ଥାନା ବାଲା ଆମ କଥା ଜମା ଶୁଣୁନାହାନ୍ତି

Sdílet
Vložit
  • čas přidán 5. 07. 2024
  • #odisha #vkpandian #bhubaneswar #latestnews
    ABOUT OUR CHANNEL
    Here You Can Enjoy Latest Odia Songs, Music Video and Much More.
    Our channel is about Odia Entertainment We cover lots of cool stuff such as
    Check out our channel here
    / @organizerramesh
    Don’t forget to subscribe!
    GET IN TOUCH
    Contact us on editor@officereporter.in
    FOLLOW US ON SOCIAL
    Facebook: / officereporter
    Instagram: / officereporter

Komentáře • 436

  • @user-tk9cw3ws3p
    @user-tk9cw3ws3p Před 4 dny +158

    ସଵୁ ପୋଲିସ ଅଫିସର କୁ ବହିସ୍କାର କରାଯାଉ

    • @SidhantSekharDash-xk2jj
      @SidhantSekharDash-xk2jj Před 4 dny +3

      Thnx for ur support and plz share the maximum sir

    • @pramodapradhan9257
      @pramodapradhan9257 Před 4 dny

      ଭାଇ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରନ୍ତୁ ଓ ହାଇକୋର୍ଟର ଦ୍ୱାରସ୍ତ ହୁଅନ୍ତୁ ଓ ଟିକେ ଅପରାଜିତା ମାଡାମଙ୍କୁ ଦେଖା କରନ୍ତୁ ଚିରୁତିକା ଏକା ଥରେ ଚିରି ହୋଇ ଯିବ

    • @shubhadeep143
      @shubhadeep143 Před 3 dny +1

      Absolutely right

    • @ajaynayak2445
      @ajaynayak2445 Před 21 hodinou

      ପୋଲିସ ବାବୁ ବହିସ୍କାର ହେଲେ ତୁମ ମା ଭଉନି ରହିବେ ନାହିଁ

  • @supravayoutube484
    @supravayoutube484 Před 4 dny +34

    ପୋଲିସ ମାନେ କୁକୁର ହେଇକି ପାଣ୍ଡିଆନ ର ଗୋଡ ଚାଟୁଥିଲେ

  • @dipakkumarsahoo2192
    @dipakkumarsahoo2192 Před 4 dny +72

    Pandu ଭଉଣୀକୁ ଆଗ ପିଟ

    • @SidhantSekharDash-xk2jj
      @SidhantSekharDash-xk2jj Před 4 dny +3

      Thnx for ur support and plz share the maximum sir

    • @Raj-kv3vk
      @Raj-kv3vk Před 4 dny +5

      , ବବି ଦାସ, ପାଣ୍ଡୁ, ପ୍ରଭାକରନ୍ ଶଲେ କୁ ଖାଲି ରାସ୍ତା ଉପରେ ପବ୍ଲିକ ମାଡ଼ ଦରକାର
      କିଛି ଓଡିଆ ଚଟା ପାଇଁ ଆଜି ତାମିଲ ruling here। Same like the British slowly started ruling over Indians in past days।।

    • @jolimurmu6601
      @jolimurmu6601 Před 4 dny +1

      Right

    • @JinxT-o1i
      @JinxT-o1i Před 3 dny

      Prabhakaran aau Triveni mines Odisha ku loot karuchanti

  • @manasdas5715
    @manasdas5715 Před 4 dny +75

    ପୁରା ଜଙ୍ଗଲୀରାଜ ଚାଲିଥିଲା ଏ ରାଜ୍ୟରେ 😢

  • @prakashmahapatra2182
    @prakashmahapatra2182 Před 4 dny +128

    ଏ ହେଉଛି ବିଜେଡି ର ଗୁଣ୍ଡା ଗିରି. ପ୍ରକୃତ ରେ ଯଦି ଜଗନ୍ନାଥ ଥିବେ ତୁମେମାନେ ଓଡିଶାରୁ ଲୋପ ପାଇଯିବ. ଜୟ ଜଗନ୍ନାଥ 🙏

