Listen ! Here's What Naveen Patnaik's Nephew Arun Patnaik Has To Say On His Enter Into Politics

Sdílet
Vložit
  • čas přidán 26. 02. 2020
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'.
    For the latest Odisha News Follow us:
    Visit: kanaknews.com/
    CZcams: / kanaktvonline
    Twitter: / kanak_news
    Facebook: / kanaknews
    Playlists-
    Big Debate- • Big Debate: Grounded A...
    One to One- / watch
    v=OvDWzu1jCco&list=PLAfchLMlcCeUPb0xj4SZtmDbVvP0iF-14
    Loka Nakali Katha Asali: • Loka Nakali Katha Asal...
    Manoranjan Mishra Live: • Manoranjan Mishra Live...

Komentáře • 762

  • @ratikanta_1438
    @ratikanta_1438 Před měsícem +38

    ହେ ପ୍ରଭୁ ୟେ ବି ଓଡ଼ିଆ ଜାଣିନାହାନ୍ତି, ଜୟ ଜଗନ୍ନାଥ 🙏

    • @jhulidigal7791
      @jhulidigal7791 Před měsícem

      😂😂😂😂 Tama coment dekhiki hasa control hruni😂

  • @hnmusic3636
    @hnmusic3636 Před měsícem +109

    Only Naveen Sarkar odishare amaku shree Naveen Patnaik darkar achhanti❤❤

  • @user-bh8xl6tk1j
    @user-bh8xl6tk1j Před měsícem +96

    How polite Arun Pattnaik is ❤❤ whole family is royal humbe educated ❤❤

  • @aanandrao2408
    @aanandrao2408 Před 3 lety +56

    ଉତ୍କଳେ ନେତାଙ୍କ ନାହିଁ ପ୍ରୟୋଜନ
    ଉତ୍କଳ ନେତା ନିଜେ ନାରାୟଣ

  • @jagabandhupattanayak5782
    @jagabandhupattanayak5782 Před 3 lety +89

    ଓଡିଶା ଏକମାତ୍ର ରାଜ୍ୟ ଯଉଠି ନିଜ ରାଜ୍ୟ ର ଭାଷା ଅବହେଳିତ

    • @azadmohammed1911
      @azadmohammed1911 Před měsícem +5

      ଓଡ଼ିଆ ଭାଷା ଜାଣି ନ ? ଓଡ଼ିଆ ଜାତି ର ଛୁଆ ତମେ !

    • @Finestkitchen
      @Finestkitchen Před měsícem

      😢

    • @KalpanaMangaraj
      @KalpanaMangaraj Před měsícem +6

      Kemiti haba sabu bapa mane ta tanka pilanku English mideum patha padheile odia vasa ra kemiti pragati haba😊

  • @rabindrarouta2465
    @rabindrarouta2465 Před rokem +44

    ମାତୃଭୂମି ମାତୃ ଭାଷାରେ ମମତା ଯା ହୃଦେଜନମି ନାହିଁ""" ତାଙ୍କୁଯଦି ଜ୍ଞାନୀ ଗଣ ରେ ଗଣିବା ଅଜ୍ଞାନ ରହିବେ କାହିଁ,.......... ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏

    • @GobindaChandraSatapathy-se5yr
      @GobindaChandraSatapathy-se5yr Před měsícem

      ଦୁର୍ଭାଗ୍ୟ ଏ ଓଡ଼ିଆ ଙ୍କର, ଯେଉଁ ବିଜୁ ଙ୍କୁ ନେଇ ଓଡିଶା ରେ ତାଙ୍କୁ ସଂମାନ ରେ ତୁମ୍ବିତୋଫାନ ସେହି ବିଜୁ ଙ୍କ ଦାୟାଦ ମାନଂକର ଓଡ଼ିଆ ପ୍ରତି କେତେ ଯେ ଆଗ୍ରହ ଜଣାପଡୁଛି, ସେ ଇଣ୍ଡୋନେସିଆ ରେ କଣ ହେଲା ନାହିଁ ଆମ ଓଡ଼ିଆ ଙ୍କ କି ଉପକାର ସାଧିତ ହେଲା ଏ ଓଡ଼ିଆ ଜାଣିବା ଦରକାର, କିନ୍ତୁ ବିଜୁ ଙ୍କୁ ଛାଡି ଅନ୍ୟ ଯେଉଁ ମହାପୁରୁଷ ଏ ଓଡିଶା ତଥା ଓଡ଼ିଆ ଭାଷା କୁ ଗୌରବନୀତ କରି ଥିଲେ ସେମାନଙ୍କର ଦାୟାଦ ନିଶଛୀନ୍ତ ଭଲଭାବେ ଓଡ଼ିଆ କୁ ଜାଣି ଥିବେ, ତେଣୁ ଏବେ ଓଡିଶା ଦେଖୁ କେବଳ ନବୀନ ନୁହଁ ବିଜୁ ଙ୍କ ସମ୍ପୂର୍ଣ ବଂଶଜ ଙ୍କ ଓଡ଼ିଆ ପ୍ରୀତି, ସେଥିପାଇଁ ପ୍ରାୟ ବିଜୁ ଶେଷ ସମୟ ଏମାନଙ୍କ ପାଖରେ ନଥିଲେ, ତେଣୁ ବିଜୁ ଓଡ଼ିଆ ଙ୍କର, ତାଙ୍କ ପରିବାର ନୁହଁ, ଜଗନ୍ନାଥ ତାଙ୍କ ଆତ୍ମା କୁ ସଦଗତି ଦିଅନ୍ତୁ, ବିଜୁ ଅମର ରହେ,

