'5 Major proposals get Odisha cabinet approval' | Nandighosha TV

Sdílet
Vložit
  • čas přidán 9. 07. 2024
  • #cmmohancharanmajhi #odishacabinet #approval #nandighoshatv
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 372

  • @avayjena9238
    @avayjena9238 Před 17 dny +114

    ସର୍ବ ନିମ୍ନ ମଜୁରୀ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଘୋଷଣା କରି ସାରିଥିଲେ,

  • @soumyaranjanbehera1520
    @soumyaranjanbehera1520 Před 17 dny +22

    ମାଙ୍କଡ ହାତରେ ସାଳ ଗ୍ରାମ

  • @tiku-dani
    @tiku-dani Před 17 dny +32

    300 unit free bill

    • @dcnayak1062
      @dcnayak1062 Před 16 dny

      Mirage only
      Not get 300 unit free electricity

  • @kunujanikunujani8347
    @kunujanikunujani8347 Před 17 dny +45

    ଯେଉଁମାନେ ମଜୁରୀ କରୁଛନ୍ତି ସେ ମାନେ ହି ଗରିବ,ଆପଣ କହୁଛନ୍ତି,450,ସରକାରୀ କାମ ଦେଇପାରିବେ କିନ୍ତୁ,80%କାମ ପ୍ରାଇଭେଟ୍ ଚାଲୁଛି,ମାଲିକମାନେ 200,250ରେ 100 ଟଙ୍କାରେ ହି ଦେଉଛନ୍ତି ସେମାନେ କେମିତି ଘର ଚଲିବେ

    • @uttamdalei320
      @uttamdalei320 Před 17 dny

      Bhai sabu heigale dhani kama kariba kiye....

    • @Shanvika106
      @Shanvika106 Před 16 dny

      Labour ajika date re 500-600 ru kehi Kam naunahanti

  • @sagarsangam2465
    @sagarsangam2465 Před 17 dny +33

    Ba ba re odia bhasana 😂😂😂

  • @kunapradhan2932
    @kunapradhan2932 Před 17 dny +27

    Tm nabin nku kn kahuthila nijeta dekhiki odiare kahipauna

  • @simanchalsabara9082
    @simanchalsabara9082 Před 17 dny +49

    ଓଡିଆ ଅସ୍ମିତା 200 କୋଟି କର କି କେତେ ମୂଖ୍ୟ ଶାସନ ସଚିବ ତ ଅଣ ଓଡ଼ିଆ

  • @sudhansubhusandash8764
    @sudhansubhusandash8764 Před 17 dny +18

    Please restore old pension

  • @abinashdas2878
    @abinashdas2878 Před 17 dny +11

    ସରକାରରେ କଣ ସୂଚନା ଏବଂ ଜନସମ୍ପର୍କ ମନ୍ତ୍ରୀ ନାହାନ୍ତି? ମୁଖ୍ୟମନ୍ତ୍ରୀଙ୍କୁ ଆସିକି କାଗଜ ପଢିବାକୁ ପଡୁଛି

  • @avayjena9238
    @avayjena9238 Před 17 dny +39

    କଣ ଲେଖା ଦେଖିକି ବି ପଢ଼ି ପାରୁନାହାନ୍ତି

  • @SURESHKUMAR-qu5gz
    @SURESHKUMAR-qu5gz Před 17 dny +61

    ଓଡ଼ିଶା ରେ ରେମୋଟ କଣ୍ଟ୍ରୋଲ ସରକାର ଚାଲିଛି

    • @Nifty50Trader
      @Nifty50Trader Před 16 dny +1

      Pandian tamil pare ebe remote control😂😂

    • @ritanjalikumar8756
      @ritanjalikumar8756 Před 16 dny +1

      Kete Dina chali chhi ki apan apekhya kari paru ନାହାନ୍ତି.କାରଣ ସେ st na sei thi pain

