କଷ୍ଟ ହୋଇଥିବ, ପ୍ରଭୁ ବଡ଼ଠାକୁର ସମସ୍ତଙ୍କୁ କ୍ଷମା କରନ୍ତୁ 😢😢😢 ସରକାର ଏହି ମନୁଷ୍ୟକୃତ ଏବଂ ତୃଟିପୂର୍ଣ୍ଣ ସେବା ପାଇଁ ଦଣ୍ଡ ବିଧାନ କରନ୍ତୁ 🎉🎉🎉🎉

  • @brajakishorepadhi4022
    @brajakishorepadhi4022 Před 19 dny +6

    ହେ ଦୟା କ୍ଷମାର ସାଗର ପ୍ରଭୋ ବଳଭଦ୍ର ଭାଇ। 🙏

  • @chandankumarpatra58
    @chandankumarpatra58 Před 20 dny +12

    ବହୁତ ଦୁଃଖ ଲାଗୁଛି

  • @pramodpanda4674
    @pramodpanda4674 Před 20 dny +26

    ଦୋଷ ନୁହେଁ, ଏହା ସେବାୟତ ମାନଙ୍କ ମଧ୍ୟରେ ରହିଥିବା ମନାନ୍ତରକୁ ବାହାରକୁ ନେଇ ଆସିଛି।କ୍ୟାମେରାରେ ତାହା ସ୍ପଷ୍ଟ ଦେଖା ଦେଇଛି। ସେମାନଙ୍କ ବାରମ୍ବାର ଭୁଲ ପାଇଁ କ୍ଷମା ତୃତୀୟ ପକ୍ଷ ମାଗିଲେ, ଆତ୍ମ ନୀରିକ୍ଷଣ କେବେ ହେବ? ସେଥି ନିମନ୍ତେ ଦଣ୍ଡ ଆବଶ୍ୟକ ରହିଛି।

    • @10subrat
      @10subrat Před 19 dny

      Govt official nku dekhaheu nahi

  • @ashokkumarpanda5127
    @ashokkumarpanda5127 Před 20 dny +9

    Jay Shree Jagannath 🙏🏼🙏🏼

  • @pramodpanda7067
    @pramodpanda7067 Před 20 dny +51

    ସେବାୟତ ମାନଙ୍କର ଖାମଖିଆଲି ନୀତି ଯୋଗୁଁ ପ୍ରଭୂ ପଡିଗଲେ l

    • @10subrat
      @10subrat Před 19 dny

      Sebayat control kariba government ra responsibility

  • @amitakar948
    @amitakar948 Před 20 dny +7

    ଜୟ ଜଗନ୍ନାଥ 🙏🏿

  • @alokranjanpanda7046
    @alokranjanpanda7046 Před 20 dny +5

    Sir Khubsundar Upastapana kari chanti. Apanaku mangala karantu sabubele ame emiti upastapana pauthau.

  • @RajeshKumar-rh5uc
    @RajeshKumar-rh5uc Před 19 dny +3

    ବହୁତ୍ ବଢିଆ କଥା କହିଲେ sir
    ନିଚୟ କିଛି ଅସୁବିଧା ଅଛି ବାକି ରହିଲା
    ରତ୍ନ ଭଣ୍ଡାର ଖୋଲା ହେବା ସମୟ ।

  • @FAKIRJENA-du2zs
    @FAKIRJENA-du2zs Před 19 dny +3

    ଆପଣ ଏକ ବର୍ଷ ଅପେକ୍ଷା କଲେ BJP ର ଭୁଲ ଚୁଲ୍ ଧରିବେ। ଏବେ ମୋଟେ ଛାନିଆ ହୁଅନ୍ତୁ ନାହିଁ।

  • @sidhakatha_2021
    @sidhakatha_2021 Před 19 dny +5

    ଆପଣଙ୍କର ଆଶଙ୍କାହିଁ ସତ ହେବ । ରତ୍ନଭଣ୍ଡାର ଖୋଲିବ ହେଲେ ରତ୍ନ ନଥିବ
    ଶୂନ୍ୟ ଶୂନ୍ୟ ମହାଶୂନ୍ୟ !!!