  • @ratnakarkar7354
    @ratnakarkar7354 Před 3 lety +12

    ଜେଜେ ତେଲେଙ୍ଗା, ଆଈ ବଂଗାଲୁଣି, ମା ପଞ୍ଜାବୀ, ସ୍ତ୍ରୀ ଫ୍ରେଞ୍ଚ୍, ଏମାନେ କିପରି ଓଡ଼ିଆ ହେଲେ ବୁଝି ହେଉନାହିଁ

  • @JOGESWAR128
    @JOGESWAR128 Před 4 lety +46

    ଗର୍ବ କଥା ....ମାତ୍ର ଅରୁଣ ପଟ୍ଟନାୟକ ଙ୍କୁ ନେଇ କନକ ଟିଭି ର ଭବିଷ୍ୟତ ରାଜନୀତି କୁ ନେଇ ପସନ୍ଦ ହେଉନି...

  • @madankisan9527
    @madankisan9527 Před 3 lety +14

    ପ୍ରବାଦ ପୁରୁଷ ଓଡ଼ିଆ ମାନେ କହୁନାହାନ୍ତି କେବଳ ବିଜେଡ଼ି ବାଲେ କହିଛନ୍ତି ନବୀନ ଭୟରେ

  • @odiasong539
    @odiasong539 Před měsícem +4

    ଓଡ଼ିଆ ଶିଖ ତାପରେ ମୁଖ୍ୟ ମନ୍ତ୍ରୀ ହବ ବାଳ କୁଆଡୁ କୁଆଡୁ ଆଉଛ ସବୁ

  • @malaymohapatra1706
    @malaymohapatra1706 Před 4 lety +29

    1:49 - ଆଲଗାପ୍ରକାର୍ ବେଜିତ୍

  • @biranchinarayanmahalik897
    @biranchinarayanmahalik897 Před 2 lety +16

    ଆଉ ଗୋଟେ Cartoon😄🤣
    ଇଏ ବି ଓଡ଼ିଆ ନୁହେଁ,,,

  • @user-yj6te6wp2r
    @user-yj6te6wp2r Před měsícem +7

    This guy speaks exactly like Naveen style. Short and sweet.

  • @ranjankumarmallick1157
    @ranjankumarmallick1157 Před 4 lety +52

    କନକ ନ୍ୟୁଜ୍ ଦେଖିବା ଓଡ଼ିଆ ରେ ପ୍ରଶ୍ନ କଲାନି

  • @manasranjansahoo3050
    @manasranjansahoo3050 Před 3 lety +6

    ଆରେ ନିଜ ଭାଷା କହିବାକୁ ଡର ଲାଗୁଛି ରାଜନୀତି କ'ଣ କରିବ 😭😭😭😭😭

  • @sanjibrout424
    @sanjibrout424 Před 4 lety +8

    Thanks The Great man Storng Biju Babu Amar Rahya

  • @mobitech4203
    @mobitech4203 Před 4 lety +29

    Report--what is your hobbies? 😜😜😜😜

  • @bikashswain6959
    @bikashswain6959 Před 4 lety +50

    ଓଡିଆ ମାନେ ଦେଖ ଜୋଉ ପରିବାର କୁ ଓଡିଆ କହିବା ଆସୁନି ସେମାନକୁ କନକ ଲତା କିପରି ଭାବରେ ମହାନ କରୁଚି

  • @rameshchjena6348
    @rameshchjena6348 Před 4 lety +137

    ଓଡ଼ିଶା ରେ ଇଂରେଜ୍ ଶାସନ୍ ଚାଲୁଛି କେହି ବି ପାଟି ଖୋଲୁ ନାହାନ୍ତି dinga mara

    • @Senapati_Ankit
      @Senapati_Ankit Před 4 lety +5

      Bhai kebala Odisha nuhne pura Bharat Varsha aji Bi mentally gulam acchi uropean countries mansnkra

    • @adityapb9629
      @adityapb9629 Před 4 lety +5

      Maghia Randi pua nabina patanyk ama upare atyachara karichu au vote paibani to putura vote paibani ethara Congress sarakar jitiba Bjd hariba Congress jitiba

