KHOLA KATHA EP 859 JUNE 20 2024, Exclusive Interview with Deputy CM of Odisha Prabhati Parida

Sdílet
Vložit
  • čas přidán 19. 06. 2024
  • A unique chat show that probes our celebrities to face the facts and rumours about themselves and bring forth the truth for the audience. This show aims to clarify the stands of the celebs and see their reactions to the questions, gossip and rumours. This show seems to be edgy due to the controversial nature it holds and as it makes sure to push the envelope with the kind of topics it tends to discuss with your favorite celebs.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #KHOLA KATHA EP 859 JUNE 20 2024#OdishaTV #OTV

Komentáře • 220

  • @rosnidalabeherarosni7512
    @rosnidalabeherarosni7512 Před 7 dny +114

    ସବୁବେଳେ ରାସନ କାଡ୍ ଧାରି ମାନଙ୍କୁ ସବୁ ଯୋଜନା ମିଳୁଛି ଭୋଟ କଣ ସେମାନେ ଦେଉଛନ୍ତି ଆମେ କଣ କିଛି ବି କରୁନୁ ଯୋଉଥୀ ପାଇଁ ଆମେ ସବୁ ଯୋଜନା ରୁ ବାଦ୍ ପଢୁଛନ୍ତି

  • @rosnidalabeherarosni7512
    @rosnidalabeherarosni7512 Před 7 dny +50

    ନା ଆମେ ଧନୀ ନା ଆମେ ସରକାରୀ କର୍ମଚାରୀ ତାହା ହେଲେ ଆମକୁ କାହିଁକି କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ

  • @krishnachandradas8598
    @krishnachandradas8598 Před 7 dny +48

    କିନ୍ତୁ ଘୋଷଣା ପତ୍ରରେ ପ୍ରତ୍ୟେକ ମହିଳା ଙ୍କୁ ସୁଭଦ୍ରା ଯୋଜନାରେ ୫୦୦୦୦ ଟଙ୍କା ଦେବାକୁ ଘୋଷଣା କର। ଯାଇ ଥିଲା ।ମୋଦୀ ଗ୍ୟାରେଣ୍ଟି ।

  • @animadas5350
    @animadas5350 Před 7 dny +42

    ଯେଉଁ ମହିଳା g v job କରିନାହାନ୍ତି ସମସ୍ତ ଙ୍କୁ ସୁଭଦ୍ରା ଯୋଜନା ରେ ସାମିଲି କରନ୍ତୁ

    • @shivom9286
      @shivom9286 Před 7 dny

      କିଛି ଯୋଜନା ଫୋଜନା ନାହିଁ ରେ ଭାଇ.... ଏମାନେ ସୋରିଷ ଫୁଟିଲେ ବି ବୋମା ଫୁଟିଲା ଭଳି ନାଟକ କରିବା ଲୋକ... Up ରେ ଯେମିତି ଗରିବୀ ବଦଳରେ ଗରିବ ମାନଙ୍କୁ ହିଁ ହଟେଇ ଦିଆ ଗଲା.. ସେହିଭଳି ବାହାପିଆ ଯୋଜନା କରି ଡିମ୍ଡିମ ପିଟିବେ..... କିଛି roadmap ନାହିଁ.. କି vision ବି ନାହିଁ.....
      BJP ନିଜେ ଯିତିନି.... ଲୋକ BJD ଉପରେ ରାଗିଲେ ବୋଲି ଏମାନେ ଆକସ୍ମିକ ଭବେ ସରକାର କରିଦେଲେ.....
      ଆଶା କରାଯାଏ... କେନ୍ଦ୍ରରୁ ଏମାନେ ଅଧିକ ଆଣିବେ....

    • @SaileshDehuri
      @SaileshDehuri Před 7 dny

      Sata katha ❤

  • @durgeshpatra4498
    @durgeshpatra4498 Před 7 dny +14

    ଏତେ ମିଛୁଆ ସବୁ ବିଜେଡି କରିଛି ମିଛରେ ବଦନାମ କରୁଛି ବିଜେପି

  • @saraswatisahoo5171
    @saraswatisahoo5171 Před 7 dny +11

    କାହିଁକି ମିଶନ ଶକ୍ତି ମହିଳା ମାନଙ୍କୁ ପେନସନ ମିଳିବନି ଆପଣମାନେ ଥରେ ବିଧାୟକ ହେଇଗଲେ ଆପଣମାନଙ୍କୁ ପେନସନ ମିଳିବ କ'ଣ ପାଇଁ।

    • @lipipuspapanda3929
      @lipipuspapanda3929 Před 6 dny

      Kan pain miliba,misan sakti mahila mane kan karuchanti khali loan aaniki sudha karbar karuchanti

  • @labanyamishra
    @labanyamishra Před 7 dny +31

    Election time ରେ କହିଲ ସମସ୍ତ ମହିଳା ପାଇବେ ସୁଭଦ୍ରା ଯୋଜନା ରୁ ଲାଭ, କିନ୍ତୁ election ଜିତି ଗଲା ପରେ କହୁଛ ଖାଉଟି କାର୍ଡ ଥିଲେ ଜଣେ ପାଇବ

