BANGKOK ରେ ଭାସୁଥିବା ବଜ଼ାର || Bangkok Floating Market

Sdílet
Vložit
  • čas přidán 27. 08. 2024
  • ପ୍ରିୟ CZcams ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ,
    ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
    ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
    📷 ଇନ୍ସ୍ଟାଗ୍ରାମ :-
    / laba_hansda
    📘 ଫେସବୁକ ID :-
    / mutraveller1

Komentáře • 1,1K

  • @MuTraveller
    @MuTraveller  Před 11 měsíci +1522

    ଭିଡ଼ିଓ ଏଡିଟିଂ ପ୍ରୋବ୍ଲେମ ଯୋଗୁଁ ଭିଡ଼ିଓ ଆସିପାରୁ ନଥିଲା , ଏବେ ପୁଣି ଲଗାତାର ଭିଡ଼ିଓ ଆସିବ.....ମୋ ଉପରେ ବିଶ୍ୱାସ ରଖିଥିବାରୁ ଧନ୍ୟବାଦ |||🙏🙏🙏

  • @moduniya6266
    @moduniya6266 Před 11 měsíci +110

    ଲବ ଭାଈ ❤️
    ଲବ ଭାଈ ଙ୍କୁ ଭଲ ପାଉଥିବା ଦର୍ଶକ ଙ୍କୁ ବି ବହୁତ ବହୁତ ଭଲ ପାଇବା ❤️❤️❤️

  • @dushmantmallick
    @dushmantmallick Před 11 měsíci +28

    ଲବ ଭାଇ ପାଣି ଭିତରେ ମାର୍କେଟ ଦେଖେଇଲ ଖୁସି ଲାଗିଲା। ଧନ୍ୟବାଦ ।

  • @anupamadas6512
    @anupamadas6512 Před 11 měsíci +73

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ସୁଦର ଭିଡିଓ ଖୁବ୍ ଭଲ ଲାଗିଲା ମନକୁ ଛୁଇଁ ଗଲା , ମନମୁଗ୍ଧକର । ଏମିତି ନୂଆ ନୂଆ ଭିଡିଓ ଆସୁଥାଉ। ଜଯୂ ଜଗନ୍ନାଥ ।

  • @user-kb6gb6ld7d
    @user-kb6gb6ld7d Před 11 měsíci +69

    ଭଲ ପାଇବାର ମୂଲ୍ୟ କେତେ ଜିରୋ ନା ୧୦୦।। ଯଦି ୧୦୦ ତେବେ ଲବ ଭାଇକୁ ବହୁତ ବହୁତ ଭଲ ପାଇବା ଦିଅ।।

  • @ajayakumarmohanty9582
    @ajayakumarmohanty9582 Před 11 měsíci +81

    ପାଣି ଉପରେ ଅବସ୍ଥିତ ବଜାର ର ଦୃଶ୍ୟ ଓ ଡଙ୍ଗାରେ ଯାତ୍ରା ପଥରେ ଅନେକ ମଜା ଲାଗିଲା। ଏହା ମନମୁଗ୍ଧକର ଅଟେ। ଧନ୍ୟବାଦ ।

  • @Tikilifestyle
    @Tikilifestyle Před 11 měsíci +202

    Happy birthday sunil bhai 🎂🎂ଭଗବାନ ତୁମକୁ ସଦାସର୍ବଦା ହସଖୁସିରେ ରଖନ୍ତୁ ତୁମର ଚଲା ପଥକୁ କୁସୁମିତ କରନ୍ତୁ ମାଆ ତାରିଣୀ Bless You 🙏🙏🙏