    • @ansumanayushansumanayushma5176
    • @abhisekjagadev2832
      @abhisekjagadev2832 Před 4 lety

      Right

    • @abhinandannayak6703
      @abhinandannayak6703 Před 3 lety +1

      You illiterate morons would never understand the continuous efforts of government for development

  • @NareshKanhar-fj9mr
    @NareshKanhar-fj9mr Před měsícem +14

    କନକ ନ୍ୟୂଜ ଭାଇମାନେ ଅରୂଣପଟନାକ ଙ୍କୁ ଓଡିଆ ପ୍ରଶ୍ନ ପଚାର ଓଡ଼ିଆ ରେ କଥା ହୁଅନ୍ତୁ଼
    ଓଡ଼ିଆ ଭାଷା କହିନ ପାରିଲେ ତଡ଼ି ଦିଅନ୍ତୁ

    • @alfasonali4698
      @alfasonali4698 Před měsícem +1

      Hn hn tanka family function re tanku tadiba tme ki ajab loka emane

  • @pinturock4993
    @pinturock4993 Před 4 lety +150

    କେହି ଶଳା ଓଡିଆ କହି ପାରୁନି ଏ ମାନେ କଣ ରାଜନୀତି କରିବେ

    • @career8939
      @career8939 Před 4 lety +15

      ଭାଇ ମୁ ଏଇ vedio କୁ ଖାସ ଏଇଥି ପାଇଁ ଦେଖୋଲି , କି ନବୀନ ର ପୁତୁରା ଓଡ଼ିଆ କହିପାରୁଛି ନ ନାହିଁ । ଧିକ ବେ ମଣିଷ ପଣିଆ କୁ ।

    • @rudranarayanbarik9745
      @rudranarayanbarik9745 Před 4 lety

      Right

    • @nnb7902
      @nnb7902 Před 4 lety +7

      Odia re mobile ku kan kuhanti bhai mane

    • @career8939
      @career8939 Před 4 lety +1

      @@nnb7902 ଦୁରଭାସି ଯନ୍ତ୍ର

    • @abhinandan2664
      @abhinandan2664 Před 4 lety +3

      @@career8939 seita ta telephone.

  • @deepaksahoo2239
    @deepaksahoo2239 Před 3 lety +55

    One thing I have to add our Oriya reporter must develop the communication skill in English and in Hindi.

    • @sumittete801
      @sumittete801 Před 3 lety +10

      He is not even good at communication in odia...forget about other languages 😂

    • @shubhamkumarhealthandyoga3938
      @shubhamkumarhealthandyoga3938 Před 2 lety +1

      also one thing I want to inform you... that is not Oriya that is Odia

  • @pabitrafun1344
    @pabitrafun1344 Před 4 lety +93

    ଓଡ଼ିଆ କହିଲେ ମାଗୀହା କୁ ଭୋଟ ଦେବି ନହେଲେ ନାଇ 😂😂

  • @basantasahoo425
    @basantasahoo425 Před 3 lety +6

    ଏମାନଙ୍କୁ କାହାକୁ ବି ଆମ ମାତୃଭାଷା ଆସୁନି

  • @akhayakumarswain8391
    @akhayakumarswain8391 Před 3 lety +38

    I am very sad about arun patnayak's speech because odisha culture is odia language but he can't know odia .....jay hind

    • @kcpradhan8285
      @kcpradhan8285 Před 2 lety +2

      ok I'll look l ll l

    • @shubhamkumarhealthandyoga3938
      @shubhamkumarhealthandyoga3938 Před 2 lety +3

      even Navin Patanaik can't speak odia

    • @sarbeswarmohanto2207
      @sarbeswarmohanto2207 Před 2 lety

      @@kcpradhan8285 to

    • @Mr.Munna_
      @Mr.Munna_ Před rokem +1

      Bhai naa tame odia janichha naa bhala English 😂😂😂😂
      Tame odia re lekhithile bhala hoithanta😂😂

    • @Mr.Munna_
      @Mr.Munna_ Před rokem

      Bhai "He can't know Odia" hebani..
      "He doesn't know Odia" heba
      Or
      He can't speak Odia heba
      😂😂😂

  • @sarojrout7956
    @sarojrout7956 Před 4 lety +108

    ଏମାନେ କେବେ କଳିଙ୍ଗ ଷଣ୍ଡ ବିଜୁ ବାବୁ ଙ୍କ
    ପୁଅ କି ନାତି ହୋଇ ନଥିବ?
    ବନ୍ଦେ ଉତ୍ତକଳ ଜନନୀ @$

    • @huiraj
      @huiraj Před 4 lety

      Ha ha ...

    • @bapujinayak6539
      @bapujinayak6539 Před 4 lety +1

      Right bhai

    • @pragatiamant7076
      @pragatiamant7076 Před 4 lety +2

      Dude....r u understand English?...

