ଏଇଠୁ ରହିଛି ପାତାଳକୁ ବାଟ; ମୁଁ ଦେଖିଲି ଲୋକଙ୍କୁ ଦେଖେଇଲି || Taneswari Bana || Paatal Lok

Sdílet
Vložit
  • čas přidán 10. 09. 2024
  • #malika #adityanarayannanda #taneswaribana #sankhatrash #patallok
    ଏଇଠୁ ରହିଛି ପାତାଳକୁ ବାଟ; ମୁଁ ଦେଖିଲି ଲୋକଙ୍କୁ ଦେଖେଇଲି || Taneswari Bana || Adityanarayan Nanda
    Mobile News 24×7 is a News Portal based out of Bhubaneswar, Odisha. It publishes true and unbiased news without any fear and gives an insight into all recent events and updates. Our Bureau includes Writers, Reporters and Stringers from across the country. We write analytical and evidence based stories along with the news updates.
    For the latest Odisha News Follow us:
    Visit US: odia.mobilenew...
    CZcams: / mobilenews24x7
    Facebook: / mobilenews24x7odia
    Twitter: / 24x7odia
    Kooapp: www.kooapp.com...
    Pinterest: / mobilenews24x7
    #MobileNews24x7 #TrendingNews #MobileNews #LatestNews #BreakingNews

Komentáře • 563

  • @srisaidesignvastu9209
    @srisaidesignvastu9209 Před měsícem +5

    ହଈହେ ବାବା ଆପଣ କହିଥିଲେ ନବୀନ ପଟ୍ଟନାୟକ ଜିତିବେ ଓ ମୂଖ୍ୟ ମନ୍ତ୍ରୀ ହେବେ , କାହିଁକି ହେଲେ ନାହିଁ ଆପଣ କହୁଥିବା କଥା ମିଛ ହେଲା !

  • @user-lj2cx3zd7e
    @user-lj2cx3zd7e Před 8 měsíci +15

    ଜୟ ଜଗନ୍ନାଥ ହରିବୋଲ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ହୋଇଥାଏ 🕉️🕉️🕉️🕉️🕉️🕉️🕉️🕉️🕉️🕉️🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🌺🙏🛐🙏🙏🙏🙏🙏🙏🙏🙏🙏🪷🪷🪷🪷🪷🪷🪷🪷🪷🪷🌸🌸🌸🌸🌸🌸🌸🌸🚩🚩

  • @karunakardas151
    @karunakardas151 Před měsícem +14

    ଦେଶରେ ବହୁତ ଭଣ୍ଡବାବା ଯଥା ସାରଥି ସୁର,ବାନା ବାବାଙ୍କ ଭଳି ଅନେକ ବାବାଙ୍କ କଳାକାରନାମା ସମ୍ପର୍କରେ ଲୋକ ମାନେ ଜାଣିଛନ୍ତି ସେମାନେ ମଧ୍ୟ ଏହି ପରି ଚିକ୍କଣ କଥା କହି ମ୍ୟାଜିକ ଓ ହାତସଫାଇ କର୍ଣ୍ଣପିଚାସୀ ସାଧନା ବଳରେ ସାଧାରଣ ମହିଳା ମାନଙ୍କୁ ମୋହିତ କରି ମହିଳାମାନଙ୍କୁ ଠକି ନେଇଥିବା ଜଣାପଡିଛି ତାଙ୍କୁ ମୋହରା କରି ମଠ ଆଶ୍ରମ ନିର୍ମାଣ କରି ରଙ୍ଗ ଶାଳା କରି ବିଳାସ ବ୍ୟସନରେ କାଳାତିପାତ କରିଛନ୍ତି ଏ ବାବା ସେହି ପରିବେପାର କରି ଅୟଶକରିବାର ଇଚ୍ଛା ପ୍ରକାଶ କରୁଛନ୍ତି

  • @kbsshort4862
    @kbsshort4862 Před 4 měsíci +10

    ପଇସା କୁ ଗୋଡ଼ ରେ ଫୋପଡ଼ିଚୁ କଥା ଟି ଯଥାର୍ଥ ନୁହେଁ. ପଇସା କୁ ମା ଲକ୍ଷ୍ମୀ ନାମ ରେ କୁହା ଯାଏ ବାବା 🚩🙏

