Jay Jagannath ❤ Bahut sunder lagila vlog full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja khusi maa 🙏🙏🙏
Bhai, bhauja mate bahut bhala lagila Ratha re basichanti 3 thakura kete sundar dekha jauchanti .akhiru luha asijauchi jay jagannath 🙏🙏 bahut sundar family 😍😍
Yemiti sabu time khusi re ruhantu pintu Bhai yemiti family khusi re ruhantu ❤u Jay shree jagarnath 🙌❤️ bhai bhauja khusi maa runa dei mamuni bhauni ramdev baba bapun Bhai god bless you ❤u
ଭାଇ ସତରେ ଏଇ ଭିଡିଓ ଟା ଦେଖିକି ଆଖିରୁ ଲୁହ ଝରି ପଡିଲା
ପ୍ରୟାସ କିନ୍ତୁ ଗୋସେଇଁ ଙ୍କ ପରିକା ଲାଗୁଛ😊😊😊ରଥ ସଜା ବହୁତ ସୁନ୍ଦର ହେଇଛି ବହୁତ ସୁନ୍ଦର ଲାଗୁଛି
Prayash bhi pura bada panda jay jagannath
Ramdev baba dance bahut sundar lagila😘❤️❤️
ସବୁ ବେଳେ ଏମିତି ଖୁସି ରେ ରୁହ ଆହୁରି ଆଗକୁ ଜାଅ ଭାଇ ଦିଦି ❤❤❤ ଜୟ ଜଗନ୍ନାଥ 🙏🙏🙏
ଜୟ ଜଗନ୍ନାଥ ଭାଇ ଭାଉଜ ❤❤ ରଥଯାତ୍ରା ଭିଡିଓ ବହୁତ ସୁନ୍ଦର ଲାଗିଲା ଭାଇ ❤❤
🙏 ଜୟ ଜଗନ୍ନାଥ, 🙏
ରଥଯାତ୍ରା ବହୁତ ଭଲ ଲାଗିଲା...କିନ୍ତୁ ଦିନ ଥିବା ବେଳେ ରଥ ଟଣା ଯାଏ....ସନ୍ଧ୍ୟା ହେଇଗଲେ ରଥ ଆଉ ଟଣା ଯାଏ ନି. ..ରଥ ଯୋଉଠି ଥାନ୍ତି ସେଇଠି ରୁହନ୍ତି...ପୁଣି ସକାଳ ହେଲେ ରଥ ଟଣା ଯାଏ....ଏଥିପ୍ରତି ଟିକେ ଧ୍ୟାନ ଦିଅନ୍ତୁ ....next time ସନ୍ଧ୍ୟା ପୂର୍ବରୁ ସାରିବା ପାଇଁ ଚେଷ୍ଟା କରନ୍ତୁ.🙏🙏
ଜୟ ଜଗନ୍ନାଥ ଭାଇ ଭାଉଜ ପୁରା ପରିବାରକୁ ସମସ୍ତଙ୍କୁ ବୋହୁତ ଖୁସି ଲାଗିଲା ଭାଇ ପୁରା ପରିବାରକୁ ଏକାଠି ରଥ ଟାଣିବାର ଦେଖି ଭାଇ ପ୍ରଭୁ ଜଗନ୍ନାଥ ସବୁବେଳେ ଏମିତି ଆପଣଙ୍କ ପରିବାରକୁ ଖୁସିରେ ଓ ଭଲରେ ରଖିଥାନ୍ତୁ ❤❤❤
Love you Bhai Bhauja khusi maa all family members ❤❤❤
ପିଣ୍ଟୁ ଭାଇ ତୁମ ହସ ନା ମତେ ବହୁତ ଭଲ ଲାଗେ ଜୟ ଜଗନ୍ନାଥ ପ୍ରଭୁ ତୁମକୁ କୋଟି କୋଟି ନମସ୍କାର
ବହୁତ ସୁନ୍ଦର ମୋ କାଳିଆସୁନା ଭାଇ ଭାଉଜ ଖୁସି ମା ସମସ୍ତ ପରିବାର ସମସ୍ତେ ମିଶି ବହୁତ ସୁନ୍ଦର ନାଚ ପରିବେଷଣ କରୁଛନ୍ତି ❤❤❤❤❤❤❤❤❤❤
ପାଞ୍ଚାଳୀ ମା ବହୁତ୍ ଖୁସୀ କାରଣ ପ୍ରଭୁ ତାଙ୍କ ବଡିକୁ ଯାଉଛନ୍ତି
Bhai bhauja sabubele emiti sathire ruha and shree jagannath tuma family ku bhalare rakhithantu🙏
ସମସ୍ତଙ୍କୁ ଖୁସିରେ ଦେଖି ଭଲ ଲାଗୁଛି ସମସ୍ତଙ୍କୁ ଜଗନ୍ନାଥ ଭଲରେ ରଖି ଥାନ୍ତୁ ଭାଇ ଭାଉଜ ଅଲ ଫେମିଲି
Jay jagganath🥰❤ Love u mo pin2 bhai, rupa bhauja, khushimaa and all family👪 members.. Love u all.. ❤😊😊😊love u cuty khushimaa😊😊😊❤
Very nice Bhai and bhauja... ❤❤....
