Misu Mora Deha Srikhetra Matire | Umakanta Das | Rabi Kumar | Ratha jatra Bhajan ||

Sdílet
Vložit
  • čas přidán 10. 07. 2021
  • ♫ CREDITS ♫
    ♫ Song Name - Misu Mora Deha Srikhetra Matire
    Tani paribini tuma nandighosa ratha
    ♫ Singer - Umakanta Das
    ♫ Lyrics & Music - Rabi Kumar
    ♫ Poster designer by Karan
    ♫ Recording & Mixing - Survibration (BBSR)
    for recording new song call 7008940396
    ପବିତ୍ର ରଥଯାତ୍ରା ଉପଲକ୍ଷେ ସୁନ୍ଦର ଭାବ ପୂର୍ଣ୍ଣ ଭଜନ
    survibration ପରିବାର ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ
    Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love
    Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର CZcams Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I
    !! *ANTI PIRACY WARNING * !!
    This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented.
    #UmakantaDas
    #RabiKumar
    #NewJagannathBhajan
    #TaniParibiniTumaNandiGhoshaRatha
    #RathaJatraSong
    #NewRathaJatraBhajan
    #NewOdiaBhajan
    #MisuMoraDehaSrikhetraMatire
    #taniparibinituma
    #blindsinger
    #jayashreedhal
    #viralbhajan

    ✽ Subscribe our Official CZcams Channel -
    czcams.com/channels/T_S.html....
    ✽ Like us on Facebook -
    h​ / drjayashreed. .
    / sur-vibratio​​​. .
    LIKE ◆ COMMENT ◆ SHARE ◆ SUBSCRIBE
  • Hudba

Komentáře • 4,9K

  • @jayjagannath2456
    @jayjagannath2456 Před 3 lety +94

    ଉମାକାନ୍ତ ତୁମେ ଚିନ୍ତା କରନି ତୁମେ ମୋ ମହାପ୍ରଭୁଙ୍କୁ ଦେଖିପାରୁନ ବୋଲି କିନ୍ତୁ ସେ ତୁମକୁ ଦେଖୁଛନ୍ତି। ଜୟ ଜଗନ୍ନାଥ।

  • @santanukumarsahoo7589
    @santanukumarsahoo7589 Před 3 lety +148

    ପିଲାଟିର ଭାବପୂର୍ଣ୍ଣ କଣ୍ଠରେ ଆଖିରୁ ଲୁହ ବାହାରି ପଡ଼ୁଚି।ହେ ମଣିମା ୟେ ପିଲା ର ଚକ୍ଷୁ ଭଲ କରି ଦିଅନ୍ତୁ।

    • @prakashmuduli9596
      @prakashmuduli9596 Před 3 lety

      So beautiful ❤️😘😘😘😘 song jay jagannath 🙏❤️😘😘😘😘😘😘😘😘😘😘😘😘😘😘😘😘😘 mo bhai ku jagannath vala kari dia

  • @alekhatripathy812
    @alekhatripathy812 Před rokem +8

    Thank you all the directors and producers those provided unconditional help and support to this singer...SRI JAGANNATHA APANA SAMASTA NKARA MANGALA KARANTU

  • @anilmishra7544
    @anilmishra7544 Před 2 lety +12

    Mahaprabhu, ete sundara shrusti apana nkara 🙏
    What a gifted child !!!
    JAY JAGANNATH 🙏 🙏🙏

  • @himanshupuhan7218
    @himanshupuhan7218 Před 3 lety +46

    ହେ ମହାପ୍ରଭୁ କେତେ ସୁନ୍ଦର କଣ୍ଠ ରେ କେତେ ଭାବରେ ଆଖିରେ ଲୁହଧାର ସତରେ ପ୍ରଭୁ ଉମାକାନ୍ତ କୁ ଟିକେ ଦର୍ଶନ ଦିଅନ୍ତୁ ପ୍ରଭୁ 🙏🙏🙏

  • @sunilcollection
    @sunilcollection Před 3 lety +57

    ସାଧାରଣ ଲୋକଙ୍କୁ ଏହା ସଂଗୀତ କିନ୍ତୁ ବାସ୍ତବରେ ପିଲାଟିର ଦ୍ରୁଦୟର କଥା ଆଶା କରୁଛି ଏହି ଗୀତଟି ପ୍ରଭୁଙ୍କୁ ନିଶ୍ଚିତ ସ୍ପର୍ଶ କରିଥିବ ଜୟ ଜଗନ୍ନାଥ ମହାପ୍ରଭୁ

  • @lipunilipu8425
    @lipunilipu8425 Před 2 lety +18

    My eyes are full of tear..after listening this adorable song....god bless you beta

