Astrologer Dr. Bhabani Sankar Mohapatra's Prediction For Naveen Patnaik In 2024 Elections
Vložit
- čas přidán 31. 05. 2024
- What does the future hold for Naveen Patnaik in the 2024 elections? Renowned astrologer Dr. Bhabani Sankar Mohapatra shares his predictions and astrological insights into the political journey of the Odisha Chief Minister. Will Naveen Patnaik continue his winning streak, or are there surprises in store?
Join us as we delve into Dr. Mohapatra's forecast and its impact on Odisha's political landscape.
Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/channel/0029Va9q...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.com/store/apps/de...
Twitter :- / kanak_news
Telegram :- t.me/kanaknewsofficial
WhatsApp: whatsapp.com/channel/0029Va9q...
#KanakNews #NaveenPatnaik #ElectionPredictions #Astrology #DrBhabaniSankarMohapatra #Elections2024 #OdishaPolitics #PoliticalForecast #IndianPolitics
ଏ ପକ୍କା ଟାଉଟର କିଛି ଜାଣେନି ଖାଲି ପରିସ୍ଥିତି କୁ ଦେଖି କହିବା ଶିଖିଚି ଲୋକଙ୍କ ଧନ କୁ ଲୁଟିବା ପାଇଁ ହଇରେ କାଲି କହି ଥିଲୁ bjd ସରକାର ଗଡିବ କାହିଁ ତୋର କଥା ସତ ହେଇଚି କି ତାହେଲେ ଖାଲିରେ କାହିଁକି ପବନ କୁ ଟେକା ମାରୁଚୁ ପେଟ ପାଇଁ ଯଦି ନାଟ କରୁଚୁ ଯାଉନୁ କଉଠି କାମ କରି ପେଟ ପୋଷିବୁ ଟାଉଟାରି ଗପ ମାରି income କରିବାକୁ ତତେ ଏତେ ଭଲ ଲାଗୁଚି ନା
Mu jaithili ya pakhaku 5000 nela kichhi Katha sata helani
ଆପଣଙ୍କ କିଛି କଥା ବାଜିଲାନି ତ....ଆପଣ ସ୍ଥିତି ଦେଖି କୁହନ୍ତି ବୋଧେ.....ଆପଣ କହିଥିଲେ ବିଜେଡ଼ି ନିଶ୍ଚିତ ଭାବରେ ଜିତିବ.....କାଇଁ ଜିତିଲାନି ତ......ଆପଣ ଯେମିତି କହୁଛନ୍ତି ସାଧାରଣ ଲୋକଟିଏ ଭି ସେୟା କହିବ....
Are Pandian bhul information de e chi Sir ku....goole kahuchi Tula rasi Naveen Babu kara😅😅😅😅😅😅😅sethi pa e thic helani😅😅😅
Ye jyotisha b pandiaan isara re nachuchanti
Kiye achhare yanku Khoja