    • @user-eo4vf9th9k
      @user-eo4vf9th9k Před měsícem +1

      Patalaku setebele Raja,maharaja Mane nhi bata rakhichanti,

  • @Prabhunku-Khojiba-Asa
    @Prabhunku-Khojiba-Asa Před 8 měsíci +24

    🕉️ ଜୟଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ସଦ୍ଦିଚ୍ଛାହିଁ ପୂର୍ଣ୍ଣହେଉ, ଆନନ୍ଦେ ଏକବାର ହରିବୋଲ 🤷🏻‍♂️🙏🕉️

  • @balarampanda2482
    @balarampanda2482 Před 8 měsíci +42

    ବହୁତ୍ ଖୁସି ଲାଗିଲା ଯେ ବାବା ତ ସବୁ ତତ୍ତ୍ଵ କଥା ଜଣନ୍ତି କିନ୍ତୁ ପଚାରିବା ଲୋକ ମଧ୍ୟ କିଛି ଟା ଜାଣନ୍ତି

  • @ashirbadjena_aj
    @ashirbadjena_aj Před 8 měsíci +16

    ଯୁଗ ବଦଳି ଯିବ ହେଲେ ଲୋକଙ୍କର ଭଣ୍ଡ ବାବା ଙ୍କ ପ୍ରତି ବିଶ୍ଵାସ କେବେ ବଦଳିବନି ।

  • @ganeshpanigrahi5258
    @ganeshpanigrahi5258 Před 8 měsíci +33

    🚩ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱାମୀ🙏...

  • @sudhakarmoharana7454
    @sudhakarmoharana7454 Před 8 měsíci +2

    🙏🙏🙏🌹ଜୟ ଗୁରୁଦେବ ଜୟ ତନେଶ୍ୱରୀ ପୀଠ 🌹🙏🙏🙏

  • @NayagarhTalent
    @NayagarhTalent Před 3 měsíci +2

    ଜୟ ମା ଦକ୍ଷିଣ କାଳୀ 🙏🙏🙏🙏

  • @jyotiranjan9131
    @jyotiranjan9131 Před 8 měsíci +56

    ଆମ ଅଞ୍ଚଳରେ ଭଣ୍ଡାମି ଚଳିବ ନାହିଁ। ସତରେ ଯଦି ତୁମେ ସାଧୁ ସନ୍ଥ ଅଞ୍ଚଳର ଉନ୍ନତୀ କର । ଲୋକଙ୍କର ଉପକାର କର । ମୁଁ ତୁମ ସହିତ ଦିନେ ଭେଟ କରିବି। ମୁଁ ବି ଜାଣିବାକୁ ଚାହେଁ ତୁମେ କେତେ ସତ୍ୟ

    • @ajaydash6398
      @ajaydash6398 Před 8 měsíci

      mote laaguchhi ye jou comment karuchhi .. no 1 murkha

  • @swastikvarati2820
    @swastikvarati2820 Před 8 měsíci +30

    ମିଡିଆ ଗଲେ ହିଁ, ସତ୍ୟର ଜୟ ହବ...
    ଅଧର୍ମ ର ବିନଷ୍ଟ ହବ

    • @Sujit_nayak
      @Sujit_nayak Před 8 měsíci

      Jouthi biswas nahi Sethi kichi nahi sabu sunya

    • @swastikvarati2820
      @swastikvarati2820 Před 8 měsíci

      ଆପଣ ଯାହା କହିଲେ ତାହା ଠିକ। କିନ୍ତୁ ଶୁନ୍ୟ ର ଆଖ୍ୟା ଦିଆଯାଇ ହରିବୋଲ,ହୁଳହୁଳୀ ନାମରେ :: ନିରିହ ଜନସାଧାରଣ ବଳି ପଦୁଛନ୍ତି

  • @gurudebmatia3157
    @gurudebmatia3157 Před 8 měsíci +10

    , ଭାଇ, ଉଦ୍ଧବ 24 ଗୁରୁ କରି ନଥିଲେ,,,, ସେଥିଲେ,,, ଅବଧୂତ, ଥିଲେ,,,, ଜୟ ଜଗନ୍ନାଥ ରାଧେ ରାଧେ,,