    • @SidhantSekharDash-xk2jj
      @SidhantSekharDash-xk2jj Před 4 dny +2

      Thnx for ur support and plz share the maximum sir

    • @narayanpatra9561
      @narayanpatra9561 Před 4 dny +1

      ​@@SidhantSekharDash-xk2jj❤❤❤❤❤❤❤❤❤❤😊😊

    • @sushamakalta7217
      @sushamakalta7217 Před 4 dny +1

      Satya meba jayate

    • @tapasiadhikari5103
      @tapasiadhikari5103 Před 4 dny

      ଆଉ ଯଦି ଗୁଣ୍ଡା ରାଜ କରିବାର ଅଛି ହେ ପ୍ରଭୁ ତମେ ନିଜେ ଲୋପ ପାଇଯାଅ ଆମକୁ ମୋତେ ଦରକାର ନାହିଁ ଏମିତି ସରକାର କି ଏମିତି କା ଭଗବାନ

    • @bibhutibhusanbehera5147
      @bibhutibhusanbehera5147 Před 4 dny +1

      ଲୋପ ପାଇଛି ଆଉ କିଚି କୁଜି ନେତା ଝାରପଦା ଗଲେ ପୁରା ଲାଷ୍ଟ ହେବ ok

  • @user-ku8ud9jd1v
    @user-ku8ud9jd1v Před 4 dny +27

    ଇଏତ ଅତି ଭୟଙ୍କର କଥା। ପାଣ୍ଡିୟାନ୍ ତାହେଲେ କେତେ powerful ଥିଲା ଭାବନ୍ତୁ।

  • @srikantsahoo6563
    @srikantsahoo6563 Před 4 dny +24

    ସିଧା ମୁଖ୍ୟମନ୍ତ୍ରୀ sir ଙ୍କ ପାଖକୁ ଯା।

  • @srikanta671
    @srikanta671 Před 4 dny +23

    ପାଣ୍ଡିଆନ ର ଗାଁ ଲୋକମାନେ ଏଠି ଅଛନ୍ତି

  • @kamarajjena5461
    @kamarajjena5461 Před 4 dny +63

    ପାଣ୍ଡିଆନ, ବବି ଦାସ ର ମାଈପ ସେ, ଭଉଣୀ ନୁହଁ

  • @user-bl5vn5zk3b
    @user-bl5vn5zk3b Před 4 dny +38

    ଭାଇ ବିଜେପି ଦଳ ଅଛି

  • @raghunathnayak4506
    @raghunathnayak4506 Před 4 dny +47

    Odisha re ebe bi tamili sasana achhi chhi odia loka sudhuri jao jay jagannath 🙏🙏🙏

  • @user-vz7vg6yo9j
    @user-vz7vg6yo9j Před 4 dny +8

    ମୁଖ୍ୟମନ୍ତ୍ରୀ ଏଵଂ ସରକାର ସଜାଗ ରହିବା ସହ ତୁରନ୍ତ ଏହାର ସମାଧାନ ର ପଦକ୍ଷେପ ନେବାକୁ ଅନୁରୋଧ।

  • @ppsahoo123
    @ppsahoo123 Před 4 dny +17

    ବାଡା ଶଳା ତାମିଲ କୁ

  • @dr.surendranathdash8861
    @dr.surendranathdash8861 Před 4 dny +29

    Change all the police staffs immediately .Now it is the time to give justice to the people

