ବିରୋଧୀଦଳ ନେତାଙ୍କୁ ମହଁତୋଡ ଜବାବ ଦେଲେ ବିଧାୟକ ଟଙ୍କଧର || BJP || CM Mohan Majhi

Sdílet
Vložit
  • čas přidán 7. 09. 2024
  • ବଜେଟରେ ମୋହନ ସରକାରଙ୍କ ନୂଆ ଯୋଜନାକୁ ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ କଟାକ୍ଷ କରିଥିବା ବେଳେ ନବୀନଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ।
    #Argusnews #OdishaBudget #BJP #BJD #CMMohanMajhi #NaveenPatnaik #TankadharTripathy #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ବିରୋଧୀଦଳ ନେତାଙ୍କୁ ମହଁତୋଡ ଜବାବ ଦେଲେ ବିଧାୟକ ଟଙ୍କଧର || BJP || CM Mohan Majhi
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    CZcams : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

Komentáře • 390

  • @grammartia1234
    @grammartia1234 Před měsícem +9

    Mohan Majhi is and will remain ever to be in the golden pages of history.

  • @kailashchandrabehera9331
    @kailashchandrabehera9331 Před měsícem +36

    ସୋମ୍ୟ ପଟନାୟକ କେବେ ନ୍ୟାୟ ପାଇବେ, ଆଉ ବିକ୍ରମ ଆରୁଖ କେବେ ଜେଲ ଯିବ?

    • @supriyasahoo4400
      @supriyasahoo4400 Před měsícem +2

      Nihati sata katha
      We all respect our new CM MOHAN MAJHI sir🎉🎉🎉🎉

  • @birakarjee3799
    @birakarjee3799 Před měsícem +38

    ଟଙ୍କଦର୍ ଭାଇ ଆପଣ ସାଙ୍ଗରେ ଓଡ଼ିଶା ବାସୀ ଅଛନ୍ତି bjd କୁ ପାଣି ପିଇବାରଚି

  • @BijayKumar-mg4dn
    @BijayKumar-mg4dn Před měsícem +63

    ନବୀନ ପଟ୍ଟନାୟକଙ୍କୁ ଯାହା ଲେଖା ଦିଆ ଯାଇଛି ତାହା କହୁଛନ୍ତି

    • @kanhadalai5827
      @kanhadalai5827 Před měsícem +5

      ମୋହନ ମାଝି କଣ ମନ ରୁ କହୁ ଛନ୍ତି କି ?

    • @balarambehera1463
      @balarambehera1463 Před měsícem +2

      Bhai vul kahile seta mohan Sri seita karanti

    • @learnlearn8932
      @learnlearn8932 Před měsícem +2

      Mohan kn cm eka
      Sathi pi 2 ta deputy cm.
      + Amit saha+ Modi

    • @diptiskumarbal3778
      @diptiskumarbal3778 Před měsícem +1

      Nabin pattanaik jaha karichi a Chuka bjp parti kebe bi Kari paribeni

    • @studiostyle6868
      @studiostyle6868 Před měsícem

      Nabin ku dosa diani, jaha karichhanti prati aria ra kuji neta loka mananku hairana kari chhanti tame b tama aria re jani thiba​@@diptiskumarbal3778

  • @SitakantaBiswal-bm8et
    @SitakantaBiswal-bm8et Před měsícem +9

    ନବୀନ 25ବର୍ଷ ହେଲା କାହା ବିରୋଧ ରେ କହି ନାହାନ୍ତି, ଗୋଦି ମିଡ଼ିଆ

  • @sanjaykumarkar6564
    @sanjaykumarkar6564 Před měsícem +24

    ଅସହିଷ୍ଣୁ ନୁହଁ ରକ୍ତ ଚାଉଳ ଚୋବାଉଚି ନବୀନ କାରଣ ଆଗକୁ ସମସ୍ତେ ଜେଲ୍ ଯିବେ

    • @LingarajMohanty-mt1oy
      @LingarajMohanty-mt1oy Před měsícem +2

      Tu jibu aga jail nabin patnaik nuha

    • @Skybluewindcool
      @Skybluewindcool Před měsícem +1

      ​@@LingarajMohanty-mt1oyKhani durniti mamla re nabin jail jiba khub sighra

    • @KaliaJani-rz6sh
      @KaliaJani-rz6sh Před 17 dny

      ନବୀନ କାହିଁକି ଜେଲ୍ ଯିବ ତମେ ଯାଆ ଟଙ୍କା ଲାଞ୍ଚ ଖାଇ ସଡ଼େଇ ଲେଖୁଛି ଭଡ଼ ଭଡ଼

  • @abhayagachhayat9237
    @abhayagachhayat9237 Před měsícem +2

    ମୋହନ ସାର୍ ଜିନ୍ଦାବାଦ ।

  • @indiakefarmer1752
    @indiakefarmer1752 Před měsícem +7

    Laxman Sir is Right

  • @prakashchandrapattnaik9214
    @prakashchandrapattnaik9214 Před měsícem +31

    ଆରେ 2029 ବେଳକୁ ମୋହନ ସାର ଓଡିଶା କୁ ବହୁତ ଆଗକୁ ନେଇ ଯାଇଥିବେ ବିଜେପି ସରକାର ମୋହନ ମାଝୀ ଙ୍କ ପଛରେ 2029 ବେଳକୁ ଓଡିଶା ଦୌଡୁଥିବ ଜୟ ଜଗନ୍ନାଥ

