Janamancha 11 MAY 2024|ନିମାପଡ଼ା ରେ ସମୀର ନାହିଁତ ଶଙ୍ଖ ନାହିଁ

Sdílet
Vložit
  • čas přidán 15. 05. 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    CZcams: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #bastubichara#OdishaTV #OTV

Komentáře • 296

  • @dibyajyotimohanty0180
    @dibyajyotimohanty0180 Před 19 dny +17

    ପ୍ରଭାତୀ ପରିଡ଼ା ନିମାପଡା ନିର୍ବାଚନ ମଣ୍ଡଳୀ ରେ ଜଣେ ଭଲ ଲିଡର
    ଆଉ ସମୀର ଦାସ ହିଁ ନିର୍ଣ୍ଣାୟକ ଭୂମିକା ନେବେ

  • @BirendraNayeak
    @BirendraNayeak Před 18 dny +33

    ସମୀର ଦାସ ଙ୍କ ହାତରେ ବହୁତ୍ ବଡ ଭୋଟ ବ୍ୟାଙ୍କ 100%

    • @malayaranjanpati94
      @malayaranjanpati94 Před 15 dny +5

      🎉😂🎉😂.....😍❤️😍❤️....

    • @Papun77745
      @Papun77745 Před 15 dny

      To bhali chamcha nku chhadile au kehi vote debeni khandi ku

    • @jharanalenka8589
      @jharanalenka8589 Před 12 dny +1

      ବହୁତ ଭୋଟ୍ ଥିଲା ସ୍ବଧିନ ରେ ଠିଆ ହେଲାନି

  • @dibakarsethi5396
    @dibakarsethi5396 Před 22 dny +18

    ସିଦ୍ଧାର୍ଥ ଭାଇ ଆପଣ ଠିକ କଥା କହିଛନ୍ତି, ସମୀର ଦାସ --ଢେଙ୍କାନାଳ ନଚେତ ଝାରପଡା 🙏🙏🙏🙏

  • @patrastudycentre3497
    @patrastudycentre3497 Před 22 dny +57

    ସିଦ୍ଧାର୍ଥ ବାବୁଙ୍କୁ ଭୋଟ ଦିଅ, କଂଗ୍ରେସ କଥା ଭାବ ନାହିଁ,I am a supporter of BjP

  • @BobbyVisionPuri
    @BobbyVisionPuri Před 19 dny +7

    ସିଦ୍ଧାର୍ଥ ଜଣେ ଭଲ କର୍ମୀ

  • @LipunBarik-wu6el
    @LipunBarik-wu6el Před 18 dny +7

    ୧--ପ୍ରତି ୫ବର୍ଷ ରେ ନେତା ବଦଳି ବା ଦରକାର
    ୨--୧୦ବର୍ଷ ରେ ପ୍ରଧାନମନ୍ତ୍ରୀ ମୋଦୀ jaha କରିଛି ଛନ୍ତି ଲୋକ BJP ମୁହଁl
    ୩--BJD ନିଜେ ଏମେଲ ଏମ୍ପି ମାନଙ୍କୁ ଖାତିରି କଲାନି
    ୪--ପଣ୍ଡିଆନ ମୁଠାରେ ଓଡ଼ିଶା ଚାବି ସବୁ ଲୋକ ଯାନିଲେଣି

  • @Surendra-um8te
    @Surendra-um8te Před 22 dny +24

    Sidartha coments write

  • @dibakarsethi5396
    @dibakarsethi5396 Před 22 dny +16

    ଭୋଟ for ସିଦ୍ଧାର୍ଥ ରାଉତରାୟ

  • @pramoddash5937
    @pramoddash5937 Před 17 dny +8

    Modi ji Jindabad BJP jindabad

  • @sanatkumar3113
    @sanatkumar3113 Před 22 dny +64

    ପୁରା ଓଡିଶା ରୁ ଶଙ୍ଖ ଗେଣ୍ଡା ହୋଇସାରିଛି। ତାମିଲ ମୁକ୍ତ ଓଡିଶା ହେବାକୁ ଯାଉଛି।

  • @dibakarsethi5396
    @dibakarsethi5396 Před 22 dny +30

    ସିଦ୍ଧାର୍ଥ ରାଉତରାୟ ଜଣେ ଭଲ ଲିଡର ନିମାପଡା ବାସୀଙ୍କ ପାଇଁ.