    • @Singh77359
      @Singh77359 Před 7 dny +2

      କଣ ଚାକିରିକରୁଥିବା ଘରେବି ମିଳୁବୋଲି କହୁଚକି

    • @labanyamishra
      @labanyamishra Před 7 dny +1

      ଚାକିରିଆ ଙ୍କୁ chada, why condition after election

    • @Singh77359
      @Singh77359 Před 7 dny +1

      @@labanyamishra ମହିଳାଙ୍କୁ ମିଳିବ ୫୦ହଜାର ଟଙ୍କା ମାନେ ସମସ୍ତ ମହିଳାକୁ ମିଳିବକି ଘରେ ୫ ଜଣ ଥିଲେ ୫ ଜଣକୁ ମିଳିବକି ? କିଛି ରୁଲ ରେଗୁଲେସନ କରି ଦେବେ ଓ ସେଥିରେଜଦି ଗରିବଲୋକଙ୍କୁ ମିଳିବ ତେବେତ ଆହୁରି ଖୁସିଲାଗିବ ସମୟ ଆସୁ ତାପରେଦେଖିବା କାହାକୁ ମିଳିବକି ନାହିଁ ତାହା ଜଣାପଡିବ

    • @labanyamishra
      @labanyamishra Před 7 dny

      Tume ଏତେ ଜ୍ଞାନ ଦିଅନି clarify karni ମୁଁ ବି BJP ର ଆଉ BJP କୁ ଭୋଟ ଦେଇଛି why condition, ପୂର୍ବରୁ kn ପରେ kn

    • @Singh77359
      @Singh77359 Před 7 dny

      @@labanyamishra ଜଦି ବିଜେପିକୁ ଭୋଟଦେଇଚ ତେବେକଣ ପଇସାପାଇବି ବୋଲି ଦେଇଚକି ? ସମୟ ଆସୁ ଦେଖିବା କି କି କାମକରିବ ଜଦି ଭଲକାମକରିବନି ତେବେ ୫ ବର୍ଷପରେ ପୁଣି ବଦଳେଇବା

  • @Prem-bz3tr
    @Prem-bz3tr Před 7 dny +39

    ଗରିବ ଭୂମିହୀନ ଲୋକଙ୍କୁ ମିଳୁନାହିଁ ତମ ଯୋଜନା କେବେ ମିଳିବ

    • @prafulasingh2267
      @prafulasingh2267 Před 7 dny

      ସରକାରୀ ଯୋଜନାକୁ ତମ ଯୋଜନା କହିବାର ଉଦ୍ଦେଶ୍ୟ କ'ଣ ? ସରକାର ପରିବର୍ତ୍ତନ ହୋଇଛି ମନ ପରିବର୍ତ୍ତନ ହୋଇନାହିଁ ପ୍ରଥମେ ମନ ପରିବର୍ତ୍ତନ କର ସରକାରଙ୍କୁ ସହଯୋଗ କରନ୍ତୁ , ସୁବିଧା ଆପେ ଆପେ ଆସିଯିବ ।

  • @Katak_Dk
    @Katak_Dk Před 7 dny +5

    ଓଡ଼ିଶାର ମଧ୍ୟବିତ୍ତ ମାନଂକ ପାଇଁ ମଧ୍ୟ ଏ ବିଜେପି ସରକାର ନିଶ୍ଚିତ କିଛି ଆର୍ଥିକ ସାମାଜିକ ପ୍ୟାକେଜ ଆଣିବା ଦରକାର କାରଣ ଓଡ଼ିଶାରେ ମଧ୍ୟବିତ୍ତ ମାନଂକ ସଂଖ୍ୟା ବହୁତ୍ ଅଧିକ ।

  • @puspanjalidash9807
    @puspanjalidash9807 Před 7 dny +8

    SHG ku jie ete parishrama kari gadhila sie heuchhi Aww samasankara goda hata dhari gadhila athacha Aww ra dukha ku kehi dekhi parunahanti se kemiti ete kam honorarium re chaluchhi Hele ethara Amara katha Prabhati Parida Madam Sunibe bali Amara bahut biswas achhi madamku Ama BMS Sangathan Tarafru Bahut Bahut Abhinandan 🙏🙏

  • @jayantisahoo8072
    @jayantisahoo8072 Před 7 dny +14

    Madam ku pura kahibaku deantu .katha sarini besi chapar chapar heuchanti.

