ରଥଯାତ୍ରା ପାଇଁ କ'ଣ ସବୁ ଆସିଲା / Rupa Pin2 Khushi

Sdílet
Vložit
  • čas přidán 5. 07. 2024

Komentáře • 440

  • @Shree_910
    @Shree_910 Před 7 dny +46

    ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ 🙏🏻❤ଆଜି ରଥଯାତ୍ରା ଉପଲକ୍ଷେ ସମସ୍ତ ଭକ୍ତମାେନ ଜୟ ଜଗନ୍ନାଥ ଲେଖନ୍ତୁ ❤🙏🏻

  • @Jagannathloverbiswa
    @Jagannathloverbiswa Před 7 dny +40

    ନନ୍ଦିଘୋଷ ବିଜେ ନନ୍ଦ ନନ୍ଦନ ଗୀତ ଟି କାହାକୁ କାହାକୁ ଭଲ ଲାଗୁଚି 👍👍 କର

    • @sabitasahu4670
      @sabitasahu4670 Před 7 dny +1

      кαнιℓє ραιѕα мιℓιвαиα кαиα

  • @VlogsStationPandarungi91
    @VlogsStationPandarungi91 Před 7 dny +22

    ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା 🥥‼️🥥

  • @Smileykingsuren
    @Smileykingsuren Před 7 dny +30

    ପବିତ୍ର ରଥଯାତ୍ରା ❣️ରେ ଶହ ପରିବାର ଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା ଜୟ ଜଗନ୍ନାଥ 🙏

  • @rakeshbehera6466
    @rakeshbehera6466 Před 7 dny +23

    ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ଲଭ୍ ୟୁ ❤❤❤❤🙏🙏 ଜୟ ଜଗନ୍ନାଥ 🙏🙏

  • @SunitaMohapatra-xs8st
    @SunitaMohapatra-xs8st Před 7 dny +13

    ମୋ ତରଫରୁ ରଥଯାତ୍ରା ର ଆପଣଙ୍କୁ ଢେର୍ ସାରା ଅଭିନନ୍ଦନ ଜୟ ଜଗନ୍ନାଥ 🙏🙏🙏❤ ଖୁସି ମା ❤ ସମସ୍ତ ପରିବାର କୁ ❤❤❤

  • @PSHORT1K
    @PSHORT1K Před 7 dny +10

    ଭାଇ ଅନିଲ କାହିଁ ଆସୁନି ଆଉ ମଜା ଲାଗୁନି ଭାଇ ତାକୁ ଦାଖ ସିଏ ଓଭର୍ ଏକ୍ଟିଙ୍ଗ କରନ୍ତି ନା ସେତି ପାଇଁ ମଜା ଲାଗେ

  • @gelhabatiswain7676
    @gelhabatiswain7676 Před 7 dny +6

    ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ପରିବାର ଲୋକଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭ କାମନା ଜୟ ଜଗନ୍ନାଥ ଭାଇ ଭାଉଜ ଖୁସି ମା ❤❤❤❤❤❤❤❤❤❤❤❤

  • @mathuramahakur5994
    @mathuramahakur5994 Před 7 dny +3

    ପବିତ୍ର ରଥଯାତ୍ରା ଅବସରରେ ଆପଣଙ୍କ ପରିବାର କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ଭାଇ ଭାଉଜ ⭕‼️⭕🙏🌸🏵️

  • @madhushmitasahoo4439
    @madhushmitasahoo4439 Před 7 dny +5

    Bhai sali auu dokan re rahunahanti khusi maa so sweet voice ❤❤❤

  • @AshokBehera-fr7vg
    @AshokBehera-fr7vg Před 7 dny +9

    ସମସ୍ତଙ୍କୁ ମୋର ରଥ ଯାତ୍ରା ଉପଲକ୍ଷ ଅ ନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ❤❤❤🎉🎉🎉🎉🎉

