Velikost videa: 1280 X 720853 X 480640 X 360
Zobrazit ovladače přehrávání
Automatické přehrávání
Přehrát
ଏ ଯୋଉ ଭାବ, ଆଉ କୋଉଠି ମିଳିବନି କେବଳ ଲକି ବାବାଙ୍କ ପାଖରେ ଅଛି। ବହୁତ୍ ସୁନ୍ଦର
ସୁନ୍ଦରଭାବେ ମଧୁର ସଂଗୀତ ପରିବେଷଣ ମନକୁ ଛୁଇଁ ଦେଲା ।
Jai Shree Krishna. Radhe Radhe.
ଏ ସ୍ୱର ଆଗରେ ସବୁ ବେସୁରା, ଏ ତାଳ ଆଗରେ ସବୁ ବେତାଳ। ଜୟ ଶ୍ରୀ ରାଧେ
ରାଧେ ରାଧେ,,🙏🙏🙏
@@rajendranayak6665 for you
@@biswajeetnayak2123 d
.ଜୟ ହେ ମହାପ୍ରଭୁ ,, ହରିନମେ କି ରସ ଅଛି ପାନ କଲା ଲୋକ ଜାଣିଛି ...
Om
ଝୁମିଲା ମନ ଝୁମିଲା ତନଅର୍ଦ୍ଧ ନମିତ ହେଲା ନୟନ......ଛୁଇଁଲା ମନ ଛନ୍ଦା ଚରଣଧନ୍ୟ ହୋଇଲା ଏଇ ପରାଣ......🙏🙏🙏🙏🙏🙏🙏🙏🙏🙏
ନନ୍ଦ ନନ୍ଦନ ଯଶୋଦା ଜିବନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚନ୍ଦ୍ରଙ୍କ ଆଶ୍ରିବାଦ ନଥିଲେ ଏ ପ୍ରକାରର ଭାବ ବିହ୍ୱଳ ସ୍ଵର କିଏବା ପାଇବ। ସେଥିପାଇଁ ଆଜି ମଠର ମହନ୍ତ ପଦ ଅଳଙ୍କୃତ କରିଛନ୍ତି। ଜୟ ଶ୍ରୀକୃଷ୍ଣ ଜୟ ଗୋପାଳ ଜୟ ମାଧବ ଜୟ ଯାଦବ 🙏🙏🙏🙏🙏🙏🙏🙏
❤
ଆହାଃ କି ଆନନ୍ଦ 😍😍😍😍👌👌👌👌👌👌👌🙏🙏🙏🙏🙏ରାଧେ ରାଧେ🙏🙏🙏
ହରିନାମ ଶୁଣି ଆତ୍ମବିଭୋର ହୋଇଗଲା ,ପ୍ରଣାମ ଗୁରୁଜୀ 🙏
ଆଜିକାଲି ସମୟରେ ଏମିତି ଭାବରେ କୀର୍ତ୍ତନ ଶୁଣିବାକୁ ମିଳୁଛି ତ "କେବଳ" ଆପଣଙ୍କ କଣ୍ଠ ରୁ 🙏🏻🙏🏻🙏🏻
କାହିଁ ସେ ଆମର ପୁରୁଣା ସ୍ୱର ଗୀତ।ଯେତେ ଶୁଣିଲେ ନୂଆ ଲାଗୁଛି mind blowing
We r Proud for Odia kirtan by lucky Baba and his team.
Jete sunile bi ahuri sunibaku iccha hauchi❤
ବହୁତ୍ ସୁନ୍ଦର ଗୀତ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ 🙏🙏🙏🙏🙏 ଜୟ ଶ୍ରୀ ରାଧେ 🙏
Sir Apana nka swara aga re sabu fika padijauci, aji ra generation re Apana nku amit dekhi bahut khusi laguchi,,,,,Really u r AMAZING sir 🥳🤟🙏🙏🙏🙏🙏🙏🙏
Continue Sir Apana amit Aga ku jantu ame achhu Apana nka swara sunibaku & support karibaku ,,,,,,Jay jagannath sir🙏🙏🙏🙏🙏
Jay radhe.
