ସାମ୍ନାକୁ ଆସିଲା ସାଙ୍ଘାତିକ ଖବର,ରଥରୁ ବଳଭଦ୍ରଙ୍କୁ ପକେଇବା ପାଇଂ ପାଣ୍ଡିଆନ କରିଥିଲେ ଷଡଯନ୍ତ୍ର...| Lev Live Odia

Sdílet
Vložit
  • čas přidán 11. 07. 2024
  • LEV LIVE ODIA | ODISHA NEWS | POLITICS NEWS
    ପାଣ୍ଡିଆନଙ୍କ ଖୋଲିଲା ଅସଲ ମୁଖା...#Naveen #Vkpandian #Levliveodianews #Odisha #Levliveodia #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    Hiii…This Is a Levlive Odia CZcams Channel…Levlive Odia a Complete ENTERTAINMENT House.
    -------------------------------------
    ଦର୍ଶକ ବନ୍ଧୁ ଆପଣଙ୍କୁ ନମସ୍କାର, Levlive Odia Channel କୁ ସ୍ବାଗତ, ଆପଣ ଭକ୍ତି ଭାବପୂର୍ଣ୍ଣ ଭଜନ, ଏବଂ ଆପଣଙ୍କ ମନୋରଞ୍ଜନ ପାଇଁ ଓଡ଼ିଆ ରୋମାଣ୍ଟିକ Album Song, Golden song, News ଦେଖୀ ପାରିବେ I
    ►►►►► ► Copyright Disclaimer ◄◄◄◄◄◄
    The Copyright of The Above Mentioned Content is Owned By ©LEVLIVE Odia. Any Type of Illegal, Unauthorized, & Re Use of The Audio or Visual of The Content is Strictly Prohibited and May Subject to Copyright Claims & Legal Action Against those Violating The Copyright of This Content.
    --------------------------------------
    Thanks For Watching...
    Don't forget to Like, Comment, Share & Subscribe…
    --------------------------------------
    #LevLiveOdia

Komentáře • 136

  • @purnachandramohanty1915
    @purnachandramohanty1915 Před 21 dnem +8

    ପାନଡିଆନ ପାନଡିଆନ ହୋଇ ପାଗଳ ହୁଅ

  • @prasantapattanaik862
    @prasantapattanaik862 Před 21 dnem +31

    ବାଜେ କଥା କହ ନାହିଁ।କେହି ଵିଶ୍ଵାସ କରିବେ ନାହିଁ। ବିଶ୍ବାସ କଲା ଭଳି କଥା କହ।ତମେ ବୋଧେ ଏ ଚକ୍ରାନ୍ତ କରିଥିଲ।

  • @ranajitkumarmohanty9740
    @ranajitkumarmohanty9740 Před 21 dnem +16

    ବିଜେପି ଵାଲା ଏବେବି ପାଣ୍ଡିଆନଙ୍କୁ ତାଙ୍କ ତ୍ରାଣକର୍ତ୍ତା ବୋଲି ଭାବୁଛନ୍ତି ll ଯିଏ ପ୍ରଭୁ ଜଗନ୍ନାଥଙ୍କୁ ସୁରକ୍ଷା ଦେଇ ପାରୁନାହାନ୍ତି ଆଉ ବଞ୍ଚିବା ପାଇଁ ଆ ତା ନାମ ଦେଉଛନ୍ତି ସେମାନଙ୍କୁ ଲଜ୍ଜା ନାହିଁ ll ପ୍ରଭୁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ ll

  • @PURUSHOTTAMKISAN-dk6gq
    @PURUSHOTTAMKISAN-dk6gq Před 21 dnem +7

    ସବୁ ବ୍ରାହ୍ମଣ ମାନେ ମଦ ପିଇ ଥିଲେ ତାଙ୍କୁ ହଠା ଯାଉ

  • @pravatray966
    @pravatray966 Před 21 dnem +5

    କାଇଁ ସୁଭିଲାନି ତ କିଏ‌ ଷଡ଼ଯନ୍ତ୍ର କରିଥିଲେ ତା ନାମ ଟା ତମକୁ କାନରେ କହିଲା କି 😂😂

  • @stylestar486
    @stylestar486 Před 21 dnem +8

    ଅତି faltu କଥା କହିଲେ କେହି ଶୁଣିବେ ନାହିଁ ☝️

  • @DhreetiE
    @DhreetiE Před 21 dnem +41

    ତୁମେ ବଡ଼ ବଡ଼ ଭୁଲ କରିବ ଆଉ ଦୋଷ ଦେବ pandian ଙ୍କୁ, ଚାରି ଦ୍ଵାର ତମେ ଖୋଲିବ ରାଜନୀତି ପାଇଁ ଆଉ ବିଶୃଙ୍ଖଳା ହେଲେ pandian କରିଛି ,ତୁମକୁ ଲାଜ ଲାଗିବା କଥା