  • @user-xp6lh4el9j
    @user-xp6lh4el9j Před 7 dny +5

    Madam please ବସ୍ିବାସିନ୍ଦାଙ୍କ ଙ୍କୁ ଘର ଦିଆଯାଉ

  • @sudhakarabehera4343
    @sudhakarabehera4343 Před 7 dny +4

    Jay shree jagannatha mahaprabhu tume eka sahabharasa 🙏

  • @prakash35b
    @prakash35b Před 7 dny +2

    ଏଈ ପାଈଁ ଜନତା ମୋଦୀ ଜୀ କୁଂ ଆଶା ବାଡି ଧରେଈ ଦେଲେ । ଆଜି ଦେଶ ରେ ଜାହା ଅବସ୍ତା ଅଳ୍ପ ଦିନ ରେ ରାଜ୍ୟ ରେ ବି ହେଈ ଜିବ ।

  • @rajashreemohalik8095
    @rajashreemohalik8095 Před 6 dny

    Jay jaganath 🙏 Thank you so much mam,,mana Katha kahidele...❤

  • @maheshkumarpanda7530
    @maheshkumarpanda7530 Před 7 dny +2

    ପର୍ଯଟନ କ୍ଷେତ୍ର ରେ ପଶ୍ଚିମ ଓଡିଶା କୁ କିଛି ଗୁରୁତ୍ୱ ଦେବେ ମାଡାମ, କେବଳ ଆପଣଂକ ଆଡେ ସୀମିତ କଲେ ହେବ ନାଇଁ

  • @SonuMaharana-lf8pt
    @SonuMaharana-lf8pt Před 2 dny +1

    Madam, ମିଶନ ଶକ୍ତି ରେ କାମ କରିବା ଦରମା ମେଳିବା ପଦବୀ ଗୁଡିକ ଏକ ବର୍ଷ, କି ଦୁଇ ବର୍ଷ ପାଇଁ କରନ୍ତୁ ,କାହିଁକି ନା ଅନେକ shg ର ପାଠପଢି ଥିବା ମହିଳା ମାନେ ଏଥିରେ ଭାଗ ନେଇ ପାରନ୍ତେ।କାହିଁକି ନା ଅନେକ ମହିଳା ମାନେ ପାଠ ପଢ଼ି ଥିଲେ ମଧ୍ୟ ବାହାଘର ପରେ ସେମାନେ ବାହାର କୁ ବାହାରି ପାରନ୍ତି ନାହିଁ ।ନିଜ ଛଟ ଛଟ ଛୁଆଙ୍କୁ ପାଳି ପୋଷୀ ବଡ଼ କରିଲା ବେଳକୁ ସେମାନଙ୍କ ବୟସ ଆଉ ଚାକିରି କରିବା ପାଇଁ ଉପଯୋଗୀ ହୋଇନଥାଏ।ଅନେକ ଗୃହିଣୀ ନିଜ ଅସୁସ୍ଥ ଶାଶୁ ଶଶୁର ଙ୍କ ସେବା କରନ୍ତି କିନ୍ତୁ ସେମାନଙ୍କୁ ସମୟ ଦେଲା ବଳକୁ ତାର ନିଜର ଚାକିରି କରିବା ବୟସ ଚାଲିଯାଏ ।ସବୁ ଗୃହିଣୀ ଏକା ପରିକା ନୁହନ୍ତି ।ଜଣେ ଜଣେ ବାହାଘର ହେବା ମାତ୍ରେ ,ଶାଶୁ ଘର ଠୁ ଭିନ୍ନ ହୋଇ ଏଇ ମିଶନ ଶକ୍ତି ର ପଦବୀ ପାଇଛନ୍ତି । ସେମାନେ ତ ନିଜ ପରିବାରକୁ ସମୟ ନ ଦେଇ, ଏଇ ଦରମା ମେଲିବା ପଦବୀକୁ ଛାଡ଼ିଲେ ନାହିଁ ।ଯେଉଁ ମାନେ ପରିବାରକୁ ସମୟ ଦେଲେ , ସେଇ ପାଠ ପଢ଼ି ଥିବା ମହିଳା କୁ କଣ ମିଶନ ଶକ୍ତି ରେ କିଛି ଦରମା ପଦବୀ ନାହିଁ ? ଖାଲି ସଦସ୍ୟା ହୋଇ ସେମାନେ କଣ ରହିବେ?
    ତେଣୁ madam , ମିଶନ ଶକ୍ତି ରେ ଶିକ୍ଷିତ ମହିଳା ମାନଙ୍କୁ ଏକ ବର୍ଷ କିମ୍ବା ଦୁଇ ବର୍ଷ ପାଇଁ ଚାକିରି ଏବଂ shg ର ମେଳୁ ଥିବା ,ପଦବୀ ଦେଲେ ଏଥିରେ ଅନେକ ଶିକ୍ଷିତ ମହିଳା ଭାଗିଦାରୀ ହୋଇପାରିବେ।
    ମିଶନ ଶକ୍ତି ରେ କେବଳ ସଭାନେତ୍ରୀ ଓ ସମ୍ପାଦିକା କୁ ପରିବର୍ତ୍ତନ କରାଯାଏ ବାକି ସମସ୍ତ ଙ୍କୁ ପରିବର୍ତ୍ତନ କରାଯାଉ ନାହିଁ ?।ଏହା ସମସ୍ତ ମହିଳା ସଦସ୍ୟା ଙ୍କ ପ୍ରତି ଅନ୍ୟାୟ ।
    ଅନେକ shg ରେ ସମସ୍ତ ଦଶ ଜଣ ସଭ୍ୟା ଶିକ୍ଷିତ ଅଛନ୍ତି କିନ୍ତୁ ସେମାନଙ୍କୁ କିଛି ପଦବୀ ନାହିଁ ?

