Viral Video: High-Voltage Drama Near Nalco-Sq Bhubaneswar | Nandighosha TV

Sdílet
Vložit
  • čas přidán 7. 09. 2024
  • Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.c...
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 731
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 2,1K

  • @satyaprakasbehera2146
    @satyaprakasbehera2146 Před 2 lety +856

    ମିଡ଼ିଆ ବାଲା କେବଳ ଝିଅ କୁ ପଚାରିଲା ଆଉ ପୁଅ କୁ କାହିଁକି ପଚାରିଲା ନାହିଁ। ଝିଅ ହୋଇଛି ବୋଲି ସିଏ ହାତ ଉଠାଇ ଦେବ । ସେଇ ଝିଅ କୁ କିଏ ଅଧିକାର ଦେଲା ହାତ ଉଠାଇବାକୁ

  • @drdentertainment7685
    @drdentertainment7685 Před 2 lety +49

    ଗୋଟିଏ କଥା ହେଲା... କେବଳ ମିଡ଼ିଆ ଆଗରେ highlight ପାଇଁ... ଆଗକୁ ଦେଖ ହଉଚି କଣ... ସ୍ୱାମୀ ପରିତ୍ୟକ୍ତା ହିଁ ହେବ 😂

    • @radhamadhabdas3428
      @radhamadhabdas3428 Před 2 lety +2

      Satare

    • @nabamajhi8357
      @nabamajhi8357 Před 2 lety

      A mohila ku uporobala dondo diontu.....hato uthei nijoku don boli bhabuchi.....jaa lo...jaa raasta re kuti hei moribu ja😡

  • @santoshkumarsahoo4199
    @santoshkumarsahoo4199 Před 2 lety +447

    ହେଇ ହେଇ ଆଇଲା ରାଣୀ ପଣ୍ଡା ର ସାନ ଭଉଣୀ ଘାଣ୍ଟିବ ଘାଣ୍ଟିବ ନାଲକୋ ଘାଣ୍ଟିବ ଏ ଝିଅ ଟି ଆମ ଓଡ଼ିଶା ର ମୁଖ୍ୟମନ୍ତ୍ରୀ ହବ ଏ ଝିଅ ଟା ଖାଲି ହାଂ ହାଁ ହଉଚି

  • @prasantaswain6814
    @prasantaswain6814 Před rokem +53

    ଭଉଣୀ ବହୁତ ଉଚ୍ଚ ସଂସ୍କାର ଘରର ଝିଅ ଲାଗୁଛନ୍ତି, ତାଙ୍କ ଭାଷା ଓଃ ମନ ମୁଗ୍ଧ କରିଦେଉଛି.

    • @user-dm3we2fy1f
      @user-dm3we2fy1f Před 11 měsíci

      Kahinki Tora phatila ki tori bhali keteta maghiya nka pain odisha sarakara mundare basi chadhuchhi aga nabina pela katibi ta pare Tama manankara

  • @ashutoshmohanty713
    @ashutoshmohanty713 Před rokem +48

    ଭୁଲ କାହାର ଆମେ ଜାଣିନୁ ହେଲେ police ଅଛି ତାର ବିଚାର କରିବାକୁ ତମେ କିଏ ମ ତା ଉପରକୁ ହାତ ଉଠେଇ ବାକୁ ...ଆଉ ଗୋଟେ minute ନୀରବତା ସେଇ ପୁଅ ମାନଙ୍କ ପାଇଁ ଯୋଉ ପୁଅ ମାନେ କିଛି ନଜାଣି ସେ ଝିଅ କୁ ଠିକ୍ ବୋଲି କହୁଛନ୍ତି

    • @binayakumarbaral8729
      @binayakumarbaral8729 Před rokem

      yaar india re aei case ku kiye bichara kariba, kiye FIR daba?. bada bada case re loka nku justice miluni, mari gala pare letter asuchi court ru. police bichar kariba - aeita kahiba katha. no results in practically

  • @truptirekhajena9261
    @truptirekhajena9261 Před 2 lety +132

    ମାଲୋ mask ପିନ୍ଧିକି କଜିଆ କର, ନହେଲେ ଗାଡ଼ି ଧକ୍କାରେ ନୁହେଁ, corona ରେ ମରିଯିବୁ ।।।

  • @Deepakctc
    @Deepakctc Před 2 lety +88

    ସବୁ ବେଳେ ପୁଅ ର ଦୋଷ ଝିଅ ତ ସତୀ ସାବିତ୍ରୀ ଆଉ 😁😁

  • @mr.sanjayinformationdiscov3282

    କୋୖଣସି ଅଧିକାର ନାହିଁ ଜଣେ ମହିଳା ପୁରୁଷ ଉପରେ ହାତ ଉଠେଇବ, ପୁରୁଷ ଯଦି ରାଗରେ ଗୋଟେ ଗୋଇଠା ମରିବ ସେ ମହିଳା ର ପଂଜରା ହାଡ଼ ଭାଙ୍ଗିଦେବ ତେଣୁ ହିଂସା ଦ୍ଵାରା କୌଣସି ସମାଧାନ ହେଇପାରିବନି ଏ ମହିଳା କୁ ଦଣ୍ଡ ମିଳୁ।।।।

