ଖାଲି ପଇସା ଖର୍ଚ୍ଚ ....| ଓଡ଼ିଆରେ ଡାକ୍ତରୀ ପଢ଼ି କିଛି ଫାଇଦା ନାହିଁ | Dinanka TV | MBBS Textbooks in Odia |

Sdílet
Vložit
  • čas přidán 5. 07. 2024
  • ଏଣିକି ଡାକ୍ତର ପଢ଼ିବେ ଓଡ଼ିଆରେ ପାଠ | ମାତୃ ଭାଷାକୁ ମିଳିବ ପ୍ରଧାନ୍ୟ | ଓଡ଼ିଆରେ ପଢ଼ାଯିବ ମେଡିକାଲ ପାଠ | ଏମବିବିଏସ ପାଠ୍ୟକ୍ରମ ପାଇଁ ଉପଲବ୍ଧ ହେବାକୁ ଯାଉଛି ଓଡ଼ିଆ ବହି | ଇଂରାଜୀ ବହିକୁ ଓଡ଼ିଆରେ ଅନୁବାଦ କରାଯିବ | କେଉଁ କେଉଁ ବହିରୁ ଅନୁବାଦ କରାଯିବ ସେଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ୨୨ ଜଣିଆ କମିଟି ଗଠନ କରାଯାଇଛି | ଆସନ୍ତା ୧୫ ଦିନ ଭିତରେ ଏହି କମିଟି, ବିଭାଗକୁ ଆବଶ୍ୟକ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | #medicalcollage #teach #mbbscourse #dinankatv #odialanguage #cmoodisha #bjpcm #mohanmajhi #odishapolitics #odishapoliticalupdate #odianews #breakingnews #latestnews #topnews #DinankaTV #DinankaNews #OdishaNews #News #SpecialStory #Poltical #Poltics #OdiaNews #Live #Odisha
    Our range of services offered span a wide range of editorial coverage that includes the latest news, interviews and opinion articles . In this day of information and rapid developments, it’s not easy for those leading their lives on the fast lane to keep track of all relevant happenings across sector. aims to provide the latest news , climate change information, agriculture based news, current political economic situation india and odisha and all over the world, with special focus on state of Odisha, to help you get the News You Need.

Komentáře • 90

  • @smbhupatra
    @smbhupatra Před 5 dny +24

    ଚୁର ମୋଦି ଯାହା କହୁଛି ଇଏ ମୂର୍ଖ ମୋହନ ମାଝୀ ସେହି କାମ କରୁଛି ନିଜରଜଗ୍ୟତା କିଛି ନାହିଁ

    • @Mantubhesra
      @Mantubhesra Před 5 dny +3

      Bhai desha ku pachaku neabea amanea😂😂

  • @prasantapattanaik862
    @prasantapattanaik862 Před 5 dny +22

    ଡାକ୍ତର କହିଲେ ତୁମକୁ କାମଳ ହେଇଛି। ଯକୃତ ପ୍ରତି ସାବଧାନ।ରୋଗୀ କହିଲା-କଣ କହିଲେ ଆଜ୍ଞା।ବୁଝି ପାରିଲି ନାହିଁ। ଡାକ୍ତର କହିଲେ -ତମକୁ ଜଣ୍ଡିସ ହେଇଛି।ଲିଭର୍ ର ଯତ୍ନ ନେବ।ରୋଗୀ କହିଲା"-ହଁ ଏଥର ବୁଝିଗଲି ଆଜ୍ଞା।" ଆପଣ କିଛି ବୁଝିଲେ?

  • @gurumohanty8208
    @gurumohanty8208 Před 5 dny +20

    ଏତେ କଥା ନୁହେଁ, ଖାଲି ମୋହନ ବାବୁ ଙ୍କୁ ୬ ମାସ ସମୟ ଦିଆଗଲା ହିନ୍ଦୀ ଆଉ ଇଂଲିଶ ଶିଖି ଯିବା କୁ 😂😅😊😢

    • @Zanil-kr7ll
      @Zanil-kr7ll Před 5 dny

      @@gurumohanty8208 😁😁😁

    • @santaliworlds334
      @santaliworlds334 Před 4 dny +1

      Aw ex Odisha cm Nabin ku kn 25 borshre odia sikhi parileni na odia sikhibaki 100 borsa lagonta😂😂😂😂😂😂😂😂😂😅😅😅😅😢😢😢😢