Khusi sis ta pura cute heroine ❤❤❤
Jay jaganatha ❤❤❤❤❤❤Vahi kaba dakha haba happy family
🙏ଜୟ ଜଗନ୍ନାଥ 🙏ଭାଇ ରଥଯାତ୍ରା ବହୁତ ସୁନ୍ଦର ଏବଂ ବହୁତ ବଢିଆ ଲାଗିଲା ପ୍ରଭୁ ବଡଦେଉଳିଆ ଆପଣଙ୍କ ପରିବାର ଙ୍କୁ ଏବଂ ଆପଣଙ୍କ ଗାଁ ର ସମସ୍ତ ସଦସ୍ୟ ଙ୍କୁ ଭଲ ରେ ଖୁସି ରେ ରଖନ୍ତୁ 🙏🙏🙏🙏🙏
Bahut sunder lagil a video Bhai
Prayash Bhai looking so cutte❤❤
Jay Jagannath 🙏🏻🙏🏻🙏🏻 bahut sundar heichi ratha ra saja sajya bahut hi badhiya lagila vlog dekhiki Bhai 😊😊😊😊
Jay Jagannath 🙏 Bhai and bhauja all family members 🙏🙏🙏🙏 love you Khushi maa
Prayash bhai pura panda bhalia disuchhanti.bhagabanku dekhi bahut khusi laguchhi.jay jagannath prabhu amiti samastanka upare krupa dristi rakhithaa
ଭାଇ ମତେ ତୁମର ରଥଯାତ୍ରା ବହୁତ୍ ଭଲ ଲାଗିଲା ପୁରା ଆଖି ଭରିଗଲା ❤❤ ପ୍ରଭୁ ଜଗନ୍ନାଥ ତମ ମାନଂକୁ ଭଲରେ ରଖିଥାନ୍ତୁ ଜୟ ଜଗନ୍ନାଥ 🙏🙏🙏
Anil bhai kahiki asi mahanti
😮żicii
😊😊😊@@pratapjal8411
Satare pintu bhai apananka ghare puja dekhi bahut bahut khusi lagila bhala lagila kalia ku dekhi akhire luha asigala 😢 jay jagannath ❤
ତୁମମାନଙ୍କର ହସ ଖୁସି ର ରଥ ଯାତ୍ରାଦେଖି ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ
Tini thakura bahut sundar laguchanti aau ratha b bahut sundar saja heichi ...mana khussi heijauchi dekhiki vai ❤❤❤❤
Jay Jagannath 🙏 love yve khushi maa 💞 super
ଜୟ ଜଗନ୍ନାଥ 🙏🙏🙏 ବହୁତ ସୁନ୍ଦର
Bahut sunder heaichi ❤❤❤ Jay gaganath 🙏🙏🙏🙏🙏 beautiful ❤❤❤❤❤❤❤❤
Bhaut sunder bhai and bhauja love you Rupa bhauja and pintu bhai ❤❤❤❤Jay jaganath
ବହୁତ ସୁନ୍ଦର ଲାଗିଲା ରଥଯାତ୍ରା ମନଭରି ଗଲା ❤❤❤❤ ଏମିତି ଖୁସିରେ ରୁହ❤❤ ସମସ୍ତେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ⭕‼️⭕🙏🏵️🌸 ଆଜିର ଭିଡିଓ ବହୁତ ଭଲ ଲାଗିଲା ❤❤❤
Good morning Rupa pintu Khushi express Jay jagannath 🙏👍🫰❤️
ହାପି ଅନିଲ ସଞ୍ଜୟ ଭାଇ କଣ ପାଇଁ ଆସି ଲେଣି