  • @sankarbehera3251
    @sankarbehera3251 Před 7 dny +1

    Great 🎉madam !! Hope Odisha will do more development ❤

  • @sudhakarsarangi5760
    @sudhakarsarangi5760 Před 7 dny +1

    ଯେଉଁମାନେ ଆଗରୁ ମାଗଣା ବିଜୁଳି ମାଗଣା ପାଣି ମାଗଣା ଗ୍ୟାସ୍ ମାଗଣା ମାଗଣା ସବୁ ପାଇ ଆସିଛନ୍ତି ସେଇମାନେ ୫୦୦୦୦ ଟଙ୍କା ବି ପାଇବେ। ଅନ୍ୟମାନେ ନିଆଁରେ ମୂତିଥିଲେ। ବିଜେଡ଼ି ଯାହା ଥିଲା ବିଜେପି ବି ସେୟା ହେଲା।

  • @nababarika4028
    @nababarika4028 Před 7 dny

    Congratulation/thanks,Honourable DCM Smt.Parida for your comments about Samir Das

  • @rameshbehera8260
    @rameshbehera8260 Před 7 dny +3

    Bhai bisudha BJP sarkaar boli ete beginning ru kemiti janile?

  • @mamitashaoo7016
    @mamitashaoo7016 Před 6 dny

    Congratulations masm. Very very thanks.

  • @sudhakarabehera4343
    @sudhakarabehera4343 Před 7 dny +2

    Bhalare sarakar chalantu jepari asanta nirbachana patha ku sugamaheba 🙏

  • @ankenterntaintments1181
    @ankenterntaintments1181 Před 7 dny +1

    ସୁଭଦ୍ରା ଯୋଜନା ଏକ ବ୍ୟାଙ୍କ ଲୋନ ଯୋଜନା ନା ଯୋଗ୍ୟ ମହିଳାଙ୍କୁ ମାଗଣାରେ ମିଳିବ......??????

  • @biswaranjanmohapatra2518

    ମୋହନ ସରକାର 🎉 🎉 🎉 ମହାନ୍ ସରକାର 🎉 🎉 🎉

  • @AshokPanda-qt4qn
    @AshokPanda-qt4qn Před 7 dny

    Dhanyabada Madam Nichya Arpana Nirapekhya Anurodha Sambal pur re Aka Parjayakta Kendra Apanaka Gyanta re Rakhibapain Anurodha . Samleswari Mandir Laxmi Dungri Ghanteswari Papanga Parbat Sambalapuri Bastra O point Khinda Bakra mandir Au bahut Darsaniya Stana Achhi AME Papanangu Adigare Niswartha Sahajaya karibu Jai Maa Samleswari Jai Maa Bharti🙏🙏

  • @shakaharipruthivi8696
    @shakaharipruthivi8696 Před 7 dny +8

    ମୋଦୀ ଏମାନଙ୍କୁ ଜିତେଇଲେ। ମୋଦୀ ରାମଙ୍କ ଅବତାର। ଚାଷୀ 3100 ଟଙ୍କା ରେ ଧାନ ଦର ପାଇବେ ତ? ଶୁଣାଯାଏ ସୁଭଦ୍ରା ଯୋଜନା ରେ income certificate କାହିଁକି ? କେଁଉ ତହସିଲରେ ମାଗଣା ଓ ତୁରନ୍ତ ହେବ ? ସମସ୍ତଙ୍କୁ ଦେବା ପାଇଁ କହି ଏବେ କଥା ବ ଦ ଳି ବା ମୋଦୀ gurrenty କି ? ଏମାନେ ଭାବୁଛନ୍ତି ନିଜ ଦମ୍ ରେ ଭୋଟ ପାଇ ସରକାର କଲେ। ମୋଦୀଙ୍କ ପାଇଁ ଜିତିଲେ।
    ଏ ସବୁ ମିଛ ଜଗନ୍ନାଥଙ୍କ ଇଚ୍ଛା ରେ ଗା ଦି ମିଳିଛି ମାତ୍ର କାମ ଓ କଥା ରେ ସମାନତା ନ ରହିଲେ। ଆଗକୁ ଆଉ ଭୋଟ ହେବ ଭଳି ଲାଗୁନାହିଁ ?

