Airtel & Jio Announces Mobile Tariff Hike | Know The Details With User's Reaction

Sdílet
Vložit
  • čas přidán 27. 06. 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #OdishaNews #IndiaNews #Jio #Airtel

Komentáře • 796

  • @blackby8196
    @blackby8196 Před měsícem +295

    ଦୁନିଆ କୁ ଖାଇଯିବେ ଏ କମ୍ପାନୀ,ଆଉ ଏ bjp ସରକାର

  • @sumitrakhuntiasumina5294
    @sumitrakhuntiasumina5294 Před měsícem +224

    ଏ ଗ୍ୟାରେଣ୍ଟି ଇଲେକ୍ସନ ପୂର୍ବରୁ ଦେଇ ନଥିଲ bjp ସରକାର

  • @FunnyFactory989
    @FunnyFactory989 Před měsícem +237

    1947 ମସିହାରେ ମୋ ଜେଜେ 20 ଟଙ୍କାରେ ଗୋଟେ ବନ୍ଧୁକ କିଣିଥିଲେ ଆଉ ତାକୁ ଗୋଟେ ସିନ୍ଧୁକରେ ବନ୍ଦ କରି ରଖିଥିଲେ ମୁଁ ପଚାରିଲି ଜେଜେ ଏ ବନ୍ଧୁକ କେତେବେଳେ ବାହାର କରିବା ଜେଜେ କହିଲେ ଭବିଷ୍ୟତ ରେ ବହୁତ କାମରେ ଆସିବ... ଲାଗୁଚି ଏବେ ବନ୍ଧୁକ ବାହାର କରିବା ସମୟ ଆସିଯାଇଚି 😂😂

  • @kaibalyakumarbhoi1480
    @kaibalyakumarbhoi1480 Před měsícem +134

    Jio cinema ରେ ଯୋଉ IPL ଦେଖୁଥିଲେ FREE ରେ ଏ ତାର ପରିଣାମ😂

  • @sunilkand143
    @sunilkand143 Před měsícem +75

    2 ଥର ପଦ୍ମ ଦୁଇ ଗୁଣା ରେଟ

    • @AnshikaAnshika-nw4mj
      @AnshikaAnshika-nw4mj Před 28 dny +1

      Madam tame tk ola achha bodhe Ambani bii government ku charge deuchhu

    • @MrUnboxer-zm6vc
      @MrUnboxer-zm6vc Před 27 dny

      😂

    • @KalashchandraMeher
      @KalashchandraMeher Před 26 dny

      Modiji achhe din agaya next elecsion BJP jio minimum recharge 350

    • @Humanity299
      @Humanity299 Před 26 dny

      ୨୩୯ କୁ ୨୯୯ ରେ ଦଉଛି airtel ଯାହା ଏବେ ୨୩୯ ରେ ଜିଓ ଦଉଛି ଓ ୨୯୯ କରିବ

  • @Viratbikash18
    @Viratbikash18 Před měsícem +140

    ଏ 5 ବର୍ଷା ଭିତରେ 250 ବଢିବ ରେ ଭାଇ ଡବଲ ଇଂଜିନ ଡବଲ କିଳା 😂😂😂😂😂😂😂😂😂

    • @newbiggingindia3853
      @newbiggingindia3853 Před měsícem

      Hnn pora

    • @user-bt5hs8qe8d
      @user-bt5hs8qe8d Před měsícem +2

      Duble engine ra modi ra ra kichhi heini Bhai dekha aga Ku kemit double tela tanuchi ea just trailer 😂

    • @LIFE.748
      @LIFE.748 Před měsícem +2

      ଯେତେବେଳେ bjd ଓଡ଼ିଶାରେ ଥିଲା ସେତେବେଳେ kn plan ବଢ଼ୁ ନ ଥିଲା କି?

    • @user-bt5hs8qe8d
      @user-bt5hs8qe8d Před měsícem +1

      @@LIFE.748 hn kebe recharge Kari thibu 300 tanka dei ki masa ku bjd thila bele , sala tame jete bele sudhu riba ni bhujhi lu hu gandi re ta Tamar sabu bhut pani hei jaichhi na bjp sarkar Anila au sei Pani sabu ai bjp sarkar hin rate re hin Mari deba 5 yrs pare totally jete Pani nhi sabu galu Mari deba , wait see u ..😬

    • @LIFE.748
      @LIFE.748 Před měsícem

      @@user-bt5hs8qe8d mind your language bjd dalal

  • @RasmitaPradhan-up4nn
    @RasmitaPradhan-up4nn Před měsícem +77

    ଗୋଟେ କଥା ମନେ ରଖ ଭାଇ ମାନେ a bjp ସରକାର ପୁରା ଲୋକ ଙ୍କୁ ଖୋଳ କରି ଦେବ ଆମ ନବୀନ ବାବୁ ଭଳି କିଏ ବି ହେଇ ପାରିବେନି ।ଗରିବ ଲୋକ କରିବେ kan😢😢😢

