ପାଣିଭିତରୁ ବାହାରୁଚି ଧୂଆଁ ହେଲେ ନିଆଁ ନାହିଁ : ଅଦ୍ଭୁତ ସମୁଦ୍ର // Mysterious Sea

Sdílet
Vložit
  • čas přidán 27. 08. 2024
  • ପ୍ରିୟ CZcams ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ,
    ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1

Komentáře • 2,5K

  • @MuTraveller
    @MuTraveller  Před 11 měsíci +1326

    କୋଉ ସମୁଦ୍ର ଟା ସବୁଠୁ ଭଲ ଲାଗିଲା ?

  • @itssangramvlogs952
    @itssangramvlogs952 Před 11 měsíci +424

    ମା ତାରିଣୀ ଙ୍କୁ 🙏🏻 କେତେ ଲୋକ ଭଲ ପାଉଛନ୍ତି Like 👍🏻 କରନ୍ତୁ ଜଣାପଡିବ.❤

  • @itssangramvlogs952
    @itssangramvlogs952 Před 11 měsíci +319

    ଲବ ଭାଇଙ୍କ ମଙ୍ଗଳ ଚିନ୍ତା କରୁଥିବା ଲୋକ ମାନେ Like 👍🏻 କରିବେ. ❤️

    • @dbvisual67
      @dbvisual67 Před 11 měsíci +1

      When my dream comes true, awesome place ❤️❤️❤️❤️

  • @om_kumar_009
    @om_kumar_009 Před 11 měsíci +16

    Music ସହିତ ସମୁଦ୍ରର ଦୃଶ୍ୟ, ତୁମର କଠିନ ପରିଶ୍ରମ ଏବଂ ଶେଷର romantic seen.
    ସବୁଠୁ ନିଆରା ଭିଡିଓ ।
    Thank you very much Laba ଭାଈ ।
    ତୁମ ପାଇଁ ଆମେ ଦୁନିଆଁ ଦେଖୁଛୁ
    ବହୁତ ଖୁସି ଲାଗୁଛି
    Take care yourself.
    Love you Bro.

  • @freefireyt7057
    @freefireyt7057 Před 11 měsíci +45

    0%ego 0% attitude 100% hardwork salute the man

  • @itssangramvlogs952
    @itssangramvlogs952 Před 11 měsíci +389

    କେଉଁ କେଉଁ ଭାଇ ଓ ଭଉଣୀ ମାନେ ଲବ ଭାଇଙ୍କ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ମଙ୍ଗଳ ଚିନ୍ତା କରୁଛନ୍ତି Like 👍🏻 କରିଦିଅନ୍ତୁ.❤

  • @user-pi8py8td9d
    @user-pi8py8td9d Před 5 měsíci +5

    ଭାଇ ଆପଣଙ୍କୁ salute🖖🖖 କାହିଁକି ନା
    ଭାରତର ଯେତିକି ବ୍ଲୋଗର ଅଛନ୍ତି,ସେତିକି ମଧ୍ୟରୁ ତମର ଭିଡିଓ ଟା ପୁରା amazing 😍😍 I salute you bro ❤❤

  • @Narayannayak-sw8yw
    @Narayannayak-sw8yw Před 11 měsíci +7

    ଲବ ଭାଇ ଙ୍କ ବହୁତ୍ ଭଲପାଏ I❤you

  • @PRAMILARANA-kd4sr
    @PRAMILARANA-kd4sr Před 11 měsíci +99

    ଭାଇ, କି ସୁନ୍ଦର ଜାଗା। ଯହା ହେଉ ତମ ପାଇଁ ଆମେ ମାନେ ଏତେ ସୁନ୍ଦର ସୁନ୍ଦର ଜାଗା ସବୁ ଦେଖି ପାରୁଛୁ। ତୁମକୁ ବହୁତ ବହୁତ ଧନ୍ଯବାଦ । ଭଗବାନ ତୁମକୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ ଜୟ ମା ତାରିଣୀ🙏🙏