  • @bikashchandrapradhan9448
    @bikashchandrapradhan9448 Před 2 lety +7

    Excellent voice... beautifull...tuma gita suni akhiru luha 😭😭😭😭 asijauchi....bhabapurana gita...wow beautifull song..... amazing singing ❤️❤️❤️❤️❤️❤️❤️love you umakant das God bless you 🙏❤️👍👍👍👍👍

  • @sushreeparida
    @sushreeparida Před 3 lety +43

    ଭାବରେ ବନ୍ଧା ମୋ କଳା ଠାକୁର 🙏🏼.... ଭଜନ ଟି ଅତ୍ୟନ୍ତ ହୃଦୟସ୍ପର୍ଶୀ 🥰🙏🏼

  • @jnanaranjanbehera555
    @jnanaranjanbehera555 Před 3 lety +742

    ମୁଁ ମରିଗଲା ପରେ ମୋ ଆଖି ଦାନ କରି ଦେବି।ଆଉ ତୁମପରି ଭଲ ପିଲା ମାନେ ଜଗନ୍ନାଥ ଙ୍କୁ ଦେଖି ପାରିବେ। Jay jagannath

  • @RK-xe4qq
    @RK-xe4qq Před 2 lety +8

    ବହୁତ ସୁନ୍ଦର ଗାଇଛ ଭାଇ 🚩🚩ଜୟ ଜଗନ୍ନାଥ 🚩🚩

  • @chandanbadatya9827
    @chandanbadatya9827 Před 2 lety +5

    ବହୁତ ସୁନ୍ଦର ଗୀତ ଓ ଭାବ ପୁର୍ଣ୍ଣ ଭଜନ 👌👌👌

  • @subashpandajsm1229
    @subashpandajsm1229 Před 3 lety +93

    ବହୁତ ସୁନ୍ଦର ଭାବରେ ଭଜନ ପରିବେଷଣ କରିଛନ୍ତି ଭାଇ ବହୁତ ସୁନ୍ଦର କଣ୍ଠ ଭାଇ ଭଗବାନ ତୁମକୁ କୋଟି ପରମାୟୁ ଦିଅନ୍ତୁ । ଜୟ ଜଗନ୍ନାଥ

  • @goutamjena99
    @goutamjena99 Před 3 lety +422

    ପ୍ରଭୁ ଭାବଗ୍ରାହୀ ଏ ପିଲାର ତାଙ୍କପ୍ରତି ଭାବବିହ୍ବଳତା ପୁର୍ନ ଜଣାଣ ଙ୍କୁ ଗ୍ରହଣ କରନ୍ତୁ ।ଶାରୀରିକ ବିକଳାଙ୍ଗ ହୋଇ ମଧ୍ୟ ଏତେ ପ୍ରତିଭା ପ୍ରଭୁ ତାକୁ ଦେଇଛନ୍ତି ।ଏ ପିଲା ଯେଉଁ ଅନୁରୋଧ କରୁଛି ଶ୍ରୋତାମାନଙ୍କୁ ତାକୁ ଲୋକପ୍ରିୟ କରିବା ପାଇଁ ମୋର ମଧ୍ୟ ଅନୁରୋଧ ଶ୍ରୋତାମାନଙ୍କୁ ପିଲାଟିକୁ ଆଗକୁ ନେବା ପାଇଁ ।

  • @jyotirmayisahoo8325
    @jyotirmayisahoo8325 Před rokem +1

    Satare mu apanka Bhajan sabubele sunu thae . Aau mo akhire luha bi asijae . Bhai apana bahut agaku jantu ❤❤

  • @pradiptakumarmishra768
    @pradiptakumarmishra768 Před 2 lety +1

    He Bhagaban...!!! Abhinaba Tumara Srusti...ASCHARJYA...NO WORDS... 🙏🙏🙏

  • @debashishnanda4363
    @debashishnanda4363 Před 3 lety +174

    ଉମାକାନ୍ତ ଙ୍କ ଏ ଭଜନ ଶୁଣି ଆଖିରୁ ଲୁହ ଅସିଗଲା 😭, ଜୟ ଜଗନ୍ନାଥ 🙏

  • @rockyxd3344
    @rockyxd3344 Před 3 lety +217

    ଲୋମ ଟାଙ୍କୁରି ଉଠିଲା ଗୀତ ଶୁଣି, ମହାପ୍ରଭୁ ଜଗନ୍ନାଥ ଙ୍କ ଅପାର କୃପା ତୁମ ପ୍ରତି ଥାଉ, ଜୟ ଜଗନ୍ନାଥ 🚩🙏🏻

  • @simaraninayak1991
    @simaraninayak1991 Před rokem +2

    Jay jagannatha mohapravu 🙏🙏🙏,very very thankyou Umakanta Tume sabubele khusi re ruha & jagannatha nka pakhare prathana 🙏🙏🙏❤️❤️❤️