    • @BhabaniNayak-hc6pu
      @BhabaniNayak-hc6pu Před 28 dny +4

      Right bro

    • @Kshirod-cg1wk
      @Kshirod-cg1wk Před 23 dny

      ହଁ ତୁମ ନବୀନ ବାବୁ ପର ଉପରେ ଭରସା କରିବ ଆଉ

  • @subhamsasmal8096
    @subhamsasmal8096 Před měsícem +73

    ସମୟ ଥିଲା jio sim ମାଗଣା ବାଣ୍ଟୁଥିଲେ ଏବେ ଲୁଟିବାର ସମୟ ଆସିଯାଇଛି

  • @deepakacharya3892
    @deepakacharya3892 Před měsícem +65

    BJP କୁ ELECTION ରେ ଏ COMPANY ମାନେ ହଜାର ହଜାର କୋଟି ଟଙ୍କାର ଚାନ୍ଦା ଦେଇଛନ୍ତି ଭାଇ। TARIF PLAN PRICE ତ ନିଶ୍ଚିତ ବଢ଼ିବ।

    • @XxtremeVibes
      @XxtremeVibes Před měsícem

      Wahh re andhabhaqta..... Sala congress time re data 1GB=200 rupees thila .Data ku sasta kara heichi ...Au india re data rate sabuthu kam .Inflation ta hauchu dam bhi badhiba .

    • @deepakacharya3892
      @deepakacharya3892 Před měsícem +2

      @@XxtremeVibes Wahh wahh re Badal Raddar MODI, LPG DOUBLE PRICE, GST, 90% PORT SALE, ELECTION PAI INDIAN ARMY KU PLANNING RE SAHID KARIBA, SABU JARURI JINISA RA PRICE DOUBLE..😂😂😂

    • @XxtremeVibes
      @XxtremeVibes Před měsícem

      @@deepakacharya3892 Abe compare ta kare murkha 10 year purbara UPA sarakar ra rate saha ebekara rate ...Tahale janibu na ...Murkhanka pari gapile kana haba .Give me data ...Let see how my you know the ground reality .Why people choose BJP.

    • @deepakacharya3892
      @deepakacharya3892 Před měsícem

      @@XxtremeVibes ABE HARAMI MURKHA BAANDA, How many HOSPITALS and UNIVERSITIES has BJP built in the country ? That is why BJP did not get majority.BJP will be completely clean in the next election Along with studying a little, keep an outlook too BETA..

    • @Nobita0069
      @Nobita0069 Před měsícem +2

      ​@@XxtremeVibes UPA government purba tu NDA government ra v sarkar thila bhuli jaucha bodhe , agru mobile dam kete thila au ebe kete achi ?? Se time re sabu jinisa nua thila Sethi pain price adhika thila au loka Mane sethe jani v na thile esabu bisaya re

  • @kaibalyakumarbhoi1480
    @kaibalyakumarbhoi1480 Před měsícem +102

    ବାଳ କିଛି ହେଇନି ଏବେ ଗୋଟେ ନାମ ଧର - ଜୟ ଶ୍ରୀ ରାମ
    ଏତିକି କହିଦେଲେ ସବୁ rate ବଢ଼ିଲେ ବି ଆମକୁ କମ୍ ଲାଗେ
    କାରଣ ମୁଁ ଜଣେ ଅନ୍ଧ ଭକ୍ତ😂

    • @basantatumunia6822
      @basantatumunia6822 Před měsícem

      Banda kha sala

    • @prajanadattaputhal7034
      @prajanadattaputhal7034 Před měsícem +3

      Right bhai kan kahila

    • @XxtremeVibes
      @XxtremeVibes Před měsícem

      sala nije gote andhabhakta....... Congress desha ku luti ki khaichi boli loka vote debe na kana ?? Au congress time re 1GB data 200 rupees thila re andhabhaqta.... Sala magena data paibu ta pare puni company ku sodibu .Kede murkha ta kire tu ??

    • @namitapradhan3904
      @namitapradhan3904 Před měsícem +1

      Badia emiti badile ame maribu

    • @JKCREATION672
      @JKCREATION672 Před měsícem

      Andhbhakt😂😂😂😂

  • @manasdash8604
    @manasdash8604 Před měsícem +34

    😢ମାନ୍ୟବର ପ୍ରଧାନମନ୍ତ୍ରୀ କେବେ ଚେଇଁବେ"
    "ଚେଇଁ ଶୋଇଥିବ ଜିଏ
    ତାକୁ ଉଠାଇବ କିଏ"
    ସରକାର ତ ତାଙ୍କ ସପକ୍ଷରେ ଆଉ କାହାକୁ ଦୁଖ ଜଣାଇବା
    ନଟିଆ କମେଡ଼ିର ନେଉଳର ସଂଳାପ ଡାଇଲଗ୍‌ ମନେପଡ଼ିଯାଉଛି "ଆରେ ବାଞ୍ଛା ଦୁଖତ ଆମ ଭାଗ୍ୟରେ ଲେଖା କଣ କରିବା ଆଉ ଚାଲରେ ଚାଲ"