  • @swarnalatasenapati8610
    @swarnalatasenapati8610 Před 19 dny +4

    ଆପଣକଂ ପ୍ରୋଗ୍ରାମ ବହୁତ ବହୁତ ସୁନ୍ଦର। ଧନ୍ୟବାଦ

  • @pratapchandrasamal2396
    @pratapchandrasamal2396 Před 20 dny +5

    ସେମାନଙ୍କ ଠାରୁ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ସବୁଠାରୁ ଅଧିକ ରାଜନୀତି ଆପଣ ହିଁ କରୁଛନ୍ତି। ଆପଣ କଣ ଦଣ୍ଡ ପାଇଛନ୍ତି ମୁଁ ଜାଣେନି। କିନ୍ତୁ ଯଦି ପ୍ରକୃତରେ ଆପଣ ରାଜନୀତି କରୁଥିବେ ତେବେ ନିଶ୍ଚିତ ରୂପେ ତାର ମୂଲ୍ୟ ଦେବେ। ନା ବିଜେପି ନା ବିଜେଡ଼ି କେହି ପିଠିରେ ପଡ଼ିବନି। କ୍ଷମା କାହିଁକି, ଦଣ୍ଡ ନିଶ୍ଚିତ ରୂପେ ମିଳିବା ଉଚିତ୍।

    • @puspanjalimohanty2623
      @puspanjalimohanty2623 Před 17 dny

      Are bhai yeh jane bastard repoter. Han yeh pravu nku nei jou rajaniti karuchi tara phala bi se paichi;tathapi se chetini. 1-2year heba tara pua ra controversial death heichi. Hele se kemti mala accidental death ki murder jana padilani. Aau jadi tara murder heichi taku kie marila ,ki tara nisa sebana re death heichi ki kan kichhi jana padilani. Tathapi yeh pravu Jagannath nku nei sabubele rajaniti karuchi. Bhagwan yaku sadbudhi diantu.

  • @ashiskumarbehera6185
    @ashiskumarbehera6185 Před 20 dny +8

    ଜୟ ଶ୍ରୀରାମ କୁହନ୍ତୁ

    • @jupiter4910
      @jupiter4910 Před 19 dny +1

      Jay Jagganatha kahile kn asubidha.

  • @user-tm1kk4sd3q
    @user-tm1kk4sd3q Před 20 dny +26

    ଅର୍ପଣ ରଥ ନାମରେ ବିଜେଡ଼ି, ମହାପ୍ରଭୁ ଜଗନ୍ନାଥଙ୍କୁ ରାସ୍ତାରେ ବୁଲାଇବା ଯୋଗୁଁ ଦଳ ହାରିଲା । ସେତେବେଳେ ମଧ୍ୟ ମୁଁ ଏକଥା କହିଥିଲି । ଠାକୁର କେବେ କ୍ଷମା ଦେବେନି ।

  • @durgaprasadsamantaray7084

    ବଡ ଘର ବଡ ଗୁମର କଥା,ଲୋ ମିତ କାନ ଡେରି ଥା। ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ।

  • @BabitaMishra-yx2hr
    @BabitaMishra-yx2hr Před 20 dny +18

    କାହିଁକି ଖ୍ୟମା , ଦଣ୍ଡ ଦରକାର ।

  • @janakiballavdash73
    @janakiballavdash73 Před 20 dny +26

    ଏହା ଦୂର୍ଘଟଣା କହି ଏଡେଇ ଦେଲେ ଚଳିବନି। ହଜାର ହଜାର ବର୍ଷର ଇତିହାସରେ ଏହା ପ୍ରଥମ ଘଟଣା। ଏହା ପ୍ରଶାସନିକ ଅବହେଳା ଵୋଲି ଏଡେଇ‌ ହେଵନି। ଆବହମାନ କାଳରୁ ଆମେ ଦେଖି ଆସୁଛୁ ଯେ ରଥଯାତ୍ରାରେ ପ୍ରତ୍ୟେକ ରଥରେ ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ପ୍ରାସାସନିକ ଅଧିକାରୀ ଭାବେ ଜିଲ୍ଲାର ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ (ମନ୍ଦିର )ଓ ଆରକ୍ଷୀ ଅଧିକ୍ଷକ ରଥରେ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହୁଥିଲେ। ଏହି ଘଟଣା ସମୟରେ କିଏ ସେଠାରେ ଉପସ୍ଥିତି ଥିଲେ କୁହନ୍ତୁ ? ସାରା ବିଶ୍ୱର କୋଟିକୋଟି ହିନ୍ଦୁଙ୍କ ଭାବାବେଗ ସହିତ ଜଡିତ ଏତେବଡ଼ ଯାତ୍ରାରେ ଏପରି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁ଼ଃଖ ପ୍ରକାଶ କରିଦେଲେ ସମସ୍ୟାର ସମାଧାନ ହୋଇଗଲା କି? ପୁରୀର ପ୍ରଶାସନ ଭିତରେ ଷଡ଼ଯନ୍ତ୍ରର ଗନ୍ଧ ଆସୁଥିଲା ପରି ମନେ ହେଉଛି।