  • @mr.perfect5406
    @mr.perfect5406 Před 2 lety +3

    Umakanta is not a blind one....
    Lord jagannath is in his heart and he is leading him.....jay jagannath🙏🙏🙏🙏

  • @manasbehera9732
    @manasbehera9732 Před 3 lety +71

    ଜୟ ଜଗନ୍ନାଥ ଜୟଶ୍ରୀ ମାଡାମ ମୁଁ ଚାହୁଁଛି ମୋର ଆକ୍ଷି କୁ ମୋର ମୃତ୍ୟୁ ପରେ ମୋର ସାନ ଭାଇ ଉମାକାନ୍ତ ଙ୍କୁ ଦାନ କରିବା ପାଇଁ 🙏🙏🙏 ଜୟ ପ୍ରଭୁ କାଳିଆ ସାଆନ୍ତ ଜୟ ଜଗନ୍ନାଥ 🙏🙏

  • @pradeepdas9234
    @pradeepdas9234 Před 3 lety +69

    ହୃଦୟ ସ୍ପର୍ଶୀ କଣ୍ଠ ତୁମର ❤️, ଆଖିରେ ଲୁହ ଆସିଗଲା 👍 ପ୍ରଭୁ ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ 🙏

  • @sagarroutray6949
    @sagarroutray6949 Před 2 lety +2

    ଉମାକାନ୍ତ ତୁମର ଏ ଗୀତ ଶୁଣିବା ବେଳେ ମୋ ଆଖିର ଲୁହ କୁ ମୁ ରୋକି ପରିରିଲି। ବହୁତ୍ ସୁନ୍ଦର୍ କଣ୍ଠ ତୁମର। ଜଗନ୍ନାଥଙ୍କ କୃପା ଏମିତି ତୁମ ଉପରେ ଥାଉ।

  • @sushiljjena6216
    @sushiljjena6216 Před 2 lety +20

    Bohut badhia voice....excellent very beautiful...prabhu tumaku tuma chalapathare ageii niantu,,,,,so beautiful 💤👌🙏

  • @shridharpradhan2255
    @shridharpradhan2255 Před 2 lety +40

    ଏହି ଗିତଟି ହୃଦୟ ସ୍ପର୍ଶୀ....ଏହି ପିଲାଟି କଣ୍ଠ ମଧ୍ୟ ଅତି ସୁନ୍ଦର... ଜଗନ୍ନାଥ ଙ୍କ ଆର୍ଶିବାଦ ତୁମ ଉପରେ ଥାଉ...

  • @TheKsrikanta
    @TheKsrikanta Před 3 lety +53

    ଗୀତ ଗାଉଥିବା ସମୟରେ ଆଖିରେ ଲୁହ, ଧନ୍ୟ ଗାୟକ

  • @tapubarik2227
    @tapubarik2227 Před rokem +6

    lovely voice ❤️❤️❤️ jay Jaganath

  • @saranpatra7297
    @saranpatra7297 Před 2 lety

    ଅତି ସୁନ୍ଦର ଭଜନ ଅତି ସୁନ୍ଦର କଣ୍ଠ ରେ ଯେତେ ଶୁଣିଲେ ମନ ପୁରୁନି ଅହୁରୀ. ଉମାକାନ୍ତ ଙ୍କ ପାଇଁ ଆମେ ଓଡ଼ିଆ ହିସାବରେ ଗର୍ବିତ ଏବଂ ଆମ ଓଡିଶା ର ଗୌରବ. ଜୟ ଜଗନ୍ନାଥ 🙏

  • @sanjayakumartripathy2910
    @sanjayakumartripathy2910 Před 3 lety +111

    ସତରେ ଆଖିର ଲୁହ , ମନର କୋହ ସମ୍ଭାଳି ପାରିଲିନି। ଅତି ସୁନ୍ଦର ଗୀତ । ଧନ୍ୟବାଦ।

  • @experiment6104
    @experiment6104 Před 3 lety +48

    ହେ ଭଗବାନ 👍👍ଏମିତିକା କଣ୍ଠଶିଳ୍ପୀ କୁ କୋଟି ପ୍ରଣାମ 😭😭😭😭😭😭

  • @cookingwithchandrika790
    @cookingwithchandrika790 Před 2 lety +1

    ବହୁତ୍ ହୃଦୟ ସ୍ପର୍ଶି...ବହୁତ୍ ବହୁତ୍ ଆଶୀର୍ବାଦ ..ପ୍ରଭୁ ଜଗନ୍ନାଥ ତୁମକୁ ବହୁତ୍ ଆଗକୁ ନିଅନ୍ତୁ

  • @HappyCentaur-fe8yz
    @HappyCentaur-fe8yz Před dnem

    God bless you bhai bohut sunder swara

  • @MYNAMEIS-zv9zb
    @MYNAMEIS-zv9zb Před 3 lety +17

    ଆଖିରେ ଲୁହ ପଳି ଆସିଲା। ଭଜନ ଏମିତି ହେବା ଦରକାର।ଭାବ ଭରା।very good voice...