  • @rkb26official
    @rkb26official Před měsícem +17

    ବାଳ Jio ଶଳା ଆମ ଗାଆଁ ଠାରୁ ଅଧା କି.ମି ଦୂରରେ Jio ଟାୱାର ବସିଛି କିନ୍ତୁ ଆମ ଗାଁ'ରେ ନେଟ୍ ଚାଲୁନି ଆଉ କହୁଛି ସବୁଠି 5G ନା ବାଳ। ପ୍ରଥମେ ସବୁ ଗାଆଁକୁ 5G ସହିତ Network ଓ Net ପହଞ୍ଚୁ ତାପରେ Recharge ଦର ବଢ଼େଇବ ।

  • @sandeepkumarnayak5600
    @sandeepkumarnayak5600 Před měsícem +44

    ମୁଁ bsnl sim use କରିବି ଏଥର 😢😢😢😢

    • @dbki9524
      @dbki9524 Před měsícem +2

      Siye v badhipaare.... sabu aade coverage nahi bsnl ra.... Jio Airtel manmaani karibe

    • @sandeepbaliarsingh8463
      @sandeepbaliarsingh8463 Před měsícem

      BSNL network ta semiti kharap. Govt. Private telecom sector jogu BSNL ku down kariki rakhichi. Government hauchi asala chora.

    • @chittap.1549
      @chittap.1549 Před měsícem +1

      Bsnl ra bhala network nahi boli kam rate nauchhi, user badhigale sia bi rate ahuri badheidaba.

    • @dbki9524
      @dbki9524 Před měsícem

      @@sandeepkumarnayak5600 market re gote dokaan achi boli monopoly chaalichhi.... 3 ru 4 taa dokaan hele .... rate v khasiba..... mane achi t... Jio entry kalaa bele... Airtel Voda Docomo Idea e a sabu monthly 100 ki 150 charge karuthile only net pack....

  • @MKMOVIECOM
    @MKMOVIECOM Před měsícem +32

    ମନୋରେଗା ର ଦିନ ମଜୁରିଆ କ'ଣ ଭତା ବଢ଼ୁନି କ'ଣ ପାଇଁ। ସାବାସ ବିଜେପି 🫢🫢🫢

  • @ramakantaparida443
    @ramakantaparida443 Před měsícem +164

    Bjp ku vote debara parinati.

    • @pabitranath5075
      @pabitranath5075 Před měsícem +4

      Bjp kn kala jio ta badhuchi

    • @ODIATOKA2.
      @ODIATOKA2. Před měsícem

      Bjp Ambani pakha re bikri haeichi re bedha chua​@@pabitranath5075

    • @Mental9-c7n
      @Mental9-c7n Před měsícem +12

      ​@@pabitranath5075modi mg ki gurrenty 😂

    • @pabitranath5075
      @pabitranath5075 Před měsícem +1

      @@Mental9-c7n tu murkha taa patha padhichu naa mo bala padhichu deshara pm ku respect dei sikhinu atiki ghare sanskar sikhei nahati tate bapa maa jmt chhuaa haba smt auu 🤣🤣

    • @Hero-pi5xt
      @Hero-pi5xt Před měsícem

      ​@@pabitranath5075ଲାଗୁଚି ତୁ ଜଣେ ଅଭଦ୍ର ଘରର ଛୁଆ. ବେଶି ଭଦ୍ର ଦେଖାଉଛୁ. ତୁ ଏକା ସରକାର ତିଆରି କରିନୁ. ସରକାର ତିଆରି ରେ ତାର ବି ହାତ ଅଛି. ସେଥିପାଇଁ ସରକାରଙ୍କୁ କିଛି କହିବାର ଅଧିକାର ବି ତାର ଅଛି. ତ ଗାଣ୍ଡିରେ ଯଦି ଦମ ଅଛି ମୋ ପ୍ରଶ୍ନର answer ଦେ ତାପରେ କହିବୁ
      Qs-1 Electrolar bond scam କରିକି bjp କେଉଁ ପ୍ରକାର ସେଭା କଲା
      Qs-2 adani ପାଖରେ black money ଅଛି ବୋଲି modi କହିଲେ. But CBI, ED ଙ୍କୁ adani ପାଖକୁ ପଠା ଯାଇନି କଣ ପାଇଁ...,?
      ଗୋଟେ ବାପାର ଛୁଆ ହେଇଚୁ ତ answer ଦେଇକି ଦେଖା... ତାପରେ modi sir ଙ୍କ ଗୋଡ଼ ଚାଟିବା କାମ କରିବୁ

  • @user-wk4mb6cj7v
    @user-wk4mb6cj7v Před měsícem +24

    ଆମେ ଗରିବ ମାନେ ଆଉ କେତେ ସହିବା l କାନ୍ଦିବାକୁ ଇଛା ଲାଗୁଛି କେହି ଫଟା କନା ଦିଅ ପୋଛି ହେବି 😭😭😭

