Naveen's Popularity Failing In Both Public Gatherings And Roadshows, Chairs Remain Vacant

Sdílet
Vložit
  • čas přidán 16. 05. 2024
  • Naveen's Popularity Failing In Both Public Gatherings And Roadshows, Chairs Remain Vacant | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political CZcams Channel.
    Odisha's Fastest Growing Political CZcams Channel.
    Odisha's Fast Ever Only Political CZcams Channel.
    Odisha's Most Popular Political CZcams Channel.
    For Latest Odisha Political News Follow us:
    CZcams: czcams.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

Komentáře • 1K

  • @durgaprasadsamantaray7084
    @durgaprasadsamantaray7084 Před 21 dnem +139

    ବିଜୁଳି ବିଲ୍ ଆସିବ ନାହିଁ ବୋଲି କହିବା, ଓଡ଼ିଶାବାସୀ ଙ୍କୁ ଏକ ନିର୍ବାଚନୀ ଧୋକ୍କା

    • @gudlutripathy3283
      @gudlutripathy3283 Před 21 dnem +2

      Modi kon petrol price kom kole ki...kohi notile ki...opposite party re thila bele...sob chor hai...but...Naveen Pattanaik is the best Chief Minister in lndia.

    • @manishbhatter2360
      @manishbhatter2360 Před 21 dnem

      ​@@gudlutripathy3283petrol to state govt bhi vat nauchi 33% which is highest

    • @whatisthis1900
      @whatisthis1900 Před 21 dnem

      ​@@gudlutripathy3283 nabini pattanaik ta mentally retarded m****a ta au pandian ta kukura. au tu b gote pada chata 500tankia kukura

    • @tapasswain3231
      @tapasswain3231 Před 21 dnem +5

      ​@@gudlutripathy3283 India re ahuri kete best CM achanti Nabin Pattnaik best nuhan, worst cm ever jie ki pura Odisha ku khai khola karidela

    • @biswajitsahoo748
      @biswajitsahoo748 Před 21 dnem +2

      ​@@gudlutripathy3283 ପାଣ୍ଡିଆନ CM ରେ... ନବୀନ ଠାରୁ ବେଶୀ ରାଲି ପାଣ୍ଡିଆନ କରୁଛନ୍ତି... ତୁମ ଭଳି କେତେଟା ମୁଣ୍ଡ ବିକାଙ୍କ ଯୋଗୁଁ ଓଡ଼ିଆ ଜାତି ଲଜ୍ଜିତ...

  • @nrushinghnathsahu1630
    @nrushinghnathsahu1630 Před 21 dnem +187

    ବିଜୁଳି ବିଭାଗ ର କର୍ମଚାରୀ ଙ୍କ ପାଇଁ ମାଡ ଖାଇବା ରାସ୍ତା ତିଆରି କରାଯାଉଛି

    • @subodhajena7684
      @subodhajena7684 Před 21 dnem +11

      Right

    • @bijayanandadash5344
      @bijayanandadash5344 Před 21 dnem +6

      😅

    • @user-qv4hd2bq9f
      @user-qv4hd2bq9f Před 21 dnem +4

      Aau yanku ai sabu kana last pancha barsa re mone padila nahin? Jete bele bag bantu thile SE te bele bi mone padila nahin😂 pura pandua mane😂

    • @Lisa_02508
      @Lisa_02508 Před 21 dnem +4

      100 unit only(5.80*100=580) rupees only give nabin after he win the cm 😂😂

    • @saisuman5220
      @saisuman5220 Před 20 dny +1

      @@Lisa_02508ପିଠା ଯୋଜନା ଭଳି ଏ ପ୍ରଚାର ପାଇଁ ଉଦ୍ଦିଷ୍ଟ।

  • @deeptiranjanrout1492
    @deeptiranjanrout1492 Před 21 dnem +69

    ନବୀନ ବାବୁଙ୍କ ପ୍ରତି ଶ୍ରଦ୍ଧା ଅଛି କିନ୍ତୁ ଜ୍ବାଇଁଙ୍କ ପାଇଁ ନୁହେଁ। ଧନ୍ୟବାଦ।

    • @hariomm2301
      @hariomm2301 Před 21 dnem +3

      ତାମିଲ କଳାପାହାଡ ଓ ତାଙ୍କର କୀର୍ତଦାସ ହଟାଓ ଓଡ଼ିଶା ବଞ୍ଚାଓ 😂😂😂😂

    • @krushnadas1509
      @krushnadas1509 Před 21 dnem

      Jwain Kan kahar ?

    • @Save_Odisha_from_looters
      @Save_Odisha_from_looters Před 21 dnem +4

      5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି |
      ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ |
      ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

    • @deepakbhera5149
      @deepakbhera5149 Před 14 dny

      Jay shree Ram

  • @thedash.ing.
    @thedash.ing. Před 21 dnem +91

    ଓଡ଼ିଶା ବାସୀ ଙ୍କୁ କିଛି ମାଗଣାରେ ଦରକାର ନାହିଁ
    ରୋଜଗାର ଦିଅନ୍ତୁ...

    • @binaykumarpradhan2200
      @binaykumarpradhan2200 Před 21 dnem +6

      U r right
      ଶିକ୍ଷା ନହେଲେ କିପରି ଆୟ ବୃଦ୍ଧି ହେବ।
      ସ୍କୁଲ ରେ‌ ଶିକ୍ଷକ ନାହାନ୍ତି
      ସ୍କୁଲ ଘର ନାହଁ

    • @pradoshnayak999
      @pradoshnayak999 Před 21 dnem +1

      👍

    • @crimefiles153
      @crimefiles153 Před 21 dnem +5

      Rojagara thile masa ku 1000 Bill deiheba rojagara nathile 100 free hele kn heba magana khaile bhabisyata andhara heba kichhi Kari hebani

    • @supriyasahoo4400
      @supriyasahoo4400 Před 21 dnem +3

      Yes perfect

    • @SwarnaMohanty-hj5rs
      @SwarnaMohanty-hj5rs Před 21 dnem +1

      Magna chaula 5 kg lekha neuchha .