ମୁଁ ସେୟା ଭାବେ ଯେ ମୋର ତ ଏତେ ଭଲ ସମୟ ଚଳୁଛି କିନ୍ତୁ ମୋତେ feel କାଇଁ ହଉନି....ଖରାପ ହି ଖରାପ ହଉଛି ମୋ ସହ....ଆଜି ଜାଣିଲି ...ଏଗୁରା ସବୁ ଟାଉଟର....ଏମାନେ ତାଙ୍କ ବୃତ୍ତି କୁ ଧନ୍ଦା ବନାଇ ସାରିଲେଣି....ଯାହା କହିଲେ ତ ଲୋକ ବିଶ୍ଵାସ କରିବେ ଆଉ
No 1 thaka
ହଁ ଆମେ ଜାଣିଲୁ ତୁମ କଥାରେ କେତେ ସତ୍ୟତା ଅଛି, ଷଷ୍ଠଥର ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଗଲେ ନବୀନ😁😁😀
😂😂😂😂😂😂😂❤❤❤❤
ଆପଣଙ୍କ ଭବିଷ୍ୟବାଣୀ ସମ୍ପୂର୍ଣ୍ଣ ମିଥ୍ୟା, ଆଜି ନବୀନ ପଟ୍ଟନାୟକ ହାରିଗଲେ, Bjd ସରକାର ଶେଷ, BJP 78 seat ରେ ବିଜଯ ହେଇଛି
ମିଛୁଆ ଜାତକ ବିଚାର କରୁଚୁ ଆଉ ତୋର କଥା ସବୁ ମିଛ ରେ... ତୁ ମିଛୁଆ ରାଧୁଅ 👍
Right
Sata kahila,ta Katha kichi thik nuha
ସବୁ ଅଙ୍କ ଆପଣଙ୍କର ଭୁଲ ହେଇଗଲା । ଶନି , ବୃହଷ୍ପତି ନୁହେଁ ନଅ ଟି ଯାକ ଗ୍ରହ ଏକାବେଳକେ ଭଲ ପଡ଼ିଗଲେ ବୋଧେ ....ଖୁସିରେ ସବୁ ଭୁଷୁଡେଇ ଦେଲେ ।
ପଣ୍ଡିତେ ନବୀନ ଜିତିବ ବୋଲି 20ଜଣ ଜୋତିଶ କହିଥିଲେ ହେଲେ ନବୀନ ହାରିଲେ କେମିତି
Jane astrology nka Katha thik heichi jie kahithile nabin nka biparjay heba
Bhai kia🎉
Swayam modi mahapravunka ଅଂଶ
@@AratiSamal-jd3kzkia se se bjp ra jyotisa bodhe
Jyotisha kahanti
E sala ku ebe daki interview Kara mu garantee dauchhi ea asibani au jadi asila khaiba pita 😂😂😂😂😂😂😂😂
Jotisha mahaprabhu apananka nija bhabisyata tike lekhiki dele
A salanku bandhiki Khali pitiba darakara . A salanku kichi Jana nahin
Jay Jagannath
Dont belive in prediction....just believe in karma...radhe radhe ❤❤
Prediction of astrology is 100% accurate and its an ancient science. But maximum of the astrologers on TV are fake and unqualified. Real ones are busy in their work of helping people and they don't bluff like these fake astrologers.
bharat bishwa cup jitiba boli,tame sabu tautar kahuthila.pura sata hoi gala.
Right bro
Incorrect prediction. Astrologers talk nonsense.
କିଏ କହିଲା ହାରିଗଲେ ଆପଣ !! ହାରିଯାଇଛନ୍ତି ତ ସେଇମାନେ ଯେଉଁମାନେ ଯୁଗ ଯୁଗ ଧରି ଆମ ମାଟି ମାଆକୁ ହରାଇଛନ୍ତି ଅନ୍ୟ ପାଖରେ । ଆପଣ ଇତିହାସ ଲେଖିଛନ୍ତି ଆଉ ସେମାନେ ଇତିହାସକୁ ଭୁଲେଇ ଦେଇ ଆଜି ଖୁସି ହେଉଛନ୍ତି । ଚେଇଁ ଶୋଇଥିବ ଯିଏ ତାକୁ ଉଠେଇବ କିଏ !!