    • @user-wz9cv1lb1o
      @user-wz9cv1lb1o Před 11 měsíci +2

      Jay Jagannath Jay Jagannath Jay Jagannath Jay Jagannath 🎉

    • @Tikilifestyle
      @Tikilifestyle Před 11 měsíci +3

      😂😂😂😂

    • @PBVLOG
      @PBVLOG Před 11 měsíci

      Hy

    • @PBVLOG
      @PBVLOG Před 11 měsíci

      Tame bhi laba Bhai pari ବାହାର ଦେଶ ଯାଇ vlogging kara channel grow haba

    • @alokbehera1996
      @alokbehera1996 Před 11 měsíci

      ​@@Tikilifestyle😮😮😮😮

  • @ratanlalpurty6199
    @ratanlalpurty6199 Před 11 měsíci +31

    ବହୁତ ସୁନ୍ଦର ଜାଗା, ମନ କୁ ଛୁଇଁଲା God Blesse You brother 🙏❤️🙏❤️🙏❤️

  • @BIBHU_VLOGS_7735
    @BIBHU_VLOGS_7735 Před 11 měsíci +29

    Aamo odisha pila like it.... Laba bhai ku.... ❤

  • @jayhindvlogs5512
    @jayhindvlogs5512 Před 11 měsíci +49

    ବହୁତ ସୁନ୍ଦର ଲାଗୁଚି ..ହେଲେ ଭାଇ 2 day ହେଲା ଭିଡିଓ କଣପାଇଁ ଆସୁ ନ ଥିଲା

  • @kabita386
    @kabita386 Před 11 měsíci +39

    ଏମିତି ଜାଗା ତ ମୁଁ ସ୍ୱପ୍ନ ରେ ବି ଯାଇପାରିବିନି ଭାଇ ତୁମ ପାଇଁ ଏମିତି ଜାଗା ଦେଖି ପାରୁଛି ବହୁତ ବହୁତ ଧନ୍ୟବାଦ

  • @OdiaTokaAkash_217
    @OdiaTokaAkash_217 Před 11 měsíci +106

    ଯେଉଁ ମାନେ ଚାହୁଁଛ ଲବ ଭାଇଙ୍କର ୨୦୨୪ ପୂର୍ବରୁ 1M subcriber ହେଇଯାଉ like କର ଜୟ ଜଗନ୍ନାଥ🙏🙏

    • @manojpradhan3184
      @manojpradhan3184 Před 11 měsíci +1

      ଭାଇ 1 m subcriber ସାଥିରେ ନଂ ୧ Youtubr ଧନୀ ହୋବାର ସାହାଯ୍ୟ କରାଯାଉ ସମସ୍ତେ ୧୦୦ ଟଙ୍କା ଦେଇ ସହାୟତା କରାଯାଉ‌

    • @manojpradhan3184
      @manojpradhan3184 Před 11 měsíci

      🎉🎉🎉

  • @itssangramvlogs952
    @itssangramvlogs952 Před 11 měsíci +42

    Making a History | କେଉଁମାନେ ଚାହାଁନ୍ତି 2024 ପୂର୍ବରୁ ଲବ ଭାଇଙ୍କ ର 1 Million Subscriber ହେଇଯାଉ ବୋଲି.🩷

  • @sudhakarsjgamer257
    @sudhakarsjgamer257 Před 11 měsíci +89

    କେଉଁ ମାନେ ଲବ ଭାଇ Video କୁ ଅପେକ୍ଷା କରିଥିଲ ❤like କର 😊

  • @user-xm1kc9en6h
    @user-xm1kc9en6h Před 11 měsíci +5

    ବହୁତ ସୁନ୍ଦର ଜାଗା ଭାଇ ଧନ୍ୟବାଦ

  • @sukadevdas....ommvlogs7485
    @sukadevdas....ommvlogs7485 Před 11 měsíci +9

    ବହୁତ୍ ଭଲ ଲାଗିଲା
    ସବୁଠୁ ଭଲ ଲାଗିଲା background music ........
    Superb.......❤❤❤❤❤
    🎉🎉🎉🎉🎉🎉🎉🎉

  • @user-iv6yq1uv7h
    @user-iv6yq1uv7h Před 11 měsíci +53

    Respect button for Naveed Bhai, He is such a nice & Hardworking person You are so good I like you Bhai l love you Broo❤❤❤❤❤❤

  • @rajrana7938
    @rajrana7938 Před 11 měsíci +18

    Really bhai different kind of market place . Thank u very much bhai ❤❤❤❤🎉🎉🎉🎉

  • @puspanjalibehera3651
    @puspanjalibehera3651 Před 11 měsíci +2

    🙏Bahut sundar heichi heart❤ touching video👌😇 Jay ⭕❗⭕jagannatha 🙏Jay shree ram🙏🙏🙏🙏🙏 🚩