  • @sushantapolei6322
    @sushantapolei6322 Před 21 dnem +60

    ବହୁତ ହେଇଗଲା ଏଥର ଏ ସରକାର ବଦଳିବାଦରକାର

  • @mituprdhan2020
    @mituprdhan2020 Před 21 dnem +87

    ତାମିଲ ଗ୍ୟାରେଣ୍ଟି ଲୋକଙ୍କୁ ବୋକା ବନା ଉଛି ତାମିଲ

    • @SimanchalChaudhuri
      @SimanchalChaudhuri Před 21 dnem +1

      4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

    • @Save_Odisha_from_looters
      @Save_Odisha_from_looters Před 21 dnem +2

      5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି |
      ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ |
      ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

  • @bijayanandasatpathy9488
    @bijayanandasatpathy9488 Před 21 dnem +70

    ନବୀନ ବାବୁ ଯଦି ଏଥର ନିର୍ବାଚନରେ ଭାଗ ନେଇ ନ ଥାନ୍ତେ ତେବେ ଲୋକେ ତାଙ୍କୁ ଜଣେ ମହାପୁରୁଷ ଭାବି ଚର ଦିନ ପୂଜା କରି ଥାନ୍ତେ। କିନ୍ତୁ ଚୌକି ଲୋଭ ହିଁ ତାଙ୍କର 24 ବର୍ଷର ସୁନାମ କୁ ଧୂଳିସାତ କରିଦେବ ଏଇ ସନବାବୁ ଙ୍କ ପାଇଁ

  • @rabimohanty112
    @rabimohanty112 Před 21 dnem +132

    ମିଥ୍ୟକଥା, ରାଜ୍ୟକୁ ଧ୍ବସା କରିବାର ଯୋଜନା ଡକାଇତ ନବୀନ କହୁଛି.

  • @chakradharmishra5274
    @chakradharmishra5274 Před 21 dnem +62

    ନବୀନଙ୍କ ଦୁର୍ଦଶା ପାଇଁ ପାଣ୍ଡୁହିଁ ଦାୟୀ l

    • @prasantakumarswain3419
      @prasantakumarswain3419 Před 21 dnem +2

      ନବୀନ ଙ୍କ ଦୁର୍ଦ୍ଦଶା ଲୋକେ କୋଉଠି ଦେଖିଲେଣି, ଯେଉଁଦିନ ପ୍ରେମ ପଟ୍ଟନାୟକ ଆସି ତାଙ୍କୁ ଟେକି ଟେକି କି ନେବେ ମାମୁଁ ଘରକୁ, ସେଇଟା ପାଣ୍ଡିଆନ୍ ଦେଖିଲେ ଆମେ ଦେଖିବା ଦୁର୍ଦ୍ଦଶା କଣ ।

  • @durgaprasadsamantaray7084
    @durgaprasadsamantaray7084 Před 21 dnem +36

    ନବୀନ ଭାଲୁ ଲାଙ୍ଗୁଡ ଧରିଛନ୍ତି,ନ ଛାଡିଲେ ମଲେ ଆଉ ଛାଡିଲେ ବି ମଲେ।

  • @prasantakumarswain3419
    @prasantakumarswain3419 Před 21 dnem +40

    ନବୀନ ବାବୁ ଆପଣ ଯାହା ନିର୍ଭୟ ଗୁମର କଥା ରେ କହୁଛନ୍ତି ଦୟାକରି AI ଟେକ୍ନୋଲୋଜି ବ୍ଯବହାର କରି ଭାଷା କୁ ତାମିଲ୍ କରି ଦିଅନ୍ତୁ, ଯାହା ଖର୍ଚ୍ଚ ହେବ ମୁଁ ଦେବି ।

    • @iconicindrajit3660
      @iconicindrajit3660 Před 21 dnem +5

      sir kn kahile mo..mun b e katha re eka mata,ama tamil babu khandi odia bujhanti sudha odia bujhantini

  • @manoranjan34680
    @manoranjan34680 Před 21 dnem +26

    ସାର ନମସ୍କାର, ମୋ ମତରେ ପାଣ୍ଡିଆନ ଜଣେ ବୁଦ୍ଧିମାନ ଲୋକ ନୁହନ୍ତି, ସମୂଳେ ନିର୍ବୋଧ, ଏହା 100% ସାତ ଯେ ସେ ଯେତେ ପ୍ରଚାର କରିବେ ବିଜେଡି ସେତେ ତଳକୁ ତଳକୁ ଯିବ, ଏହା ମୋର ଚ୍ୟାଲେଞ୍ଜ, ଧନ୍ୟବାଦ ଜୟ ଜଗନ୍ନାଥ 🙏🙏🙏

    • @user-qv4hd2bq9f
      @user-qv4hd2bq9f Před 21 dnem +3

      Budhhiman heithile 5T under re sabu department thila, center ru budget asila, hele kama karein parileni, sesaku sasta rajniti rasta, one Kerala IAS Kurien flooded Gujrat with Milk, Pandian could not provide water , 😂

  • @KushaRaut-eg1yr
    @KushaRaut-eg1yr Před 21 dnem +46

    ପାଣ୍ଡୁ ର ଲୋଭ ରେ ଓଡ଼ିଆ ଆଉ ମୁକ ବୋକା ମୂର୍ଖ ହେବେ ନାହିଁ❤❤❤❤❤

    • @sanghamitradas371
      @sanghamitradas371 Před 21 dnem

      Paisa niya vote fulare diya

    • @Save_Odisha_from_looters
      @Save_Odisha_from_looters Před 21 dnem

      5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି |
      ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ |
      ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

  • @saisuman5220
    @saisuman5220 Před 21 dnem +17

    ପାଣ୍ଡିଆନ ଆଜି ସମ୍ବଲପୁର ରେ କହୁଛନ୍ତି ଓଡ଼ିଆ ବରପୁତ୍ରମାନଙ୍କ ନାମ। ମାତ୍ର ସେ ସ୍ବଭାବ କବି ଓ ସନ୍ଥକବି ଙ୍କ ନାମ ଉଚ୍ଚାରଣ ଭୁଲ କରିଛନ୍ତି। ଏହାକୁ କହନ୍ତି ଓଡ଼ିଆ ଅସ୍ମିତା.....