  • @radhamohannayak8146
    @radhamohannayak8146 Před měsícem +1

    ସାବାସ୍ ଟନ୍କଧର ବାବୁ ବହୂତ ବହୁତ ବହୁତ ଧନ୍ୟବାଦ।

  • @user-ei7cx5oq3r
    @user-ei7cx5oq3r Před měsícem +1

    ଜୟ ଜଗନ୍ନାଥ!!!

  • @user-hv3tn9tm1t
    @user-hv3tn9tm1t Před měsícem +13

    କାମ କରନ୍ତୁ ଗେମ ଚେଞ୍ଜର ନେମ୍ ଚେଞ୍ଜର ଛାଡ଼ନ୍ତୁ

    • @belalsensenapati1300
      @belalsensenapati1300 Před měsícem

      ହଗି ପକାନା। ଥୟ ଥର। ନଈ ନ ଦେଖୁଣୁ ଲଙ୍ଗଳା ହେଲେ ଲୋକ ହସା ହେବ।
      ବିଜେପି ଯଦି ବିଜେଡ଼ି ବାଟରେ ଯିବ, ସେ ଦଳକୁ ଲୋକେ ଶିଘ୍ର ବୁଦ୍ଧି ଶିଖେଇବେ। ହେଲେ ତାଙ୍କୁ କାମ କରିବାକୁ ସମୟ ଦିଅ।

  • @swadhinsamal519
    @swadhinsamal519 Před měsícem +4

    ମୋଦୀ ଗ୍ୟାରେଣ୍ଟି ଭତ୍ତା ସମସ୍ତ ଙ୍କୁ, 3000/ ରାସନ 1000 ସୁଭଦ୍ରା 50/ହଜାର ଦିଅନ୍ତୁ ମୋଦୀ ଗ୍ୟାରେଣ୍ଟି ଓଡିଶା ରେ ରହିବ ନ ହେଲେ 2 ବର୍ଷ ପରେ ଶାସନ ଭାଙ୍ଗିଯିବ ପୁଣି ନବୀନ ଆସିବ ସାଢେ (4) କୋଟି ଲୋକଙ୍କ ଆଶା 🙏🏻🙏🏻🙏🏻

  • @bhagirathipradhan4590
    @bhagirathipradhan4590 Před měsícem +6

    Jay Mohanji cm odisha God bless you Om Jay sairam 🙏

  • @satyanarayanrath1344
    @satyanarayanrath1344 Před měsícem +29

    ବିରୋଧୀ ଦଳର ନେତା ଓଡ଼ିଆରେ କୁହନ୍ତୁ ।

  • @srikantakumarhota6134
    @srikantakumarhota6134 Před měsícem +23

    ବିଜେଡି ଦଳ ଏକ ରାଣ୍ଡୁଆ ଦଳ। ଦୁର୍ନୀତି ଓ ଭ୍ରଷ୍ଟାଚାରୀ ଦଳ ମଧ୍ୟ।

    • @user-iv3ve5nx6c
      @user-iv3ve5nx6c Před měsícem

      Aau BJP KANA PATHA SATHA JADI PADGICHHU TO BAPA BJP PARTY PURA DESH DROHI GADDAR PARTY DESHAKU BARBAD KARI SARILANI

    • @Newmovie-u3m
      @Newmovie-u3m Před měsícem

      Bjp gote bedhua dala sabu chora tautar achanti

  • @amulyagadatia1569
    @amulyagadatia1569 Před měsícem +29

    ନବୀନ ହାରିଲା ପରେ ରାଜନୀତି ଛାଡ଼ିଦେବା କଥା କାରଣ ସେ ଭଲ ଥିଲେ ବିରୋଧରେ ସେ ହେଇ ଗଲା ଖଳ ନାୟକ

  • @user-fq5gb9ep9e
    @user-fq5gb9ep9e Před měsícem +19

    ଆଉ ନବୀନ ବାବୁ ଓଡିଶାରେ ଲଣ୍ଡନ୍ ଆଇଡିଆ ଚଳିବ ନାହିଁ ଯଦି କେବେ ହୁଏତ ଓଡିଶାର ସାସନ ଗାଦିରେ ବସିବାକୁ ଚାହଁ ଏ ବେ ବି ସମୟ ଅଛି ସର୍ବ ପ୍ରଥମେ ତୁମେ ଓଡିଶାର ମାତୃ ଭାଷା ଶିଖ କାରଣ ଆମ ନୁଆ ସରକାର ନୁଆ ମୁଖ୍ୟ ମନ୍ତ୍ରୀ ପୁରା ଓଡିଶାର ସାସନ ଓଡିଆରେ ସବୁ ସରକାରୀ କାର୍ଯ୍ୟଳୟରେ ହେବା ପାଇଁ ମୋହର ମାରି ସାରିଲେଣି ତେଣୁ ନବୀନ ବାବୁ ଏଥର ଭାବି ଚିନ୍ତି ମୋ ମୋହନଙ୍କୁ କହିବାକୁ ସାହାସ କର୍ ।

