ସୁଧାଂଶୁ@8: ବାଃ ବାଃ ଅରବିନ୍ଦ ପାଢ଼ୀ || SUDHANSU@8 ||

Sdílet
Vložit
  • čas přidán 6. 09. 2024
  • ସୁଧାଂଶୁ@8: ବାଃ ବାଃ ଅରବିନ୍ଦ ପାଢ଼ୀ, ଜଣେ ସଚୋଟ ଆଇଏସ ଭାବେ ଆପଣଙ୍କୁ ସାଲ୍ୟୁଟ
    #focusplus #ArabindakumarPadhee #odishagovernment #odishacm #mohancharanmajhi #odishanews
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

Komentáře • 506

  • @kumarnayak2641
    @kumarnayak2641 Před měsícem +70

    ଧନ୍ୟବାଦ୍ ସୁଧାଂଶୁ ଭାଇ ଏମିତି ଖବର ସବୁ ବେଳେ ଲୋକଙ୍କ ପାଖରେ ପହଞ୍ଚାଇ ଥିବାରୁ

  • @KarunakarDhani-eo2sl
    @KarunakarDhani-eo2sl Před měsícem +70

    ଭଦ୍ରବ୍ୟକ୍ତି ଓ ସ୍ୱଛ ବ୍ୟକ୍ତି।ଭଲ ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢୀ।

  • @subhabratamishra4465
    @subhabratamishra4465 Před měsícem +65

    ଅରବିନ୍ଦ ନାମଟି ଭାରି ସୁନ୍ଦର୍‌ ଓ ଶୁଭ । ଶ୍ରୀମା ଅରବିନ୍ଦ, ଅରବିନ୍ଦ ମୁଦୁଲି ଓ ଅରବିନ୍ଦ ପାଢ଼ୀ।

  • @kishorekumarsethi7385
    @kishorekumarsethi7385 Před měsícem +22

    ସବୁ ଆମ ମଣିମା ଙ୍କୁ ଜଣା, ପ୍ରଭୁ ନିର୍ଦେଶ ରେ ଏହା ହେଇଛି. ଜୟ ଜଗନ୍ନାଥ 🙏🙏🙏🙏🙏

  • @madhuChhanda-rv7qv
    @madhuChhanda-rv7qv Před měsícem +25

    ଭଗବାନ୍ କରନ୍ତୁ ଅରବିନ୍ଦ sir ଙ୍କ ଆଗାମୀ ଚଲା ପଥ କୁସୁମିତ ହେଉ ।
    ଜୟ ଜଗନ୍ନାଥ।

  • @akshayakumarbhol4132
    @akshayakumarbhol4132 Před měsícem +14

    ଉପଯୁକ୍ତ ବ୍ୟକ୍ତିକୁ ଉପଯୁକ୍ତ ଦାୟିତ୍ବ ଦେଇଥିବାରୁ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ।

  • @FAKIRJENA-du2zs
    @FAKIRJENA-du2zs Před měsícem +6

    ଏହି ଚାନେଲ ଓ ଏହାର ଆବାହକ ଖୁବ ଭଲ ଓ ନିରପେକ୍ଷ ଜଣା ପଡ଼ୁଛି। ଧନ୍ୟବାଦ୍।

  • @AkshayKumar-ze8ok
    @AkshayKumar-ze8ok Před měsícem +20

    ସୁଧାଂଶୁ ବାବୁ ପ୍ରକୃତରେ ଆପଣ ଜଣେ ସୁନାମଧନ୍ୟ ସାମ୍ବାଦିକ ।ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସହାୟ ହୁଅନ୍ତୁ ଓ ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ହୋଇ ଏଇମିତି ସମ୍ବାଦ ପରିବେଷଣ କରୁଥାନ୍ତୁ ।

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9oc Před měsícem +69

    ଅରବିନ୍ଦ ପାଢୀ ଜଣେ ଭଲ ପ୍ରଶାସକ ।ସେଥିରେ ଦ୍ଵିମତ ନୁହଁ ।ଆଗାମୀ ଦିନରେ ଓଡ଼ିଶା।ମାଟିର କମକରିବାକୁ ଓଡ଼ିଶା ଠାକୁର ତାଙ୍କୁ ସାହସ ଦିଅନ୍ତୁ ।