    • @laxmannaik3239
      @laxmannaik3239 Před 4 lety +3

      ଇଏ ମାଗ୍ୟା ଗୁଡାକ ଓଡ଼ିଆ ମାନଙ୍କୁ ଲୋଟୁଛନ୍ତି ଓ ବାହାର ଦେଶ କୁ ଯାଇ ୟେସ କରୁଛନ୍ତି

    • @lki890
      @lki890 Před 4 lety

      😂😂

  • @nnb7902
    @nnb7902 Před 4 lety +21

    Nonsense kanak news reporter,,,,A little knowledge of reporting, way of speaking degraded the value of news.

  • @rajivroutray8126
    @rajivroutray8126 Před 3 lety +20

    It's an odia news channel
    Odia reporter 1st talks in Odia
    Then communicates with Arun Pattnaik in hindi
    Then Arun Sir replies in English
    And finally the report concludes in Odia
    Incredible
    Aame Swabhimani Odia

    • @dip2786
      @dip2786 Před 3 lety +1

      Our reporters realy need to work on accent and speaking quality...

  • @ranjankumarmallick1157
    @ranjankumarmallick1157 Před 4 lety +10

    ସେମାନେ କନ୍ ଇଂରେଜ ଥିଲେ କି ଓଡ଼ିଆ ଭାଷା ଜାଣିନାହାନ୍ତି କନକ ନ୍ୟୁଜ ବି ବେହିଆ ଙ୍କ ଭଳି ଭାବୁଛି ଗୋଟେ ଜାତୀୟ ଗଣମାଧ୍ୟମ ନିଜକୁ ଯୋଉଥିପାଇଁ ଇଂରାଜୀ ରେ ପ୍ରଶ୍ନ ପଚାରୁଛି

    • @laxmidharswain4028
      @laxmidharswain4028 Před 4 lety +1

      ଏମାନେ ସବୁ ବ୍ରିଟିଶ breed, ଆଙ୍କ ଘରେ ମୁସଲମାନ, ଖ୍ରୀଷ୍ଟିଆନ ସବୁ ଅଛନ୍ତି, ଜଗନ୍ନାଥ ମନ୍ଦିର ରେ ପୁରାଇବା ପୂର୍ବରୁ ୟାଙ୍କର ଧର୍ମ ଯାଞ୍ଚ କରିବା କଥା

  • @sushilkumards9134
    @sushilkumards9134 Před 4 lety +24

    Oh...Babu nku b odia Jana Nahi...kintu fursat milile cm hei jibe...😂😂😂

  • @madankisan9527
    @madankisan9527 Před 3 lety +14

    ଓଡ଼ିଶାର ମହା ପୁରୁଷ ମାନେ ଗଲେ କୁଆଡେ ସେମାନଙ୍କ ନା ଏମାନେ ନେଉ ନାହାନ୍ତି ଖାଲି ବିଜୁ ନାମ ଜପ କରୁଛନ୍ତି ନବୀନ ଭୟରେ

  • @silentripu2875
    @silentripu2875 Před 4 lety +11

    ଅରୁପ ପଟଟନାୟକ ଶଳା ଜାଣିନି ଓଡିଆ ମାଘିଆ କନକ ଟିଭି ବେହିଆ ଙ୍କ ଭଳି କିଛି ସମୟ ପାଇଁ English ରେ ପଚାରୁ ଥିଲା ମାଘିଅା

  • @hemantakumarmohanty849
    @hemantakumarmohanty849 Před 4 lety +18

    ଓଡ଼ିଆ ରେ ଭାଷଣ ଦେଲେ ଆମେ ଭୋଟ ଦେବୁ ବୋଲି କହୁଛୁ

  • @bijayanandaprusty6222
    @bijayanandaprusty6222 Před 4 lety +19

    ନବୀନ ବାବୁ ଙ୍କ ପରେ ଆମ ଓଡିଶା ର ଜଦି କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି ତାହେଲେ ଭୋଟ ଦେବେ କିନ୍ତୁ ଏ ମାନଙ୍କୁ ନୁହଁ