    • @10subrat
      @10subrat Před 19 dny

      Completely government failure

    • @rashmibijaykumarmishra5543
      @rashmibijaykumarmishra5543 Před 19 dny

      @@janakiballavdash73 yes true

    • @suvashreeray5494
      @suvashreeray5494 Před 19 dny +1

      ରଥରେ ଜନେ ଜନେ OAS ଅଫିସର 24 hours ଡ୍ୟୁଟି କାହିଁକି ପଡ଼ୁନାହିଁ l ଗୋଟେ ରଥରେ ଜନେ ଆଜିପରି 24 ଘଣ୍ଟା ଡ୍ୟୁଟି ଦର୍କାର ଭବିଷ୍ୟତ ପାଇଁ

    • @sridhardas8509
      @sridhardas8509 Před 17 dny

      ବିଜେପି ସରକାର ସମୟରେ ବଡ ଠାକୁର ତଳେ ପଡ଼ିଗଲେ ସେକଥା ତମେ କାଢୁଆ ସାମ୍ବାଦିକ ଆଉ ଆଲୋଚନା କାହିଁକି କରରୁନ ?

  • @debendradhal5935
    @debendradhal5935 Před 11 dny

    ଧନ୍ୟବାଦ

  • @SidharthPrasadDas
    @SidharthPrasadDas Před 19 dny +3

    ଆରେ ବାବୁ ସାଡେ ଠାକୁର ପଡି ଗଲେଣି ସେ ସମ୍ବାଦ କିଛି କୁହ, ଆଜି ବିଜେଡି ସରକାର ଥିଲେ ଓ କି ରଡ଼ା ହୋଇଥାନ୍ତା,ଏବେ ଚୁପ, କାହାର ଦୋଷ ସରକାର ର ନା ସେବାୟତ ଙ୍କର ନା ପ୍ରଶାସନ ର ନା ଠାକୁର ଙ୍କ ଲୀଳା ସେ ବିଷୟ ଭିଡିଓ କର ଟିକେ, ସ୍ୱାଭିମାନୀ ଓଡ଼ିଆ ପା

  • @basantapattnaik7812
    @basantapattnaik7812 Před 20 dny +4

    ସାର ପ୍ରଣାମ 🙏🌹

  • @bhupaticharanojha.6870
    @bhupaticharanojha.6870 Před 19 dny +3

    ବର୍ତ୍ତମାନର ସରକାର ନିର୍ବାଚନ ପୂର୍ବରୁ ରଘୁବର ଦାଶ କମିଶନ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଦାବି କରୁଥିଲାବେଳେ ଏବେ ଚୁପ କାହିଁକି. ଏ ରିପୋର୍ଟରେ 2000 ମସିହାରୁ 2009 ମସିହା ପର୍ଯ୍ୟନ୍ତ ତତ୍କାଳୀନ ଆଇନ ମନ୍ତ୍ରିଙ୍କ ବିରୁଦ୍ଧରେ କିଛି ନକାରାତ୍ମକ ମନ୍ତବ୍ୟ ନାହିଁତ ?

  • @sureshkar1986
    @sureshkar1986 Před 19 dny

    ସୁନ୍ଦର ଉପସ୍ଥାପନା କିଛି ଭିତର ର କିଛି ବାହାର ର

  • @sarojmahanta6926
    @sarojmahanta6926 Před 20 dny +4

    Jay Jagannath 🙏

  • @bijayrout5057
    @bijayrout5057 Před 20 dny +3

    Very good analysis and sharing some history. Simply because 1. Odias are an easily pleased people 2. Most odias do not know history and few learn from foreigners (British or simillar), repeating same mistakes of their ancestors , 3. More importantly odisha (odias) hardly have any friends. ( Tamil, Telugu, malayali are friends, help each other as south Indians,

  • @rajeshbiswal819
    @rajeshbiswal819 Před 20 dny +3

    Jay Jagannath Ji. Ee sabu topic kothu pauchati , Beautiful

  • @basantapattnaik7812
    @basantapattnaik7812 Před 20 dny +3

    ସାର ମୁ ବି ଦ୍ଵନ୍ଦ ରେ ଅଛି କିଛି ନହେଇ ଥାଉ ରତ୍ନ ଭଣ୍ଡାର ଭିତରେ ଜଦି କିଛି ହେଇ ଥାଏ ତାହା ପାଇଁ କେବଳ ଜଣେ ଲୋକ ଦାଈ ହେବ