  • @lalitamohanmallick5779
    @lalitamohanmallick5779 Před měsícem +90

    ଧନ୍ୟବାଦ ସୁଧାଂଶୁ ଭାଇ.ଏହିପରି ଖବର ପ୍ରସାରଣ କରନ୍ତୁ.ଆମେ ସମସ୍ତେ ତମ ପଛରେ ଅଛୁ

    • @Iamdeshiboy7547
      @Iamdeshiboy7547 Před měsícem +2

      Sabu Khali pachare achu kahile haba Naa Bhai 😂😂😂😂😂

  • @brajakishorepadhi4022
    @brajakishorepadhi4022 Před měsícem +33

    ପାଢ଼ୀ ବାବୁ ସୁନ୍ଦର ମଣିଷ ଟିଏ। ବହୁତ ଦିନରୁ ତାକୁଂ ଯାଣେ।

  • @BHARATCHANDRASAHOO-mw9oc
    @BHARATCHANDRASAHOO-mw9oc Před měsícem +58

    ମୁଁ ପାଢୀ ବାବୁ ଙ୍କୁ ଭଲ ଭାବରେ ଜଣେ ଅନ୍ୟାୟ କୁ ବିରୋଧ କରନ୍ତି ନ୍ୟାର ପ୍ରତୀକ ।j

  • @subhaprasadpradhan2093
    @subhaprasadpradhan2093 Před měsícem +12

    Reporter ଭାଇ ଙ୍କ ନିଖୁଣ presentation ପାଇଁ 👏👏👏👏
    ସବୁ ଓଡ଼ିଆ ଚାହାନ୍ତି ଜଗନ୍ନାଥ ମନ୍ଦିର ଉତ୍ତମ ପରିଚାଳନା।

  • @user-ud1lp4oh5t
    @user-ud1lp4oh5t Před měsícem +51

    ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢୀ

  • @surendranarayanpanda8021
    @surendranarayanpanda8021 Před měsícem +17

    ଆମରେ ଯାଜପୁର ରେ ଜିଲ୍ଲାପାଳ ଥିଲେ..ସେ ବହୁତ ସୁନ୍ଦର କାର୍ଯ୍ୟକ୍ରମ କରିଥିଲେ..

  • @user-sf8nk1jn3h
    @user-sf8nk1jn3h Před měsícem +8

    ଧନ୍ୟବାଦ ସୁଧାଂଶୁ ବାବୁ

  • @santoshkumarmishra2620
    @santoshkumarmishra2620 Před měsícem +28

    ଓଡିଶା ର ଯେତେକ IAS ବା OSA ଅଛନ୍ତି ଦୟାକରି ତାରା ଦତ୍ତ ଅରବିନ୍ଦ ଉଷା ଅପରାଜିତା ସନ୍ତୋଷ ଇତ୍ଯାଦି ସୁନାମଧନ୍ଯ ସୁଯୋଗ୍ଯ ବ୍ଯକ୍ତିବିଶେଷଙ୍କ ଠାରୁ କିଛି ଶିକ୍ଷା ଲାଭ କରନ୍ତୁ. ରାଜ୍ଯ ର ମଙ୍ଗଳ ହେବ.

  • @swadhikarbetaj3768
    @swadhikarbetaj3768 Před měsícem +88

    ପାଣ୍ଡିଆନ ଦମ୍ପତ୍ତିଙ୍କ ଅବସ୍ଥା ,ଆଗକୁ ଜଗନ୍ନାଥ କ'ଣ କରିବାକୁ ଯାଉଛନ୍ତି,ତାହା ଓଡ଼ିଶାର ଜନସାଧାରଣ ଦେଖିବାର ବାକିଅଛି।