    • @SantoshKumar-xn2gs
      @SantoshKumar-xn2gs Před 2 lety +20

      କିଛି ମିଳିବନି ଆଜ୍ଞା ଝିଅ ମାନଙ୍କୁ ଏଠି କାଲି ପୁଅର ଭୁଲ୍

    • @dilipsabar193
      @dilipsabar193 Před 2 lety +8

      ଠିକ୍ କହିଛନ୍ତି ଆଜ୍ଞା

    • @imrudraprasad
      @imrudraprasad Před 2 lety +4

      Absolutely right 👍👍👍

    • @beautyofnature8512
      @beautyofnature8512 Před 2 lety +4

      Ek dum thik katha.

    • @gadanbhoi5539
      @gadanbhoi5539 Před rokem +2

      Right

  • @durga4035
    @durga4035 Před rokem +27

    ସେ ଝିଅ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ

  • @biswaranjannath5996
    @biswaranjannath5996 Před rokem +16

    ଅତି ସୁନ୍ଦର, ମିଡିଆ bala ଘରେ ଟିକେ ପିଲା ଛୁଆ ଙ୍କୁ ଟାଇମ ଦିଅ... କେତେ ଟଙ୍କା ପାଉଛ ଯେ ସବୁ ବେଳେ ବଜାର ରେ ରହୁଛ

  • @gyanchand8026
    @gyanchand8026 Před 2 lety +51

    ବାଜେ ସ୍ତ୍ରୀ ଲୋକ ଟା ,a, ସତୀ କି trafic polic re ନିଯୁକ୍ତି ଦିଆଯାଉ,

  • @sibaprasadmishra3224
    @sibaprasadmishra3224 Před 2 lety +168

    ଝିଅ ଟିର over ଡ୍ରାମା

  • @mmnewsodia
    @mmnewsodia Před 2 lety +66

    ଏ ଝିଅର ମୁରବି ହୀନ ପରିବାର ନହେଲେ ରାଜ ରାସ୍ତାରେ ଏମିତି ଉତ୍ପାତ ହେଉନଥାନ୍ତା

  • @dipunsahoo3947
    @dipunsahoo3947 Před 11 měsíci +9

    ଯାହାର ଅଛି କହିବା ପାୱାର ,, ସେ ହେଉଛି ନ୍ୟାୟର ଅଧିକାର 🙏🙏🙏

  • @girishprasadrout2450
    @girishprasadrout2450 Před 2 lety +12

    This is the incident on 18Jan22. After 2months, its the same lady rigorously slapped by Swiggy boy near IG park. And that video went viral too.. 😂

  • @suryakantalenka5179
    @suryakantalenka5179 Před 2 lety +190

    ସରକାର ପୋଲିସ ସବୁ ଝିଅ ନାଳୁଆ
    ଭୁଲ ଯାହାର ହଉ ସବୁ ଭୁଲ ପୁଅ କୁ ଦିଆଯାଉଛି

  • @sarambotv8270
    @sarambotv8270 Před 2 lety +302

    ଝିଅଟି ବହୁତ ଅଭଦ୍ର ପରିବାରରୁ ଆସିଛି. ତା କଥାରୁ ଯାହା ଜଣା ପଡୁଛି. କଥାର ଶାଳୀନତା ଶିଖିନି. ଲାଗୁଛି ଆଉ କିଛିଦିନ ପରେ.......? ଆପଣଙ୍କ ଉତ୍ତର (-----------------)

  • @biswajitmohanty4835
    @biswajitmohanty4835 Před 2 lety +180

    ଅଯଥାରେ ପ୍ରହସନ କରୁଛି ସେ ଝିଅ

  • @SidharthSamantaray
    @SidharthSamantaray Před rokem +41

    If something wrong has happened the police can take action. You are no one to slap that guy.

    • @binayakumarbaral8729
      @binayakumarbaral8729 Před rokem +1

      be practical. se pua gadi badeiki udiki paleiba. taku dhariba muskil. police , court pai time nai ki culprit b rahiba nai. then loko nija kama karibe na court jibe. taku instantly mada haba darkar. full process re gale kichi habani a situation re.

