ଝିଅକୁ ନେବା ପାଇଁ ଟଣାଓଟରା ଦୁଇ ମା‘, କହିଲେ ଟ୍ରେନ୍ ଲାଇନରୁ....

Sdílet
Vložit
  • čas přidán 18. 06. 2022
  • ଭୁବନେଶ୍ବରରେ ଘରଭଡ଼ା ଦେଇ ନପାରିବାରୁ ୮ ବର୍ଷର ଝିଅକୁ ଘର ମାଲିକ ନେଇଯିବା ଘଟଣା । ଏହି ମାମଲାରେ ଏବେ ଦେଖିବାକୁ ଭିନ୍ନ ଏକ ମୋଡ଼ । ଏହି ଝିଅକୁ ଲାଳନ ପାଳନ କରୁଥିବା ମହିଳା ଓଲଟା ଅଭିଯୋଗ କରିଛନ୍ତି । ସେ କହଛନ୍ତି କି ଉକ୍ତ ଝିଅର ମା ବୋଲି ଦାବି କରୁଥିବା ମହିଳା ଜଣଙ୍କ ଏହି ଝିଅକୁ ଟ୍ରେନ ଲାଇନରୁ ପାଇଥିଲେ ବୋଲି ତାଙ୍କୁ କହିଥିଲେ । ଏହାପରେ ସେ ଏହି ଛୁଆକୁ ପଳାଶୁଣୀ ମୁଣ୍ଡାସାହିରେ ରହୁଥିବା ମହିଳାଙ୍କୁ ଦେଇଥିଲେ ।
    #bhubaneswar #nandighoshatv #odisha
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    CZcams: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 731
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

Komentáře • 789

  • @TofanMohantaJhumar
    @TofanMohantaJhumar Před 2 lety +109

    ଯିଏ ଏତେ ବର୍ଷ ଧରି ଝିଅକୁ ପାଳନ କରିଛି ଝିଅଟି ତା'ର

  • @pppriyadarsani30
    @pppriyadarsani30 Před 2 lety +82

    ଜନ୍ମ କରୀକି ୮ବର୍ଷ ହେଲା କୁଆଡେ ଯାଇଥିଲେ
    ଝିଅ ମାଉସୀ ପାଖରେ ରହୁ

  • @rabindrasahoo5059
    @rabindrasahoo5059 Před 2 lety +87

    ତୁ ଆଉ କହନା ଭଲ କହୁଚୁ ୮ବର୍ଷ କୋଉଠି ଥିଲୁ? ତୁ ତା ମା ନୁହଁ । ଯଦି ତୁମେ ତା ମା କେବେବି ୮ବର୍ଷ ଛୁଆ କୁ କେମିତି ଛାଡ଼ିଦେଇ ପାରିଲ ।

    • @priyamohanty4202
      @priyamohanty4202 Před 2 lety

      Ei bapa maa hoiparanti bt michara Sahara nouchanti kahuchi maa jhia ku vala Manisha Kariba se maushi kn avab karichanti ki so Daya kariki se maushi nku jhia ku diajau 🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼

  • @genius9950
    @genius9950 Před 2 lety +92

    ମାଉସୀ ଙ୍କୁ ପାଖରେ ଝିଅ ରହୁ
    ଯଦି ୟାଙ୍କ ପାଖରେ ଦେବେ ଅନ୍ୟାୟ ହେବେ

  • @manoranjancreations9040
    @manoranjancreations9040 Před 2 lety +46

    ଏ ବାପା ମା ମହା ବଦମାସ୍ ଏମାନଙ୍କୁ ଝିଅ କୁ ନଦେବା ଭଲ ହେବ

  • @susantakupattnayak7043
    @susantakupattnayak7043 Před 2 lety +111

    ଗୋଟିଏ ମା ତା ଛୁଆ ଲାଗି ଭିକ ମାଗିବି ରଖି ପାରିବ କିନ୍ତୁ ତା ଛୁଆକୁ ଆଉ କାହାକୁ ବି ଦେଇପାରିବ ନି ମାଉସୀ ପାଖରେ ରଖାଜାଉ