  • @rajendrabagh945
    @rajendrabagh945 Před měsícem +20

    A sabu sim band heba darkar au BSNL ku guruta deba katha

  • @BLPlus6940
    @BLPlus6940 Před měsícem +17

    ଦର ବୃଦ୍ଧିକୁ ନିୟନ୍ତ୍ରିତ କରିବାକୁ ନୂଆ ସରକାର ପୁରା ପୁରି ବିଫଳ

  • @jiturockez8572
    @jiturockez8572 Před měsícem +25

    ଆଗେ free ତାପରେ G ମାରୁଛି..... ଏ ଙ୍କୁ ଯେତେ ଦେଉଥିବ ସେ ପା ଆଉରି ବଢେଇବେ... ଆଜି ଠୁ ମୋବଇଲ ବନ୍ଦ ମୋର...... ଏଇ ଶଳା ମାନଙ୍କୁ ଭୋଟ ଦେଇ ଆଜି ଏଇ ଅବସ୍ଥା

    • @basantatumunia6822
      @basantatumunia6822 Před měsícem +1

      Apan khusi ta

    • @user-hd6cr1gl9r
      @user-hd6cr1gl9r Před 27 dny

      Jane bhai sata katha maanila je tame voto deicha athi kehi maanu nahanti BJP ku voto deichanti boli

  • @RajKumar-xf8xb
    @RajKumar-xf8xb Před měsícem +5

    ଭାଇ ମାନେ ଏହି jio aau airtel sim କାଡି ଫୋପାଡ଼ି ଦିଅନ୍ତୁ BSNL sim ପକାନ୍ତୁ ଏହି jio ଆଉ airtel ର ହୋଟାଟ ଦର ବଡ଼ଉଛନ୍ତି ଧିରେ ଧିରେ କମି ଯିବ 😊

  • @pratapkumarpratapanayak3487
    @pratapkumarpratapanayak3487 Před měsícem +32

    Election କୁ ବ ଟି ଦେଇଛନ୍ତି।ପାଇବେ କେମିତି? ଏ ଖବର ସରକାର ଙ୍କୁ ଜଣା ଅଛିତ ?

  • @user-cg8hq3cm4n
    @user-cg8hq3cm4n Před měsícem +13

    ଯେତେ ବଡ଼ିଲେ ମଧ୍ୟ recharge କରିବେ କାରଣ mobile ବିନା ମଣିଷ ଦିନ କାଟିବା କଷ୍ଟକର।
    ଏବେ mobile chadi ପତ୍ର ଲିଖନ ମାଧ୍ୟମରେ, news paper ମାଧ୍ୟମରେ ଯୋଗାଯୋଗ କରିବା ଦରକାର ।😂😂

  • @earena821
    @earena821 Před měsícem +29

    After election effect

  • @tikijena831
    @tikijena831 Před měsícem +7

    ଡାଲି ଚାଉଳ ତେଲ. ମସଲା .ପନିପରିବା.ପେଟ୍ରୋଲ ଡ଼ିସେଲ. ପେନ ପେନସିଲ. ଖାତା ବହି.ସବୁ ତ ରେଟ କଲ. ଆଉ ଏଇ ମୋବାଇଲ ରଚାର୍ଜ ଟା ବାକି ଥିଲା ରେଟ କରିବାକୁ. ଗରିବ ର ଟଙ୍କା ଖାଅ ରେ ଶଳା ପୋକ ହେଇମରିବ. ମରିବ ଶଳେ ରୋଗରେ. ଆମ ଗରିବ ଲୋକଙ୍କୁ ମାରିଦେବରେ ଶଳେ

  • @NaliniPrabha-s5s
    @NaliniPrabha-s5s Před 28 dny +5

    ଯିଏ job karuchi ta pai ଅଲଗା plan au Jia gariba loka ta pai ଅଲଗା କରିଦିଅ ଆଉ କଷ୍ଟ ହବନି😢😢😢

  • @UsharaniUsha-fg1xb
    @UsharaniUsha-fg1xb Před 27 dny +4

    ହଇରେ ଭିକାରୀ Jio SIM ମାଲିକ ତତେ କଣ ଲାଗୁଛି ତତେ କିଛି ଜଣା ପଡୁନି ଆମେ ଦିନ ମଜୁରିଆ ଦିନକୁ ଆଣିବୁ 200ଟଙ୍କା ଖଉବୁ କଣ ଆଉ jio recharge କରିବୁ କଣ ଆମେ ଗରିବ ମାନେ ମାରି ଯିବୁ ସାର ଦୟା କରି ଆମ ଖଟିଖିଆ କୁ ବଞ୍ଚିବାକୁ ଦିଅ ତମର କଣ ଅଛି jio SIM malik ତମେ ଆରାମ ରେ ବଡ଼ ଘରେ ବସି icc ପଭନ ଖାଉଛ ଆମ ଭାନି ଥରେ ଖରାରେ କାମ କର ତମେ ଜାଣିବା ପଇସା କଣ ବୁଝିଲ Jio malika