    • @arabindamishra4045
      @arabindamishra4045 Před 20 dny +1

      ଅକାଳ କୁସ୍ମାଣ୍ଡ ର ବାରବାଟୀ ଚାଷ। କି ପାଣ୍ଡିତ୍ୟ। ବିଜେଡି ନିଜର ଭସ୍ମାସୁର ଦ୍ୱାରା ଆପେ ଆପେ ବିନାଶ ହବ, କୌଣସି ବାହାର ର ଶକ୍ତି ର ଆବଶ୍ୟକତା ନାହିଁ।

  • @suryaprakashrath
    @suryaprakashrath Před 21 dnem +8

    ଏ ଅବସ୍ତା ପାଇଁ ଜଣେ ହିଁ ଦାୟୀ । ସେ କେବଳ ନବୀନ । କଣ୍ଟା ଗଛ ଲଗେଇଛି କିଏ ? ଆମ୍ବ ଫଳିବ କି ?

  • @DHARANIDHARMUNDA-wy6mo
    @DHARANIDHARMUNDA-wy6mo Před 21 dnem +19

    ନିଜେ ନବୀନ ବାବୁ ଜାଣି ନଥିବେ ଓଡ଼ିଶାରେ କେଉଁ କେଉଁ ଅଞ୍ଚଳରେ ବିଦ୍ୟୁତ୍ ଉତ୍ପାଦନ କାରଖାନା ଅଛି ?
    କେଉଁ ଜିଲ୍ଲାରେ ଅଧିକ ଜଳ ବିଦ୍ୟୁତ୍ ଉତ୍ପାଦନ ହୁଏ ?

    • @tilucreations
      @tilucreations Před 21 dnem +1

      Even he may not know that now Election is going on😅😅😅😅😅😅😅😅😅😅😅😅😅😅😅😅😅😊

  • @pradeeptamallick298
    @pradeeptamallick298 Před 21 dnem +18

    ଆଗରୁ କେବେ ଭୁବନେଶ୍ୱର ବାସି C,m ଙ୍କଙ୍କୁ ବାହାରକୁ ବାହାରିବା ଦେଖୁଥିଲେ କୀ ?

  • @netajidash9367
    @netajidash9367 Před 21 dnem +14

    ଗୁମାସ୍ତା କହିଲେ ୧୦୦ ୟୁନିଟ୍ ଫ୍ରି। ଫୋନରେ ବିଜ୍ଞାପନ କହୁଚି ୧୦୦ ରୁ ୧୫୦ ଫ୍ରି। ମୁଖିଆ କହିଲେଣି ବିଲ ଆଉ ଆସିବନି। ମୋ ମୁଣ୍ଡ ଗୋଳମାଳିଆ ହେଇ ଯାଉଚି।

  • @unlimitedstatus7362
    @unlimitedstatus7362 Před 21 dnem +16

    ଦୟାକରି ନିର୍ବାଚନ ସାରିବା ଯାଏ ପ୍ରତିଦିନ କିଛି ତଥ୍ୟ ମିଳିଲେ ବହୁତ ଭଲ ହୁଅନ୍ତା ସାର

  • @ranjankumarmohanta2003
    @ranjankumarmohanta2003 Před 21 dnem +6

    ଏ ଅପାରୋଗ ପଙ୍ଗୁ କ୍ରୀତଦାସ ଗୁମାସ୍ତା ସରକାର କୁ ହଟାଇ ଉପଯୁକ୍ତ ସରକାର ବାଛନ୍ତୁ 🙏🙏🙏🙏🙏

  • @padmanayak9883
    @padmanayak9883 Před 21 dnem +15

    ନବିନବାବୁ ଙ୍କ ପରିଣତ ବୟସରେ ତାଙ୍କର ପ୍ରତିଷ୍ଠା କୁ ଭି,କେ ପାଣ୍ଡିଆନ ନଷ୍ଟ କରିଦେଇଛନ୍ତି
    ଜୟ ଜଗନ୍ନାଥ

  • @dagreswargoud
    @dagreswargoud Před 21 dnem +17

    ଯେମିତି କଂଗ୍ରେସର ରାଜପୁତ୍ର ରାହୁଲ ଜୀ ସେପରି ବିଜେଡ଼ିର ପୋଶ୍ୟପୁତ୍ର ହେଲେ ପାଣ୍ଡିଆନ (ଦୁହେଁ ଦୁଇ ଦଳର ବିଲୋପ ହେବାର କାରଣ)

    • @SimanchalChaudhuri
      @SimanchalChaudhuri Před 21 dnem

      4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

    • @whatisthis1900
      @whatisthis1900 Před 21 dnem

      ​@@SimanchalChaudhuri🐕aaaaa chuchuuuu chuchuuu

    • @_mr___rajput
      @_mr___rajput Před 21 dnem +1

      ​@@SimanchalChaudhuriprati SHG group mahila nku 10000 dia gala ni 😂😂 kichhi dina tale saree pai 1000 dia gala 🤗

  • @Mrranaji5220
    @Mrranaji5220 Před 21 dnem +8

    ପଦ୍ମପୁର ଜିଲ୍ଲା କରିବାର ଯେନ୍ତା ସ୍ବପ୍ନ ଦେଖାଲେ ଠିକ୍ ସେହିପରି ବିଜୁଳି ବିଲ୍ ସ୍ବପ୍ନ ଦେଖାଉଛନ୍ତି

  • @PRADEEPKUMAR-hc9zz
    @PRADEEPKUMAR-hc9zz Před 21 dnem +57

    ଆପଣଙ୍କର ଏ ଭିଡ଼ିଓ ଦେଖିବା ଆଗରୁ ସେ ବିଜୁଳି ବିଲ୍ ର ବିଜ୍ଞାପନ ଆସିଲା😂😂😂

    • @Save_Odisha_from_looters
      @Save_Odisha_from_looters Před 21 dnem +3

      5T ର ଅର୍ଥ ହେଉଛି 5 ତାମିଲ୍ |ପାଣ୍ଡିଆନ୍, ମାଥିଭାଥାନନ୍, ପ୍ରଭାକରନ୍, କୃଷ୍ଣନ୍, ବାଲକ୍ରିଷ୍ଣା ଓଡିଶା ଶାସନକୁ ନିୟନ୍ତ୍ରଣ କରୁଛନ୍ତି |
      ପାଣ୍ଡୁ ଶ୍ରୀମନ୍ଦିର ରତ୍ନଭନ୍ଦରଙ୍କଠାରୁ ସମସ୍ତ ସୁନା ଚୋରି କରିଛି! ନିର୍ବାଚନ ପରେ ତାମିଲ ପାଣ୍ଡୁ ନବୀନଙ୍କୁ ହତ୍ୟା କରି ମୁଖ୍ୟମନ୍ତ୍ରୀ ହେବ |
      ପାଣ୍ଡୁ ସମସ୍ତ ଖଣି ଏବଂ ଟଙ୍କା ଲୁଟି ନେଇଛନ୍ତି | ଏହି ପାଞ୍ଚଟି ତାମିଲ ଆମର କାଞ୍ଚି ବିଜୟର ପ୍ରତିଶୋଧ ନେଉଛନ୍ତି | ତାମିଲ ପାର୍ଟି ବିଜେଡି ହାଟାଓ ! ଓଡିଶା ବଚାଓ ! ଜାଗ ଓଡିଆ ଜାଗ !