  • @srikanta671
    @srikanta671 Před 2 lety +192

    ମାଉସୀ ଠିକ କହିଛନ୍ତି,, ସେ ମାଉସୀ ଘରେ
    ରହିବ,, ,, ଜୟ ଜଗନ୍ନାଥ କାଳିଆ ତ

  • @ganeshprasadbehera1448
    @ganeshprasadbehera1448 Před 2 lety +82

    ଆଜି ଯାଏ କୋଉଠି ଥିଲ।
    ଆଜି ଝିଅ ମନେ ପଡ଼ିଲା। ତମ ପରି ଲୋକଙ୍କୁ ଖାଲି ମାଡ଼ ଦରକାର।

  • @bblpbiswjit4736
    @bblpbiswjit4736 Před 2 lety +251

    ଯିଏ ଜନ୍ମ ଦେଇ ଥିଲା ସିଏ କୁଆଡେ ଯାଇ ଥିଲା ଝିଅ ମାଉସୀ ପାଖରେ ରହୁ

  • @prafullanayak9729
    @prafullanayak9729 Před 2 lety +48

    ଏମାନେ ମାଉସୀ ଙ୍କ ସମ୍ପନ୍ତି ଉପରେ ନଜର ଥିଲା, ଯେତେବେଳେ ସ୍ୱାର୍ଥ ହାସଲ ନହେଲା ଏମାନେ ନାଟକ କରୁଛନ୍ତି

  • @rabindrasahoo5059
    @rabindrasahoo5059 Před 2 lety +164

    ମା ତୁମେ ଜନ୍ମ ଦେଇଥିବା ସତ କିନ୍ତୁ ଶେ ପାଳନ କରିଛନ୍ତି ଷେ ଛୁଆ ତାଙ୍କ ପାଖରେ ରହିବା ଦରକାର।

  • @ommylife4932
    @ommylife4932 Před 2 lety +127

    ଝିଅ ମାଉସୀଙ୍କ ପାଖରେ ରହୁ 🙏🙏🙏🙏

  • @kunaswain6677
    @kunaswain6677 Před 2 lety +23

    ଝିଅକୁ ପଚାର ଯାଉ ସେ କାହାପାଖରେ ରହିବ,ସବୁ ସମାଧାନ ହେଇଯିବ,କୃଷ୍ଣଙ୍କର ମା ଯଶୋଧା ଦେବକୀ ନୁହେଁ।ଜୟ ଜଗନ୍ନାଥ।

  • @niranjanbehera2019
    @niranjanbehera2019 Před 2 lety +122

    ଝିଅ ଯାହା ପାଖରେ ଅଛି ଭଲରେ ଅଛି, ତାଙ୍କ ପାଖରେ ରହୁ

  • @srikanta671
    @srikanta671 Před 2 lety +104

    ଝିଅ ସେ ମାଉସୀ ଙ୍କ ପାଖରୁ ରହୁ
    ଯଶୋଦା ପାଖରେ ରହୁ, ତୁମେ କୁଆଡେ
    ଯାଇଥିଲ

  • @niranjanbehera2019
    @niranjanbehera2019 Před 2 lety +42

    8 ବର୍ଷ ପରେ ଝିଅ କଥା ମନେପଡ଼ିଲା
    ଏ ମହିଳା କୁ ତା ସ୍ୱାମୀ କୁ ବାଇଡଙ୍କ ଲଗେଇକି ପିଟିବା କଥା

  • @pramodkumarvlogs4429
    @pramodkumarvlogs4429 Před 2 lety +58

    ସେ ଝିଅ ତ ଏ ମାଉଷୀ ପାଖରେ ବହୁତ ଭଲରେ ଅଛି ତମେ ସେ ଝିଅକୁ କାହିଁକି ସେ ମାଉଷୀ ପାଖରୁ ନେବ.