  • @sunildungdung156
    @sunildungdung156 Před 28 dny +3

    ଏ ସରକାର ଗରିବମାନଙ୍କୁ ଆହୁରି ଗରିବ କରିଦେବ।

  • @dilldostimusicalvideos5598

    ଆରେ ଭାଇ କମ୍ପାନୀ କେବେ ଏମିତି କରିବ ମୁ ଜାଣିନଥିଲି ଛି 🙄🙄🙄🙄

  • @pabitrameher8124
    @pabitrameher8124 Před měsícem +17

    After election effect 😂😂😂

  • @VibrantThoughts-yz5tw
    @VibrantThoughts-yz5tw Před 27 dny +2

    ଏବେ ବନ୍ଧୁଗଣ, ସମସ୍ତେ ସଚେତନ ହୋଇ BSNL ସିମ୍ ପକାଇ ଏହି ସଂସ୍ଥାକୁ ବଞ୍ଚାନ୍ତୁ, ନଚେତ୍ ସମସ୍ତଙ୍କ ପାଇଁ ଆଉ କୌଣସି ଉପାୟ ନ ଥିବ।

  • @chakradharsahoo8859
    @chakradharsahoo8859 Před měsícem +6

    ଆଗରୁ ଇଂରାଜୀ ଶାସନ ଭଲ ଥିଲା।

  • @kamulukamara8888
    @kamulukamara8888 Před měsícem +4

    ଯା‌ହାର ଘରେ ଅଭାବ ଥିବ ସେ ଘର ଲୋକ କେମିତି Recharge କରିବ କେମିତି Recharge ଟଙ୍କା (Money) ବଢିବା କୁ ଯାଉଛି ସରକାର୍ ଅଟକାହିଲେ ଭଲ (Good) ହବ

  • @PradeepPradhan-bd1fu
    @PradeepPradhan-bd1fu Před měsícem +10

    ମାଗି ଆ, ବଦମାସ କଂପାନୀ

  • @RahaJena-xt6yu
    @RahaJena-xt6yu Před měsícem +21

    Next PM Congress 🎉

  • @jyotiranjan8642
    @jyotiranjan8642 Před měsícem +16

    Switch to bsnl

  • @laxmigolari2340
    @laxmigolari2340 Před 29 dny +3

    ଏ ସରକାର ପୁରା ବୋକା ଜୀବନ କାଉଛି ବେଶୀ କଷ୍ଟ ପାଇବେ ଲୋକ ମାନେ... ନବୀନ ତିଲା ଭଲ ତିଲା କିଏ କଲା ବିଜେପି... 🤦🏻‍♂️

  • @SONOTBIBELSONDESH1980
    @SONOTBIBELSONDESH1980 Před 29 dny +3

    ମୋବାଇଲର ମନ୍ତ୍ରୀ ଜଣେ ଛିଡ଼ା ହୁଅ ଦେଖିବ ସେ ଭୋଟରେ ନିଶ୍ଚୟ ଜିତିବ।

  • @user-yu7ds8sv4i
    @user-yu7ds8sv4i Před měsícem +10

    ଡବଲ ଇଞ୍ଜିନ୍ ଡବଲ କିଳା

  • @user-ob1qu3fp5c
    @user-ob1qu3fp5c Před 29 dny +2

    Mahana Majhi sighra jio recharge rate kamantu 50 percent rate kamantu jaldi

  • @tobusujit5184
    @tobusujit5184 Před měsícem +5

    Amiti hele aau kehi jio and airtel use koribeni sobu BSNL use koribe

  • @Proudsiri-yq8kb
    @Proudsiri-yq8kb Před měsícem +4

    Mukesh Ambani ta pua pre wedding re aete tanka kharcha krichi 😂aau se sabu recovery kmti Kariba aemiti gariba lokanka tanti chipi kariba ta ku dekhi airtel Kain pachare rahiba aau se bhi increase karidela😢

  • @shaktiprasad5897
    @shaktiprasad5897 Před měsícem +8

    Ei ta arambha Matra dekha agaku kn heuchhi 😂

  • @allhadinipatel1655
    @allhadinipatel1655 Před 27 dny +2

    ମୋବଇଲ ନ ହେଲେ ଲୋକେ chaliparunahanti tenu ଜିଓ airtel କମ୍ପାନୀ ଫୁଲୁଛନ୍ତି

  • @Akash-technical-institude
    @Akash-technical-institude Před měsícem +15

    Election effect

  • @officialstatusvideo6659
    @officialstatusvideo6659 Před měsícem +4

    ମାଗିହା BJP sarkar ଆଉ କେତେ ଲୁଟିବ

  • @BAD_HERO14
    @BAD_HERO14 Před měsícem +4

    Childhood ra 10rs ra scratchcard bhala thila 😂

  • @BuduramBhatra-sd4ci
    @BuduramBhatra-sd4ci Před 28 dny +2

    ଆମ ନବିନ୍ ବାବୁ ବଲି ଏସର କାରନାଇ ପାରିବ ଜଦି ମବାଇଲ ରିଚାଜ୍ କମ କରନ୍ତୁ ସରକାର ନଏ ଲେ କଇବୁଜେ ଗରିଭ ଲକ ର ଟଙ୍କା ଲୁଟି କି ଓଢ଼ିଶା କୁ ଛଲାଉ ଚବଲି