ଆପଣ ଆମର ପ୍ରିୟ ହୋଇଥିଲେ , ଅଛନ୍ତି ଆଉ ରହିଥିବେ । ହେତୁ ପାଇଲା ଦିନୁ ରାଜନୀତିର କଥା ଆସିଲେ ଆମେ ଆପଣଙ୍କୁ ଦେଖିଛୁ । ଯଦିଓ ଜାନକୀ ବାବୁ ଅବା ହେମାନନ୍ଦ ବାବୁ କିମ୍ବା ଗମାଙ୍ଗ ବାବୁ ଙ୍କ ଶାସନ ଆମେ ଦେଖିଛୁ ହେଲେ କେହି ବାନ୍ଧି ପାରିନାହାନ୍ତି ଆପଣଙ୍କ ଭଳି ଆମ ମାନଙ୍କ ମନକୁ । ରାଜନୀତିରେ ରୁଚି ରଖୁଥିବା ବ୍ୟକ୍ତିତ୍ଵ ମାନଙ୍କ ପାଇଁ ଆପଣ ଆଦର୍ଶ ନିଶ୍ଚିତ । ପ୍ରବାସରେ ଯେବେ ଆପଣଙ୍କ ବିଷୟରେ ଆମେ ଚର୍ଚ୍ଚା କରୁ , ଆପଣଙ୍କ ବ୍ୟକ୍ତିତ୍ଵ, ସାଧାରଣ ଜୀବନଯାପନ ଶୈଳୀ, ନୀରବ , ମୃଦୁ ସ୍ମିତହସ, ଏବଂ ସବୁଠୁ ବଳିଷ୍ଠ ପ୍ରକୃତ ରାଜନୀତିର କଳା ବାବଦରେ ଆପଣଙ୍କ ପ୍ରଶଂସାରେ ଆମ ମାନଙ୍କ ସାମ୍ନାରେ ଅଣଓଡ଼ିଆ ମାନେ ବାଃ ବାଃ କରିଯାଆନ୍ତି । ଆପଣ ସତରେ ଭାରତବର୍ଷର ଏକ ନମ୍ବର୍ ମୁଖ୍ୟମନ୍ତ୍ରୀ । ଯିଏ ଯାହା ବି କହୁ, ବିନା ଛଳରେ ଆପଣଙ୍କୁ ବା ଆପଣଙ୍କ ଶାସନ କ୍ଷମତାକୁ ହରାଇବା ସହଜ ନୁହେଁ ଏହା ପୂର୍ଣ୍ଣ ଦମ୍ଭରେ କହି ପାରେ ମୁଁ ।
ଓଡ଼ିଶା ପାଇଁ ଆପଣଙ୍କ ଅବଦାନ ସର୍ବଦା ଅତୁଳନୀୟ ହୋଇ ରହିବ । ଏକ ବିକଳ ଦୟନୀୟ ଅବସ୍ଥାରୁ ଆଜିର ବିକଶିତ ଓଡ଼ିଶା ଭେଟି ଦେଇଥିବା ଆପଣଙ୍କ ଭଳି ମହାନାୟକଙ୍କୁ ଏଇ ଓଡ଼ିଆ
Odisha ku nasta karidela Nabina
Bapare kaha bisayare kahuchhu mu bhabuchhi maipa biki maaku mtrubhasa matru bhoomi biki chaliba loka tumemane. Se yuga galre mandabuddhi.
Don't agree with this prediction,bjp will come in Power
❤ କାଇଁ ସାରେ ଆପଣଙ୍କ ଗଣନା ଭୁଲ୍ ହୋଇ ଗଲା ❤
Sampurna Michha katha
Jay jagannath
Joy Jagannath
ପରିସ୍ଥିତି ଅନୁଧ୍ୟାନ କରି କହୁଛନ୍ତି ଆମ ସାରେ । କିନ୍ତୁ ଶୁକ୍ର ପଞ୍ଚମରୁ ଅଷ୍ଟମକୁ ପଳେଇଲା ତେଣୁ bjd ହାରିଲା । ଜ୍ୟୋତିଷବିଦ୍ୟା ଛାଡ଼ି ବେପାର କରନ୍ତୁ ସାର୍
Buli buli buli karuchi mu bala bepara....
ଓଟିଭି ଆର୍ଗୁଷ ଟିଭି ରେ ଏ ସବୁ ଦେଖା ଉଛୀ ନା ନାହିଁ
Jay Jaganaatha❤
What's the reporter name
ମିଛୁଆ ଟା କିଛି ଜାଣିନି ବେଲଜ୍ୟ ।ଭଣ୍ଡ ଟା ।ଲୋକଙ୍କୁ ଲୁଟି ଚାଲିଛି।
Nice
Dhanyabad pundit mahashay. Apananka bhabishyat bani sampurna sata palatigala. Odishabashi ebe apananka upare drudha bharasa karibe. Jaha heu, apana jane bishwabikhyat jyotish, ethire tilematra sandeha.nahin.