  • @mnsirmathematics269
    @mnsirmathematics269 Před měsícem +31

    ମୋ ଜାଣିବାରେ ଅରବିନ୍ଦ ପାଢ଼ୀ ଜଣେ ଭଲ ଅଫିସର।

  • @kumar-kl4ul
    @kumar-kl4ul Před měsícem +10

    ମୁଁ ଅମୂଲ୍ୟ ମଲ୍ଲିକ from Bhadrak
    ମୁଁ ଚାହେଁ ଡକ୍ଟର. ଅରବିନ୍ଦ ପାଢୀ ସାର୍ Chief Secretary ହୁଅନ୍ତୁ ଓଡ଼ିଶା ର ବହୁତ ଉନ୍ନତି ନିଶ୍ଚିତ ହେବ
    ଧନ୍ୟବାଦ୍ ସୁଧାଂଶୁ ବାବୁ, ମୋର ଏହି ଆଶାଟିକୁ ଉପସ୍ଥାପନ କରନ୍ତୁ, ମୁ ଅତ୍ୟନ୍ତ ଖୁସି ହେବା ସହ ଓଡ଼ିଶା ବାସୀ ମଧ୍ୟ ବହୁତ୍ ଖୁସି ମଧ୍ୟ ହେବେ

  • @ganeshpanigrahi4808
    @ganeshpanigrahi4808 Před měsícem +151

    ବାସ୍ତବରେ ଭା:ଷା:ସେ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ପାଢୀ ଓ ଶ୍ରୀମତୀ ଉଷା ପାଢୀ ଉଭୟେ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ସମ୍ପର୍ଣ୍ଣ ହୋଇଥିବାରୁ ଲୋକଙ୍କୁ ଉତ୍ତମ ମାନର ସେବା ଯୋଗାଇ ଦେବା ଆଶା କରାଯାଏ...

    • @Blackcommando1
      @Blackcommando1 Před měsícem +2

      Bha _Pra_Se .... Bharat Prashasanika Seba

    • @brajeswarisingh909
      @brajeswarisingh909 Před měsícem

      ସେମାନଙ୍କ ବ୍ୟକ୍ତିତ୍ୱ, ସେମାନଙ୍କ ସଚୋଟ ପଣିଆ,, ଏମିତି ଖୁବ କମ ଲୋକ ଥାନ୍ତି 🙏

  • @himanshusekharpattanayak8455
    @himanshusekharpattanayak8455 Před měsícem +14

    ଧନ୍ୟବାଦ

  • @ganeswarbehera-fj6yu
    @ganeswarbehera-fj6yu Před měsícem +7

    ସ୍ବାଗତମ୍ ଅରବିନ୍ଦ ପାଢୀ ଭାଇନା ସ୍ବାଗତମ୍ ।ଜୟ ଜଗନ୍ନାଥ ।

  • @pramodbisoyi3332
    @pramodbisoyi3332 Před měsícem +5

    ଅରବିନ୍ଦ ପାଢ଼ୀ ଜଣେ ବହୁତ ଭଲ କାମ କରିଥିବା ଅଫିସର.... ସେ ନବରଙ୍ଗପୁର ଓ କୋରାପୁଟ ରେ ଜିଲ୍ଲା ପାଳ ଥିବା ବେଳେ ବହୁତ ଭଲ କାମ କରିଛନ୍ତି

  • @bharatabandubiswal9115
    @bharatabandubiswal9115 Před měsícem +2

    ସତ୍ୟମେବ ଜୟତେ ।
    ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ ।
    🙏ଜୟ ଜଗନ୍ନାଥ 🙏

  • @rashmirekha9372
    @rashmirekha9372 Před měsícem +3

    Apko v bahut bahut thnx kyun ki true news k liye or himmat k liye

  • @user-co8kp4tj6c
    @user-co8kp4tj6c Před měsícem +30

    ଆଜିର ଦିନରେ ଯଦି ଜଣେ ସ୍କୁଲ ଵା କଲେଜ ପିଲାକୁ ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କ ନାମ ପଚରା ଯାଏ ହୁଏତ ପିଲାମାନେ ସଠିକ ନାମ କହି ପାରିବେ ନାହିଁ। ମୋ ଜାଣିବାରେ 2006 ରେ ସେଦିନର ଜିଲ୍ଲାପାଳ ଅରବିନ୍ଦ ପାଢ଼ୀ ଜଣେ ଦକ୍ଷ ପ୍ରଶାସକ ଓ ସଂସ୍କାର ମୂଳକ କାର୍ଯ୍ୟ ପାଇଁ ଘରେ ଘରେ ପରିଚିତ। ଯାଜପୁର ବାସୀ ତାଙ୍କୁ ଆଜିବି ଝୁରୁଛି।

    • @p.expres
      @p.expres Před měsícem

      Wright sir

    • @GaneshPrasadPanda
      @GaneshPrasadPanda Před měsícem

      Well said

    • @ssendless
      @ssendless Před měsícem

      I remembered those days when he was deployed as Collector of Jajpur. We can't forget.

