Mahamantra|NO-1|Attractive Lahar by_lucky maharaj ji & bijay bhai, group,6371308434,, CTC

Sdílet
Vložit
  • čas přidán 5. 09. 2024
  • #radheradhe#haribol
    Haribol,,
    🙇 ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ମୋର ଆନ୍ତରିକ ହୃଦୟ ଭରା ପ୍ରଣାମ।
    🙇🙇🙇🙇🙇🙇🙇🙇🙇🙇🙇🙇🙇
    ବହୁତ ରାତି ଅନିଦ୍ରା, ପରିଶ୍ରମ କୁ ଖାତିର ନ କରି ଆମ ଶ୍ରୀ ଗୋପାଳଜୀଉ କୀର୍ତନ ମଣ୍ଡଳୀ, ଗୋପାଳ ନଗର,କଟକ ତାର#_sarada_nayak_utube_channel ମାଧ୍ୟମ ରେ ଆପଣ ମାନଙ୍କ ପାଖେ #mahamantra ଶ୍ରଦ୍ଧା ନାମ କୀର୍ତନ ର ଆସର ପହଞ୍ଚାଇ ପାରୁଛି।ଏସବୁ ଭାବ ର ସହ ଆପଣ ମାନେ ଦେଖି ଶୁଣି ଆମକୁ ଉତ୍ସାହିତ କରୁଥିବାରୁ ଆମେ ଆପଣ ମାନଙ୍କ ପାଖେ ଚିର ରୁଣୀ ଓ ନମନ।
    ଜୟ ଶ୍ରୀ ଜଗନ୍ନାଥ🙇
    ଏ ସବୁ ସେହି ଭାବବିନୋଦି ଆ ,ହଟିଆ ଠାକୁର ପାଇଁ।ତାଙ୍କ ଚରଣାର ବିନ୍ଦେ ଅନନ୍ତ କୋଟି ଦଣ୍ଡବତ🙇।
    ଆପଣ ମାନଙ୍କ ଭଲ ପାଇବା, ଶ୍ରଦ୍ଧା ,ପ୍ରଭୁ ନ୍କ କୃପା ଦୃଷ୍ଟି ରହିଲେ ଆମେ ଏମିତି ଆହୁରି ଆଗକୁ ଯାଇପାରିବୁ।
    #plz, like, share, comment & subscribed କରି ଆପଣ ମାନଙ୍କ ମତାମତ ଅପେକ୍ଷା ରେ ରହୁଛି।🙏🥰❤️❤️❤️📿📿📿🌺🌺
    #_Titel_mahamantra
    #_Singar_lucky baba
    Contact-6371308434 #sarada_nayak_utuber
    ଭୁଲ ଥିଲେ ଏ ଅଧମକୁ କ୍ଷମା କରୁଥିବେ🙇haribol[3/8, 11:36] Sarada Nayak: / @odishakirtana
    [3/8, 11:36] Sarada Nayak: www.facebook.c...
    [3/8, 11:36] Sarada Nayak: / @saradayoutuber

Komentáře • 87