  • @ajayakumarmohanty9582
    @ajayakumarmohanty9582 Před 11 měsíci +201

    ପ୍ରାକୃତିକ ପରିବେଶ ଓ ସାମୁଦ୍ରିକ ଶୋଭା ଅତିସୁନ୍ଦର। ଭଲ ଲାଗିଲା। ଧନ୍ୟବାଦ ।

  • @trilochananayak2590
    @trilochananayak2590 Před 11 měsíci +5

    🙏ଜୟ ଜଗନ୍ନାଥ🙏
    ଭାଇ ଦିନକୁ ଦିନ ବହୁତ ଆକର୍ଷଣୀୟ ଭିଡ଼ିଓ ଆସୁଛି, ମୁଁ ଗୋଟେ କଥା କହିବି ଲବ ଭାଇ ଯେଉଁ ପ୍ରାକୃତିକ ଦୃଶ୍ୟ ଆମମାନଙ୍କୁ ଦେଖାଉଛ ପୁରା dil❤️କୁ ଛୁଇଁ ଯାଉଛି ❤️❤️❤️❤️❤️

  • @SitaramMarndi-ct8iw
    @SitaramMarndi-ct8iw Před 11 měsíci +1

    ବହୁତ ସୁନ୍ଦର ଜାଗା verry nice 👌👌

  • @itssangramvlogs952
    @itssangramvlogs952 Před 11 měsíci +25

    ଓଡ଼ିଆ ଭିତରେ ସାନ୍ତାଳୀ ବି ମିସେଇକି ବ୍ଲୋଗ୍ସ କରିଦେଇଛ ଲବ ଭାଇ 👍🏻

  • @pintuvillagetour
    @pintuvillagetour Před 11 měsíci +117

    ସବୁ ଭାଇ ଭଉଣୀ ମାନଙ୍କୁ ପବିତ୍ର ଗଣେଶ ପୂଜାର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା 💐💐❤️❤️❤️❤️❤️

  • @Badalkumarjena96
    @Badalkumarjena96 Před 11 měsíci +16

    After a few days you will become the No. 1 vlogger of Odisha, your content is the most unique. Your hard work motivates all the youngsters who will do something big in life.

  • @manojkumarsethy4808
    @manojkumarsethy4808 Před 11 měsíci +3

    ବହୁତ ବହୁତ ଭଲ ଲାଗୁଛି ।କୌଣସି ମଧ୍ୟମରୁ ଏଭଳି ସ୍ଥାନ ମଣିଷ ଆପଣଙ୍କ ବିନା ଦେଖି ପାରି ନ ଥାନ୍ତା

  • @user-vj5oh1nx4o
    @user-vj5oh1nx4o Před 11 měsíci +66

    ଲବ ଭାଇ ତୁମକୁ କ'ଣ ଧନ୍ୟବାଦ ଜଣାଉଛି ❤❤❤ତମେ ଆମକୁ ଭଲ ଜାଗାଦେଖାଛତି

  • @nileshsahoo9753
    @nileshsahoo9753 Před 11 měsíci +298

    ଧନ୍ୟବାଦ ଲବ ଭାଇ ❤️ ଆପଣଙ୍କ ମାଧ୍ୟମରେ ଆମେ ଘରେ ବସି ଏମିତି ସୁନ୍ଦର ସୁନ୍ଦର ଜାଗା ଦେଖିପାରୁଛୁ... Love from ଭୁବନେଶ୍ୱର 🥰🥰🥰 Dil se love u laba bhai ❤️❤️❤️

    • @smitamohanty3631
      @smitamohanty3631 Před 11 měsíci +5

      Thanks a lot Bhai 👌

    • @nileshsahoo9753
      @nileshsahoo9753 Před 11 měsíci

      @@smitamohanty3631 Swag se swagatam bhauni... 🙏

    • @mrsiba3.0
      @mrsiba3.0 Před 11 měsíci

      ​@@smitamohanty3631so hot

    • @mangalsinghmundary5130
      @mangalsinghmundary5130 Před 11 měsíci

      ଏଇଟା ଖଜୁରୀ କୋଳି ନୁହେଁ ଲଭ ଭାଇ ଏଇଟା ହେଉଛି ପାଲମ୍ ଗଛ , ଏଇଥିରୁ ରିଫାଇନ ତେଲ ବାହାର କରାଯାଇ ବ୍ୟବହାର କରାଯାଏ

  • @biswajitswain7140
    @biswajitswain7140 Před 11 měsíci +3

    ଭାଇରେ ମୁଁ ବିଶ୍ୱାସ କରିପାରୁନି ଭଗବାନଙ୍କ ଏ ସଂସାରରେ ଏମିତି କିଛି ଜାଗା ଅଛି 👌👌ଏସବୁକୁ ମୁଁ ବହୁତ enjoy କଲି 👌👌ହୃଦୟରୁ ବହୁତ ବହୁତ ଭଲ ପାଇବା ଭାଇ ତୁମକୁ ଆମକୁ ଏ ଦୁନିଆର କିଛି ଅପୂର୍ଵ ଦୃର୍ଷ ଦେଖାଉଥିବାରୁ ❤️❤️love you bro ❤️❤️ଜୟ ଜଗନ୍ନାଥ 🙏🙏