  • @sanjuktamohanty7103
    @sanjuktamohanty7103 Před měsícem +6

    Thank you Sudhanshu ❤❤❤

  • @maheswarpradhan4247
    @maheswarpradhan4247 Před měsícem +6

    Very good analysis, thanks to Sudhanshu babu.

  • @swadhikarbetaj3768
    @swadhikarbetaj3768 Před měsícem +149

    ଅନ୍ଧ ନବୀନ ବାବୁ! ତମେ ଟିକେ ଦେଖ, ଓଡିଶାର ଶାସନ କିପରି ହୁଏ---

    • @suryanarayandas4978
      @suryanarayandas4978 Před měsícem +8

      Bhai mora katar BJP😂😂😂

    • @prati_chabi_world
      @prati_chabi_world Před měsícem +4

      ରଙ୍ଗ ମରା 😂😂😂😂

    • @santilatapanda1386
      @santilatapanda1386 Před měsícem

      Pel heba pandian nku badnam karivote hatei chhi BJP next asile hela

    • @warriorboy6813
      @warriorboy6813 Před měsícem

      Tume pura pandian fan😂​@@suryanarayandas4978

    • @sudhanshusekharapadhy9436
      @sudhanshusekharapadhy9436 Před měsícem +1

      Vitara Ratna Bhandar khola helani re andha bhakta.... Bahar ratna bhandar prati barsa Bahuda jatra re khola hue.... Gujurati bepari tama mananku thakuchhanti

  • @user-kg1sw4vs5z
    @user-kg1sw4vs5z Před měsícem +78

    ବଳଭଦ୍ର ମହାପ୍ରଭୁ ଅରବିନ୍ଦ ପାଢ଼ୀ ଙ୍କୁ ଆଣିବା ପାଇଁ ବଧେ ୟେ ଲୀଳା କରିଥିଲେ

  • @prabodhamohanty4999
    @prabodhamohanty4999 Před měsícem +10

    Welcome,,,,,Aurobinda Parhi
    Go ahead,,,,,
    We are eager to see you as chief secretary.

  • @DevDash-em2bf
    @DevDash-em2bf Před měsícem +7

    Thank you arbinda padhy sir welcome focaus news

  • @sabitaswain7254
    @sabitaswain7254 Před měsícem +5

    Thanks Sudhanshu Babu.

  • @kabitasahoo8385
    @kabitasahoo8385 Před měsícem +4

    🙏👍❤Thank you, CMji, for sending Mr. Padhee to take care of Prabhu 🙏. Mr. Padhee understand, that the honest and uncompromising value oriented people have to go through hell because we are all being tested. Take it with a stride. Odiya society is messed up. This will take time. Only work for Thakura. Prabhu will show you the way. I have faith 🙏. God bless and God speed. Jai Shree Jagannath. 🙏🙏🙏🙏❤

  • @PintuMahakul
    @PintuMahakul Před měsícem +3

    ❤️ ନୂତନ ଶ୍ରୀ ମନ୍ଦିର ପ୍ରଶାସକ ମହୋଦୟ ଶ୍ରୀଯୁକ୍ତ ପାଢ଼ୀଙ୍କୁ ଆମ୍ଭେ ଶୁଭକାମନା ଜଣାଉଛୁ । ପ୍ରଭୁ ଜଗନ୍ନାଥଙ୍କ କୃପା ତାଙ୍କ ଉପରେ ରହିଛି । ❤️ 6:22

  • @khirodkumarpanda4763
    @khirodkumarpanda4763 Před měsícem +18

    Dr Aravind Padhi IAS should be principal secretary to Honble CM Mohan Majhi

    • @AshokPanda-qt4qn
      @AshokPanda-qt4qn Před měsícem +1

      Aha Aka Swagat Jogya Padakhep Nebapain Ama priya Manyabar Mukhyamantrinka Sri Mohan Banku Ame Prastab Deuchhu

  • @sangramkar1198
    @sangramkar1198 Před měsícem +7

    Arabinda Padhi is a dynamic, honest and proactive Administrator with ample of experience in temple administration. Daniel came to judgement.