ଦେଉଳ କୁ ଯେମିତି ଦିଅଁ l ସେମିତି ସୁନ୍ଦର ଗୀତ, ସ୍ୱର ସାଙ୍ଗକୁ ଆହା କି ସୁନ୍ଦର ତାଳ lଏଇ ହରି ନାମ ଶୁଣିଲା ବେଳକୁ ସତେ ଯେମିତି ମନ ଆପେ ଆପେ ଭଗବାନ ଙ୍କ ଚରଣ ତଳକୁ ଚାଲି ଯାଉଚି lଲାଗୁଚି ସତେ ଯେମିତି ଏ ଜୀବନରେ ତା ବିନା ଆଉ କିଛି ନାହିଁ l
ମହାରାଜ......ମୁଁ ଆପଣଙ୍କୁ ଗୋଟେ ଗୀତର ରିପ୍ଲାଇ ମାଗିଥିଲି ଟିକେ ଦୟା କଲେ ମୁଁ ସେଇ ଭଜନ କୁ ମୋ ଭଜନ ଖାତାରେ ଲେଖିବି lଦେଖ ସଙ୍ଗାତ ରେ ଗଙ୍ଗା କୂଳେ ଗୋରା ଯାଉଚି lମାନେ ମଝିରେ ମଝିରେ କ୍ଳିଅର ଜାଣିହଉନି ତ ଟିକେ ରିପ୍ଲାଇ ଦିଅନ୍ତୁ ଆଜ୍ଞା l
ବହୁତ ସୁନ୍ଦର 👌👌ଏ ଶ୍ୱର ଶୁଣିଲା ବେଳକୁ ଅଖିରୁ ଆପେ ଆପେ ଲୁହ ଝରିପଡ଼ୁଚି 🙏🏻ରାଧେ ରାଧେ 🙏🏻🙏🏻
Bahut sundar bahut sundar. Atulaniya 🙏🙏🙏🙏🙏
A ha ki. anada laguchi sate jemiti prabhu birajamana heichanti.jay shree krishna radhe radhe .jay jagannath swami. Jay lucky babankara .jay odisa basi🌹 🙏🙏🙏🙏🙏🙏🙏🌹
ଜୟ ଜୟ ଜଗନ୍ନାଥ....🙏🙏🙏🙏🙏ଗୁରୁଜୀ ଙ୍କ ଚରଣାରବିନ୍ଦ ରେ ମୋର ଅନନ୍ତକୋଟି ଦଣ୍ଡବତ ପ୍ରଣାମ....🙏🙏🙏🙏🙏,ବହୁତ ସୁନ୍ଦର....👌👌👌👌👌,ହରିବୋଲ....🙏🙏🙏🙏🙏
ବାବା ପ୍ରଣାମ ।ମୁଁ ଆପଣଙ୍କୁ ଥରେ ଭେଟିବାକୁ ଚାହେଁ।ସାମ୍ନାରେ ନାମ ସଂକୀର୍ତ୍ତନ ଦେଖିବାକୁ ଚାହେଁ।ମୋ ଘର ଆଜ୍ଞା ଜଗତସିଂହପୁର ,ମୋ ନଂ୭୨୦୫୭୦୨୪୯୮
ହରି ବୋଲ ହରି ବୋଲ
Oh କି ଆନନ୍ଦ ପରିବେଶ ଅତି ସୁନ୍ଦର ଅତି ସୁନ୍ଦର ହରେକୃଷ୍ଣ...