  • @biswaranjanmallick7602
    @biswaranjanmallick7602 Před měsícem +22

    Sabu high haba bjp sarkar baa

    • @pabitranath5075
      @pabitranath5075 Před měsícem +1

      Bjp tate gandi maela to bapa tama gharaku pariba anibani doso haba to mamura mamu kn kahithila to bapa ku pariba nanebaku smt jio badheila bjp kn kariba abe mo example ru bujhiparibu 😂😂😂😂

    • @pabitrameher8124
      @pabitrameher8124 Před měsícem +1

      ​@@pabitranath5075 gandi fatuchi andha bhakt ra WhatsApp University students uneducated person 😂🤣🤣😂

    • @biswaranjanmallick7602
      @biswaranjanmallick7602 Před měsícem

      @@pabitranath5075 bjp tate geila 😅😅😅😅 akhire ba---- kn lekhichi dekhe jadi na pariba rate increase rosei oil increase

    • @biswaranjanmallick7602
      @biswaranjanmallick7602 Před měsícem

      @@pabitranath5075 NEET exam scam bjp kn scam karichi to bapa karichi andha bhakt

    • @pabitranath5075
      @pabitranath5075 Před měsícem

      @@biswaranjanmallick7602 bjd bele hau thila ki naa to akhire bopa banda bajithila setebele sabu jell jiba dekhuchi ta babi das ra kelenkari 😄😄

  • @SWAPNAOfficial06
    @SWAPNAOfficial06 Před měsícem +4

    BSNL SIM use Kara Bhai mne

  • @Krishna-lo9uj
    @Krishna-lo9uj Před měsícem +3

    1999 plan re tike bhul achhi daily 2.5 GB data nuhe

  • @Pramodkumar-kj4vw
    @Pramodkumar-kj4vw Před měsícem +5

    1999 for 365 day's Nishare achha bodhe😂😂

  • @subhamnaik1678
    @subhamnaik1678 Před měsícem +10

    Selary କଣ ପାଇଁ ବଢୁନି।

  • @jayantaswain8686
    @jayantaswain8686 Před 28 dny +1

    Election କୁ ଜେତେ ଟଙ୍କା ଆଣି ଦେଇଥିଲ ସବୁ ଜିନିଷର ରେଟ ବଢେଇ କି ନିଅ

  • @gopinathpradhan8205
    @gopinathpradhan8205 Před 26 dny +1

    ଏ କମ୍ପାନୀ ମାନଙ୍କ ର କିଛି ଭୁଲ ନାହିଁ ସବୁ ଭୂଲ ଭାରତ ସରକାରଙ୍କ ର ଆମେ ସଵୁ ବିଏଶ ଏନ୍ ଏଲ ର ଗ୍ରାହକ ହେଲା ପରେ ଜିଓ ଏଆରଟେଲ ରେଟ ଵଢେଇଲେ ଆମର କିଛିଅସୁବିଧା ନାହଁ, । ଧନ୍ୟବାଦ

  • @Dipakcreation8457
    @Dipakcreation8457 Před 27 dny +2

    ଲୋକଙ୍କ ତଣ୍ଟି ଚିପି ଦେବେ ଏମାନେ

  • @userid904
    @userid904 Před měsícem +1

    Au kn baki rahila abe samaste patha padha band karidia mobile recharg kariparibani ki form b pakeiparibani

  • @TBG_100K
    @TBG_100K Před 27 dny +2

    Asabu CM Chenge hebaru heichi Miss U Nabin Patnayak😢😢😢

  • @shibanaik4983
    @shibanaik4983 Před měsícem +1

    Aama area re 4g internet service slow rahuchhi kalitharu

  • @bssarojkuna6791
    @bssarojkuna6791 Před 29 dny +1

    ସମସ୍ତେ ଖୁସିରେ କହୁଛନ୍ତି।
    ସିମ୍ ରେଚାର୍ଚ୍ଚ ବଢି ଯାଇଛି।
    କଣ ଆହୁରି ଅଧିକ ହେବା ଦରକାର କି ?

  • @godmadeyou2
    @godmadeyou2 Před měsícem +1

    ଏବେ JiO ସିମ୍ କୁ BSNL ସିମ୍ ରେ ପୋର୍ଟ ବେଲେଟ୍ କରିବାର ଟାଇମ ଆସିଗଲା ।। ପୋର୍ଟିଂ କଲେ Autometic କମି ଯିବ।।

  • @Single_Track
    @Single_Track Před měsícem +1

    Mobile ବ୍ୟବହାର ବନ୍ଦ କରିବା ହିଁ ସବୁଠୁ ଭଲ । Jio ବେଶି ସଫଳତା ର ସ୍ଵାଦ ଚଖିଲାନି ଏ ବେ ଟିକେ ଅସଫଳତା ର ସ୍ଵାଦ ବି ନଉ ଏଥର 😊😊। 😨😨😨😨

  • @basantkumarmohanty7602

    ଏତେ କଥା ନାହିଁ କିଛି ଶନିବାର ନାହିଁ jio rate ଜଲଦି କମ୍ କର ମୋଦି ବାବୁ ନହେଲେ ପରିସ୍ଥିତି ଭୟଙ୍କର ହେବ

  • @RupamKumarDuria
    @RupamKumarDuria Před měsícem +2

    କଣ ଭାଇନା ମାନେ ଆପଣ ମାନେ ଖୁସି ତ?...