  • @LaxmanMurmu-
    @LaxmanMurmu- Před měsícem +4

    Thank you argus news

  • @sanjaydehury1963
    @sanjaydehury1963 Před měsícem +10

    ଜୟ ଶ୍ରୀ ରାମ ♈🙏🚩🚩

  • @dukuruhansdah6967
    @dukuruhansdah6967 Před měsícem +23

    ଆଗୋ ଓଡ଼ିଆ ଭାଷାରେ କୋହୁ...... ହେଲେ ସିନା Odisha Loko ବୁଝିବେ Bhul କୋହୁଛନ୍ତି Na ଠିକ୍ ........

  • @prpapun6606
    @prpapun6606 Před měsícem +3

    ବାଳ ଚେଞ୍ଜର,ତମ ତମ ମଧ୍ୟରେ ଗୋଇ ଖୋଳା ଖୋଳି ହଉଥାଅ,ସାଧାରଣ ଲୋକ ମଲେଣି । ରାଜନୀତି କର କିଛି କରିକି । ତମେ ମାନେ ଯେମିତି ହଉଛ ଓଡ଼ିଶା କୁ no1 ନୁହଁ no28 କରିଦେବ। Bjp ଯୁବ ପୀଢ଼ି ମାନଙ୍କୁ କଣ ଦେଲ ଗୋଟେ ବଜେଟ କଲନି ଯୁକ୍ତ୩ ପରେ ବା ୨୧ ରୁ ୩୦ ବୟସ ଯୁବକ ମାନଙ୍କୁ ୧୫୦୦ ଲେଖାଏ ଭତ୍ତା ଦେଲନି। ୩୦ ବର୍ଷ ପରେ ଚାକିରି ହଉ କି ମଜୁରୀ ଲାଗନ୍ତୁ ରୋଜଗାର କରିଥାନ୍ତେ ନିଜ କଥା ନିଜେ ବୁଝିଥାନ୍ତେ । ସେ ପର୍ଯ୍ୟନ୍ତ ତ ଘରେ ବୋଝ ହୋଇନଥାନ୍ତି । ମାସକର ନିଜର ଗୁଜୁରାଣ ମେଣ୍ଟିଯାଇଥାନ୍ତା। ଗୋଟେ ପିଲା ନିଶ୍ଚିନ୍ତରେ ପଢ଼ିଥାନ୍ତା। ଛାଡ଼ ଏମାନଙ୍କୁ କହି ଲାଭ କଣ । Argus news ତ ପକା bjp। କାହାକୁ କହିବି ସବୁଠି ରାଜନୀତି । ଏଠି କେହି ଭଲ ନୁହଁ ନା bjd,bjp,congress, ନା news ବାଲା।

  • @prafullakumarpradhan8129
    @prafullakumarpradhan8129 Před měsícem +17

    ନବିନ ବାବୁ ଭାଷଣ ବେଶି ହୋଇଯାଉଛି l କାମ ନାହିଁ କି ?

    • @babulubariha2098
      @babulubariha2098 Před měsícem

      ନବିନ୍ ବାବୁ ନୁହେଁ ମୋହନ୍ ବାବୁ |

  • @NarayanDas-x7f
    @NarayanDas-x7f Před měsícem +5

    Odiyare kahile bhal huanta

  • @liveforever6998
    @liveforever6998 Před měsícem +7

    ଟଙ୍କ ସାର ମନ୍ତ୍ରୀ ହେବେ..

  • @bijupradhan4393
    @bijupradhan4393 Před měsícem +31

    ଲୋକଙ୍କୁ ଯୋଜନା ନାହିଁ କାମ ଦିଅ ନହେଲେ ଆଗାମୀ ୨୯ ରେ ରେଜଲ୍ଟ ୦

    • @belalsensenapati1300
      @belalsensenapati1300 Před měsícem +4

      ହଗି ପକାନା। ଥୟ ଥର। ନଈ ନ ଦେଖୁଣୁ ଲଙ୍ଗଳା ହେଲେ ଲୋକ ହସା ହେବ।
      ବିଜେପି ଯଦି ବିଜେଡ଼ି ବାଟରେ ଯିବ, ସେ ଦଳକୁ ଲୋକେ ଶିଘ୍ର ବୁଦ୍ଧି ଶିଖେଇବେ। ହେଲେ ତାଙ୍କୁ କାମ କରିବାକୁ ସମୟ ଦିଅ।

    • @MrutiyunjayDas
      @MrutiyunjayDas Před měsícem

      Cur.be. dakaut.be.Bjp

    • @maminasingh2299
      @maminasingh2299 Před měsícem +3

      Tu mg 24year bhitate kuade jaithilu

    • @buntyskb
      @buntyskb Před měsícem

      24 barsa re kuade jaithila. jabab magilani genda dala ku?