Jay Jagannath. 🙏
❤
Apcos right now BJD wine
ତମେ ଯଦି ଏତେ ବାଭିଶ୍ୟ ଦ୍ରଷ୍ଟା ତା ହେଲେ କାଇ କିଛି ତ ହେଲାନି, କଣ ପାଇଁ ଏମିତି ହଉଚ ଯୋତିଶ ଭାଇ....
astrologer very clever
@kanak TV & Astro., Bhabani is your prediction is correct and will you take responsibilityof current election result -2024
Jay jagarannta BJD 🙏❤
Prakruta pandita kebe computer/calculator use karantini. Pandita maane kebala pen and paper re calculation kari kahanti
Wrong prediction
You are right.Obstacles asiba kahithile.
Jay jagannath guruji 🙏🏻🙏🏻🙏🏻🙏🏻🙏🏻 Jay ho BJD 👍🏻🙏🏻
Haari gala
Harile kn ame apaman kariba janata God enu jaha heichhi God nka ichha au agaku jaha heba God nka ichha Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻
କର୍ମ ଠିକ ଥିଲେ ଫଳ ନିଶ୍ଚିତ
ଏ ଜ୍ୟୋତିଷ ଅନାବଶ୍ୟକ
नाबिनी बाबू नकर जय है❤❤❤❤
😂😂😂😂😂😂😂😂😂
Please reveal the physical talapatra jataka to people. People telling naveen patnayak will die in one month.
Navin to ghare samastanku gehinb
Present situation dekhiki prediction karo.
Navin babu ame apanka sathire❤🙏
Best cm
ମିଛ ହେଲେ ଏଇଟାକୁ ଯୋତାରେ ପିଟିବ,, ଲଣ୍ଡା କରି ବୁଲେଇବ,,,,
To bou bia re ginha abani
Micha micha micha 😂😂😂😂😂
Bhai green signal...
Michha hie gala bhai kabe landa kariba😃😃
I'm watching this vdo on 4th june and my words are
S*la katha kuhalia kapila
Magana gapa gapuchu
Tike badha nuha pura sarkar bhangi gala .
To chauda purusa re kia prediction karithila . Ebe nabin harila tu sala media ku kaha tote kete jana achi prediction
Sata helani ….
Ta ?
Tenu ehi byakti nka prediction bhul khali michha kahiki tanka lutichaluchi
ସବୁଠାରୁ ଏକ ନମ୍ବର ଠକ
Bhala prediction, badhaka ra dasha re harila.
ଆଉ ଦୁଇ ଚାରି ଟି ଟୀକା କପାଳ ରେ ମାଖ ବୁଦ୍ଧି ଉଦୟହେବ ଡ଼ାହା ମିଛ
ପେଟ ପାଇଁ ନାଟ ପୁଣି ଓଟିଭି ରେ😂😂😂😂😂😂
Apananka prediction michha helaa .
ସବୁ ଭୁଲ ହୋଇଗଲା ଗଣିତ. ଆଉ ଟେକା ଟେକି କରନ୍ତୁ ନାହି.
Kn hela kire
Where is your star prediction? Astrology failed.
Kanak news ku anurodh aau bhabani Babu ku chennal re dekhantuni
ଏ ଭଣ୍ଡ କୁ ଏବେ କନକ ନିୟୁଜ ନେଇ ଆସି କାଇଁ ପଚାରୁ ନାହାନ୍ତି ନବୀନ ପଟ୍ଟନାୟକ କାଇଁ ହାରିଗଲେ । ଏମିତି ସବୁ ଭଣ୍ଡ କୁ ପିଟିବା ଦରକାର ।
Ebe kn hela
ଇଏ Astrologer ନା ସାମ୍ବାଦିକ😂😂😂
Emanku kichi jana nahi . emane tauterkari rushi muninka vidya ku budeidebe. Jana ker brihaspati bhala thike se total dalaku jitaideba eha kipari .