Hapi Bhai achanti ba dekhina ki
Tike jhagada haechi ta😢
Tanka I'd re pachara
@@user-mj8yz7yq1ehapi bhai achhi bhalase dakha vedio ku
Pintu bhai Rupa bhauja Khushi maa all dekhiki bhala lagila Jay Jagannath ❤️❤️❤️❤️❤️❤️
ଭାବ ରେ ବନ୍ଧା ମୋର କାଳିଆ ଦିଅଁ 🙏🏻🙏🏻🙏🏻ତମେ ବହୁତ ଭାଗ୍ୟବାନ ସାନଭାଇ, ଭାଉଜ ମହାପ୍ରଭୁ ଙ୍କ ରଥ ତୁମ ଘରୁ ବାହାରୁଛି 🙏🏻🙏🏻ଆଉ ଏତେ ଶ୍ରଦ୍ଧାରେ ତୁମେ ମାନେ ତାଙ୍କୁ ପୂଜା କରୁଛ 🙏🏻🙏🏻
ପିଣ୍ଟୁ ଭାଇ ରଥଯାତ୍ରା ରେ ବହୁତୁ ସୁନ୍ଦର ଲାଗିଲା ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ବହୁତୁ ଭଲ ପିଣ୍ଟୁ ଭାଇ ରୂପା ଭାଉଜ ପରି କିଏ ହେବ ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗିଲା ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ସୁନା ଦିଦି ଅରୁଣ ଭାଇ ପ୍ରଶାନ୍ତ ଭାଇ ପ୍ରୟାସ ଭାଇ ହାପି ଭାଇ ଚିତ୍ତ ଭାଇ ରୋମିଓ ଭାଇ ରୁନା ଦିଦି ମାମୁନି ବାପୁନି ମାଉନ ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି Mo Cute Khusimaa 😘 Love you Bhai Bhauja Khusimaa Suna Didee Arun Bhai Prasanta Bhai Prayash Bhai Happy Bhai Chitta Bhai Romeo Bhai Runa Didee Mamuni Sister Bapun Ram dev Baba and all Family members💞❤️❤️❤️❤️❤️❤️❤❤❤❤❤❤❤❤❤❤❤❤❤❤❤
ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 ଜୟ ଗଣେଶ 🙏 ଜୟ ଶ୍ରୀ ରାମ 🙏 Good bless you 👍️
Bhai akhiru luha bhariasuchi❤❤❤❤❤❤❤❤
Bahut sunder heaichi ❤❤❤❤❤❤❤❤Jay Jagannath 🙏🙏🙏🙏🙏🙏🙏🙏🙏🙏 beautiful ❤❤❤❤❤❤❤❤❤❤❤❤❤
ଭଗବାନ କଣ ତୁମେ ବୁଝିଛ୍ହ। ତୁମକୁ କୋଟି କୋଟି ପ୍ରଣାମ 🙏🏻🙏🏻🙏🏻🙏🏻❤️❤️❤️❤️
ରଥ ଯାତ୍ରା ଅବସରରେ ଆପଣ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ (ଜୟ ଜଗନ୍ନାଥ)
ଭାଇ ଭିଡ଼ିଓ ଟି ବହୁତ୍ ଭଲ ଲାଗିଲା ବହୁତ୍ ସୁନ୍ଦର ଭାବେ ରଥ ପୂଜା କରିଛନ୍ତି ଆଉ ବହୁତ୍ ସୁନ୍ଦର୍ ଲାଗିଲା ସାଜ ସଜା ମୁଁ ରଥ ଦେଖି ଯାଇ ପାରିଲିନି କିନ୍ତୁ ଏଇ ଭିଡ଼ିଓ ରେ ଦେଖିଲି ବହୁତ୍ ଭଲ ଲାଗିଲା ❤️ଜୟ ଜଗନ୍ନାଥ 🙏
Rupa, pintu super... God bless you both...