    • @abhayamishra3806
      @abhayamishra3806 Před 21 dnem +1

      Bajuchi Sankha, Asuchi July.....ବିଜୁଳି ବିଲ କୁ କର bye bye😂😂

  • @ramachandrasahoo3338
    @ramachandrasahoo3338 Před 21 dnem +4

    ଖୁବସୁନ୍ଦର ଆପଣଙ୍କ ଉପସ୍ଥାପନା ଶୁଣିବାକୁ ଖୁବ ଭଲଲାଗେ କାହିଁକିନା ସେଥିରେ ସବୁ ସତକଥା କୁହନ୍ତି ଆପଣ 🙏

  • @arjunbag5441
    @arjunbag5441 Před 21 dnem +4

    ସାର୍ ନମସ୍କାର,ଲୋକେ ସୁଧୁରିବା ଆରମ୍ଭ କଲେଣି ।ଏଥର ଦେଖନ୍ତୁ ବି,ଜେ,ପି ନିଶ୍ଚୟ ଆସିବ।

  • @ashutoshbarik5330
    @ashutoshbarik5330 Před 21 dnem +9

    ହଁ ସ୍ୱଚ୍ଛ ଭାବ ମୂର୍ତ୍ତି ଜଳ ଜଳ ଦୁଶୁଚି ୨ କୋଟି ଟଙ୍କାର ରାସ୍ତା ୨ ମାସ ଯାଉନାହିଁ

  • @kamalakantapanda8822
    @kamalakantapanda8822 Před 21 dnem +7

    ଚବିଶ ଘଣ୍ଟା ମଦ ପିଇ ଶୋଉଛି କହିଲେ ଏକଦମ ଠିକ. ମଦୁଆ ନବୀନା ଓଡିଶା ରେ ଚବିଶ ବର୍ଷ ଭିତରେ ଗୁଡିଏ ମଦୁଆ ତିଆରି କରି ବିଶ୍ୱ ରେକର୍ଡ କରିଛି.ଏହା ହିଁ ଓଡିଶା ର ବିକାଶ. ଆପଣ ମାନେ ଖୁସି ତ!

  • @MindfulVigilance
    @MindfulVigilance Před 21 dnem +10

    ଆପଣଙ୍କ ଭଳିଆ ଉଚ୍ଚଶିକ୍ଷିତ ସିନା ଏହା ଭାବୁଛନ୍ତି କିନ୍ତୁ ବେଶୀ VOTE କିଏ ଦେଉଛନ୍ତି ?ବସ୍ତିବାସିନ୍ଦା ଏସବୁ REALIZE କରୁଛନ୍ତି କି ?

  • @prasantakumarswain3419
    @prasantakumarswain3419 Před 21 dnem +14

    ଅସମ୍ଭବ, ମୁଁ ବିଜୁଳି ଵିଲ୍ ଦେବାରେ ଅଭ୍ୟସ୍ତ ତେଣୁ ମୁଁ ନିହାତି ଦେବି ନହେଲେ ମୁଁ ନିଜକୁ ଓଡ଼ିଆ ବୋଲି କହି ପାରିବି ନାହିଁ, ତାମିଲ୍ ତାମିଲ୍ ବାସିବି ।

  • @manasdas5715
    @manasdas5715 Před 21 dnem +7

    ଏକ ଦୁର୍ଭାଗ୍ୟଜନକ ପରିସ୍ଥିତି ଭିତରେ ଓଡ଼ିଶା ର ନେତା ଆଉ ଜନତା 😢

  • @manoranjansethi6623
    @manoranjansethi6623 Před 21 dnem +18

    ଏଥର ୪୦୦ ପାର୍

  • @susantasahoo9544
    @susantasahoo9544 Před 21 dnem +6

    ନବୀନ ଦାସ ବାବୁ,ଆପଣଙ୍କର ପ୍ରଥମ ପ୍ରଶ୍ନ (ବିଜୁଳି ବିଲ )ବାବଦରେ ଉତ୍ତର ହେଉଛି ନବୀନ ପଟ୍ଟନାୟକ ବାବୁ ଓଡ଼ିଶାର ଜନସାଧାରଣଙ୍କର ଉପକାର କରୁନାହାନ୍ତି ବରଂ ଉପହାସ କରୁଛନ୍ତି ।ଦ୍ୱିତୀୟ କଥା ହେଲା ନବୀନ ପଟ୍ଟନାୟକଙ୍କୁ କେହି ଦୁସ୍ତ ଅବସ୍ଥା କୁ ଆଣି ନାହାନ୍ତି,ସେ ନିଜେ ଏହା କରିଛନ୍ତି।ବିଧାୟକ ଓ ସାଂସଦଙ୍କ ସଂଖ୍ୟା ୧୬୮ , ଏ ସମସ୍ତେ ଜାଣିଛନ୍ତି pandian ବାବୁ ତାଙ୍କ ଅଞ୍ଚଳରେ ସଭା କଲେ,ତାହା ସେମାନଙ୍କର କ୍ଷତି ହୋଇପାରେ,ତଥାପି କେହି ପାଟି ଖୋଲୁନାହାନ୍ତି ।ତେଣୁ କଥାରେ ଅଛି '' ସମୟ ଖରାପ ବେଳେ ଘୋଡାମୁଂହ ପୁଅ ଜନ୍ମ ହୁଏ ।