  • @smbhupatra
    @smbhupatra Před 5 dny +16

    ପାଗଳମୋହନ ମାଝୀ

  • @sadanandasahoo3707
    @sadanandasahoo3707 Před 5 dny +10

    ଓଡ଼ିଆରେ ଡାକ୍ତରି ପାଠ ପଢ଼ାଇବା ଆରମ୍ଭ ହେବ, ଡାକ୍ତରୀ ପଢୁଥିବା ଛାତ୍ର ଛାତ୍ରୀ ଓଡ଼ିଶାରେ ଆଉ ପଢିବେ ନାହିଁ। ସବୁ ବାହାରକୁ ପଳେଇଲେ। ତୋଗଲକ ଶାସନ

  • @ranajitjena4668
    @ranajitjena4668 Před 5 dny +3

    କେବଳ ରାଜନୀତି କରାଯାଉଛି ଯୋଉ କାମ କେବେହେଲେ ସମ୍ଭବ ହୋଇପାରିବନି

  • @puskarsahoo1391
    @puskarsahoo1391 Před 5 dny +8

    Doctor nka lyf barbad .. se doctor patha padhibe na gupchup bikibe Odisha re

  • @mrutyunjayarout1107
    @mrutyunjayarout1107 Před 5 dny +7

    Not possible CM sir. Doctor is a international study system

  • @debiprasadmishra2699
    @debiprasadmishra2699 Před 5 dny +3

    ଏଣିକି ଡାକ୍ତରୀ ପାଠ ଓଡିଆରେ ପଢାଯିବ ,କାହିଁକି ?
    ଯେ,
    ପିଲାଏ ଅଭିଯୋଗ କଲେ ଯେ ମନ୍ତ୍ରୀ ମହାଶୟ ଆମେ ଇଂରେଜୀ ବୁଝିପାରୁନୁ ,
    ଯେ,
    ମନ୍ତ୍ରୀଙ୍କୁ ମଫସଲ ରୁ ରୋଗୀ ଗୁହାରୀ କଲେ ମହାଶୟ ଆମ କଥା ଡାକ୍ତର ବୁଝିପାରୁନାହାନ୍ତି ,
    ଯେ
    ଔଷଧ ବିକ୍ରେତା ଦୁଃଖ ଜଣେଇଲେ ମନ୍ତ୍ରୀ ମହାଶୟ ଆମେ ଡାକର ଙ୍କ ପ୍ରେସକ୍ରିପସନ୍ ପଢି ପାରୁନୁ ,
    ଯେ
    ଆମ ମନ୍ତ୍ରୀମାନେ 'ଓଡିଆ ଅସ୍ମିତା ଅସ୍ମିତା ତାମିଲ୍ ପାଣ୍ଡୁ ଯୋଗୁ ମହା ବିପଦରେ ପଡିଛି,ଏଣୁ ବିଜେପି ଜିତା ପାଣ୍ଡୁ ହଟା 'ରେକର୍ଡ ବଜେଇ ବଜେଇ ନିର୍ବାଚନ ଜିଣିଲେ ଏଣୁ ଇଂରେଜୀ ଭାଷା କୁ ହଟେଇବାର ଅଛି,
    ଯେ
    ଇଂରେଜୀ ଭାଷା କୁ ଗୈାଣ କରି ରଖିଲେ ମୁଖ୍ଯମନ୍ତ୍ରୀ ଙ୍କ ଇଂରେଜୀ ଭାଷାରେ ଦୁର୍ବଳତା ଧରାପଡିବନି।
    ମହାଶୟ,
    ଓଡିଆ ଅସ୍ମିତା ଏମିତି ରକ୍ଷା କରିବା ତୋଗଲକୀ ପ୍ରୟାସ ହେତୁ ପୂରା ଡାକ୍ତରୀ ଶିକ୍ଷା ର ମାନ ଚୁଲିକି ଯିବ।