  • @kumarchandan3045
    @kumarchandan3045 Před 8 měsíci +4

    Jay Jagannath Mohaprabhu 🙌🏻🛕🚩

  • @The_glxsyy.__x
    @The_glxsyy.__x Před 8 měsíci +2

    Very Good Video ⭕❗⭕ ଜୟ ଜଗନ୍ନାଥ 🙌❤🙏🚩

  • @chittaranjanmohapatra6786
    @chittaranjanmohapatra6786 Před měsícem

    ମାତୃ କୃପା ହି କେବଳମ 🌹🌹🙏🙏🙏🌹🌹

  • @user-bs6rn2hs2y
    @user-bs6rn2hs2y Před 15 dny

    Jay shree krishna radhe radhe 🙏🙏🙏 Jay Jagannath 🙏🙏🙏🙏🙏🙏 har har mahadev 🙏🙏🙏 har har mahadev 🙏🙏🙏 har har mahadev 🙏🙏🙏🙏

  • @nareshdash3796
    @nareshdash3796 Před 8 měsíci +4

    ଜୟ ଜଗନ୍ନାଥ

  • @basudevmishra3814
    @basudevmishra3814 Před 8 měsíci +142

    ପଞ୍ଚ ମହାଭୂତ ର ସ୍ରୁଷ୍ଟି ର କ୍ରମ ହଉଛି ଆକାଶ ରୁ ବାୟୁ, ବାୟୁରୁ ଅଗ୍ନି, ଅଗ୍ନିରୁ ଜଳ ଏବଂ ଜଳରୁ ପ୍ରୁଥିବୀ ତତ୍ତ୍ୱ। ତାହେଲେ ନନ୍ଦ ବାବାଙ୍କ କଥା ଅନୁସାରେ ଜଳରୁ କେମିତି ଅଗ୍ନି କେମିତି ସ୍ରୁଷ୍ଟି ହୋଇଛି ସେକଥା ବୁଝି ହେଲା ନାହିଁ।

    • @mkindianota9922
      @mkindianota9922 Před 8 měsíci +20

      Agni jalile sethiru jala bahare science padha jani parib

    • @basudevmishra3814
      @basudevmishra3814 Před 8 měsíci

      @@mkindianota9922 ଏଥିପାଇଁ ସାଇନ୍ସ ପଢିବା କଣ ଦରକାର, ଏଇଟା ସମସ୍ତଙ୍କର ପ୍ରତ୍ୟକ୍ଷ ଅନୁଭୂତିର କଥା। କିନ୍ତୁ ବିଷୟ ବସ୍ତୁ ଏଠାରେ ଅଗ୍ନିରୁ ଜଳର ପ୍ରାକଟ୍ୟ ନୁହେଁ ବରଂ ଜଳରୁ ଅଗ୍ନିର ପ୍ରାକଟ୍ୟ କଥା ପ୍ରସଙ୍ଗ ଯାହା ନନ୍ଦ ବାବା କହିଲେ ସେ କଥାଟିକୁ ବୁଝିବା ପାଇଁ ଚେଷ୍ଟା ଚାଲିଛି।

    • @Sarala_music
      @Sarala_music Před 8 měsíci +7

      ସେଇଟା ସାଇନ୍ସ ରେ ଅଛି ଯେ ଅଗ୍ନିରୁ ଜଳ ବୋଲି କିନ୍ତୁ ଏଇଟା ଅଧ୍ୟାମିକ ପାଠ ଏଇ ସାଇନ୍ସ ରେ ଜଳରୁ ଅଗ୍ନି ବାହାରି ଥାଏ

    • @basudevmishra3814
      @basudevmishra3814 Před 8 měsíci +6

      @@Sarala_music ଆଧ୍ଯାତ୍ମିକ ପାଠରେ ହିଁ ଲେଖା ଅଛି କି ଅଗ୍ନିରୁ ଜଳର ସ୍ରୁଷ୍ଟି ଯାହା ସାଇନ୍ସରେ ବି ତାର ପ୍ରମାଣ ମିଳୁଛି ଯେ ଅଗ୍ନି ଜଳିଲେ ସେଥିରୁ ଜଳ ବାହାରେ ବୋଲି। ହେଲେ ନନ୍ଦ ବାବାଙ୍କର ମତ ଯେ ଜଳରୁ ଅଗ୍ନିର ସ୍ରୁଷ୍ଟି ସେ କଥାଟି ଆଧ୍ଯାତ୍ମିକ ପାଠ ଓ ସାଇନ୍ସ ଦୁଇଟି ଯାକର ବିପରିତ କଥାଟି ଯାହା ମୋ ଭଳି ସାଧାରଣ ବୁଦ୍ଧି ଥିବା ଲୋକ ବୁଝି ପାରୁନି।