    • @gopalm1135
      @gopalm1135 Před rokem

      ​​@@binayakumarbaral8729Apana SAMPURNA SATA KAHILE. You Are Absolutely Correct

    • @Matriarchy_Feminism
      @Matriarchy_Feminism Před 11 měsíci +1

      Women's right. Feminism

    • @abinashtarai6067
      @abinashtarai6067 Před 6 měsíci

      ​@@gopalm1135definitely not

    • @gopalm1135
      @gopalm1135 Před 6 měsíci

      @@binayakumarbaral8729 Han agyan, Taku Mada Haba Darkar. Jay Jagannath 🕉 🕉 🕉

  • @sanjeetp77
    @sanjeetp77 Před 2 lety +13

    Something terrible wrong happening in Indian law system..how can a girl raise hand to men,law is for everyone..media should remind this to this girl..

  • @pranamindia4139
    @pranamindia4139 Před 2 lety +69

    ଏ madam ଙ୍କୁ ପିଟିବାର ଅଧିକାର କିଏ ଦେଲା। ମାନବିକ ଅଧିକାର ନିୟମ ଉଲ୍ଲଂଘନ କରିଥିବାରୁ ତାଙ୍କ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

  • @ranjitmishra3018
    @ranjitmishra3018 Před 2 lety +172

    Jadi pi ସେ ଭୁଲ୍ କଲା ପୁଲିସ ବୁଝିବ ପୁଲିସ action ନବ to ବୋପା ଜନ୍ମ dae ଥିଲା ସେ ଲୋକ କୁ ତୁ ହାତ ଉଠାଇ ଦେଲୁ 😡😡😡😡😡😡😡😡😡😡😡😡

  • @manoranjanswain9523
    @manoranjanswain9523 Před 2 lety +86

    ବୋଧହୁଏ ଯଦି ଗଣମାଧ୍ୟମ ଭାଇ କେବଳ ଭଉଣୀଙ୍କ ର ଏକପାଖିଆ କଥାକୁ ଭିଡିଓରେ ନଦେଖେଇ, ସେ ଭାଇର ମଧ୍ୟ କଥା ଶୁଣିବାର ଥିଲା। ଏବଂ କ୍ଷୋଭର କଥା ଘଟଣା ଘଟିବା ମାତ୍ରେ ଯୁବତୀଙ୍କ ପାଖରେ ସମସ୍ତ କ୍ୟାମେରା ଏବଂ ସେ ଭାଇଙ୍କୁ ଦଣ୍ଡ କଣ ଦରକାର ପଚରା ଯାଉଛି। ବିଚ୍ ରାସ୍ତାରେ ଆଇନକୁ ଯିଏ ବି ହାତକୁ ନେବା ସେ ପ୍ରଥମେ ଦୋଷୀ।

    • @balamukundageja2171
      @balamukundageja2171 Před 2 lety

      Sundari chehera

    • @smrutiranjanmuduli8098
      @smrutiranjanmuduli8098 Před 2 lety +4

      ଆଜି କାଲି ଯେଉଁ ନିୟମ ହେଲାଣି ପୁଅ ହେଇ ଚଳିବା ବହୁତ କଷ୍ଟ। ସରକାର ଝିଅ ମାନଙ୍କୁ ଏତେ ଟେକି ସାରିଲେଣି ଯେ ପୁଅ ଙ୍କ କଥା ବି ଶୁଣା ଯାଉ ନାହିଁ । (ସଠିକ ତଦନ୍ତ କରାଯାଉ ଏହି ଭଳି ଘଟଣା ମାନଙ୍କର )

    • @badreswardas2483
      @badreswardas2483 Před 2 lety +6

      ଗଣମାଧ୍ୟମ ବାଲା ଭାରି ନାଳୁଆ

    • @chaiturambehera8261
      @chaiturambehera8261 Před 2 lety

      Right...

  • @subhakantajena9435
    @subhakantajena9435 Před rokem +8

    (ଏଟା ଶଳା ବେଧି ଟା ବୋଧେ)
    ଏ ବେଧୀ ପାଇଁ ମୁଁ ପଦେ କହିବି __
    ଆଲୋ ରାଣ୍ଡି BBSR ମାଳିସାହି ଜା 🙏😅😂

  • @raul1509
    @raul1509 Před 2 lety +4

    Everyone should judge after listening both sides. Don't judge blindly.

  • @prasantsahoo3796
    @prasantsahoo3796 Před 2 lety +73

    ଏ ଶଳା ଝିଅ ର ଭୂଲ ଥିବ... କି ଯୁଗ ହେଲା ଭାଇ ଝିଅ ଙ୍କୁ ଆଉ କଥା କହିହଉନି...