    ଯହି ସତରେ ସରକାର ଓଡିଶା ରେ ଓଡିଆ ଅସ୍ମିତା ର ସୁରକ୍ଷା ପାଇଁ ଆଗ୍ରହୀ ମୋ ଛୋଟ ପ୍ରସ୍ତାବଟି ବିଚାର କରିବେ।
    ଓଡିଶା ସିଭିଲ୍ ସର୍ଭିସେସ୍ ରେ ଆମ ସମୟରେ ଗୋଟେ ଦୀର୍ଘ ଇଂରାଜୀ ରଚନା ଲେଖିବାକୁ ପଡୁଥିଲା।
    ଏବେ ଅଛି କି ନାହିଁ ,ଜଣାନାହିଁ।
    ଯଦି ଥାଏ ,ସେ ପେପର ବଦଳରେ ଓଡିଆ ଭାଷାରେ ଦୀର୍ଘ ରଚନା ଲେଖିବା ,ରହୁ।
    ରଚନା ବିଷୟ ' ଭାରତ/ ଓଡିଶା/ବିଶ୍ୱ ର ଚଳନ୍ତି ସାମାଜିକ ଅର୍ଥନୈତିକ ସମସ୍ଯାବଳୀ' ମଧ୍ଯରୁ ସ୍ଥିର କରାଯାଉ।
    ପରୀକ୍ଷାର୍ଥୀ ସମସ୍ଯା ର ବିଶ୍ଲେଷଣାତ୍ମକ ଆଲୋଚନା କରିବେ ଓ ନିଜ ମତାମତ ରଖିବେ।
    ପରୀକ୍ଷାର୍ଥୀ ରଚନାରେ ଅଜଥା କ୍ଲିଷ୍ଟ ଶବ୍ଦ ବ୍ଯବହାର କରିବେ ନାହିଁ ।
    ବନାନ ଶୁଦ୍ଧ ରହିବ।
    ଚିନ୍ତା ମୌଳିକ ହେବ।
    ଓଡିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ରେ ଇଂରେଜୀ ମାଧ୍ଯମ ପିଲାଏ ବି ବସୁଛନ୍ତି।
    ଡାକ୍ତର / ଇଂଜିନିୟର ପିଲାଏ ବି ବସୁଛନ୍ତି।
    ଚଳନ୍ତି ସାମାଜିକ ଅର୍ଥନୈତିକ ସମସ୍ଯା ସଂପର୍କ ରେ ସ୍ପଷ୍ଟ ଧାରଣା ରହିବ।
    ଯାହା ଜାଣୁଛନ୍ତି ,ଓଡିଆ ଭାଷାରେ ବିଶ୍ୱସ୍ତ ଭାବେ ପ୍ରକାଶ କରିପାରୁଥିବେ।
    ଓଡିଶା ର ଦୂର ଦୂରାନ୍ତ ମଫସଲ ଅଞ୍ଚଳରେ କାମ କଲାବେଳେ ଅସ୍ୱଚ୍ଛନ୍ଦ ମନେକରିବେନି।
    ଏତିକି ଆବଶ୍ଯକ।
    ବିଦ୍ଯାଳୟ ସ୍ତର ଶିକ୍ଷା ରେ " ଓଡିଆ ରୁ ଇଂରାଜୀ " ପୁଣି " ଇଂରାଜୀ ରୁ ଓଡିଆ " ଅନୁବାଦ ( ଟ୍ରନ୍ସ ଲେସନ୍) ,ଗୋଟିଏ ବିଷୟ ୬ଷ୍ଠ ଶ୍ରେଣୀ ରୁ ୧୦ମ ଶ୍ରେଣୀ ପର୍ଯ୍ଯନ୍ତ ରହୁ।
    ଓଡିଆ ମିଡିୟମ ସ୍କୁଲ୍ ରେ ପଢୁଥିବା ଛାତ୍ରଛାତ୍ରୀ ଉଭୟ ବ୍ଯାକରଣ, ଭାଷା ଓ ଭିନ୍ନ ଭିନ୍ନ ପ୍ରକାରର ବାକ୍ଯ ସଂଯୋଜନା ଅଭ୍ଯାସ ବଳରେ ଧୀରେ ଧୀରେ ଆୟତ୍ତ କରିବେ।
    ହାଇସ୍କୁଲ ଶିକ୍ଷା ସରିବା ବେଳକୁ ଜଣେ ଛାତ୍ର ଉଭୟ ମାତ୍ରୁ ଭାଷା ଓଡିଆ ଓ ଇଂରାଜୀ ରେ ଦକ୍ଷ ହେବା ଆବଶ୍ଯକ।
    କୌଣସି ୧ ବା ୨ ବା ତତୋଧିକ ଭାଷାରେ ନିଜ ମନ କଥା ବ୍ଯକ୍ତ କରିପାରିବାର ଆତ୍ମବିଶ୍ୱାସ ହିଁ ଅସ୍ମିତା।