    • @chinmayaparida8198
      @chinmayaparida8198 Před 8 měsíci +4

      ଆପଣ ଶ୍ରୀ ଜଗନ୍ନାଥ ଧାମ ର ସେତ୍ଵ ଗଙ୍ଗା ର ପୁଷ୍କରିଣୀ କିମ୍ୱଦନ୍ତୀ ବିଷୟ ରେ ଜାଣିବା ପାଇଁ ତଥ୍ୟ ନିଅନ୍ତୁ। ଆପଣ ଜଳ ଯଜ୍ଞ ବିଷୟ ରେ ଜାଣି ପାରିବେ

  • @user-sn4ll6vf6k
    @user-sn4ll6vf6k Před 8 měsíci +6

    Jay jagannatha 🙏🙏🙏

  • @JitendraBehera-pn5zv
    @JitendraBehera-pn5zv Před 8 měsíci +10

    ପ୍ରଣାମ, ବାବା, ଆପଣ, ମହାନ,❤❤❤❤❤

    • @ajubhal
      @ajubhal Před 5 měsíci +3

      Banda baba 😂😂😂😂

  • @jibandas9004
    @jibandas9004 Před 8 měsíci +26

    ଏ ପାଗଳ ଚୋଡି କଣ ଗପୁଚି ସେ ଶଳା ବି ବୁଝି ପାରୁ ନା ଥିବ ଶଳା ଏ ସବୁ ଜୁମଲା ।।।ଖାଲି ବେପାର । ଏ ଶଳା ଭାଙ୍ଗ ଖାଇଛି ତା ଆଖି ରୁ ଜଣା ପଡୁଛି

  • @gautamswain5107
    @gautamswain5107 Před 8 měsíci +3

    Jay Jaganath swami ki jay 🙏🌺🙏💮🙏🌸🙏💮🙏🌸

  • @jadibuti_medicine-1990.
    @jadibuti_medicine-1990. Před 8 měsíci +15

    Time 6.15
    ଗଧ ଭଳିଆ ଖାଇବୁ ଘୁଷୁରୀ ଭଳିଆ ଖଟିବୁ . କଥାଟା ହଜମ ହେଲାନି।

  • @sibipkumar5383
    @sibipkumar5383 Před 8 měsíci +6

    ଯିଏ vagwan ଙ୍କୁ ଚିହ୍ନି ନଥାଏ,,,, ସେମାନେ ଏମିତି କହି ଥାଆନ୍ତି 😂,,,,,,, mora gote qsn sei ବାବାଜୀ ku,,,,,, କହ re ବାୟା,,,kaha vagwan kie au ତାଙ୍କ ଚରିତ୍ର କଣ 😂?????

    • @smallutuber8388
      @smallutuber8388 Před 5 měsíci +2

      Are bhai tma gandi kai galu hauchi. Tamaku kia dakiki pacha ruchi

  • @rashmiranjansahoo6346
    @rashmiranjansahoo6346 Před 8 měsíci +5

    ବହୁତ୍ ଗୁପ୍ତ ରହସ୍ୟ କଥା 🙏🙏🙏
    ଏ ଜାଗା କେଉଁଠି ଟିକେ ସମ୍ପୂର୍ଣ ଠିକଣା ଦିଅନ୍ତୁ

  • @dambaruchhatria-xr5lk
    @dambaruchhatria-xr5lk Před 8 měsíci +5

    Jay jagannath Jay jagannath 🙏🙏🙏🙏

  • @sanjayanayak9284
    @sanjayanayak9284 Před 7 měsíci +1

    ଜୟ ଜଗନ୍ନାଥ ପ୍ରଭୁ, 🙏🌺🙏🌺🙏🌺

  • @bijaypingua9571
    @bijaypingua9571 Před 8 měsíci +24

    ଇଶ୍ବରଙ୍କ କଥାକୁ କାହାକୁ ଲୁଚାଇବା କଥା ନୁହଁ। ତେବେ ସିନା ଲୋକେ ଆପଣା ଜୀବନ ବଦଳାଇ ନିଜକୁ ବଞ୍ଚାଇବେ

  • @unpluggedbeats9986
    @unpluggedbeats9986 Před 8 měsíci +13

    Very nice reporting. This should be the standard of journalism. Nice presentation by the reporter.