    • @bigdady1281
      @bigdady1281 Před 2 lety +2

      No only vote for pattnayak dynasty

  • @bibhunayak9709
    @bibhunayak9709 Před 4 lety +6

    ଆଉ ଗୋଟେ ଇଂଗ୍ରେଜ ଓଡିଶାର ମୁଖ୍ୟମନ୍ତ୍ରୀ ହେବ ? ନା ଆଉ ସହି ହେବନି ।

  • @nirmalsenapati2406
    @nirmalsenapati2406 Před 4 lety +58

    Sala sabu gote gote engrej

  • @muralimohan14306
    @muralimohan14306 Před 4 lety +21

    Vote ମିଳିବନି ଦୟାକରି ରାଜନୀତିକୁ ଆସନୀ। indonesia ରେ ଲଢ ସେଠାରେ vote ମିଳିବ।

  • @spandanmishra456
    @spandanmishra456 Před 4 lety +22

    ଆଜି ଯଦି ବିଜୁ ବାବୁ ଥାନ୍ତେ, ତେବେ ତାଙ୍କ ଆତ୍ମା ନିଶ୍ଚୟ କାନ୍ଦି ଥାନ୍ତା । ତାଙ୍କ ରି ନାମରେ ଦଳ ଗଢ଼ି ତାଙ୍କ ପୁଅ 4 ଥର ଓଡ଼ିଶା କୁ ଲୁଟିଲେ । କୁଆଡ଼େ ଗଲା ସେ ସୁନାର ଓଡ଼ିଶା 🤔 ? ଶିକ୍ଷା , ସ୍ୱାସ୍ଥ୍ୟ , ଗରିବୀ ରେ ଓଡ଼ିଶା ଆଜି ରେକର୍ଡ କଲା ।

  • @comedymix4150
    @comedymix4150 Před 2 lety +3

    Next ଓଡିଶା କୁ ଗଢିବା ଏଭଳି ଲୋକ ଙ୍କୁ ଭୋଟ dabani

  • @mrganulolodia1491
    @mrganulolodia1491 Před 3 lety +2

    ତାହେଲେ ଇଏ କି ଗଣତନ୍ତ୍ର ଶାସନ...
    ବିଜୁ ବାବୁ 🙏ଜଣେ ଯୋଗ୍ୟ ନେତା ଥିଲେ...
    ତାପରେ ତାଙ୍କ ପୁଅ... ପୁଣି ତାଙ୍କ ପୁତୁରା... ତାହେଲେ କଣ ଏବେ ବି ରାଜ ରାଜୁଆଡା ଶାସନ ଚାଲିଛି କି 🤔🤔🤔

  • @tapankumar4342
    @tapankumar4342 Před 4 lety +7

    Why should we go on to elect someone based on their Family, clan, etc. I guess the leadership in Odisha doesn't comes to an end with Naveen Patnaik, Biju Patnaik. Although I have utmost respect for them But I guess whosoever it maybe we should elect someone who knows the state, its people, it working, etc. Not because he is someones Nephew.. And News Channels like u please stop glorifying these people and stop projecting them as the lone hope of all Odias.. We have much better stronger leaders in the state

  • @managobindapatra4764
    @managobindapatra4764 Před rokem +2

    ଇଣ୍ଡୋନେସିଆ ରେ ଚାକର,ଆସ ଓଡ଼ିଶା ରେ CM ହୁଅ ଯଦି ବିଜୁ ପଟ୍ଟନାୟକଙ୍କ ନାମ ରଖିବାର ଅଛି

  • @sanjibakumardash7246
    @sanjibakumardash7246 Před 3 lety +9

    Arun patnayak seems to be a befitting future cm of Odisha, at least he won't be befooled by bureaucracy.

  • @anantamoharana2305
    @anantamoharana2305 Před 4 lety +4

    ସବୁଯାକ ଅଣ ଓଡିଆ

  • @viralodisha1241
    @viralodisha1241 Před 4 lety +4

    Biju pattnaik greatest man in India

  • @nescothikasangha7514
    @nescothikasangha7514 Před 3 lety +4

    ଆଉ ଯାହା ଅଛି ବିକି କି ଖାଇବା ପାଇଁ ନବୀନ ଙ୍କ ପୁତୁରା କହିଲେ

  • @sudipkumarparida3029
    @sudipkumarparida3029 Před 4 lety +3

    ବିଜେଡ଼ି ଦଳକୁ କେହି ଚଳାଇବାକୁ ନାହାନ୍ତି....
    ଏଣୁ ସବୁ ଓଡ଼ିଆ ଜାଣିନ ଥିବା ଲୋକଙ୍କୁ ନେଇ..... 😀😀😀

  • @anusayamohanty1775
    @anusayamohanty1775 Před 4 lety +1

    Nice

  • @hemantakumarmohanty849
    @hemantakumarmohanty849 Před 4 lety +5

    ଓଡିଶାରେ ଓଡ଼ିଆ ଙ୍କ ଦୁଖ ଯିଏ ବୁଝିବେ ତାକୁ ଆମେ ଭୋଟ ଦେବୁ

  • @bhismacharyachoudhury9043
    @bhismacharyachoudhury9043 Před měsícem

    Dhanyawad 💐💐

  • @kanhudas3308
    @kanhudas3308 Před měsícem +1

    Welcome welcome 👏👏👍👍👍👍👍👍👍👍👍👍👍🙋‍♂️🙋‍♂️🙋‍♂️🙋‍♂️🙋‍♂️

  • @pramodakishorkumbhar7918
    @pramodakishorkumbhar7918 Před 4 lety +40

    gote namuna ta odia bhasa sikhi parilani aau gote namuna aasigala😜

    • @koshandeep8910
      @koshandeep8910 Před 4 lety

      Hahahahaha....🤦🤦

    • @pradeepkumardas7124
      @pradeepkumardas7124 Před 4 lety +3

      Je odia kohipareni sie odisha chaleiparibani eha bodhe apanka Moto ..ta hele jie Hindi janeni sie to India re rohiparibani

    • @pramodakishorkumbhar7918
      @pramodakishorkumbhar7918 Před 4 lety

      @@pradeepkumardas7124 si a ta kaunasi rajyara bhasa jani thibe . aau gote katha aamar odia kabi lekhi jaichhanti-matrubhumi matrubhasare nahi jara mamata se kahun janiba desa matrukara katha .