  • @geetaranisamal6638
    @geetaranisamal6638 Před 20 dny +3

    ହଁ ଆଜ୍ଞା, ପୁରା ନାଟୁଆ ନବୀନ

  • @manojpanda2956
    @manojpanda2956 Před 20 dny +1

    ଆଜ୍ଞା ଧନ୍ୟବାଦ, ଆପଣଙ୍କ ଆଲୋଚନା ଭଲ ଲାଗିଲା, କିନ୍ତୁ ଜଗନ୍ନାଥଙ୍କୁ ମୋର ଶତକୋଟି ନିବେଦନ ଆପଣଙ୍କୁ ମିଛୁଆ ପ୍ରମାଣିତ ନକରି ସତ୍ୟର ଉନ୍ମୋଚିତ କରାନ୍ତୁ ଜୟ ଜଗନ୍ନାଥ 🙏

  • @anupamamishra9496
    @anupamamishra9496 Před 20 dny +4

    Thik kahile umesh babu

  • @sukumarrana9091
    @sukumarrana9091 Před 19 dny +1

    ନିଛକ ସତକଥା କହିଲେ । ଧନ୍ୟବାଦ୍ ।

  • @ashokrath548
    @ashokrath548 Před 15 dny

    I agree with your assessment
    Ashok Rath

  • @saratmishra7100
    @saratmishra7100 Před 17 dny +1

    Jay Jagannath.

  • @jyotirmayjena1869
    @jyotirmayjena1869 Před 19 dny +14

    ରତ୍ନଭଣ୍ଡାର ଲୁଟ ଉପରୁ ନଜର ହଟାଇ ଲୋକଙ୍କ ଆସ୍ଥା ଭାଜନ ହେବା ପାଇଁ ପାଣ୍ଡିଆନ୍ ପରିକ୍ରମା ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛି ।

  • @jayakrushnabhanja8993
    @jayakrushnabhanja8993 Před 18 dny

    Very right

  • @kshyamanidhinayak3095
    @kshyamanidhinayak3095 Před 19 dny

    ଜୟ ଶ୍ରୀ ଜଗନ୍ନାଥ

  • @niharikasahoo2632
    @niharikasahoo2632 Před 20 dny +3

    Jai.Jagannath😊

  • @swarajkumarbej3768
    @swarajkumarbej3768 Před 19 dny +1

    ସାର୍ ! ଓଡିଶାର ବିଭିନ୍ନ ସମସ୍ୟା ମଧ୍ଯ ରହିଛି।ଏହି ଯେପରି ଗତକାଲି ଜେ ଟି ଏସ୍ ଆଶାୟୀମାନେ ଆନ୍ଦୋଳନ କରୁଥିଲେ।ସେ ବିଷୟରେ ଥରେ ଗୋଟିଏ ଏପିସୋଡ ବନାନ୍ତୁ ନା।

  • @AshokPanda-qt4qn
    @AshokPanda-qt4qn Před 20 dny +3

    Sir Jai Jaganath 🙏

  • @chittaranjansamal8853
    @chittaranjansamal8853 Před 20 dny +1

    Nice program sir ❤

  • @user-dl5mo1gi7s
    @user-dl5mo1gi7s Před 19 dny

    God bles you.take care

  • @gayadhargiri6258
    @gayadhargiri6258 Před 18 dny

    Thank you for your analysis of BJD corption

  • @alokpahi455
    @alokpahi455 Před 19 dny

    Right ❤

  • @manojkumarsaint7803
    @manojkumarsaint7803 Před 20 dny +2

    Jay Shree Jagannath ❤❤❤

  • @geetaranisamal6638
    @geetaranisamal6638 Před 20 dny +1

    ନିଶ୍ଚିତ କିଛି କାରଣ ଅଛି। ନହେଲେ ନବୀନ ସରକାର କାହିଁକି ଖୋଲି ନଥାନ୍ତେ??

  • @durgaduttakanungo1528
    @durgaduttakanungo1528 Před 19 dny +1

    Nabin Babu , congrats ,your analysis on this topic is hundred percent perfect....and purely justified Thanks a lot for your dedication to bring out the truth behind this topic...BUT.....?

  • @laxmidharapanda6086
    @laxmidharapanda6086 Před 19 dny +1

    ସାର, ଜଗନ୍ନାଥଙ୍କ ପ୍ରତି ବିଶେଷ ଅନୁରକ୍ତି ଓ ଭକ୍ତି ଭାବରୁ ଆପଣଙ୍କ ଆକଳନ ମିଥ୍ୟାହେଉ ବୋଲି ପ୍ରଭୁଙ୍କୁ ଗୁହାରୀ କରୁଛନ୍ତି ! କିନ୍ତୁ ମୋର ଆକଳନ ଅନୁସାରେ ଆପଣଙ୍କ ଆକଳନ 100%ସତ୍ୟ ସାବିତ ହେବାକୁ ଯାଉଛି !