  • @avayjena9238
    @avayjena9238 Před 17 dny +63

    ଗୋଟେ ତୃତୀୟ ଶ୍ରେଣୀର ଛାତ୍ର ଆପନଙ୍କଠୁ ଭଲ ପଢ଼ି ପାରିବ

  • @jagabandumohanta5398
    @jagabandumohanta5398 Před 17 dny +13

    Vecancy sigra fillup karantu

  • @anandcreations2209
    @anandcreations2209 Před 17 dny +12

    ଆମ ଗାଁରେ ବା ବେସରକାରୀ ମଜୁରିଆ ୫୦୦ ନେଉଛନ୍ତି ଆଉ କୌଶଳୀ ଶ୍ରମିକ ୭୦୦ନେଲେଣି

  • @debabratabehera6423
    @debabratabehera6423 Před 17 dny +6

    ଆରେ ଭାଇ କୁଆଡେ ଗଲେ ତମ 300 unit ବିଜୁଳି କୁଆଡେ ଗଲା ତମ ସୁଭଦ୍ରା ଯୋଜନା କୁଆଡେ ଗଲା ତମ ଧାନ 3100 ଟଙ୍କା ଦେଖୁ ଦେକୁ ଦୁଇଟା କ୍ୟାବିନେଟ୍ ଗଲା 😛😛😛😛😛😛😛😛😛😛😛😛

  • @Bijayalaxmi.-_
    @Bijayalaxmi.-_ Před 17 dny +13

    ସ୍ୱାସ୍ଥ୍ୟ ସେବା ରେ କଣ ନିଷ୍ପତି ନେଲେ। ଦୀର୍ଘ ୧୫ମାସ ହେଲା ପିଲା ମାନଙ୍କୁ ମେଣ୍ଟାଲି ହାରଶ୍ କରୁଛନ୍ତି।mphw f recruitment 2023 April 29 re notice ବାହାରିଥିଲା aji kete date ହେଲାଣି। ୟା ଉପରେ ଆପଣଙ୍କ ର କଣ କିଛି ଦାୟିତ୍ଵ ନାହିଁ। କାହିଁକି ପିଲା ମାନଙ୍କୁ ଏତେ ହଇରାଣ କରୁଛନ୍ତି।

    • @skcraft2857
      @skcraft2857 Před 17 dny +1

      Seita au kahaku dekha galani ......Mukesh mahaling ra kn jauchi sir e bisayare chinta karibe je ....... Ame bhi osssc ofc agare strike karithile ajira meeting re am pain bhi kichi solution huanta .......

    • @skcraft2857
      @skcraft2857 Před 17 dny

      July 16 osssc ofc agare strike Kariba chala result asila jaen .......

  • @pradeepmallick2956
    @pradeepmallick2956 Před 17 dny +29

    ଭୂମି ହୀନ ଚାଷୀଙ୍କୁ କଣ ମିଳିବ

  • @kunapradhan2932
    @kunapradhan2932 Před 17 dny +15

    Tm odia kahucha na dekhiki gapa kahucha

  • @SURESHKUMAR-qu5gz
    @SURESHKUMAR-qu5gz Před 17 dny +53

    ନରେନ୍ଦ୍ର ମୋଦିଙ୍କ ଲେଖା ମୋହନ ମାଝି ପଢିବାକୁ ଟିକେ ଅଡ଼ୁଆ ହେଉଛି

  • @haraprasadjena590
    @haraprasadjena590 Před 17 dny +23

    Odia padhi asuni kn tame Odisha chalaib

  • @patrababunilambar
    @patrababunilambar Před 17 dny +5

    ଯେଉଁ ବିଭାଗର ମନ୍ତ୍ରୀ ସେହି ମହାଶୟ MLA କହିଥିଲେ ସୁନ୍ଦର ହୋଇଥାନ୍ତା ବୋଲି ମୁଁ ଭାବୁଛି

  • @ManojPalei-k8b
    @ManojPalei-k8b Před 16 dny +2

    Jay Jagannath Mr Mahon Sir Ame Ahi Paribarton Chahu Thilu Sir Jay Shree Ram Jay Jagannath 🎉🎉🎉

  • @swarajkumarbej3768
    @swarajkumarbej3768 Před 17 dny +18

    ଜେ ଟି ଏସ୍ ଆଶାୟୀଙ୍କ କଥା କ'ଣ ହେଲା?