  • @user-bl5vn5zk3b
    @user-bl5vn5zk3b Před 4 dny +23

    ବିଜେଡି ଦଳର ପେ।ଳିସ ମାନେ ଗୁଣ୍ଡ।

    • @MiluPradhan-yv9mc
      @MiluPradhan-yv9mc Před 4 dny

      Magiha.police mane tora ghare gihanti ki

    • @SidhantSekharDash-xk2jj
      @SidhantSekharDash-xk2jj Před 4 dny

      Thnx for ur support and plz share the maximum sir

    • @anandamohakuda4943
      @anandamohakuda4943 Před 4 dny +1

      Au Bala achi bjd , tume odisha re rahucha na mati tale😅😅

    • @kanhu9
      @kanhu9 Před dnem

      Au to ghare kna bahar loko jaiki geuchanti kire dari pila​@@MiluPradhan-yv9mc

  • @deenabhandhukumra864
    @deenabhandhukumra864 Před 4 dny +20

    Cm sir A sabku dhiyan diantu

  • @rakeshmohapatra1459
    @rakeshmohapatra1459 Před dnem +2

    ସେତେବେଳେ ଶାସକ ଦଳର କଥା ପୋଲିସ ଶୁଣୁଥିଲା, ଆପଣ ଏବେ ଅଭିଯୋଗ କରନ୍ତୁ, ନ୍ୟାୟ ମିଳିବ, ଆମ ମାଝୀ ସାର୍ ପରିଷ୍କାର କହିଛନ୍ତି ପୋଲିସ ବାବୁ ଠିକସେ କଥା ହେବେ ନହେଲେ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

  • @bijaysahoo3349
    @bijaysahoo3349 Před 4 dny +13

    It will be very nice to meet CM .

  • @subashsahoo3527
    @subashsahoo3527 Před 3 dny +2

    ସବୁ ଥାନା ଆଗ ଅଦଳବଦଳ ହେବ ଜୟ ଶ୍ରୀ ରାମ 🙏🙏🙏🚩

  • @Natabar16
    @Natabar16 Před 4 dny +3

    High court ରେ ଫାଇଲ କର ପୋଲିସ ଆଇଆଇସି agenest ରେ with ସିଏମ grivance ରେ petition ଦିଅ

  • @user-iy9kt9nr9c
    @user-iy9kt9nr9c Před 4 dny +7

    Govt pl look after this matter

  • @Odishahabibi
    @Odishahabibi Před 3 dny +3

    Hats off to you Brother 🙏

  • @sukumarrana9091
    @sukumarrana9091 Před 4 dny +8

    You should meet the C. M of Odisha.

  • @pattanayakbabu559
    @pattanayakbabu559 Před 4 dny +4

    Jagannath banchei dele odisha ku

  • @ashokbiswal7904
    @ashokbiswal7904 Před 4 dny +4

    Great young man

  • @NilakanthaSatpathy-gu2er

    ଏ ଅଭିଯୋଗ ର କିଛି ମୂଲ୍ୟ ନାହିଁ
    ମୋହନ/ବିଜେପି ସରକାର ତହୁଁ ଜିତା

  • @ramachandramurmu6108
    @ramachandramurmu6108 Před 4 dny +5

    Odisha Re TamiL Raj ohhhh GoD

  • @swadhinmaharana5989
    @swadhinmaharana5989 Před 3 dny +1

    ଭରତପୁର ରେ ଗୋଟେ ଘର ହେଉଛି but କାହାର ଜଣାନାହିଁ ସରସ୍ଵତୀ ଶିଶୁ ମନ୍ଦିର ଟିକେ ଆଗକୁ main road ସାଇଟ୍ ରେ