  • @manasranjanpatra1690
    @manasranjanpatra1690 Před 2 lety +35

    ତୁ ନାରୀ ନେତ୍ରୀ ହବୁ ଲୋ ମା

    • @Realtytalkwidsushant
      @Realtytalkwidsushant Před 2 lety +1

      Action should be taken against the lady....if the bike rider violated the traffic rules traffic police is there to penalized him...se jhia kiye tar Kan adhikar se janaku hata utheiba public front re.
      And our request to media plz don't publish to this type girl,because sei publish debaru se lady ta hata uthei thila ebe media re emiti language use karuchi, tar bike ra status ku neiki kohuchi...disgusting

  • @krushnachandradash7387
    @krushnachandradash7387 Před 2 lety +31

    ପୁଅ bite ନେଲେନି ତ TV ଵାଲା।😄ଭାଇ ମାନେ ତୁମ ଚା ରି ଖୋରା କୁ🙏

  • @odiatokashiba3000
    @odiatokashiba3000 Před rokem +1

    Gadi taku malgadi kariki chalichhi that was funny 🤣

  • @tarunkantaroutray4076
    @tarunkantaroutray4076 Před 2 lety +5

    Se bhul hau ki thik ki jaha bi hau.
    We don't have any rights to physically assault anybody anywhere. This is not justified. We can register a complaint in the nearby police station.

  • @Sanu17C
    @Sanu17C Před 2 lety +25

    ଏମାନଙ୍କୁ ମାନେ କୋଉ ମାନଙ୍କୁ? ଲୋକ ଦେଖି ଏମାନେ ଏମିତି ବ୍ୟବହାର କରନ୍ତି । କୋଉ ଜଣେ ଧନୀ ଘର ଝିଅ ହୋଇଥିବ ବୋଧେ...ଏ ଗର୍ବ ତୋର ଭାଙ୍ଗି ଯିବ ଲୋ ।

    • @somusonu4306
      @somusonu4306 Před 2 lety +3

      Pura lower class
      Dhani heithile Garba asiba
      But amiti language asibani
      Non educated

    • @ravinaik7924
      @ravinaik7924 Před 11 měsíci

      ଧନୀ,ଆଉ କଣ,ଏଇଟା ନାଳୁଆ ଝିଅ ଟା

  • @djratha4641
    @djratha4641 Před 2 lety +24

    ଝିଅର ଯଦି ଏତେ ରକ୍ତ ଗରମ ପୁଅଟିର କେତେ ଥିବ

  • @baradaprasana984
    @baradaprasana984 Před 2 lety +43

    A winter re emiti hauchi. Summer season re kan na hauthiba. Toki full garam. Daily keteta andaa khauchi kejani

  • @prafullabarik7085
    @prafullabarik7085 Před rokem +2

    ଏ ଘଟଣାକୁ ଏତେ ଗୁରୁତର ଭାବରେ ନେବା ଠିକ୍ ନୁହେଁ ।

  • @bapi9459
    @bapi9459 Před rokem +2

    ହଳଦିଆ light ରେ ବ୍ରେକ ମାରି ରହିବାକୁ କିଏ ଟ୍ରେନିଂ ଦେଇଛି?
    Road ରେ ଗଲେ accident ସମ୍ଭବ, କିନ୍ତୁ ତା ପରେ ମାରପିଟ୍, ଗାଳି ଗୁଲଜ କରିବା accident ଠାରୁ ବଡ଼ ଅପରାଧ

  • @kalpatarunayak4710
    @kalpatarunayak4710 Před 2 lety +22

    ପ୍ରଥମେ respect ସେଇଟି ଦିଅ ଜଉଠୁ ମିଳୁଛି ନାହେଲେ ଉଦ୍ଧତ ଝିଅ ମାନଙ୍କ ପାଇଁ କେବଳ Newton's 3rd law apply କରିବା ଆବଶ୍ୟକ

  • @khusichattips3443
    @khusichattips3443 Před 2 lety +8

    ସବୁ ଭୁଲ ସେ ଝିଅ ର......

  • @souravmahapatra972
    @souravmahapatra972 Před 2 lety +35

    Mu bhabuchi a jhia jahaku baha haba ta abasta kn haba 🤔😭

  • @judhistirprathan4975
    @judhistirprathan4975 Před 12 dny

    ❤❤❤❤BESHYA TA ..TOKA NKA SATHIRE। RASTARE KELI KARUCHI❤❤❤❤❤❤❤❤❤❤❤

  • @sonalisahoo4020
    @sonalisahoo4020 Před rokem

    So. Beautiful. didi
    Marichanti bahutu Bale. Karichanti🙏🙏🙏🙏👍👌👌👌❣️❣️❣️

  • @debashishsamantray8436
    @debashishsamantray8436 Před 2 lety +42

    Maghia yaku traffic rules kia sikheichi kahuchi yellow light re rahijiba katha.. Maghia bhul nije kahuchi sethire se toka upare chaduchi.. Maghia fake feminism chaleichanti.. Maghia etiki gote toka karithile ହଙ୍ଗାମା kari ସାରନ୍ତେଣି