  • @supriyapriyadarshini8714
    @supriyapriyadarshini8714 Před 11 měsíci +2

    ❤ ପବିତ୍ର ଗଣେଶ ପୂଜା ର ଅନେକ ଅନେକ ଶୁଭେଚ୍ଛା ଓ ହାର୍ଦିକ ଅଭିନନ୍ଦନ ଲବ ଭାଇ 🎉❤😊from district _ khordha jatani city 🏙️

  • @ranjitagaradia411
    @ranjitagaradia411 Před 11 měsíci +99

    ଭାଇ ସମୁଦ୍ର ଦେଖିକି ମନ ପୁରା ଖୁସି ହେଇଗଲା ମୁଁ ଜାଣିନଥିଲି ଦୁନିଆରେ ଏମିତିବି ଜାଗା ଅଛି ବୋଲି ସତରେ ଭାଇ ଆପଣକୁ ବହୁତ ବହୁତ ଧନ୍ୟବାଦ i'm from keonjhar 🙏🏻🙏🏻🙏🏻🙂🙂

  • @phinyalatabhuyan789
    @phinyalatabhuyan789 Před 11 měsíci +26

    ବହୁତ ବହୁତ ଧନ୍ୟବାଦ ଲବ ଭାଇ, ଏପରି ପ୍ରାକୃତିକ ପରିବେଶ ଦେଖିବାକୁ ପାଉଛୁ, ବିଡିଓ ଦେଖିକି ମୁ ଆଉ ମୋ ମିସ୍ ସହ ଆନନ୍ଦ ଅନୁଭବ କରିଛୁ, ଦିଲ୍ ସେ ଲଭ୍ ୟୁ , ମୁ ଗଜପତି ତୋମ ପ୍ୟାନ୍ ଭାଇ ❤🥰🥰

  • @dillipKumarL
    @dillipKumarL Před 11 měsíci +4

    କାହା ଆଖିରେ କେତେ ଦୁଃଖ ଅଛି କେହି ଦେଖି ପାରନ୍ତିନି 😢😢❤ u bro heart ❤️ touching wors

  • @sidhuraika2946
    @sidhuraika2946 Před 11 měsíci +2

    "ସୁନ୍ଦର ତୃପ୍ତି ର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆଁ ଦିଶୁଥାଇ" । ଆଃ କି ସୁନ୍ଦର ଯାଗା ଭାଇ, ଏମିତି ଯାଗା କୁ ଯିଏ ଯାଇଛି,ସିଏ ହିଁ ଏହାର ପ୍ରକୃତ ମଜା ନେଇ ପାରିଛି। ତମକୁ ଅଶେଷ ଧନ୍ୟବାଦ ଭାଇ ଏସବୁ place କୁ explore କରି ଆମକୁ ଦେଖାଇ ଥିବାରୁ । ❤❤❤

  • @itssangramvlogs952
    @itssangramvlogs952 Před 11 měsíci +55

    ପବିତ୍ର ସୋମବାର ରେ ମହାଦେବ ପାଇଁ ହୃଦୟରୁ ଗୋଟେ Like 👍🏻 ହେଇଯାଉ. ❤️

  • @itssangramvlogs952
    @itssangramvlogs952 Před 11 měsíci +20

    ସିନେମାଟିକ ଶୋଟ୍ସ ଟିକେ ବେଶୀ ନିଅନ୍ତୁ ଦେଖିବାକୁ ଭଲ ଲାଗେ ଲବ ଭାଇ. 👍🏻❤️

  • @SPsamantaray
    @SPsamantaray Před 11 měsíci +3

    ଅତି ସୁନ୍ଦର ଭାବରେ ଜାଗା ଗୁଡିକ ଦେଖେଇଲେ ଦିଲସେ ଧନ୍ୟବାଦ୍ ଲୋବ ଭାଇ ଜୟ ଜଗନ୍ନାଥ ମଝିରେ ଟିକେ ଆପଣ ସାନ୍ତାଳୀ ଭାଷା ରେ କହିଦେଲେ ମୁଁ ତ ପୁରା ଆଶ୍ଚର୍ଯ୍ୟ ହୋଇଗଲି😅😅😅