Jadi emane sabu kahidebe tahale emane news room re nuhe temple re basiba katha sala chora 😂😂😂😂😂
😂😂😂😂 sarkar pura paleila kn astrologer ea paisa deiki tv channel re promotion kari thokauchi
ଆପଣଙ୍କ ଗଣନା ଭୁଲ ପ୍ରମାଣିତ ହେଲା
କଣ ଗଣନା ଭୁଲ ହୋଇଗଲା କି. ମିଛୁଆ ଜ୍ୟୋତିଷ 🤭🤭 ଖାଲି ଠକିକି ପଇସା ନେବା ଜାଣିଛନ୍ତି ଏମିତି ଲୋକ
Pandit ji Naveen nka chadi pandian nka ra dekhantu
Pandian bhul Jataka Naveen Babu kara de e chi...google kahichi Tula rasi..😅😅😅😅😅😅😅😅
Super pabana
ବାଜୁ ବାଜୁ ବାଜି ଯାଏ ହେଲେ ବାଜିଲାନି 😂😂😂
Bhaire tume jaiki chakuli pitha re kana gana bala jana achi tamaku😂👍
Dada sarkar bartoman kiye gadibo
ଯୁଗେ ଯୁଗେ ଲୋକଙ୍କୁ ଏମିତି କାହିଁକି ଅବାଟକୁ ନେଉ ଛନ୍ତି ?
ଆପଣଙ୍କର ଗଣନା ଭୁଲ, ନଚେତ ନବୀନ ପଟ୍ଟନାୟକଙ୍କ ଜାତକ ଭୁଲ. Duplicate Birth certificate .
Incorrect birth details may be the cause of prediction failure. Further, election being of competition nature, kundli of other party heads could have taken to accounts. See Naveen Patnaik has won from Hinjili with small gap.
Ethire jana padila apanka bhabishya bani patha kete chanakdar...wah bhai wah ..
Sir I am an Astrologer sir ଙ୍କର କର୍କଟ ଲଗ୍ନ ଶୁକ୍ର ଦଶା ବହୁତ ଖରାପ ଶୁକ୍ର ପୁଣି 5th ହାଉସ ମଙ୍ଗଳ ଙ୍କ ଘରେ, ଶାସ୍ତ୍ର କହେ କଣା ଘରେ ଯଦି କୁଜ ର ବାସ ରାଜା ହେଇଥିଲେ କାଟିବ ଘାସ,
Sala proof hei gala tu gote maha toutar to katha sabu micha.. loka nku ye jyotish bidya kahi chuna lagauchu
Mu thare eanka pakhku jaithili jee 3000 appointment kahile bhala hela dekhaini nhele 3000 bekar jai thita
ନବୀନ ପଟ୍ଟନାୟକ ବିଶ୍ଵ ଗୁରୁ
Sir micha kahuchanti apana ,micha hela apanka katha
Yaku tv channel kemiti dakuchi
Bhai mane eai pari jyotis chakar re jia padi gala fir bhabsyat kharap hei jiba karan eamnku kichi jana nai khali mangal sani rahu jana
Ama hart ku lagilani amay gandi ta mari delu😂
ତୋତେ ପିଟିବା କଥା,,, ଲୋକଙ୍କୁ,,,,,,,,,,, ମାରି ମିଛ କହୁଛ 😂😂😂😂
ମିଛୁଆ ପଣ୍ଡିତ ଭବାନୀ ଶଙ୍କର ମିଶ୍ର
ବିଜୟଲକ୍ଷ୍ମୀ ଝଡ଼ି ଝଡ଼ି କଳାକାଠ ପଡ଼ିଗଲେଣି । ଭଗବାନ କରନ୍ତୁ ଦେହ ସୁସ୍ଥ ଥାଉ ।
Bala rahichhi
Kn hela
ଜନ୍ମ ମରଣ ବରସା କରିନପାରନ୍ତି ପୁରୋସା
ସଷ୍ଟ ଥର ହେଲେ 😂😂
Nija upare biswas rakh au vabisyata aji parjyanta kehi kahi paribeni amanankara manaku jaa asila taha kahi dele jemiti first mu jebe jataka dekhei kou colour ra bike kinibi kahili kahila black colour tama pain vala haba...salaa accident hei show room re padichi...