  • @satyabratasamal6414
    @satyabratasamal6414 Před 4 dny +1

    ଯେଉଁମାନେ ଧମକାଉଥିଲେ ସେମାନେ ଗଲେଣି। ଏବେ ନୂଆ ସରକାର ଅଛନ୍ତି। ଏବେ ଯାଇ ଘର କର ଓ ଲାଭ ନିଅ। କିଛି ଅସୁବିଧା ହେବନି। ଏଠି ଗୋଟେ କ୍ୟାମେରା ଲଗେଇ ଫୋନ ଆଗରେ ବକ ବକ ହେଲେ କଣ ବେପାର ଚାଲିବ? ଆମେ ତମ ପ୍ରଭାକରନ କୁ ଜାଣିନୁ କି ତମକୁ ଜାଣିନୁ। ତମ କଥାରୁ ଜଣାପଡୁଛି ଯେ ଏ ଘଟଣା ହେଉଛି 'ଏକ ଫୁଲ ଦୋ ମାଲି' ଭଳି। ଅର୍ଥାତ ପ୍ଳଟ ଗୋଟିଏ ଲାଭ ଖାଇବାକୁ ତମେମାନେ ଛକାପଞ୍ଝା ହେଉଛ।

  • @fagulakra520
    @fagulakra520 Před 5 dny +6

    Jay jagannath

  • @brajeswarisingh909
    @brajeswarisingh909 Před 3 dny +1

    ଅନ୍ୟାୟ କରୁଥିବା ଲୋକଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆ ଯାଉ, ଗୁଣ୍ଡା ରାଜ ବନ୍ଦ ହେଉ, ବିଜେପି ସରକାର ସମୟରେ, ବ୍ୟସ୍ତ ହୁଅନା, ଥାଳ ଧରିବେ 🙏

  • @NIHARFINANCIALbusinessservices

    Jay jaganath bhai

  • @ShreeBishnu-zv3xc
    @ShreeBishnu-zv3xc Před 2 dny +1

    ଶଳା ର ଏତେ ସାହାସ ଓଡିଶାରେ ଆସି ଓଡ଼ିଆ ଙ୍କୁ ଧମକ ଦେଉଛି..... ଏଇଟା କେବଳ କେତକ ଆମ ଓଡିଶାର କୋଢିଆଙ୍କ ପାଇଁ । #CMO Mohan Majhi

  • @debasishmohanty5390
    @debasishmohanty5390 Před 4 dny +1

    CM nku Grievance diantu..

  • @kamalakantasahoo693
    @kamalakantasahoo693 Před 4 dny +3

    ଆରେ ଭଗବାନ୍ ଭଲ କର୍ମ ପାଇଁ ଯେଉଁ ବର୍ଦି ଦେଇଛନ୍ତି ତାକୁ ଅବମାନନା କରୁଛ l କୁକୁର ଜନ୍ମ ପାଇବ l

  • @user-hw9cw6lo6u
    @user-hw9cw6lo6u Před dnem +1

    ମାଘିଆ ଓଡ଼ିଶା ପୋଲିସ ବାଲା ଲାଚୁଆ ଜୁଆଡ଼େ ଟଙ୍କା ପାଇଲେ ସିଆଡେ ଚାଲିଲେ ।ଦେଖିଲି କେରଳ ପୋଲିସ୍ କମ୍ପ୍ଲେନ ଦେବତ ସାଙ୍ଗେ ସାଙ୍ଗେ ଆକ୍ସନ । ଓଡ଼ିଶା ପୋଲିସ୍ ଯୁଆଡେ ଟଙ୍କା ପାଇଲେ ସିଆଡେ ଚାଲିଲେ । ଗରିବ ଲୋକମାନେ ମରିଲେ କାରଣ ତାଙ୍କ ପାଖରେ ଟଙ୍କା ନାହିଁ