  • @tapashmahanta4689
    @tapashmahanta4689 Před 21 dnem +9

    Sola bhul karibo tume duss debo au janaku

  • @JaiUtkalaMaa
    @JaiUtkalaMaa Před 21 dnem +5

    ଯେଉଁ ସେବାୟତ ଏପରି କରିଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ।ଏହା ଏକ ହତ୍ୟା ଉଦ୍ୟମ ହେଇପାରେ ।

  • @ctnboys6303
    @ctnboys6303 Před 21 dnem +3

    କେତେ ପି ଥିଲ କି ଜଗନ୍ନାଥ୍ କୁ ପକେଇ ଦେଉଛ 😮। ଆଜି କାଲି ପି କି ଏମିତି ହେଉଛ ସବୁ କହିବା ଆଦିବାସୀ ହି ପିଏ ବୋଲି ଇନା କୁହ

  • @bidyadharswain54
    @bidyadharswain54 Před 21 dnem +12

    Pandian saheb is missing. Do not tell about him. Pandian saheb isa honest man. Do not involve him

  • @sadanandasahoo3707
    @sadanandasahoo3707 Před 21 dnem +10

    ଏତେ ବଡ ଘଟଣା ହେଲା ପରେ, କିଛି ସାମ୍ବାଦିକ ସରକାରଙ୍କୁ ସୁରକ୍ଷା ଦେବାରେ ବ୍ୟସ୍ତ। କିଏ କହିଲାଣି ନୂଆ ମନ୍ତ୍ରୀ, କିଏ କହିଲାଣି ସରକାର ପଦକ୍ଷେପ ନେଲେ।

  • @BibunaBibhuti
    @BibunaBibhuti Před 21 dnem +9

    Valueless

  • @Kabul.123
    @Kabul.123 Před 21 dnem +7

    ତୋତେ ଲାଜ ଲାଗୁନି

  • @prafullakumarpattnayak4510
    @prafullakumarpattnayak4510 Před 21 dnem +3

    E ଭାଡୁଆ ଟା କିଏ.. ଚାମଚା ଗିରି କରୁଛି.. ନିହାତୀ କିଛି ବଡ କେଳେଙ୍କାରୀ ରେ ସାମିଲ ଥିବ ତେଣୁ ୱାସିଂ ମେସିନ ରେ ଧୋଇ ହେବାକୁ ଚାଟୁଛି.

  • @debendranarayandash9040
    @debendranarayandash9040 Před 21 dnem +2

    ବ୍ରହ୍ମ ବିଭ୍ରାଟ ପରଠାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ପୂର୍ବବର୍ଷ ଜଗନ୍ନାଥ ମହାପ୍ରଭୁ ଏଥର ବଡ଼ ଠାକୁର ସେବକ ମାନଙ୍କ ଦାଇତ୍ୱ ହିନତା ପାଇଁ ଏଭଳି ଘଟୁଛି ଆଉଥରେ ନବକଳେବର ହେବା ପର୍ଯ୍ୟନ୍ତ ଏଭଳି ଘଟଣା ଘଟିବ ନବକଳେବର ତୃଟି ପାଇଁ କ୍ଷମା ପ୍ରାର୍ଥନା କରିବା ଦରକାର

  • @bibekkumarpatra481
    @bibekkumarpatra481 Před 21 dnem

    Right katha❤

  • @bidhubhusansamantasinghar4792

    ପାଣ୍ଡିଆ କୂ କେବେ ପାତାଳ ରୁ କାଢି ଦଣ୍ଡ ମିଳିବ ?

  • @ManojBerera
    @ManojBerera Před 21 dnem

    ଜଗନ୍ନାଥେ❤❤❤❤ଜାହା କରୋଛ ଭଲ❤❤

  • @TiluPatra-cy5br
    @TiluPatra-cy5br Před 21 dnem +2

    ବାଜେ କଥା