  • @jhilibhoi6186
    @jhilibhoi6186 Před 7 dny +6

    Happy ratha jatra all family Jay Jagannath 🙏 🙏🙏 hii khusi mama 👌👌👌

  • @tapaswinibehera9604
    @tapaswinibehera9604 Před 7 dny +4

    ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା❤❤❤❤❤

  • @Subhalaxmibehera-hv3km
    @Subhalaxmibehera-hv3km Před 7 dny +4

    ପବିତ୍ର ରଥଯାତ୍ରା ପାଇଁ ଆପଣ ଆମକୁ ଅନେକ ଅନେକ ଶୁଭେଚ୍ଛା 🎉🎉🎉🙏🙏

  • @padmabatisahu4966
    @padmabatisahu4966 Před 7 dny +3

    ପବିତ୍ର ରଥଯାତ୍ରା ରେ ଶହ ପରିବାର ଙ୍କୁ ଅନେକ ଅନେକ ଶୁଭ କାମନା ଜୟ ଜଗନ୍ନାଥ ❤🙏🙏

  • @1x-abinash-07
    @1x-abinash-07 Před 7 dny +3

    ପବିତ୍ର ରଥଯାତ୍ରା ରେ ମୋ ତରଫରୁ
    rupa pintu khusi express ସମସ୍ତ ମେମ୍ବର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ❤

  • @ParmeswarSabar699
    @ParmeswarSabar699 Před 7 dny +5

    ଜୟ ଜଗନ୍ନାଥ ପବିତ୍ର ଗୁଣ୍ଡିଚା ରଥଯାତ୍ରା ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ 🙏🙏ମତେ ବି ସପୋର୍ଟ କରନ୍ତୁ ଜଗନ୍ନାଥ ଆପଣଙ୍କ ମାଗଲ କରିବେ ଜୟ ଜଗନ୍ନାଥ

  • @lisarout5362
    @lisarout5362 Před 7 dny +3

    ପବିତ୍ର ରଥଯାତ୍ରା🛕 ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା 🥰ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏

  • @sudhirkumarrout9799
    @sudhirkumarrout9799 Před 7 dny +5

    Happy Ratha yatra 🛕🪔🔔🌺🙏cute😊 pintu❤. Thakura🛕nka Mukuta au dress bahut sundar heichi👌. Prayash bhai😎😄😂.

  • @prasantabehera9181
    @prasantabehera9181 Před 7 dny +2

    ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏🙏❤️❤️❤️

  • @Userpujalini
    @Userpujalini Před 7 dny +1

    ପବିତ୍ର ରଥଯାତ୍ରା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଭାଇ ଓ ଭାଉଜ 🙏❤️🙏🥰🥰🙏

  • @PriyaSahoo-dq4jt
    @PriyaSahoo-dq4jt Před 7 dny +4

    Bhai mu 10 thara dakhi sarilini Gita ta bahut bhala lagila

  • @rajukhanda6148
    @rajukhanda6148 Před 7 dny +3

    ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ହାପି ରଥଯାତ୍ରା ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤❤❤❤

  • @anitabiswajitdas9322
    @anitabiswajitdas9322 Před 7 dny +2

    Happy rathaj jatra all family members 🙏🙏🙏 Jay Jagannath 🙏🙏 love you Khushi maa ❤️❤️❤️❤️🥰🥰🥰🥰

  • @babitarout3255
    @babitarout3255 Před 7 dny

    Bohut thara dekhisariluni gita,, 😍Jay jagannath🙏

  • @sibadora9248
    @sibadora9248 Před 7 dny

    ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ......❤❤❤ଜୟ ଜଗନ୍ନାଥ ସ୍ଵାମୀ....... 🙏🙏🙏

  • @khushiranimajhi8684
    @khushiranimajhi8684 Před 7 dny +1

    Jay Jagannath Bhai bhauja Prabhu jagannath apankanku aau apanka family ku sabubele ghanta ghodei rakhantu Love you mo cute Bhai & Bhauja❤️❤️

  • @Tapannayak-vs3vp
    @Tapannayak-vs3vp Před 7 dny +3

    Happy that jatar❤❤ Rupa Pintu ku

  • @ManiniBehera-ds5dp
    @ManiniBehera-ds5dp Před 7 dny

    ପବିତ୍ର ରଥଯାତ୍ରା ରେ ଆପଣଙ୍କ ସପରିବାର ଙ୍କୁ ମୋ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜୟ ଜଗନ୍ନାଥ ଭାଇ ଭାଉଜ 🙏🙏🙏🙏Love you khusi MAA ❤❤❤❤❤

  • @sukantasahoo1481
    @sukantasahoo1481 Před 7 dny +1

    ରଥଯାତ୍ରାର ଅନେକ ଶୁଭେଛା, ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରେ ତୁମର ଜୀବନ ଖୁସି, ସମୃଦ୍ଧି ଓ ସଫଳତାରେ ପୂର୍ଣ୍ଣ ହେଉ।