ବହୁତ ସୁନ୍ଦର ଭାବେ ଉପସ୍ଥାପିତ ହୋଇଛି ଜୟ ଶ୍ରୀକୃଷ୍ଣ
Jai jagannath
Jay jagannath
Satara maharajkna Gita vari vala laguci
Pravu ବହୁତ୍ ସୁନ୍ଦର ଭଜନ, ଆପଣଙ୍କ ସ୍ୱର ବାଦ୍ୟ ଆହୁରି ମଧୁର କରୁଚି, ଯେତେ ଶୁଣିଲେ ବି ମନ ଭରୁନି, ଜୟ ଶ୍ରୀ ରାମ 🙏🏻🙏🏻
ଜୟ ଜଗନ୍ନାଥ ଜୟ ଶ୍ରୀ ରାଧା ଗୋବିନ୍ଦଅତି ସୁନ୍ଦର ମହାଆନନ୍ଦ
Mo favorite singer❤
ରାଧେ ରାଧେ
ରାଧେ........ ରାଧେ....... ପରମାନନ୍ଦେ ନିତାଇ ଗୌର ହରି ହରି ବୋଲ
Jay shree krishna radhe
ରାଧାକୃଷ୍ଣ 🙏🙏🙏🙏🙏
Ohh..ki ananda mha anda..radha radha🙏
ବହୁତ ଦିନ ଏମିତି ଗୀତ ଶୁଣିବାକୁ ମିଳିଲା କର୍ଣ୍ଣ ପବିତ୍ର ହୋଇଗଲା ଯେତେ ଶୁଣିଲେ ନୂଆ ପରି ଲାଗୁଛି
Hari Bola🙏🙏🙏🙏
Ei Nadia sunidela belaku deha Mana Kan hei jauchi emiti laguchi jemiti sabukichi mili jauchi mote Prabhu 🙏 emiti laguchi Sabu chadi dei apanaka sathire rahibapain emiti Sundar sundar Nadia harinama Maha mantar suniki jibana dhaniya karibapin
Jay Shree jagannath swamee Nayan patha gamee bhaba tume.Bahuta Sundar......manare re Shanti pheri aasila...Baba aapanku pranam.....
ଅତି ସୁନ୍ଦର 🙏🙏🙏🙏
Jay Jay Shree RadheeeeeeHaribolllllll 🙏
Bahut Sunder bhajan. Jay sri krishna.
Nice voice prabhu lucky maharajah.. Apana nku MADAN MOHAN Sankirtan mandali, Balakati ra pranam prabhu 🙏🙏🙏🙏
Dehare apurba shriharana kheli jauchhi.ki sundar sumadhura bhajan.👌🏻👌🏻👌🏻👌🏻
🙏 hariomm 🙏🙏🙏
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
Excellent
Eta sundar laguchi sunibaku luha asijauchi he prabhu ki lila tumara
JAY SHREE RAM
Bahut sundar, sri radhe 🙏
Ati sundar song
ହରି ବୋଲ 🙏🙏🙏🙏
ଅତି ସୁନ୍ଦର ମନ ମୁଗ୍ଧୋକର । ଜୟ ଶ୍ରୀରାଧେ
Baba aapankara Gita mana kinineijauchi.
Bahut Sundar udand kirtan Jay Radha Madhav
Hari bol
Radhe radhe
Sundar kirtan. Kebala guru krupaJay guru.jay gopal
bahut sundara harinama...baba ehi gitatiku description re prathama ru sesa jae lekhile ......mu sikhibaku chahuchhi
jay sri Krishna radhey radhey so beautiful voice
Nice sir
Very nice babaji radhe radhe😃
Radhe Radhe 🙏❣️
Bahut sundar Jay srikrisna
Jay ho Lucky baba.... 🙏🙏
Hare krishan🙏🙏
Jaya Jagannath
Radhe Radhe 🙏
ଏହି ଗୀତର ଆରମ୍ଭ ରୁ ଶେଷ ପଯ୍ର୍ୟନ୍ତ ଭିଡିଓ ଦିଅନୁ
Jay sree Krishna
Jay shree radhe 🙏🙏🙏🙏😘❤️❤️
ଜୟହୋ (ଲକୀବାବା )🙏🙏🙏👌
कला कले बर कन्हाई.... बचपन याद आ गया
ଅତି ସୁନ୍ଦର ଗୀତ. ଦୟାକରି ଏହି ଗୀତ କୁ ଆଉ ଥରେ ଭଲ ଭାବରେ ଲୋଡ଼ କର.ଗୁରୁଜୀ ବୁଝା ପଡୁନି.