  • @pratapkumar1060
    @pratapkumar1060 Před 22 dny +13

    Siddharth bhai bhali jane candidates paichanti nimapada loka bahut bhagyaban

  • @rkentertainment3226
    @rkentertainment3226 Před 22 dny +9

    ଭୋଟ ଫର୍ ସିଦ୍ଧାର୍ଥ ଭାଈ। ❤❤❤❤ ଭଲ ବ୍ୟକ୍ତି ଭଲ ନେତା ହୋଇ ପାରିବ।

  • @sushantasahu2817
    @sushantasahu2817 Před 22 dny +11

    Very nice speech Sidharth sir

  • @sasanksekharaswain9208
    @sasanksekharaswain9208 Před 21 dnem +7

    ସମୀର ଗଲେ , ଦିଲ୍ଲୀପ ହାରିବେ , ଆରଥରକୁ ନୁଆ ନେତା

    • @ExcitedBoatLake-pf2qs
      @ExcitedBoatLake-pf2qs Před 15 dny +1

      Sameer ra politics career sesha aau nuhn se prabhati sameer das ku gothaa maari bahar Kariba se kahichi das taanka adarsha nuhn

  • @ashiskumarsahoo5164
    @ashiskumarsahoo5164 Před 22 dny +22

    Vote for sidharth routray

  • @samarmohapatra-jr3ne
    @samarmohapatra-jr3ne Před 15 dny +1

    ସୁନ୍ଦର ପରିକଳ୍ପନା ଜନମଞ୍ଚ ର ମହାସଂଗ୍ରାମ

  • @user-tj1gp6qk6o
    @user-tj1gp6qk6o Před 22 dny +15

    Sidhartha sir jabardasta attacks

  • @harekrishnamajhi4326
    @harekrishnamajhi4326 Před 17 dny +2

    good opinion ..siddharth bhai

  • @birupakshyajena609
    @birupakshyajena609 Před 17 dny +3

    Are vai Routaray vai best

  • @TiluartGallery
    @TiluartGallery Před 22 dny +17

    Sridhanta is great person for nimapada

  • @subodhmohanty2409
    @subodhmohanty2409 Před 22 dny +8

    Sidharth Routray is a good candidate to vote for.

  • @user-eu8xd7sw6s
    @user-eu8xd7sw6s Před 19 dny +2

    99 ମସିହା ମହା ବାତ୍ୟା ର ଅସଲ ହିରୋ ବାଜପାୟୀ ଙ୍କ ଦୟାରୁ ତାଙ୍କ ନିର୍ଦେଶ ଅନୁସାରେ କାର୍ଯ୍ୟ k😊ଆରିଥିଲେ. ଯେତେବେଳେ ପାକଘର ଅନୁଦାନ 20 ହଜାର ଥିଲା ସେତେବେଳେ 500 କୋଟି tanka b😘ବାଜପାୟୀ ଦେଇଥିଲେ, ତାପରେ jetatanka. ଟଙ୍କା. ଦରକାର ଦେଇଥିଲେ. ପରେ ନବୀନ ବିଜେପିକୁ,,,,

  • @FAKIRJENA-du2zs
    @FAKIRJENA-du2zs Před 22 dny +4

    ପାଣ୍ଡୁ ନବିନ ଯୋଡି ଓଡ଼ିଶା ରାଜ କୋଶ ଦେଲେ ତାଡି l ବିଜେପି ସରକାର ଆସି ଏହି ଦୁଇ ଆସାମୀ ମାନଙ୍କ ବେକ ଦେବ ମୋଡ଼ି

  • @FAKIRJENA-du2zs
    @FAKIRJENA-du2zs Před 22 dny +32

    ନବିନ ସବୁବେଳେ ସୋଇ ରହିଛି l ପ୍ରଚାର ପ୍ରସାର ପାଇଁ ପାଣ୍ଡୁ ତାକୁ ବାଧ୍ୟ କରି ଧରି ଆଣି ଲୋକ କୁ ଦେଖାଉ ଅଛି

  • @amulyakumarpanda1158
    @amulyakumarpanda1158 Před 17 dny +1

    Arise and awake. Save Odisha from ruling by outsiders. Let N step down in view of his physical and mental health.

