ବାମନର ହାତ ଓ ଆକାଶର ଚନ୍ଦ୍ର | bamanara hata o akashara chandra | odia sahitya | 9th class odia

Sdílet
Vložit
  • čas přidán 21. 06. 2024
  • bamanara hata o akashara chandra | godabarisha mishra | ବାମନର ହାତ ଓ ଆକାଶର ଚନ୍ଦ୍ର | ଗୋଦାବରୀଶ ମିଶ୍ର | odia sahitya | odia story | odia gapa | shruti sahitya | 9th class odia mil
    ଗୋଦାବରୀଶ ମିଶ୍ର
    ଗୋଦାବରୀଶ ମିଶ୍ର (୨୬ ଅକ୍ଟୋବର ୧୮୮୬ - ୨୬ ଜୁଲାଇ ୧୯୫୬ ଜଣେ ଓଡ଼ିଆ କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ । ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କଦ୍ୱାରା ପ୍ରତିଷ୍ଠିତ ସତ୍ୟବାଦୀ ବନ ବିଦ୍ୟାଳୟରେ ଶିକ୍ଷକତା କରିଥିଲେ । ସେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ମନ୍ତ୍ରୀମଣ୍ଡଳରେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ ମଧ୍ୟ ଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
    ଜୀବନୀ
    ଗୋଦାବରୀଶ ମିଶ୍ର ଓଡ଼ିଶାର ପୁରୀ ଜିଲ୍ଲାସ୍ଥିତ ବାଣପୁରର ଶ୍ରୀନିବାସପୁର ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ଗୋପବନ୍ଧୁଙ୍କଦ୍ୱାରା ଅନୁପ୍ରାଣିତ ହୋଇଥିଲେ । ତେବେ ସେ ରାଜନୀତିକୁ ପସନ୍ଦ କରୁନଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ସେ ତାହାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେ କୁଳପତି ହୋଇପାରିନଥିଲେ ।
    ରଚନାବଳୀ
    ଓଡ଼ିଆ ସାହିତ୍ୟରେ ସେ ପ୍ରଥମ ଗାଥା କବିତାର ଜନକ ଭାବେ ବିବେଚିତ ହୋଇଥାନ୍ତି । ସେ "ଘଟାନ୍ତର", "ଅଭାଗିନୀ", "ଅଠର ଶହ ସତର" ଓ "ନିବାସିତ" ଆଦି ଉପନ୍ୟାସର ସ୍ରଷ୍ଟା । ତାଙ୍କର "ଅଭାଗିନୀ" ଉପନ୍ୟାସ ୧୯୧୨ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ୟ ଉପନ୍ୟାସଗୁଡ଼ିକ ୧୯୪୦ ମସିହାରୁ ୧୯୫୧ ମଧ୍ୟରେ ଆତ୍ମପ୍ରକାଶିତ ହୋଇଥିଲା । ତାଙ୍କ ଆତ୍ମଜୀବନୀ "ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋର ସ୍ଥାନ"ର ସୂଚୀପତ୍ରରେ ସେ ୮୫ଟି ବିଭାଗ ରଖିଥିଲେ, କିନ୍ତୁ ତାଙ୍କ ମୃତ୍ୟୁବେଳକୁ କେବଳ ୩୪ଟି ବିଭାଗ ଲେଖିସାରିଥିଲେ । ଏହି ପୁସ୍ତକ ପାଇଁ ତାଙ୍କୁ ୧୯୬୧ ମସିହାରେ ମରଣୋତ୍ତର ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।
    ବାମନର ହାତ ଓ ଆକାଶର ଚନ୍ଦ୍ର
    ଗୋଦାବରୀଶ ମିଶ୍ର , ଲେଖିକ
    ହରିହର ତ୍ରିପାଠୀ , ସ୍ବର
    ଭଲକଥା , ପ୍ରସ୍ତୁତି bhalakatha.in/
    ଶ୍ରୁତି ସାହିତ୍ୟ
    ଓଡ଼ିଆ ସାହିତ୍ୟ
    ଓଡ଼ିଆ ଗପ
    ଓଡିଆ ଗପ
    କଇଚ ଠେକୁଆ ଓଡିଆ ଗପ
    ଓଡିଆ କାହାଣୀ
    ଓଡିଆ କବିତା
    ଗପ
    କଇଚ ଠେକୁଆ ଗପ
    ପିଲାଙ୍କ ଗପ
    Pandit Godabarish Mishra (26 October 1886 - 26 July 1956) was a poet and notable socialist from Odisha, India. He is known for his contribution to Odia literature.
    Godabarish Mishra was born to Lingaraj Mishra & Apsara Devi in a Brahmin family in Srinibaspur Sasan, near Banapur, Khordha district. His primary education was from the village school and then received his higher education from the Puri District School in 1906 and enrolled in Ravenshaw College. He used to take tuition to cover the college fees. He received his B.A. in philosophy in 1910. He obtained his M.A. in economics from University of Calcutta in 1912.
    bamanara hata o akashara chandra
    godabarisha mishra , writer
    harihar tripathy , voice
    bhalakatha : bhalakatha.in/
    shruti sahitya
    odia sahitya
    odia gapa
    odia kabita
    10th class odia : • matric 10th class odia...
    plus two 1st year : • plus two first year od...
    plus two 2nd year : • plus two mil odia +2 o...
    odia story : • odia story | odia gapa...
    manoj das : • Manoj Das Odia Story |...
    odia story
    story in odia
    odia moral story
    odia stories
    odia horror story
    story odia
    odia fairy tales
    odia story book
    odia story gapa
    odia gapa
    odia fairy story
    koo koo tv odia story
    odia
    odia fairy tale story
    odia gapa story
    latest odia story
    story
    oriya story
    stories in odia
    odia moral stories
    fairy tales in odia
    odia bird story new
    koo koo tv odia
    mrutyunjay parija
    odia bedtime stories
    odia cartoon
    latest odia storie
    odia kahani story
    bhalakatha
    huke hu tv
    hukehu tv channel
    hukehu tv
    hukehu tv cartoon
    hukehoo
    huke hoo tv
    huke hu channel
    huke hu tv video
    odia animation gapa
    odia cartoon
    odia animal story
    odia animal cartoon
    odia animal video
    odia gapa
    odia moral story
    odia moral story video
    odia moral gapa
    subscribe : czcams.com/users/shrutisahitya...
    #odiasahitya #odiagapa #odiastory #ଓଡ଼ିଆଭିଡିଓ #shrutisahitya

Komentáře • 1

  • @anjali...8138
    @anjali...8138 Před 23 dny

    ବାଃ ଖୁବ ଚମତ୍କାର ଏବଂ ସୁସ୍ପଷ୍ଟ ଆପଣଙ୍କ କଣ୍ଠସ୍ୱର..... 🙏🏻ଧନ୍ୟବାଦ ସାର୍🙏🏻😊ଆପଣଙ୍କ ଏଇ ପ୍ରୟାସ ନିମିତ୍ତ...... 🙏🏻💐