  • @pmsahu2602
    @pmsahu2602 Před 2 lety +19

    ଇଏ ହେଉଛି ଉଗ୍ର ଚଣ୍ଡୀ,ବିଦ୍ୟାଶ୍ରୀର ଭଉଣୀ

  • @lightingseven5492
    @lightingseven5492 Před 2 lety +65

    କଣ ଏମିତି ବେକାର ପୁରା ରାଜଧାନୀ ଭୁବେନଶ୍ୱେର, ଏଥର ଭୁବେନଶ୍ୱେର କୁ ରାଜଧାନୀ କହିବା କଥା ନାହିଁ, କିଛି ଶାନ୍ତି ନାହିଁ କି ସୁରକ୍ଷା ନାହିଁ, କି ବାହାରୁ ଯାଇଥିବା ଲୋକ ମାନଙ୍କ ପ୍ରତି କିଛି ସନମାନ ନାହିଁ,🙏🙏

    • @khusichattips3443
      @khusichattips3443 Před 2 lety +3

      Thk Katha

    • @rajeshbeura8401
      @rajeshbeura8401 Před 2 lety +3

      ସେ ପିଲା ଟା ବି local ଲାଗୁଚି.. କିନ୍ତୁ ଏଏ lady ଯେମିତି ଉତ୍ତପାତ ହଉଛନ୍ତି ପୁରା ଅଭାଦ୍ରାମୀ ର ସୀମା ଅତିକ୍ରମ..

  • @Mrkpt5991
    @Mrkpt5991 Před 2 lety +1

    ଓଡିଶା ରେ ତ ସବୁ ଶାସନ ଝିଅ ମାନଙ୍କର ଚଳିବ, ପୁଅ ମାନଙ୍କର ନାହିଁ ବା... ରେ ବା.... ପୁଅ କୁ କଣ ପାଇଁ ପଦେ ପଚାରିଲ ନାହିଁ, ସବୁ ଝିଅ କୁ ହିଁ ପଚାରିଲ. ବିନା ଦଶ ରେ ଦଶ ଲଦି ଦେଲେ v କିଛି ପର୍କ ପଡ଼ୁନି. ସରକାର ଝିଅ ମାନଙ୍କୁ ଉପରେ ଟେକି ଦେଇଛି ତ ସେଥିପାଇଁ ଉଡି ବୁଲୁଛନ୍ତି.

  • @alokbarik5104
    @alokbarik5104 Před rokem

    ଏ ମହିଳା ବ୍ୟବହାରରୁ ଜଣା ପଡ଼ୁଛି ସବୁ ଦୋଷ ଏ ମହିଳାର।

  • @bijayalaxmisahoo7609
    @bijayalaxmisahoo7609 Před 2 lety +21

    ଏମିତି ଲାଗୁଛି ସେ ପୁଅ ଟି ସ ଝିଅ ଟିର ପୂର୍ବ ଜନ୍ମ ର ଶତ୍ରୁତା ଥିଲା ବୋଧେ, 😄😄 ଏମିତିରେ ବି ଝିଅଟି ବହୁତ୍ ଭଲ ଘର ବୋଲି ଲାଗୁଛି ଆଉ ,😆😆 ଯେ ସେ ପୁଅ ଟିକୁ କହୁଛି ଦେଖୁନ କେମିତି ଗାଡ଼ିରେ ମାଲ୍ ଭୁଆ ଭଳି ଜିନିଷ ନଉଚି, 🙋ଧନ୍ୟ ଲୋ ତୁ ଝିଅ 🙏 ଆଉ ବି ତୋ ବୋପା ବେ, ଶଳା ବେଧ , ମାଘିଆ ରାଣ୍ଡି , ଛତରି ଟୋକି ତୁ ତ ଭାରି ଭଲ ବୋଲି ଲଗୁଛୁ 😡😡😡😡 ଶଳା ଯାହା ପାଉଛି କହୁଛି ଯେମିତି ତା ଵୋପା ଦରମା ଦେଇଥିଲା

    • @janakinath8750
      @janakinath8750 Před rokem

      🤣🤣🤣🤣🤣🤣

    • @krishnakumbhar263
      @krishnakumbhar263 Před rokem

      Bhai pura thik..e mg manonku jona nahi poisa kouthu ase .husband jibo khotiki poisa anibaku , aau emane bedho hei ki tik tok insta re nachibe..aau no hele olga pila sohito mosti koribe...nonsence mane sobu..