  • @Skumar-vm1qr
    @Skumar-vm1qr Před 2 lety +15

    ହାତୀ ଜଙ୍ଗଲ ରେ ଥିଲେ ରାଜା ର କହୁଛୁ ଲାଜ ଲାଗୁନି ଏତେ ଦିନ ହେଲା କଉଠୀ ଥିଲୁ ଝିଅ କେମିତି ଅଛି କେବେ ଭାବିନୁ ଝିଅ ବଡ଼ ହେଲା ପରେ ମଣିଷ କରିବାକୁ ପ୍ରେମ ଉଚ୍ଛୁଳି ପଡୁଛି ତୁ ବହୁତ୍ ମଣିଷ କରିବା ଵାଲା ଫାଲତୁ ମାଇକିନା

  • @kunisign9742
    @kunisign9742 Před 2 lety +34

    ଝିଅ ମାଉସୀଙ୍କ ପାଖରେ ରହୁ👍

  • @bulipradhan2476
    @bulipradhan2476 Před 2 lety +12

    ଝିଅଙ୍କୁ ଯିଏ ପାଲିଛି ଛୁଆଁ ତାହାର ,ଛୁଆଁ ନେବାର ଜନ୍ମ ଦେବା ମାଆ ର ଅଧିକାର ନାହିଁ। ପ୍ରଥମ ମହିଳା କୁଆଡେ ଯାଇଥିଲେ। ସେ ମାଉସୀ ର ଛୁଆଁ ତମକୁ ଦେବେନି

  • @kanaklatasamal470
    @kanaklatasamal470 Před 2 lety +16

    ପାଳିତ ମାଆ ପିଲାଟିକୁ ରଖିବାକୁ ହକଦାର୍ ।
    ଗର୍ଭଧାରିଣୀ ମାଆ ୮ବର୍ଷତଳେ କୁଆଡେ ଯାଇଥିଲା। ନିଜେ କହୁଛନ୍ତି ଅସୁବିଧା ଅନାଟନ ଭିତରେ ଥିଲେ ବୋଲି। ଯେବେ ଅନାହାର ରେ ପିଲାଟି ଚାଲିଯାଇଥାଆନ୍ତା। ଜୀବନ ବଞ୍ଚାଇଥିବା ମାଆ ହେଉଛି ବଡ଼।
    ଜୟ ଜଗନ୍ନାଥ।

  • @rubmks7687
    @rubmks7687 Před 2 lety +31

    , ମାଉସି ପାଖରେ ରହିବ

  • @RajendraKumar-tf9kg
    @RajendraKumar-tf9kg Před 2 lety +13

    ଝିଅ ମାଉସୀ ରଖୁ ମାଉସୀ ଆପଣ ଠିକ୍ କହୁଛନ୍ତି
    ଝିଅର ସବୁ କାଗଜ କରିବାପରେ ଫେରାଇ ଦେବା ଆଗରୁ କାଗଜ ପତ୍ର ଠିକ୍ କାନ୍ସେଲ୍ଡ କାରି ଫେରାଇବା
    ଉଚିତ୍ ମାଉସୀ ଆପଣ ଆପଣଙ୍କର ବିପଦ ଆସି ପାରେ

  • @Abhaya664
    @Abhaya664 Před 2 lety +20

    ଜନ୍ମ କଲା ମା ଆଗରୁ ଯାଇଥିଲା କୁଆଡେ....???? ଏବେ ନବ କହୁଛି।। ଝିଅ
    ପଳାନ୍ତ। ମା ପାଖରେ ରହିବ.....ok

  • @jagannathpanigrahi5286
    @jagannathpanigrahi5286 Před 2 lety +28

    ବର୍ତ୍ତମାନ ପିଲାଟି ଭଲ ଅଛି ,ଥାଉ। । ଅନ୍ୟ ଜଣେ ଜନ୍ମ କରିଥିବା ଯଦି ସତ, ସେମାନେ ଆସି ଦେଖି କରି ଯାଉଥୂଵେ। ଏମିତି ଝିଅଟି ଭଲରେ ଥାଉ।

  • @birensamal2050
    @birensamal2050 Před 2 lety +5

    ମାଇକିନା ବହୁତ ଚାଲାକ୍ ଦେଖୋଉଚି ଏତେ ଦିନ ହେଲା ଗାଣ୍ଡି ମରୋଉଥିଲୁ

  • @rudranshsekharnaik1229
    @rudranshsekharnaik1229 Před 2 lety +10

    ଜନ୍ମ ଦେଇ ମାରିଦେବାକୁ ଯାଉଥିଲା ଯିଏ ବଞ୍ଚେଇ ରଖି ଲାଳନପାଳନ କରି 8 ବର୍ଷ ରଖିଛି ସେ ତାର ପ୍ରକୃତ ମାଆ।ତାଙ୍କୁ ଦିଆଯାଉ ।ଏତେ ଦିନ କୋଉଠି ଥିଲା ।ତାର ଜନ୍ମ କଲା ମାଆ