  • @dhamirona8662
    @dhamirona8662 Před 21 dnem +16

    ମାଗଣା କହୁଛନ୍ତି ଏପଟେ 50 ରୁ 100 ୟୁନିଟ କଥା ପୁଣି କହିଁକି କହୁଛି ବିଜେଡି,ଏହା ଏକ ପ୍ରହେଳିକା

  • @swarajkumarbej3768
    @swarajkumarbej3768 Před 21 dnem +26

    ପଦ୍ମପୁର ଜିଲ୍ଲା ହେବା ସତପରି ବିଜୁଳି ବିଲ୍ ଛାଡ ହେବା କଥା ମଧ୍ଯ ସତ୍ଯ ଅଟେ।

    • @mr.rakesh1558
      @mr.rakesh1558 Před 16 dny +1

      Magana khaiba ku ketedina aneithiba kukura mane

  • @dillipkumarmeher6729
    @dillipkumarmeher6729 Před 21 dnem +6

    your nonstop , fluent & nonmistake NEWS is really
    ବାସ୍ତବ ଓ ଅତ୍ଯନ୍ତ ଶୃତିମଧୁର ...

  • @manoranjansethi6623
    @manoranjansethi6623 Před 21 dnem +25

    ଏଥର ହେବ ପରିବର୍ତ୍ତନ

  • @radhamadhabmishra2750
    @radhamadhabmishra2750 Před 21 dnem +29

    ଧୋକା,ଏହା ଏକ ପ୍ରବଞ୍ଚନା ।

    • @SimanchalChaudhuri
      @SimanchalChaudhuri Před 21 dnem +1

      4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

    • @SidharthMishra99
      @SidharthMishra99 Před 21 dnem +2

      ​@@SimanchalChaudhuri Bijuli Bill kebe bi Chad habani
      Aji jae ta heini,bidyut balaka rajya re

    • @whatisthis1900
      @whatisthis1900 Před 21 dnem

      ​@@SimanchalChaudhuriaaaa chuuuchuuuuuu aaaaa....🐕 kukurrr aaaaa chuchuu

  • @BiswajitMohanta-xh9pn
    @BiswajitMohanta-xh9pn Před 21 dnem +6

    ଏହି ବିଜୁଳି ବିଲ୍ ମୁଁ ଯାହା ଭାବୁଛି ସାଧାରଣ ଗୋଟିଏ ବିଜୁଳି ଉପଭୋକ୍ତା ବହୁତ ଅସୁବିଧା ରେ ରହିବ। ଅଜ୍ଞା ଏବେ ପା ବିଲ୍ ପଇସା ପୈଠ କରିକି ବି ଗୋଟିଏ ଗ୍ରାମ ରେ transfermoer ଟେ replacement pain ଗୋଟିଏ ମାସ ଲାଗି ଯାଉଛି। ଆଉ ମାଗଣା ସେବା ନେଲେ ତ ଗୋଟିଏ ବର୍ଷ ଲାଗି ଯିବ।ହେ ଓଡିଶା ବାସି ଟିକେ ଚିନ୍ତା ଧାରା ବଢନ୍ତୁ।🙏

  • @nandakumarjagdila7861
    @nandakumarjagdila7861 Před 21 dnem +5

    Nirbhay Samachar sunibaku mate bahuta khusi lage

  • @sarojrout9173
    @sarojrout9173 Před 21 dnem +4

    ନବୀନ ସରକାର ୨୦୧୯ ରେ କହିଥିଲେ ବିଜୁଳି ମାଗଣା ଦିଆଯିବ ହେଲେ ମିଳିଲାନି ବିଜେଡି ଯୋଜନା ହେଉଛି ପାଣି ର ଗାର ନିର୍ବାଚନ ସରିଲେ ନବୀନ ଭୁଲିଯାନ୍ତି

  • @bmrout0
    @bmrout0 Před 21 dnem +16

    ଭାରତୀୟ ଜନତା ପାଟି ତା ଷ୍ଟାର ପ୍ରଚାରକ ଲିଷ୍ଟ ର 1ନମ୍ବର ଲିଷ୍ଟ ରେ ଭି. କେ ପାଣ୍ଡିଆନ ଙ୍କ ନାମ ରଖିବାର ଥିଲା

  • @rameswar3765
    @rameswar3765 Před 21 dnem +9

    ବଡ ମାୟାବୀ ଜୀବ ଏ ନୂହେଁ କାହାରି
    ଦିନେ ନଭଜୁ ରାମ କୃଷ୍ଣ ଶ୍ରୀହରି ।
    ପାଣ୍ଡୁର କଥା ରେ ପଡି ଦେଲୁ ସଭିଙ୍କୁ ପର କରି ।
    ପାଣ୍ଡୁର ପାଇଁ ତୁମ ଅବସ୍ଥା ହେଲା ଏପରି।
    ଜୟ ଜଗନ୍ନାଥ

  • @successfullife6722
    @successfullife6722 Před 21 dnem +32

    ସବୁ ଥର ପରି ଧୋକା ମିଳିବ l

    • @SimanchalChaudhuri
      @SimanchalChaudhuri Před 21 dnem

      4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

    • @whatisthis1900
      @whatisthis1900 Před 21 dnem +1

      ​@@SimanchalChaudhuriheiiireee au gote 500tankia kukura 🐕🐕🐕🤣🤣🤣...aaaa chuuuuuchuuuuuu

  • @Narendramodifn
    @Narendramodifn Před 21 dnem +4

    ମିଛ ଆଜ୍ଞା ନବୀନ ବାବୁଙ୍କର ଉପରେ କାହାରି ଶ୍ରଧା ନାହିଁ ବର୍ତ୍ତମାନ କେବଳ ଟଙ୍କା ଓ ଜନତା ଭୋଟ ଦେଲା ପରେ ଏଭିଏମ ସିଲ କରନ୍ତି ନାହିଁ ଓ ପରେ କାରସାତ କରିବା ଜାଣନ୍ତି ସରକାର କଳ ଅଫିସର ବଳରେ ଏମାନେ ଆମେ ଜିତିକି ଅଛୁ ବୁଲି କହିପାରୁଛନ୍ତି ଏହା ଶହେରୁ ଶହେ ସତ ଜୟ ଶ୍ରୀରାମ