  • @priyadrahsnimallick
    @priyadrahsnimallick Před 11 měsíci +1

    Lova Bhai bahut Sundar 👍 heichi ajira vedeo really so beautiful 😍❤️

  • @Adityafoodandvlogs
    @Adityafoodandvlogs Před 11 měsíci +54

    ସତରେ ସକାଳୁ ସକାଳୁ ଏତେ ଦୁନ୍ଦର୍ ଦୃଶ୍ୟ ଦେଖିବାକୁ ମିଳିବ ଭାବି ନଥିଲି ଦୁନିଆରେ ଏତେ ସୁନ୍ଦର ଜାଗା କୁ ତମେ ଆମକୁ ଦେଖାଉଛ ହୃଦୟସ୍ପର୍ଶୀ ❤❤❤❤❤ତମକୁ ଯେତେ ପ୍ରଶଂସା କଲେ କମ ହେବ କେତେ କଣ ନୂଆ ଜାଗା ଦେଖି ଆକି lakhi ଯାଉଛି ❤❤god bless you

  • @pramodswain974
    @pramodswain974 Před 11 měsíci +18

    ତୁମର ଜୀବନ ସଦାସର୍ବଦା ଆନନ୍ଦ ଓ ସୁଖମୟ ହେଉ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ମୋର ଇଚ୍ଛା ପ୍ରକାଶ❤❤❤❤❤

  • @debashishparida7288
    @debashishparida7288 Před 11 měsíci +2

    ଭାଇ ମୋତେ ଲାଗୁଚି ସବୁ ବିଚ୍ ଗୁଡ଼ା ଦୁନିଆର ସବୁଠୁ ସୁନ୍ଦର ବିଚ୍🥰🥰😇😇😇

  • @baburammunduya1882
    @baburammunduya1882 Před 11 měsíci

    Khub sundar samudra ra video 👍👍👍👍👍👍👍👍💐💐💐💐💐💐♥♥♥♥♥♥♥

  • @itssangramvlogs952
    @itssangramvlogs952 Před 11 měsíci +9

    ଲବ ଭାଇଙ୍କ Supporters କେବଳ Like 👍🏻 କରିବେ. ❤️

  • @RajkishorMahapatra-pp9xw
    @RajkishorMahapatra-pp9xw Před 11 měsíci +33

    ଓଡ଼ିଆ ଫିଲ୍ମ ବଲା ବି ଯାଇ ପାରିବେନି ଅତି ସୁନ୍ଦର୍ ଜାଗା ❤❤❤

  • @Atmishra-n8c
    @Atmishra-n8c Před 8 měsíci +2

    Odia ra sabuthu bhala vlogger.

  • @sangrammeher987
    @sangrammeher987 Před 5 měsíci

    ଅଦୃଶ୍ୟ ଦୃଶ୍ୟ ଦେଖିବାକୁ ମିଳୁଛି ବହୁତ୍ ବହୁତ ଧନ୍ୟବାଦ ଭାଇ ❤

  • @jotin_kumar
    @jotin_kumar Před 11 měsíci +113

    ଜୟ ଜଗନ୍ନାଥ ସ୍ୱାମୀ 🙏🏻 ନୟନ ପଥ ଗାମୀ ❤ଭବତୁମେ

  • @babakiparibaby
    @babakiparibaby Před 11 měsíci +4

    ସତରେ ଭାଇ ତୁମ ଭିଡିଓ ଦେଖିଲେ ଯେତେ ଟେନ୍ସନ ଥିଲେବି mind fresh ହେଇଯାଏ thank you bhai , ଏତେ ସୁନ୍ଦର ଜାଗା ଦେଖେଇଥିବାରୁ , ଆଉ କାହାକୁ ସମୁଦ୍ର ଭଲ ଲାଗିଲା like କର

  • @birendrapradhan534
    @birendrapradhan534 Před 11 měsíci +1

    ଲବ ଭାଇ ତମକୁ ବହୁତ ଧନ୍ୟବାଦ ପ୍ରାୟ ଦେଶ ଦେଶ ଜାଇ ଭିଡିଓ ବନଉଛ ତେଣୁ କରି ଭାଇ ଅମ ଭାରତ ମଧ୍ୟରେଥିବା ପ୍ରସିଧ ଅଯୋଧ୍ୟା ନଗରି ର ଭିଡିଓ ବନେଇ ଦେଖେଇ ଦେଲେ ଅମେ ବହୁତ ଖୁସି ହେବୁ । ଦୟାକରି ଅପଣଙ୍କୁ ଅନୁରୋଧ ଼଼୍❤❤❤❤❤❤❤❤❤❤❤❤❤🎉🎉😂😢😮😅😮