  • @skdsingerkumarsaroj655
    @skdsingerkumarsaroj655 Před 8 měsíci +3

    ଜୟ କଳ୍କୀ ଜୟ
    ଜୟ ଜଗନ୍ନାଥ ଜୟ ଜଗଦୀଶ ହରେ
    ହରି ଓମ୍ ତତ୍ ସତ୍
    ହରି ଓମ୍ ଇତି

  • @user-hv3tn9tm1t
    @user-hv3tn9tm1t Před 2 měsíci +2

    ଏମିତି ଏମ୍ ଏ ପିଲା ଓଟରିସ୍କା ଚଳାଉଛନ୍ତି

  • @AjaySwain-kn4ey
    @AjaySwain-kn4ey Před 7 měsíci +1

    Ati Sundhar katha

  • @rajendrasabar4538
    @rajendrasabar4538 Před 8 měsíci +4

    Jay MAA taneswari bano

  • @sridharsahoo1217
    @sridharsahoo1217 Před 8 měsíci +2

    ବିଭିନ୍ନ ଚ୍ୟାନେଲ୍ ମାଧ୍ୟମରେ ବାବା ପ୍ରଚାର କରିଚାଲିଛନ୍ତି।ଲୋକେ ଜିବେନି କିପରି।ରୋଗଭଲ ହେଉଛି ବୋଲି ବାବା କହୁଛନ୍ତି

  • @biswabhusanrath2814
    @biswabhusanrath2814 Před 8 měsíci +2

    ଜୟ ଜଗନ୍ନାଥ । 🙏

  • @PrasannaKumarPradhan-g7s

    Jay Jagannath

  • @suchismitanayak9124
    @suchismitanayak9124 Před 8 měsíci +2

    Jay jaganath

  • @Er.Bapuni
    @Er.Bapuni Před 13 dny

    Jay shree Jagannath 🙏🙏🙏

  • @sukadevSahoo-d1g
    @sukadevSahoo-d1g Před měsícem +1

    ଜୟ ଗୁରୁଦେବ, ଭାବକୁ ନିକଟ ଅଭାବକୁ ,ଦୁର ଆଜି କାଲି ଅତି ସିଖିତ ହୋଇ ଧନ ରୋଜଗାର କରନ୍ତି, କିନ୍ତୁ ଧର୍ମ ରୋଜଗାର କରିବା କାହାର ମନେପଡେ ନାହିଁ । ଘର ତିଆର କରନ୍ତି ,ଏହା ମାୟା ଘର ବୋଲି, ଯାଣି ପାରନ୍ତି ନାହିଁ ।ଘରଗୋଟିଏ ଯାହା ପରମ ଧାମ , ଜିଏ ଆମକୁ ଅପେକ୍ଷାରେ ଚାହିଁ ରହିଛି ।ଖାଲି ମୁଁ ଘର କରିଛି ମୁଁ ବହୁତ ସୁନ୍ଦର ଓ ମୋର କଥା ସୁନ୍ଦର କିନ୍ତୁ ସବୁ ମାୟା ବୋଲି ଜାଣିନାହାନ୍ତି ।କିଏ ମାତା ପିତାଙ୍କୁ କଷ୍ଟ ଦେଲେଣି କିଏ ସ୍ତିରୀ କୁ ,କିଏ ଅନ୍ୟତମ ରାସ୍ତା ବାଛି ନେଲେଣି ,ଏଣୁ କାହାରିକୁ କହିଲେ ଥଟ୍ଟା କରିବେ ,ଗୁଣି ଗାରେଡ଼ି ସିଖୁଛି କହିବେ ,ଏଣୁ ଯେ ପଖି ଯାଇଥାଏ ଜେତେ ଦୁର ସେଜାଣେ ତାହାର ଦୁର ।ଅନେକ ଦୁର ରୁ ପ୍ରଣାମ ଗୁରୁଦେବ