    • @snigdhasamantaray5389
      @snigdhasamantaray5389 Před 7 dny +1

      Jou ladies job kari nahanti tanku dia jiba katha.jiye bhala job karichanti tanku kana pain dia jiba

    • @shakaharipruthivi8696
      @shakaharipruthivi8696 Před 7 dny +1

      @@snigdhasamantaray5389 income certificate କାହିଁକି ଦେବେ? ଚାକିରିଆ ଲୋକେ ନେଲେ ଚାକିରୀ ରୁ ବାହାର କରି ଦିଆଯାଉ। ତହସିଲ ବ୍ୟବସ୍ଥା ଯାହା ଏ ଟଙ୍କା ମିଳିବା ସହଜ ନୁହେଁ। ସମାଜ ରେ ସବୁ ସ୍ତରର ଲୋକଙ୍କ ପାଖରେ ପହଞ୍ଚିବା ଦରକାର। ଯିଏ ଚାକିରୀ କରି ନେବ ତାକୁ ଜେଲ୍ ସହିତ ୫ଲକ୍ଷ ଅର୍ଥ ଦଣ୍ଡ ହେଉ।

  • @user-rz1cd8co6q
    @user-rz1cd8co6q Před 3 dny +1

    ଅନେକ ଲୋକଙ୍କର ନୂଆ ରେସନ କାର୍ଡ ହୋଇପାରୁନି,ଗ୍ରାମାଞ୍ଚଳରେ ବିବାହିତ ପରିବାର ମାନେ ସରକାର ସୁବିଧା ରୁ ବଚିତ ହୋଇ ରହୁଛନ୍ତି, ତାଙ୍କ ପାଇଁ କାର୍ଡ ପାଇବା ସୁବିଧା କଲେ ଭଲ ହୁଅନ୍ତା.

  • @hayatogaming882
    @hayatogaming882 Před dnem

    ଆମେ ଦିନ ମଜୁରିଆ ପରିବାରର ମାତ୍ର ଆମେ ରାସନ କାର୍ଡ ପାରୁନାହୁଁ ଆମର ଘର ନାହିଁ ଦୟାକରି ପ୍ରତି ଘର ଘର ବୁଲି ଯାଞ୍ଚ କରିବାକୁ ଅନୁରୋଧ କେଉଁମାନେ ପାଇବାକୁ ଯୋଗ୍ୟ ବିବେଚିତ ଓ କେଉଁମାନେ ଅଯୋଗ୍ୟ

  • @NamitaSwain-pr6eb
    @NamitaSwain-pr6eb Před 7 dny +1

    Sir,pls madam nku pacharantu e Misson Shakti ku je gadhichi,se heuxhi anganwadi worker, Semana nka salary kebe badhiba..

  • @jyoshnaranidashjali
    @jyoshnaranidashjali Před 7 dny +1

    ସମସ୍ତ ମିଶନ ଶକ୍ତି ମହିଳା bjd ପାଇଁ କାମ କରୁଥିଲା।ସେଥିପାଇଁ bjp ମହିଳା ମାନଙ୍କୁ ବହୁତ୍ କିଛି ସହିବାକୁ ପଡିଚି।ମୋର ନିବେଦନ ରହିବ ସୁଭଦ୍ରା ଯୋଜନାକୁ bjp ମହିଳା ମୋର୍ଚ୍ଚା ଙ୍କୁ handle କରାଯାଉ।ସେମାନେ ଦଳ ପାଇଁ ବହୁତ୍ କିଛି କରିଛନ୍ତି।ସେମାନଙ୍କ ମାଧ୍ୟମରେ ମହିଳା ଏଇ ଯୋଜନା ର ଲାଭ ପାଆନ୍ତୁ। ମିଶନ ଶକ୍ତି କୁ କଡ ଜୱାବ୍ ନିହାତି ଦରକାର।

  • @pradiptajena8801
    @pradiptajena8801 Před 7 dny

    This requires a lot of commitment, execution of ideas, hand holding and government support to make shg's a part of the production process. Not so easy but not impossible. Wish you all the best.

  • @bishnupriyaacharya1927

    Dhanya bada mam❤❤🙏🙏🙏🙏

  • @tapanpanda5870
    @tapanpanda5870 Před 7 dny

    ,, ପଙ୍ଗୁ ଲଂଘୟତେ ଗିରି 🎉❤🎉

  • @shrimadbhagwatkatha3283
    @shrimadbhagwatkatha3283 Před 7 dny +3

    ସବୁ ରାସନ୍ କାଡ ବାଲେ ପାଇବେ ତ ମିଡୀ ଲ କ୍ଲାସ ବାଳେ କଣ ପାଇ ବେ

  • @stylishlefty5112
    @stylishlefty5112 Před 11 hodinami

    Right madam ❤❤❤

  • @Sugyani_Singh07
    @Sugyani_Singh07 Před 7 dny +1

    Madam subhadra nku bhauchar na deiki cash dele bhala heba and 1one lakh dele bhala heba

  • @padmacharanchhotray5432

    Determination & self confidence makes you Deputy CM, so do something for your constituency

  • @rinamantri2469
    @rinamantri2469 Před 7 dny +1

    Anganwadi worker manankar darama kebe badhiba.Aparajita madam election purbaru ghoshana karithile je rajya re BJP Sarakar kale anganwadi karmi manankar darama bdhaiba boli.