  • @cutekajal4068
    @cutekajal4068 Před 2 lety +14

    ଜନ୍ମ ଦେଲେ କିଏ ମା ହେଇଯାଏନି ଯିଏ ପାଳିଛି ସିଏ ହେଉଛି ପ୍ରକୁତ ମା ଏତେ ଦିନ କୁଆଡେ ଯାଇଥିଲ ଆଜି ଝିଅ କଥା ମନେପଢୁଛି ସେ ଝିଅ କୁ ଯିଏ ପାଳିଛି ସେ ମାଉସି ଙ୍କୁ ଦିଆଯାଉ

  • @rameshbehera4537
    @rameshbehera4537 Před 2 lety +13

    ଆଠବର୍ଷ ଜିଏ ପାଳିଚି ଝିଅ ନାରେ ବହୁତୁ କିଛି କରିଛି ତୁ ଜନ୍ମ ଦେଇ କଣ କରିଛୁ ଝିଅ ନାରେ କେତେ ଟଙ୍କା ରଖିଛୁ ଆଗ ପ୍ରମାଣ ଦେଖା ଛୁଆ ଜନ୍ମ ବଡକଥା ନୁ୍ହଁ ଛୁଆକୁ ଛଟରୁ ବଢକରି ଥିବା ସେ ମାକୁ ପଚାର

  • @buduramgouda7690
    @buduramgouda7690 Před 2 lety +6

    ଝିଅ ମାଉସି ପାକେ ରହୀଵ ସିଏ ପାଳୀ ପସି ମଣିଷ କରୀଛି ଜନ୍ମ କଳା ମାଆଖୁ ମନେ ନାହିଁ ୮ ବର୍ଷ ଏଳା ମାଉସି ହଁ ନିଜ ମା ମା ଜୟ ଜଗନ୍ନାଥ 🙏🙏🙏♥️♥️♥️👌👌👌

  • @pitubhoi1722
    @pitubhoi1722 Před 2 lety +5

    ଯିଏ ପାଲିଛି ତା ପାଖରେ ରହିବ

  • @sunilnahak1115
    @sunilnahak1115 Před 2 lety +8

    8ବର୍ଷ ହେଲା କୋଉଠେ ଥିଲ ଏବେ ଆସିକି ଦାବି କରୁଛ ଝିଅ ମାଉସୀ ପାଖରେ ରହିବ

  • @malikraju9078
    @malikraju9078 Před 2 lety +9

    ସେ ଝୀଅ ମାଉସୀର ହକ ହେଉଚୀ ଏତେ ଦୀନ ହେଲା ସେ ମାଇକୀନା କୁଆଡେ ଜାଇଥୀଲା ଏଵେ ସୈମି ପାଇଗଲା ପରେ ଛୁଆକୁ ଖୁଜୁଚୀ ଆଗରୁ ଖୁଜୀ ପାରୀ ଥାତା

  • @vilegeboylitu..1793
    @vilegeboylitu..1793 Před 2 lety +19

    ସେ ମାଉସୀ ପାଖରେ ରହିବା ଦରକାର

  • @dillipkumar19
    @dillipkumar19 Před 2 lety +32

    ପାଳିଥିବା ଯଶୋଦା ମା ପଖରେ ରହିବ..100%

  • @mrdipakcreation3683
    @mrdipakcreation3683 Před 2 lety +15

    ଝିଅକୁ ଯିଏ ପାଳିଥିଲେ ତାଙ୍କ ପାଖରେ ରହିବା ଦରକାର....ନାକି ଯିଏ ଜନ୍ମଦେଇ ଥିଲେ...