  • @saratmishra7100
    @saratmishra7100 Před měsícem +2

    ନବୀନ ଏତେ active ହେଲେ କେମିତି ??

  • @anangaudaygadatia
    @anangaudaygadatia Před měsícem +3

    ବହୁତ ସୁନ୍ଦର ଉପସ୍ଥାପନା....... ଧନ୍ୟବାଦ ଅର୍ଗସ ନ୍ୟୁଜ

  • @kalingasendha
    @kalingasendha Před měsícem +13

    ଏ ଇଂରେଜ ଓଡ଼ିଶାରୁ ଯାଉନି କଣ ପାଇଁ

  • @laxmidharbarik5867
    @laxmidharbarik5867 Před měsícem +9

    ନବୀନ ବାବୁ ଟିକେ ତ ଓଡ଼ିଆ କୁହ ତମେ ପରା ବିରୋଧୀ ନେତା ସେଥିପାଇଁ ଓଡ଼ିଆ କୁହ

  • @swarnamohanty3121
    @swarnamohanty3121 Před měsícem +4

    Name changer budget .

  • @subrataran
    @subrataran Před měsícem +2

    Nabina is second. Sarathhi vanda baba

  • @RajendraRaju-qs7hf
    @RajendraRaju-qs7hf Před 17 dny

    Cm mohan sir number One cm bjp jindabad

  • @BanshidharaGiri
    @BanshidharaGiri Před měsícem +1

    Jay bjd Jay navena

  • @parbaticreationangul1402
    @parbaticreationangul1402 Před měsícem

    ନନ୍ଦ ବଂଶ ଶାସନ ପରି ଚାଲିଛି ,,,,, ଉନ୍ନତି କାମ କର ,,,, ରାଜ ରାଜୁଡ଼ା ଶାସନ ରେ ରାଜ୍ୟ ଜୟ ପରେ ପରେ ରାଜ୍ୟର ଅସ୍ଥିତ୍ଵ କୁ ସମାପ୍ତ କରା ଯାଇ ଥାଏ,,ସେମିତି କଣ ହଉଛ,,,,

  • @balarammishra5886
    @balarammishra5886 Před měsícem +1

    Thank You.. Argus News..❤❤❤

  • @SunadharNayak-qb1nq
    @SunadharNayak-qb1nq Před 15 dny

    Thank you Argus New s

  • @FAKIRJENA-du2zs
    @FAKIRJENA-du2zs Před měsícem +13

    ତୁମେ BJP ବାଲା ଆଗ ପାଣ୍ଡୁ ନବିନ ଯୋଡ଼ି କୁ ଜଗ ଓ ତୁରନ୍ତ ୟାଙ୍କୁ ଧରି ଆଇନ୍ ଜାଲରେ ପକାଅ। ନହେଲେ ତୁମେ ଓଡ଼ିଶାରୁ ସମୟ ପୁର୍ବରୁ ଉଭାନ ହୋଇଯିବ।

  • @AbhimanyuPattayat
    @AbhimanyuPattayat Před měsícem +10

    ଏଇ ବର୍ଷେ ଦୁଇ ବର୍ଷ ମଧ୍ୟରେ ଓଡ଼ିଶାରେ ଅନେକ ଗ୍ରାମାଞ୍ଚଳରେ ବିଜେଡି କର୍ମୀ ବିଜେପି ଦଳରେ ମିଶି ସାରିବେ, ଜଜ ଜଳ ଦେଖା ଯାଉଛି, କାରଣ ପାଣ୍ଡିଆନ

  • @prakashchandraacharya119
    @prakashchandraacharya119 Před měsícem +1

    ହରେ ମାଗିହା କେବଳ ଖଟିଖିଆ ମାନେ ଭୋଟ ଦେଇଛନ୍ତି ଆଉ ଆମେ କହିଯାଣିଛି ବୋଳି ମନରେ ଯାହା ଆସିଲା ତାହା ବାକିଦେବୁ ଚେନେଲ ଗୋଟିଏ ଗୋଟିଏ ଖୋଲିଲ ବୋଳି କଣ ତୁମେ ଭଗବାନ ହୋଇଗଲ ଟିକେ ଭାବି ଚିନ୍ତି କହ

    • @kanhaguru7901
      @kanhaguru7901 Před 25 dny

      👍👍👍 right thik kohichha Argus Malika dine gandi moreibo mu dekhibi Congress asuchhi

  • @PrafullaPradhan-qt9ox
    @PrafullaPradhan-qt9ox Před měsícem

    ହଜମ ହଉନାହିଁ ରାଇଟ

  • @purnachandradakua8265
    @purnachandradakua8265 Před měsícem

    ମରିବା ଆଗରୁ ହାରି ଗଲା ଭଲ ହେଇଛି ସବୁ ପ୍ରଭୂ ଙ୍କ ଇଛା

  • @sairamsatapathy8539
    @sairamsatapathy8539 Před měsícem +1

    Navin pattnaik is thinking he and his family has only right to rull odisha. But he should know the power of democracy. Either accept or not this is reality. The people of odisha have given right to BJP to run the government.