Radhe Krishna
ଅତି ସୁନ୍ଦର ଗୀତ ସ୍ବର।🙏🙏🙏🙏
The perfermance is very appreciative, Thankyou baba.Jay Jagannath.
Baba ati sundar
Pranam guruji nice voice
Ea bohuta badhiya kirtan
He pravu a Hari nama suni baki jibana sari jau Jay shree krishna
Radha Krishna Krishna Krishna Krishna Krishna hare hare hare ram hare ram hare ram hare ram
Radhey Radhey KRISHNA 🙏 ♥
Jai shree madhaba
ରାଧେ କ୍ରୀଷ୍ଣନା
ରାଧେ
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ🙏🙏🙏🙏🙏
Baba 🙏🙏
Radhe Radhe 🙏 ati Sundar 🙏
ଜୟ ଜୟ ଶ୍ରୀ ଜଗନ୍ନାଥ
Bastabik ahi sankirtan hrudayasparshi.jay jagannath
Jai jaganathMind blowing song
ଭାଇ ମନକୁ ଛୁଇଁଗଲା l ପ୍ରଣାମ ବାବାଭାଇ ଗୀତଟିର ଲେଖାଟି ମିଳିପାରିବକି
Bhai milila ki
ନାଇଁ ଭାଇ
ଆପଣଙ୍କ ପାଖରେ ଅଛିକି ଯଦି ଅଛି ତାହାଲେ ମୋତେ ପଠାନ୍ତୁ
Locky baba ku contact kara paka milijiba
Mind blowing songs and so sweet voice
Bhai ki sunder swer
Namaste baba radhe radhe
Hari bolo
Beautiful song and nice tone
Jay Jagannath Swami Nayan patha gyani bhaba tume bhaba tume bhaba tume bhaba tume
Ati sundar 💐
ଏ ଯୋଉ ଭାବ, ଆଉ କୋଉଠି ମିଳିବନି କେବଳ ଲକି ବାବାଙ୍କ ପାଖରେ ଅଛି। ବହୁତ୍ ସୁନ୍ଦର
ସୁନ୍ଦରଭାବେ ମଧୁର ସଂଗୀତ ପରିବେଷଣ ମନକୁ ଛୁଇଁ ଦେଲା ।
Jai Shree Krishna. Radhe Radhe.
ଏ ସ୍ୱର ଆଗରେ ସବୁ ବେସୁରା, ଏ ତାଳ ଆଗରେ ସବୁ ବେତାଳ। ଜୟ ଶ୍ରୀ ରାଧେ
ରାଧେ ରାଧେ,,🙏🙏🙏
@@rajendranayak6665 for you
@@biswajeetnayak2123 d
.ଜୟ ହେ ମହାପ୍ରଭୁ ,, ହରିନମେ କି ରସ ଅଛି ପାନ କଲା ଲୋକ ଜାଣିଛି ...
Om
ଝୁମିଲା ମନ ଝୁମିଲା ତନ
ଅର୍ଦ୍ଧ ନମିତ ହେଲା ନୟନ......
ଛୁଇଁଲା ମନ ଛନ୍ଦା ଚରଣ
ଧନ୍ୟ ହୋଇଲା ଏଇ ପରାଣ......