  • @whiteeagle2024
    @whiteeagle2024 Před 2 lety +27

    take immediate action against this girl..she has no right to slap this person.

  • @mkumar1112
    @mkumar1112 Před 2 lety +30

    CCTV camera dekhajau kahara vul

  • @mantusahu2370
    @mantusahu2370 Před 2 lety +1

    Thanks

  • @sweta-1234
    @sweta-1234 Před 11 měsíci +1

    Right decision bhala heichhi

  • @RameshYadav-nd5te
    @RameshYadav-nd5te Před 2 lety +6

    CCTV ଯାଞ୍ଚ କର ଯାହାର ଭୁଲ ଅଛି fine କର
    ଏତେ ପାଲା କାହିଁକି??

  • @saiprasadnayak2436
    @saiprasadnayak2436 Před 2 lety +7

    Jhialo vala drama kariki famous heigalu.....

  • @dhrutideepandas2925
    @dhrutideepandas2925 Před 2 lety +29

    Why Traffic police got his key

  • @koshlimoujchannel5975

    ସେ କଣ ନବୀନ ପଟ୍ଟନାୟକ ଙ୍କ ଝିଆରୀ କିରେ ସେଇଥି ପାଇଁ ପୁଅ କୁ ନନ୍ଦିଘୋଷ ବାଲା କିଛି ପଚାରିଲା ନି ହଉ ପୁଅଙ୍କ ତ ମଦ ମାନ୍ସ ରେ ଭୋଟ ଦେଇ ଜୟଯୁକ୍ତ

  • @vaibhawsingh1895
    @vaibhawsingh1895 Před rokem

    International WOMENS DAY gift 🤣🤣

  • @sangrampati4879
    @sangrampati4879 Před 2 lety +11

    The boy should filed a police complain against the lady under IPC 323, 294 and 506 minimum. Thare aei jhia kila khaile sabu din pain saij heijiba

  • @objection_overruled__6226
    @objection_overruled__6226 Před 2 lety +12

    Inspired by true events..🤣 if you know you know 😂😂😂😜

  • @nirmalyaprasad5542
    @nirmalyaprasad5542 Před 2 lety +14

    Jhia loo tu hata utheiki bahut proud feel karuchu na,

  • @sitarani8281
    @sitarani8281 Před rokem +2

    Right 👍

  • @biplabideabucket296
    @biplabideabucket296 Před 2 lety +1

    ଏହି ଝିଅଟି ମୁଣ୍ଡରେ ହେଲମେଟ ନାହିଁ । ଗର୍ବ ରେ କହୁଛି ମୁଁ ହାତ ଉଠେଇ ଦେଲି । କାହାର ବାପା ଙ୍କୁ ମଧ୍ୟ ଛାଡିଲେ ନାହିଁ ।
    ଭୁଲ କାହାର ତ ଆମେ ଜାଣିନୁ । ଏଣୁ ଜଙ୍କର କଥା ଶୁଣି ନିର୍ଣ୍ଣୟ ନେବା ଭୁଲ । ତଥାପି CCTV ଅଛି । ଜାଣି ହେବ ଭୁଲ କାହାର ପୁଅ ର ନା ଝିଅ ର ନା ପରିସ୍ଥିତି ର ।
    ଏଣୁ ପୁଅ ଉପରେ ହାତ ଉଠାଇବା କାରଣ ରୁ ଝିଅ କୁ ମଧ୍ୟ ଦଣ୍ଡିତ କରିବା ଉଚିତ ।

  • @misspriyanka1728
    @misspriyanka1728 Před 2 lety +12

    To Bia besi kichhu kahini😭😭😭😭

  • @mrsilu7253
    @mrsilu7253 Před 2 lety +8

    CC TV CHEKA କର ସବୁ କିଛି ଜଣାପଡ଼ିବ

  • @2daytrend
    @2daytrend Před 2 lety +9

    Janapaduchhi Egudanka family re prabala tension chalichhi... Rasta upare asi jhaduchhanti...

  • @ritamohanty523
    @ritamohanty523 Před rokem +1

    Waahhh 👌👌 bilkul right 👍

  • @jeevanjyotipradhan4813
    @jeevanjyotipradhan4813 Před rokem +1

    ସଵୁଠିଝିଅ ମାନଙ୍କ ଭୁଲ ରହୁଛି

  • @sangrampati4879
    @sangrampati4879 Před 2 lety +17

    Third class lady. This is clear example of women empowerment 👍.