  • @lilianaik5756
    @lilianaik5756 Před měsícem +1

    ଆରେ ବିଜେପି ସବୁ କହୁଛି କିନ୍ତୁ କରୁଛ କଣ ନାମ ଚେଞ୍ଚେ ଆଉ ରଙ୍ଗ ଚେଞ୍ଚେ 🤣

  • @bholanathsahu263
    @bholanathsahu263 Před měsícem

    ନବୀନ ଯେଉଁ କଥା ଭାଷାରେ କହୁଛନ୍ତି ଓଡ଼ିଶାର କେତେ ଲୋକ ବୁଝୁଛନ୍ତିପାରୁଛ ଯଦି ଓଡ଼ିଆରେ କୁହନ୍ତୁ 😮

  • @user-su2ln3dg9u
    @user-su2ln3dg9u Před měsícem +6

    ଗାଣ୍ଡିରେ ଯଦି ଏତେ ପଣି ଯାହା ଯାହା ଫୁଟାଣିମାରୀ କହିଥିଲା ତାହା ଅକ୍ଷରେ ଅକ୍ଷରେ ପାଳନ କର

  • @user-pz3rp4hi4r
    @user-pz3rp4hi4r Před měsícem

    Naveen babu I miss you ❤❤❤❤❤❤

  • @rahulkanungo3392
    @rahulkanungo3392 Před měsícem

    ବାସ୍ ଠିକ୍ ଏଇ ଗର୍ବ ପାଞ୍ଚ ବର୍ଷ ରହିଲେ ହେଲା।

  • @saratchandrabiswal8285
    @saratchandrabiswal8285 Před měsícem

    Right 👍

  • @lilianaik5756
    @lilianaik5756 Před měsícem +1

    ଠିକ କହିଥିଲେ

  • @bharatchandrabarik5921
    @bharatchandrabarik5921 Před měsícem

    ମୋହନ ସରକାର ସାଧାରଣ ଜନତାଙ୍କର ସରକାର

  • @user-le5ew8mk8g
    @user-le5ew8mk8g Před dnem

    We want toMahanadi majhi

  • @user-ec3xk9iy7o
    @user-ec3xk9iy7o Před 28 dny

    Cm no 1 👍 ମହନ

  • @sarojkumardhurua
    @sarojkumardhurua Před 28 dny

    Thhik jai ho bjp

  • @subrataran
    @subrataran Před měsícem +1

    Nabina like british ruler

  • @Goutam306
    @Goutam306 Před měsícem +3

    ନବୀନବାବୁ ଓଡ଼ିଆ କହି ସିଖିଲାନି 24 ବର୍ଷ ହେଲା ରାଜନୀତି ଛାଡ

    • @jyotiprakashdas8881
      @jyotiprakashdas8881 Před měsícem +1

      Nabin babu odia kahiparunahanti sata, Hele Odisha pain jete yojana kathichhanti, sethilagi Lokanka manare No 1 CM

    • @kanhaguru7901
      @kanhaguru7901 Před 25 dny

      ​@@jyotiprakashdas8881right 👍

    • @kanhaguru7901
      @kanhaguru7901 Před 25 dny

      Naveen Patnaik sir ❤

  • @sonusamantaray6213
    @sonusamantaray6213 Před měsícem

    ଭତା ୩,୫୦୦ କାହାକୁ ମିଳିବ ଯିଏ ୮୦ ବର୍ଷ ରୁ ଅଧିକ, କିଏ ବଞ୍ଚୁଥିବ ଏତେ ବର୍ଷ, ଯଦି ଏତେ ଦେବାର ଇଛା ତାହେଲେ ୬୦ ବର୍ଷ କଲନି , କିଛି ନାହିଁ।।

  • @ShivKumar-mz8ug
    @ShivKumar-mz8ug Před 24 dny

    ଗୋପ ହେଲେ ବି ସତ

  • @pradepnayak5122
    @pradepnayak5122 Před měsícem

    Thik katha

  • @ShivKumar-mz8ug
    @ShivKumar-mz8ug Před 24 dny

    ତମେ ତୋ ଆଜିର ମୂଷା. ବିଜେଡି ତୋ ନେଉଳ କାରଣ ତମେ ଜାଣ

  • @bibhutiapata3785
    @bibhutiapata3785 Před 23 dny

    Jaya Naveen sir 🙏

  • @rajiblochanbehera9301
    @rajiblochanbehera9301 Před 28 dny

    ନବୀନପଟନାୟକ ଅଣ ଓଡ଼ିଆ ଠୁ ଆହୁରି ହୀନ,ଆଜି ପଯ୍ୟନ୍ତ ଓଡିଆ କହି ପାରିଲାନି୤ ତାମିଲି ଚୋର ଯୋଟା ଲେଖିକି ଦେଲା ସେହି ଇଙ୍ଗିଲସ୍ କହୁଛି, ଆମେ କିଛି ଵୁଝିଵାର ନାହିଁ, ।।