  • @anandaranajit7322
    @anandaranajit7322 Před 19 dny +3

    ତୋଭଳିଆ ଵେଇହା ଜଗତରେ କେହି ନାହିଁ

  • @priyaranjanofficial4878
    @priyaranjanofficial4878 Před 19 dny +1

    Odisha ra janata ku 500 mansha dela aau jitiba

  • @sanjuktabehera7052
    @sanjuktabehera7052 Před 21 dnem +1

    ଯାହା ହେଉ ଓଟିଭି ବାଲାଙ୍କ ଏତେ ଦିନେ ସମୀର ପ୍ରେମ ହେଲା।

  • @rkentertainment3226
    @rkentertainment3226 Před 22 dny +1

    ବିକଳ୍ପ ନାହିଁ ଏଇଟା ବୋକା ଲୋକର ଭାଷା। ବିନା ସୁଯୋଗରେ ବିକଳ୍ପ ତିଆରି ହେବେ ନାହିଁ। ଜନ୍ମରୁ ନେତା ହୁଅନ୍ତି ଭଳି କଥା କହୁଛ।🎉🎉🎉🎉🎉 ତୁମକୁ ବିକଳ୍ପ ଦେଖା ଯିବ ନାହିଁ କାରଣ ତୁମେ ଅନ୍ଧ। ହୋଇଯାଇଛ।

  • @saritapradhan7360
    @saritapradhan7360 Před 22 dny +3

    Nimapadare kebala phula phutiba, pravati apa win

  • @jayantibehera5126
    @jayantibehera5126 Před 10 dny

    ଏମାନଙ୍କ ଭିତରେ ସମସ୍ତଙ୍କ ଠାରୁ ବଳିଷ୍ଠ ଚିନ୍ତାଧାରା ର ନେତୃତ୍ୱ ହେଉଛନ୍ତି ସିଦ୍ଧାର୍ଥ ବାବୁ ; ତାଙ୍କ ଚିନ୍ତାଧାରା ରେ ନୂତନତ୍ବ ଅଛି , ଓଡ଼ିଆତ୍ଵର ବାସ୍ନା ଅଛି ।
    ଆଶା କରାଯାଏ ଏ ନିର୍ବାଚନ ତାଙ୍କ ସପକ୍ଷରେ ଯାଇ ନ ପାରେ ; କିନ୍ତୁ ଆଗାମୀ ଓଡ଼ିଶା ଏକ ଉଜ୍ଜ୍ୱଳ ନେତୃତ୍ୱ ପାଇବାକୁ ଯାଉଛି।
    ବାକି ରହିଲେ , ଅନ୍ୟ ତାର୍କିକ ମାନେ -
    ସେମାନଙ୍କ ବକ୍ତବ୍ୟ ଓ ଚିନ୍ତାଧାରା ଆଦୌ ଭଲ ଲାଗିଲା ନାହିଁ ।
    ପୁଣି ଆଶା କରାଯାଉଛି , ବି ଜେ ପି
    ସପକ୍ଷରେ ଏ ନିମାପଡ଼ା ଆସନଟି ଯାଇପାରେ ।
    ❤ ।। ଜୟ ଜଗନ୍ନାଥ ।। ❤

  • @pabitrapradhan9792
    @pabitrapradhan9792 Před 21 dnem +1

    ଆପଣ କଣ କହୁଛନ୍ତି? ସମୀର ଦାସ କଣ ସବୁବେଳେ ଥିବେ? ସବୁବେଳେ ଆମେ ପରିବର୍ତ୍ତନ ଚାହୁଁଛୁ। ପ୍ରଭାତୀ ଅପା କୋଉଠି ଥିଲେ? ସେ ପ୍ରତି ପାଞ୍ଚ ବର୍ଷ ରେ ଗୋଟେ ଥର ଦେଖାଦେବେ। ଆଉ ମଝି ରେ ନଥିବେ। କାହାର ସୁବିଧା ଅସୁବିଧା ରେ ବି ନଥିବେ। କିନ୍ତୁ ଦିଲ୍ଲୀପ ନାୟକ ପଦବୀ ରେ ନଥିଲେ ବି ସେ ସୁବିଧା ଅସୁବିଧା ରେ ଲୋକମାନଙ୍କ ସାଙ୍ଗରେ ଥିଲେ। ବହୁତ୍ ଲୋକ ଙ୍କୁ ସହାନୁଭୂତି ର ହାତ ବଢ଼େଇଛନ୍ତି।