  • @sanu3983
    @sanu3983 Před 4 dny +4

    ଓଡ଼ିଶା ପୋଲିସ୍ ପରମ ମାଗିହେ ପାଣ୍ଡୁ ର ପେଳ ଚଟା ଓଡିଶା ପୋଲିସ

  • @tufanchandradas1060
    @tufanchandradas1060 Před 4 dny +1

    ଯେମିତି ସୁର ରାଉତରାୟ ଯେମିତି ଭୁବନେଶ୍ଵ ରେ ଜନଙ୍କର dakhal କରିଥିଲେ।

  • @user-ro7hv1mf6i
    @user-ro7hv1mf6i Před 4 dny

    Jay Sri Ram 🙏 ଯିଏ ଯାହା କରେ ତା ନିଜପାଇଁ ଶୀତ ରାମ

  • @samayranjanmallik6598
    @samayranjanmallik6598 Před 3 dny +1

    right 👍

  • @BS-bars
    @BS-bars Před 4 dny +1

    Tanishq showroom side re hni gote builder ra ghara maharshi priyadarshi se bi bht loka nka Paisa khaichi janla ra kendriya vihar ra mahaveer apartment re kelenkari chaichi...

  • @alvinjena6186
    @alvinjena6186 Před 4 dny +1

    Chief minister sir take action immediately 🙏🙏🙏🙏🙏🙏🙏🙏

  • @sujitmohanchaini201
    @sujitmohanchaini201 Před 4 dny +2

    Police department ku uthei dea

  • @prasantahota6659
    @prasantahota6659 Před 3 dny

    ଦୀର୍ଘ24ବର୍ଷ ର ଗଭୀର ଚେର।ବହୁତ ତଳକୁ ଲମ୍ବିଛି।

  • @sankarsandas19790
    @sankarsandas19790 Před 29 minutami

    ଓଡ଼ିଶାରେ ଏହି ଭଳି ଚାଲି ଥିଲା ରାସ ଳୀଳା

  • @mishrasubha2008
    @mishrasubha2008 Před dnem

    Shame on...
    Eibhali case re ମୁଖ୍ୟମନ୍ତ୍ରୀ interfere କରିବା ଦରକାର..... ଦୋଷୀ କୁ ଦଣ୍ଡ ମିଳିଵା ଦରକାର.....

  • @LalitKumardas7148
    @LalitKumardas7148 Před 8 hodinami

    ନୂଆ ସରକାର୍ ଙ୍କୁ କୁହ ପଦକ୍ଷେପ ନିଅନ୍ତୁ

  • @prafullamohanty5557
    @prafullamohanty5557 Před 4 dny +1

    Present Govt should address to such issues.otherwise problem will be for them.That pravakaran has accure maximum Govt land in Bhubaneswar so that should be returned to govt.and the corrupted officers and karmachari involved in the scam should kick out form job if retired pensint & property should seized.

  • @pabitrasamantaray4503
    @pabitrasamantaray4503 Před 4 dny +1

    Odisha police Mane loka manaku total respect deunahanti

  • @krishnachandradas8598

    In name of Sri Naveen Patnaik some non-odia officers established their empire here.That the reason for defeat of B.J.D.Govt.

  • @manasranjanjena7678
    @manasranjanjena7678 Před 4 dny +2

    Bhai jadi sata kahuchha CM ku dekha kara

  • @ShreeBishnu-zv3xc
    @ShreeBishnu-zv3xc Před 2 dny

    ଏତିକି କୋଉ ଓଡିଆ ଯାଇ ତାମିଲନାଡୁରେ କରିବାକୁ ସାହସ କରି ପାରିବ

  • @prasantakumarnayak5298
    @prasantakumarnayak5298 Před 4 dny +4

    ଆମ ଓଡ଼ିଶାର କିଛି ପୋଲିସ୍ ଙ୍କ ଚାଟୁକାରିତା ପାଇଁ ଆଜି ଓଡ଼ିଶା ପଛରେ ପଡ଼ିଯାଇଛି

  • @KrushnaChandraPaikaray-lt7nv

    ଆରେ ଭାଇ ତମେ. Cm ପାଖକୁଜାଉନ

  • @mukeshbehera1355
    @mukeshbehera1355 Před 4 dny +1

    Oshb colony re jabardakhal karajau
    Bhainka pransanniya pain dhanywad

  • @odishatourist523
    @odishatourist523 Před 4 dny +1

    Sabu thanaru staff mananku....nabarangapur..koraput..semankanku aniki athi....amiti badali karajiba katha

  • @BasantaRout-su5jh
    @BasantaRout-su5jh Před 4 dny

    ଏ ପୁଲିସ ପ୍ରଶାସନ ନୁହେଁ ବରଂ ଏମାନେ ଦବଙ୍ଗଗିରି କରୁଛନ୍ତି

  • @Rishi_happiness
    @Rishi_happiness Před 4 dny

    Let's start game over condition in odisha...