  • @tecnolenovo7614
    @tecnolenovo7614 Před 2 lety +8

    ମାଉସୀ ପାଖରେ ହିଁ ରହିବା ଉଚିତ୍

  • @shreeliptaswain3799
    @shreeliptaswain3799 Před 2 lety +7

    ଝିଅ ପାଳିତ ମା ପାଖରେ ରହିବା ଉଚିତ୍,---୧୦୦%

  • @bhabanisankardas8641
    @bhabanisankardas8641 Před 2 lety +9

    ସ୍ୱାମୀ ନେଇକି ଆସିଲା ଭାରି ତା ମାନେ ଝିଅ କୁ ତା ବାପା ନେଇ ଆସି ସହର ରେ ରହିଲା ତା ସ୍ତ୍ରୀ କୁ ପଚାରିଲା ନି ତେଣୁ ସ୍ତ୍ରୀ ତ ବିଶ୍ୱାସ ରେ ଝିଅ କୁ ବାପା ସାଙ୍ଗେ ଛାଡିଥିଲା ଏବେ ବାପା

  • @jharanachandan7184
    @jharanachandan7184 Před 2 lety +15

    ଛୁଆ ମାଉସୀ ପାଖେ ରହୁ

  • @srikanta671
    @srikanta671 Před 2 lety +29

    ଏ ତେ‌ଦିନ କୁ ଆଡେ ଯାଇଥିଲ
    8ବଷ କୁଆଡେ ଯାଇଥିଲ

  • @ramaniranjanroutray7851
    @ramaniranjanroutray7851 Před 2 lety +9

    ଯଦି ପାଳନ କଲା ମା କୁ ଛୁଆ ନ ଦିଆ ଯାଏ ତାହେଲେ ଆମକୁ ଧରି ନେବାକୁ ହେବ ଯେ ଆମ ଆଇନ ଗୋଟେ ଅତି ରୁଗଣ ଆଉ ବିଭତ୍ସ ଆଇନ I ଯୋଉ ଆଇନ ବ୍ୟବସ୍ଥାରେ ସ୍ନେହ ,ପ୍ରେମ ,ବାତ୍ସଲ୍ୟ , ମମତା , ଭାବାବେଗ ର ଟିକେ ବି ସମ୍ମାନ ନାହିଁ ସେ ଆଇନ ଅପେକ୍ଷା ବଣରେ ରହୁଥିବା ଆଦିମ ଅଧିବାସୀ ମାନଙ୍କ ଆଇନ ଶହେ ଗୁଣ ଭଲ ହେଇଥିବ ନିଶ୍ଚୟ I

  • @sasmitadas81
    @sasmitadas81 Před 2 lety +18

    Raktaku panikri🤱ratira nidaku anidrakari🤱chatire jabudi dhari 8barasa jou maa palana karichi sepila sehi maa pakhare rahiba🤱🤱🤱🤱

  • @gatikrushnadhal5232
    @gatikrushnadhal5232 Před 2 lety +8

    ଝିଅ ମାଆ ଯଶୋଦା ଙ୍କ ର ପାଖେ ରହିବ

  • @sitagochhayat1901
    @sitagochhayat1901 Před 2 lety +7

    ମାଉସୀ ପାଖରେ ଏଇ ଝିଅ ରହୁ

  • @laksheswarsahu3515
    @laksheswarsahu3515 Před 2 lety +9

    ତାର ବାପା କୁ ପିଟ

    • @bipramahapatro4875
      @bipramahapatro4875 Před 2 lety +1

      Se jhio ku biki chhanti puni au kahaku bikibe a mm bapa marijiba bhala se mausi bada kala kete tanka kharcha kari thiba

  • @basantapradhan8883
    @basantapradhan8883 Před 2 lety +7

    ଝିଅ ମାଉସୀ ପାଖରେ ରହିବା ହିଁ ଉଚିତ୍

  • @sarojkumarnaik4617
    @sarojkumarnaik4617 Před 2 lety +14

    Abhiously jasoda nka adhikara prathame

  • @sadshayari229
    @sadshayari229 Před 2 lety +3

    ଶୁଣ ଗୋଟେ ଭୋଟ କରାଯାଉ online ରେ ଯାହାର ଜନ ମତ ଅଧିକ ହେବ ଝିଅ ତା ପାଖରେ ରହିବ

  • @sunilsahoo7434
    @sunilsahoo7434 Před 2 lety +8

    Mam in green saree. Salute to you for saving a girl child. This lady in orange colour saree is a criminal.