  • @rupalighadai5625
    @rupalighadai5625 Před 6 dny

    Aprajita madamnku tike dakantu election result pare madam 1 bi interview deinahanti ....madamnku dekhiba ku bahut ichha

  • @Jayanta-yy6md
    @Jayanta-yy6md Před 6 dny

    Nijara...power...paein..gariba..loka mane..bali.paduchhanti

  • @pradiptajena8801
    @pradiptajena8801 Před 7 dny

    Madam,many tourist projects are kept on hold due to bureacratic delays . I know of a case of paragliding project in Koraput district which has been kept in abeyance. I hope the Government takes proactive steps to review such projects on merits and create confidence among the potential investors. Best wishes

  • @rjrani1606
    @rjrani1606 Před 7 dny +2

    Comment asiki sabu hagiki palaucha magana re khaiba ku aneicha rashtriya ra surakya katha kehi chinta karuna rashtra ra bikasa hele tama mana nka ra deha re jauni

  • @rameshpanda193
    @rameshpanda193 Před 7 dny +7

    ନୂତନ ମହିଳା ମାନଙ୍କୁ ମିଶନ ଶକ୍ତିର କାର୍ଯ୍ୟରେ ନିଯୁକ୍ତି କରନ୍ତୁ କାରଣ ପୂର୍ବରୁ ଯେଉଁ ମହିଳାମାନେ ଥିଲେ ନିର୍ଦ୍ଧିଷ୍ଟ ଦଳ ପାଇଁ ରାଜନୀତି ପ୍ରଚାର ପ୍ରସାର କରୁଥିଲେ ଏବଂ କରିବେ ମଧ୍ୟ ।

  • @user-qy5hw3br7g
    @user-qy5hw3br7g Před 5 dny

    Dada Balangir heba tourist places ta

  • @sasmitapatra1976
    @sasmitapatra1976 Před 7 dny

    Madam plz junior teachernku regular karajau 🙏

  • @nareshpattnaik2454
    @nareshpattnaik2454 Před 7 dny

    ଆମର ରେଶନ କାର୍ଡ ନାହିଁ ବିଜେଡ଼ି ଅମଳରୁ ଅନ ଲାଇନିରେକରି ବି ଶୁଣୁ ନାହାନ୍ତିଦ୍ଦଳିୟ ଲୋକ ବ୍ୟତୀତ ଅନ୍ୟ ମାନଂକ ସବୁ କାଟି ଦେଉ ଛନ୍ତ ମାସିକ୨/୩ ଲାଖ ସରକାରୀ ଚାକିରୀରେ ଥାଇ ସେମାନ ଙ୍କ କାର୍ଡ ଅଛି ରେଶନ କାଡ଼ର୍ ହକ ଦରି ପାଇ ଇନ କାମ ସର୍ଥିପିକେଟ କରନ୍ତୁ ଯାହାର ବାର୍ଷିକ ୧ ଲାକଟଙ୍କସେମାନଙ୍କ ବ୍ୟତିତ୍ସବୁଙ୍କୁ କାଟ ମଗେନା ଚାଉଳ ନେଇ ବିକି ମଦ ପିଇ ଦାଦାଗିରି ଯେଁଉ ମାନେ କୃଷି ବିଭାଗରେ ଛୋଟ ଚାଷୀ ଭାବେ ପାଞ୍ଜି କୃତ କରି ଛନ୍ତି କିମ୍ବା ମୂଳ ଲାଗି କୁଟୁମ୍ବ ଚକୁଛନ୍ତି ସେମାନଙ୍କ ବ୍ୟତୀତ ସବୁ କଣ୍ଟ୍ରୋଲ ବାଡି କରନ୍ତୁ ନଚେତ୍ ବିଲ ବାଡିକୁ ଲୋକ କାମକୁ ଯାଉ ନାହାନ୍ତି😊