  • @user-kk6iq5zj7z
    @user-kk6iq5zj7z Před 17 dny +41

    ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରର ଲୋକପ୍ରିୟ ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସଦାସର୍ବଦା ସମାଲୋଚନା କରୁଥିବା ଭାରତୀୟ ଜନତା ପାର୍ଟି ର ନେତାମାନେ ବର୍ତ୍ତମାନ ଚୁପ୍ ରହିଛନ୍ତି , ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଗଜ ଦେଖି ପଢ଼ିବା ପରେ ମଧ୍ୟ ଭୁଲ୍ ଭାବରେ ପଢୁଛନ୍ତି

    • @archananayak5258
      @archananayak5258 Před 17 dny

      Ama janata hin bachichanti murkha manri nku

    • @indiagamerz7246
      @indiagamerz7246 Před 16 dny +2

      ପୂର୍ବ ତନ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ କେମିତି ଭାଷଣ ଦେଉଥିଲେ ଶୁଣି ଥିବା। ବାସିପାଡ 😅😅😅

    • @chinmaycreationcms3201
      @chinmaycreationcms3201 Před 16 dny

      ​@@indiagamerz7246 odia pua ta padhi parunahanti kn kahuchha bhai

    • @parsuramsahoo7509
      @parsuramsahoo7509 Před 16 dny

      ଠିଆ ହେଇକ ଇ ପଡ଼ ଶୁଣିବା😂😂😂😂😂​@@indiagamerz7246

  • @khireswarkheti7169
    @khireswarkheti7169 Před 17 dny +6

    300 unit electric bill kebe chhad heba

  • @hussyjena6746
    @hussyjena6746 Před 16 dny +1

    ବହୁତ ବଢିଆ,

  • @sandeshdas1690
    @sandeshdas1690 Před 17 dny +6

    ସାନ୍ତାଳୀ ଭାଷା ହେଲେ ଠିକ ହେବ ବୋଧେ

  • @sandeshdas1690
    @sandeshdas1690 Před 17 dny +4

    ଲେଖା ଦେଲେ ଵି ଭୁଲ ହେଉଛି

  • @user-kk6iq5zj7z
    @user-kk6iq5zj7z Před 17 dny +16

    ଆପଣଙ୍କ ସରକାର ଶିକ୍ଷା ବିଭାଗ ପ୍ରତି ଅସହିଷ୍ଣୁ ମନୋଭାବ ପୋଷଣ କରୁଥିବା ନଜିର ରହିଛି , ଯାହାକି ଓଟିଇଟି ପରୀକ୍ଷା ଫି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ୫୦୦ଟଙ୍କା ଦେବାକୁ ଥିବା ବେଳେ ବର୍ତ୍ତମାନ ଏହା ୯୦୦ଟଙ୍କା କୁ ବୃଦ୍ଧି ପାଇଛି

  • @santoshkumarswain6547
    @santoshkumarswain6547 Před 17 dny +4

    Dari Dari padhuchi

  • @sadasivswain6451
    @sadasivswain6451 Před 17 dny +6

    300 unit electric kan hela

  • @Subhendhu_ff
    @Subhendhu_ff Před 17 dny +10

    Apannkan odia kahiparu nahati

  • @niharparida9053
    @niharparida9053 Před 17 dny +6

    Mohana sir nku padhibare tk asubidha heuchi ki?

  • @user-if7zz5ot2w
    @user-if7zz5ot2w Před 17 dny +3

    Ehi kama re odisha no1 state Kariba ki

  • @tapankumarmoharana517
    @tapankumarmoharana517 Před 17 dny +4

    Pl. Implementation of Old Pension Scheme for the welfare of poor people in old age.

  • @tulusirdaspattanayak5671
    @tulusirdaspattanayak5671 Před 17 dny +3

    ଆମେ କୋଶଳୀ ରେ ଗଲୁ
    ଆମେ ଅଣ କୁଶଳୀ ରେ ଗଲୁ
    ହାଇରେ ମୋହନ କୁ ଏକି କଲୁ
    ଦିନରେ ଡାକନ୍ତି ଶିକ୍ଷକ ବୋଲି
    ରାତିରେ ଆମେ ସ୍କିମାଟିକ ଅଟୁ
    ହାଇରେ ମୋହନ ଏକି କଲୁ
    ନା ଆମକୁ ରେଗୁଲାର କଲୁ
    ନା ଭତ୍ତା କିଛି ଦେଲୁ
    ସେହି ନବୀନ ସରକାର ପରି
    ଝୁଲେଇ ଦେଲୁ।
    ହାଇରେ ମହୋନା କଣ କଲୁ
    😅😅😅😅😅