  • @kgfsantucreation
    @kgfsantucreation Před 11 měsíci +2

    Bhai dill❤️‍🩹se kahuchi…tame India 🇮🇳ra top1 Label ra vloger ,au tama pain aji ame pura odisha Basi Aji garbita….
    Au bhai Ajira vlog t vlog nuha jou level ra cinematic short sabu Achi …mote ta pura Film dekhila vali hi lagila….
    Emiti vlog jari rahu🥰 luv u Brother ❤️‍🩹

  • @pinkikandi5596
    @pinkikandi5596 Před 11 měsíci +28

    ଭାଈ ତମେ ମାନେ ମିଶି କି କେତେ ମଜା ମସ୍ତି କରୁଚ 🥰ହେଲେ ସୁନିଲ ଭାଇ ଆଉ ବାବୁ ଭାଇ ପଳେଇଲେ ତମେ ପୁଣି ଏକା ହେଇ ଯିବ ନା ଭାଇ🥺

  • @Krishnamusic112
    @Krishnamusic112 Před 11 měsíci +30

    କେଉଁ ମାନେ ଲବ ଭାଇ ଙ୍କୁ ହ୍ରୁଦୟ ରୁ ଭଲପାଅ ❤❤❤

  • @Dsrrsren7184
    @Dsrrsren7184 Před 11 měsíci +4

    Very nice video ❤ and beautiful place. ଜୟ ଜଗନ୍ନାଥ

  • @Explorewithyash16
    @Explorewithyash16 Před 11 měsíci +36

    ନମସ୍କାର ଏବଂ ଜଗନ୍ନାଥ ମୁଁ ବି ଲବ ଭାଇଙ୍କ ପରି ପାଠ ପଢିବା ସହିତ vlogging କରୁଛି। ସମସ୍ତ ଙ୍କ ର ଟିକିଏ support ରେ ମୁଁ ବହୁତ ଉପକୃତ ହେବି!🙏🙏

  • @Movies_8x
    @Movies_8x Před 11 měsíci +10

    ଲବ ଭାଇଙ୍କ ପାଇଁ ହୃଦୟରୁ ଗୋଟେ ଲାଇକ କର ❤️
    ଜୟ ମହାଦେବ 🙏🙏

  • @dasarathimohapatra618
    @dasarathimohapatra618 Před 11 měsíci +4

    ବହୁତ ସୁନ୍ଦର ଲାଗିଲା ଭିଡିଓ ଟି ମନମୁଗ୍ଧକର ଲାଗିଲା, ଜଗନ୍ନାଥଙ୍କ କୃପାରୁ ଭଲରେ ଥିବେ,

  • @rituparnajena4528
    @rituparnajena4528 Před 11 měsíci +11

    Very beautiful place

  • @preetimanjaribehera319
    @preetimanjaribehera319 Před 11 měsíci +31

    Such a beautiful location❤ 😘😇

  • @sidhuraika2946
    @sidhuraika2946 Před 11 měsíci +32

    Nice to see you Laba Bhai after 2 days... ❤❤❤ଦୁଇ ଦିନ video ଆସିଲାନି ଯେ, ଆମେ ଭାବିଲୁ ବୋଧହୁଏ ତୁମ ଦେହ କ'ଣ ଖରାପ ହୋଇଗଲା ବୋଲି। କିନ୍ତୁ ସେମିତି କିଛି ହୋଇନଥିବାରୁ ସନ୍ତୋଷ ଅନୁଭବ କଲୁ। ଆଉ ମୁଁ ବି ଦୁଃଖିତ ତମର video editing problem ପାଇଁ, but ସେଇଟା ବି solve ହେଇଯିବ। କାରଣ, I know you will better in your work so never worry about this problem.And today's vedio ବହୁତ ଭଲ ଲାଗିଲା,such a nice place of thiland.ପାଣି ଭିତରେ ବଜାର wow...! ଏହି scene କୁ କେବଳ ମୁଁ Hollywood movies ରେ ଦେଖିଥିଲି। ଆଜି ବହୁତ ଭଲରେ ପୁଣି ଥରେ ତୁମ ମାଧ୍ୟମରେ ଦେଖିଥିବାରୁ ତମକୁ ବହୁତ ବହୁତ ଧନ୍ୟବାଦ ❤❤❤। ଏବଂ ଅପେକ୍ଷା ରହିଲା ଆଗାମୀ video କୁ☺️☺️☺️