  • @satyanarayanrath1344
    @satyanarayanrath1344 Před 3 lety +20

    ଚମତ୍କାର ଓ ହୃଦୟସ୍ପର୍ଶୀ ।ରଚୟିତା ଓ ଗାୟକ ଉଭୟଙ୍କୁ ଧନ୍ୟବାଦ

  • @binatanaik5411
    @binatanaik5411 Před rokem

    God bless u.. dear brother......Tume .. Odisha ra ...Mana Avima...Tume gote Hira....khande ... God bless u ❤❤....Tuma Bhajan suni Sabu dukha dura hai joba..

  • @Tulasi.Dash_Bonaigarh
    @Tulasi.Dash_Bonaigarh Před 2 lety

    God bless u beta.... ଭଗବାନ କରନ୍ତୁ ତୁମେ ବହୁତ୍ ଆଗକୁ ଯାଅ.... ଆଉ ଗୋଟେ କଥା , କିଏ ବେ ଏମାନେ ଯିଏ ଶଳା dislike କରୁଛ... ନିଜେ ତ ଶଳା କିଛି କରି ପାରିବ ନି କି ଦେଖି ସହି ପାରିବେ ନି ..

  • @nabhaswaticreations8132
    @nabhaswaticreations8132 Před 3 lety +493

    ଜୟ ଜଗନ୍ନାଥ ଦିଦି ଏମିତି ଗୀତ ଆଣତୁ ଉମାକାନ୍ତ କୁ ଅଧିକରୁ ଅଧିକ ଗାଇବା ପାଇଁ ସୁଯୋଗ ମିଳୁ।

  • @sangramk.tripathy3449
    @sangramk.tripathy3449 Před 3 lety +13

    ଭଗବାନ୍ ତୁମକୁ ଦିବ୍ଯ ଦ୍ରୁଷ୍ଟି ପ୍ରଦାନ କରନ୍ତ, ତାଙ୍କ ନିକଟରେ ତୁମ ପାଇଁ ମୋର ଏତିକି ଗୁହାରୀ, ଜୟ ଜଗନ୍ନାଥ ।

  • @GobindajenaBabuli
    @GobindajenaBabuli Před 7 měsíci +1

    ଅତି ସୁନ୍ଦର ଜୟଜଗନ୍ନାଥ

  • @suramanipatro2159
    @suramanipatro2159 Před 2 lety +6

    Excellent, I have no words to describe my feelings,heart melting after listening this bhajan. JAI JAGANNATH, After all i have no ward

  • @sipunkumarnayak6815
    @sipunkumarnayak6815 Před 3 lety +75

    ଦେହ ଥରି ଗଲା ତୁମ ଗୀତ ଶୁଣି। ବହୁତ ସୁନ୍ଦର କଣ୍ଠ ସ୍ୱର। ଗୀତରେ ମୁଁ ହଜି ଯାଇଛି।

  • @Mail2raja111
    @Mail2raja111 Před 3 lety +32

    ସତରେ ଚମତ୍କାର , ଆତ୍ମା କୁ ଶାନ୍ତି ମିଳିଲା । ❤❤❤❤❤❤❤❤🏅🏅🏅🏅🏅🏅🏅🏅🏅🏅🏅🏅🏅🏅🏅

  • @chandrasekharpatnaik3301
    @chandrasekharpatnaik3301 Před 2 lety +3

    ହୃଦୟ ସ୍ପର୍ଶୀ କଣ୍ଠ ଶୁଣିଲେ ଲାଗୁଛି ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ତମ ଉପରେ ଅଛି ଜୟ ଜଗନ୍ନାଥ 🙏🙏🙏

  • @AshokDas-dy9ye
    @AshokDas-dy9ye Před 2 lety +8

    Excellent song
    His voice very heart touching song
    God bless to you 🙏

  • @rojalinnayak8915
    @rojalinnayak8915 Před 3 lety +80

    ଏ ଗୀତ ଶୁଣିଲେ ଆଖି ରେ ଲୁହ ଆସି ଯାଉଛି,ହେ ପ୍ରଭୁ ତୁମେ ହିଁ ସାହା, ଜୟ ଜଗନ୍ନାଥ 🙏

  • @arabindabiswal1808
    @arabindabiswal1808 Před 3 lety +13

    ବହୁତ ସୁନ୍ଦଏ ଗୀତ ଓ ସଂଗୀତ । ଆଉ ତା ସହିତ ଉମାଙ୍କ କଣ୍ଠସ୍ୱର .....
    ବହୁତ ଭଲ ହେଇଛି ଭଜନଟି । ସଭିଙ୍କୁ ଶୁଭକାମନା