  • @jogeshsir890
    @jogeshsir890 Před 17 dny +20

    300 ୟୁନିଟbill free dia

  • @jbjmotivetion123
    @jbjmotivetion123 Před 17 dny +2

    (1)ଯଉ କାମକଥା କହୁଛ, ସେ ସରକାର କାମ ଲୋକ କରିପାରିବେନି, ତାକୁ ମେସିନ ଦ୍ୱରା କରି, ମଜୁରୀରେ ହିସାବ କରାଯାଏ, ଲୋକ ପାଇବେନାହିଁ
    (2) ତା ଠାରୁ ଲୋକ ଅଧିକ ରୋଜଗାର କରୁଛନ୍ତି,ବିଭିର୍ଣ୍ଣ ଦର ବୃଦ୍ଧି ଦ୍ୱରା ସାଧାରଣ ଲୋକଙ୍କ ପାଖରେ ପଇସା ରଉନାହିଁ, ଦର ବୃଦ୍ଧି ଦ୍ୱାରା କେତେ ନେଲେଣି, ତାହା ହିସାବ କର
    (3)ସାଧାରଣ ଲୋକେ 450କାହିଁଙ୍କି 600 ଟ କେହି କେହିବି ରୋଜଗାର କରୁଛନ୍ତି,ରାସନ ସଉଦା 2ଟି ଆଣିଲା ପରେ ପାଖରେ ପଇସା ସରିଯାଉଛି,
    (4)କେମିତି ଜଣେ ଗରିବ ଲୋକ ଚଳିବ ସେ କାମ କର, ଏପଟେ ତଣ୍ଟି ଚିପି, ପରେ ମଲମ ମାରିବା ବାଟ କରନି,
    (5)କହିବା ମାତ୍ର ନୁହଁ, କରିକି ଦେଖାଅ

  • @SriHariRadhaKrishna
    @SriHariRadhaKrishna Před 17 dny +13

    କି ବାହାଦୁରି ଦେଖ ହୋ.. ସେ 20000 JT ନବୀନ ବାବୁ ବାହାର କରିଥିଲେ, ତୁମେ କଣ ନୂଆ ବାହାର କରିବ କୁହ କୁହାଳିଆ ବିଜେପି ନେତା ଖାଲି ବଡ଼ବଡ଼ କଥା..
    ଯୋଉ ବିଜେପି ସରକାର 10 ବର୍ଷ ହେଲା central govt ରେ କିଛି ନିଯୁକ୍ତି ଦେଇନି ପିଲା ବେକାରୀ ହେଇ ବୁଲୁଛନ୍ତି ସିଏ ଓଡିଶା ରେ ସରକାର କଲେ କଣ ଦେବ!!
    ଆମର ନବୀନ ବାବୁ ପାଣ୍ଡିଆନ sir ଠିକ ଥିଲେ,, ଓଡିଶା ବାସୀ ଏବେ ନାମ ନିଅ
    ହେଃ ପ୍ରଭୁ ଏ ବିଜେପି ସରକାରକୁ ଭାଙ୍ଗି ଦିଅ ଆମର ନବୀନ ବାବୁ ପୁଣିଥରେ ଦରକାର

  • @SasankashekharDas-cz5vf
    @SasankashekharDas-cz5vf Před 17 dny +4

    Kagaj dekhi 25pratisata padhiparunahanti.....
    Dhanya bjp...Dhanya tume mukhyamantri...

  • @narendrakumardas3214
    @narendrakumardas3214 Před 17 dny +4

    Adhinimna odia asmitara udaharana. Thanks sir apabhransa odia kahuthibaru.