So sweet bhai ❤❤and bhauja ❤❤love you khushi maa 😘😘so cute ramdev baba dance 👌👌👌👌Jay jagannath 🙏🙏🙏🙏
Jay Jagannath 🙏🙏🙏 love ❤❤ you ❤❤ Rupa ❤❤ pintu ❤❤
ପିଣ୍ଟୁ ତମକୁ ମହାପ୍ରଭୁ ଘଣ୍ଟ ଘୋଢେଇ ରଖିଥାନ୍ତୁ ଏତିକି ଏ ବଡ଼ ଭଉଣୀ ର କାମନା
Jay jagannath bhai tuma ratha bahut sundara vabare sajeicha dekhiki akhi puri gala samastanku vagaban vlre rakhantu
Jay jagganath ❤bhai and bhauja all family khushi maa love you❤🥰🥰😍
Jay Jagannath 🙏
Biswara kalyanna heu❤❤
Bahut Sundar Ratha yatra 👌 🥰 👌
Goodmorning
Rupa
Pintu
Khushi
Expresss
Jay
J am
ସବୁବେଳେ ଏମିତି ଖୁସିରେ ରୁହ ଆହୁରି ଆଗକୁ ଯାଅ
Bohut sundar lagila au bohut khushi bi lagila akhiru luha chaliasila Jay Jagannath 🙏🙏
Love u all ❤❤❤Jay jagannath 🙏🙏🙏🙏🙏🙏
ଭଗବାନଙ୍କର ସେତିକି କରୁଣା କୃପା ଅଛି ତୁମ ପରିବାର ଉପରେ ସେଥି ପାଇଁ ତାଙ୍କ ସେବା କରିବାକୁ ତୁମର ସୌଭାଗ୍ୟ ଅଛି ବହୁତ୍ ବହୁତ୍ ସୁନ୍ଦର୍ ହୋଇଛି ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🌎❤️
Very nice Bhai bhauja ❤❤❤❤
🙏🙏Jay Jagannath🙏🙏 bhai bhauja tuma ratha bahuta Sundara vabare sajiecha dekhike vhala lagila❤❤❤❤❤❤
ଜୟ ଜଗନ୍ନାଥ🙏🙏🙏🙏ବହୁତ ଭଲ ଲାଗିଲା ତୁମରଥ ଜାତ ଖୁସିରେ ରୁହ ପିଣ୍ଟୁ ଭାଇ
ଜୟ ଜଗନ୍ନାଥ ପବିତ୍ର ରଥଯାତ୍ରା ଉପଲକ୍ଷେ ରୁପା ଭାଉଜ ପିଣ୍ଟୁ ଭାଇ ଖୁସି ମାଁ ତାଙ୍କର ଫେମିଲି ସମସ୍ତ ତଙ୍କୁ ଅଭିନନ୍ଦନ ସୁବେଛା ବହୁତ ସୁନ୍ଦର ହେଇଛି ❤ ଜୟ ଜଗନ୍ନାଥ
Jai jagannath 🙏❤️
Happy ratha Yatra
Jay jagannath bahut sunder laguchi samastanku dekhi
Happy family love you all
ହଁ ଭାଇ ତମ ହସି ବହୁତ ସୁନ୍ଦର ❤❤❤❤❤🙏🙏🙏🙏
Jay jagannath 🙏🙏🙏
ମୋ ପ୍ରଭୁ 🥺🙏🏻😊😍 first viewer and first comment 🙏🏻⭕❗⭕❗
Jay jagannath swami😊🙏🏻😊
Bahut Bahut Bahut Bahut Bahut sundar heichi bhagwan ji bahut bhala re rakhi thiba khusi maa ra all family members ku jay jagannath 🙏🏼🙏🏼🙏🏼
Jay jaganatha 🙏🙏🙏
J jagannath ❤
ମତେ ତୁମ ରଥ ୟାତ୍ର ବହୁତ୍ ଭଲ ଲାଗିଲା ❤
Jay Jagannath ❤ Bahut sunder lagila vlog full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja khusi maa 🙏🙏🙏
Jay Jagannath swami Nayana patha gaming bhaba tume prabhu
Jay jagannth 🙏🙏🙏