  • @tapubarik2227
    @tapubarik2227 Před rokem +1

    nyc singara hat teaching song Prabhu Jaganath bahutu agaku neijantu🌻🌻

  • @kartikaswainjhadabhumicomm2060

    ସୁନ୍ଦର ଗୀତ ଉମାକାନ୍ତ 😭😭😭😭 jagannath maha ପ୍ରଭୁ ଜଗନ୍ନାଥଙ୍କ ନିକଟରୁ ନମସ୍କାର

  • @jayaprakashmohapatra5644
    @jayaprakashmohapatra5644 Před 3 lety +10

    ସୁନ୍ଦର କଣ୍ଠ ସ୍ବର ପ୍ରକୃତ ରେ vibration କରୁଛି ହୃଦୟକୁ survibration ଉମାକାନ୍ତ ଙ୍କ କଣ୍ଠ

  • @Satyanandanayak1748
    @Satyanandanayak1748 Před 3 lety +19

    ବହୁତ ସୁନ୍ଦର ଭଜନ, ବହୁତ ସୁନ୍ଦର ଗାଉଛନ୍ତି,🙏🌷ଜୟ ଜୟ ଜଗନ୍ନାଥ ମହାପ୍ରଭୁଙ୍କର ଜୟ 🌷🙏

  • @mansipattanaik4503
    @mansipattanaik4503 Před 2 lety +1

    ସୁନ୍ଦର ଅତି ସୁନ୍ଦର ଗୀତ ତୁମ ଭଳି ହିଁ ମୁଁ ଭଲ ପିଲା ହେବି. 😊

  • @umakantbarik450
    @umakantbarik450 Před 2 lety +1

    ହୃଦୟ କୁ ଛୁଇ ଗଲା😘😘

  • @trilochansahumuna8060
    @trilochansahumuna8060 Před 3 lety +171

    ଅତ୍ୟନ୍ତ ଭାବ ଦେଇ ଗୀତ ଗାଇଛନ୍ତି ଉମାକାନ୍ତ ଭାଇ ଗୀତ ଟିି ଅତ୍ୟନ୍ତ ଭାବପୂର୍ଣ୍ଣ ।ଗୀତ ଶୁଣି ମୋର ଆଖିରେ ପାଣି ଆସିଗଲା ।।ତୁମେ ଦେଖି ସିନା ପରୁନ କିନ୍ତୁ ତୁମ ସୁମଧୁର କଣ୍ଠ ସ୍ୱର ପାଇଁ ଦିନେ ସୁଖ୍ୟାତ ଅର୍ଜନ କରିବ ଏହା ମୋର ଆଶିଷ ।🙌🙌🙌🙌

  • @jayachandramuni359
    @jayachandramuni359 Před 3 lety +4

    ହୃଦୟ ସ୍ପର୍ଷୀ ହୋଇଛି। tears in my eyes too.. touched brother

  • @sheyashreedas1128
    @sheyashreedas1128 Před rokem +1

    This song is fulll of emotions...this is just a masterpiece 😭❤️🙏

  • @purnanandadalei2737
    @purnanandadalei2737 Před 2 lety

    ଅତ୍ୟନ୍ତ ମର୍ମସ୍ପର୍ଶୀ ମଧୁର ସ୍ଵର ଭାବ ଭକ୍ତିପୂର୍ଣ୍ଣ ରଚନା ଓ ଉପସ୍ଥାପନା ସୁନ୍ଦର ସଂଯୋଜନାରେ ଭଜନ ଟି ହୃଦୟସ୍ପର୍ଶୀ ହୋଇଛି ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା,ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

  • @chinmayasahu9781
    @chinmayasahu9781 Před 3 lety +23

    ଅତି ସୁନ୍ଦର ଭଜନ ଜୟ ଜଗନ୍ନାଥ 🙏🙏🙏

  • @arunbhoi4836
    @arunbhoi4836 Před 2 lety +33

    Wow Very sweet voice
    ସତରେ ହୃଦୟ ମନ ଛୁଆଁ ଗୀତ
    God bless you

  • @binatanaik5411
    @binatanaik5411 Před rokem +1

    Rabi sir.. Thank you so much beautiful haichii ❤❤.And Thank you so much..Jay shree Mam.....so nice Bhajan....