  • @smohanty3507
    @smohanty3507 Před 20 dny +2

    Aau modiji jou badadanda re rajaneeti kale.😂😂😂

  • @pratappradhan9565
    @pratappradhan9565 Před 19 dny

    Sir good

  • @krushnamohanprusty2728
    @krushnamohanprusty2728 Před 19 dny +16

    ନବୀନ ବାବୁଙ୍କ ଧବଳ ପୋଷାକ ଭିତରଟା ବହୁତ କଳା ଏକଥା ବୁଝିବାକୁ ଓଡ଼ିଶାର ଭୋଟର ମାନଙ୍କ ଚିନ୍ତାଧାରା ବାହାରେ ?🎉

    • @mr.A2320
      @mr.A2320 Před 19 dny

      Tu magiha bhari bhala loka ta . To maa bia re Naveen das banda pasithila seipain to bhalia magiha ra aaji ethi bhukuchii

  • @deepanjalimohanty9756
    @deepanjalimohanty9756 Před 19 dny

    ଜୟ ଜଗନ୍ନାଥ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା 🙏🏻🙏🏻🙏🏻

  • @gajendranathjena356
    @gajendranathjena356 Před 19 dny +1

    ନବିନସରକାର କେବଳ ଦଳ ଓ ନିଜ ସ୍ୱାର୍ଥଛଡା ଅନ୍ୟକିଛି ଚିନ୍ତା କରିନାହିଁ ନବିନ ବିଜେଡି ସରକାର ଦୋଷିକୁ ନିଜର କରିବା ଏବଂ ବିନା ଦୋଷିକୁ ଧମକ ଦେବା ଜନତାଙ୍କ ଭାବାବେଗକୁ ସମ୍ମାନ ଦିଏନି କେବେ ପ୍ରତେକ କଥାକୁ ଦେଖନ୍ତୁ ରତ୍ନଭଣ୍ଡାରକଥା ହେଉ ସରପଞ୍ଚମାନଙ୍କ ଧାରଣା ହେଉ କି ମାଷ୍ଟର ମାନଙ୍କ ଆଶାକର୍ମି ଅଙ୍ଗନୱାଡି ହେଉକି ଚାଷି କୃଷି ସମସ୍ତ ବିଷୟରେ କେବେ ଶୁଣେନାହିଁ ନବିନ ସରକାର ଜାଣିଶୁଣି ବେଖାତିରି କରିଆସିଛି ମତପର୍ବି ସରକାର ବିଜେଡି ସରକାର😂😅😮🎉

  • @nabakishoresahoo5712
    @nabakishoresahoo5712 Před 18 dny

    ନିଚ୍ଛକ ସତ୍ୟ ଆକଳନ ଓ ଅନୁଶୀଳନ l ଧନ୍ୟବାଦ

  • @user-px1zf3mh8x
    @user-px1zf3mh8x Před 19 dny

    Right. Katha. Editor. Sir❤

  • @susamadash3483
    @susamadash3483 Před 20 dny +32

    ଲୁହା କଅଁଳ ହେଲେ ବିଲେଇ କାମୁଡ଼େ,ମୋହନ ସରକାରଙ୍କର ଅଧିକ ବିନମ୍ର ବଦାନ୍ୟତା ଏବଂ ପୁରୁଣା ପୋଷାକଧାରୀଙ୍କର ଷଡ଼ଯନ୍ତ୍ର।❤

    • @10subrat
      @10subrat Před 19 dny

      Government have all authority to spoil the conspiracy, this government intelligence failure

    • @rashmibijaykumarmishra5543
      @rashmibijaykumarmishra5543 Před 19 dny

      @@susamadash3483 Jee haan

  • @indulatabiswal3385
    @indulatabiswal3385 Před 17 dny

    Nice ❤ nice ❤

  • @maheswarparihari5189
    @maheswarparihari5189 Před 20 dny +18

    ବଡ଼ଠାକୁରଙ୍କ ଅଘଟଣ ଘଟାଇଥିବା ସେବାୟତ ମାନେ ତାମିଲ ଦ୍ଵାରା ପରଚାଳିତ ନୁହଁନ୍ତି ତ ? ଏହାର ନିହାତି C B I Level investigation ଦରକାର SIR