  • @jaganmuduli2579
    @jaganmuduli2579 Před 27 dny

    ନବୀନ ବାବୁ ଜଣେ କର୍ମବୀର କିନ୍ତୁ ବିଜେପି ବାକ୍ୟ ବୀର

  • @user-fq5gb9ep9e
    @user-fq5gb9ep9e Před měsícem +3

    ଯେତେ ମୁଖ୍ୟମନ୍ତ୍ରୀ ଆମ ଉତ୍କଳ ଜନନୀ ଦେଖିଛି ନବୀନ ପଟ୍ଟନାୟକ ଭଳି ଲଗାମ ଛାଡ ମୁଖ୍ୟମନ୍ତ୍ରୀ କେବେ ବି ଆମ ରାଜ୍ୟ ଦେଖି ନଥିଲା ।ଗୋଟେ ଲୋକକୁ ରାଜ୍ୟ ର ଦାୟିତ୍ୱ ଦେଈ କିପରି ନିରବ ଦ୍ରଷ୍ଟାବନି ଓଡିଶାରେ ତାମିଲ ସାସନ ଚଳାଉ ଥିଲେ ଜାହା ଫଳରେ ଗୁଡେ ସ୍ୱାଭିମାନ ଲୋକ ପ୍ରତିନିଧି ମାନେ ନବୀନଙ୍କୁ ଓ ସେ ଦଳକୁ ଗୋଇଠା ମାରି ଆସି B J P ଦଳରେ ଲୋକ ପ୍ରିୟ ହୋଇ ସାରା ଓଡିଶା ବାସୀଙ୍କ ଅତି ପ୍ରିୟ ଭାଜନ ହୋଇ ପାରିଛନ୍ତି ଅତି ଗଭିର ବାବେ ତୁମେ ତର୍ଜମା କର ଜାଣି ପାରିବ ଏ ହେଉଛି ଓଡିଶା ଯୋଉ ମାଟି ଚଣ୍ଡା ଶୋକକୁ ଧର୍ମା ଶୋକ କରିଦେଇଥିଲା କିନ୍ତୁ ତୁମେ ତୁମ ବାପାଙ୍କ ନାଆଁକୁ ଧରି ଯେଉଁ ହୀନ ରାଜନିତୀ କଲ ଶେଷରେ ଆଉ ପ୍ରଭୁ ସହିଲେ ନାହିଁ ,ଯାହାକି ଆଜି ନାନା ଲୋକଙ୍କ ନିଷ୍ପତି ରେ ନୁତନ ଓଡିଶା କାମ କରୁଛି ଆଶ୍ରି ବାଦ୍ କର ମଙ୍ଗଳ ହେବ ।ହିଂସ୍ର ହୁଅନାହିଁ

    • @niranjanmajhi7013
      @niranjanmajhi7013 Před měsícem

      ଆହୁଜା ମଧ୍ଯ ଓଡ଼ିଆ ନୁହଁ।

  • @pallimadhuriodiafolksong2771
    @pallimadhuriodiafolksong2771 Před měsícem +2

    ନବୀନ ପଟ୍ଟନାୟକ ଓଡିଶା କୁ ଲିଜି ନେଇଥିଲେ । ମୋହନ ସାର ଲିଜି କୁ ଛଡାଇ ନେଲା ପରେ ବାଧୁଛି । ଆହୁରି ଶୋଷଣ କରିଥାନ୍ତେ , କିନ୍ତୁ ବନ୍ଦ ହୋଇଗଲା । ଲଜ୍ୟା ହିନ ବିଜେଡି ।

  • @user-ic3qw2kp4q
    @user-ic3qw2kp4q Před 24 dny

    ମୋହନ ମାଝି ଭଲ ଲୋକ

  • @user-ku8ud9jd1v
    @user-ku8ud9jd1v Před měsícem

    ନବୀନ ନୀମ ପୂର୍ବରୁ ଅସହିଷ୍ଣୁ ଲାଗିବାଟା ଭାରି ପସନ୍ଦ ହେଲା। ନବୀନ ବାବୁ ଏତେ ଧୂର୍ତ୍ତ ଯେ ସବୁ ଯୋଜନା ର ନାମ ବିଜୁ ନାମରେ କରିଦେଲେ ଏବଂ ଓଡିଶା ନାମ ପୂର୍ବରୁ ନବୀନ ଲେଖି 'ନବୀନ ଓଡିଶା' କରି ସବୁ ସ୍କୁଲ କଲେଜରେ ରାସ୍ତାଘାଟରେ ଛାପିଲେ, ତଣ୍ଟି ଫଟାଇ ଓଡିଶା ଯାକ ପ୍ରଚାର କଲେ। ଆଉ କିଛି ବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ପଚାରିଲେ- ତୁମ ରାଜ୍ଯର ନାମ କ'ଣ? ସେମାନେ ଉତ୍ତର ଦେଇଥାନ୍ତେ - 'ନବୀନ ଓଡିଶା'। ସଳାଟା ଏତେ ଧୂର୍ତ୍ତ ଧାରଣା ବାହାର। ମହାପ୍ରଭୁ ଜଗନ୍ନାଥ ତାକୁ ହଟେଇ ଓଡିଶାକୁ ରକ୍ଷା କରିଛନ୍ତି।