  • @ganibabu8260
    @ganibabu8260 Před 8 měsíci +3

    Jay shree jagannath❤❤❤

  • @iswarchandramoharana
    @iswarchandramoharana Před 8 měsíci +1

    ତ୍ରାହି ଅଚ୍ୟୁତ 🙏🏻ତ୍ରାହି ଜଗନ୍ନାଥ 🙏🏻. ବାବା ପ୍ରଣାମ 🙏🏻ବହୁତ ସୁନ୍ଦର ଉପସ୍ଥାପନା

  • @pabitramohangayan1482
    @pabitramohangayan1482 Před 7 měsíci +2

    ବାବାଜୀ ମହାରାଜ୍ ଙ୍କୁ ପ୍ରଣାମ 🙏
    ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ତାଙ୍କର ଦର୍ଶନ କରିବା ସମ୍ଭବ ହେଲା। ସାଧୁବାଦ ଜଣାଉଛି 🙏

  • @sharadamohanty5629
    @sharadamohanty5629 Před 7 měsíci +1

    Namaskar . Jai Gurudev 🙏💐🙏

  • @keshabkumar7848
    @keshabkumar7848 Před 8 měsíci +3

    Jay jagannath jay pancha sakha

  • @pradeepkumarpradhan7004
    @pradeepkumarpradhan7004 Před 8 měsíci +2

    Jai jagannath jai panchasakha odisha keonjhar barbil

  • @anilsamal7397
    @anilsamal7397 Před 8 měsíci +3

    🌷Jay Jagannath 🙏

  • @kapildevmajhi8328
    @kapildevmajhi8328 Před 8 měsíci +2

    Jai baba ji jay ho

  • @kritiranjan5020
    @kritiranjan5020 Před 19 dny

    Jay Prabhu Laxminarayan

  • @rajlaxmipatro4370
    @rajlaxmipatro4370 Před 8 měsíci +6

    Waha bahut bhala lagila guruji 🙏🙏👌

  • @jaymadhaba5624
    @jaymadhaba5624 Před 8 měsíci +3

    Jay jay shree radha ballav shree hari 🙏

  • @SuryaPraharaj-ew7sh
    @SuryaPraharaj-ew7sh Před měsícem +1

    ଵେଦ ମଧ୍ୟରେ ସାମବେଦ ବଡ଼ , ଯଜୁର୍ବେଦ ବଡ଼ନୁହେଁ , ଗୀତା ରେ ଲେଖାଅଛି,ଯାହା ଏ ମୁର୍ଖ କୁ ଜଣାନାହିଁ

  • @sonukhansonukhan8387
    @sonukhansonukhan8387 Před 4 měsíci +3

    Welcome. VEDIO. Rok thok. Khola. Hrudaya. Ku. KOTI. Swagat

  • @sanjibkumarpanda6752
    @sanjibkumarpanda6752 Před měsícem

    सनातन धर्म प्रचारक
    साधु धन्यवाद

  • @PUREKNOWLEDGE9556
    @PUREKNOWLEDGE9556 Před 8 měsíci +32

    H2O ହେଉଛି ଜଳ = H2 ଅର୍ଥାତ୍ ଦୁଇଟି ହାଇଡ୍ରୋଜେନ୍ ପରମାଣୁ ଓ ଗୋଟିଏ ଅକ୍ସିଯେନ୍। ହାଇଡ୍ରୋଜେନ ନିଜେ ଜଳେ ଓ ଅକ୍ସିଜନ ଜଳିବାରେ ସାହାଯ୍ୟ କରେ। ତେଣୁ ଜଳ ର ସୂକ୍ଷ୍ମ ତତ୍ତ୍ଵ ରେ ଅଗ୍ନି ରହୁଛି