  • @baikunthanathsasmal6643
    @baikunthanathsasmal6643 Před 5 dny +6

    Why does our Chief minister talks cheap?

  • @durgeshpatra4498
    @durgeshpatra4498 Před 5 dny +7

    ଯୋଉ ମାନେ ବାହାରୁଆସି ପଢିଲେ କେତେ ଅସୁବିଧାମାଝୀ ବାବୁ ଟିମ ରେ କେହି ଇଙ୍ଗିଲିଶି କହିପାରୁନାହାନ

  • @JS-jp7yb
    @JS-jp7yb Před 5 dny +4

    ଓଡ଼ିଆ ପାଠ ପଢିକି କେବଳ ଓଡ଼ିଶାରେ ଚାକିରି ମିଳିବ ତଃ

  • @ramakantabehera2791
    @ramakantabehera2791 Před 5 dny +2

    Our chief minister has no knowledge at all.He should be aware of the consequence.Mohammad Togluq No.2

  • @TanujaMishra-gf5cj
    @TanujaMishra-gf5cj Před 5 dny +4

    Wrong decision..

  • @sasmitamohanty1970
    @sasmitamohanty1970 Před 5 dny +2

    ତେବେ ଜଣେ ରୁଷିଆ ଆମେରିକା ଜର୍ମାନୀ କୁ ଯାଇ ସେଇଠି ଡାକ୍ତର ହୋଇ ରହିବ ଓଡ଼ିଶାରେ କିଛି ଉନ୍ନତି କରିପାରିବନାହିଁ 🤣

  • @purnachandramahanty8798
    @purnachandramahanty8798 Před 5 dny +2

    Students whynot oppose ?

  • @dhirenburma8143
    @dhirenburma8143 Před 5 dny +2

    I am sorry to say.." Mohan Munda...munda re kn kichi budhi nahni

  • @dukhishyampradhandukhishya3024

    Hundred percent right katha rakhichhanti.CM ku Hindi au English asu nanhi.Se puni Odia re daktari padhiba katha kahibe.Odia re daktari padhi le Mohan Majhi ku treatment kari be.

  • @AkhyayaMohanty
    @AkhyayaMohanty Před 5 dny +2

    Agandia rajaku palabinda mantri

  • @dineshrath2500
    @dineshrath2500 Před 5 dny +2

    Odia re med padhile au odisha baharaku jai paribeni any mane non odia kana karibe mohan babuu pagal hei galeni

  • @sanjibsethi4568
    @sanjibsethi4568 Před 4 dny

    Medicin ta sabu English re lekha hauchi... Au odiare padhi upadibe doctor nuhe sabu daku chora heijibe... Aga odisharu sabu ana odia sachibaku badalajau

  • @KAILASHCHANDRABALIARSING-jm3sf

    It is not possible.
    Here is also politics

  • @sasmitarani3453
    @sasmitarani3453 Před 5 dny +2

    Jou yojana hauchi bhabi chinti karantu.😅

  • @Foodrecipes054
    @Foodrecipes054 Před 5 dny +1

    Ame mane samaste pakhala au na khai chhatua khaiba dekhantu kahidele heba nahi jeu mane medical patha padhi be semane jananti kemiti padhile subidha heba sabu katha kahidele heba nahi agaku jibaku hele ama ku sabu patha padhi baku heba emiti ati sahajare kahidele heba nahi Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @jogeswarmajhi9246
    @jogeswarmajhi9246 Před 4 dny

    ଓଡ଼ିଆ ରେ ଓଡ଼ିଆରେ ପଢିଳେ ଭଳି ହେବ ନାହିଁ ଉଭୟ ଇଙ୍ଗିଳିସ ଓ ଓଡ଼ିଆ ରହିଵ ନହେଲେ ଭଲ ହେବ ନାହିଁ ଯୟ ରାଜ୍ୟ ସରକାର

  • @purnachandramahanty8798
    @purnachandramahanty8798 Před 5 dny +2

    Kichhi bichar nakari adbhuta katha kahiba and taku andhabhabe grahan kariba bokami.