  • @panchanansahoo6559
    @panchanansahoo6559 Před 16 dny

    ଦଳର ସଭାପତି ଭଗବାନ ନୁହନ୍ତି, ଭଗବାନ ହେଉଛନ୍ତି ଏ ରାଜ୍ୟର ଜନଗଣ।

  • @sanjayakumar146
    @sanjayakumar146 Před 8 dny

    ଭୁଲ୍ କହିଲ ଏ ରାଜା ବିନା ରାଣୀ ରେ ବି ରାଜା ହୋଇ ପାରେ 🐚🐚🐚🐚🐚 ଜୟ BJD RAJ🙏💯

  • @user-tw9le4mi8w
    @user-tw9le4mi8w Před 22 dny +24

    ପାଣ୍ଡୁ ଯୋଗୁ ସମୀର ଗଲେ

  • @soumitripatra6931
    @soumitripatra6931 Před 17 dny +1

    Sankha pachhee na ashu sameer sata jau

  • @basantakumar9465
    @basantakumar9465 Před 7 dny

    ଯାହାବି ହେଉ ନିମାପଡ଼ା ରୁ BJD ହାରୁ

  • @dhanrswarsahoo4498
    @dhanrswarsahoo4498 Před 14 dny

    Jya BJD ବିଜୟ ଏକାଠି ହେବା

  • @malayaranjanpati94
    @malayaranjanpati94 Před 15 dny

    ❤️😍❤️😍......

  • @Santoshsahu-hv3ro
    @Santoshsahu-hv3ro Před 16 dny

    ନିଶ୍ଚିତ ଭାବରେ ସମିରଦାସ Game changer ର କାରଣ ହେବ ...

    • @ExcitedBoatLake-pf2qs
      @ExcitedBoatLake-pf2qs Před 15 dny

      Ae naari deha lobhi sameer Katha kahucha ki Naa Dharmendra sahu wife raper sameer das Katha kahucha

  • @InnovateAware
    @InnovateAware Před 22 dny +5

    BJP is only one of the best solution for Odisha politics Jay shree Ram 🙏

  • @user-sd4bk9ty3f
    @user-sd4bk9ty3f Před 22 dny +11

    ଓଟିଭି ବାଲାଙ୍କ ଏତେବେଳେ ସମୀର ଦାଶ ପ୍ରେମ ବାହାରିଲା,ଯେ ପ୍ରତିଦିନ ସମିର ଦାଶଙ୍କ ବିରୁଦ୍ଧରେ ନିଉଜ ବାହାର କରେ!

  • @biswojitrana2493
    @biswojitrana2493 Před 21 dnem

    Bhala debate thila

  • @user-pt6sy8yd2t
    @user-pt6sy8yd2t Před 10 dny

    Perfect neta. Sidharth bhai

  • @lalitakantabehera6757
    @lalitakantabehera6757 Před 21 dnem +1

    Nimapada matire gotie neta sameer ranjan das gop nimapada aanchal rajaniti ra agami 100 barsare abhali neta srusti heba birala ticket ? Bada biju janata dal ku sanman deichanti ama Anchal paiee bahut bada neta mane jai sabha re utari pakaile bandhugana voter jibeni voter dekhibe Naveen pattnayak sankha chinha Jay Naveen

  • @Bijaya8853
    @Bijaya8853 Před 11 dny +1

    Nimapara re jadi bjd jitiba Odisha loka ଲଣ୍ଡା heijibe, Only Win BJP🙏🏻💐

  • @gitanjalimishra1049
    @gitanjalimishra1049 Před 9 dny

    Jay shamir bhaena jay nimapara

  • @ranjitswain5692
    @ranjitswain5692 Před 22 dny +1

    Nimapada re BJP 1lakh ++
    Sidharth bhai good candidate, kindu Congress badalare Independent chhida hoithile samarthan dei thantu

  • @brahmanandapradhan1470
    @brahmanandapradhan1470 Před 22 dny +9

    Sidharth Babu is an educated person. Support him.

  • @rajibkumarmohapatra8775

    Sidhartha bhai Jane clean leader
    Vote for sidhartha bhai

  • @user-hj1yl6ch2h
    @user-hj1yl6ch2h Před 8 dny

    Hau dekhiba 4th June ku apekhya.