  • @sunilbehera3824
    @sunilbehera3824 Před 7 dny +1

    E sarkaar manuchi stisthi state ra mast achhi

  • @annpurnasamanta7540
    @annpurnasamanta7540 Před 6 dny

    ସରକାରୀ ମହିଳା ମାନେଯେଉଁମାନେ୧୫, ୦୦୦ଟଙ୍କା ରୁ କମ ଦରମା ପାଉଛନ୍ତି ସେମାନଙ୍କୁ ଦିଆଯାଉ

  • @rakeshkumarpalei3432
    @rakeshkumarpalei3432 Před 7 dny +1

    Odisha full nama nela

  • @gopalsamall8365
    @gopalsamall8365 Před 7 dny

    ଜଣେ ପରି ପକ୍ୱ ରାଜନୈତିକ ବ୍ୟକ୍ତତ୍ୱ ର ଉଦାହରଣ l

  • @deepakkumarsahoo5544
    @deepakkumarsahoo5544 Před 7 dny

    Personal life re Manoranjan Joshi bahut khatarnak,

  • @rahulk934
    @rahulk934 Před 7 dny

    Congratulations Madam

  • @nirmalanaik3464
    @nirmalanaik3464 Před 3 dny

    Samastanku subhadra jojana tanka miliba darkar

  • @HaraPrasad-yk8fd
    @HaraPrasad-yk8fd Před 7 dny +2

    SHG group school uniform silae karantu

  • @mamatakumari3338
    @mamatakumari3338 Před 7 dny

    ଆଗରୁ କହିଲେ ଆମ ପ୍ରଧାନ ମନ୍ତ୍ରୀ ପ୍ରତ୍ୟେକମହିଳା ଙ୍କୁ ମିଳିବ 50 ହଜାର ଟଙ୍କା ବଲି ଆଉ ଏବେ ଜିତିଲା ପରେ କହୁଛନ୍ତି କାହାକୁ ମିଳିବ ଆଲୋଚନା କରିବୁ କଣ ମେଡମ୍ ସୁଭଦ୍ରା ଯୋଜନା ପ୍ରତ୍ୟେକ ମହିଳା ପାଇବେ ତ 🙏
    ପ୍ରତ୍ୟେକଙ୍କୁ

  • @mamatamohanty643
    @mamatamohanty643 Před 7 dny

    Proper inquiry kari ration card diajau & middle class family ku including karagale bahut bhala heba.Jay sairam

  • @puspanjalinayak-nz9dx

    Your right

  • @SMILAN_143
    @SMILAN_143 Před 7 dny +1

    ଏସେଜି ଗ୍ରୁପ୍ କୁ ଅଧିକା ଟେକପ୍ କରିବା ଦରକାର

  • @bhagabanpanda4839
    @bhagabanpanda4839 Před 7 dny

    Supreme karantu
    Shakti samartha diantu

  • @chirasmitamohanty6225

  • @samirpadhi9759
    @samirpadhi9759 Před 7 dny

    Right ..medam..

  • @prasantparida8453
    @prasantparida8453 Před 6 dny

    ପ୍ରଭାତୀ ମାଡମ ଜଣେ କର୍ମଠ ମହିଳା ଓଡ଼ିଶାର ମହିଳାମାନଙ୍କର ବିକାଶକୁ ଆଖି ଆଗରେ ରଖି କିଛି ନା କିଛି ଓଡିଶା ର ମହିଳାମାନଙ୍କ ପାଇଁ କାମ କରିବେ

  • @gopalkrishnapattnaik5313

    MADAM , YOU ARE REQUESTED TO PROVIDE I.D CARD TO FEMALES WHO ARE ELLIGIBLE FOR SUBHADRA YOJANA.. SKILL DEVELOPEMENT TRAINING SHOULD BE GIVEN TO THEM..MOST OF YOJANAS ARE SEEN IN TV ONLY..

  • @rakeshsahooofficial2402

    Manoranjan babu... Voice echo ହଉଚି😢

  • @gopalsamall8365
    @gopalsamall8365 Před 7 dny

    ମାଇକ୍ରୋ ସରକାର କୁ ଆହ୍ୱାନ ଅଛି କି DMVV BMSF?

  • @mahalxmisahu2835
    @mahalxmisahu2835 Před 3 dny

    Ok

  • @puspadas5850
    @puspadas5850 Před 7 dny

    Before production first think for sale

  • @bibhubhusanpatnaik6048

    All scheme are only for Ration card, then request to next implement new scheme as No Ration card No vote.

  • @rajibanudas5973
    @rajibanudas5973 Před 7 dny

    Justice for bhumihina

  • @padminiparida9739
    @padminiparida9739 Před 7 dny

    Election ree apana jemiti gann mana nka ree buli buli parchara karuchhanti.semiti gann ree buli dekha jauu kahara kou problem.bujhantu...👍

  • @sabitapattnaik3634
    @sabitapattnaik3634 Před 7 dny

    ଆୟୁଷ୍ମାନ୍ ଯୋଜନା କେବେ କାର୍ୟ kari heba?

  • @jogewarsupakar8379
    @jogewarsupakar8379 Před 7 dny

    ପ୍ରତ୍ୟେକ ବିବାହିତା ମହିଳା ସୁଭଦ୍ରା ଯୋଜନା ଦରକାର

  • @gurukulasandipani5972

    Prabhati mananku pranam. Shg ma mane kahuchhu shg re new new job anile khusi huante

  • @pramodkumarbisoi3698
    @pramodkumarbisoi3698 Před 7 dny

    ସବୁ ଖାଲି ହେବ......................

  • @nabakishoredehury6062

    Congratulations 👏🎉

  • @chhayakantaparida7979

    Nua rasan card karantu aamebi vote deichhu aame sarakari chhakiri karinu kichhi subidha aama pakhare nahin puni kahu chhanti subhadhra yojana jahara rasan Card achhi taku dia jiba aita bahut anyaya hauchhi please mu anurodha karuchhi aei yojana ku aau thare bichhara karajau

  • @panchananpurohit3351
    @panchananpurohit3351 Před 7 dny

    I have no Rasan card l am middle class unemployment woman passed MA , house wife (40) what is doing now?