  • @Baby33824
    @Baby33824 Před měsícem +1

    Argus To ଦଗଲବାଜି ଓ ଦଲାଲ channe

  • @pankajnayak1485
    @pankajnayak1485 Před měsícem

    Bahut dino ro nuho bjp

  • @pramodapradhan9257
    @pramodapradhan9257 Před měsícem

    ଆଜି ପ୍ରଯ୍ୟନ୍ତ ନବୀନା ଥିଲୁ କୋଉଠି କାହଁକି ଦିନେତ ଲୋକଙ୍କୁ ଦେଖା କରୁନଥିଲ ନିଜ ବିଧାୟକ ଓ ମନ୍ତ୍ରୀଙ୍କୁ ଦେଖା କରୁନଥିଲ ଏପରିକି ବିଧାନସଭାକୁ ମଧ୍ୟ ଆସୁନଥିଲ ଭିଡିଓ ମାଧ୍ୟମରେ ଆସୁଥିଲ ଏବେ କଣ ହେଲା କଣ ଫାଟିଲା ଯେତେବେଳେ ଲୋକ ଅସଲରେ କଣ ଦେଖେଇଦେଲେ
    ଏବେ ଓଟ ପାହାଡ଼ ତଳକୁ ଆସିଛି

  • @chintamanimahananda8192
    @chintamanimahananda8192 Před měsícem

    Superb

  • @SimanchalChaudhuri
    @SimanchalChaudhuri Před měsícem

    କଣ ବେ ଏଠିି ଚାଲୁଣି କହୁଛି ଛୁୂଞ୍ଚିକି l ଏଠିି ଶଙ୍ଖରେ ସିନା ଗୋଟେ କଣା ଏଠିିି ପଦ୍ମରେ ପରା ହଜାରେ କଣା l "ଯିଏ ଅତି ପଣ୍ଡିତରେ ବାଇ ନା ତାକୁ ମୂରୁଖ ଚୁକୋଉ ଥାଇ" l

  • @niranjanmajhi7013
    @niranjanmajhi7013 Před měsícem +1

    ଟଙ୍କ ଧର ତୁ କୋ ଗୁଣରେ ନବୀନ ଠାରୁ ଅଧିକ ହେବୁ। ତୋର କାଳିଆ ମହାପ୍ରଭୁ ଜଗନ୍ନାଥ ପ୍ରତି ମମତା ନାହିଁ,name change କଲା ମୋହନା, ସିଏ କାଳିଆ ଠାରୁ ବଡ଼ ହୋଇ ଗଲା। ତୋର ବିଜୁ ପଟ୍ଟନାୟକ ପ୍ରତି ମମତା ନାହିଁ।ତୁ କିଏ, କୁଷିଆଁ କିଏ, ମୋହନା କିଏ , ତମେ ସମସ୍ତେ ନବୀନ ର ବାଳ କୁ ସରି ହେବନି।

  • @user-pi1ti5vl6b
    @user-pi1ti5vl6b Před měsícem

    Naveen pattnaik Sir jindabad

  • @laxmidharbarik5867
    @laxmidharbarik5867 Před měsícem

    Jay mohon Majhi jay Bjp

  • @Ajaya-rp8ih
    @Ajaya-rp8ih Před měsícem

    ନୀବିନି ନୀଜର ମାନବିକତା ହରେଇଛନାହି

  • @parsuramsisa8947
    @parsuramsisa8947 Před měsícem

    Very very good tanakandhra AML

  • @Mohantakld
    @Mohantakld Před měsícem

    Utkalmani Madhusudan Das is name changer or game Changer

  • @sankarsansahoo47
    @sankarsansahoo47 Před měsícem

    Jay shree jagannath odisha bikash re jia badhadeba taku tantia mari odisha ru bahar kara mohan Bhai cm nku anurodha

  • @kailashchandrajena4025

    Bjp jay mohan sir yes

  • @Raja-c9j
    @Raja-c9j Před měsícem +2

    ନବୀନ ବାବୁ ଜିନ୍ଦାବାଦ ମୁ ଜଣେ ଆଦିବାସୀ ଆଉ ମୋହନ ବାବୁ ଆଦିବାସୀ ନୁହନ୍ତି ମୋହନ ବାବୁ ଜଣେ rss ବ୍ରାହ୍ମଣ ସେ ଗରିବ ନୁହନ୍ତି ଇତିହାସ କହିବା ବନ୍ଦ କର ସେ ଆଦିବାସୀ ନୁହନ୍ତି ମୁ ଆଦିବାସୀ କହୁଛି