  • @user-md3hh6dd8g
    @user-md3hh6dd8g Před 8 měsíci +17

    ନିଜକୁ ଭଗବାନ ମାନେ ନା କରନ୍ତୁ l ଜ୍ଞାନ ବହୁତ ଅଛି ସଦୁପଯୋଗ କର l

  • @user-ei4xe4sp6i
    @user-ei4xe4sp6i Před 8 měsíci +5

    aditya babu ki jay

  • @pintu9872
    @pintu9872 Před 8 měsíci +4

    Original spiritual power

  • @saritamishra292
    @saritamishra292 Před 8 měsíci +3

    Jai jagannath swami jai pancha sakha 🌷🙏🏻🙏🏻🙏🏻🙏🏻🙏🏻🙏🏻🙏🏻🌷jai mata di 🌷🙏🏻🌷

    • @pradipmeher4250
      @pradipmeher4250 Před 8 měsíci

      ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @PitmanBemal
    @PitmanBemal Před 8 měsíci +3

    Jai sri ram

  • @harekrishnanaik9119
    @harekrishnanaik9119 Před 8 měsíci +1

    Jai jagannath

  • @user-mv2gw2og7b
    @user-mv2gw2og7b Před 8 měsíci +4

    Loko manku help karuchhantii setiki ree mu khusii see baba nku 🙏🙏🙏

  • @Nirbi861
    @Nirbi861 Před 5 měsíci +2

    ମହାଶୟ କହିଲେ ଉଦ୍ଧବ ୨୪ଗୁରୁ କରିଥିଲେ କିନ୍ତୁ ତାହା ଭୁଲ୍ ଶ୍ରୀ ଗୁରୁ ଦତ୍ତାତ୍ରେୟ ଭଗବାନ ଙ୍କର ୨୪ଗୁରୁ ଥିଲେ

  • @pradyumnakumarpanda2827
    @pradyumnakumarpanda2827 Před 6 měsíci +1

    JAY MAA TANESWARI ❤❤❤

  • @kartik_4568
    @kartik_4568 Před 7 měsíci +1

    Jay Jagannath Swami 😊😊😊

  • @sipujena7056
    @sipujena7056 Před 8 měsíci +5

    Jay panchasakha 🙏🏻

  • @satyapriyapradhan3883
    @satyapriyapradhan3883 Před 5 měsíci +1

    Jay Jagannath Swami Narayan path gami bhaba to me ❤❤❤❤❤❤❤❤❤❤❤❤❤❤

  • @sudarsanbaral1002
    @sudarsanbaral1002 Před 4 měsíci

    Jay Jagannath,Jay panchasakha,Jay Aditya baba,namo taneswari bana

  • @gangadhardharsantara9441
    @gangadhardharsantara9441 Před 7 měsíci +1

    🙏 Omm 🙏 parmatmaya 🙏 Jay 🙏 shree 💝 Jay ❤️ Jagannath 💝 namaha 🙏🙏🙏🙏 beautiful 💝❤️💝

  • @Anilkumarrath
    @Anilkumarrath Před 8 měsíci +4

    Jay Maha Guru 🙏🙏🙏

    • @snraj2786
      @snraj2786 Před 8 měsíci

      ଜୟ ଜଗନ୍ନାଥ ଗୁରୁଦେବ।👐👐👐👐👐

  • @basantjena965
    @basantjena965 Před 8 měsíci +3

    Aditya babu mo dukha dura kara.maa taneswari pranam.

  • @etishreebasantibehera9787
    @etishreebasantibehera9787 Před 8 měsíci +2

    Om shanti aatitya bhaiji aapanankara barta bhala lagila

  • @pradeepdas1841
    @pradeepdas1841 Před 6 měsíci +1

    Aditya Baba ki Jai

  • @kausalyasahu3748
    @kausalyasahu3748 Před 5 měsíci +1

    Bhala pilata bahut kichhi jana achhi so I think he is a good person.

  • @sumitrasahoo5701
    @sumitrasahoo5701 Před měsícem

    ଗାଁ କେଉଁଠି ଅଛି ଏଇ ଗାଁ ରେ ନାମ କଣ

  • @millionaireplayz
    @millionaireplayz Před 5 měsíci +2

    2ND ସାରଥୀ ଏଟା ସବୁ ଭଣ୍ଡ ଠକ ଭଗବାନ ଙ୍କୁ ମାନ ସବୁ ଠିକ୍ ହେଇଯିବ ଏସବୁ ତମ ଠୁ ଲୁଟି ନେଇ ଧନୀ ହେଇଯିବେ ଭଣ୍ଡ ଗୋଡାକ

    • @smallutuber8388
      @smallutuber8388 Před 5 měsíci

      To kanare kn banda mada heichi sea bhagwan nka katha kahuchanti to kanare banda mada heichi sethi pai tu kahuchu bhanda