  • @ksbm2682
    @ksbm2682 Před měsícem +1

    Thank god🙏

  • @pranatidildilbecharasahoo6719
    @pranatidildilbecharasahoo6719 Před měsícem +4

    Many many thanks to Sudhansu babu for this type of news.

  • @jchoudhury274
    @jchoudhury274 Před měsícem +3

    ସୁଧାଂଶୁ ବାବୁ ଆମକୁ ଟିକି ନିକି ଖବର ଦେଉ ଥିବାରୁ ଧନ୍ୟବାଦ୍ ଜୟ ଜଗନ୍ନାଥ

  • @ganeswarbehera-fj6yu
    @ganeswarbehera-fj6yu Před měsícem +6

    ଧନ୍ୟବାଦ ଜଣାଉଛି ମୋର ପ୍ରିୟ ମୂଖ୍ୟମନ୍ତ୍ରୀ
    ମୋହନ ଭାଇ ଙ୍କୁ ।

  • @priyamkumar6812
    @priyamkumar6812 Před měsícem +10

    Nice news brother joy............

  • @kamarajjena5461
    @kamarajjena5461 Před měsícem +10

    ସୁଧାଂଶୁ ବାବୁ ଆପଣ ଏଇମିତି guide କରି ଚାଲନ୍ତୁ

  • @sarojinibagh1990
    @sarojinibagh1990 Před měsícem +5

    Bhai dhanyabad

  • @Savhu1122
    @Savhu1122 Před měsícem +3

    Dhanyvad

  • @jyotiranjannayak9095
    @jyotiranjannayak9095 Před měsícem +2

    Exactly, absolutely right

  • @sanghamitramohapatra730
    @sanghamitramohapatra730 Před měsícem +3

    Thanks a lot for this news.Welcome Mr Arabinda Padhi I.A.S.

  • @panchananmaharana9307
    @panchananmaharana9307 Před měsícem +3

    Thanks sudhanshu Bhai, thanks, jayajagrnath

  • @kanjiaranjitkumar3824
    @kanjiaranjitkumar3824 Před měsícem +3

    Thanks 🙏🙏👍. Sir please. Do. Your. Duty. Very good. Sir

  • @ranjanpradhan3446
    @ranjanpradhan3446 Před měsícem +5

    ସୁନ୍ଦର ପଦକ୍ଷେପ bhai🙏🙏🙏🙏🙏

  • @snigdhabaxipanigrahi3304
    @snigdhabaxipanigrahi3304 Před měsícem +3

    A officer who have a very sharp memory which is my personal experience . I salute Sri Padhi 🙏

  • @AshokkumarPatara
    @AshokkumarPatara Před měsícem +7

    You are really great Aurobind babu

  • @namastebharat817
    @namastebharat817 Před měsícem +2

    Dhanyawad Mohan Sarkar...

  • @BailochnNayak
    @BailochnNayak Před měsícem +6

    ଜୟ ଜଗନ୍ନାଥ

  • @sekharsudhansu659
    @sekharsudhansu659 Před měsícem +11

    Sudhansu Babu you are right 👍

  • @jatinkumarmohanty1385
    @jatinkumarmohanty1385 Před měsícem +3

    Many many thanks

  • @OM_SHAKTI.Subhamkar67666
    @OM_SHAKTI.Subhamkar67666 Před měsícem +1

    ସାର 🙏ଆପଣଙ୍କ ଚାଁନେଲ ଏବଂ ଆପଣ କୁ ବହୁତ ବହୁତ ଧନ୍ୟବାଦ, ଜଣେ ନିରପେକ୍ଷ ଉପସ୍ଥାପକ ଭାବରେ ସମ୍ପାଦନା କରିବାକୁ।

  • @dalumahakud2723
    @dalumahakud2723 Před měsícem +1

    Absolutely right
    Beautiful 🙏🙏🙏

  • @user-pt2yo7sr7v
    @user-pt2yo7sr7v Před měsícem +1

    ବହୁତ ଗୁରୁତ୍ବପୁର୍ଣ ପ୍ରଶ୍ନଗୁଡିକ ଆଣୁଛିନ୍ତି ମୁଁ ମୋ ଦୀଲ୍ଲି ସେ ଧନ୍ୟବାଦ୍ ସୁଧାଂଶୁ ଶେଖର ସାରଙ୍କୁ