  • @ataseeaparajita1902
    @ataseeaparajita1902 Před 2 lety +9

    Palithiba mausi jhia ku rakhiba thik

  • @sureshbhoi4702
    @sureshbhoi4702 Před 2 lety +11

    ସେ ଯାହାହେଉ, ମାଉସୀ ଙ୍କ ମହାନତା ଆଗରେ ବାପା, ମା'ଙ୍କର କର୍ତ୍ତବ୍ୟର ମୂଲ୍ୟ ଫିକାପଡୁଛି କିନ୍ତୁ ଝିଅର ଜୀବିତ ବାର୍ତ୍ତାରେ ଜନ୍ମକଲା ମା'ର ହୃଦୟ ନିଶ୍ଚୟ କଷ୍ଟକର ହେଉଥିବ ।
    ଏଥିରେ ବାପାର ଦୋଷ ଜଣାପଡ଼ୁଛି ।

  • @sabitaodiavlogs6006
    @sabitaodiavlogs6006 Před 2 lety +5

    Jiye rakhi chanti 8 barsa tanko pakhe jhio rahu

  • @alokmalik6218
    @alokmalik6218 Před 2 lety +6

    Bhala manisa karibu sethi pain chhadi deithilu

  • @sukantakalpana3274
    @sukantakalpana3274 Před 2 lety +5

    Mausi jhia ku jama deantu nahi

  • @Samiraroul045
    @Samiraroul045 Před rokem +2

    ଏ ସ୍ତ୍ରୀ ଲୋକ ର କଥା ମିଛ ଲାଗୁଛି।ଝିଅ ମାଉସୀ ପାଖରେ ରହୁ.......🙏🙏🙏🙏

  • @alokmaharana1499
    @alokmaharana1499 Před 2 lety +2

    ଝିଅକୁ ଭାଇ ସେ ମାଉସି ରଖୁ ଜମା ସେ ସ୍ତ୍ରୀ ଲୋକକୁ ନ ଦିଆଯାଉ 8 ଆଠ ବର୍ଷ ହେଲା ସେ କୋଉଠି ଥିଲା ତାକୁ ନେଲେ ସେ ପୁଣି ବିକିଦବ ତାକୁ ଦିଅନି

  • @swopnacreations8609
    @swopnacreations8609 Před 2 lety +5

    Jie palichi sei tar prakruta maa 🙏🙏

  • @susamajani7112
    @susamajani7112 Před 2 lety +9

    Mausi pakhare rahu🙏🙏🙏

  • @user-vc9em6ov3i
    @user-vc9em6ov3i Před 2 lety +8

    8 barsa helani soethila kouthi ???

  • @luckythegamer1968
    @luckythegamer1968 Před 2 lety +2

    ଭଲ କାହାଣୀ ସୁଣୋଉଛି ।

  • @ghareluzindegisubash1269
    @ghareluzindegisubash1269 Před 2 lety +8

    Natak baji 8 year kuade thila bapa .maa

  • @pujapriyatapanvlog8829
    @pujapriyatapanvlog8829 Před 2 lety +5

    Ate dina hela maa kauthi thila

  • @babulcreation5376
    @babulcreation5376 Před 2 lety +5

    Jhia jaha pakhare achi seithi thau

  • @swapnilraja1409
    @swapnilraja1409 Před 2 lety +5

    ହଉରେ ମାଆ ସେ ଛୁଆ ତାଙ୍କ ପାଖରେ ରହୁ। ତୁ ବି ତାଙ୍କ ମାଆ ଦୁଇ ଜଣ ଯାକ ପାଳନ୍ତୁ 🙏🙏🙏ସେ ବି ଗୋଟେ ଭଲ ମା ଜଣେ🙏🙏🙏🙏

  • @manojbehera4792
    @manojbehera4792 Před 2 lety +5

    Daughter should stay with mausi

  • @kshireswarikishan8393
    @kshireswarikishan8393 Před 2 lety +4

    jhia mausi nka pakhare hi thau

  • @mausumisahoo289
    @mausumisahoo289 Před 2 lety +4

    ମୁଁ କହୁଚି ଏ ମାଆ ବାପାକୁ ପିଟ ଯସଦା ମାଆକୁ ଦିଅ

  • @firoznayak5101
    @firoznayak5101 Před 2 lety +3

    ସେ ବାଣ୍ଡ କଥା କହନୀ ଆଉ । ଦୁଇ ମାଈପ ଘଇତା କଉଠି‌ ଗେଈ ହେଉଥିଲ ଏବେ କ'ଣ ଗଲୁ ଛାଡ଼ିଲା ଏବେ ଆସୁଛ ଛୁଆ ନେବାପାଇଁ ...। please ସେ ଝିଅ ମାଉସୀ ପାଖରେ ହଁ ରଖାଯାଉ .,।