  • @manoramanayak3786
    @manoramanayak3786 Před měsícem +1

    ଯେଉଁ ମାନେ ଓଡ଼ିଆ ଜାଣି ନାହାନ୍ତି ।ଓଡ଼ିଶା ବିଷୟରେ କିଛି ଜାଣି ନାହାନ୍ତି ସର୍ବ ଉପରେ ଯେଉଁ ମାନେ ଓଡ଼ିଆ ଭାଷା ଶିଖି ନାହାନ୍ତି ସେମାନଙ୍କ ଉପରେ କହିଙ୍କୀ ଭରସା କରୁ ଛନ୍ତି ।ବିଜୁ ବାବୁ ଙ୍କ ଶେଷ ନିଃଶ୍ୱାସ ତ ସେମାନଙ୍କ ସହିତ ନଥିଲେ ।ତେଣୁ ବିଜୁ ବାବୁଙ୍କ ସହିତ ଏମାନଙ୍କ କିଛି ଆନ୍ତରିକ ତା ନଥିଲା ।

  • @mlmdiwana6344
    @mlmdiwana6344 Před 4 lety +15

    ଏ ମୂର୍ଖ ଓଡ଼ିଆ ଜାଣି ନାହିଁ ଏଟାକୁ ଓଡିଶା ରେ ଜାଗା ଦେବା ଉଚିତ୍ ନୁହେଁ।

  • @HR_ROUT
    @HR_ROUT Před 4 lety +5

    Uttarahikari b English maridela ho narano😂😂😂😂

  • @krantikrantithefighter.4409

    Ea kie aame ta yaku janinu .
    Aau kn kehi nahanti cm heba pain mu achhi mo odisha ra chinta bi mora

  • @kartiraj3635
    @kartiraj3635 Před 2 lety +2

    The great freedom fighter biju pattanik deserves padma vivusan awards

  • @bharatchandrasahoo3018

    Really

  • @bibhutidehury9223
    @bibhutidehury9223 Před 3 lety +2

    👍👍

  • @umasankarvandrasi6937
    @umasankarvandrasi6937 Před 4 lety +1

    Naveen Patnaik odishaku develop koribara darkar, sobbu state ru Amara state sabbu ainre pochore achi, plz develop the odisha state, and increase the jobs for educated persons in every districts.

  • @kailashkar9977
    @kailashkar9977 Před 4 lety +4

    Very good governance.People r not so fools to elect a particular man for fifth time.Long live.

    • @bharadwaja9142
      @bharadwaja9142 Před 2 lety

      Good governance....????
      When Navin pattnaik became CM at that time the BPL list and now BPL list is grater.
      Also dadan worker is more.
      His father had industry which his father sold for Kalinga,
      But Nvina babu and his brother what they have....?
      Biju babu founder of international Kalinga prize for SC.and tech.in the name of Kalinga but their son what they do.....?
      By strong will power and leader ship Biju babu did Paradeep daitari high way,paradeep port,Ninl ,rourkela steel plant, like sow many thing but Nvina babu could not able to promot and develop even Software technology park and infocity in Bhubaneswar which was one of the among 4 Software technology park 1st time started in India.

  • @user-rx2he3kd3y
    @user-rx2he3kd3y Před 8 měsíci +1

    ଜୟ ମାତୃଭୂମି

  • @user-bo2hm6jd4m
    @user-bo2hm6jd4m Před měsícem +1

    Welcome Prem babu

  • @user-rx2he3kd3y
    @user-rx2he3kd3y Před 8 měsíci +1

    ଜୟ ମାତୃଭାଷା

  • @raznsamantaray4833
    @raznsamantaray4833 Před měsícem +1

    😭😭😭😭 arun sir please come back

  • @suvendra9943
    @suvendra9943 Před rokem +1

    If your child is staying abroad for a very long time doing study will you tell him to learn Odia or rather you'll tell him to focus on his study.therefore language is not an issue but communication has to be there. The reporter didn't understand his feeling. Hw wanted to say something but the reporter started interpretimg. Because of that he said thank you very much. I've seen all odia reporters are like they just want themselves to be there infront of the camera it's a shame.