Lol ... This guy is a farce
7/7/1965 Bidyadharpur Chuakuti Dhamnagar Bhadrak Balasore Odisha plz Calculate my prediction
ହୋଈଅ ଯୋତିଶ ସାର୍ ଆପଣକୁ ବୋଧେ ପାଣ୍ଡିଆନ୍ ବିଜେଡି ଶାସନ ବେଳେ ଯୋତିଷ ପାଠ ପଢ଼ାଇ ଥିଲା. ନହେଲେ ଆପଣକଂ ଗଣନା ପୁରା ଭୁଲ୍ କେମିତି ହେଲା. ମୋତେ ଲାଗୁଛି ଆପଣଙ୍କ ଜାତକରେ ବୋଧେ ସନିଦଶା ଚାଲିଛି. ତେବେ ପରିବର୍ତ୍ତନ ଆମ ରାଜ୍ୟ ଆଉ ଦେଶର ଏକ ମାତ୍ର ସତ୍ୟ ଏହା ମାନି ନିଅନ୍ତୁ. ତେବେ ଲୋକଙ୍କୁ ନ ଠକିକି ନିଜେ ସୁଧୁରିବା ଚେଷ୍ଟା କରନ୍ତୁ.
Aeita nabin odisha
Aau nahin 😂😂😂😂😂
Thau thau
Bhanda jyotish ra Mobile No kete o ta sahita News channel Bala Kan pain emiti News dekhauchi
Kete Dina hela joutisa karucha .galuaa michhua jou dina Marithile e joutisa janma heithila laja laguni
ଠିକ କହିଲେନି, ଭୁଲ ହେଇଗଲା
Eta thaka ta , mo related sabu bhul kahithila , bahut thara bahut customers Ya office re jaiki Budheswari Mandira pachare jaiki sodhichanti . Kichhi janini eta practical astrology
Right bro.Best cheater in odisha.Mu bi cheating ra victim heichi.Komala katha kahiki innocent lokanku cheating karibare PhD.
ବର୍ତମାନ ନବୀନ୍ ପଟ୍ଟନାୟଙ୍କ କେତୁ ମହାଦଶା ଚାଲିଛି ଯାହାକି ଜୁଲାଇ ୨୮ ୨୦୨୪ ଯାଏ ରହିବ . ଗାଲୁଆ ଙ୍କ ପରି ପରିସ୍ଥିତି କୁ ଦେଖି ଟାଉଟର ମାରନ୍ତୁ ନାହିଁ . ଜ୍ୟୋତିଷ ବିଞ୍କାନ ଜଦି ସଠିକ୍ ଜାଣିନାହାନ୍ତି ତେବେ ମୋ ସହ ଯୋଗାଯୋଗ କରି କିଛି ଶିକ୍ଷିନିଅନ୍ତୁ .
କେଉଁ ସୂତ୍ରରୁ ନବୀନଙ୍କ ଜନ୍ମ ସମୟ ସୂଚନା ମିଳିଛି ଆଉ ତାହା କେତେ ନିର୍ଭରଯୋଗ୍ୟ ?
@@Manu-nz8gx ନବୀନ ଙ୍କ ଜନ୍ମଗତ ତଥ୍ୟ ସମସ୍ତ ଙ୍କୁ ଜଣା ସାଧାରଣ ଞ୍କାନ ର କଥା ୨୪ ବର୍ଷ ର ସରକାର ଙ୍କ ଜନ୍ମବିବରଣି ଜାଣିନ ଓଡିଶାରେ ରହି ଏହାଠୁ ବଡ ଲଜ୍ଜା ଆଉକିଛି ନାହିଁ
To bala khabara sunibaku time nai
Ate dina hela kaun karuthilu
You are thip