  • @binatanaik5411
    @binatanaik5411 Před rokem +1

    Jay shree Mam..So Sweet Heart Apnakar... love you Mam....❤...Au . Apnakar Team.. best 👍....

  • @uniquedev5266
    @uniquedev5266 Před 3 lety +20

    ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଏଇ ପିଲା କୁ ନିଶ୍ଚୟ ଆଗକୁ ନେବେ ଜୟ ଜଗନ୍ନାଥ ସ୍ୱାମୀ

  • @SR-fr5zr
    @SR-fr5zr Před 3 lety +19

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ❤🙏ବହୁତ ଚମତ୍କାର ସୋର ❤

  • @bikashbehera3644
    @bikashbehera3644 Před 2 lety

    ଏହି ଗୀତ ଶୁଣିଲା ପରେ ମୋ ଆଖିରେ ଲୁହ ଆସିଗଲା। ! ତୁମେ ଆହୁରି ଆଗକୁ ଯିବ ଜୟ ଜଗନ୍ନାଥ ପ୍ରଭୁ...!

  • @DebaprasadSamal-ok2mt
    @DebaprasadSamal-ok2mt Před 4 měsíci

    ବହୁତ ସୁନ୍ଦର୍ ଭଜନ।। ଜୟ ଜଗନ୍ନାଥ 🚩🚩

  • @architasenapati683
    @architasenapati683 Před 3 lety +38

    Why someone dislikes this heart touching song .Ete beautiful song ku please dislikes karantu nahi 🙏🙏🙏.Jay Jagannath

    • @bikashnayak8986
      @bikashnayak8986 Před 3 lety +2

      Bhai life re jau mane kichhi b kari paribeni semane amt dislike kari chalibe ..harami bhai sabu ...god bless u umakanta bhai ....

    • @deepakdash4112
      @deepakdash4112 Před 3 lety

      Dislike karuthiba mahan kalakarmane, mahapurush mane nischita bhabe 'survibration' channel ra birodhi hoithibe. Otherwise no body could have dared criticizing/disliking such a singer.

    • @Hriday375
      @Hriday375 Před 3 lety +1

      ସେମାନେ ବିଧର୍ମି ମାନେ ଆମ ସନାତନ ଧର୍ମ ର ନୁହନ୍ତି ସେଥିପାଇଁ ।

  • @priyankalenka2127
    @priyankalenka2127 Před 3 lety +17

    I am speachless.
    My eyes are filled with water😭😭

  • @surajkumarnag3168
    @surajkumarnag3168 Před rokem

    ଧନ୍ୟବାଦ ଉମା ଭାଇ ଏବଂ ଜୟଶ୍ରୀ ମା କୁ 🙏🙏🙏🙏🙏

  • @ganeshmohanty5569
    @ganeshmohanty5569 Před rokem

    I think this boy become one of the most dangerous singer in odisha. Really touch the heart. God shree Jagannath mahaprabhu help u. Go ahead

  • @durgaprasadmoharana2511
    @durgaprasadmoharana2511 Před 3 lety +11

    🙏ଜୟ ଜଗନ୍ନାଥ 🙏
    ଭଜନଟି ହୃଦୟ ସ୍ପର୍ଷୀ ହୋଇଛି।
    ଆହୁରି ଏପରି ଭଜନ ଆଶା କରୁଛୁ।
    🙏ଜୟ ଜଗନ୍ନାଥ 🙏

  • @santoshpradhan2151
    @santoshpradhan2151 Před 3 lety +28

    अति सुंदर भाई। आपकी आवाज में जादू है। भगवान जगन्नाथ जी आप कि सभी मनोकामनाएं पूर्ण करें।

  • @bighneswarsatapathy
    @bighneswarsatapathy Před rokem +1

    Jay Jagannath 🙏
    Really Heart Touching ❤️🥺

  • @dusmantkumarsahu4873
    @dusmantkumarsahu4873 Před 2 lety

    Ati sundra , tumanku jagannath sahaya huantu, tume emiti jagannath bhaba bhara bhajana gai jibana bitai dia, ara janamare tumaku nisichita bhgaban tanka pkhare rakhibe , jay jagganth

  • @asanabhai4199
    @asanabhai4199 Před 3 lety +39

    ତୁମକୁ ଆଉ କେହି ରଖି ପାରୀବେନାହି
    କାରଣ ତୁମେ ଆଗ କୁ ବଢ଼ିବାରେ
    ସଫଳ ହୋଇଛି

  • @extraordinarygroup8959
    @extraordinarygroup8959 Před 3 lety +39

    ଅତି ସୁନ୍ଦର ଭଜନ............. ଶୁଭେଚ୍ଛା ସହ ଏକ୍ସଟ୍ରା adinari ଗ୍ରୁପ

  • @santoshmeher4754
    @santoshmeher4754 Před 2 lety

    🙏🙏 ବହୁତ ବହୁତ ବଢିଆ ଭାବ ପୂର୍ଣ୍ଣ ଗୀତ...