  • @alokmalik6218
    @alokmalik6218 Před 2 lety +6

    Jia palichi sia rakhiba karana tahara heuchi jhia

  • @priyankajena5750
    @priyankajena5750 Před 2 lety +6

    To valia maa kahaku na milu ,8barsha pare chhua katha mane paduchhi

  • @sumankumarsahu6449
    @sumankumarsahu6449 Před 2 lety +5

    Mausi ku pakhare rahibo jiha

  • @funwithscience1996
    @funwithscience1996 Před 2 lety +3

    ମାଉସୀ ପାଖରେ ଝିଅ ରହିବା ଦରକାର

  • @gulumaharana5859
    @gulumaharana5859 Před 2 lety +5

    Debaki tu au paibuni jhio ku,,

  • @alokmalik6218
    @alokmalik6218 Před 2 lety +5

    8 barsa hela kouthi thilu

  • @lakhantudu2543
    @lakhantudu2543 Před 2 lety +1

    ମୁଁ ରାଗ ସମ୍ଭାଳି ପାରୁନି
    ଝିଅ ନେବା ପାଇଁ ଆସିଛନ୍ତି,ବିଧା, ଗୋଇଠା ସବୁ ତାଙ୍କ ଦେହରେ ପଡିବା ଦରକାର

  • @sbsbeautyvlogger8550
    @sbsbeautyvlogger8550 Před 2 lety +4

    a stri loka koade jai thila 8yr ate dina pare Mane padila a stri loka badmas

  • @mitusahoo7796
    @mitusahoo7796 Před 2 lety +3

    Janma kale kehi maa nuhanti jia palana kare sia him maa

  • @alokmalik6218
    @alokmalik6218 Před 2 lety +5

    Jhia ku jia lalana palana karichi sia tara maaa

  • @Never_give_up498
    @Never_give_up498 Před 2 lety +2

    Ete kagaja parta kichi kama nai jadi satare tume tanka maa heithanta tahele jete dukha kasta heleb deinathanta se budhi maa ra sahara au jibana se jhia ebe ete din haba palichi mane se budhimaa ra e chua 🙏🙏🙏🙏🙏🙏🙏 please taku se budhimaa pakhare chadidia please

  • @lakshmidharmishra5837
    @lakshmidharmishra5837 Před 2 lety +6

    The woman who is demanding as her mother after 8 years should be punished as she had played with the life of a girl child.

  • @RAJUPUJARI-ce3su
    @RAJUPUJARI-ce3su Před 4 měsíci +1

    ଝିଅ ଜନ୍ମ ଦେଇ କାହିଁକି ଛାଡି ଥିଲୁ

  • @sanjeevdash1287
    @sanjeevdash1287 Před rokem

    ଏତେଦିନ କୋଉଠି ଥିଲୁ ଛୁଆ କୁ ଛାଡିଦେଲୁ ଏବେ କାହିଁକି ଛୁଆ ପାଇଁ ବ୍ଯସ୍ତ। ଏତେଦିନ ଯେତେବେଳେ ପାଳି ପୋଷୀ ବଡକଲେ ଆଜି ନେଇଯିବୁ ୱା ଭାରିସିଆଣୀ ଜଦି ଛୁଆ ମରିଯାଇଥାଆନ୍ତା ତେବେ?ଆଜି ପାଇଥାଆନ୍ତୁ ସେ ମାଉସୀ କେତେ ମହାନ ତାର ପାଦ ଧରି କ୍ଷମା ମାଗ ଛୁଆ ତୋର ଖୁସିରେ ଅଛି ଯଦି ପାରୁଛୁ କିଛି ସହାୟତା କର।