  • @edumatters4986
    @edumatters4986 Před 21 dnem +6

    ଅପାରଗ, ଅଲାଜୁକ, ସ୍ଥାନୁ ନବୀନ, ପାଣ୍ଡିଆନ ଏତେ ବର୍ଷ ହେଲା କୋଉଠି ଶୋଉଥିଲେ କେଜାଣି।।bjd ର mla ମାନଙ୍କ ଦେହରେ ସତରେ ନାଲି ରକ୍ତ ପ୍ରବାହିତ ନା ନାଲି ମଦ ପ୍ରବାହିତ।।।ଯାହା ବି ହଉ ଆପଣ ଲୋକଙ୍କୁ ଏତେ ସଚେତନ କରିବାକୁ ସର୍ବଦା ଚେଷ୍ଟିତ ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା।।ଗୋଟେ ନବୀନ ଆଉ ଗୋଟେ ନବୀନ ଙ୍କର ଭିତରେ କେତେ ଫରକ୍❤

  • @SangitDewana
    @SangitDewana Před 21 dnem +18

    ପୁରା ମିଛ କଥା....ଗାଲୁଆ ସରକାର...

    • @SimanchalChaudhuri
      @SimanchalChaudhuri Před 21 dnem +1

      4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

    • @whatisthis1900
      @whatisthis1900 Před 21 dnem

      ​@@SimanchalChaudhuri🐕aaaaa chuchuuuu chuchuuu

  • @manoranjansethi6623
    @manoranjansethi6623 Před 21 dnem +15

    Phir Ek Baar Modi Sarkar

  • @manoranjansethi6623
    @manoranjansethi6623 Před 21 dnem +24

    ଏଥର ମୋଦି ସରକାର

  • @skdreamland8486
    @skdreamland8486 Před 21 dnem +32

    ସବୁ BJD ର ଗପ। Application ଦେବେ approval ହେଇକି ଆସୁ ଆସୁ late

  • @user-yd7dq7ij6w
    @user-yd7dq7ij6w Před 21 dnem +21

    ନବୀନସାଙ୍ଗେ. ପାଣ୍ଡିଆନ
    ବିଜପିର ଷ୍ଟାର ପ୍ରଚାରକ ଲୋକେ କହୁଛନ୍ତି

  • @jayjagarnath443
    @jayjagarnath443 Před 21 dnem +5

    ବିଜୁଳି ବିଲ ସିନା ଦେବେନି
    ହେଲେ ଖଣି ବିଲ ଆଉ କେହି ପାଇବେନି
    2029 ଯାଏ

  • @umeshsahoo8295
    @umeshsahoo8295 Před 21 dnem +18

    ଏଟା ପୁରାଭୋଟ ଉପହାର

  • @upendrakumarbiswal4682
    @upendrakumarbiswal4682 Před 21 dnem +4

    ଜୁଲାଇ ମାସରେ ବିଜୁଳି ଛାଡ଼ ମିଥ୍ୟା ପ୍ରଚାରକ ଭି କେ ପାଣ୍ଡିଆନ ଆମ ମୁଖ୍ୟମନ୍ତ୍ରୀ ଙ୍କୁ ଦୁଃଖ ଦେଇଗଲା ଦରଦୀ ବନ୍ଧୁ ଭଳି ନାଟକ କରିଦେଲେ.

  • @BishnucharanRay-xy5ox
    @BishnucharanRay-xy5ox Před 21 dnem +6

    କେଉଁ କଥା ସତ electry ବିଲ୍ଲ ସବୁ ଛାଡ
    100 quinit ବିଲ ଛାଡ
    200 qunit ବିଲ ଛାଡ଼
    90% ବିଲ ଛାଡ଼.
    କେଉଁଟା ସତ୍ୟ

  • @bhagirathidasodisha.6934
    @bhagirathidasodisha.6934 Před 21 dnem +2

    ସତ୍ୟ ଆଧାର ରେ ନିର୍ଭୟ ଗୁମର କଥା
    ସଚେତନ ନାଗରିକ ଙ୍କ ମନ ଜିତି ପାରିଛନ୍ତି
    ଧନ୍ୟବାଦ

  • @santoshbai6488
    @santoshbai6488 Před 21 dnem +32

    Ab ki bar 400 par

  • @supriyasahoo4400
    @supriyasahoo4400 Před 21 dnem +3

    ଅପ୍ରିୟ ସତ୍ୟ କହିଦେଲେ sir ଆପଣ

  • @unconsciouslove8423surjya
    @unconsciouslove8423surjya Před 21 dnem +11

    ସବୁ ପାଇବାକୁ ହେଲେ କିଛି ତ ଦେଖେଇ ବାକୁ ପଡିବ

  • @AlineOp
    @AlineOp Před 21 dnem +2

    କଣ ପାଇଁ ଏ ମାଗଣା ପ୍ରହସନ ଏଟକା ଆଣିବେ କେଉଁଠାରୁ ଏସବୁ ରେ ରାଜ୍ୟ କେବେ ହେଲେ ଆଗେଇ ନ ପାରେ

  • @manoranjansethi6623
    @manoranjansethi6623 Před 21 dnem +23

    Abki Baar 400 Paar

  • @prakashsahoo1241
    @prakashsahoo1241 Před 21 dnem +9

    ଧୋକାବାଜ୍

    • @SimanchalChaudhuri
      @SimanchalChaudhuri Před 21 dnem

      4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

    • @whatisthis1900
      @whatisthis1900 Před 21 dnem

      ​@@SimanchalChaudhuri🐕aaaaa chuchuuuu chuchuuu

  • @BishnucharanRay-xy5ox
    @BishnucharanRay-xy5ox Před 21 dnem +6

    ପାଣ୍ଡିଆନ ଠାରୁ ବେଶୀ ଦାଈ bjd mla mp ମାନେ ପାଟିରେ ମଣ୍ଡା ପଶି ଚିକି

  • @rabindrapradhan7646
    @rabindrapradhan7646 Před 21 dnem +13

    ଭୋଟ ପାଇବା ପାଇଁ , କେତେ ନାଟ । ବିଲ ଆସିବନି ? ନା ଭୋଟ ପ ଇଗଲା ପରେ 2-80 ପଇସା ଯାଗାରେ ଡବଲ ନେବେ , ପୁଣି ପାଞ୍ଚ ବର୍ଷ ଓଡିଶା କୁ ଲୁଟିବେ।

    • @SimanchalChaudhuri
      @SimanchalChaudhuri Před 21 dnem

      4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

    • @rashmidiptanayaksenapati4514
      @rashmidiptanayaksenapati4514 Před 15 dny

      ​@@SimanchalChaudhuri100 - 200 tanka discount heigale loka sabu dhani heijibe. Bahut bada discount karidele bodhe!!!!?