  • @nakulmajhi7336
    @nakulmajhi7336 Před 11 měsíci +3

    ଭାଇ ଯୋଗୁ ଏତେ ସୁନ୍ଦର ସୁନ୍ଦର ଭିଡ଼ିଓ ଦେଖିପାରୁଛେ ଜୟ ମାଁ ସୁନାଦେଇ

  • @bikashbasantadas6767
    @bikashbasantadas6767 Před 11 měsíci +1

    ଆରେ ଭାଇ ଭିଡିଓ ମସ୍ତ ! ପରମଜିତ ବେନିୱଲ ଠାରୁ ତମ ଭିଡିଓ ଭିନ୍ନ । ଭିଡ଼ିଓଗ୍ରାଫି ପୁରା ସିନେମାଟିକ । ଆଉ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ! ଓ ହୋ ହୋ । ସେ ଟେରାସ ରାଇସ ଫିଲଡ଼ ପରେ ଏଇଟା ସେଇ କ୍ୱାଲିଟି ର ଲାଗିଲା । superb.

  • @theanimal3153
    @theanimal3153 Před 11 měsíci +9

    ଏମିତି ସବୁ ଆଡେ ବୁଲନ୍ତୁ😂😂😂ଖୁସୀରେ ରୁହନ୍ତୁ❤❤❤❤❤ nice video 👍🏻, 👍🏻🙂🙂😊🙂

  • @krglbskeyjbkz1004
    @krglbskeyjbkz1004 Před 11 měsíci +34

    R.I.P (singer) 😭😭🙏🏻🙏🏻କେଉଁ ମାନେ ଶ୍ୟାମ ବିନ୍ଧାଣିଙ୍କୁ ଜାଣନ୍ତି

    • @kartikasenapati3047
      @kartikasenapati3047 Před 11 měsíci +6

      ଆରେ ଭାଇ RIP ଲେଖନୀ.. RIP ଖ୍ରୀଷ୍ଟିଆନ ମାନେ କୁହନ୍ତି ଆମେ ହିନ୍ଦୁ ସେଥିପାଇଁ ଆମ ସଂସ୍କୃତି ରେ କେହି ଆର ପାରିକି ଚାଲି ଗଲେ. ଆମେ ଓଁ ଶାନ୍ତି ବୋଲି କହୁ.. 🙏

  • @bidyutlatabastia2227
    @bidyutlatabastia2227 Před 11 měsíci +5

    Very beautiful.
    Enjoy boating with your friends

  • @mamatasoren8469
    @mamatasoren8469 Před 11 měsíci +2

    Bangkok floating market nice, babu bhai face no smail ❤❤

  • @chinumohanta4034
    @chinumohanta4034 Před 11 měsíci +31

    Beautiful place ❤❤

  • @bijayvlogs25
    @bijayvlogs25 Před 11 měsíci +29

    Wow beautiful place dada 😊❤

    • @trilochananayak2590
      @trilochananayak2590 Před 11 měsíci

      ଜୟ ଜଗନ୍ନାଥ 🙏
      ବିଜୟ ଭାଇ ❤️

  • @JaiShreeRam-mv3my
    @JaiShreeRam-mv3my Před 11 měsíci +7

    ଆମ ଗାଁରେ ଦୁଇଦିନ ଧରି ଠିକ୍ ସେ network ନଥିଲା ତ ମୁଁ ଭାବୁଥିଲି ଲବ ଭାଇଙ୍କ ଭିଡ଼ିଓ ସବୁ miss କରିଗଲି ତ ସେଇ ଦୁଇଦିନ ଭିଡ଼ିଓ ଟା ଆସିନି ତ ମଣିଷ ବଞ୍ଚିଗଲା 😂 ଧନ୍ୟବାଦ୍ ଭାଇ ❤

  • @hrudanandasankhua5824
    @hrudanandasankhua5824 Před 11 měsíci +1

    ଲବ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ଏମିତି ସବୁବେଳେ ହସ ଖୁସିରେ ରୁହ‌ ଲବ ଭାଇ ସୁନିଲ ଭାଇ ବାବୁ ଭାଇ Love you Laba Bhai Sunil Bhai Babu Bhai ❤❤️❤️❤️❤️ ଜୟ ଜଗନ୍ନାଥ 🙏Good bless you 👍

  • @MINATIDEOGAM
    @MINATIDEOGAM Před 11 měsíci +1

    📝🏫👍🌍🇮🇳 Johar ge sibil Katha dahan udi napai ge tabh of Bangkok Thailand country thanks 🙏 y