  • @lipinabehera5640
    @lipinabehera5640 Před 7 dny +2

    Happy tatha jatea all family jay jagannath🙏🙏🙏 love you khusimaa😍❤❤❤💞💞🥰🥰🥰🥰🥰

  • @user-vu5zr6qn6v
    @user-vu5zr6qn6v Před 7 dny +2

    Jay Jagannath pin2 bhai rapa bhauja Khushi maa all ❤❤❤❤❤❤❤

  • @Rahul_samantaray
    @Rahul_samantaray Před 7 dny +2

    Happy ratha yatra all family members jay jagannath 🙏🙏🙏🙏 so cute khusi maa ❤❤❤

  • @Jagannathloverbiswa
    @Jagannathloverbiswa Před 7 dny +151

    ମତେ ଯିଏ ସପୋର୍ଟ କରିବ ତଙ୍କୁ ଜଗନ୍ନାଥ ଘଣ୍ଟ ଘୋଡେଇ ରଖିଥାନ୍ତୁ

  • @nirjharini_senapati9818
    @nirjharini_senapati9818 Před 7 dny +2

    Happy Ratha Yatra 🙏❤️Jay Jagannath Swami Nayana Patha Yami Bhaba Tume 🙏🙏🙏🙏🙏🙏

  • @SonuRout-iq1gv
    @SonuRout-iq1gv Před 7 dny

    ପବିତ୍ର ରଥଯାତ୍ରା ର ଅନେକ ଅନେକ ଶୁଭେଚ୍ଛା ❤❤❤❤❤❤❤❤❤❤❤

  • @BharatiNayak-yd9uz
    @BharatiNayak-yd9uz Před 7 dny +3

    Happy ratha Yatra Bhai bhauja Khushi maa happy family members and friends jay jagannath bhalre rakhntu ratha Yatra upar likhe subha ka manana emiti sabu bele hauthao 🙏🙏😍😍👌👌♥️♥️♥️💕💕😍😍😍

  • @sangitakarna2602
    @sangitakarna2602 Před 7 dny

    Happy Ratha Yatra all family members ❤️❤️ jay Jagannath 🙏🙏 Prabhu samastanku emiti kushire rakhantu love you all ❤️ ❤️❤️❤️

  • @ganapathikhatai9070
    @ganapathikhatai9070 Před 7 dny

    ରଥଯାତ୍ରା ଉପଲକ୍ଷେ ପରିବାର ସମସ୍ତଙ୍କୁ ହାର୍ଦ୍ଦିକଶୁଭକାମନା ଓ ଶୁଭେଛା Jay Jagannath 🙏🏽🙏🏽🙏🏽♥️♥️♥️♥️

  • @soumya_star7588
    @soumya_star7588 Před 7 dny +1

    Happy rath yatra to all members Jay Jagannath 🙏🏻🙏🏻🙏🏻 bahut badhiya lagila vlog dekhiki Bhai 😊😊😊😊

  • @SwornalataMallick-xi7uk

    ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ମୋର ହୃଦୟରୁ ଶୁଭେଚ୍ଛା ଓ ଶୁଭକାମନା ⭕‼️⭕🙏🙏 ଜୟ ଜଗନ୍ନାଥ 🙏🙏

  • @barshasahuexpress3539

    ପବିତ୍ର ରଥଯାତ୍ରା ର ଆପଣମାନଙ୍କୁ ଢେର୍ ସାରା ଶୁଭେଚ୍ଛା ଓ ଅଭିନନ୍ଦନ 🙏🙏। ମହାପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ସବୁବେଳେ ରହିଥାଉ 🙏🙏

  • @user-vg1dw3sf3q
    @user-vg1dw3sf3q Před 7 dny +3

    Happy Rathyat Ra Jai jagannath

  • @mantubehera2370
    @mantubehera2370 Před 7 dny

    Jay jagannath 🙏ସମସ୍ତ ଙ୍କୁ ପବିତ୍ର ରଥଯାତ୍ରା ର ଉପଲକ୍ଷେ ସମସ୍ତଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା ଏମିତି ସମସ୍ତେ ହସ ଖୁସିରେ ଥାନ୍ତୁ lovu all family all tha best 👍