  • @dineshrath2500
    @dineshrath2500 Před 5 dny +1

    Pradhan pua kana kahuchhi se bal ed minister

  • @nelsonsoren3172
    @nelsonsoren3172 Před 4 dny

    Bhai nijara sartha hin dekhuchanti Sethi pain emiti kahuchanti😂😂😂

  • @ChittaranjanDalai-rn6hi

    ମୂଖ୍ୟ ମନ୍ତ୍ରୀ ମହାଶୟ ଯେଉଁ ଔଷଧ ଗୁଡିକ
    ଆସୁଛି କଂପାନୀ ମାନଙ୍କୁ କୁହନ୍ତୁ ସେଥିରେ
    ଓଡ଼ିଆରେ ଲେଖିବେ।

  • @soniabpriya239
    @soniabpriya239 Před 5 dny +1

    Medical....pattha....ku... oriya...?????...

  • @nilimasenapati2234
    @nilimasenapati2234 Před 5 dny +2

    Odia re mbbs pdhile pila mental hospital jibe

  • @dusmant139
    @dusmant139 Před 5 dny

    U r right sir... BJP ra drama chalichhi

  • @RajanandiniSwain-xx3be

    😮medical patha odia heba Hele medicine name ta english re.kn heba patient ra jibana 😵😵😵😵😵

  • @samalsingh4912
    @samalsingh4912 Před 5 dny

    Somoy asuchhi kebolo odia medium pilamane hin daktori patho podhibe amo odishare jehetu odia osmita kotha kuhajauchi.

  • @bijaykumarsahoo7918
    @bijaykumarsahoo7918 Před 4 dny

    Udvat Chinta Dhara.

  • @pradeepmeher2886
    @pradeepmeher2886 Před 4 dny

    ପାଗଳ ମୋହନ ଚରଣ ମାଝୀ

  • @user-sw1ko4oo1y
    @user-sw1ko4oo1y Před 4 dny

    Mohan Majhi English ,hindi bujhi parunahi ,seithire kahuchi

  • @susmitagiri8725
    @susmitagiri8725 Před 4 dny

    Tq sir

  • @anonymousan5063
    @anonymousan5063 Před 5 dny

    Odisha doctors behave patients as if whole medical sciences, medicines, technology and inventions have been done by them .

  • @swain_parivaar
    @swain_parivaar Před 5 dny

    Not possible in Odia

  • @user-rn5zv6xy2r
    @user-rn5zv6xy2r Před 5 dny

    ଓଡ଼ିଆ ରେ medicine lekhi be, company ku kohibe odia re medicine namo lekhi be

  • @diptisatpathy2799
    @diptisatpathy2799 Před 4 dny

    Mohan Majhi English buji parunahanti ta

  • @rajendraram7418
    @rajendraram7418 Před 5 dny +1

    Jhada ,jara kasa ousadha debe ,doctornka mana kami jiba ,kebal odishare chaliba.

  • @prabhatsahu4210
    @prabhatsahu4210 Před 5 dny

    Are ନିଜେ english କି ହିନ୍ଦୀ ଜାଣିନାହାନ୍ତି ଆଉ ସେ କରିବେ କଣ. ସେ ସେଥିପାଇଁ ସମସ୍ତଙ୍କୁ ଓଡ଼ିଆ ଡକ୍ଟର ପଢିବା ପାଇଁ କହୁଛନ୍ତି. ଆଉ ପିଲା ଓଡ଼ିଆ ଡକ୍ଟର ପଢି ମୋହନ ବାବୁଙ୍କ ଘରେ ଟ୍ରିଟମେଣ୍ଟ କରିବେ. ଏ ମୋହନ ବାବୁ ବଡ ପାଗଳ

  • @lelins300
    @lelins300 Před 4 dny

    Se Dr pradeep ko thare pachara bhala heichi ki
    Kuch bhi rules regulations karuchi

  • @user-jf6hy3qs2j
    @user-jf6hy3qs2j Před 5 dny

    It is a bekar proposal.English is international.language.Modi.gote kam.karamtu Ishro.re hindi introduce karantu.Bjo govt.garam khiri majhi ru khaila pari kam karani.