  • @mainamarandi4740
    @mainamarandi4740 Před 11 měsíci +4

    Kiye kiye bhai nkara video ku waiting karithila? Like kara😂😂

  • @Krishnamusic112
    @Krishnamusic112 Před 11 měsíci +18

    କେଉଁ ମାନେ ଚାହୁଁଚ 2024 ପୁର୍ବରୁ ଲବ ଭାଇ ଙ୍କର 1 million Subscribers ହେଇଯାଉ ❤❤❤

  • @pravatkumardas5128
    @pravatkumardas5128 Před 11 měsíci +2

    Actualy your journey is very difficult but you all enjoying the life beautiful

  • @MINATIDEOGAM
    @MINATIDEOGAM Před 11 měsíci +2

    Floating market at Bangkok Thailand country thanks 🙏 u Laba Hasda tour of Thailand country

  • @prakashkumarnaik6280
    @prakashkumarnaik6280 Před 11 měsíci +5

    ଭାଈ ଭଉତ ଭଲ ଲାଗିଲା ଭିଡିଓ ଟି କାହିଁକି ନା ଦିନ ଥିଲା ଆମେ move ରେ ଦେଖିବାକୁ ମିଳୁଥିଲା ❤

  • @sunilcreation02
    @sunilcreation02 Před 11 měsíci +3

    ବହୁତ ସୁନ୍ଦର ଲାଗିଲା 👌👌👌

  • @suchitramuduli7913
    @suchitramuduli7913 Před 11 měsíci +2

    Today's video was very Interesting 👍waiting for next video .👍

  • @sagarmilikhusi
    @sagarmilikhusi Před 11 měsíci +1

    Wow laba bhai so super

  • @Basudevkandiki366
    @Basudevkandiki366 Před 11 měsíci +21

    ଦୁଇ ଜଣ ମିଛି ଲବ ଭାଈଙ୍କୁ ମାରିଦେଲେ ବଲିବାବୁଥିଲି Video 3 ଦିନ ଏଲା ଆଛିନଥିବାରୁ😂😂😂❤❤

    • @Santosumi-prarthana
      @Santosumi-prarthana Před 11 měsíci

      ଭାଇ ଏ କଣ, କି ଅଶୁଭ କଥା କହୁଚ

  • @manasnayak2807
    @manasnayak2807 Před 11 měsíci +11

    Happy birthday Sunil Bhai,God bless you bhai ❤❤🎉🎉🎉🎉

  • @HKMO100
    @HKMO100 Před 11 měsíci

    ପ୍ରକୃତିର ଦୃଶ୍ୟ ଖୁବ୍ ସୁନ୍ଦର, ଚମତ୍କାର

  • @shradhanjaliartcraft1245
    @shradhanjaliartcraft1245 Před 11 měsíci +2

    Bhai e place ta bahut badhia heichi

  • @sewaniguria7332
    @sewaniguria7332 Před 11 měsíci +4

    Wonderful floating market ...i liked the most this beautiful place ❤❤❤❤...keep enjoying brothers....

  • @kbehera4876
    @kbehera4876 Před 11 měsíci +15

    Beautiful blog ❤

  • @rasmitarudhi142
    @rasmitarudhi142 Před 11 měsíci +2

    Wow bhai beautiful place 👌 pani me ghar ,shop ,market sab kuchh bohot hin achhi lagti thi 🥰🥰🥰....so happy bhai

  • @judhisthiranaik2503
    @judhisthiranaik2503 Před 11 měsíci +1

    ଭିଡ଼ିଓ ଦେଖି ବହୁତ ଭଲ ଲାଗିଲା l

  • @Siba_creation1
    @Siba_creation1 Před 11 měsíci +8

    କଉମାନେ ଲବ ଭାଇଙ୍କୁ ଭଲ ପାଅ ❤ like କର 👍 from Cuttack ❤❤❤

  • @sujatasahoo1841
    @sujatasahoo1841 Před 11 měsíci +6

    Finally 2 days waiting ra ଅନ୍ତ ହେଲା 😄

  • @RMalik110
    @RMalik110 Před 11 měsíci +1

    ବହୁତ ବଢିଆ ଲାଗିଲା ଧନ୍ୟବାଦ୍ ଭାଇ 💐👍🙏🙏🙏

  • @saathvik1342
    @saathvik1342 Před 11 měsíci +1

    Bohut sunder achi.. ⛵ Boat market..❤❤

  • @OfficialDebo
    @OfficialDebo Před 11 měsíci +5

    Everyday I am Waiting For your new videos .. Laba Bhai Really Different Kind of Markat Place .. Jay Jagannath 🙏💖💖 .....