🙏🙏🙏🙏🙏🙏🙏🙏🙏🙏
ନନ୍ଦ ନନ୍ଦନ ଯଶୋଦା ଜିବନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଚନ୍ଦ୍ରଙ୍କ ଆଶ୍ରିବାଦ ନଥିଲେ ଏ ପ୍ରକାରର ଭାବ ବିହ୍ୱଳ ସ୍ଵର କିଏବା ପାଇବ। ସେଥିପାଇଁ ଆଜି ମଠର ମହନ୍ତ ପଦ ଅଳଙ୍କୃତ କରିଛନ୍ତି। ଜୟ ଶ୍ରୀକୃଷ୍ଣ ଜୟ ଗୋପାଳ ଜୟ ମାଧବ ଜୟ ଯାଦବ 🙏🙏🙏🙏🙏🙏🙏🙏
❤
ଆହାଃ କି ଆନନ୍ଦ 😍😍😍😍👌👌👌👌👌👌👌🙏🙏🙏🙏🙏ରାଧେ ରାଧେ🙏🙏🙏
ହରିନାମ ଶୁଣି ଆତ୍ମବିଭୋର ହୋଇଗଲା ,
ପ୍ରଣାମ ଗୁରୁଜୀ 🙏
ଆଜିକାଲି ସମୟରେ ଏମିତି ଭାବରେ କୀର୍ତ୍ତନ ଶୁଣିବାକୁ ମିଳୁଛି ତ "କେବଳ" ଆପଣଙ୍କ କଣ୍ଠ ରୁ 🙏🏻🙏🏻🙏🏻
କାହିଁ ସେ ଆମର ପୁରୁଣା ସ୍ୱର ଗୀତ।ଯେତେ ଶୁଣିଲେ ନୂଆ ଲାଗୁଛି mind blowing
We r Proud for Odia kirtan by lucky Baba and his team.
Jete sunile bi ahuri sunibaku iccha hauchi❤
ବହୁତ୍ ସୁନ୍ଦର ଗୀତ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ 🙏🙏🙏🙏🙏 ଜୟ ଶ୍ରୀ ରାଧେ 🙏
Sir Apana nka swara aga re sabu fika padijauci, aji ra generation re Apana nku amit dekhi bahut khusi laguchi,,,,,Really u r AMAZING sir 🥳🤟🙏🙏🙏🙏🙏🙏🙏
Continue Sir Apana amit Aga ku jantu ame achhu Apana nka swara sunibaku & support karibaku ,,,,,,Jay jagannath sir🙏🙏🙏🙏🙏
Jay radhe.
ଦେଉଳ କୁ ଯେମିତି ଦିଅଁ l ସେମିତି ସୁନ୍ଦର ଗୀତ, ସ୍ୱର ସାଙ୍ଗକୁ ଆହା କି ସୁନ୍ଦର ତାଳ l
ଏଇ ହରି ନାମ ଶୁଣିଲା ବେଳକୁ ସତେ ଯେମିତି ମନ ଆପେ ଆପେ ଭଗବାନ ଙ୍କ ଚରଣ ତଳକୁ ଚାଲି ଯାଉଚି l
ଲାଗୁଚି ସତେ ଯେମିତି ଏ ଜୀବନରେ ତା ବିନା ଆଉ କିଛି ନାହିଁ l
ମହାରାଜ......