  • @abhijitpattnaik8252
    @abhijitpattnaik8252 Před 7 dny +1

    Happyrathajatra
    All
    Jayjagannath
    Hiikhusimama
    🙂🙂🙂🙂🙂🙂👍👍👍👍👍👍👍👍👍👌👌👌👌👌❤️❤️

  • @pinkirani5182
    @pinkirani5182 Před 7 dny +1

    Bahuta comedy kara pintu Bhai mamuni vlog re thile char chand lagi Jaye yemiti sabu bele hasa khusi re ruhantu all family prabhu yemiti ghanta ghodei ki rakhi thantu pintu Bhai kan family kun Jay shree jagarnath pintu Bhai bhauja khusi maa runa dei mamuni bhauni ramdev baba bapun Bhai all' family members kun Jay shree jagarnath 🙌❤️

  • @user-yc9yc4pk7i
    @user-yc9yc4pk7i Před 7 dny +2

    Jay jagannath ❤❤happy ratha yatra ❤❤❤❤❤love you khusi maa ❤❤❤❤😊

  • @user-zi7gm3id4z
    @user-zi7gm3id4z Před 7 dny +1

    Rupa bhauja, khusi maa, pintu bhai and all family members nku mor Happy Rathyatra❤❤❤

  • @biswaranjansahoo7495
    @biswaranjansahoo7495 Před 7 dny

    Bahut sundar lagila vlog full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja khusi maa 🙏🙏🙏

  • @dipunmama9616
    @dipunmama9616 Před 7 dny

    ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ❤❤🙏🙏ଜୟ ଜଗନ୍ନାଥ

  • @DiluSahoo-pz2jg
    @DiluSahoo-pz2jg Před 7 dny +1

    Happy ratha Yatra all of you family members jay jagannath
    I love you Rupa pintu khusi express

  • @tapaswinisamal211
    @tapaswinisamal211 Před 7 dny

    ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ❤❤❤ ଜୟ ଜଗନ୍ନାଥ 🙏🙏

  • @JK-so3cx
    @JK-so3cx Před 7 dny

    ବିଶ୍ଵ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା🙏ଜୟ ଜଗନ୍ନାଥ🙏

  • @srikartsahu
    @srikartsahu Před 7 dny +2

    Happy ratha jatra all family ❤❤❤ Jay jagannath all ❤❤❤ love you Khushi maa ❤❤❤❤ good bless you all ❤❤❤

  • @user-ox1oi7eo3q
    @user-ox1oi7eo3q Před 7 dny

    ପବିତ୍ର ରଥଯାତ୍ରା ପାଇଁ ଅନେକ୍ ଶୁଭେଚ୍ଛା ଶୁଭ କାମନା ଜୟ ଜଗନ୍ନାଥ 🙏🙏🙏♥️♥️

  • @papupapuswain2434
    @papupapuswain2434 Před 7 dny

    ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା

  • @MantuSwain-nm2tw
    @MantuSwain-nm2tw Před 7 dny

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତିରେ ପରିପୂର୍ଣ୍ଣ ହେଉ।

  • @KiranBaby92
    @KiranBaby92 Před 7 dny

    ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତ ଓଡିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ 🥰❤ ରଥଯାତ୍ରା ଉପଲକ୍ଷେ ସମସ୍ତ ପରିବାରକୁ ମୋର ଅଭିନନ୍ଦନ 🥰❤️ ଜୟ ଜଗନ୍ନାଥ 🙏

  • @hrudanandasankhua5824
    @hrudanandasankhua5824 Před 7 dny +1

    ପବିତ୍ର ବିଶ୍ବ ପ୍ରସିଦ୍ଧ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଭାଇ ଭାଉଜ ଖୁସିମା ପରିବାର ସମସ୍ତ ଙ୍କୁ ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ମୋ ପିଣ୍ଟୁ ଭାଇ ରୂପା ଭାଉଜ‌ ପ୍ରୟାସ ଭାଇ ରୁନା ଦିଦି ମାମୁନି ମାଉନ ସମସ୍ତ ଙ୍କ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ପ୍ରୟାସ ଭାଇ ଚିତ୍ତ ଭାଇ ରୋମିଓ ଭାଇ ରୁନା ଦିଦି ମାମୁନି ବାପୁନି ମାଉନ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି ‌Mo Cute Khusimaa 😘 Love you Bhai Bhauja Khusimaa Prayash Bhai Chitta Bhai Romeo Bhai Runa Didee Mamuni Sister Bapun Ram dev Baba and all Family members💞❤️❤️❤️❤️❤️❤️❤❤❤❤❤❤❤❤❤❤❤❤❤
    ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️