  • @dasharathinayak6425
    @dasharathinayak6425 Před měsícem +2

    Thanks Sudhansujee

  • @amiyakumardas744
    @amiyakumardas744 Před měsícem +32

    ଭାଇ ମୁଁ ଆପଣ ଙ୍କ ର ସବୁ episode ଦେଖେ । ସରକାର ଙ୍କ ପଖରେ ସାହାରା ର ଜମାକାରୀ ଓ କାର୍ଯ୍ୟକର୍ତ୍ତା ଙ୍କ news କିଛି episode ଆମ ମୋହନ ସରକାର ଙ୍କ ନିକଟରେ ରଖି ସମାଧାନ ର ରାସ୍ତା ଟିକେ ବାହାର କରନ୍ତୁ

  • @goutampothal6336
    @goutampothal6336 Před měsícem +3

    Absolutely beautiful expression no1 our cm

  • @brahmanadabehera2396
    @brahmanadabehera2396 Před měsícem +4

    ନବୀନ ଅନ୍ଧ ଧୃଷ୍ଟର।ସ୍ତ୍ର

  • @madhusudanpradhan6401
    @madhusudanpradhan6401 Před měsícem +8

    Arabinda padhi bhai koti koti salam

  • @anadicharansamal7033
    @anadicharansamal7033 Před měsícem +3

    ଅରବିନ୍ଦ ପାଢୀ ଏବେବି ଯାଜପୁର ବାସୀଙ୍କ ହୃଦୟରେ ଅଛନ୍ତି।

  • @PrakashchandraPanda-nn3tg
    @PrakashchandraPanda-nn3tg Před měsícem +2

    VERY GOod action.

  • @sibabehera8616
    @sibabehera8616 Před měsícem +2

    Yes Bhai 💯 Right 👍🏻👍🏻 odia bharibandia

  • @kunjabiharimohanta4608
    @kunjabiharimohanta4608 Před měsícem +2

    ଶ୍ରୀମନ୍ଦିର କୁ ଏବଂ ରଥ ଉପରକୁ ମବାଇଲ ପଣ୍ଡା ମାନଙ୍କ ପାଇଁ ସମ୍ପୂର୍ଣ୍ଣ ବନ୍ଦ କରାଯାଉ

  • @sitarambhoi8567
    @sitarambhoi8567 Před měsícem

    ଓଡ଼ିଆ ଅସ୍ମିତା ର ପ୍ରଧାନ ଦ୍ୟୋତକ ଭାବେ ମିଶାଲ୍ ନେଇ ଅଗ୍ରସର ହେଉଥିବା ଅରବିନ୍ଦ ପାଢ଼ୀ ଙ୍କୁ ମୋର ଅଶେଷ ଧନ୍ୟବାଦ୍ ଆଉ ଶୁଭେଛା।

  • @DEBIBRATAMOHANTY
    @DEBIBRATAMOHANTY Před měsícem +19

    ସବୁ ସାମ୍ବାଦିକ ମାନେ ଆପଣଙ୍କ ପରି ହେଲେ ଆଉ ଦୁର୍ନୀତି ରହିବ ନାହଁ ।

  • @baikunthasahu4528
    @baikunthasahu4528 Před měsícem +2

    Tq sudhanshu Bhai

  • @artabandhupatra5116
    @artabandhupatra5116 Před měsícem +2

    ଆଦିବାସୀ ସଂପ୍ରଦାୟ ରୁ ଯୋଗ୍ୟ ବ୍ୟକ୍ତି ଙ୍କୁ ଦଇତାପତି ଓ ଯୋଗ୍ୟ ବ୍ରାହ୍ମଣ ମାନଙ୍କୁ ପଣ୍ଡା ଭାବେ ବେତନ ଭିତ୍ତିକ ନିଯୁକ୍ତି ଦିଆଯାଉ
    ବଂଶାନୁକ୍ରମିକ ସେବା ପ୍ରଥା ଉଠାଯାଉ, ନିୟମ ଉଲ୍ଲଙ୍ଘନ କାରୀ ଙ୍କୁ ତୁରନ୍ତ ନିଷ୍କାସନ କରାଯାଉ,