  • @subhamsahoo5923
    @subhamsahoo5923 Před 2 lety +12

    tapaswini 2 coming soon

  • @prasantsethi4915
    @prasantsethi4915 Před 2 lety +4

    ସେ ଭାଇ ଯଦି
    ଭୁଲ କରିଛନ୍ତି ତାଙ୍କୁ traffic police punishment ଦେବେ।ଆପଣଙ୍କ ଅଧିକାର ନାହିଁ।ଝିଅ ବୋଲି ଲୋକଙ୍କsymapthy ର misuse କରୁଛ। ଆଉ କେତେ ଦିନ ଏମିତି women କାର୍ଡ ର misuse ହଉଥିବ

  • @tarun182
    @tarun182 Před 2 lety +1

    ଦିଦି LL ପରୀକ୍ଷା ପାସ କରିଥିଲ
    ନା ଲାଞ୍ଚ ଦେଇ ଲାଇସେନ୍ସ ପାଇଲ

  • @dharmendrapradhan377
    @dharmendrapradhan377 Před rokem +1

    ତୁ ଝିଅ ସତ୍ଯ କଥା ନ ହେଲେ କହୁଚୁ ତୋର କିଛି ଭୁଲ୍ ନାହିଁ ? ଖାଲି ପୁଅ ମାନକଂର ଭୁଲ୍। ଏ ବେଧ ଝିଅ ତତେ କିଏ ଅଧିକାର ଦେଲା ଗୋଟିଏ ପୁରୁଷ ପିଲା କୁ ହାତ ଉଠାଇ ବାକୁ

  • @satyanandarout9043
    @satyanandarout9043 Před 2 lety +32

    Over drama by ladies

  • @srirajyvideo
    @srirajyvideo Před 2 lety +6

    Jatra full jatra

  • @susantakumarnaik4874
    @susantakumarnaik4874 Před 2 lety +8

    ସେ ଝିଅଗାଣ୍ଡିରେଠିଆଗୋଇଠାମରିବାକଥା।।ବହୁତ ରଙ୍ଗ ଦେଖଉଛି।।।

  • @arunprasaddash1399
    @arunprasaddash1399 Před rokem +1

    ଟୋକି ନାଇ ଦେଖେଇ ଖୁବ୍ ଗରମ ଖାଉଛି।

  • @tribhubandas7839
    @tribhubandas7839 Před 6 měsíci

    ଆବଶ୍ୟକ ଠାରୁ ଅଧିକ ହୋଇଯାଉଛି
    ମାଡାମ୍

  • @dkshyam3023
    @dkshyam3023 Před 2 lety +10

    As a lady means she can speak slang languages
    She can speak louder
    She can slap everyone
    She can do everything whatever she wants to do...
    Because she's a Lady, n only she has rights...

  • @manojkumardakua3934
    @manojkumardakua3934 Před 2 lety +5

    ସେ ଲେଡ଼ିସ କାହିଁକି ଆଇନ କୁ ହାତକୁ ନେଲେ ବୋଲି କେହି ପଚାରିଅରିଲନି କି ସେ ଲୋକକୁ କିଛି କହିବାକୁ ସୁଯୋଗ ଦେଲନି l

    • @arunprasaddash1399
      @arunprasaddash1399 Před rokem +2

      ଏ ପୁଅ ସେ ଟୋକି ବିରୋଧରେ ମାନ ହାନି ମାମଲା ରୁଜ୍ଜୁ କରିବା କଥା।

    • @manojkumardas4675
      @manojkumardas4675 Před rokem

      Se ghiata marigale bhala huanta

  • @ayushmanpalo7546
    @ayushmanpalo7546 Před 2 lety +6

    Se police officer kemiti gadi ru key bahar kala.. it's completely illegal and in any condition no-one is allowed to do such things...

  • @biswa59257
    @biswa59257 Před rokem

    ଝିଅ ମାନଙ୍କର ବହୁତ ଧରମ ଭାଇ ଅଛନ୍ତି ନାଳୁଆ......... 🤣🤣......

  • @srinibaspatrabbsrcampus7883

    Madam apanaku super duper selute
    Athi pai khusilaguchi
    Apana atebada kama kale
    Jaha bi hau khusi tike lagila

  • @ytvideo3883
    @ytvideo3883 Před 2 lety +6

    E lady ନିଜକୁ kn ଭାବୁଛି sie kn ଭାବିବ ଆମ ଦେଶ ହି ସେଇଆ ସବୁବେଳେ ladies ku priority dia ଯାଉଚି, ପୁରୁଷ କୁ kie ପଚାରେ 🤘

  • @ratankumarmahapatra7086
    @ratankumarmahapatra7086 Před 2 lety +5

    Ladies ବୋଲି କଣ ଯାହା ତାହା କହିବ ନା କଣ

  • @technicalmohanty5934
    @technicalmohanty5934 Před 2 lety +4

    ଗରୀବ ପିଲାଟା ଦିଦି ଭୁଲ୍ କରିଦେଇଛି , ଏଥର ଛାଡ଼ି ଦିଅ । ତମେ ଜା ପିଟିଲଣି ଆହୁ ସେ ଜୀବନକାଳରେ ଭୁଲ କରିବନି ବଧେ🙄😘

  • @pabitrakumarpradhan6363
    @pabitrakumarpradhan6363 Před rokem +2

    What a coincidence , the media was already there 😐

  • @odishamix7042
    @odishamix7042 Před rokem

    ଟିକେ ଅଧିକ ହେଲା ପରି ଲାଗୁଛି ନେଡିସ ଜଣକ..... ହଉ ଏବେ ଯାଅ ମାଡାମ ମୋହଦୟା ସମୀପେଷୁ ....