  • @basantibalapanigrahi5289

    Nice presentation
    Bole bole dhaba

  • @debarajsarangi8819
    @debarajsarangi8819 Před 19 dny

    Right

  • @pramodbehera607
    @pramodbehera607 Před 20 dny +4

    ସାର 300 ୟୁନିଟ ବିଜୁଳି ସରକାର କେବେ ଦେବେ? ଏ ବିଷୟରେ ଟିକେ ଆଲୋଚନା କହିଲେ ଭଲହୁଅନ୍ତା,

    • @nbvlogs6405
      @nbvlogs6405 Před 20 dny +2

      Pm suryaghar yojana re apply kara

    • @bimalasala
      @bimalasala Před 20 dny

      କାଳିଆ ଯୋଜନା ରେ ୫ ହଜାର କହି ୨ ହଜାର ଦେଲେ ନବୀନ ବାବୁ
      ସେ ବିଷୟ ରେ କୁହା ହବ

    • @ashispadhi3477
      @ashispadhi3477 Před 20 dny

      300 unit naa pala daba

    • @Manoranjansahoo34680
      @Manoranjansahoo34680 Před 20 dny +2

      ବଡଭାଇ, ତମକୁ କଣ କହି ସନ୍ତୁଷ୍ଟ କରିବି ଜାଣିପାରୁନି, ହେଲେ ଏପରି ଏକ ସ୍ପର୍ଶକାତର ବିଷୟରେ ଆଲୋଚନା ହେଉଥିବା ବେଳେ ତମମୁଣ୍ଡରେ 300 ୟୁନିଟ ବିଜୁଳି ଫ୍ରି କଥା ଆସୁଛି କିପରି? ତାର ଅର୍ଥ ତମେ ଗତକାଲିର ବିଷୟରେ କିଛି ଶୁଣିବାକୁ ଚାହୁଁନ, ଠିକ ଅଛି ଏ 300 ୟୁନିଟ ଫ୍ରି ବିଜୁଳି ଦେବାପାଇଁ ତମକୁ କିଏ କହିଥିଲା? ଯଦିବି କହିଥିଲା ତାହା କିପରି 300 ୟୁନିଟ ଫ୍ରି ହେବ ତାକୁ ତମେ ସମ୍ପୂର୍ଣ୍ଣ ଶୁଣିନାହଁ, କୌଣସି କଥାକୁ ପୁରା ନଶୁଣି ତାର ନିର୍ଯ୍ୟାସ ବାହାରକରିବା ଅତ୍ୟନ୍ତ ଅପ୍ରାସଙ୍ଗିକ ହୋଇଥାଏ, ମୋତେଲାଗୁଛି 300 ୟୁନିଟ ମାଗଣା ବିଜୁଳି ବୋଧହୁଏ ତମଉପରେ ଅଧିକ ପ୍ରଭାବ ପକାଇଛି, ଧନ୍ୟବାଦ

  • @suryanarayansahu5375
    @suryanarayansahu5375 Před 19 dny

    ଏହା ପ୍ରକୃତରେ ରାଜନୀତିର ନାଟକ । ଦେଶ ର ଉନ୍ନତିର ପରି ପେନ୍ଥ। ।

  • @MadhabBhola-oo9ud
    @MadhabBhola-oo9ud Před 19 dny

    Jai jagannath

  • @hrusikeshpradhan3840
    @hrusikeshpradhan3840 Před 12 dny

    ମହାଶୟ,
    ଏକଦମ ସତ୍ଯ କଥା ।🌳🏝️🌲

  • @MuktikantaNayak-iw5rv
    @MuktikantaNayak-iw5rv Před 20 dny +3

    1978 re khola hoithila Ratna bhandar 36 nuhen 46 barsa purbaru...

  • @manasmandal4983
    @manasmandal4983 Před 20 dny +1

    🎉🎉🎉❤

  • @bhabanemallick1801
    @bhabanemallick1801 Před 20 dny +1

    Bilkul. Wright

  • @bhubaneswarsamantaray7936

    Sata katha kahi Nabin Babu.ebama.dakyatPandu ra asali.muhaa.khololi deichhanti.😊

  • @girdharsahu3663
    @girdharsahu3663 Před 19 dny

    ସେବାୟତ ମାନଙ୍କ ଅହଙ୍କାର,ସେବା ଭାବ ର ଅଭାବ, ମୋବାଇଲ ଭକ୍ତି ର ଅଦମ୍ୟ ଲାଳସା,ମହାପ୍ରଭୁଙ୍କୁ ଗୌଣ ଓ ନିଜକୁ ଅଧିକା ଦେଖାଇବା ଦ୍ବାରା ଏହା ଘଟିତ ହେଲା,ବୟୋଜ୍ୟେଷ୍ଠ ସେବାୟତ କାହିଁକି ନ ଥିଲେ