  • @samirbarik5203
    @samirbarik5203 Před 4 lety +7

    Puni au jane asila odia jani nathiba future cm
    Chhi chhi

  • @MousumiDas-wk6hk
    @MousumiDas-wk6hk Před měsícem

    Only Naveen patanayak sir odisha basi nka dukho bujhiparanti BCS se mrd nuho tankara odisha basi nka prati bahut bhala paiba Achii 😢😢😢😢😢

  • @panchananapadhiari5368

    He Prabhu Jagannath Rakshya Kara Odisha ku......

  • @babloorout2317
    @babloorout2317 Před 3 lety +2

    Bhai plz tame interview niani arun pattnaik naveen pattnaik ra kan haba seta english re bi kahiparuna kou qualifications against re tame job karicha ho?

  • @banditasbiolife9093
    @banditasbiolife9093 Před 2 lety +1

    U don't ask him about his hobbies... As he is not your colleague 😂 after his avoidance u want to stick with him

  • @lipunanayak8899
    @lipunanayak8899 Před 4 lety

    I like the way she reads..........I'm impressed by her.......

  • @sarojpattanaik6861
    @sarojpattanaik6861 Před 4 lety +1

    Listen everyone language it's not matter to in politics.... So what.. He is speaking to English......

  • @rkp6786
    @rkp6786 Před rokem +1

    No need to heridetary family members politics in odisha &india also.please stop heridetary politics in India & be introduced in our indian constitution now for better model India.

  • @nirakarmohanty3574
    @nirakarmohanty3574 Před měsícem +1

    Asiba darkar.

  • @ExcitedBoatLake-pf2qs
    @ExcitedBoatLake-pf2qs Před 2 měsíci +1

    Next cm

  • @biswajeetpatra1494
    @biswajeetpatra1494 Před měsícem

    Thanks

  • @jagannathdehuri5268
    @jagannathdehuri5268 Před 4 lety +4

    ନବୀନ୍ ପୁତୁରା ଓଡ଼ିଶାକୁ ବିକି ଦେବ.. ଦେଖିବ....

    • @adityapb9629
      @adityapb9629 Před 4 lety +1

      Se maghia Randi pua nabina patanyak putura ku vote kehi debeni

  • @noobtriggered9466
    @noobtriggered9466 Před 4 lety +4

    Apan mane khusi ta ?

  • @user-rx2he3kd3y
    @user-rx2he3kd3y Před 8 měsíci +1

    ବନ୍ଦେ ମାଆ ତାରାମ୍

  • @susantachalanchalan8789
    @susantachalanchalan8789 Před 3 lety +1

    Ok

  • @rabindramohanta8075
    @rabindramohanta8075 Před 4 lety +1

    good

  • @raghumalik5912
    @raghumalik5912 Před 4 lety +2

    Odia minister ra nati hoi odia jana nh.... Hats off this guy

  • @Kajal-jz4yb
    @Kajal-jz4yb Před 3 lety +4

    Odisha ku chalei ba loka ta odia kahi parunahanti ki bujhi parunahanti ta tanka putura kemiti kahibe odia 😂😂😂😂😂😂😂🤦🤦🤦🤦

    • @Itsariyan58
      @Itsariyan58 Před 3 lety

      Absolutely right 🤣🤣🇮🇳kichhi kamo nahi

  • @natural9937
    @natural9937 Před 3 lety +1

    ଆମେ ବିଜୁ ବାବୁଙ୍କୁ ସନ୍ନମାନ କରୁ କାରଣ ସମସ୍ତେ ଜାଣିଛନ୍ତି ହେଲେ ତାଙ୍କ ନାତି ------------------------------------ଆମେ ସନ୍ନମାନ କରୁନା ମେତେତ ରାଗ ଲାଗୁଚି news ଵାଲା ଙ୍କ ଉପରେ

  • @ncmworld5332
    @ncmworld5332 Před 2 lety +1

    ପରିବାର ବାଦକୁ କାହିଁକି ଉତ୍ସାହିତ କରାଯାଉଛି।

  • @priyacharandas7352
    @priyacharandas7352 Před 4 lety +9

    ଏମାନେ ସମସ୍ତେ ହେଲେ ଖ୍ରୀଷ୍ଟିଆନ ସଭ୍ୟତା ର ଲୋକ। ଓଡ଼ିଆ ଭାଷା ଆଉ କେହି କେହି କହନ୍ତି ନାହିଁ ଧିକ୍କାର

  • @biswabhusannanda8664
    @biswabhusannanda8664 Před rokem

    Late Biju Pattnaik is the fittest person to receive the Bharat Ratna posthumously. This will increase the prestige of Odisha/India.

  • @lopamudrasahoo1623
    @lopamudrasahoo1623 Před 4 lety +4

    ମାତୃଭାଷା ର କଳଙ୍କିତ ପୁରୁଷ

  • @puzzles-4329
    @puzzles-4329 Před 3 lety +9

    Such humiliation lol 😂 should have asked the correct questions

  • @ShradhanjaliBiswalilu
    @ShradhanjaliBiswalilu Před 4 lety

    Kn emt question ?