  • @sangramkesharipradhan7227

    What about NH55

  • @badhokshaja
    @badhokshaja Před 7 dny

    Absolutely unconvincing responses. Was expecting the Deputy Chief Minister to better prepared and clear in her vision. That is totally lacking.

  • @RJ_SUPPORT
    @RJ_SUPPORT Před 7 dny

    0:25 Tama Studio Bi Badalichi😂😂😂

  • @ipsitaprusty9576
    @ipsitaprusty9576 Před 7 dny +3

    Jia magana khailani taku kama karibaku ichha haba?

    • @bidyadhardash2619
      @bidyadhardash2619 Před 7 dny

      Magana kie kahaku dauchi ? dinaku Jane nagarika jetiki tax deuchi Tara 10% bi return sarkar deuni . magana kan ?

    • @ipsitaprusty9576
      @ipsitaprusty9576 Před 6 dny

      @@bidyadhardash2619most tax payers are only job holders...

  • @amreshpallia6251
    @amreshpallia6251 Před 7 dny +1

    Bjp ପ୍ରତ୍ୟେକ ମହିଳା ଙ୍କୁ ଦେବାକୁ କହିଥିଲେ

  • @samirpanigrahi7455
    @samirpanigrahi7455 Před 7 dny

    💐👍🙏

  • @user-yh3ce5qu5g
    @user-yh3ce5qu5g Před 7 dny

    ଅପା ପ୍ରଣାମ

  • @user-cu7id5si3p
    @user-cu7id5si3p Před 7 dny +1

    Misan sakti pain Nabin jaha karichi tuma bjp kichi kariparib nahi

  • @tapasyaraninayak7370
    @tapasyaraninayak7370 Před 6 dny

    ସମସ୍ତ ଙ୍କ ର rasan card ନାହିଁ, abe sudha ବହୁତ gariba ଲୋକ ଅଛନ୍ତି,

  • @kabitadas4201
    @kabitadas4201 Před 7 dny

    Mp ,MLA nku b pension band karantu

  • @santoshkumardash3543
    @santoshkumardash3543 Před 5 dny

    କଟକ ରେ ମହାନଦୀ କଥା ମାଡ଼ମ ଙ୍କ ଦୃଷ୍ଟି ରେ ନାହିଁ।

  • @user-xs5hu9np9g
    @user-xs5hu9np9g Před 6 dny

    Jou mane govt job karinahanti semanka pakhere bahut paisa because business ru dina ku jete income huae govt job re 1month ku setiki income ae sabu subidha semanaku milile semane adhika dhani hauchanti au gariba mane gariba heiki rahibe middle class family ra development nhi habani

  • @sujitbiswal3006
    @sujitbiswal3006 Před 7 dny

    plz stop rich person's Ration card and Kalia yojana

  • @swadeshduttavlog7507
    @swadeshduttavlog7507 Před 5 dny

    Manila ta hele paisa abhab nahin😮😮😮jay naveen🎉

  • @nibratprasadbhadra428
    @nibratprasadbhadra428 Před 7 dny +1

    Pandian no1

  • @user-vp1rc8wb5d
    @user-vp1rc8wb5d Před 7 dny

    Mu 2021 ru rasan card apply kalini hele a parjyanta paini please mate diajau

  • @tapankumardas9690
    @tapankumardas9690 Před 6 dny

    ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ପ୍ରଥମେ ବାଦ ଦେଇ ନୂଆ ରାସନ କାର୍ଡ ବନାନ୍ତୁ, 25%ଅଯୋଗ୍ୟ ହିତାଧିକାରୀ ବିଜେଡି କୁଜି ନେତା ରାସନ କାର୍ଡ ହାତେଇନେଇଛନ୍ତି, ବିଜେପି ସରକାର ଏହାର ତଦନ୍ତ କରିବା ନିହାତି ଜରୁରୀ l

  • @HaraPrasad-yk8fd
    @HaraPrasad-yk8fd Před 7 dny

    Chota textile Kari kapada ready kariba , school beg shoes menifucture pain jojana karajau

  • @LilimaGartia
    @LilimaGartia Před 6 dny

    School re teacher nai panchya re10 anganwadi teacher achhn 5 ta chua aachan sarkar ra paisa bahut aache dharma dauchan big chua kar lagi teacher nai ki primary school nai nua sarkar tk sunun

  • @amritadas3840
    @amritadas3840 Před dnem

    Jaaun Manan karo ration card nahin kimba samanya nari sashaktikaran mehandi seman unko bhai sarv karm karo Kaun suvidha rahi thi

  • @vanubatimajhi1010
    @vanubatimajhi1010 Před 6 dny

    Rajya re 10,20 upa mukhya mantri rakhiba katha

  • @SanjuktaBehera-vc2wv
    @SanjuktaBehera-vc2wv Před 7 dny

    Chevrolet