  • @dayanidhibehera1369
    @dayanidhibehera1369 Před 2 lety +1

    ଅତି ସୁନ୍ଦର ଭଜନ,ଅତି ସୁନ୍ଦର team 👌 ଜୟ ଜଗନ୍ନାଥ 🙏🙏🙏

  • @susanta-swain
    @susanta-swain Před 3 lety +8

    ହେ ଜଗନ୍ନାଥ ତମେ କଣ ସତରେ ଦାରୁଭୂତ ମୁରାରୀ ।ଉମାର ଏହି ଭାବ କଣ ତମ କାନରେ ପଡୁନି ?

  • @bikrammuduli1669
    @bikrammuduli1669 Před 3 lety +37

    ରେ କାଳିଆ ମୋ ଦେହେ ବୋଳିଦେ ତୋ ଦେହ କଳା
    ⚫❗⚫🙏🕉️ଜୟ ଜଗନ୍ନାଥ 🕉️🙏⚫❗⚫

  • @ameodia1500
    @ameodia1500 Před 2 lety

    Such a beautiful and heart ❤️ touching voice. Best of luck beta. Jagannath tumaku ebi pari ghanta ghodei rakhithantu.

  • @publicfocusview2909
    @publicfocusview2909 Před 2 lety

    ଉମାକାନ୍ତ ତୁମ voice ଏବଂ ଗୀତ ରେ କିଛି ଯାଦୁ ରହିଛି ଜଗତର ନାଥ ଜଗନ୍ନାଥଙ୍କ ଭଜନ ଆଖି ରୁ ଲୁହ ବାହାରି ଯାଉଛି
    ଧନ୍ୟବାଦ ତୁମକୁ

  • @purnachandrabehera720
    @purnachandrabehera720 Před 3 lety +15

    ସତରେ ଗୀତ ଟି ଶୁଣୁ ଶୁଣୁ ଆଖିରେ ଲୁହ ଆସିଯାଉଛି ,ଜୟ ଜଗନ୍ନାଥ

  • @rashmikantapalai5083
    @rashmikantapalai5083 Před 3 lety +36

    May Jagannath bless to Umakanta immediate. He will go ahead. He is a proud of Odisha. I appreciated to see and listen this video.

  • @manashnayak3770
    @manashnayak3770 Před 2 lety +1

    Jay jagannath, umakant 9ic voice 👌🏻

  • @aju200672
    @aju200672 Před rokem

    ଲୋମ ଟାଙ୍କୁରି ଉଠିଲା ଗୀତ ଶୁଣି, ମହାପ୍ରଭୁ ଜଗନ୍ନାଥ ଙ୍କ ଅପାର କୃପା ତୁମ ପ୍ରତି ଥାଉ, ଜୟ ଜଗନ୍ନାଥ

  • @balarambehera8111
    @balarambehera8111 Před 3 lety +9

    ଅତି ସୁନ୍ଦର କଣ୍ଠ ରେ ପରିବେଷଣ ହୋଇଥିବାରୁ..... ଧନ୍ୟବାଦ

    • @arabindasahoo2042
      @arabindasahoo2042 Před 3 lety

      ବହୁତ ସୁନ୍ଦର ଲେଖା ଏବଂ ବହୁତ ସୁନ୍ଦର ସ୍ୱର 💐🙏ଜୟ ଜଗନ୍ନାଥ

  • @sreegovinda6016
    @sreegovinda6016 Před 3 lety +13

    Jaya Jagarnatha...
    Wow...what a straight and clarity full voice with loads of emotions. I am teared here by hearing you.
    God bless you.

  • @jhunaranisahoo9969
    @jhunaranisahoo9969 Před 2 lety

    Wow manaku pura chhuin jauchi a gita, vagaban tamaku khusire rakhantu 👍👍

  • @bansidharkabi7436
    @bansidharkabi7436 Před rokem

    ଏହି ଗିତଟି ହୃଦୟସ୍ପର୍ଶୀ ଏହି ପିଲାଟି କଣ୍ଟୁ ମଧ୍ୟ ଅତି ସୁନ୍ଧର ଜଗନ୍ନାଥଙ୍କ ଆଶିବାଦ ତୁମ ଉପରେ ଥାଉ

  • @poojasamal6601
    @poojasamal6601 Před 3 lety +12

    🙏🙏🙏🙏🙏🙏🙏 ହରି ବୋଲ।।।।।
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ।।

  • @myselfmund
    @myselfmund Před 3 lety +102

    ଏଭଳି ଭଜନ କୁ ମଧ୍ୟ dislike କରିବା ଲୋକ ଅଛନ୍ତି , ଆଶ୍ଚର୍ଯ୍ୟ କଥା !!