  • @harihardhal1974
    @harihardhal1974 Před 5 dny

    Odisha re samaste kana daktri padhibe

  • @ranibarsha637
    @ranibarsha637 Před 5 dny

    Mukhya manti english au hindi jana nai khali odia jana seithi pain odia karichnti

  • @sukantasahoo6822
    @sukantasahoo6822 Před 5 dny

    Ea mukhya mantri ku ingish jananahin

  • @pinulatamajhi1737
    @pinulatamajhi1737 Před 5 dny

    Mohan majhi ku english,padi asini

  • @sanjibsethi4568
    @sanjibsethi4568 Před 4 dny

    Ae gote adabaya sultan sahita pura saman mohan majhi

  • @satyanarayansahoo3103
    @satyanarayansahoo3103 Před 5 dny +1

    5 year damage

  • @user-pu9qo1sg6p
    @user-pu9qo1sg6p Před 5 dny

    It's a flup thinking.

  • @akshayapraharaj328
    @akshayapraharaj328 Před 4 dny

    Patha padhibaku bahi kouthu asiba bujhibe kemiti

  • @PrakashMuduli-yo2pn
    @PrakashMuduli-yo2pn Před 5 dny

    Mohan Majhi english janini

  • @PabitrakumarDas-tu3sy

    This is bad decision

  • @mihirkumarbarik6867
    @mihirkumarbarik6867 Před 4 dny

    Ea sabu. Sasta rajniti ra jhalak

  • @SagarikaOjha-xf8ik
    @SagarikaOjha-xf8ik Před 5 dny

    Mohan sir english asunahi sethipai odia doctor

  • @biswambharmanahira966

    Bhabichinti katha kahile bhala heba.

  • @pravatsethy8647
    @pravatsethy8647 Před 5 dny

    Ea mohamad bi togolaka
    Mohan maghi

  • @chandanghatuary143
    @chandanghatuary143 Před 5 dny

    Wrong decision 👎

  • @subratkumar709
    @subratkumar709 Před 5 dny

    C M Babu apana kn odia C M hoigala boli sabu odia Kari deba na kn

  • @NITYANANDAMALLICK_111.

    Faltu decision

  • @champamalik2033
    @champamalik2033 Před 4 dny +2

    ଓଡ଼ିଆ ଭାଷା କୁ ଗୁରୁତ୍ୱ ଦେବା ଭଲ , କିନ୍ତୁ ଡ଼ାକ୍ତରି ପାଠ କୁ ଯେ ସମୂର୍ଣ୍ଣ ଓଡ଼ିଆରେ ପଢ଼ାଜିବା , ଏହା ନିଶ୍ଚିତ ଅସମ୍ଭବ ।

  • @Zanil-kr7ll
    @Zanil-kr7ll Před 5 dny +5

    Murkha CM tharu aau kana asha karajiba students mane kehi khusi na thibe chora media bhul paribesana karuchi

    • @smohanty3507
      @smohanty3507 Před 5 dny +1

      se nije padhibe😂😂😂tankara aptrupta ichha thiba bodhe😂😂 se dr hei parileni

    • @Zanil-kr7ll
      @Zanil-kr7ll Před 5 dny

      @@smohanty3507 😁😁😁

  • @mdmubarakkhan8649
    @mdmubarakkhan8649 Před 4 dny

    😂😂😂😂

  • @SunakarBehera-ez5lk
    @SunakarBehera-ez5lk Před 5 dny +1

    ଭଲକଥା 👍

  • @Techgamerpriyam
    @Techgamerpriyam Před 4 dny

    Odia sikhile odisha re Rahi molia kamakariba odisha baharako jaiparibani