Jay Jagannath ⭕❗⭕ ସତରେ ବହୁତ ଭଲ ଲାଗିଲା ମୁଁ ବହୁତ ଖୁସି କାରଣ ଏତିକି ସବୁବେଳେ ଏମିତି ଭିଡିଓ ଛାଡ଼ନ୍ତୁ ମୁଁ ଏମିତି ଦେଖୁଥାଏ ❤ଜୟ ଜଗନ୍ନାଥ 🙏
Jay.jaganatha🙏🙏
Surya asta purbaru ratha tanantu please
Happy family❤❤pintu bhai rupa bhauja super 🥰🥰God bless you😘❤jay Jagannath ⭕‼️⭕🙏🙏🙏
ଭାଇ ମତେ ତୁମର ରଥଯାତ୍ରା ବହୁତ୍ ଭଲ ଲାଗିଲା ପୁରା ଆଖି ଭରିଗଲା ପ୍ରଭୁ ଜଗନ୍ନାଥ ତମ ମାନଂକୁ ଭଲରେ ରଖିଥାନ୍ତି ଜୟ ଜଗନ୍ନାଥ 🙏🙏⭕‼️⭕🙏🙏
ଜଗନ୍ନାଥ ମହାପ୍ରଭୁ ତୁମ୍ଭ ପରିବାର କୁ ସର୍ବ ଆନନ୍ଦ ଓ କୁଶଳ ରେ ସଦା ରଖନ୍ତୁ
ପ୍ରାୟାସ ଭାଇଭଲ . ଯେମିତିକି ପୁରୀ ପଣ୍ଡାଭଳିଆ ଜୟଜଗନ୍ନାଥ ଭାଇ
Very nice pintu Rupa Jay jaganahta🙏🙏🙏🙏
Bahut sunder heaichi❤❤❤Jay gaganath ❤❤
ଭାଇ ମୁଁ ତମ କୁ ଦେଖୀବାକୁ ଚାହୁଁଥିଲି ❤❤❤❤❤❤❤❤❤❤❤
Video re Dekhuchha paa😂😂
Bhai, bhauja mate bahut bhala lagila Ratha re basichanti 3 thakura kete sundar dekha jauchanti .akhiru luha asijauchi jay jagannath 🙏🙏 bahut sundar family 😍😍
Jay Jagannath Bhai and bhauja all family members love you family members
ଭାଇ ଭାଉଜ ଙ୍କୁ ମହାପ୍ରଭୁ ଘଣ୍ଟ ଘୋଡେ଼ଇ ରଖିଥାଆନ୍ତୁ ଏତିକି ମୋର କାମନା ଜୟ ଜଗନ୍ନାଥ 🙏🙏🙏🙏♥️♥️♥️♥️♥️
🕉🌺🚩🙏Radhe Radhe🙏🚩🌺🕉
Jay jagganath bhaut sundar hoichhi❤❤❤❤❤
Jay jagannath pintu Rupa 👏 all family members 👏👏👏
Bahut sunder lagil a vlog bhai ❤❤so sweet khushi maa ❤❤❤Jay Jagannath 🙏🙏🙏🙏
Yemiti sabu time khusi re ruhantu pintu Bhai yemiti family khusi re ruhantu ❤u Jay shree jagarnath 🙌❤️ bhai bhauja khusi maa runa dei mamuni bhauni ramdev baba bapun Bhai god bless you ❤u
Jay jagannath 🙏 bhai satare video dekhi akhire luha asijauchi khusi lagila dekhiki 😊
Pinto babu sabubele amiti khusire ruha❤❤
Super Jodi Rupa pintu ❤Kia Kia bargad district ro dekhucha video
ମନକୁ ଛୁଇଁ ଗଲା ଜୟ ଜଗନ୍ନାଥ 🙏🏻
Jay shree jagannath 👏.. radhe radhe 🙏
Jay Jagannath 🙏🚩
🙏🙏ଜୟ ଜଗନ୍ନାଥ 🙏🙏🙏
Bhai। Bhauja emiti sabu bele ଖୁସିରେ ruh jay jagannath bhalre rakhntu 🙏 bhautu sundhr heichi rath yatra vlog so beautiful 😍❤️💞🔥😍🥰👌👌
ଜୟ ଜଗନ୍ନାଥ ବହୁତ୍ ବଡିଆ ହୋଇଛି
ଜୟ ଜଗନ୍ନାଥ🙇♀️❤
Bahut sundar . Happy family members .❤❤❤
Jay Jagannath mahaprabhu 🙏🙏🙏