  • @piyushrajkumar15
    @piyushrajkumar15 Před 28 dny

    ହଇରେ ମଲା ଘୋଡା ଓଡ଼ିଆ ରେ କହୁନୁ ଓଡ଼ିଆ ବୁଝିବେ ବେଶୀ ଜ୍ଞାନୀ ଦେଖେଇହେଉଛି ଅଜ୍ଞାନ କୋଉଠିକାର

  • @MitaliBal-gb5lc
    @MitaliBal-gb5lc Před měsícem

    Sata kahechanti Naveen sir 🙏

  • @keshabchandrabiswal9661
    @keshabchandrabiswal9661 Před měsícem

    Tanka bhai proud of jharsuguda

  • @ramaojha1074
    @ramaojha1074 Před měsícem +4

    ମାଡ଼ି ଚାଲ ଆଗକୁ ଏଭଳି ପଦକ୍ଷେପ ନେଇ ବିରୋଧୀ ଦଳ କୁ ମୁହଁ ତୋଡ ଜବାବ ଦେଇଚାଲ

  • @user-mf6rl2xq9x
    @user-mf6rl2xq9x Před měsícem +2

    Naveen sir best

  • @brajasundarsahoo1590
    @brajasundarsahoo1590 Před měsícem +1

    Game changer bi name changer bi ati alajya answer

  • @sridharbarik-cq6fs
    @sridharbarik-cq6fs Před měsícem +1

    ଘରଣୀ,,,କି ପିଳା ଛୂଆ ଜାଣି ନ ଥିଲା

  • @SimanchalChaudhuri
    @SimanchalChaudhuri Před měsícem

    Media ବାଲା ତମର ଔକାତ୍ କେତେ ତମେ କଣ ଏସବୁ ଦେଖେଇଲେ କଣ କାର କିଛି କରିପାରିବ l ହଁ ତମେ ଖାଲି mediaରେ bjpକି ଟେକି ଚାଲ ଆଉ ବିରୋଧୀଙ୍କୁ ତଳେ ପକେଇ ଚାଲ l ନହେଲେ bjp ବାଲା ସରକାର ଆଡ୍ ବାବଦକୁ ତମକୁ କେମିତି ପଇସା ଦବ bjpକି ଯେତେ ଟେକିବ ସେତେ ଅଧିକ ଆଡ୍ ମିଳିବ ଆଉ ଅଧିକ ପଇସା ମିଳିବ l

  • @SAHANI143-xi8gn
    @SAHANI143-xi8gn Před měsícem

    Mo bala Sarkar

  • @surjyakumarsatpathy556
    @surjyakumarsatpathy556 Před měsícem

    ପ୍ରକୃତରେ |

  • @maheswarpradhan4247
    @maheswarpradhan4247 Před měsícem

    Brave Tankadhar babu

  • @madhusmitapradhan2235
    @madhusmitapradhan2235 Před měsícem

    Nabin sir 🙏 jindabad

  • @jitendrapradhan6452
    @jitendrapradhan6452 Před měsícem +1

    ହଇରେ ଟଙ୍କିଆ 300 ୟୁନିଟ୍ ବିଜୁଳି ଫ୍ରୀ ଦେବ କହିଥିଲ,ରାଜ୍ୟପାଳ ପୁଅ ର ତ କିଛି କରି ପାରିଲ ନାହିଁ, ଆଉ ବହୁତ କଥା କହୁଛୁ...

    • @kanhaguru7901
      @kanhaguru7901 Před 25 dny

      Kon kohilo bhai manaku paila❤❤❤❤❤❤❤❤❤❤ dahara BJP jumlabaji chaliboni

  • @nareshpatro7986
    @nareshpatro7986 Před měsícem +3

    Biju Babu nka pua hoithibaru Navin nku janile se kebe Odisha re nathile se kemiti janibe gariba nkara katha
    Samaya kahiba Mohan Majhi nkara netrutwa

  • @DipuDas-o1n
    @DipuDas-o1n Před měsícem

    👍👍👍👍👍👍👍

  • @akpanda833
    @akpanda833 Před měsícem +1

    Can ex CM speak Odiya

    • @kanhaguru7901
      @kanhaguru7901 Před 25 dny

      Odia koba bokitha na mati pain kamo koriba Bodo katha

  • @pramodkumarrout7641
    @pramodkumarrout7641 Před měsícem

    The BJD Government had changed the Biju Yuva Vahini Scheme

  • @sanjayakumarsahoo6645
    @sanjayakumarsahoo6645 Před měsícem

    Thik katha.

  • @rajanisahu4577
    @rajanisahu4577 Před měsícem

    ଏବେବି ଓଡ଼ିଆରେ କହିପାରୁନାହାନ୍ତି ତେଣୁ ଚବିଶ ବର୍ଷ ହେଲା ଚାରିକୋଟି ଲୋକ ତାଙ୍କୁ ଭୋଟ ଦେଇ ଚାଲିଥିଲେ.....