  • @dillippradhanpradhan5090
    @dillippradhanpradhan5090 Před 21 dnem +1

    ଆଜି ବିଜେପିରେ ଅଛ କାଲି ଥବଟି ଖୋଟେଇ ବାବୁ

  • @nsvisionnsv5597
    @nsvisionnsv5597 Před 17 dny +2

    ଏଠି ଗୁଣ୍ଡାକୁ ସମସ୍ତେ ଡରିକି ଛାନିଆ 😂😂😂ବିରୁଦ୍ଧରେ କହିଲେ ହାଣି ପକେଇବରେ ବାବା। ଆଉ ରାଜନୀତି ନାହିଁ ଖାଲି ଖେଳ ଚାଲିଛି ୧୦୦ ରୁ ୧୦୦😅😅😅

  • @malayaranjanpati94
    @malayaranjanpati94 Před 15 dny

    କର୍ଣ୍ଣ କୁ ଅର୍ଜୁନ ଯୋଦ୍ଧା🎉❤🎉❤⭐🐣⭐🐣

  • @user-gq2xv5wb3k
    @user-gq2xv5wb3k Před 17 dny +1

    ବିଜେଡି ଥିଲାବେଳେ ଦାଗିଥିଲେ ବିଜେପି ଗଲେ ପୁରା ସଫାସଫି

  • @prabhasachandramohanty4035

    ନିମାପଡ଼ା ରେ ନବୀନଙ୍କ ନାମରେ ଭୋଟ।

  • @elizabehera6454
    @elizabehera6454 Před 22 dny +1

    Sidharth ra acting au Katha suni mo peta hasi hasi kana heigalani

  • @ashokkumarpanigrahy8691
    @ashokkumarpanigrahy8691 Před 20 dny +1

    BJP's washing machine is also work on odisha. In last one year which party scold Samir Das for death of a man. Today that party give a warm welcome to Samir Das. 🫡🤭

  • @bijayanandapanda8816
    @bijayanandapanda8816 Před 14 dny

    ନାଁ , bjd ଆସିବ ନିଶ୍ଚୟ

  • @satyabratasahoobajrangdal4602

    Sai lotous mandap nimapada

  • @sunitabaipaiofficel1018

    Jay shree Ram

  • @ExcitedBoatLake-pf2qs
    @ExcitedBoatLake-pf2qs Před 16 dny +1

    Ethi vote sabu bjd ku jiba

  • @purviarts8784
    @purviarts8784 Před 22 dny +1

    ବୋପା ଭଳିଆ ଲଗାମଛଡା କଥା ବାର୍ତା. ସିଦ୍ଧାର୍ଥ ରାଉତ ରାୟ ର..5000 ଭୋଟ ପାଇବେ

  • @gagansabat3366
    @gagansabat3366 Před 14 dny

    ଠିକ୍ କହିଛନ୍ତି ଭାଈ

  • @pabitradas4362
    @pabitradas4362 Před 21 dnem

    Chinta barik Babu tame kichi Jani paruna khali ta kana kana

  • @rabindrakumarpuhan7688

    Time will say

  • @byomakeshmishra4287
    @byomakeshmishra4287 Před 22 dny

    Only money will play at last moment.

  • @brinda9513
    @brinda9513 Před 19 dny

    जहाँ जहाँ कड़ी टक्कर हो रही है-
    वहाँ उपर से चलती लहर को लेकर आकलन करना बेबकुफी होगी🙄।
    नीचे चलती लहर पर जोर देने से आपका आकलन लगभग सही हो सकता है।

  • @Satyajit_Parida.
    @Satyajit_Parida. Před 21 dnem +1

    Jadi se sehi dala re thante tankara ete prasansa kari nathante indian politics jaha kahile😂😂

  • @user-ou5nb6oz5g
    @user-ou5nb6oz5g Před 22 dny

    Nimapada congress

  • @FAKIRJENA-du2zs
    @FAKIRJENA-du2zs Před 22 dny +7

    ପାଣ୍ଡୁ ରତ୍ନଭଣ୍ଡାର ଚାବି ନେଇ ଲୁଚାଇ ଅଛି

  • @Satyajit_Parida.
    @Satyajit_Parida. Před 21 dnem +1

    18:20 real question

  • @bulumuduli7211
    @bulumuduli7211 Před 22 dny +2

    ଯୋଉ କୁଜିନେତା ବିଜେଡି ଘିଅ ଖାଇ ବିଜେପି ରେ ତାକତ ଦେଖାଉଚ ୨୩ ମେ ପରେ ତୁମ ଗା...... ଫା.......