  • @asheemkumar3198
    @asheemkumar3198 Před 11 měsíci

    Bahut badhia lagila Bhai bahut Sundar place

  • @manojvlogs1509
    @manojvlogs1509 Před 11 měsíci +9

    ଭାଇ ମନ ପୁରା ଶାନ୍ତି ଲାଗିଲା ଦେଖିକି.ବହୁତ ସୁନ୍ଦର ହେଇଛି ଜାଗା ଟା❤❤❤

  • @ShaniSingh_01
    @ShaniSingh_01 Před 11 měsíci +9

    ଭାଇ ପୁରା South Indian movie ପରି ଲାଗିଲା, ବହୁତ୍ ସୁନ୍ଦର୍ scene ସହିତ ବହୁତ୍ ସୁନ୍ଦର୍ background music 🎶👌

  • @durgacharanojha320
    @durgacharanojha320 Před 11 měsíci +18

    It's not that easy what you are doing brother. 👍, stay well, stay healthy👌 @Laba Hansda @MuTraveller, True Vlogger ✌Your contribution is highly appreciated, Ony I want to say Brother Eat in Time, Drink in Time, Sleep in Time, You are awesome, Jay Jagannath🙏

  • @dibakarhembram1449
    @dibakarhembram1449 Před 5 měsíci +2

    ଲବ ହାଁସଦା ଭିଡିଓ ବହୁତ ଭଲ ଲାଗିଲା ଏମିତି ଆହୁରି ଭଲ ଭଲ ଜାଗା ଦେଖାଇବ ଆମେ ବଉତ ସାରା ଲାଇକ କରୁ ଥିବୁ ବାହେ ଧନ୍ଯବାଦ

  • @subhasispanda3935
    @subhasispanda3935 Před 11 měsíci +26

    The beauty of Nature Smokky Beach🏖️ 🌊 Such a Beautiful Place

  • @itssangramvlogs952
    @itssangramvlogs952 Před 11 měsíci +30

    ଲବ ଭାଇକୁ ଭଲ ପାଉଥିବା ଭାଇ ଓ ଭଉଣୀ ମାନେ ହିଁ Like 👍🏻 କରିବେ ଆଉ ସବୁ Side ହେଇଯାଆନ୍ତୁ. ❤️

  • @koobra_legend5992
    @koobra_legend5992 Před 11 měsíci

    NICE LABAHASDHA BHAI 123 bahutu khusilagila

  • @pratapprusty4304
    @pratapprusty4304 Před 11 měsíci +1

    Excellent bro 👍👍 👍 Bhai puri asa jay jagannath 🙏🙏🙏

  • @PrakashKumar-jr9yr
    @PrakashKumar-jr9yr Před 11 měsíci +15

    ଅତିସୁନ୍ଦର ଏ ଜାଗା ଭାଗ୍ୟରେ ଥିଲେ ଏମିତିକା ଜାଗାକୁ ଯାଇ ହୁଏ ଧନ୍ୟବାଦ ଲବ ଭାଇ

  • @Motivational-ff9fx
    @Motivational-ff9fx Před 11 měsíci +4

    क्या बात है भाई। आप तो सारे दुनिया को दिखारहे हो आपक बहत बहत धन्यवाद भैया।

  • @sagarhansda3305
    @sagarhansda3305 Před 11 měsíci

    Nice laba Da 👌👌👌👌👍👍👍👍 ऐसा सीन फिल्मों में भी देखने को नहीं मिलता हैं।

  • @gunuchunusorts9978
    @gunuchunusorts9978 Před 11 měsíci +1

    Mast mast ବହୁତ ସୁନ୍ଦର ଜାଗା ବହୁତ ଭଲ ଲାଗିଲା ଭିଡ଼ିଓ ❤️❤️❤️

  • @AnirudhapradhanAnilpradhangmil
    @AnirudhapradhanAnilpradhangmil Před 11 měsíci +64

    Beautiful place brother❤❤❤

  • @StatusLover-jh7cb
    @StatusLover-jh7cb Před 11 měsíci +38

    The greatest vloger i ever seen.. Proud to be an odia.. ❣️

  • @manojnaik80
    @manojnaik80 Před 11 měsíci +1

    ବହୁତ ସୁନ୍ଦର ହେଇଛି ଭାଇ ଜୀବନ ଥିବା ଯାଏ ଥରେ ଯିବା କଥା ଏଠି ପ୍ରକୁତ୍ତି କୁ ନିଜ ଆଖି ରେ ଦେଖିଲେ ବହୁତ୍ ବହୁତ୍ ଖୁସି ହେବ ଲବ ଭାଇ ।thank you laba Bhai your videos help us to travel this place 🙏🙏🙏