  • @rameshbabu8813
    @rameshbabu8813 Před 11 měsíci +5

    Beautiful place bhai ❤❤

  • @adhirakumar5272
    @adhirakumar5272 Před 11 měsíci

    Bhala interesting🤔🙄🤔🙄 video🎥🎥

  • @besrabayarproduction4144
    @besrabayarproduction4144 Před 11 měsíci

    2 dina hela Bahut thara CZcams check karuthili finally video asigala,bahut khusi lagila❤❤❤

  • @sumitrahembram6692
    @sumitrahembram6692 Před 11 měsíci +12

    Sunil is so funny 😅🤣🤣

  • @gpganeshmusic1830
    @gpganeshmusic1830 Před 11 měsíci +3

    ଦେଖି ବାକୁ ବହୁତ ସୁନ୍ଦର ଲାଗୁଛି

  • @manoranjandas4301
    @manoranjandas4301 Před 4 měsíci

    କେତେ ସୁନ୍ଦର ଜାଗା 😮😮😮❤❤❤ କି ଭାଗ୍ୟ ତମର

  • @amalukutruka4952
    @amalukutruka4952 Před 6 měsíci

    Wow bhai beautiful place ❤❤❤ dekhauthibar bahut bahut thanks

  • @dascreationodisha
    @dascreationodisha Před 11 měsíci +6

    Beautiful ❤️❤️❤️❤️

  • @phulamurmur6355
    @phulamurmur6355 Před 11 měsíci +4

    Beautiful 👌🏻 😍 ❤

  • @sarojmalik6022
    @sarojmalik6022 Před 11 měsíci +1

    ଅତି ସୁନ୍ଦର

  • @puspanjalinayak2234
    @puspanjalinayak2234 Před 5 měsíci

    ବହୁତ ଭଲ ଲାଗୁଛି ଭାଇ 🤩❤😍ଧନ୍ଯବାଦ ଭାଇ ଆପଣଙ୍କ ପାଇଁ ଆମେ ଏତେ ଜାଗା ଘରେ ବସି ଦେଖି ପାରୁଛୁ thank you so much bhai

  • @sksidharthofficial3263
    @sksidharthofficial3263 Před 11 měsíci +9

    ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚

  • @JAMUNANAYAK-hf9im
    @JAMUNANAYAK-hf9im Před 11 měsíci +6

    Beautiful brother❤❤❤

  • @user-fb3le5wd9g
    @user-fb3le5wd9g Před 11 měsíci +2

    ବହୁତ୍ ଭଲ ଲାଗିଲା ଭାଇ 👌👌

  • @sudhirkumarkumarmohanta1000
    @sudhirkumarkumarmohanta1000 Před 11 měsíci +1

    ବହୁତ ବହୁତ ଧନ୍ୟବାଦ ଲବ ଭାଇ

  • @Travelgyeajay
    @Travelgyeajay Před 11 měsíci +9

    ଭାଇ late ରେ ଆସିବେ କିନ୍ତୁ ପୁରା world ଘାଣ୍ଟିବେ ❤

  • @OdiaTokaAkash_217
    @OdiaTokaAkash_217 Před 11 měsíci +13

    ଭାଇ ଏମିତି ସବୁ ବେଳେ ଖୁସିରେ ରୁହ

  • @priyameher2320
    @priyameher2320 Před 11 měsíci +2

    Maja bhai
    Beautiful smile 😍

  • @prabhatidas8938
    @prabhatidas8938 Před měsícem

    Bahut bahut bhala lagila Bhai video

  • @swadhinprusty1541
    @swadhinprusty1541 Před 11 měsíci +3

    ଭାଈ ବହୁତ ଅପେକ୍ଷା କରି ଥିଲି video
    Jay Jagrantha... ❤❤❤❤❤❤

  • @karankamira369
    @karankamira369 Před 11 měsíci +9

    ଭାଇ ଙ୍କ ପାଇଁ ପ୍ରାଥାନା କର ଜୟ ଜଗନ୍ନାଥ

    • @hbsyehe2897
      @hbsyehe2897 Před 11 měsíci

      Kai kn bhainku .. cancer heichi kii

    • @hbsyehe2897
      @hbsyehe2897 Před 11 měsíci

      Are sale....se ta bulichi video pakei utube re...paisa income...karuchi...
      Tame....bandalua...dala .ethi gandi maraucha...