  • @niharpalai3774
    @niharpalai3774 Před měsícem +1

    💗🌿 ମହାପ୍ରଭୁ 🌿💗 ସୁଧାଂଶୁ ଭାଇଙ୍କୁ ଆହୁରି ସାହାସ ଦିଅନ୍ତୁ ସତ୍ୟ କୁ ସାମ୍ନାକୁ ଆଣିବାକୁ 🙏

  • @MakaraNayak-xu7bb
    @MakaraNayak-xu7bb Před měsícem +1

    ବହୁତ ବହୁତ ସୁନ୍ଦର ଖବର ଧନ୍ୟବାଦ

  • @prakashkumarjena.babusan.n3760

    ବାଃ ବାଃ ଅତି ସୁନ୍ଦର ପ୍ରୟାସ 🙏👌👍

  • @prafullakumarsamantaray2493
    @prafullakumarsamantaray2493 Před měsícem +1

    ଜୟ ଜଗନ୍ନାଥ 🎉🎉🎉

  • @ommbhai
    @ommbhai Před měsícem +2

    Thanks to focus plus for good news

  • @ashokdash1599
    @ashokdash1599 Před měsícem +27

    ଶଳା ପଣ୍ଡା ବିଜେଡି ଦଳର ତେଣୁ ଶଳା ପଣ୍ଡା ମାନଙ୍କୁ ଫାଶୀ ଦିଆଯାଉ

  • @Dharanidharajena012
    @Dharanidharajena012 Před měsícem +1

    😢 ଧନ୍ୟବାଦ ଭାଇ

  • @prahaladsahu5406
    @prahaladsahu5406 Před měsícem +4

    Arabinda Padhi IAS ଜଣେ ଭଲ ପ୍ରଶାସକ , ପାଣ୍ଡିଆନ ର ବେଧାମୀ ପାଇଁ ଆଜି ଓଡିଶା ର IAS ହଇରାଣ ହେଉଥିଲେ

  • @satyabratablscool
    @satyabratablscool Před měsícem +1

    Very excited 🎉🎉🎉🎉

  • @AshokPanda-qt4qn
    @AshokPanda-qt4qn Před měsícem +1

    Dhanyabada Sudhansu Babu Se Aka Susakak Aha Agru pramanita Hoe chhi Taha Orissa Basi Anbhab karichhanti Tankar Orissa Mati prati Bahut Bhal parbar Ame Anubhaba Karichhu Maa Samleiswari Tanku Sakti Pradan karantu Jai MAA Samleiswari 🙏

  • @pranakrushnapatnaik2422
    @pranakrushnapatnaik2422 Před měsícem

    ବହୁତ ଧନ୍ୟବାଦ 🙏

  • @ramasir1504
    @ramasir1504 Před měsícem +5

    Aravind Padhee is really a good administrator.

  • @gadadharsahoo7997
    @gadadharsahoo7997 Před měsícem

    Bahut bahut dhanyawad sudhansu Bhai very best news published in your channel, Thanks a lot

  • @user-hz6in2zn7j
    @user-hz6in2zn7j Před měsícem

    Nice presntation brother 👌🏻👌🏻👌🏻ସୁନ୍ଦର କଥା ଲୋକ ଲୋଚନ କୁ ଆଣିଲେ

  • @mahendrakumardas7833
    @mahendrakumardas7833 Před měsícem +3

    ଅରବିନ୍ଦ ପାଢୀ ଜଣେ ଭଲ‌ ସୁପ୍ରଶାସକ। ଅତୀତରେ ଯାଜପୁର ଜିଲ୍ଲାର ଜିଲ୍ଲାପାଳ ଭାବେ ନିଜର ପାରଦର୍ଶିତା ଦେଖାଇଛନ୍ତି।‌ସେତେବେଳେ‌‌ ବିଜେଡି ବିଧାୟକ ମାନେ ମିଳିମିଶି ‌ଅନତ୍ର ବଦଳି କରିଥିଲେ। ଅନ୍ୟାୟ କୁ ପ୍ରଶୟ ଦେବା ଅରବିନ୍ଦ ବାବୁଙ୍କ ର ଶତ୍ରୁ। ସେଥିପାଇଁ ଯାଜପୁର ବସୀ ଅରବିନ୍ଦ ସାରଙ୍କୁ ଅନେକ ଅନେକ ଶୁଭକାମନା ଓ ଶୁଭେଚ୍ଛା।

  • @pradeepkumarsahoo8809
    @pradeepkumarsahoo8809 Před měsícem

    Thank you sudhansu Babu

  • @naraharimishra7098
    @naraharimishra7098 Před měsícem

    He was the most populous collector and DM of Jagatsinghpur district.Even today we preserve him in the core of our hearts.He is the honest and ideal collector.Our children are fully inspired by his ideal personality.