  • @benudharpradhan4323
    @benudharpradhan4323 Před 18 dny

    ନିମାପଡା ରେ BJP 🙏🙏🙏🙏🙏🙏🙏

  • @motilalmunda2816
    @motilalmunda2816 Před 11 dny

    Ok

  • @madhabanandaswain4695
    @madhabanandaswain4695 Před 16 dny

    ଭାଇ ପାର୍ଟୀ ରୁ ବାହାରି ଗଲେ ବିରୋଦ୍ଧି ପ୍ରଶଂସା କରନ୍ତି ନୂଆ କଥା ନୁହେଁ

  • @lalitnarayandilsere1988

    Kebal gote uttar diantu ama CM ketejananka kama direct solve karichhanti . Solve ta dura katha jaha sunibaku miluchhi Jane mp bi bhetiparunahanti... Tenu ebe Tamil sasana

  • @hemendramohanty9629
    @hemendramohanty9629 Před 20 dny

    No.1

  • @binodpanda3189
    @binodpanda3189 Před 16 dny

    ମୋର ଯେତେେଳେ ଦଶମ ହେଇଥିଲା ସେତେବେଳେ ଏ ପେଲେଇ ପୁଅ ଏଡୁକେସନ ମିନିଷ୍ଟର ଥିଲା ତାର ବାଳ question ଫର୍ମାଟ ପାଇଁ ମୋର ଦଶମ ରେ କମ୍ ମାର୍କ ଆସିଥିଲା।

  • @bimbadharmohanty6528
    @bimbadharmohanty6528 Před 12 dny

    Suporter of Samir dash is very weight in nimapada constituency

  • @adityajyotijena9865
    @adityajyotijena9865 Před 22 dny +1

    Choose sidharth routray

  • @PoliticalBabaji
    @PoliticalBabaji Před 18 dny

    Omkaar is a writer of Sameer Dash 😂

  • @user-hj1yl6ch2h
    @user-hj1yl6ch2h Před 8 dny

    Sidharth Routray is the fitest candidate for Nimapada.

  • @01Bharatiya
    @01Bharatiya Před 20 dny

    ଚାଉଳ ବଣ୍ଟା କଂଗ୍ରେସ ରୁ ଆରମ୍ଭ

  • @bijaykumar9913
    @bijaykumar9913 Před 22 dny

    Laveen kana to find fire Sidharth routaray

  • @SudhansuSwain-cm4gi
    @SudhansuSwain-cm4gi Před 15 dny

    ମୁଁ ଜଣେ ବିଜେପି କର୍ମୀ,, ଆଉ ମୁଁ ଲଢେଇକୁ ଭଲ ପାଏ,, ତାହାପୁଣି ଜଣେ ଯୋଦ୍ଧା ସହିତ,,,, ହେଲେ ନିମାପଡା ଲଢେଇ ଏକତାରଫା ହେଲା ସମୀର ବାବୁ ମୈଦାନ ରେ ନାହାନ୍ତି ବୋଲି

  • @shankarmeher6673
    @shankarmeher6673 Před 17 dny

    Vote for Congress

  • @hadibandhulenka468
    @hadibandhulenka468 Před 19 dny

    Begunia,khd re jan mancha karajau
    Request.... 🙏

  • @AnantaBehera-hk8ep
    @AnantaBehera-hk8ep Před 20 dny

    😊

  • @rupalipradhan8900
    @rupalipradhan8900 Před 20 dny

    Gana madhyama lagi aji ganatantra ra hatya heuchhi

  • @PARESHNAYAKVlogs
    @PARESHNAYAKVlogs Před 22 dny +1

    Aap party pm haba ...India re

  • @RameshMishra-gf8ze
    @RameshMishra-gf8ze Před 22 dny

    ଚିନ୍ତାମଣି ବାରିକ ଭଲ ଅଭିନୟ କରିଛନ୍ତି।

  • @dhge556
    @dhge556 Před 21 dnem

    Well done chinta sir🎉🎉

  • @biswanathsuna7139
    @biswanathsuna7139 Před 11 dny

    Sidharth is good candicet

  • @comebacksuperkingjaga3602

    Sirdhantha routray next mla

  • @hrushikeshbiswal4305
    @hrushikeshbiswal4305 Před 20 dny

    ବିଜେଡି ହଟ/ଓ

  • @trilochandhal9029
    @trilochandhal9029 Před 16 dny

    June 4th will show the real position.

  • @Prasantmallick-gd3iu
    @Prasantmallick-gd3iu Před 2 dny

    Au nahie shanka 😂😂😂