ମୁଁ ଆପଣଙ୍କୁ ଗୋଟେ ଗୀତର ରିପ୍ଲାଇ ମାଗିଥିଲି ଟିକେ ଦୟା କଲେ ମୁଁ ସେଇ ଭଜନ କୁ ମୋ ଭଜନ ଖାତାରେ ଲେଖିବି l
ଦେଖ ସଙ୍ଗାତ ରେ ଗଙ୍ଗା କୂଳେ ଗୋରା ଯାଉଚି l
ମାନେ ମଝିରେ ମଝିରେ କ୍ଳିଅର ଜାଣିହଉନି ତ ଟିକେ ରିପ୍ଲାଇ ଦିଅନ୍ତୁ ଆଜ୍ଞା l
ବହୁତ ସୁନ୍ଦର 👌👌ଏ ଶ୍ୱର ଶୁଣିଲା ବେଳକୁ ଅଖିରୁ ଆପେ ଆପେ ଲୁହ ଝରିପଡ଼ୁଚି 🙏🏻ରାଧେ ରାଧେ 🙏🏻🙏🏻
Bahut sundar bahut sundar. Atulaniya 🙏🙏🙏🙏🙏
A ha ki. anada laguchi sate jemiti prabhu birajamana heichanti.jay shree krishna radhe radhe .jay jagannath swami. Jay lucky babankara .jay odisa basi🌹 🙏🙏🙏🙏🙏🙏🙏🌹
ଜୟ ଜୟ ଜଗନ୍ନାଥ....🙏🙏🙏🙏🙏
ଗୁରୁଜୀ ଙ୍କ ଚରଣାରବିନ୍ଦ ରେ ମୋର ଅନନ୍ତକୋଟି ଦଣ୍ଡବତ ପ୍ରଣାମ....🙏🙏🙏🙏🙏,
ବହୁତ ସୁନ୍ଦର....👌👌👌👌👌,ହରିବୋଲ....🙏🙏🙏🙏🙏
ବାବା ପ୍ରଣାମ ।ମୁଁ ଆପଣଙ୍କୁ ଥରେ ଭେଟିବାକୁ ଚାହେଁ।ସାମ୍ନାରେ ନାମ ସଂକୀର୍ତ୍ତନ ଦେଖିବାକୁ ଚାହେଁ।ମୋ ଘର ଆଜ୍ଞା ଜଗତସିଂହପୁର ,ମୋ ନଂ୭୨୦୫୭୦୨୪୯୮
ହରି ବୋଲ ହରି ବୋଲ
Oh କି ଆନନ୍ଦ ପରିବେଶ ଅତି ସୁନ୍ଦର ଅତି ସୁନ୍ଦର
ହରେକୃଷ୍ଣ...
ବହୁତ ସୁନ୍ଦର ଭାବେ ଉପସ୍ଥାପିତ ହୋଇଛି ଜୟ ଶ୍ରୀକୃଷ୍ଣ
Jai jagannath
Jay jagannath
Satara maharajkna Gita vari vala laguci
Pravu ବହୁତ୍ ସୁନ୍ଦର ଭଜନ, ଆପଣଙ୍କ ସ୍ୱର ବାଦ୍ୟ ଆହୁରି ମଧୁର କରୁଚି, ଯେତେ ଶୁଣିଲେ ବି ମନ ଭରୁନି, ଜୟ ଶ୍ରୀ ରାମ 🙏🏻🙏🏻
ଜୟ ଜଗନ୍ନାଥ ଜୟ ଶ୍ରୀ ରାଧା ଗୋବିନ୍ଦ
ଅତି ସୁନ୍ଦର ମହାଆନନ୍ଦ
Mo favorite singer❤
ରାଧେ ରାଧେ
ରାଧେ........ ରାଧେ....... ପରମାନନ୍ଦେ ନିତାଇ ଗୌର ହରି ହରି ବୋଲ
Jay shree krishna radhe
ରାଧାକୃଷ୍ଣ 🙏🙏🙏🙏🙏
Ohh..ki ananda mha anda..radha radha🙏
ବହୁତ ଦିନ ଏମିତି ଗୀତ ଶୁଣିବାକୁ ମିଳିଲା କର୍ଣ୍ଣ ପବିତ୍ର ହୋଇଗଲା ଯେତେ ଶୁଣିଲେ ନୂଆ ପରି ଲାଗୁଛି
Hari Bola🙏🙏🙏🙏
Ei Nadia sunidela belaku deha Mana Kan hei jauchi emiti laguchi jemiti sabukichi mili jauchi mote Prabhu 🙏 emiti laguchi Sabu chadi dei apanaka sathire rahibapain emiti Sundar sundar Nadia harinama Maha mantar suniki jibana dhaniya karibapin
Jay Shree jagannath swamee Nayan patha gamee bhaba tume.
Bahuta Sundar......manare re Shanti pheri aasila...
Baba aapanku pranam.....