  • @gyangaming3300
    @gyangaming3300 Před 17 dny +8

    ସଚଳ ସରକାର କୁ ଅଚଳ ସରକାର ଆସି,ସଚଳ କାମ କୁ ଅଚଳ କରିବାରେ ଅଚଳ ସରକାର ର ପ୍ରୟାସ.....ଧନ୍ୟବାଦ ହୋ ତୁମ ଅଚଳ ସରକାର......#ଚଳ ମଳ ସଚଳ ମଚଳ😜😜😀😁

  • @ratikantasahoo4729
    @ratikantasahoo4729 Před 16 dny +1

    Aage Aage vala Khani Bisayare Pati Kariki kahuthila Ebe Pati Fitoni CM sir

  • @amarpati-zu3zm
    @amarpati-zu3zm Před 17 dny +1

    Ae kn paper dekhi ki padhu chanti kichhi Jani nahantiki😮😮

  • @suvashreepattanaik9322
    @suvashreepattanaik9322 Před 17 dny +12

    Dekhi dekhi bi padhi parunahanti ama mukhya mantri ....chi chi lajya

  • @chikoodas9524
    @chikoodas9524 Před 17 dny +2

    Looks like all those have done by others .. he is just reading the paper ..

  • @GadiBehera-sr5mv
    @GadiBehera-sr5mv Před 17 dny +2

    Julai 4 kebe heba

  • @rajeshkumarsahu4436
    @rajeshkumarsahu4436 Před 17 dny +2

    Paper dekhiki bi cm sir padhiparunahnti

  • @rabinarayanmohapatra4733
    @rabinarayanmohapatra4733 Před 17 dny +2

    Dhanyare......!

  • @RajeevMinz-BR
    @RajeevMinz-BR Před 16 dny +1

    ଯାହା ହେଉ
    ଓଡ଼ିଆ ଲୋକ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେଲେ
    ଯେ କି ଓଡ଼ିଆ ଭାଷା କହି ପାରୁଛି ❤❤❤❤❤❤❤❤❤

  • @santoshkumarmishra2620
    @santoshkumarmishra2620 Před 17 dny +2

    ମୋଦୀଙ୍କ ଦରବାର ରେ ଓଡିଆ ଲୋକ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି. କିନ୍ତୁ ଆମ ଓଡିଶା ରେ ଅଣ ଓଡିଆ ପୁନଶ୍ଚ ଉଚ୍ଚପଦବୀ ରେ ଅଧିଷ୍ଠିଚ ହେଲେ. ଏ କଣ ଓଡିଆ ଅସ୍ମିତା ର ପ୍ରମାଣ କି ?

  • @sonalinayak5630
    @sonalinayak5630 Před 17 dny +8

    Sir outsourcing lt nku regular karantu

  • @sagarjena6943
    @sagarjena6943 Před 17 dny +4

    What about new NAC

  • @jitendradas8805
    @jitendradas8805 Před 17 dny +1

    Old wine in new bottle

  • @anilsenapati7317
    @anilsenapati7317 Před 17 dny +7

    352 କିଏ ପାଉଥିଲା ବା

  • @ratikantasahoo4729
    @ratikantasahoo4729 Před 16 dny +1

    Odisha CM B Perar Dekhiki Kahuchanti Super

  • @gopalmahakud1264
    @gopalmahakud1264 Před 16 dny +1

    Sir request
    Private schools teacher salary bhi bhal bhabare increse heba katha

  • @kunapradhan2932
    @kunapradhan2932 Před 17 dny +9

    Tmku kie sie mukhymantri kala kijani

  • @gurucharanmohapatra4508
    @gurucharanmohapatra4508 Před 17 dny +2

    Belajya mukhya Mantri

  • @tunasahu876
    @tunasahu876 Před 9 dny +1

    TuNa. ❤. ...❤Sahu

  • @stitirout5038
    @stitirout5038 Před 17 dny +2

    Junior teacher nka na regular hela na sallary badhila sr???eta ki nyayaa??

  • @mohitkumarmallick347
    @mohitkumarmallick347 Před 16 dny +1

    Where is your 300 unit electricity bill?
    You carry out your agenda you proclaimed during election.

  • @majhi923
    @majhi923 Před 16 dny +1

    Manyabar Majhi sir ei majuri brudhi ta vote purba ru declaration hoithila. ପୂର୍ବ ସରକାର ଘୋଷଣା କରିସାରିଥିଲେ .