  • @srichandrasandha4915
    @srichandrasandha4915 Před 11 měsíci

    Wow beautiful place bahut khusi lagila nice view 🤔 vlogs bahut bhal lagila dada love You.. Jay Jagannath 🙏🏽

  • @RG_comedy688
    @RG_comedy688 Před 11 měsíci +22

    ଲବ ଭାଇ କୁ ଯିଏ ଯିଏ ଭଲ ପାଉଚ ଗୋଟେ like please 😂❤❤❤❤ love you laba bhai ❤❤❤❤

  • @umakantsahoo313
    @umakantsahoo313 Před 11 měsíci +152

    This picturesque is really attractive.Laba Bhai is one special person who can take us through this pleasant places.Hats off to your contribution 🙏🙏

  • @gitanjalijena3299
    @gitanjalijena3299 Před 11 měsíci

    Bahut sunder jaga dekhauthibaru .... thank you laba God bless you always

  • @GotiMuktiAndolan_Odisha
    @GotiMuktiAndolan_Odisha Před 11 měsíci +1

    Thank you Laba Hansda my favourite son like young man. I like your not only videoes but also your thought which you express sometimes about the society and the country.

  • @rajeli5735
    @rajeli5735 Před 11 měsíci +23

    God bless you ଲବ ଭାଇ,ସକାଳୁ ସକାଳୁ ଲବ ଭାଇଙ୍କ ଭିଡିଓ ଦେଖିଲେ ମନ ପୁରା ଖୁସି ହେଇଯାଉଛି,ଜୟ ଜଗନ୍ନାଥ ⭕❗⭕🙏🙏ଜୟ ଓଡ଼ିଶା 🫡🫡

  • @youtubechannel---harish2369
    @youtubechannel---harish2369 Před 11 měsíci +13

    ଧନ୍ଯବାଦ ଲବ ଭାଇ।ଏମିତି ସବୁ ସୁନ୍ଦର ସୁନ୍ଦର ଦୃଶ୍ୟ ଦେଖାଉଥାନ୍ତୁ। Love from Nabarangpur

  • @user-bb9bx6td9q
    @user-bb9bx6td9q Před 12 dny

    Bhai tuma.laagi aame Sundar sunder. Video dekhi paruchu thankyou bhai

  • @sagardash4905
    @sagardash4905 Před 11 měsíci

    Awesome vlogs & jai jagannath & all awesome Sea 🌊 beach 🏖 & enjoy

  • @diptiranisahu2014
    @diptiranisahu2014 Před 11 měsíci +21

    Very beautiful place

  • @Gurualekha
    @Gurualekha Před 11 měsíci +10

    ଭାଇ ମୁଁ ସମ୍ବଲପୁର ରୁ କହୁଛି I love you ଭାଇ ଭଗବାନ ଆପଣଙ୍କୁ ଖୁସି ରେ ରଖନ୍ତୁ ଓ ସୁସ୍ଥ ରଖନ୍ତୁ। ଆପଣ ଆମ ଓଡ଼ିଶା ର ଆପଣଙ୍କ ପାଦ ବର୍ଣନା ଯେତେ କଲେ କମ ହବ ।ଜୟ ଗୁରୁଦେବ ଭାଇ

  • @ajaybabu5112
    @ajaybabu5112 Před 4 měsíci

    Bahi mind blowing.......... amazing place ........dakhi ki. .......mona lakhigola. .....so nice pice. ....bholo enjoy karucha. ...video dakhi ki. ...mona kushi hai gola. ...👌👌👌👌❤