  • @kailashbehera2488
    @kailashbehera2488 Před 2 lety +2

    ଝିଅଟି ଯଶୋଦା ପାଖରେ ରହୁ

  • @sameernahak5134
    @sameernahak5134 Před 2 lety +4

    Bhai aete Dina hela kouthi thilla ki 8/9 years hela

  • @tuneshnisika8902
    @tuneshnisika8902 Před 2 lety +2

    Please police officer mananku request karuchi se mausi pakhare rahibaku anumati Diya jau

  • @rupalisatapathy1452
    @rupalisatapathy1452 Před 2 lety +5

    ଖାଲି ଜନ୍ମ କରିଦେଲେ କେହି ମା ହେଇଯିବ ନି ଯିଏ ଲାଳନପାଳନ କରିଖି ରଖିଚି ସେ ହିଁ ପ୍ରକୁତ ମା

  • @deepakmeher1572
    @deepakmeher1572 Před 5 měsíci

    ଦେବକୀ ମା ର ଅଧୀ କାର ପାଉ ଛୁଆ ଜନ୍ମ ଦେଇ କୀ 9ବର୍ଷ ଛାଡ଼ିକି କେମିତି ରହିଲା ଆଉ ଏବେ ଛୁଆ ଖୋ ଯୁଛି ଆଉ ଏତେ ନିର୍ ବୁଦ୍ଧିଆ ଭିରୁ ଯେ ଛୁଆ ସ୍ତିରୀ କୁ ପୋଷଣ କରି ପରିଲାନହି ଅନ୍ୟ ର ଘ ରେ ଛାଡ଼ିଆସିଲା କା ହିଁ କି ଆଉ 9ବର୍ଷ ଚୁପ୍ ହୋଇକି ଥିଲା ଜଣା ପଡୁ ଛି ଯେ ସ୍ତିରୀ ପୁରୁଷ ହାରାମି ତେଣୁ ଛୁଆକୁ 9ବର୍ଷ ଯୋଉମା ପଳିଛି ତାକୁ ଦିଆ ଯାଉ jay siram Jay jagarnatha

  • @jayashreenayak9409
    @jayashreenayak9409 Před 2 lety +6

    Jama chhadani jhia ku..e a kouthi soithila aji jae.jie pali chanti tanka pakhare jhia rahiba

  • @deepakkumarkandi258
    @deepakkumarkandi258 Před 2 lety +1

    ଝିଅ ମାଉସୀ ଙ୍କର

  • @bidesinichhualasingh3004
    @bidesinichhualasingh3004 Před 2 lety +2

    ଝିଅ ମାଉସୀ ପାଖରେ ରହୁ

  • @susantakupattnayak7043
    @susantakupattnayak7043 Před 2 lety +5

    ଜନମ କରିଦେଲେ ବଡହେଇପାରିବନି ଜିଏ ପାରୁଛି ସବୁ କଷ୍ଟ ସହି ସେ ହେଉଛି ମା ଛୁଆ

  • @kunjabiharimohanta156
    @kunjabiharimohanta156 Před 2 lety +2

    Tame yete dino kuade thilo.mausinko pakhore jhioti rahu

  • @snigdhaloveaadi3391
    @snigdhaloveaadi3391 Před 2 lety +2

    Mausi pakhare rahu..Jay Jagannath 🙏

  • @bhimasenpolai5431
    @bhimasenpolai5431 Před 2 lety +4

    Kn karuthile 8 year hela

  • @sameernahak5134
    @sameernahak5134 Před 2 lety +6

    Heiloo maa kouthi thillu loo 8 years hela tu ebe asichhu

  • @chinmayeesahoo6709
    @chinmayeesahoo6709 Před 2 lety +2

    Janma karithiba maa 8years parjanta kouthi thila, Jhia palita maa pakhare rahiba darkar

  • @prashantasethi9922
    @prashantasethi9922 Před 2 lety +4

    Tama jamiti asichi samiti ferijao Khali hatare

  • @sasikantansingh1155
    @sasikantansingh1155 Před měsícem

    ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏 ଜୟ ଜଗନ୍ନାଥ 🙏🙏🙏🙏

  • @Subham.7077
    @Subham.7077 Před 2 lety +5

    Jhio jasoda pakhare hi bhalarr thibo jouthi ate dilo thila se