  • @BabuDas-s8s
    @BabuDas-s8s Před měsícem

    Thank you sir

  • @Manojropeandknot
    @Manojropeandknot Před měsícem +6

    Nice

  • @pramodinimohapatra7647
    @pramodinimohapatra7647 Před měsícem

    Thanks to Sudhanshu sir .

  • @maminabiswal9168
    @maminabiswal9168 Před měsícem

    Such type of truth and fact should be come for societv . I recall it after a long time .

  • @sanjayrout1690
    @sanjayrout1690 Před měsícem

    Thanks Bhai

  • @dpindian6750
    @dpindian6750 Před měsícem

    Great reporting salute you

  • @gourangacharanjena2494
    @gourangacharanjena2494 Před měsícem +2

    Good news

  • @namastebharat817
    @namastebharat817 Před měsícem

    Raikalia ସରକାର ଙ୍କୁ ଅନେକ ଅନେକ ଧନ୍ୟବାଦ୍

  • @shakaharipruthivi8696
    @shakaharipruthivi8696 Před měsícem +2

    2024ରୁ 2029 ଗୋଟେ ଭିନ୍ନ ସମୟ। ପ୍ରତି ବ୍ୟକ୍ତି ଯଦି ଭିତରୁ ଚିନ୍ତା କରିବ ସେ ଜାଣି ପାରିବ। ଆମର ସବୁ ପ୍ରକାର ର ଅଧୋ ପତନ ହୋଇ ସାରିଛି। କେବଳ ଖୋଳପା ନାଚ କରୁଛି ନ ହେଲେ ଭିତରେ ଆତ୍ମା ହିଁ ନାହିଁ। ଏ ସରକାର ଆସିଥିଲା ନ୍ୟାୟ ଓ ସତ୍ୟ କୁ ପାଳନ କରିବା ପାଇଁ ମାତ୍ର କାହିଁକି କିଛି ସେମିତି ହେଉନାହିଁ। ପୁରୀ, ପୋଲିସ, ପଲିସି ର ବ୍ୟାପକ ପରିବର୍ତ୍ତନ ବିନା ଓଡ଼ିଶା ର ସ୍ଥିତି ବି ସଙ୍କଟପୂର୍ଣ୍ଣ। ନବୀନ ସରକାର ଯାହା ଯାହା କରିଛି ତାର ପରିଣାମ କଳ୍କୀ ଅବତାର। ଯେ ଚାହିଁବ ପ୍ରମାଣ ପାଇବ। ସହଜ ବାଟ ହେଲା ବ୍ୟାକୁଳତା ଭାବ। ଅନ୍ତର ରୁ ଡାକିଲେ ଉତ୍ତର ଶରୀର ଭିତରୁ ଓ ବାହାରୁ ବି ଆସିବ। ଜାଣି ହେବ। ଶାସକ ମାନେ ଏ ଭିତରେ ନାହାଁନ୍ତି। ଅର୍ଥ ଓ କ୍ଷମତା ଉଭୟ ମଣିଷକୁ ଈଶ୍ବରଙ୍କ ଠାରୁ ଦୂରେଇ ଦିଏ। ଗୋଟେ ମିଛ ମାୟା ଅହଙ୍କାରୀ କରି ଦିଏ। ଯାହାର ପରିଣାମ ଅଧର୍ମ ବଢେ। ଅଧର୍ମ ବଢ଼ିଲେ ପାପ ବଢେ। ଶାସକ ର ପାପ ଫଳର ପରିଣାମ ରୁ ଜନତା ର ବିନାଶ ହୁଏ। ଏହା ହିଁ ଚାଲିଛି।

  • @sandipkumarpradhan8331
    @sandipkumarpradhan8331 Před měsícem

    ସୁଧାଂଶୁ ବାବୁ, ଜଗନ୍ନାଥ ଆପଣଙ୍କୁ ଆହୁରି ସାହସ ଦିଅନ୍ତୁ