  • @prafullajena8787
    @prafullajena8787 Před 19 dny +1

    Thank you Mr Nabin Dash for your daringness in bringing facts to pubic

  • @prasantbiswal6873
    @prasantbiswal6873 Před 13 dny

    ଚାରି ଦ୍ଵାର ଖୋଲିବା ଦ୍ୱାରା ଭିତରେ କୋଣସି, ଦର୍ଶନ ର ସୁ ବ୍ୟବସ୍ତା ନାହିଁ. ଜୟ ଜଗନ୍ନାଥ 🙏🏻🙏🏻

  • @kalandicharandiwedi4641

    BahutSundarkatha

  • @ashokkumarrath5435
    @ashokkumarrath5435 Před 19 dny +1

    Absolutely right. But what about Ayodhya Lord Sri Ram nd BJP

  • @FudanHandah
    @FudanHandah Před 17 dny

    Bahutbodhiya,Gumurakathaku,Upasthanakarithibaru,dhanyabadsahitakati,katinamoskar❤🎉

  • @user-um7gb1ol1z
    @user-um7gb1ol1z Před 19 dny

    Statement of Sjt Nabin Das,Nirbhaya Gumar Katha is justified .Please continue your voice raising that is keeping impact upon people moving towards positive change in society.
    Ganeswar Rout.

  • @sitarampurohit2993
    @sitarampurohit2993 Před 19 dny

    Tremendous,Comment

  • @chakradharsahoo3684
    @chakradharsahoo3684 Před 19 dny

    Ratna bhandar issue is one important issue. Media should be very visilant on detective angle, Odisha people want s it.since government is playing for a long time.

  • @adwaitakumar2320
    @adwaitakumar2320 Před 6 dny

    Right katha

  • @chittaranjanswain1469
    @chittaranjanswain1469 Před 19 dny

    Nice presentation & excellent speculation by Sri Naveen Das 🎉

  • @kalyankumarswain6153
    @kalyankumarswain6153 Před 20 dny +2

    Naveen nka vul pain jagannath danda dele....semane ebe opposition re basileni ..apn jane vl sambadika or bislesaka... sarkar nku paramarsha diyantu rajya ra vikas pain

  • @babitapattanayak1753
    @babitapattanayak1753 Před 14 dny

    କଥା ରେ ସଚୋଟତା ଓ ନିର୍ଭିକତା ନାହିଁ, ଏକ ତରଫା ବା ଗୋଟିଏ ଦଳ ର ପ୍ରଂଶସା ହିଁ ଶୁଣିବାକୁ ମିଳୁଛି

  • @jayalaxmi5517
    @jayalaxmi5517 Před 19 dny

    ଅପେକ୍ଷା ରହିଲା ରତ୍ନ ଭଣ୍ଡାର ର ଖୋଲିବା ସମୟକୁ,ଆଶା କରିବାକୁ ପଡିବ ଯେ ସବୁ କିଛି ରତ୍ନ ଠିକ୍ ଗଣତିର ଥାଉ ବାକି ସବୁ ଭଗବାନଙ୍କ ଉପରେ ବିଶ୍ବାସ ଓ ଭରସା, ଜୟ ଜଗନ୍ନାଥ 🙏

  • @bapimishra-sv4oz
    @bapimishra-sv4oz Před 13 dny

    Jai.shree jagannath 🙏

  • @user-qh6ws7eh5e
    @user-qh6ws7eh5e Před 20 dny +2

    କାହିଁକି ବର୍ଷ ବର୍ଷ ଧରି ଖୋଲା ଯାଉନାହିଁ?ରତ୍ନ ଭଣ୍ଡାର ରକ୍ଷକ ଭକ୍ଷକ ସାଜିଛନ୍ତି କି?😮😮😮

    • @mr.A2320
      @mr.A2320 Před 19 dny

      Tora ratna bhandar saha kn kama tame magiha thakura nku kachadidela ratna bhandar loot pain bi plan karicha

  • @jayhind6187
    @jayhind6187 Před 15 dny

    ଆପଣଙ୍କ ଆକଳନ ମିଥ୍ୟା ହେଇ ନ ପାରେ ସାର
    ସମସ୍ତଙ୍କର ସନ୍ଦେହ ବି ସେଇଆ ।
    ଚାବି କୁଆଡେ ଗଲା ତା ର CBI ତଦନ୍ତ କରାଯାଉ
    ରତ୍ନ ଭଣ୍ଡାର ଗଣତି ମଣତି କରାଯାଇ ୧୯୭୮ ମସିହାରେ କରାଯାଇ ଥିବା ତାଲିକା ସହ ମେଳ କରାଯାଉ ।
    ଜୟ ଜଗନ୍ନାଥ ସ୍ବାମୀ 🙏