  • @hrusikeshswain754
    @hrusikeshswain754 Před 4 lety +2

    Odisha loka Hindi au English kahiba pain phtuchhi.

  • @tulukandi6180
    @tulukandi6180 Před měsícem

    A ଶଳା କେହି ଜଣେ ଓଡିଆ ଭାଷା ଜାଣିନାହିଁ ପୁଣି ସେହି ଅଣ ଓଡ଼ିଆ କଣ ଶାସନ୍ କରିବେ

  • @user-rx2he3kd3y
    @user-rx2he3kd3y Před 8 měsíci +1

    I LOVE MY COUNTRY*ODISAHA

  • @sarojinimohanty6701
    @sarojinimohanty6701 Před měsícem

    ଓଡ଼ିଆ ବୁଝି ପାରୁଥିବା ଏବଂ ଓଡିଆ କହିପାରୁଥିବା ନେତା ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ହେବା ଠିକ୍

  • @ankitapadhi3456
    @ankitapadhi3456 Před 3 lety

    Reporter ta kanak news ra naa tale pakeidela. Odia journalism ku b. Plz choose appropriate reporter for such important events

  • @rameshpatnaik5403
    @rameshpatnaik5403 Před měsícem

    Biju Patnaik a great Statesman, great Personality .

  • @ayaskantaswain8961
    @ayaskantaswain8961 Před měsícem

    ନରଣ ସବୁ ସାରିଦେଲା

  • @papunkumar7104
    @papunkumar7104 Před měsícem

    ଧନ୍ୟବାଦ ନବୀନ ସାର୍, ନିଜର ପୁତୁରା ହେଲେ ବି,ଆମଦାନୀ ନେତା ପ୍ରତ୍ୟାଖାନ କରିଥିବାରୁ ......

  • @bktvbicharkrantitv...5402

    ଏଇ ଭଳି ଚାଟୁକାର୍ ସାମ୍ବାଦିକ ମାନଙ୍କର ଆଉ କୌଣସି ଆବଶ୍ୟକତା ନାହିଁ ଭାଇ ଆମ ଦେଶରେ !
    ଓଡିଶାଟା ବିଜୁ ବାବୁ ବା ନବୀନ ବାବୁଙ୍କର କୌଣସି ପୈତୃକ ସମ୍ପତ୍ତି ନୁହେଁ ଆଞା ! ତେଣୁ ବିଜୁ ବାବୁଙ୍କର ପୁଅ ଓ ପୁଅ ପରେ ନାତି ନାତୁଣୀ ମାନେ ଓଡିଶାରେ ରାଜୁତି କରି ରାଜ୍ୟଟାକୁ ରସାତଳକୁ ନେଇ ଚାଲିଥିବେ !
    ଏବେ ନବୀନ ବାବୁ ରାଜ୍ୟଟାକୁ ଚଲାଉ ନାହାଁନ୍ତି ବରଂଚ ସେହି ଚାଲାକିଆ ଚୋର ପାଣ୍ଡିଆନ୍ ହିଁ ଚଲାଉଛି ।ନବୀନ ନାମକୁ ମାତ୍ର ।ପାଣ୍ଡିଆନ୍ ଠାରୁ ଆମର ବେଶୀ ସାତ୍ତ୍ଵିକ ବୁଦ୍ଧି ଅଛି ହୋ !
    ହଁ ଅବଶ୍ୟ ଅତି ବୁଦ୍ଧିଆ ତାମିଲ୍ ଚୋର ପାଣ୍ଡିଆନ୍ ବିଧାନ ପରିଷଦ ଜରିଆରେ ମୁଖ୍ୟମନ୍ତ୍ରୀ ହୋଇ ଯିବା ଅପେକ୍ଷା ଅରୁଣ ପଟ୍ଟନାୟକଙ୍କୁ ଆଣିବା ଭଲ ହେବ । ନଚେତ୍ ପାଣ୍ଡିଆନ୍ ଆମ ରାଜ୍ୟଟାକୁ ଅଧିକ ଲୁଟି କରି ପୁରା ରସାତଳକୁ ନେଇ ଯିବ !ତାକୁ ଲୁଟିବା ପାଇଁ ଦେବା ଅପେକ୍ଷା ଅରୁଣ ହିରାନୀ ପଟ୍ଟନାୟକଙ୍କୁ ଆଣି ମୁଖ୍ୟମନ୍ତ୍ରୀ କରିବାଟା ବହୁତ ଅଧିକ ଭଲ ହେବ !
    କିନ୍ତୁ ଯାହାବି ହେଉ ଏହାକୁ ବାସ୍ତବ ଲୋକତନ୍ତ୍ର ତ କୁହାଯିବ ନାହିଁ ବରଂଚ ଏହାକୁ ଗୋଟେ ପ୍ରକାର ରାଜତନ୍ତ୍ର ହିଁ କୁହାଯିବ ।
    କ୍ରମଶଃ:-.....
    W:-9861 506030