    • @SimanchalChaudhuri
      @SimanchalChaudhuri Před 15 dny

      Discount ଟା ବଡ଼କଥା ନୁହଁ କଥା ହଉଛି ମିଛ କହୁଛନ୍ତି ବିଜୁଳି ବିଲ୍ ଛାଡ ହେବନାହିଁ କହୁଛନ୍ତି l

  • @binaykumarpradhan2200
    @binaykumarpradhan2200 Před 21 dnem +8

    Electric free hele power cut 10 ghanta heba
    Ratire au ball jaliba nahin.

    • @Ambulrai
      @Ambulrai Před 21 dnem +1

      Samasta ka bill 150 unit uparaku....tahele free kahaku ??😂😂😂😂

  • @biranchinarayanmishra160
    @biranchinarayanmishra160 Před 21 dnem +6

    Bijuli asibani ki bill asibani

  • @niranjanmallick2722
    @niranjanmallick2722 Před 21 dnem +2

    Sir mu apnak nirbhaya gumar Kath ku 2year hela dekuchi bhuta Sundar alchna apnku bauta bauta dhanyabad.

  • @sureshchandradash6900
    @sureshchandradash6900 Před 21 dnem +3

    ଏହା 100% ମିଥ୍ୟା କଥା, ଓଡିଶାବାସୀଙ୍କୁ ଲଲି ପପ ଧରାଇଲେ ଅନ୍ୟ ଲଲି ପପ ପରି

  • @supriyasahoo4400
    @supriyasahoo4400 Před 21 dnem +3

    ମୋଟେ pandian nku ଗ୍ରହଣ କରିହଉନି

  • @L.kstatus694
    @L.kstatus694 Před 21 dnem +5

    Scheme election ପରେ expired ହେଇଯିବ😂😂

  • @apartibehera6122
    @apartibehera6122 Před 21 dnem +2

    ଓଡ଼ିଶା ର ମୁଖିଆ ଚବିଶ ଘଣ୍ଟା ମଦ ପଇ ଶୁଇଲେ ବୋଧ ହୁଏ ରଙ୍ଗିଲା ସିନେମା ଦେଖିବାରେ ବ୍ୟସ୍ତ ରୁହନ୍ତି। ଅନ୍ଧକୁ ପର୍ପଣ ଦେଖାଇବା ପରି ମନେ ହୁଏ।

  • @PrafullasahuBanbaspali
    @PrafullasahuBanbaspali Před 21 dnem +2

    ଘର ବିଦ୍ୟୁତ ବିଲ ଛାଡ ନକରି ଚାଷ କାମରେ ଲାଗୁଥିବା ବିଲ ଛାଡ କରାଯାଉ ସମସ୍ତ ସରକାର ଙ୍କୁ ଅନୁରୋଧ

  • @damayantimahanta157
    @damayantimahanta157 Před 21 dnem +3

    Thank you nirbhayagumara katha

  • @bagarfarming9632
    @bagarfarming9632 Před 21 dnem +4

    Thare matra odisha sarkar change kara.

  • @prafullamishra6535
    @prafullamishra6535 Před 21 dnem +2

    ବିଜୁଳି ବିଲ୍ ନ ଆସିବା ଉଦ୍ଭଟ ଚିନ୍ତାଧାରା। ଯାହା ଜଣା ପଡ଼ୁଛି ଓଡ଼ିଶାରେ ଯେତିକି ମିଟର ଅଛି ତାର 90% ମିଟରକୁ ବିଲ୍ ନ ଆସିବା ଆଉ ଏକ ମିଥ୍ୟାଚାର।

  • @Bnbwq7133
    @Bnbwq7133 Před 21 dnem +2

    Sir,apananka pratyek episode re bahuta mullyaban o 100% sata ghatana ku upasthapana kruchhanti,apnanku ashesh ashesh dhanyabad

  • @bigyanbihariswain1440
    @bigyanbihariswain1440 Před 21 dnem +3

    Very good comparison with Rahul Gandhi.

  • @ritesh.panipani4472
    @ritesh.panipani4472 Před 21 dnem +5

    ଜୁଲାଇ ମାସରୁ ବିଜୁଳି ଆସିବାର ନାହିଁ....

  • @trilochannayak9747
    @trilochannayak9747 Před 17 dny

    👌💐 ଅପ୍ରୀୟ ନିଛକ ସତ୍ଯ ପ୍ରସଙ୍ଗ ଉପସ୍ଥାପନ କରିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ

  • @rajeshkumarpanda6202
    @rajeshkumarpanda6202 Před 21 dnem +3

    Delhi re 200 unit jaen free hela bele odishare bijuli generation heiki bi 50 unit free boli prachar karajauchi sethi puni t&c lagibaku jauchi.. odia loka tara uchit jabab debe

  • @debashishkar3647
    @debashishkar3647 Před 21 dnem +3

    hirakud dam re pani nahi.....solar park gute bi nahi...😂😂😂

  • @sibasaktisatapathy7545
    @sibasaktisatapathy7545 Před 21 dnem +2

    ଆଜ୍ଞା, ଇ ଏ ପାଗଲର ପ୍ରଲେପ ମାତ୍ର।

  • @biswanathpadhy8371
    @biswanathpadhy8371 Před 21 dnem +1

    ମିଛର ସମ୍ରାଟ ପାଣ୍ଡ୍ୟାନ।ବିଜୁଳି ବିଲ ପ୍ରାୟ ସମସ୍ତ କର 150 unit ରୁ ଅଧିକ।ତେଣୁ ସମସ୍ତ କର ବିଲ ଆସିବ ହିଁ ଆସିବ।

  • @suvanarayansankhua8619
    @suvanarayansankhua8619 Před 21 dnem +5

    Jay BJP Jay BJP 👍👍👍👌👌👌

  • @kalpanaparida3178
    @kalpanaparida3178 Před 21 dnem +3

    Bijuli bill chhada sabu michha

    • @SimanchalChaudhuri
      @SimanchalChaudhuri Před 21 dnem

      4ତାରିଖ ପରେ ଜଣାପଡ଼ିବ କୋଉ ଦଳର ରୋଡସୋରେ ଅଧିକା ଲୋକ ଥିଲେ ଆଉ ବିଜୁଳି ବିଲ୍ ଛାଡ ହବକି ନାଇଁ ସେ ଦିନ ଜଣାପଡ଼ିବ ଭକୁଆ ମିଛୁଆ ଟାଉଟର କିଏ l

    • @whatisthis1900
      @whatisthis1900 Před 21 dnem

      ​@@SimanchalChaudhuri🐕aaaaa chuchuuuu chuchuuu

  • @moments4842
    @moments4842 Před 21 dnem +2

    I don't want free electricity. In fact, we're ready to pay for electricity if the billing and supply of electricity gets better and corruption-free. We don't want freebies in every day-to-day life.