  • @niranjanmohapatra7219
    @niranjanmohapatra7219 Před 19 dny

    ଯାହା ମନେ ହୁଏ ପୂର୍ବ ସରକାରଙ୍କ ଦ୍ଵାରା ପରିଚାଳିତ କିଛି ସେବାୟତ ଥିବାରୁ ସେମାନଙ୍କ ମଧ୍ୟରେ ଟାଳଟୁଳ ନୀତି ଯୋଗୁଁ ଏପରି ଅଘଟଣ ଘଟିଥାଇପାରେ ...

  • @user-bi5rk1nj3q
    @user-bi5rk1nj3q Před 17 dny

    Jay Shri, Jaganath

  • @piyushrajkumar15
    @piyushrajkumar15 Před 19 dny

    ନବକଳେବର ଯେବେଠାରୁ ହେଲାଣି ସେହି ଦିନରୁ ଜଗନ୍ନାଥ ଶ୍ରୀ ମନ୍ଦିର ଛାଡି ଚାଲି ଯାଇଛନ୍ତି. ଏବଂ ସେବାୟତ ସେହି ଦିନରୁ ଏତେ ଉଦ୍ଧତ ହେଇଛନ୍ତି ଯେ ଭକ୍ତ ଶ୍ରୀ ମନ୍ଦିର ଯିବା ପାଇଁ ଦଶ ଥର ଭାବିବାକୁ ପଡୁଛି.

  • @jchoudhury274
    @jchoudhury274 Před 19 dny

    ଜୟ ଜଗନ୍ନାଥ ବହୁତ୍ ଦୁଃଖଡ ଘଟଣା ସେବାୟତ ଙ୍କ ଖାମ ଖିଆଲ୍ ମନ ବୃତ୍ତି ପାଇଁ ସେବାୟତ ମାନେ ବାରମ୍ ବlର୍ ଭୁଲ୍ କରୁଛନ୍ତି ଜୟ ଜଗନ୍ନାଥ

  • @satyajitsahu9488
    @satyajitsahu9488 Před 19 dny +1

    Jay Bjd ❤❤❤❤🎉🎉🎉🎉

  • @pranatidildilbecharasahoo6719

    You are absolutely right sir.Thank you.

  • @brajakisoremohanty3723

  • @ajaynayak778
    @ajaynayak778 Před 20 dny +1

    Only sebayat responsible

  • @laxmidharnayak4191
    @laxmidharnayak4191 Před 19 dny

    Apananka asanka sampurna Satya. Ases2 dhanyabad namaskar ji 🙏. Agami dinanku apekshaya Kariba.

  • @sushantkumarbhol758
    @sushantkumarbhol758 Před 19 dny

    ଠିକ୍ ଏହି ପରିସ୍ଥିତି ଯଦି ପୂର୍ବ ବର୍ଷ ହୋଇଥାନ୍ତା ଆପଣଙ୍କ ସ୍ୱର ଆଉକିଛି କହିଥାନ୍ତା । ସାମ୍ବାଦିକ ସତ୍ୟ ବାବୁ ମନୋରଞ୍ଜନ ବାବୁ ଦଳୀୟ ନେତାଙ୍କ ପାଇଁ ସାମ୍ବାଦିକତା କରି ପରିଣାମ ତୁମର ନହେଉ ।

  • @jskdeuli8413
    @jskdeuli8413 Před 15 dny

    ଆପଣ ନିଜେ ନିଜକୁ ବହୁତ ଜ୍ଞାନି ଭାବୁଛ । ଆପଣମାନଙ୍କ ପରି କିଛି ମିଡ଼ିଆ ବାଲାଙ୍କ ପାଇଁ........... ।

  • @ShantanuMishra-lw8zp
    @ShantanuMishra-lw8zp Před 20 dny +7

    ହେ ପ୍ରଭୁ କାଳିଆ ହେ ପ୍ରଭୁ ବଳିଆ ତୁମକୁ ମୋ କୋଟି କୋଟି ପ୍ରଣାମ ଏ ସେବାୟତ ମାନଙ୍କୁ କ୍ଷମା ନ କରି ବଡ଼ ରୋଗରେ ପୀଡିତ କରି ବଡ଼ ଦାଣ୍ଡରେ ବସାଇ ଦିଅ.