ଅତି ସୁନ୍ଦର 🙏🙏🙏🙏
Jay Jay Shree Radheeeeee
Haribolllllll 🙏
Bahut Sunder bhajan. Jay sri krishna.
Nice voice prabhu lucky maharajah.. Apana nku MADAN MOHAN Sankirtan mandali, Balakati ra pranam prabhu 🙏🙏🙏🙏
Dehare apurba shriharana kheli jauchhi.ki sundar sumadhura bhajan.👌🏻👌🏻👌🏻👌🏻
🙏 hariomm 🙏🙏🙏
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏🙏🙏🙏🙏🙏🙏🙏
Excellent
Eta sundar laguchi sunibaku luha asijauchi he prabhu ki lila tumara
JAY SHREE RAM
Bahut sundar, sri radhe 🙏
Ati sundar song
ହରି ବୋଲ 🙏🙏🙏🙏
ଅତି ସୁନ୍ଦର ମନ ମୁଗ୍ଧୋକର । ଜୟ ଶ୍ରୀରାଧେ
Baba aapankara Gita mana kinineijauchi.
Bahut Sundar udand kirtan Jay Radha Madhav
Hari bol
Radhe radhe
Sundar kirtan. Kebala guru krupa
Jay guru.jay gopal
bahut sundara harinama...baba ehi gitatiku description re prathama ru sesa jae lekhile ......mu sikhibaku chahuchhi
jay sri Krishna radhey radhey
so beautiful voice
Nice sir
Very nice babaji radhe radhe😃
Radhe Radhe 🙏❣️
Bahut sundar Jay srikrisna
Jay ho Lucky baba.... 🙏🙏
Hare krishan🙏🙏
Jaya Jagannath
Radhe Radhe 🙏
ଏହି ଗୀତର ଆରମ୍ଭ ରୁ ଶେଷ ପଯ୍ର୍ୟନ୍ତ ଭିଡିଓ ଦିଅନୁ
Jay sree Krishna
Jay shree radhe 🙏🙏🙏🙏😘❤️❤️
ଜୟହୋ (ଲକୀବାବା )🙏🙏🙏👌
कला कले बर कन्हाई.... बचपन याद आ गया
ଅତି ସୁନ୍ଦର ଗୀତ. ଦୟାକରି ଏହି ଗୀତ କୁ ଆଉ ଥରେ ଭଲ ଭାବରେ ଲୋଡ଼ କର.ଗୁରୁଜୀ ବୁଝା ପଡୁନି.
Radhe Krishna
ଅତି ସୁନ୍ଦର ଗୀତ ସ୍ବର।🙏🙏🙏🙏
The perfermance is very appreciative, Thankyou baba.Jay Jagannath.
Baba ati sundar
Pranam guruji nice voice
Ea bohuta badhiya kirtan
He pravu a Hari nama suni baki jibana sari jau Jay shree krishna
Radha Krishna Krishna Krishna Krishna Krishna hare hare hare ram hare ram hare ram hare ram
Radhey Radhey KRISHNA 🙏 ♥
Jai shree madhaba
ରାଧେ କ୍ରୀଷ୍ଣନା
ରାଧେ
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ🙏🙏🙏🙏🙏
Baba 🙏🙏
Radhe Radhe 🙏 ati Sundar 🙏
ଜୟ ଜୟ ଶ୍ରୀ ଜଗନ୍ନାଥ
Bastabik ahi sankirtan hrudayasparshi.jay jagannath
Jai jaganath
Mind blowing song
ଭାଇ ମନକୁ ଛୁଇଁଗଲା l ପ୍ରଣାମ ବାବା
ଭାଇ ଗୀତଟିର ଲେଖାଟି ମିଳିପାରିବକି
Bhai milila ki
ନାଇଁ ଭାଇ
ଆପଣଙ୍କ ପାଖରେ ଅଛିକି
ଯଦି ଅଛି ତାହାଲେ ମୋତେ ପଠାନ୍ତୁ