  • @basantarubita8502
    @basantarubita8502 Před 7 dny +2

    Happy ratha jatra to all family members enjoy your

  • @lilisahoo9179
    @lilisahoo9179 Před 7 dny

    Mahaprabhu sabubele tumaku sahaya huantu Jay jagannath bhai❤❤❤

  • @ukbiswal6473
    @ukbiswal6473 Před 7 dny +1

    Happy ratha jatra all family members Jay Jagannath

  • @narendragiri3049
    @narendragiri3049 Před 7 dny +1

    Full comedy prayash bhai

  • @supriasethi2561
    @supriasethi2561 Před 7 dny

    Happy rathaj jatra all family members 🙏🙏 Jay jagannath 🙏🙏 love you Khushi maa ❤❤❤❤❤❤❤❤❤❤❤

  • @sunitamohanty2339
    @sunitamohanty2339 Před 7 dny +2

    Jay Jagannath. God bless you , your family, and friends

  • @biswasahu9250
    @biswasahu9250 Před 7 dny +1

    Happy rathajatra 🙏🙏🙏

  • @user-vr2xq3gh4b
    @user-vr2xq3gh4b Před 6 dny

    Pintu Bhai Jo kathare achhi durbala upare sarbalara atyachar tik sei pari ramdev baba nka upare heuchi 😂😢😢 bhai prayash bhai video re aashigale hasi hasi 😁😁😀 peta batha bahari jaa ❤❤ love you Khushi maa 💞🥰😘 and love you all family members ❤️❤️❤️🥰

  • @priyanshisoumya6426
    @priyanshisoumya6426 Před 7 dny +1

    Happy RathaYatra🙏⭕❗⭕

  • @SRIKANTPATRO-zw7fj
    @SRIKANTPATRO-zw7fj Před 6 dny

    Bhai sali auu dokan re rahunahanti Khusi maa so sweet video ⭕‼️⭕🚩🚩

  • @chhabiranisatapathy1838
    @chhabiranisatapathy1838 Před 7 dny +1

    Happy family members ❤❤

  • @mukeshdash3491
    @mukeshdash3491 Před 7 dny

    ପବିତ୍ର ରଥଯାତ୍ରା ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଭବ

  • @pinkibhuyan2831
    @pinkibhuyan2831 Před 7 dny +1

    Pabitra Rath Yatra re aneka aneka subhechha all of you ❤❤❤

  • @rudranayak8748
    @rudranayak8748 Před 6 dny +1

    Jay Jagannath swami ji 🙏🙏

  • @asmitatanti1681
    @asmitatanti1681 Před 7 dny +2

    Happy Ratha Yatra 🙏🙏 Both Of Family Members❤❤

  • @santasinisahoo6520
    @santasinisahoo6520 Před 7 dny +1

    ଜୟ ଜଗନ୍ନାଥ ଭାଇ ଭାଉଜ ❤❤

  • @anusabar8904
    @anusabar8904 Před 7 dny

    Jay Jagannath Swami 🙏🙏 tumar all family members kunk happy Ratha jatra

  • @kabitadas2689
    @kabitadas2689 Před 7 dny

    Love you khushi maa ❤❤❤❤Jay Jagannath 🙏🙏🙏🙏

  • @ajayapradhani1293
    @ajayapradhani1293 Před 7 dny +5

    କୋଟି ଓଡ଼ିଆଙ୍କ ମଉଡମଣୀ ଜଗତର ନାଥ ଜଗନ୍ନାଥ ଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭକାମନା ଜୟ ଜଗନ୍ନାଥ....🙏🏻🪷 ⭕❗⭕ 🪷🙏🏻

  • @milimartha756
    @milimartha756 Před 6 dny

    Love u all family members happy Rath Yatra all family members nku god bless u Jay Jagannath 🙏🙏🙏

  • @monikamaillk1776
    @monikamaillk1776 Před 7 dny

    Happy ratha jatra all family members 🙏🙏❤god bless you😘😘❤ soo cute khushi maa❤❤ jay Jagannath‼⭕‼️⭕🙏🙏