  • @realtruthoflife5524
    @realtruthoflife5524 Před 17 dny +7

    mora gote request sir next speech re bhala kari practice kari ashibe.....

  • @user-kk6iq5zj7z
    @user-kk6iq5zj7z Před 17 dny +22

    କୋଡ଼ିଏ ହଜାର କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ଆପଣଙ୍କ ସରକାର ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି , ଏହା ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ବିଜ୍ଞପ୍ତି ପ୍ରକାଶ ହୋଇଥିଲା ଏବଂ ପରୀକ୍ଷା ମଧ୍ୟ ହୋଇଥିଲା ଏଥିରେ ଆପଣଙ୍କର କିଛି ବାହାଦୁରି ନାହିଁ

    • @jeebanpradhan1938
      @jeebanpradhan1938 Před 17 dny +2

      Kete yr pare baharila JT au kete bhala bhabare karichhanti samastanku Jana agyan.So tk bhujhi ki kuhantu

    • @ratikantasahoo4729
      @ratikantasahoo4729 Před 16 dny

      Bala Achi Remote CM Kariba Kana

  • @MNMP2024
    @MNMP2024 Před 17 dny +1

    ଏତେ ସପନକୁ ରାତି କାହିଁ ?!!

  • @kingdibyamusical
    @kingdibyamusical Před 17 dny +1

    450 tanka alredy heichi

  • @chakradharpurty3280
    @chakradharpurty3280 Před 17 dny +1

    Shramikanka prati badhithiba majuri grahaniya kintu majuri khatuthiba shramikanku 80%contractor mane shramikanku upayukta time re tanku dau nahanti or totally deu nahanti falare jane shramikati nija family pratiposana karibare nhi no thibara samukhina hua tenu apari asamajik thaka contractor ku turant upayukta punishment deba pain gote majbhut kanun godha jau

  • @HiiShandh
    @HiiShandh Před 17 dny +1

    Vishkarm jojan logu keba heba sir

  • @tuleswarimeher3062
    @tuleswarimeher3062 Před 17 dny +1

    Sir DV correction pain jau 7 dina time deithile sethire certificate dela Parara result asiba na nai

  • @zahiruddin1502
    @zahiruddin1502 Před 16 dny +1

    300unt Electeer bill fee when

  • @user-zf2rb7ox2o
    @user-zf2rb7ox2o Před 16 dny +1

    Majuri Badiba Pare Contractor Janiparuni Kahila Pare Dauni

  • @munakiskumuna1321
    @munakiskumuna1321 Před 16 dny +1

    Aesabu hei sarichi

  • @santoshkumarswain6547
    @santoshkumarswain6547 Před 17 dny +2

    Kan a padhuchi

  • @user-uu6fc5kw5r
    @user-uu6fc5kw5r Před 17 dny +2

    Baha baha re bjp jhumla bala tama vali cm paee ame odisa loka dhaniya

  • @pintubohidar9585
    @pintubohidar9585 Před 17 dny +1

    Electrc bill july ru debate padiba ki

  • @titurout4229
    @titurout4229 Před 16 dny +1

    300 unit electric 💡 kan😢😢😢😢hela😮😮😮

  • @gopalbarik9088
    @gopalbarik9088 Před 16 dny +1

    300 unit free karantu bhuligale ki ?.

  • @premanandabag1266
    @premanandabag1266 Před 17 dny

    Thank you sir 🙏🙏

  • @shivarampradhan8049
    @shivarampradhan8049 Před 17 dny +1

    Next time remort contole rahibani 😅😅

  • @ratikantasahoo4729
    @ratikantasahoo4729 Před 16 dny +1

    CM Chenge Karajo jaldi Pepar Padhiki kahile Habani Odisha Loka Heiki Emiti Vasana Darkar nahi

  • @Bargarh11
    @Bargarh11 Před 17 dny +1

    ଆଛା ମୋହନ ଆଗିଆଁ ଓଡିଶା ପୋଲିସ ର ସିପାହୀ ହାବିଲଦାର ମାନଙ୍କ SD allowance ଖାଦ୍ୟ ଭତ୍ତା ଟା କାଇଁ କେତେ ଦିନରୁ ସେଇ 1400 ଅଛି,ତାକୁ 3000 କୁ ବୃଦ୍ଧି କଲେ ଓଡ଼ିଶାର ସମସ୍ତ ସିପାହୀ ହାବିଲଦାର ମାନେ ଉପକୃତ ହୁଅନ୍ତେ ?