  • @bijaykumarsingh7448
    @bijaykumarsingh7448 Před 2 lety +20

    100/dramebaz jhia

  • @jyotishdebendra644
    @jyotishdebendra644 Před 2 lety +4

    Toki ra bhula

  • @durgacharanbehera3184
    @durgacharanbehera3184 Před 2 lety +12

    Sabu bhula se jhia ra

  • @prabodhadas3820
    @prabodhadas3820 Před 2 lety +1

    ନନ୍ଦିଘୋଷ ଟିଭି ଝିଅ ମାନଙ୍କ bite ନବାକୁ ଭଲ ପାଆନ୍ତି , ପୁଣି ବେଶୀ coverage ସେଇମାନଙ୍କ ହେଇଥାଏ 😂🤣😂🤣

  • @toxic_boy_basanta
    @toxic_boy_basanta Před rokem

    ଆଉ ତୁମ ଜେଜେ ବାପାଙ୍କ ରାସ୍ତା ନୁହ ତା ବୋଲି ହାତ ଉଠାଇ ଦେବ ନୁହ ,ତୁମେ ତ ଟ୍ରାଫିକ ପୋଲିସ ନୁହ , ପୋଲିସ ମାନେ ଆଉ ରହିବା ନାହିଁ, ତା ବୋଲି ହାତ ଉଠାଇ ଦେବ 🧬

  • @parthamohapatra3101
    @parthamohapatra3101 Před 2 lety +5

    Ea maikina jahara se Bhai nku anuroad. Eaku nandan kana re chadidiya otherwise forest department Coco Ku nela pari asi neijiba.

  • @payalsamantaray9278
    @payalsamantaray9278 Před 2 lety +4

    Aeyi category ra jou Mane achhanti semane banchiba hin darkar nahi aemiti houchanti ki nija life re kichhi bhul karinahanti 🤣🤣

  • @janakinath8750
    @janakinath8750 Před rokem +7

    These kind of incidents are happening due to police inaction against the violators of traffic rules

  • @MBhukta
    @MBhukta Před 3 měsíci

    ସେଥିପାଇଁ ବ୍ୟୋମକେଶ ତ୍ରିପାଠୀ sir ପୁରୁଷ କମିଶନ ଗଠନ କଥା ଉଠାଉଛନ୍ତି

  • @gourcharanmahapatra295
    @gourcharanmahapatra295 Před rokem +1

    This girl or lady has no odia traditional teaching. She is either drunk or a spoiled one. First thing is why did she slap that guy? Now she should be booked, who has given her that right to raise her hand?

  • @subhashreeroul9164
    @subhashreeroul9164 Před 2 lety +4

    Aama Odisha re ta aau kichhi hauni khali bada badi, pita piti, ethi samaste jane jane VIP. Jiye jahaku chanhila taki pitila wahaa re Odisha

  • @TechnicianPinkun
    @TechnicianPinkun Před 11 měsíci

    ହାତ ଉଠାଇବା ନିହାତି ଦରକାର କି
    ହାତ ଉଠାଇବା କଣ ଭୁଲ୍ ନୁହ 😮

  • @artofvillagerk9948
    @artofvillagerk9948 Před rokem

    ଯଦି ପୁଅର ଭୂଲ୍ ତାହା ହେଲେ କଥାରେ ସମାଧାନ କର ବିଚ୍ ରାସ୍ତାରେ ହାତ ଉଠେଇବାଟା କଣ ଠିକ୍ କଥା । ଝିଅମାନଙ୍କୁ ସ୍ଵାଧୀନ ଦେଲେ ଏଇ କିଳା ।

  • @tusharkhamari83
    @tusharkhamari83 Před 2 lety +1

    O really great

  • @sukantakmr432
    @sukantakmr432 Před rokem

    ରୋଡ ରେ ନୁହେଁ ଘର ଭିତରେ ଦୁହେଁ ପିଟା ପିଟି ହୁଅ...
    ଶଳା ଧର୍ଯ୍ୟ କଣ ସବୁ ଭୁଲି ଗଲେଣି...