  • @sudhakarmohanty1918
    @sudhakarmohanty1918 Před 11 měsíci +1

    Laba hasda thanks for your true'fact program and hardworking

  • @user-kb6gb6ld7d
    @user-kb6gb6ld7d Před 11 měsíci +9

    ଲବ ଭାଇ ତୁମକୁ ଭଗବାନ ଭଲରେ ରଖିଥାନ୍ତୁ

  • @dipakkumarbehera1143
    @dipakkumarbehera1143 Před 11 měsíci +4

    ପ୍ରକୃତ ର ମନୋରମା ଦୃଶ୍ୟ ବହୁତ ମ ନୋଲୋଭା,ଧନ୍ୟବାଦ୍ ଲଵ ଭାଇ

  • @anuanuanuanu2190
    @anuanuanuanu2190 Před 11 měsíci +1

    Last beach is wonderful brother god bless you

  • @singraysing-qm8zb
    @singraysing-qm8zb Před 11 měsíci +1

    Laba bhai 👍👍👍video bahut bhala lagila 👌👌👌👌👌🥰🥰🥰🥰🥰Jay Jagannath🙏

  • @pradeepmishra9661
    @pradeepmishra9661 Před 11 měsíci +5

    ଲବ ଭାଇ ଙ୍କୁ ଦିଲ୍ ସେ ଧନ୍ୟବାଦ ଏମିତି ଭିଡିଓ କରୁଥାଅ ଜୟ ଜଗନ୍ନାଥ ତମକୁ ଖୁସିରେ ରଖନ୍ତୁ ଭାଇ 🙏🙏🙏🙏

  • @puspanjalisabar9634
    @puspanjalisabar9634 Před 11 měsíci +4

    Samudra dekhiki bahut khusi lagila 😊😊😊😊

  • @nalini7139
    @nalini7139 Před 11 měsíci

    भाई तुम कितने प्यारे हो, सुखी परिवार

  • @bhagabanpradhani2255
    @bhagabanpradhani2255 Před 11 měsíci +2

    ନୂଆ ଭାଉଜ ଗଟେ ମିଳିଲା ଭାଇ 🎉🎉🥰🥰

  • @jehovahshalom626
    @jehovahshalom626 Před 11 měsíci +17

    Love from Kandhamal, Odisha. I love your nice vlogs.

  • @jena.bikram101
    @jena.bikram101 Před 11 měsíci +5

    ଭାଇ ମୁଁ ତୁମୋ video ସବୁଦିନ ଦେଖେ, ମତେ ବହୁତ ଭଲ ଲାଗେ ତୁମୋ video ସବୁ ଆଉ ତୁମୋ ସାଧୁତା, ବ୍ୟବହାର, ତମ କଥାର ଶୈଳୀ ତମର ସମସ୍ତ ଗୁଣ ଭଲ ଲାଗେ ଳ ତେଣୁ ପ୍ରଭୁ ଙ୍କୁ ମୁଁ ପାର୍ଥନା କରେ ତୁମୋ ଏମିତି ଭଲରେ ରଖନ୍ତୁ ଆଉ ତୁମେ ଖୁସି ରେ ରୁହ ଆଉ ଆମକୁ ବି ଖୁସି କରାଅ ତୁମୋ video ମାଧ୍ୟମରେ l ଭାଇ ମୋର ତୁମୋକୁ ଗଟେ ଅନୁରୋଧ ତୁମେ ଯେମିତି ଓଡ଼ିଆ ପାଇଁ ଗର୍ବ ଆଉ ଗୌରବ ସେମିତି pure village cooking CZcams ର team ଭାଇ ମାନେ ବହୁତ କଷ୍ଟ କରୁଛନ୍ତି ଆଉ ଗରିବ ଛୁଆ ମାନଙ୍କୁ ଖାଇବାକୁ ଦେଉଛନ୍ତି ତେଣୁ ଆମେ ଅନ୍ତତଃ ତାଙ୍କ chanel subscribe କରିପାରିଲେ ସେମାନେ ଆହୁରି ଗରିବ ଛୁଆ ମାନଙ୍କୁ ଖାଇବାକୁ ଦେଇପାରିବେ plz 🙏ଭାଇ ତାଙ୍କ chanel କୁ subscribe କରିବାକୁ କୁହ l ଆଉ ଲବ ଭାଇକୁ ଭଲ ପାଉଥିବା ସବୁ ଭାଇ ଭଉଣୀ ମାନଙ୍କୁ ଅନୁରୋଧ ତମେ ମାନେ ଯେମିତି ଲବ ଭାଇ କୁ ଭଲ ପାଉଛ ସେମିତି pure village cooking Chanel ଭାଇ ମାନଙ୍କୁ ଭଲ ପାଅ 🙏 plz ତାଙ୍କ video ଥରେ ଦେଖ ଦେଲେ ଜାଣିପାରିବ ମୁଁ କାହିଁକି ଏତେ ଅନୁରୋଧ କରୁଛି l