  • @nareshbhanj5463
    @nareshbhanj5463 Před 4 dny

    ଏହା ହେଉଛି ବି ଜେ ଡିର ସୁଶାନ । କଣ ଚାଲି ଥିଲା । ଦାଦାଗିରି କଥା ସୁଣିବାକୁ ଆହୁରି ଅନେକ କିଛି ମିଳି ପିରେ ।

  • @tapasiadhikari5103
    @tapasiadhikari5103 Před 4 dny

    ଗୋଟିଏ ମୋର ଗୁହାରି ହେ ପ୍ରଭୁ ଜଗନ୍ନାଥ ଜଗତର ନାଥ ଏମିତି ଲୋକଙ୍କୁ ସଂସାର ରୁ ଲୋପ କର ଆଉ ଓଡିଶା ଓ ଓଡିଶା ବାସୀ ଙ୍କୁ ଭଲରେ ରଖ ସେତିକି ଯଦି କ୍ଷମତା ତମର ନାହିଁ ତମେ ନିଜେ ଦୁନିଆରୁ ବିଲୁପ୍ତ ହେଇଯାଅ ମୋତେ ବଡ ଠାକୁର କହିବାକୁ ଖରାପ ଲାଗୁଛି

  • @srikantarath3580
    @srikantarath3580 Před 3 dny

    ସରଳା ମାନଙ୍କୁ ବାଡ଼େଇ ତାମିଲନାଡୁ ପଠା

  • @Rabibaskey617
    @Rabibaskey617 Před 3 dny

    Dekha Odisha re kaun chalu thila pandyan jangu...atharo jadi jitti thanta Odisha no thanta...jai jagannath...

  • @Simanchal-ek5de
    @Simanchal-ek5de Před 3 dny

    ଏ ଶଳା ପୋଲିସ ମାନେ ଓଡ଼ିଶା ର ଚାରିଆଡ଼େ ଏମିତି corruption କରୁଥିଲେ

  • @user-ht9ot5yj5m
    @user-ht9ot5yj5m Před 4 dny +1

    Gd mohan sir

  • @sagarikaswain-zr8gu
    @sagarikaswain-zr8gu Před 3 dny

    Bhai focus plus ra sundhansu Babu nku meet karantu

  • @ramachandramurmu6108
    @ramachandramurmu6108 Před 4 dny

    Baby Das Sabu thharu Number One Don Or TaMiL Mananku Support karuchi

  • @220383able
    @220383able Před 4 dny

    ତୁରନ୍ତ ମୋହନ୍ ଭାଇଙ୍କୁ ଜଣାଇବା ଦରକାର

  • @SaktiprakashDas
    @SaktiprakashDas Před 4 dny +1

    Right good job

  • @kalpanabehera7056
    @kalpanabehera7056 Před 4 dny

    Odishare dadagiri mahanga padiba shoot karidiya.

  • @dushadusha2402
    @dushadusha2402 Před 3 dny

    ଆରେ ଭାଇ ତମେ ତମରି ଭୁଲ କେବେ କହୁନ ସଲେ ଇଏ ଏମିତି କଲା ସିଏ ସେମିତି କଲା ଆରେ ତର କିଛି ଦୋଷ ନୁହେଁ ଇଏ ହେଉଛି ଗୋଟେ ବିଜେଡି କୁକୁର ଯେବେ ତା କାମ ହେଉଥିଲା ସେତେବେଳେ କିଛି ନାହିଁ