    • @hbsyehe2897
      @hbsyehe2897 Před 11 měsíci

      Chup kii...ta dekhiba...bandalua..dala...ete Kai kahaku tekucha......trkiba ta ete sasta na....😂

  • @gunuchunusorts9978
    @gunuchunusorts9978 Před 11 měsíci +1

    କି ଜାଗା ରେ ଭାଇ ପାଣି ଭିତରେ ବଜାର ପୁରା wow ଵାଲା ବହୁତ ଭଲ ଲାଗିଲା ❤❤❤❤❤

  • @anjumnargis8088
    @anjumnargis8088 Před 3 měsíci +1

    Bhai your channel is my favourite channel and you are also my favourite

  • @dineshbhoi6480
    @dineshbhoi6480 Před 11 měsíci +19

    Everyday I am waiting for your new videos.. what a beautiful place & market laba bhai.. jai hind jai bharat 🇮🇳🇮🇳..

  • @kalubehera7886
    @kalubehera7886 Před 11 měsíci +14

    କେଉଁ ମାନେ ଲବ ଭାଇ ଙ୍କୁ ଭଲପାଉଛ❤❤❤

  • @manasnayak2807
    @manasnayak2807 Před 11 měsíci +2

    Sunil Bhai paee gote like please ❤❤❤❤

  • @madhu12327
    @madhu12327 Před 11 měsíci

    Bhai bohut enjoy kali ❤😍😍

  • @Za.658
    @Za.658 Před 11 měsíci +7

    ଆଜି ତ ଆରମ୍ଭ ରୁ ହିଁ ମତେ ହସେଇ ଦେଲେ ଭାଇ 😂😂😂 ମେଁ.....😂😂

  • @Mu_gruhini
    @Mu_gruhini Před 11 měsíci +3

    Love from Balasore ❤❤❤

  • @user-uu1jk6sq1m
    @user-uu1jk6sq1m Před 11 měsíci

    Bahut bhala lagila video dekhi❤❤❤❤

  • @suklaltudu1537
    @suklaltudu1537 Před 11 měsíci +1

    Adi napay place dada

  • @Rajat_sahoo
    @Rajat_sahoo Před 11 měsíci +12

    ଭାଇ ଭିଡ଼ିଓ କୁ କିଏ କିଏ ଅପେକ୍ଷା କରିଥିଲ 😭😭😭

  • @mdrcreation8249
    @mdrcreation8249 Před 11 měsíci +8

    କିଏ କିଏ video ଅପେକ୍ଷା ରେ ଥିଲ ❤❤like କର

  • @srichandrasandha4915
    @srichandrasandha4915 Před 11 měsíci

    Bahut sundar jaga dada dekhi ki bahut khusi lagila god bless You. Jay Jagannath 🙏🏽🙏🏽

  • @user-kw9jy9hp7o
    @user-kw9jy9hp7o Před 11 měsíci

    Bahut Sundar lagila aapanaka video

  • @sankarsoren6314
    @sankarsoren6314 Před 11 měsíci +4

    ଆମେ ବହୁତ ଡରି ଯାଇଥିଲେ କିଛି ପ୍ରୋବ୍ଲେମ ହୋଇଗଲାକି

  • @oye_____owner__1
    @oye_____owner__1 Před 11 měsíci +5

    ଭାଇ ମୁଁ ତମ ଭିଡିଓ କୁ ଅନେଇକି ବସିଥିଲି ଜୟ ଜଗନ୍ନାଥ ଭାଇ

  • @sanjaymarandi7565
    @sanjaymarandi7565 Před 11 měsíci +1

    Jay jagannath bhai🙂🙂🙂🙂

  • @jayasmimurmu7909
    @jayasmimurmu7909 Před 11 měsíci

    Bohut volo heichhi market ta. Market re mote bi bulibaku echha heuthhila. So very beautiful video.
    May God bless you so much.❤❤❤❤❤❤😂 Bro.