    • @anilpattanayak7187
      @anilpattanayak7187 Před 3 lety +2

      Hmm para sir🙏

    • @myselfmund
      @myselfmund Před 3 lety +4

      @@anilpattanayak7187 ସତରେ କହୁଛି , ଏହି ଭଜନ ଶୁଣିଲେ ଯାହାର ବି ଆଖିରୁ ଲୁହ ବାହାରିବ । Really heart touching..

    • @g.shankardalai1339
      @g.shankardalai1339 Před 3 lety +4

      କୁକୁରମାନେ dislike କରୁଛନ୍ତି ଭାଇ ଯାହାକୁ ଭାବ ଓ ହୃଦୟର ମହତ୍ଵ ଜଣାନାହିଁ ସେମାନେ ଏମିତି କରିବେ

    • @krishnatruthwins7097
      @krishnatruthwins7097 Před 3 lety +4

      Eita କଳିଯୁଗ Bhaina Ethi Sabu Olta Hue

    • @itsUmacreations
      @itsUmacreations Před 3 lety +2

      Kn କରିବା ଭାଇ ...ୟେ କଳି ଯୁଗ 😰

  • @rosalinmahapatra9549
    @rosalinmahapatra9549 Před 2 lety +3

    ❤️ heart touching Lovely song lovely voice 👌👌👌

  • @mrutyunjayaswain7614
    @mrutyunjayaswain7614 Před 2 lety

    Bhagawan chakhu 2 sin dae nahanti hele jou, bhaba au madhurata tuma kantha re daechanti taha atulaniya...♥️💯

  • @rameshdas5581
    @rameshdas5581 Před 3 lety +29

    ଏପରି ଉମାକାନ୍ତ କଥା କୁହ ନାହିଁ, ଯାହା ତୁମେ ଦେଖି ପାରିବ ନାହିଁ ଏବଂ ଚାଲିବ ନାହିଁ କିନ୍ତୁ ସେ (ପ୍ରଭୁ ଜଗନ୍ନାଥ) ତୁମର ପ୍ରତ୍ୟେକ କାର୍ଯ୍ୟରେ ତୁମକୁ ଦେଖୁଛନ୍ତି ଏବଂ ଶୁଣୁଛନ୍ତି |

  • @sscreations3073
    @sscreations3073 Před 3 lety +9

    ବହୁତ ସୁନ୍ଦର ଭଜନଟି ହୃଦୟକୁ ଛୁଇଁଲା।ଭାବର ଭଜନ, ଭଗବାନ ବହୁତ ଆଗକୁ ନିଅନ୍ତୁ

  • @ramakrushnadas8884
    @ramakrushnadas8884 Před 2 lety

    ହେ ସ୍ରୋତା ଭାଇ ଏତେ ସୁନ୍ଦର ଭଜନ ଗାଇ ସମସ୍ତ ଙ୍କୁ ଖୁସି କରୁ ଥିବା ଭାଇ ପାଇଁ ସହାୟତା ର ହାତ ବଢ଼ାନ୍ତୁ ଯେମିତି ସେ ତାଙ୍କ ଚକ୍ଷୁ ଫେରି ପାଇବେ 🙏

  • @liliranipanda5827
    @liliranipanda5827 Před 2 lety

    Wahhhhhh bohut badhiya gaicha 👌🏻👌🏻👌🏻👌🏻👌🏻👌🏻👌🏻🙏🏼🙏🏼🙏🏼jay jaganath 🙏🏼🙏🏼🙏🏼🙏🏼

  • @rakeshjena8718
    @rakeshjena8718 Před 3 lety +5

    ଭଜନଟି ବହୁତ ଭଲ ଲାଗିଲା ।
    କିନ୍ତୁ ବାସ୍ତବରେ ଏହା ତାଙ୍କର ହୃଦୟର ଭାବନା ।
    ପ୍ରଭୁ ଜଗନ୍ନାଥ ତାଙ୍କର ମଙ୍ଗଳ କରନ୍ତୁ ।

  • @priyameher8852
    @priyameher8852 Před 3 lety +13

    When I listene it. Automatic tears are coming for this child. U r great brother

  • @dilppadhi31
    @dilppadhi31 Před rokem +1

    Lovely voice ♥️♥️ jay jaganath

  • @bidyasb1239
    @bidyasb1239 Před rokem +1

    🙏🙏🙏 Umakant tuma bhajana suni mo akiru kuha asila🙏🙏🙏Jai jagannath 🙏🙏🙏