  • @Sipunvlogs497
    @Sipunvlogs497 Před 17 dny +1

    Hindi Nayak movie mukhymantri darkar

  • @Hemrajsahu
    @Hemrajsahu Před 17 dny +1

    Higher education lagi kana kara jaichhi

  • @nayanakandi4776
    @nayanakandi4776 Před 16 dny +1

    ପୂର୍ବ ସରକାର ର ଘୋଷଣା ତମେ କଣ କଲ ତୁମେ ରଙ୍ଗ ମାରୁଛ ରଙ୍ଗ ମରା ସରକାର ତାଛଡା ତୁମେତ ଓଡ଼ିଆ ଲୋକ ଦେଖିକି କଣ କହୁଛ

  • @status4u267
    @status4u267 Před 17 dny +2

    ସୁଭଦ୍ରା ଯୋଜନ କାଇ

  • @SanuKumar-fm7bl
    @SanuKumar-fm7bl Před 17 dny +1

    Bhai tame script dekhiki b kahiparuna🤦🏻‍♂️

  • @SanuKumar-fm7bl
    @SanuKumar-fm7bl Před 17 dny +2

    Ye hauchi rubber stamp wala🤣🤣🤣

  • @padmanavamaharana4350
    @padmanavamaharana4350 Před 17 dny +1

    13 march re BJD badhei sarichhi tame kete badheile.seita kuhantu

  • @user-wr4oz9co1r
    @user-wr4oz9co1r Před 7 dny

    Sir ଅନେକ କର୍ମଚାରୀ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (WALMI )ରେ ଅନେକ ଦିନ କାମ କରି ଶେଷରେ ସେମାନଙ୍କ ଜୀବନ ବର୍ବାଦ ହେଲା କିନ୍ତୁ ସେଥିପ୍ରତି ସରକାର ଙ୍କ ଦୃଷ୍ଟି ନାହିଁ କିନ୍ତୁ ଚାଷୀ ଉର୍ନତି କରିବେ ବୋଲି କେମିତି କହୁଛନ୍ତି

  • @ambarishdey4218
    @ambarishdey4218 Před 16 dny +1

    ଯାହା ଯାହା କହିକି ଜିତିଚ ତାହା ଆଗେ ପୂରଣ କର

  • @user-ku7dj3sq1f
    @user-ku7dj3sq1f Před 17 dny +2

    Aaga tame odiaa asmita ku bujha

  • @subhakantdas1488
    @subhakantdas1488 Před 17 dny +1

    This is the 1st and last BJP govt in odisha because of in election time what you manifest when implement,
    1-msp 3100
    2-old age bhata 3000
    When.....

  • @jojo2026
    @jojo2026 Před 17 dny +1

    Labour wage rate Nabin Korisarithile e kan prahasana chalichhi

  • @SatyabanSutar
    @SatyabanSutar Před 17 dny +1

    Agaru jaha thila seia rahila badhila Kan .

  • @himanshuparida7011
    @himanshuparida7011 Před 17 dny +2

    ଓଡ଼ିଶାରେ ତ SKIL Devlopment ମାନେ ବାହାରକୁ ଯାଇ dadan ଖଟିବା ଓଡ଼ିଶାରେ କାମ ହିଁ ନାହିଁ..

  • @santoshkumarswain6547
    @santoshkumarswain6547 Před 17 dny +2

    3 ghanta lagila padhiba paine

  • @prabinkumarrout3577
    @prabinkumarrout3577 Před 17 dny +3

    Old age pension rs3000 kebe miliba?

  • @rasmibiswal8268
    @rasmibiswal8268 Před 17 dny +3

    Odia thik re kahi paruni

  • @rasmitachowdhury9777
    @rasmitachowdhury9777 Před 16 dny +1

    Lakanku kahateile office re 30 barsa32barsa khateiki old pension lagu karibar prastab ta ta kyabinet pass karunahant kete marigaleni jagi jagi sarakarnkara nida bhanguni