  • @farmerandcooking165
    @farmerandcooking165 Před měsícem +9

    Aathu vla facility BSNL achi recharge staring Rs 149 -28 1gb per day

    • @krushnasahu5394
      @krushnasahu5394 Před měsícem

      BSNL ra network sabu jaga re asuni

    • @ganeshbehera4296
      @ganeshbehera4296 Před měsícem

      Bsnl network maasaku 15 din aasile 15 aasuni

    • @sandeepbaliarsingh8463
      @sandeepbaliarsingh8463 Před měsícem +3

      Private telecom company paiin govt. BSNL ku down kariki rakhichi. Asala chora government.

    • @ganeshbehera4296
      @ganeshbehera4296 Před měsícem

      @@sandeepbaliarsingh8463 Thik kahichha bhai

    • @chittap.1549
      @chittap.1549 Před měsícem

      ​@@sandeepbaliarsingh8463 Jio PM Modi photo lageithila 2016 jio launch bele. PM ku na pachari lageidaba ?? Modi Bsnl ku budeidele, ketebada deshbhakta dekha 😂😂.

  • @uharischandrareddy
    @uharischandrareddy Před 28 dny +2

    299 re 2gb nuha 1.5 gb hela ki new's kahucho dekiki no hele tamo mo recharge koriki deko...

  • @kiransahu422
    @kiransahu422 Před měsícem +2

    ଗରିବ ପୋକ ମାଛି ପରି ମରିବ 😢😢

  • @user-mi3rj5vb7z
    @user-mi3rj5vb7z Před měsícem +2

    BSNL

  • @shri.mantu.man2.358
    @shri.mantu.man2.358 Před měsícem +2

    Jio aau airtel ku dievert Kara BSNL Au Vodafone ku

  • @ashirbad151
    @ashirbad151 Před měsícem +1

    Aame BSNL dharibu..

  • @suryakantasahoo2289
    @suryakantasahoo2289 Před měsícem +1

    Ame au jio ki airtel sim pakai buni jou sim ru ame labha paibu sae sim pakaibu

  • @manoranjanbarik5109
    @manoranjanbarik5109 Před měsícem +1

    Double engine sarkar😂😂

  • @realsanataniworld193
    @realsanataniworld193 Před 28 dny +2

    Eia haini kitchi eia haini kitchi dekho agaku kan houchi dekho agaku kn houchi 🥺duniya ku khaijiba a sarkar bjp double engine sarkar🥺next pm congress

  • @user-fn2fy6bq9y
    @user-fn2fy6bq9y Před 26 dny +1

    ଆମେ jio ଓ airtel sim ku କାଢ଼ି ଚୂପି ଦେବୁ। ଆମେ ମୋବାଇଲ ବିନା ବଞ୍ଚି ଯିବୁ ଦୁନିଆ ଖାଦ୍ୟ ବିନା ବଞ୍ଚି ପାରିବ କି ?

  • @ChampaGond-l6g
    @ChampaGond-l6g Před měsícem +2

    Net chaluni price baduchi

  • @Hemananda-q1u
    @Hemananda-q1u Před měsícem +4

    ସମସ୍ତେ 3 ପୂର୍ବରୁ Big Pack ଟେ ରିଚାର୍ଜ କରିଦିଅ
    ପରେ ରିଚାର୍ଜ ସରିଲେ ଯାହା କରିବା କଥା କରିବେ

    • @manasdash8604
      @manasdash8604 Před měsícem

      ଜାହା ମୋବାଇଲ ଭାଉଚର୍‌ ସରିନଥିବ ସେ କେମିତି ହୁସିଆରି ଦେଖେଇବ ଭାଇ

    • @Hemananda-q1u
      @Hemananda-q1u Před měsícem

      @@manasdash8604 recharge pare auto start hesi

  • @SurjyakantiBehera-xe7jn
    @SurjyakantiBehera-xe7jn Před 28 dny +2

    BJP ସରକାରଙ୍କୁ ଅନୁରୋଧ ଏମିତି ସାଧାରଣ ଲୋକମାନଙ୍କ ଉପରେ ଚାପ ପକାନ୍ତୁନି ।ଦୟାକରି ଆଗରୁ ଯେମିତି top-up ର ବ୍ୟବସ୍ଥା ଥିଲା ସେମିତି କରନ୍ତୁ
    2-ନାଚେତ ମାସିକ ଦର ଯେମିତି ଥିଲା ତାଠାରୁ ଟିକେ କମେଇ ଦିଅନ୍ତୁ
    3-ଯଦି balance ନପକେଇବା incoming କଟିଯିବ ସେତିକି ହଟାଇ ଦିଇନ୍ତୁ।ଏତିକି କରିଲେ ସାଧାରଣ ଲୋକ ବହୁତ ଉପକୃତ ହେବେ।
    ଯୋଉ ସାଧାରଣ ଵ୍ୟକ୍ତି ରାଜି ଅଛନ୍ତି ଏହି ପ୍ରସ୍ତାବରେ ମତାମତ ଦିଅନ୍ତୁ।🙏