  • @niranjannaik9523
    @niranjannaik9523 Před 8 měsíci

    Jai Jagannath

  • @ranjitdalei9316
    @ranjitdalei9316 Před 7 měsíci +1

    ପ୍ରଣାମ
    ଜି ସୁବର୍ଣ୍ଣପୁର

  • @kailashmallick7610
    @kailashmallick7610 Před 8 měsíci +4

    ଏ jaga😢କୋଉଠି ସଠିକ କହିବେକି ଆଜ୍ଞା

  • @AjitNayak-rk9xl
    @AjitNayak-rk9xl Před 8 měsíci +1

    Omm namaha Sivaya

  • @sanjayakumardhal5686
    @sanjayakumardhal5686 Před 8 měsíci +1

    Jay maa

  • @ganeshtiki9642
    @ganeshtiki9642 Před 6 měsíci +2

    🙏🙏🙏

  • @jibanjyotimallik6659
    @jibanjyotimallik6659 Před 6 dny

    Maa🙏🏻

  • @user-gk5ez7jk2s
    @user-gk5ez7jk2s Před 8 měsíci

    Jay gurudev

  • @SPEED_BIKE-R
    @SPEED_BIKE-R Před 8 měsíci +2

    6:44 🙏 JAY JAGANNATH ⭕❗⭕

  • @UtkalRout-cr1qi
    @UtkalRout-cr1qi Před 5 měsíci +1

    Jaybaba

  • @user-jg7lv5px7z
    @user-jg7lv5px7z Před 8 měsíci +1

    Jay maa 🙏

  • @rajlaxmipatro4370
    @rajlaxmipatro4370 Před 8 měsíci +20

    Tamaku laza laguni kemiti kaharap comments daucha se ta micha kahila bhali lagilani ❤

    • @kshirodpanda1585
      @kshirodpanda1585 Před 8 měsíci

      Tanku pacharila e kali jugare se emiti pandita jala jangya karidauchi

    • @sitakantanayak6864
      @sitakantanayak6864 Před 6 měsíci

      ​@@kshirodpanda1585to gandi kn pain phatuchi

  • @Dineshkumar-fn2to
    @Dineshkumar-fn2to Před 4 měsíci

    J, jagannath h, mahadev good 👍

  • @krupasindhubehera4000
    @krupasindhubehera4000 Před 5 měsíci

    Omm sri guru.

  • @Bikashdasofficial889
    @Bikashdasofficial889 Před měsícem

    ଜୟ ଜଗନ୍ନାଥ ବାବା

  • @jitendrabarikjitu8587
    @jitendrabarikjitu8587 Před 8 měsíci +2

    ଦେଖା ଯାଉ

  • @subrajitjena7832
    @subrajitjena7832 Před 8 měsíci +3

    Jay shree ram 🙏🙏

  • @SudhiraDas-l3g
    @SudhiraDas-l3g Před měsícem

    Ok ❤❤❤❤❤❤🙌🙌🙌🙌🙏🙏🙏🙏

  • @bijayapppradhan4563
    @bijayapppradhan4563 Před měsícem

    ବାଳ ସମସ୍ୟା ସମାଧାନ କରୁଛି। ଶଳା କୁ ପିଟ ବେ।

  • @PramilaKisan-un5pi
    @PramilaKisan-un5pi Před 7 měsíci +2

    ବାବାଙ୍କ on ଟିକେ ଦେବେ

  • @SIITAMEDUCATION
    @SIITAMEDUCATION Před měsícem

    Baba jay jagannath kahiki kahunahanti

  • @Kalakanhei8352
    @Kalakanhei8352 Před 8 měsíci +4

    Jaga kouthi a taneswari bana
    Sathik address ta tike janeibe ki mobile News

  • @debasismohapatra9253
    @debasismohapatra9253 Před 2 měsíci

    Ehi jau kahile tanka gudare thelicha ehita bhulu anhankara sabu dina rahi bani jay jagannath

  • @monalisavlog8900
    @monalisavlog8900 Před 8 měsíci +1

    ମୂଲ୍ୟ ହୀନ ଭିତୀ ହୀନ କରାନ୍ତୁ ନାହିଁ