  • @rasmiranjitabeheralipi7419
    @rasmiranjitabeheralipi7419 Před 10 měsíci

    Beautiful place satare bro bahut khusi laguchi

  • @rajeswariho2877
    @rajeswariho2877 Před 9 měsíci

    ଅତି ସୁନ୍ଦର ଦୃଶ୍ୟ ଲବ ଭାଇ

  • @mrsTilottama
    @mrsTilottama Před 11 měsíci +27

    Wow! Very nice place 🥰

  • @user-ux3pj9vf7e
    @user-ux3pj9vf7e Před 11 měsíci +11

    Wow! beautiful place ❤

  • @user-qp3uy6pl9t
    @user-qp3uy6pl9t Před 4 měsíci +2

    ଆମେ ତ ଯାଇପାରିବିନି ତମ ଭିଡ଼ିଓ ମାଧ୍ୟମରେ ଦେଖୁଚି ବହୁତ ବଢିଆ ଭାଇ

  • @user-zh3ws4wp5e
    @user-zh3ws4wp5e Před 11 měsíci

    Bohuto bholo lagila bhai beautifull place thank you

  • @nirupamafoodrecipe
    @nirupamafoodrecipe Před 11 měsíci +7

    Bahut beautiful beach ⛱️ bhai

  • @uditkumarmajhi4754
    @uditkumarmajhi4754 Před 11 měsíci +4

    ବହୁତ ସୁଦର ଜାଗା ,ସତରେ ଏ ଜାଗା ଟା ବହୁତ ସୁଦର ମନ କୁ ଟାଣି ନେଲା, i like this beautiful place it's amazing ,thanks lab bhai 🎉 love from NUAPADA districk

  • @Shivanshi0304
    @Shivanshi0304 Před 11 měsíci

    Mind blowing video... Mind pura fresh hei gala.... Bohut hi sunder ❤❤❤

  • @user-vv4yr8wr1l
    @user-vv4yr8wr1l Před 11 měsíci

    ବହୁତ bholo ଲାଗିଲା labo ଭାଇ beach ଗୁଡାକ ବିହୁତ hi bholo lagila bhai godbles you brother ❤se

  • @rohitjani2724
    @rohitjani2724 Před 11 měsíci +5

    Beautiful place laba bhaiii❤❤❤❤❤❤

  • @prafullaofficial143
    @prafullaofficial143 Před 11 měsíci +12

    ବୁହୁତ ବଡ଼ିଆ 🎉🎉🎉🎉

  • @user-ci4fk8yi5o
    @user-ci4fk8yi5o Před 8 měsíci

    Ooo bhai tamora je sei santhali katha bahut moja lagila

  • @OdiavloggerLittle
    @OdiavloggerLittle Před 11 měsíci +1

    ବହୁତ ବହୁତ ଧନ୍ୟବାଦ, ଏତେ ସୁନ୍ଦର ଜାଗା ଦେଖେଇ ଥିବାରୁ ❤love from jajpur

  • @kuntaladansana2998
    @kuntaladansana2998 Před 11 měsíci +7

    Mind. blowing beach bhai 🙏

  • @narsinghhansdah6712
    @narsinghhansdah6712 Před 11 měsíci +26

    ❤❤❤ beautiful place ❤❤❤

  • @dipudipu249
    @dipudipu249 Před 11 měsíci +1

    Dragon 🐉🐲 Beach ⛱️ Mast Thila Sabuthu Bhai Au Diamond 💎 Beach 🏖️

  • @liyanslifestyle
    @liyanslifestyle Před 11 měsíci

    Ganesh Puja ଅନେକ ଅନେକ ଶୁଭେଚ୍ଛା Bhai Bahut Bahut Bhala lagila video ଏମିତି ଜାଗା dekhauchanti ଯାହା ସ୍ବପ୍ନ ରେ ବି asibabani so beautiful video kete Jana ଯାଉଛନ୍ତି traveling re

  • @ayoobabaofficial1683
    @ayoobabaofficial1683 Před 11 měsíci +13

    Wow Beautiful place ❤

  • @devanandsagar2040
    @devanandsagar2040 Před 11 měsíci +14

    Beautiful place my dear brother❤❤❤

  • @rajeshpadhan8180
    @rajeshpadhan8180 Před 11 měsíci

    Bahut sundar vlog beautiful laba bhai,mana khusi haigala

  • @sonubarad1502
    @sonubarad1502 Před 11 měsíci +3

    Real Beautiful Place, Bhai Thanks to you, for giving opportunity to enjoy this. Happy Ganesh Puja ❤❤❤❤