  • @MitaraniSahoo-gg5bb
    @MitaraniSahoo-gg5bb Před 7 dny

    ରଥ ଯାତ୍ରା ରେ ଅନେକ ଶୁଭେଛା

  • @AnilsahuAnil-tx4kc
    @AnilsahuAnil-tx4kc Před 7 dny

    🙏ଜୟ ଜଗନ୍ନାଥ 🙏ଭାଇ ବହୁତ ସୁନ୍ଦର ଭିଡ଼ିଓ ରଥଯାତ୍ରା ପାଇଁ ଏତେ ସୁନ୍ଦର ସୁନ୍ଦର ଫୁଲ ହାର ଆଣିଛନ୍ତି ବହୁତ ଭଲ ଲାଗିଲା, ପ୍ରୟାସ ଭାଇ ତୁମର ଆକଟିଂଗ ବହୁତ ସୁନ୍ଦର, 😄😄😄😄😄

  • @SuprabhaSethi-fd6pz
    @SuprabhaSethi-fd6pz Před 6 dny

    Rupa bhauja khushi maa❤❤❤❤❤ pintu bhai and all family members ❤❤❤❤❤❤❤❤❤❤ nku mor Happy Rathyatra ❤❤❤❤❤❤❤❤❤❤❤❤

  • @SoniaBhoi-zr6cc
    @SoniaBhoi-zr6cc Před 7 dny

    Paryas bhai bahut badhiya kale aji

  • @subhasmitasingha3568
    @subhasmitasingha3568 Před 7 dny

    Happy ratha jatra all family jay Jagannath 🙏🙏🙏

  • @abhiramkhatua7135
    @abhiramkhatua7135 Před 7 dny +2

    Happy ratha Yatra 🙏🙏both of family members ❤❤

  • @user-ud1bc9xb4e
    @user-ud1bc9xb4e Před 7 dny

    Bhai se song mu sabu dina dekhuchi ❤

  • @nirmalaojha9629
    @nirmalaojha9629 Před 6 dny

    Jagannath nka kruparu Aagaku jao ❤❤❤❤

  • @AnisaJena-s1s
    @AnisaJena-s1s Před 7 dny +2

    Jay jagannath 🙏🙏

  • @ramasona1911
    @ramasona1911 Před 7 dny +1

    Happy ରଥଯାତ୍ରା ଭାଇ ❤❤❤❤❤❤

  • @sashirekhapanda6284
    @sashirekhapanda6284 Před 7 dny

    Jay Jagannath 🙏 so beautiful family ❤️💕💕💕 so cute Khushi maa ❤

  • @sasmitaparamanikpapali
    @sasmitaparamanikpapali Před 7 dny +1

    Happy Rath Yatra to all family to you pintu and Rupa tama paribara amiti sabubala khushi ra ruha jagannath kaa pakhara atiki prathana❤❤❤

  • @jasminebehera125
    @jasminebehera125 Před 7 dny +1

    Jay Jagannath🙏🙏🙏🙏🙏🙏Hii khusi maa❤❤❤❤

  • @user-uj4kh5ey8q
    @user-uj4kh5ey8q Před 7 dny +2

    1 st like bhai

  • @dhaneswersahoo1045
    @dhaneswersahoo1045 Před 7 dny +1

    Mamuni very funny❤❤😢🎉

  • @barsarani108
    @barsarani108 Před 7 dny

    Happy Ratha Jatra to all of you 😊😊 Bahut sunder lagila dekhiki 😊😊 jay jagannath 🚩🚩🚩🚩🚩🚩🙏🙏🙏🙏🙏

  • @dinabandhurout1776
    @dinabandhurout1776 Před 7 dny

    Love you mo pintu Bhai
    Jay jagannath 🙏😘

  • @user-et8go5tq2n
    @user-et8go5tq2n Před 7 dny +1

    Nice video Bhai and bhauja love you 🙏🙏🙏🙏🙏🙏

  • @dolivlogging5470
    @dolivlogging5470 Před 7 dny +1

    Happy family 💟💕💕🎉 Jay jagannath 🙏🙏🙏

  • @rajatkumardhal6864
    @rajatkumardhal6864 Před 7 dny

    Happy ratha Yatra khusi paribar 🙏