  • @dashami757
    @dashami757 Před 4 dny

    ମୁଖ୍ୟ ମନ୍ତ୍ରୀ ଙ୍କୁ ଭେଟ କରନ୍ତୁ

  • @sanatsenapati4236
    @sanatsenapati4236 Před dnem

    ଭାଇ, ଚିନ୍ତା କରନ୍ତୁ ନାହିଁ... ନୁଆଁ ନିର୍ବାଚିତ CM ଙ୍କୁ ଜାଇ ଦେଖା କରନ୍ତୁ, ସମୟ ଲାଗିଲେ ମଧ୍ୟ ଆପଣଙ୍କୁ ନ୍ୟାୟ ନିଶ୍ଚୟ ମିଳିବ.....
    ଏଥିରୁ ଜଣା ପଡୁଛି ଯେ BJD ର ଶାସନ କେମିତି ଚାଲିଥିଲା 😭 (ଶାସନ ଟା ନୁହଁ କେବଳ ଦାଦାଗିରି ଆଉ ଚୋରି ଚାଲିଥିଲା ଏ ଶଳେ ନେତା ଯାହା ଚୋରି କଲେ କଲେ କିନ୍ତୁ ପୁରା system କୁ corruption କରିଦେଲେ...

  • @frameofmind9942
    @frameofmind9942 Před 3 dny

    Satyasata ya upare kana bhala ki anusandhana hau.... Ye loko kete sata kahuchi jana ta pare sabu uchit lokonka upare uchit danda nidhana kara... Jay jaganath 🙏

  • @Godeepak
    @Godeepak Před 4 dny +1

    ଚାଲୁନ ପାଣ୍ଡିଆନ୍ ଭଉଣୀ କୁଆଡେ ଗଲା ଦେଖିବା,,ବହେ ,,,,ଦବା ଏକାଥରେ ଶାଳି ଓଡ଼ିଶା ରୁ ଯିବ

  • @snehansusahoo4161
    @snehansusahoo4161 Před 4 dny +3

    Se mg iic kiye

  • @soumyajdas1
    @soumyajdas1 Před 3 dny

    Please meet the CM or raise a petition in CM cell

  • @deepaksahoo4888
    @deepaksahoo4888 Před 3 hodinami

    Police department reform heba darkar nahale police mane manisa khia rakash heijibe. 307 act Habiba darkar.

  • @agastipradhan5050
    @agastipradhan5050 Před 3 dny

    ଏବେ ଆଉ ବିଜେଡି ରହିବ ନାହିଁ ମୂଳଛଡ଼ା ହେଲା, କେବଳ ବିଜେପି ଓ କଂଗ୍ରେସ

  • @awakeningindia1434
    @awakeningindia1434 Před 4 dny

    At least Govt. Official should be unbiased... Political parties nka pain kama na kari jouta rule re achhi seita kariba uchit

  • @yeshcreationats6300
    @yeshcreationats6300 Před 3 dny

    Amananku panishment nihati darkar cm sir dhyana deba darkar amiti case re

  • @NewStatusworld143
    @NewStatusworld143 Před 2 dny

    Police babu IIC Power Dakhu6a ta #Mohan babu

  • @awakeningindia1434
    @awakeningindia1434 Před 4 dny

    Amiti kichhi police officer nka pain anek vala police officer nku b loka kharap vabuchhamti...

  • @bibhuprasadmohapatra6941

    କର୍ପୁର ଚାଲି ଯାଇଛି, କିନ୍ତୁ କନା ପଡିଛି, ବେହିଆ ସମାଜକୁ ବନାଇ ଦେଇଛି 24 ବର୍ଷରେ

  • @sridharbabul2350
    @sridharbabul2350 Před 4 dny

    This Pravakaran is not a Odisha people. Why we are supporting this Pravakaran group. They all are from outside Odisha stop them from purchasing land in Odisha and unnecessarily making Odisha more costly and also making land mafia rackets more active. This is the time we have to work together towards this else poor Odisha people will be remain neglected in their own land Odisha. Odisha is the first state of Bharat to be recognised in langauge basis. So it's our duty to protect its integrity and language basis barrier towards its developement.