  • @sankarnayak-tp1ye
    @sankarnayak-tp1ye Před 21 dnem +1

    ଯଦି ବିଜୁଳି ବିଲ ଆସିବନି ତାହେଲେ ମିଟର. କାହିଁକି ଲାଗିଛି ଜଲଦି ମିଟର ହଟାଯାଉ ତାହେଲେ ଜାଣିବୁ ବିଜୁଳି ଫ୍ରି 🙏🙏🙏🙏🙏🙏🙏

  • @rajendrabehera8215
    @rajendrabehera8215 Před 21 dnem +5

    ଓଡିଆ ଲୋକଙ୍କୁ ଭୁଆ ବୁଲାଭଛନ୍ତି ା

  • @Subhas12552
    @Subhas12552 Před 21 dnem +3

    ନବୀନ ବାବୁ ଜଣେ ବିଚକ୍ଷଣ ବ୍ୟକ୍ତିତ୍ଵ ତାକୁ ସାନ ବାବୁ କଳୁଷିତ କରିଦେଲେ , ଏ କଥା ଭାବିଲେ ଭାରି ଦୁଃଖ ଲାଗୁଛି।

  • @sanatananayak3288
    @sanatananayak3288 Před 21 dnem +1

    କେନ୍ଦ୍ରିୟ ସରକାରଙ୍କୁ ଅନୁରୋଧ ଯେଉଁ ଯେଉଁ ସ୍ଥାନରେ ଭୋଟ ହେବାକୁ ଅଛି ସେହି ସ୍ଥାନ ମାନଙ୍କରେ ଅଧିକରୁ ଅଧିକ କେନ୍ଦ୍ରୀୟ ପୋଲିସ୍ ବାହିନୀକୁ ମୂତୟନ କରନ୍ତୁ। କାରଣ ହିଂସା ପ୍ରକଟ ହେବାର ସମ୍ଭାବନା ଅଧିକ।

  • @saratmishra7100
    @saratmishra7100 Před 21 dnem +2

    BJD ର ଶେଷ ସମୟ ବୋଧେ।
    କଥାରେ ଅଛି ୧୨ ବର୍ଷର ତପସ୍ୟା ଶୁଖୁଆ ଝୋଳରେ ଗଲା।
    ସେହି ପରି ଅବସ୍ଥା ହେବାକୁ ଯାଉଅଛି ବୋଧେ।।।।।

  • @manojbabu6690
    @manojbabu6690 Před 21 dnem +2

    👍

  • @bibhudattanayak1099
    @bibhudattanayak1099 Před 21 dnem +2

    Regarding freebies Supreme Court should have to interfere. If this tendency continues then we are having 143 crores of population will die in starvation. In our village I am seeing that the people are totally idle .There is no incentives for farmers. They becoming poorer to poorer.

  • @jagabandhusahoo7491
    @jagabandhusahoo7491 Před 21 dnem

    ବହୁତ ବହୁତ ଧନ୍ୟବାଦ ମୋର ଆପଣଙ୍କୁ

  • @user-co8kp4tj6c
    @user-co8kp4tj6c Před 21 dnem +1

    ନିର୍ବାଚନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ସପ୍ତାହର ସାତ ଦିନ "ନିର୍ଭୟ ଗୁମର କଥା "କାର୍ଯ୍ୟକ୍ରମ ଚାଲୁ ରଖିବାକୁ ଅନୁରୋଧ।

  • @dasbabu80
    @dasbabu80 Před 19 dny

    ଆପଣଙ୍କ ଆଲୋଚନା ଅତି ଉଚ୍ଚ କୁଟୀର, ଏମିତି ଜାରି ରଖନ୍ତୁ, ଜୟ ଶ୍ରୀରାମ, ଜୟ ଜଗନ୍ନାଥ 🙏🙏🙏

  • @rachitgarg448
    @rachitgarg448 Před 21 dnem +1

    I follow you from outside India! Your work is top class!

  • @gobindapadhan145
    @gobindapadhan145 Před 21 dnem

    ଜୟ ଶ୍ରୀରାମ

  • @basantapattnaik7812
    @basantapattnaik7812 Před 21 dnem +2

    ସାର ଜୁଲାଇ ମାସରେ ଇଲେକ୍ଟ୍ରି ବିଲ ଆସିବ ନିହାତି l ଅଘକୁ ମଧ୍ୟ୍ୟ ପ୍ରତେକ ମାସରେ ବିଦୂତ ବିଲ ଆସିବ ରିହାତି 50ୟୁନିଟ ହେଇପାରେ କିଛି ଗେରେଣ୍ଟି ନାହିଁ କିନ୍ତୁ ଗାଁ ଏବଂ ସହର ର ବସ୍ତି ବାସିନ୍ଦା ଭାବିଛନ୍ତି ଇଲେକ୍ଟ୍ରିକ ବିଲ ଆଉ ତାଙ୍କୁ ଜୁଲାଇ ମାସରୁ ଦେବାକୁ ପଡିବ ନାହିଁ l ପାଣ୍ଡିଆନ ଓରଫ ପାଣ୍ଡୁ ଓଡ଼ିଆ ଲୋକଙ୍କୁ ହାରିକିନି ଦେଖାଇ ଭୋଟ ଜିତିବା ବିଜେଡି ଆଶା ରଖିଛି l

  • @SamirDas-xm2vn
    @SamirDas-xm2vn Před 21 dnem

    ଏଇଠି ନବୀନ ଯୁଗ ଶେଷ