  • @pknaraganga3386
    @pknaraganga3386 Před měsícem +1

    Total emankar sim nchaleiki BSNL sim chala

  • @sudhansusekharsatapathy4408
    @sudhansusekharsatapathy4408 Před měsícem +2

    Phone na dhari lay recharge free Kariba 2ta jaka

  • @cutegirlrubi685
    @cutegirlrubi685 Před 28 dny

    Ete reacharge badhichi gariba loka kn karibe ..chatra charti kn karibe.jane loka income kete Kariba au recharge kn Kariba sabu jinsha ra rate badhuchi hele income badhunhi . recharge plan jemiti thile semiti thile bahut bhala hoiethanta..

  • @sumrashdash5179
    @sumrashdash5179 Před měsícem +2

    Patanjali ka herbal SIM ko jaldi lunch karna padega

  • @RojalinPradhan-143
    @RojalinPradhan-143 Před měsícem +1

    Ekathi hoi odisha basi phone recharge band Kari dia 3month ape ape sabu bata ku asijibe

  • @ananyamohanty9762
    @ananyamohanty9762 Před měsícem +1

    Jia yearly recharge karichanti chaliba na katijiba 🙄

  • @satyanarayanmaharana8914
    @satyanarayanmaharana8914 Před měsícem +1

    Government kahenge hataku nanauchi

  • @nirakarbhoi3468
    @nirakarbhoi3468 Před měsícem +2

    Mobile compne ପାଇଁ କିଛି ଆଇନ କାନୁନ୍ ନାହିଁ କି ମନ ଇଛା ବଡାଇ ଚାଲିଛନ୍ତି

    • @chittap.1549
      @chittap.1549 Před měsícem

      TRAI achhi, kintu PM hi Bsnl ku budeikii Jio ku badhauchhi, TRAI chup basichhi.

  • @Ak_group_official
    @Ak_group_official Před 26 dny +1

    Bhai jemiti b hau recharge Paisa kamei baku heba na hele dunia gala

  • @janmejayaparida
    @janmejayaparida Před měsícem

    Sabu badhiya re bhai karan ama dabal engine sarakara para

  • @farmerandcooking165
    @farmerandcooking165 Před měsícem +1

    Amo kandhamal re only BSNL seita v 3g aame bindas madichala

  • @swagatikasahoo3096
    @swagatikasahoo3096 Před měsícem

    Supper eka there 500 karidebara thila kai nki 25 50 badhaucha kauta au baki achi badhi bare pariba tela ebe bhai recharge aga ku dekha kn kn heuchi

  • @suryakantasahoo2289
    @suryakantasahoo2289 Před měsícem +2

    Jio au airtel company bala gote mandir kari mandir bhitare puja karantu jadi setiki nakaribe ta upare jhada basibu sabu jio au airtel costmer mane

  • @2duSorenvillagelife
    @2duSorenvillagelife Před 27 dny +1

    ଏବେ ମୋଦୀ ଭକ୍ତ ଖୁସିତ ? 😅😅😅😅😅😅😅😅

  • @LokalFootballClub
    @LokalFootballClub Před měsícem +2

    Switch to BSNL

  • @Badnameditor-nf4sg
    @Badnameditor-nf4sg Před 29 dny +1

    Prathame 399 re 84 days thila abe 666 re 84 days thila puni badhila 😮

  • @24__LONELY__ANJEL__29
    @24__LONELY__ANJEL__29 Před 29 dny

    Ia ta aarambha,,amitii kete kn dekhibar achhi,,asabu. Aamavali gariba lokanka pain,,pilanku mobile darkar,,recharge pain aame,,,,

  • @Bpbiren
    @Bpbiren Před měsícem

    SABU MISA AU KEHI BI RECHARGE NAI KARA, AU TAPARE DEKHMA

  • @kingofsuru
    @kingofsuru Před měsícem +1

    Vodafone idea sim ku port karidabu recharge kam achii

  • @SONOTBIBELSONDESH1980
    @SONOTBIBELSONDESH1980 Před 27 dny +2

    ଟାୱାର ଭାଙ୍ଗିଦେବା ଦରକାର

  • @jkgamersff
    @jkgamersff Před měsícem +1

    Right

  • @jitendrabindhani-zn6rg

    Bubble Enginee nuha dubble PC dubble TX Debaku heba

  • @indrajitmallik8445
    @indrajitmallik8445 Před měsícem

    Kn chalichi mono mukhi recharge plan badhei chali chanti

  • @sumatiroul3498
    @sumatiroul3498 Před 27 dny

    Recharge kam karuna kanhiki sabhbele khali tanka badha 😢😢😢abe ame sabu kn karibu kmt recharge karibu😢😢😢