  • @basudevsatpathy2882
    @basudevsatpathy2882 Před 4 dny +1

    DARUTHHENGA GRAMA R BILLA RE PANDIAN SISTER RA 42 ACCARE RA ZAAMI FARM HOUSE KARIBA PAE ACHHI, PAKHARE SOUMYA RANJAN BABU NKA 33 ACCARE ZAAMI FARM HOUSE ZAMMI ACHHI. DUKHARA KATHA, PANDIAN SISTER AAU PRAVAKARRAN STREE MISSIE ETTE ZAAMI KINNI CHHANTY. DARUTHHENGA GRAMMAKU BIILA ZAMMI RE MAPP ANUSARE ROAD KAMMA BANDD ACHHI😊😊🎉😂😢😢😮

  • @santanushaan4870
    @santanushaan4870 Před 4 dny +1

    Kou Tamil ru asi e p au ta muhanbola mining mafia bhauni Bhubaneswar chari pakhare 1000 acre ru adhika Jaga madi basichhanti. apana media Bala e bisayare tike khola tada karantu.

  • @umashankarrath3602
    @umashankarrath3602 Před 3 dny +1

    କିଏ ସୁଜାତା ପାଣ୍ଡିଆନ କି ? 😂

  • @bipinbiharinayak5973
    @bipinbiharinayak5973 Před 5 dny +3

    Odisha ku fake kari deithante police wale

  • @anandbal2213
    @anandbal2213 Před 4 dny

    3rd floor ନିଶାର hangover ଯାଇନାହିଁ ଏପର୍ଯ୍ୟନ୍ତ ବୋଧହୁଏ ?

  • @depunkumarnayak2443

    ସେ ବେଧେଇ କୁଆଡେ ଗଲା....

  • @kirttiranjanbaral8907

    ବିଜେଡି ଗଲା ପରେ ତମିଲି ଧମକ ତଥାପି କିଛି କୁକୁର ବୁଝି parunanti। କାନ୍ଦୁଛନ୍ତି

  • @Rudranash.DasSidhu303

    Ghara malika ku agaku ana.Tame toh gote contractor.Ghara malika byte diantu..

  • @indianfoodlovers7514
    @indianfoodlovers7514 Před 2 dny

    ପ୍ରଭୁ ଙ୍କ କୃପାରୁ ଭଲ ହେଇଛି ହରିଚି bjd, ନହେଲେ ଓଡ଼ିଶା କୁ ଖୋଳ କରିଦେଇ ଥାଆନ୍ତେ।

  • @sauravsoren3573
    @sauravsoren3573 Před 2 dny

    Odisha police Ku Khali madoo darkar.....

  • @SKumar-vLog
    @SKumar-vLog Před 2 dny

    Pura system corrupted.. uper level re basi chanti corrupted person sabu .. New CM nka thu expectation achi ki se kichi karibe .. dekhiba kana hauchi ..

  • @chandrakantrout8946
    @chandrakantrout8946 Před 4 dny

    A bhai thik kahuchanti tankara abe b officer achanti jaldi tanku ethu transfer kariki tanka power ku less kara jau.au se ghara karantu

  • @bibhudattamishra2393
    @bibhudattamishra2393 Před 6 hodinami

    Manas mallick ku dharile sabu Jana padiba

  • @3btv160
    @3btv160 Před dnem

    Odisha ra sabu police ku bahiskara karajau ,,,au new pila mananku police job diajau

  • @chandrakantsutar2922

    Pandu mg has empowered these police officer for his benefit

  • @gourangacharannaik6514

    ପାଣ୍ଡୁର ଭଉଣୀକୁ ପାନେ ଦେଇକି ଛାଡ଼